ସେନା ଅଧିକାରୀଙ୍କ ବଦଳରେ ସାଧାରଣ ଲୋକେ ହୋଇଥିଲେ... || Indian Army Officer Assault Case || Odisha Reporter

Поделиться
HTML-код
  • Опубликовано: 8 ноя 2024

Комментарии • 363

  • @sagarmistry1531
    @sagarmistry1531 Месяц назад +75

    ଯଦି ସେନା ଅଧିକାରୀ ନ ହୋଇଥିଲା ମିଡ଼ିଆ ଵାଲା ଭି ଏତେ ତତ୍ପର ଦେଖେଇ ଥାନ୍ତି କି 😢 ଏଠି ସମସ୍ତେ ସମାନ❤❤👍

    • @amarendrabehera1592
      @amarendrabehera1592 Месяц назад +2

      Right bro

    • @subashchandra7563
      @subashchandra7563 Месяц назад +1

      ଆପଣ କଣ ଏ ଇ iic ଙ୍କ category ର

    • @jnanranjanswain6504
      @jnanranjanswain6504 Месяц назад

      Yes

    • @shorts2117
      @shorts2117 Месяц назад

      Chamchagiri jarbaku adigala sala

    • @rajupatnaik7776
      @rajupatnaik7776 Месяц назад

      The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact.Why?

  • @GKNEWSKANHU4231
    @GKNEWSKANHU4231 Месяц назад +42

    Police ମାନଙ୍କୁ ବୋଡ଼ର୍ ପଠା ଯାଉ
    6 ମାସ duty dei ଦେଇ ଦିଅନ୍ତୁ

  • @pravkakarnayak9117
    @pravkakarnayak9117 Месяц назад +35

    Saspend ନ କରି ଫାଶୀ ପାଇଥିଲେ ଭଲ ହେଇଥାନ୍ତା

  • @JagukumarJagukumar-x6g
    @JagukumarJagukumar-x6g Месяц назад +55

    ଯୋଉଠି army ଅଫିସର ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଲୋକ ମାନେ ସୁରକ୍ଷିତ ରହିବେ କେମିତି? ଓଡିଶା ସରକାର ଏ ବିଷୟକୁ ନେଇ କିଛି action ନେବା ଦରକାର 😡😡

    • @sarbebhabantusukhinahah
      @sarbebhabantusukhinahah Месяц назад

      Mun surakhita achhi 😅

    • @pritampolei7087
      @pritampolei7087 Месяц назад

      Army officer boli kana mada pi buliba.se officer maikinia sure udhata hoithiba.ta ra kathabarta pain taku misi chhechi deichhanti.se banda officer na hoi jadi general soldier hoithanta ta pain a maghia jete brigadier col ex-servicemen officer buluchhanti asithante ki se soldier pain.jaha b hoichi thik hoichi.se jhia ra bopa ex brigedier boli asabu highlight karaouchi

  • @itsbikram24
    @itsbikram24 Месяц назад +31

    ସାଧାରଣ ଲୋକ ହୋଇଥିଲେ ଯେ ଆଜି ଜେଲ କିମ୍ବା ମୃତ ହୋଇଥାନ୍ତେ।

  • @kaliakm3181
    @kaliakm3181 Месяц назад +89

    ଏ ଆଇନି ଶାଧାରଣ ଲୋକଙ୍କ ପାଇଁ ନୁହେଁ ଏ ଆଇନ୍ କେବଳ ନେତା ମାନଙ୍କ ପାଇଁ ସେଥିପାଇଁ ଗରିବକୁ କେବେ ନ୍ୟେଅ ମିଳିନଥାଏ 😢😢😢😢😢😢😢😢😢

    • @parthabsabar-jm6hl
      @parthabsabar-jm6hl Месяц назад +6

      ଥାନା କୁ ଭରସା ନାହିଁ

    • @sarojkumarsethy508
      @sarojkumarsethy508 Месяц назад

      ଥାନା କୁ ନୁହେଁ ପୋଲିସ ଉପରେ ଭରସା ନାହିଁ ​@@parthabsabar-jm6hl

    • @laxmipriya7046
      @laxmipriya7046 Месяц назад

      Right

    • @rajupatnaik7776
      @rajupatnaik7776 Месяц назад

      Idiots have come here to shout against the Police without understanding basic reality.
      The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact.Why?

