Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବେକାରୀ ଦୂରୀକରଣ ପାଇଁ ଚାଷ ହେଉଛି ପ୍ରକୃଷ୍ଟ ପନ୍ଥା ଚାଷ କୁ ଯଦି ଯୁବଗୋଷ୍ଠୀ ଆପଣେଇ ନେବେ ଓ ସରକାର ଯଦି ପ୍ରକୃତ ପ୍ରୋତ୍ସାହନ ଦେବେ ତେବେ ତେବେ ଚାଷ ଏକ ଲାଭଜନକ ବ୍ୟବସାୟ ହେବ
ଚାଷୀ ନେତା ଯଦି ରାଜନୀତି କରିବେ, ରାଜନିତିଆ ବିଲରେ ପଶିବା ଭୁଲ କେଉଁଠି। ଏହି ଚାଷୀ ନେତାଙ୍କ ର ଅବଦାନ କଣ ,ଚାଷୀଙ୍କ ପାଇଁ।
Sesha Babunku DhanyaBad.
ସରକାର ଯଦି ରାଜ୍ୟରେ କୃଷି ଓ କୃଷକ ର ଉନ୍ନତି ଚାହୁଁଛନ୍ତି ତେବେ ୧ ଅଧିକ ଚାଷଉପଯୋଗୀ ଜମି ସୃଷ୍ଟି କରାଯାଉ ୨. ରାଜ୍ୟରେ ଅନେକ ଗୁଡିଏ ଚେକ ଡ୍ୟାମ ଓ ଉଠା ଜଳ ସେଚନ ନିର୍ମାଣ କରି ଚାଷ ଜମିକୁ ଜଳସେଚନ କରନ୍ତୁ l3 ଚାଷୀଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉ ୪ ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ ୫. ଆଳୁ ଓ ପିଆଜ ଚାଷ କୁ ଅଗ୍ରାଧିକାର ଦିଆଯାଉ
ଚାଷିଙ୍କ ଦୁଃଖ ଦୂର କରିବାକୁ ରାଜନୈତିକ ଦଳର ନେତା କେବେ ହେଲେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇନାହିଁ ନବୀନ ପଟ୍ଟନାୟକଙ୍କୁ ୨୪ ବର୍ଷ କେବେ ବୁଲି ନ ଥିବା ବେଳେ ଏବେ ଲୋକଦେଖାଣିଆ ମୋହନ ସରକାର ଭୟରେ ବୁଲିବାକୁ ଆସିଥିଲେ😮କିଛି ହେବନି😮
3100 ଟଙ୍କା ନୁହେଁ ସାର ଏବେ ବି ବେପାରୀ 1900 ଟଙ୍କା ରେ କିଣୁ ଛନ୍ତି. ମଣ୍ଡିରେ 3100 ଟଙ୍କା. ନାମକୁ ମାତ୍ର 3100 ଟଙ୍କା.
Manoranjan babu govt ku kuhantu, Sahadev babunka bhali lokanku minister karantu, farmers ra unnati heba
Chasa Kama Jahara Sabu Dukha Tahara .
ଶେଷ ଦେବ ବାବୁ ପ୍ରକୃତ ରେ ଚାଷୀ ନୁହଁନ୍ତି। ସେ ଜଣେ କୁହଳିଆ ନେତା। ଚାଷୀ ହେଇଥିଲେ ମାଣ୍ଡିଆ କୁ ନେଇ ଏମିତି କହି ନଥାନ୍ତେ। ୩୦ /୪୦ ବର୍ଷ ତଳେ ଓଡ଼ିଶା ରେ ପ୍ରଚୁର ମାଣ୍ଡିଆ, ସୁଆଁ ହେଉଥିଲା। ଏଵଂ ଓଡ଼ିଶା ର ପ୍ରାୟ ୬୦ ପ୍ରତିଶତ ଲୋକ ମାଣ୍ଡିଆ ଏବଂ ସୁଆଁ ଖାଉଥିଲେ। ଏବଂ ପ୍ରମୁଖ ଖାଦ୍ୟ ହିଁ ଥିଲା।
Sir 2020 insurence milithila 4 barsa hala asine
ଆପଣ ଯୋଉ କୃଷିକ ନେତା ବୋଲି ଉଥିବା ଟାଉଟର ଶେଷ ବାବୁ ପାଗଳ ହେଲେଣି BJP ସରକାର ମାସ ହେଉଛି ଆପଣଚାଷି ମାନଙ୍କୁ କୁହନ୍ତୁ କମ୍ ଦର ରେ ବିକ୍ରୟ କରିବେ ସରକାର ଙ୍କୁ ବିରୋଧ ରେ କହୁଛ ଚାଷି ମାନଙ୍କୁ ପାଇଁ ଲୋଡ଼ନ୍ତୁ ଆପଣ ନିଜ ସ୍ୱାର୍ଥ ପାଇଁ ଲୋଡୁଛନ୍ତି
Manoranjan babu life re xhasa karinahanti.se kn janibe.rice re kete kharcha
Manoranjanbabu who will plan the scientific method of cropping, market study, land suitability and effect of climate change also extent of land holding? Sesadev, you or Govt?
