Kandha Tribe । ଜଙ୍ଗଲ ଭିତରେ ଆଦିବାସୀ ବାପାଙ୍କ ଡ୍ରାଗନ୍ ଚାଷ ।

Поделиться
HTML-код
  • Опубликовано: 19 сен 2024
  • ପ୍ରଥମେ ମୋର ସମସ୍ତଙ୍କୁ ଆନ୍ତରିକ ପ୍ରଣାମ 🙏🙏🙏🙏🙏
    ମୁଁ ଉତ୍ତମ କହଁର ମୋର RUclips Channel ରେ କେବଳ Village Related & ଆଦିବାସୀ ଲୋକ ମାନଙ୍କର ଜୀବନୀ ବିଷୟରେ ଓ ଲୋପ ପାଇବାକୁ ଯାଉଥିବା ସଂସ୍କୃତି ଉପରେ ଭିଡ଼ିଓ ମୁଁ upload କରୁଚି ଆମର ଆଦିବାସୀ ଲୋକମାନଙ୍କର ଜୀବନୀ ସଂସ୍କୃତି କେତେ ସୁନ୍ଦର କେତେ ମନଲୋଭା ତାହା ମୁଁ ଲୋକଲୋଚନକୁ ଆଣିବା ପାଇଁ ଚାହୁଚି ଆପଣମାନେ ଏମିତି ଆଦିବାସୀ ଲୋକମାନଙ୍କୁ ପସନ୍ଦ କରୁଛନ୍ତି ତୋ ମୋର RUclips Channel କୁ Subscribe କରିଦିଅନ୍ତୁ ଆଉ ମତେ ଆଗକୁ ବଢ଼ିବାରେ ସହଯୋଗ କରନ୍ତୁ 🙏🙏
    #tribalofodisha
    #Kandhamal
    #kuivideo
    #kuisong
    #kutiakandha
    #uttam
    #uttamkanhar
    #adivasivideo
    #jungelvideo
    #Odiavlog
    #odiavomedy
    #tribalvideo
    #Kandhamaltribalvideo
    #kuigani
    #odia
    #kui
    #adiwasisadivideo
    #tribevloggeruttam
    #tribevlogger
    #kandhatribe
    #adiwasiculture
    #aadibasiculture

Комментарии • 75

  • @RajeswarPradhan-gr5el
    @RajeswarPradhan-gr5el 27 дней назад +3

    ଅତି ସୁନ୍ଦର ହେଇଛି ନୂଆ ଚାଷ । ଚାଷୀ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

  • @kunimallick6543
    @kunimallick6543 27 дней назад +4

    ଧନ୍ୟବାଦ୍ ଜିଲ୍ଲା ପ୍ରଶାସନକୁ ଏମିତି ସାହାଯ୍ୟ କଲେ ଆମ ଚାଷୀ ଉପକୃତ ଲେବେ।

  • @krushnnachandanchandan790
    @krushnnachandanchandan790 24 дня назад +1

    ଅତି ସୁନ୍ଦର ଭାଇ 💫🪄💫

  • @MahendraRana-vb2ix
    @MahendraRana-vb2ix 11 дней назад

    ବହୁତ ଭଲ ଲାଗିଲା

  • @jagannathmuduli5878
    @jagannathmuduli5878 11 дней назад

    ବହୁତ ସୁନ୍ଦର ଚାଷ ହେଇଚି ମଉସା

  • @PratapSinghPradhan
    @PratapSinghPradhan 24 дня назад

    Bahut badhiya chasa bhai

  • @saraswatcreation617
    @saraswatcreation617 24 дня назад

    ଭିଡିଓଟି ବହୁତ୍ ଭଲ ହେଇଛି ବାବୁ ସମସ୍ତଙ୍କୁ ବହୁତ୍ ଭଲ ଲାଗିବ ଧନ୍ୟବାଦ୍ 🎉👌👌👌

  • @VasanthkuumarparihhaParihha
    @VasanthkuumarparihhaParihha 21 день назад

    Bahut bhala badhiya 👌🎉

  • @jugalakishorpradhan8218
    @jugalakishorpradhan8218 26 дней назад

    ଆମ ଜିଲ୍ଲାରେ ଡ୍ରାଗନ ଚାଷ ହେଉଛି ବୋଲି ଜାଣି ନ ଥିଲି,ଦେଖି ବହୁତ ଖୁସି ଲାଗିଲା। ସେହି ଚାଷୀଙ୍କୁ ଧନ୍ୟବାଦ ।

