Bhai tamaku koti koti pranam kari kahuchi niriha adivasi mananku Cristian re convert karajauchi besikari kandhamala district re please eha ku atakaontu ,dayakari criticism re convert huontu nahi ,nija samaj ku nija sanskrutee ku nijara parampara ku banchantu,
Very nice
ନୂଆଁ ଖାଇ ଜୁହାର 🙏🙏🙏🙏
ନୂଆ ଖାଇ ଜୁହାର 🎉🎉🎉🎉🎉
ନୂଆଖାଇ 🙏 ଭାଇ
ବଡିଆ ମାନେ ସ ଇ , ଶହେ ଜୁହାର ମାପୁରୁ
ଏହା କନ୍ଧମାଳ ଜିଲ୍ଲା ପରି ଲାଗୁଛି।
ହଁ ଆଜ୍ଞା କନ୍ଧମାଳ ଜିଲ୍ଲାର ଭିଡ଼ିଓ
Nuakhai juhar Bhai ❤🫂
ଜୁହାର ଭାଇ 🙏🙏🙏
ବହୁତ୍ ସୁନ୍ଦର୍ ବିଷୟ ସର୍ବ ପ୍ରଥମେ ଆମ କନ୍ଧମାଳ ରେ କେଉଁ କେଉଁ ଦେବା ଦେବି କେଉଁ ଭଗବାନଙ୍କୁ ପୂଜା ଅର୍ଚ୍ଚନା ସେବା କରାଯାଉ ଥିଲା ଆଉ କେଉଁ ଲାକା ସକା କରା ଯାଉଥିଲା ସବୁ ସନ୍ଧାନ କରି ଉପସ୍ଥାପନ କରନ୍ତୁ ବେଶି ଭଲ ଲାଗିଲା
ମୁଁ ନିହାତି କରିବି ଭାଇ
ମୋ ଉପରେ ଆପଣମାନଙ୍କ ଆଶୀର୍ବାଦ ଆଉ ଭଲ ପାଇବା ଏମିତି ରହୁଥାଉ 🙏🙏🙏
Thanks.. One of the great mulnibasi culture. Very nice. 🙏🙏🙏🙏🙏🙏🙏🙏🙏
Thanks to you sir 🙏🙏🙏
Nuikhai juhar
ବଡ଼ିଆ ମାନେ ତାଇ 👌👌👌
ବହୁତ ଭଲ ଲାଗିଲା ପୂରୁବ ପୁରୁଷ ଯେମିତି କରିଆସୁଥିଲେ ସେମିତି କରିବାକୁ ପଡ଼ିବ। ସେଥିପାଇଁ ଉତ୍ତମ ଭାଈ ସେହି ମନ୍ତ୍ର ଟିକେ ଶୁଣା ଅ ନୂଆ କ୍ଏରି ଗୁଲେ ଲକୁଥିନି ଟାଣl ପେନୁଥିନି ଯ ଆ ରି 🎉
Thank You Bhai aaji Live aasibi ki bhai
ୟେ ତ ହେଉଛି ଆମ ଆଦିବାସୀ ଙ୍କ ପରମ୍ପରା
Nice video bro
Thanks for the visit bro
Jai jagannath Bhai nuhakhai juhar🙏
ଭାଲୁ ହିତରେ କିନା।
ବଡ଼ିଆ ତାଇ
Nuikh
Gule lakuri jeda jahari
ଜହାରି ଆପାକାରି 🙏🙏🙏
କୁଇ,,ଲକୁ,,,😮କୁତା😮କୁଡାଈ❤ଗିଦୁ
ପ୍ରଥମେତ ନୂଆଁଖାଇ କୁହାର 🙏 ଉତ୍ତମ ଭାଇ ତୋମ ପଟେ ବହୁତ୍ ସଜବାଜ ହେଇଛି ଆମପଟେ ବି ନୂଆଁଖାଇ ହୁଏ କିନ୍ତୁ ଏତେ ସଜବାଜ ନାହିଁ ଧାନ୍ନୀପେନୁଅଛି କିନ୍ତୁ ଏତେ ସୁବିଧା ହେଇନି ଆମର ମେନ୍ ଦେବତାହେଲା ମାଁ ପେଞ୍ଜେଇବୁଢ଼ୀ ଭିଡିଓ ବହୁତ୍ ବଢ଼ିଆ ଉତ୍ତମ ଭାଇ......!! ଜୟ ଜଗନ୍ନାଥ 🙏
Jay jagannath Bhai 🙏🙏🙏
@@tribevloggeruttam ok bhai
ଆଁ .. ଇଆ ଣ୍ଡୀ ...ଗୁଲେ ଲକୁରି ନେକି ଡାଇ ଶୁକ୍ ଡ଼େଇ ଇଟା ଦୁମୁଁ - ସରୁ ପେନୁ
Bhai tamaku koti koti pranam kari kahuchi niriha adivasi mananku Cristian re convert karajauchi besikari kandhamala district re please eha ku atakaontu ,dayakari criticism re convert huontu nahi ,nija samaj ku nija sanskrutee ku nijara parampara ku banchantu,
ହଁ ଆପଣ ଠିକ୍ କହିଲେ ଭାଇ 🙏🙏🙏
@@tribevloggeruttam Christianity is the British cultural
🙏🏹👌🤝💪🌹📢🌎
Nua khaidine nuakhaile bhal heta ho dada
ଭାଇ ଆମ ପୂର୍ବ ପୁରୁଷ ମାନେ ଗୁରୁବାର ଦିନ ଏକା ଡଙ୍ଗର ଦେବା ଦେବୀ ଙ୍କୁ ପୂଜା କରି ଆସୁଛନ୍ତି ତୋ ସେଥିପାଇଁ ଆମେ ଗୁରୁବାର ଏକା ସେବା କରୁ ଭାଇ 🙏🙏🙏