Dhana. Mukhya. Phasal
Ganjam sitala bhandar darkar dharokot block
Sir. Chashi ku. L I. Ponit Bihan Free. Dela chasshi. Banachba
Mandia 30 chasa houchi 70% flof bill
ଆପଣ ଯୋଉ କୃଷକ ନେତା ବୋଲାଉଥିବା ଟାଉଟରକୁ ବସାଇ ଡିବେଟ କରୁଛନ୍ତି ତାଙ୍କୁ ପଚାରିଲେ ସେ କୋଉଠିକି କେତେଥର ଯାଇଛନ୍ତି ଚାଷୀଙ୍କ ଏହି ଅବସ୍ଥା ଦେଖିବାକୁ.ଭୁବନେଶ୍ୱରରେ ବସି ଖାଲି ଗାଲୁଆମୀ କାହାଣୀ ଗପିବା ଛଡା ଆଉ କିଛି ଜାଣିନାହାନ୍ତି ଏହି ଭଦ୍ର ଟାଉଟର.
😂😂😂
Nanda babu tu bada galuaTu michha kahuchhu90% crop has damaged
Sesadeba babu tumar tution hebar abasyakta achhi bahapia vali gapuchha kahinki kichi gyana nahin tu chasi neta na Bala neta
Man mohan babunkra kichhi kaam nanhi a bodhe jami vaga lageichhi nije chasha karithile nasta hebara dukha janithanta
Pagala sahita pagLa ra agrument
ବେକାରୀ ଦୂରୀକରଣ ପାଇଁ ଚାଷ ହେଉଛି ପ୍ରକୃଷ୍ଟ ପନ୍ଥା ଚାଷ କୁ ଯଦି ଯୁବଗୋଷ୍ଠୀ ଆପଣେଇ ନେବେ ଓ ସରକାର ଯଦି ପ୍ରକୃତ ପ୍ରୋତ୍ସାହନ ଦେବେ ତେବେ ତେବେ ଚାଷ ଏକ ଲାଭଜନକ ବ୍ୟବସାୟ ହେବ
ଚାଷୀ ନେତା ଯଦି ରାଜନୀତି କରିବେ, ରାଜନିତିଆ ବିଲରେ ପଶିବା ଭୁଲ କେଉଁଠି। ଏହି ଚାଷୀ ନେତାଙ୍କ ର ଅବଦାନ କଣ ,ଚାଷୀଙ୍କ ପାଇଁ।
Sesha Babunku DhanyaBad.
ସରକାର ଯଦି ରାଜ୍ୟରେ କୃଷି ଓ କୃଷକ ର ଉନ୍ନତି ଚାହୁଁଛନ୍ତି ତେବେ
୧ ଅଧିକ ଚାଷଉପଯୋଗୀ ଜମି ସୃଷ୍ଟି କରାଯାଉ
୨. ରାଜ୍ୟରେ ଅନେକ ଗୁଡିଏ ଚେକ ଡ୍ୟାମ ଓ ଉଠା ଜଳ ସେଚନ ନିର୍ମାଣ କରି ଚାଷ ଜମିକୁ ଜଳସେଚନ କରନ୍ତୁ l
3 ଚାଷୀଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉ
୪ ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ
୫. ଆଳୁ ଓ ପିଆଜ ଚାଷ କୁ ଅଗ୍ରାଧିକାର ଦିଆଯାଉ
ଚାଷିଙ୍କ ଦୁଃଖ ଦୂର କରିବାକୁ ରାଜନୈତିକ ଦଳର ନେତା କେବେ ହେଲେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇନାହିଁ ନବୀନ ପଟ୍ଟନାୟକଙ୍କୁ ୨୪ ବର୍ଷ କେବେ ବୁଲି ନ ଥିବା ବେଳେ ଏବେ ଲୋକଦେଖାଣିଆ ମୋହନ ସରକାର ଭୟରେ ବୁଲିବାକୁ ଆସିଥିଲେ😮କିଛି ହେବନି😮
3100 ଟଙ୍କା ନୁହେଁ ସାର ଏବେ ବି ବେପାରୀ 1900 ଟଙ୍କା ରେ କିଣୁ ଛନ୍ତି. ମଣ୍ଡିରେ 3100 ଟଙ୍କା. ନାମକୁ ମାତ୍ର 3100 ଟଙ୍କା.