  • @pramakantaVlogs
    @pramakantaVlogs 27 дней назад +1

    ଅତି ସୁନ୍ଦର vlogs🎉🎉🎉

  • @rishinathmahanta9045
    @rishinathmahanta9045 23 дня назад

    Learnable video

  • @mamatakanhar4994
    @mamatakanhar4994 17 дней назад

    Ama Kandhamal re bi Dragan fruit chasa heuchi khusi lagila❤❤❤❤

  • @SAMIRMALLICKVLOGS
    @SAMIRMALLICKVLOGS 27 дней назад +3

    ଏହି Dragon Fruit ଚାଷ କରିଥିବା ମଉସା କୁ ବହୁତ ବହୁତ ଧନ୍ୟବାଦ ଦେଉଛି 🙏 | କାହିକିଁ ନା ସେହି ମଉସା ଠାରୁ ଆମ କନ୍ଧମାଳ ଜିଲ୍ଲା ରେ ଅନେକ ଚାଷୀ ଭାଇ ଆଗାମୀ ଦିନରେ ନିଶ୍ଚିତ ଭାବେ ଉପକୃତ ହେବେ | ❤❤❤

  • @NirolaMallick-n5t
    @NirolaMallick-n5t 24 дня назад

    ଧନ୍ଯବାଦ ଭାଇ ଭଲ ଲାଗିଲା ଏହି ଭିଡିଓ ବ୍ଳକଟି

  • @ranjankanhar5137
    @ranjankanhar5137 26 дней назад +1

    Good 🎉 ଗୁଲେ ନେଗୀ ଆଯାନେ ଦାଦା

  • @TrilochanPradhan-hw9gu
    @TrilochanPradhan-hw9gu 27 дней назад +4

    ଆମ କନ୍ଧମାଳ ଆଦିବାସୀ ଚାଷୀ କମ୍ ନୁହନ୍ତି । କିନ୍ତୁ ଦୁଃଖ ର କଥା କୁଇ ଭାଷା ଜାଣୁ ନାହାନ୍ତି । କନ୍ଧମାଳ ଆଦିବାସୀ ଙ୍କୁ ଅନୁରୋଧ ନିଜର କୁଇ ଭାଷା କୁ ଟିକେ ବଞ୍ଚେଇକି ରଖନ୍ତୁ । ଛୋଟ ପିଲା ମାନଙ୍କୁ ବି କୁଇ ଭାଷା ଶିଖାନ୍ତୁ ।

  • @rkhemavlog2892
    @rkhemavlog2892 28 дней назад +1

    ବିଡ଼ିଓଟି ମସ୍ତ ହେଇଚି ଭାଇ 🙏👌😱ଏ ଭଳିଆ ଚାଷ ବି ହେଇପାରେ ଆମ କନ୍ଧମାଳରେ ❤️❤️❤️👌👌👌🎉😱

  • @manojpradhan3184
    @manojpradhan3184 27 дней назад +1

    ବହୁତ ବହୁତ ଧନ୍ୟବାଦ ଏମିତି ଆମ କନ୍ଧମାଳ ଜିଲ୍ଲାରେ ଚାଷ ହୋଇଛି ଚାଷୀ ଭାଇଙ୍କୁ ଏମିତି ଭଗବାନଙ୍କର ଆଶିର୍ବାଦ ଥାଉଁ ତୁମେ ଭିଡିଓ ଦେଖେଇ ଥିବାରୁ ଭଗବାନ ଏମିତି ଆଗକୁ ନିଅନ୍ତୁ ଜୟ ଜଗନ୍ନାଥ

  • @puspanjalikanhar7519
    @puspanjalikanhar7519 24 дня назад

    ❤❤

  • @Abanikanta143
    @Abanikanta143 25 дней назад

    Very nice video Uttam...Ahuri Amit video kar God bless you to your family...