  • @kalucharanpatra5767
    @kalucharanpatra5767 Месяц назад +41

    ଯଦି ସାଧ୍ୟାରଣ ଲୋକ ହୋଇଥିଲେ କିଛି ହୋଇନଥାଆନ୍ତା

  • @balajinaik9195
    @balajinaik9195 Месяц назад +37

    ପୋଳିସ ଖାଳି ଦରମା ଖାଉଛି

  • @BharatikrushnaRath
    @BharatikrushnaRath Месяц назад +14

    ସାଧାରଣ ଲୋକ ତ ନିତ୍ୟପ୍ରତି ଏହାଠାରୁ ଆହୁରି ଅନେକ ନିର୍ଯ୍ୟାତନା ପୋଲିସ ପାଖରୁ ପାଉଛନ୍ତି,ବହୁଆଗରୁ ପୋଲିସ ଏଭଳି ଅତ୍ୟାଚାର କରିଚାଲିଛି ସୁରକ୍ଷା ଦେବା ବଦଳ ରେ ଦଫା ଲଗାଇ ଜେଲ ପଠାଉଛି ଆଜି ଓଡିଶା ପୋଲିସ ସହର ମାଓବାଦୀ ଭାବେ ପରିଚିତ, ଏଣୁ ପୋଲିସ ଅଫିସର ନିଯୁକ୍ତି ପାଇବାପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେନାରେ ଯୋଗ ଦେବାକୁ ଆଇନ ଆଣିଲେ ଏବଂ ସୀମାରେ କାର୍ଯ୍ୟ କରିବାକୁ ପଠାଇଲେ ଏମାନେ ଯୋଗ୍ୟ ପୋଲିସ ଅଫିସର ହୋଇପାରନ୍ତେ.

  • @niranjanbehera6142
    @niranjanbehera6142 Месяц назад +23

    ସାଧାରଣ ଲୋକଙ୍କ ମାନଙ୍କ ପାଇଁ ନୁହେଁ
    ଏ Poolic ହେଉଚି ନେତାମାନଙ୍କ ପାଇଁ

    • @rajatkumarmishra5912
      @rajatkumarmishra5912 Месяц назад

      CM Mohanjee ଙ୍କୁ କିପରି ଜଣେ ପୋଲିସ IIC ପୂର୍ବରୁ
      ଖରାଫ ବ୍ୟବହାର ଦେଖାଇଲା ତାର kn hela.
      ତାକୁ discharge service ru karagalanina.

    • @rajatkumarmishra5912
      @rajatkumarmishra5912 Месяц назад

      Police ଉପରୁ ଭରସା ତୁଟିଲାଣି. ସେନା ସବୁ thana ରେ posting କରାଯାଉ.

    • @rajatkumarmishra5912
      @rajatkumarmishra5912 Месяц назад

      ସେନା ରହିଲେ police ବାଲାଙ୍କୁ ପିଟିକି ଛତୁ କରିବେ

  • @prafullakumarsahoo1917
    @prafullakumarsahoo1917 Месяц назад +13

    ସାଧାରଣ ଲୋକ ୟାଙ୍କ ଠାରୁ ଅଧିକ ନିର୍ଯାତନା ହୋଇଛନ୍ତି ବିଗତ ଦିନ ଗୁଡିକରେ

  • @mr.sanjayinformationdiscov3282
    @mr.sanjayinformationdiscov3282 Месяц назад +47

    ପୋଲିସ ଗାଡି ଧକ୍କା ହେଇ ମଲେ ଲୋକେ ଖୁସି ହୁଅନ୍ତି,,,,

    • @amarendrabehera1592
      @amarendrabehera1592 Месяц назад

      Right

    • @rajupatnaik7776
      @rajupatnaik7776 Месяц назад

      What kind of a stupid comment is that?