Manoranjan babu govt ku kuhantu, Sahadev babunka bhali lokanku minister karantu, farmers ra unnati heba
Chasa Kama Jahara Sabu Dukha Tahara .
ଶେଷ ଦେବ ବାବୁ ପ୍ରକୃତ ରେ ଚାଷୀ ନୁହଁନ୍ତି। ସେ ଜଣେ କୁହଳିଆ ନେତା। ଚାଷୀ ହେଇଥିଲେ ମାଣ୍ଡିଆ କୁ ନେଇ ଏମିତି କହି ନଥାନ୍ତେ। ୩୦ /୪୦ ବର୍ଷ ତଳେ ଓଡ଼ିଶା ରେ ପ୍ରଚୁର ମାଣ୍ଡିଆ, ସୁଆଁ ହେଉଥିଲା। ଏଵଂ ଓଡ଼ିଶା ର ପ୍ରାୟ ୬୦ ପ୍ରତିଶତ ଲୋକ ମାଣ୍ଡିଆ ଏବଂ ସୁଆଁ ଖାଉଥିଲେ। ଏବଂ ପ୍ରମୁଖ ଖାଦ୍ୟ ହିଁ ଥିଲା।
Sir 2020 insurence milithila 4 barsa hala asine
ଆପଣ ଯୋଉ କୃଷିକ ନେତା ବୋଲି ଉଥିବା ଟାଉଟର ଶେଷ ବାବୁ ପାଗଳ ହେଲେଣି BJP ସରକାର ମାସ ହେଉଛି ଆପଣଚାଷି ମାନଙ୍କୁ କୁହନ୍ତୁ କମ୍ ଦର ରେ ବିକ୍ରୟ କରିବେ ସରକାର ଙ୍କୁ ବିରୋଧ ରେ କହୁଛ ଚାଷି ମାନଙ୍କୁ ପାଇଁ ଲୋଡ଼ନ୍ତୁ ଆପଣ ନିଜ ସ୍ୱାର୍ଥ ପାଇଁ ଲୋଡୁଛନ୍ତି
Manoranjan babu life re xhasa karinahanti.se kn janibe.rice re kete kharcha
Manoranjanbabu who will plan the scientific method of cropping, market study, land suitability and effect of climate change also extent of land holding? Sesadev, you or Govt?
Dhana. Mukhya. Phasal
Ganjam sitala bhandar darkar dharokot block
Sir. Chashi ku. L I. Ponit Bihan Free. Dela chasshi. Banachba
Mandia 30 chasa houchi 70% flof bill
ଆପଣ ଯୋଉ କୃଷକ ନେତା ବୋଲାଉଥିବା ଟାଉଟରକୁ ବସାଇ ଡିବେଟ କରୁଛନ୍ତି ତାଙ୍କୁ ପଚାରିଲେ ସେ କୋଉଠିକି କେତେଥର ଯାଇଛନ୍ତି ଚାଷୀଙ୍କ ଏହି ଅବସ୍ଥା ଦେଖିବାକୁ.ଭୁବନେଶ୍ୱରରେ ବସି ଖାଲି ଗାଲୁଆମୀ କାହାଣୀ ଗପିବା ଛଡା ଆଉ କିଛି ଜାଣିନାହାନ୍ତି ଏହି ଭଦ୍ର ଟାଉଟର.
😂😂😂
Nanda babu tu bada galua
Tu michha kahuchhu
90% crop has damaged