  • @ajitmallick3906
    @ajitmallick3906 27 дней назад +1

    ଆମ କନ୍ଧମାଳ ଜିଲ୍ଲାରେ ବି ଡ୍ରାଗନ୍ ଫଳ ଯାହା ବି ହେଉ ବହୁତ ଭଲ ଲାଗିଲା

  • @MyWorld-qi5kp
    @MyWorld-qi5kp 25 дней назад

    ବହୁତ ଖୁସି ଲାଗିଲା ଚାଷ ଦେଖି ବାପାଙ୍କୁ ଧନ୍ଯବାଦ

  • @HarishKumar-m2b
    @HarishKumar-m2b 26 дней назад

    My house my village ❤😮😊

  • @Sidharthkanhar2.0
    @Sidharthkanhar2.0 28 дней назад +1

    Nice 👍

  • @RameshBadaraita-oy3sf
    @RameshBadaraita-oy3sf 26 дней назад

    ଆମ କନ୍ଧମାଳ ଜିଲ୍ଲାରେ ସବୁ ପ୍ରକାରର ଚାଷ କରାଯାଏ ..... ସେଥିପାଇଁ ମୁଁ ବହୁତ ଖୁସି....।

  • @j.j.j.official
    @j.j.j.official 28 дней назад

    Very nice video bro

  • @binodkumar-px7ld
    @binodkumar-px7ld 28 дней назад +3

    ଆମର ଵି ଫିରିଙ୍ଗିଆ ବ୍ଲକ ଭାଇ ଆମପଟେ ବି ଆସନ୍ତୁ କାଟ୍ରାମାଲା ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବା ସଲାଗୁଡା଼ (ଜି.ପି) ମୁଣ୍ଡାସାହିଛକରୁ ଲେପ୍ଟ୍ ସାଇଟ୍ ରୋଡ଼ କାଟ୍ରାମାଲା

    • @tribevloggeruttam
      @tribevloggeruttam  28 дней назад

      ଭାଇ ଆପଣଙ୍କ contact number ଟିକେ ଦିଅନ୍ତୁ ମୁଁ contact କରି ଆସିବି

    • @tribevloggeruttam
      @tribevloggeruttam  28 дней назад

      ଭାଇ ଆପଣଙ୍କ contact number ଟିକେ ଦିଅନ୍ତୁ ମୁଁ contact କରି ଆସିବି

    • @tribevloggeruttam
      @tribevloggeruttam  28 дней назад

      ଭାଇ ଆପଣଙ୍କ contact number ଟିକେ ଦିଅନ୍ତୁ ମୁଁ contact କରି ଆସିବି

    • @anjalibindhani9338
      @anjalibindhani9338 27 дней назад

      Mayurbhanj baripada asibe thore ​@@tribevloggeruttam

    • @tribevloggeruttam
      @tribevloggeruttam  27 дней назад

      @@anjalibindhani9338 ନିହାତି ଜିବି ❤️

  • @PabitraPradhan-cf8hg
    @PabitraPradhan-cf8hg 28 дней назад +1

    ଭାଈ ଆମର ଚକାପାଦ ବ୍ଲକରେ ବି dragon plant ଅଛି ❤❤🎉🎉

    • @tribevloggeruttam
      @tribevloggeruttam  28 дней назад

      ମୁଁ ଦିନେ ଆସିବି ଭାଇ ଚକାପାଦ

  • @allinonebro3293
    @allinonebro3293 27 дней назад

    ଆନି ଚାଷ ଅତି ସୁନ୍ଦର ଭାଇ କୁଇ କାତା ଡ଼ାଇ ଇନି ମାକା

  • @NirolaMallick-n5t
    @NirolaMallick-n5t 24 дня назад

    ଅଉ ଏହି ବ୍ଳକ ଭିଡିଓରୁ ଭଲ ତଥ୍ୟ ଜାଣିବାକୁ ପାଇଲୁ ଧନ୍ଯବାଦ ❤😂😂😂😊

  • @HemantaPradhan-ek5cd
    @HemantaPradhan-ek5cd 27 дней назад

    ଭାଈ କଣ ଖାଇବେକି

  • @AkashKanhar-w3n
    @AkashKanhar-w3n 27 дней назад

    Bhut informative video bhai ❤❤❤

  • @prakashkanhar2772
    @prakashkanhar2772 27 дней назад

    ଭାଇ ଆମର ସଲାଗୁଡା ପଞ୍ଚାୟତ ଫିରିଙ୍ଗିଆ ବ୍ଳକ କିକିଯୋଡାଠାରେ ବି ଡ୍ରାଗୋନ ଚାଷ କରାଯାଇଛି

    • @tribevloggeruttam
      @tribevloggeruttam  27 дней назад

      ଭାଇ ମୁଁ କିକି ଯୋଡା ଯିବି ମୋତେ ଟିକିଏ ଆପଣଙ୍କ contact number ଦିଅନ୍ତୁ

  • @brundabanmandika5298
    @brundabanmandika5298 23 дня назад

    କନ୍ଧମାଳ ଜିଲ୍ଲା ର ଭାଇ ଭଉଣୀ ମାନେ କନ୍ଧ ଭାଷାରେ କଥା ବାର୍ତ୍ତା ହୁଅନ୍ତି। ବହୁତ ଭଲ କଥା କିନ୍ତୁ ରାୟଗଡ଼ା ଜିଲ୍ଲାର ଆଦିବାସୀ ନିଜର ଭାଷା ବ୍ୟବହାର କରନ୍ତି ନାହିଁ।ବା ଗୁରୁତ୍ୱ ଦିଅନ୍ତି ନାହିଁ। ଦୁଃଖ ର କଥା।