    • @mr.sanjayinformationdiscov3282
      @mr.sanjayinformationdiscov3282 Месяц назад

      @@rajupatnaik7776 heipare mo cmt re stupidity kintu satyata achhi,,, purb news sabu bahar kari dekha police r death re kehi soka palana karantini karan police sabubele sadharan janata nku maa bhauni vasa re galigulaj kare...

    • @rajupatnaik7776
      @rajupatnaik7776 Месяц назад

      @@mr.sanjayinformationdiscov3282 , you've not properly written your first comment. It should be: ଗାଡି ଧକ୍କା ହେଇ ପୋଲିସ ମଲେ ଲୋକେ ଖୁସି ହୁଅନ୍ତି.
      This looks precise.
      I know Indian police have a bad reputation but in the Army officer case, it is the couple who are the real culprit. It is they who were shouting and abusing the police. Do your really expect the Police to keep silent?
      But fools here are only blaming the Police.

  • @ahaansvlogsdhenkanal33
    @ahaansvlogsdhenkanal33 Месяц назад +15

    Cctv କେମିତି ଖରାପ ହବ ଜାଣିଶୁଣିକି କରି ଛନ୍ତି ଘଟଣା ଘଟିଲା ପରେ ଆଉ cctv ହାର୍ଡ ଡିସ୍କ ru recovery ହେଇପାରିବ ଆଉ ହଁ ଯଦି cctv ଖରାପ ଥିଲା ତ ସେ iic କାହାକୁ ଆଉ କୋଉ ଚିଠି ଆଉ କେତେ ତାରିଖ ରେ କୋଉ ଉପରିସ୍ଥ ଅଫିସର ଙ୍କୁ ପଠେଇ ଥିଲେ କୁହ ଆଉ rti act ରେ ମାଗ ତାପରେ ବାମ୍ଫ ନେବ ପୋଲିସ

    • @AjitDas-cp3xk
      @AjitDas-cp3xk Месяц назад

      ଏକ୍ ଦମ୍ ଠିକ୍ କଥା କହିଛନ୍ତି ଭାଇ

    • @rajupatnaik7776
      @rajupatnaik7776 Месяц назад

      The Army officer and his girl friend are the real culprits. They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact.Why?

  • @satyanaik7321
    @satyanaik7321 Месяц назад +8

    ଲୋକ ମାନେ ଓଡ଼ିଶାରେ କେବେବି ପୋଲିସ୍ କୁ ଭଲ କହିବେ ନାହିଁ କାରଣ ମୁଁ ଦେଖିଛି ଗୋଟେ ଗ୍ରାମାଞ୍ଚଳ ରେ ଜଣେ ଲୋକ ଆଉ ଜଣେ ଲୋକ ପ୍ରତି ଫାଣ୍ଡି ରେ ଅଭିଯୋଗ କରିଥିଲା ଯାହା ନା ରେ ଅଭିଯୋଗ ହୋଇଥିଲା ସେ ଲୋକ ଟି ୬୫ ବର୍ଷ ହେବ ସେ ଫାଣ୍ଡି ଭିତର କୁ ଯାଇ ଥିଲା ଫାଣ୍ଡି ରେ si ଥାନ୍ତି ସେ ୬୫ ବୟସ୍କ ଲୋକ ନ ପଚାରି ସାମ୍ନା ରେ ପଡ଼ିଥିବା ଚେୟାର ରେ ବସିପଡିଲେ କଣ ଅସୁବିଧା ହୋଇଗଲା ତାଙ୍କ ର ସେ ବୟସ୍କ ଲୋକ ଟିକୁ ବହୁତ କିଛି କହିଲେ ଏହା କଣ ଠିକ୍ 😂😂😂