    • @tribevloggeruttam
      @tribevloggeruttam  22 дня назад

      Agya aapanank contact number tike miliba ki katha heithanti🙏

    • @tribevloggeruttam
      @tribevloggeruttam  22 дня назад

      Agya aapanank contact number tike miliba ki katha heithanti🙏

  • @kumudinikanhar6715
    @kumudinikanhar6715 27 дней назад

    Bhai amara khajuripada

  • @anumatikanhar2754
    @anumatikanhar2754 17 дней назад

    Bhai apanaka gan kauthi tike janeibe ki

  • @grkanhar6805
    @grkanhar6805 27 дней назад

    Tq bro

  • @Kanharez9sb
    @Kanharez9sb 25 дней назад

    ଏ ଭାଇ ଆମେମଧ୍ଯ ଡ୍।ଗନ ଚାଷ କରିବାକୁ ଇଛାକୁଛୁ । ଟିକିଏ ଭାଇ ଙ୍କର ଆଡ୍ରେସ ଦେବେ ।

  • @kumudinikanhar6715
    @kumudinikanhar6715 27 дней назад

    Bhai mu b st loka aame bi etimi chasa karu paniparina sabu

  • @Arjunsoy-n7y
    @Arjunsoy-n7y 27 дней назад

    Mane .....Mane ....Mane....kn.kouchu

    • @tribevloggeruttam
      @tribevloggeruttam  27 дней назад

      ମୋର ଭୁଲ୍ ରହିଲେ ଏମିତି କୁହନ୍ତୁ ଭାଇ ତୋ next ଭଲ ଯେମିତି କରିବି

  • @SaudaminiKanhar-r1r
    @SaudaminiKanhar-r1r 27 дней назад

    Bhai seita amo gaan blanketa ❤❤❤ hele tamo gaan kouthi.tame jou Bhai mean chasi bhai kahuchha se amo bhai gakula bhai

  • @Sidharthkanhar2.0
    @Sidharthkanhar2.0 28 дней назад

    Bhai Kou mic 🎤 use karuchhanti

    • @tribevloggeruttam
      @tribevloggeruttam  28 дней назад

      ମୁଁ mic use ଏକା କରୁନାହିଁ ଭାଇ

    • @tribevloggeruttam
      @tribevloggeruttam  28 дней назад

      ମୁଁ mic use ଏକା କରୁନାହିଁ ଭାଇ

  • @debaranjan123
    @debaranjan123 28 дней назад

    ଭାଇ କେନ ଗାଁ ରେ

  • @SauravKumar-ck6cr
    @SauravKumar-ck6cr 14 дней назад

    ମୁଁ ଏଇ ଜାଗା କୁ ଯିବାକୁ ଟିକେ ଚାହୁଚି? ଲୋକେସନ୍ ଟା ପ୍ରୋପର କୁହ ତ ଭାଇ।

    • @tribevloggeruttam
      @tribevloggeruttam  14 дней назад

      Kandhamal Dist Phiringia block
      Sadingia gp At bedaketa

    • @SauravKumar-ck6cr
      @SauravKumar-ck6cr 14 дней назад

      @@tribevloggeruttam bhai.... Chara gote kete podibo...? Janicha

    • @tribevloggeruttam
      @tribevloggeruttam  13 дней назад

      @SauravKumar-ck6cr Bhai mu jaithili je bapaku duita magili mate free re deichanti bapa bahuta bhala loka aapana jaantu bahuta Bhala lagiba 🙏🙏🙏

    • @SauravKumar-ck6cr
      @SauravKumar-ck6cr 12 дней назад

      @@tribevloggeruttam ok

  • @RadhakantaMallick-p9m
    @RadhakantaMallick-p9m 23 дня назад

    ❤❤❤❤

  • @HarishKumar-m2b
    @HarishKumar-m2b 26 дней назад

    My house my village ❤😮😊

  • @CHANDRAKULISHIKA
    @CHANDRAKULISHIKA 17 дней назад

    ❤❤❤