  • @tapasbehera5758
    @tapasbehera5758 Месяц назад +9

    ସାଧାରଣ ଲୋକ ହେଇଥିଲେ ମରିଥାନ୍ତ ଆଉ କଣ ଛି ଛି ପୋଲିସ 😢😢

  • @tapasmohanty1132
    @tapasmohanty1132 Месяц назад +9

    ଚାକିରି ପୂର୍ବରୁ ସେ କେତେ ସରଳ ଦେଖାଯାଆନ୍ତି ଆଉ ଚାକିରି ପରେ ସବୁ ମଣିଷ ପଣିଆ ମରିଯାଏ

  • @PrasantKumar-y2x
    @PrasantKumar-y2x Месяц назад +10

    ଏ ଭଳି ପୋଲିସକୁ ଓଲଟା ଲଟକାଇବା ଦରକାର

  • @BapunMahanta-wd6kz
    @BapunMahanta-wd6kz Месяц назад +9

    କୋଉ କଣ ରୁ ଇଏ iic ଦେଖାଯାଉଛି କହୁନ| ଏସବୁ BJD ର ଗୁଣ୍ଡା ପଇସା ଦେଇ ଚାକିରୀ ପାଇଛନ୍ତି|

  • @MrTdas-d6b
    @MrTdas-d6b Месяц назад +1

    ସେ ପୋଲିସ କୁ encounter କରାଯାଉ

  • @ShiboHansdah
    @ShiboHansdah Месяц назад +9

    U R Right Bhai

  • @sitaramsahu3883
    @sitaramsahu3883 Месяц назад +6

    Police ଉପରେ ଆସ୍ଥା ନ ଥିଲେ, ଆପଣ ଏତେ ଯୋର୍ କଣ୍ଠରେ ପ୍ରଚାର କରିନଥାନ୍ତେ, କିନ୍ତୁ କିଛି ଅଫିସର ଯୋଗୁଁ ଏ ଅବସ୍ଥା।

    • @rakeshkumarchakra
      @rakeshkumarchakra Месяц назад

      Aei police 90% param MG MC &
      ..Bastard ..

    • @sushree5077
      @sushree5077 Месяц назад +1

      Jadi kichi officer yemiti tale tanku kanhiki rakha jaichi, chora nka sange galebi chora boli gana jaye boli janinahanti ki?

  • @pramodkumarchoudhury1287
    @pramodkumarchoudhury1287 Месяц назад +19

    100% RIGHT

  • @pgayatrirout2326
    @pgayatrirout2326 Месяц назад +9

    Sabu case ku Amit sirious nau government

  • @ambikadash2676
    @ambikadash2676 Месяц назад +11

    Naveen raaj re police bibhag sampurna durast......

  • @MBhukta
    @MBhukta Месяц назад +2

    Suspend ଯଥେଷ୍ଟ ନୂହେଁ, ଏ ବାବୁ canttenment ଥାନା ରେ ଥିଲାବେଳେ ପାର୍କିଂ stand ରୁ commission ଆଦାୟ କରି ବଦନାମ଼୍ ହୋଇ ଥିଲା. ୟାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ, ଭରତପୁର ଥାନା ର cctv କୁ ସଜଡା ଯାଉ।

  • @rajendrajena605
    @rajendrajena605 Месяц назад +1

    ମୋର ବି ସମାନ ଅଭିଜ୍ଞତା

  • @sarbeswarpallai4051
    @sarbeswarpallai4051 Месяц назад +6

    Mohan sir apananku Mora Anurodha ehi bhali jadi kaunsi police karuchanti tanku sange sange chakiriru bahiskar kara jau

  • @subhransubindhani8996
    @subhransubindhani8996 Месяц назад +2

    ମୋ ବାପା ଙ୍କ ଫୋନ ଚୋରା ବାଇକ ରେ ଆସି ବିଡି ନେଲେ ପୁଲିସ ରେ କେସ କରିବାକୁ ଗଲେ ପୁଲିସ କହୁଛି ଫୋନ ଚୋରୀ ହେଇଛି ଜାଗା ରେ ଲେଖ ଫୋନ ଟି ହଜିଗଲା | ସେମାନେ କପମଲଇଁ ଲେଖି ବାକୁ ପ୍ରସ୍ତୁତ ନୁହଁ ଟି |ନବଦା ଶ କେସ ଆଜି ଯେ solve ହେଇ ପାରୁନି

  • @subashchandra7563
    @subashchandra7563 Месяц назад

    ଯେ ଊ ଅଫିସର indian Army କୁ ଅ ସମ୍ମାନ କରିବ ତାକୁ ବିଚ୍ ରାସ୍ତାରେ ଜୋତା ରେ ସେକ

  • @niranjanbehera6142
    @niranjanbehera6142 Месяц назад +4

    100%Rit
    ଏସବୁ BJD ସରକାରୀ ବାବୁ

  • @NishikanthRana
    @NishikanthRana Месяц назад +3

    Good sir🎉🎉🎉...

  • @sambalpuritv2445
    @sambalpuritv2445 Месяц назад +5

    Arrest him

  • @hemantkumarsahoo9654
    @hemantkumarsahoo9654 Месяц назад +5

    ସବୁଠାରୁ ବଡ ଚୋର ହେଲେ ପୋଲିସ

    • @rajupatnaik7776
      @rajupatnaik7776 Месяц назад

      Do you even know the meaning of "ଚୋର "? So what ଚୋରି did the police do?

  • @diptiswain8776
    @diptiswain8776 Месяц назад

    Right 👍👍👍

  • @hadibandhubarik8508
    @hadibandhubarik8508 Месяц назад

    Alright. Word

  • @Subash-fq3on
    @Subash-fq3on Месяц назад +4

    CCTV ku police stop kari dei chhi.

  • @user-qx7xy7sl1q
    @user-qx7xy7sl1q Месяц назад +1

    Sata 100 ru 10

  • @RankandhiJena-iq2sg
    @RankandhiJena-iq2sg Месяц назад

    ବର୍ତ୍ତମାନ ରାଜ୍ୟ ରେ ଅପରାଧ ବୃଦ୍ଧି ପାଇଁ ବିଭିନ୍ନ କାରଣ ରହିଛି, ତନ୍ମଧ୍ୟରୁ ଗୋଟେ କାରଣ ହେଲା, ପୋଲିସର ନିଷ୍କ୍ରିୟତା, ଶାସକ ଦଳର କଥାରେ ଉଠ ବସ୍ ହେବା ଓ ଆଇନ୍ ଅନୁଯାୟୀ କାର୍ଯ୍ୟ ନ କରିବା।
    ଯଦି ପୋଲିସ ଯେଉଁ ଦିନ ଆଇନ୍ ଅନୁଯାୟୀ କାର୍ଯ୍ୟ କରିବା, ସେଦିନ ନିଶ୍ଚୟ ଅପରାଧ ସଂଖ୍ୟା କମିବ। ଏବେ ସାଧାରଣ ଲୋକ ଥାନାକୁ ଯିବାକୁ ଭୟ କରୁଛି। ଅପରାଧ ସହୁଛି କିନ୍ତୁ ଥାନାକୁ ଯାଉନି ଏହିଭଳି ପୋଲିସ୍ ବାବୁ ମାନଙ୍କ ପାଇଁ।

  • @sarojbehera4731
    @sarojbehera4731 Месяц назад +7

    ମୋହନ ମାଝୀ କୁ ପଚାରୁନ 😄😄😄

    • @User-yhjjgzz
      @User-yhjjgzz Месяц назад +3

      Mohan nuhe Nabin ku pachara. 24 yrs ra sarkar.😂😂😂😂

  • @lachhmansanta1640
    @lachhmansanta1640 Месяц назад

    ଦୟାକରି ସେ ପୋଲିସ ବାବୁ ମାନଙ୍କୁ ଜନସାଧାରଣ ଙ୍କ ଆଗରେ ଡାକନ୍ତୁ ,ଲୋକ ଙ୍କୁ କୁହନ୍ତୁ ଯେ ଏହି ବାବୁ ମାନେ ଅନ୍ୟଙ୍କୁ କେମିତି ମାରୁ ଛନ୍ତି,ସେମିତି ପୋଲିସ ବାବୁ ମାନଙ୍କୁ ଟିକେ ଦିଅନ୍ତୁ ବୋଲି ଜନସାଧାରଣ ଙ୍କୁ କୁହନ୍ତୁ❤❤🎉🎉

  • @Eagleeye774
    @Eagleeye774 Месяц назад

    ବିଜେଡି ଦଳୀୟ ଚାପରେ ନେତା କୁଜିନେତାଙ୍କ ହାତବାରିସୀ ସାଜିଥିବା ପୋଲିସର ନ୍ୟାୟ, ସେବା ଓ ବ୍ୟବହାର ସାଧାରଣ ଲୋକ ଭୋଗୀ ଆସୁଛନ୍ତି..

  • @majhibabuwold1684
    @majhibabuwold1684 Месяц назад

    ସାଧାରଣ ଲୋକ କୁ ତା ଅବସ୍ଥା କୁ ଏମାନେ ତାକୁ କଣ କରିଥିବେ ସେ ଜିବନରେ ଭୁଲିପାରିବ ନାହିଁ

  • @GMJHNMDEVMURMU
    @GMJHNMDEVMURMU Месяц назад +1

    Police ka baap hota hai Indian Army Bharat mata ke🇮🇳🇮🇳🇮🇳

  • @deepakkumarnahak8121
    @deepakkumarnahak8121 Месяц назад

    Thik katha

  • @ananda6789
    @ananda6789 Месяц назад

    ପୋଲିସ କୁ ସର୍ବ ସାଧାରଣ ଙ୍କ ଆଗରେ ଦଣ୍ଡ ଦିଆଯାଉ

  • @naraharidas1689
    @naraharidas1689 Месяц назад +4

    POLICE COME AFTER THIEF GONE.

  • @gadadhardash6459
    @gadadhardash6459 Месяц назад

    ଏତେ ବଡ କାଣ୍ଡ ହେଲା ପରେ ମଧ୍ୟ
    ମୁଖ୍ୟମନ୍ତ୍ରୀ ମୋହନ ଜୀ ମୁଁହଁ ଖୁଲନ୍ତୁ। ଧନ୍ୟବାଦ ଜୟ ଓଡ଼ିଆ, ଜୟ ହିନ୍ଦ

  • @AjitDas-cp3xk
    @AjitDas-cp3xk Месяц назад

    ତମେ ଯେତେ ସବୁ ପୋଲିସ୍ ଛୋଡ଼ା ଗିହା କାମ କରୁଛ କର ,ସମୟ କୁ ଅପେକ୍ଷା କର ମୁ କଣ କରୁଛି , ତମେ ଶଳେ ଚାକିରିରେ ନିଯୁକ୍ତି ହେଲା ବେଳେ ଶପଥ ପାଠ କରୁଛ ଭଳିଏ କାମ କରୁଛ ଆଉ ଭଳିଏ

  • @yeshsahoo6027
    @yeshsahoo6027 Месяц назад

    ଓଡ଼ିଶା ପୋଲିସ ର ଯାବତୀୟ ଦୋଷ ଅଛି

  • @manoranjanrout659
    @manoranjanrout659 Месяц назад

    Right

  • @bibhuprasadmohapatra6941
    @bibhuprasadmohapatra6941 Месяц назад

    We want justice for Ankita 🙏👌🌹

  • @kalandimallick3158
    @kalandimallick3158 Месяц назад

    Right sir

  • @sadanandmohanty3537
    @sadanandmohanty3537 Месяц назад +1

    Govt should looking into this matter seriously
    People reacting seriously 🙏🙏🙏🙏🙏🙏🙏🙏🙏

  • @sudhansusekharsahu7965
    @sudhansusekharsahu7965 Месяц назад

    ପୋଲିସ ସନ୍ତା ଉଠେଇଦିଆଯାଉ।ଏହା ହିଁ ଠିକ୍

  • @pravatsethy8647
    @pravatsethy8647 Месяц назад

    ସବୁବେଳେ ପୋଲିସ ଏ ଭଳିଆକାମ
    . ଇଏ ନୂଆ ନୁହଁ. ଏମାନେ ଦୁର୍ନୀତି ଗ୍ରୁସ୍ତ

  • @amitrazz8981
    @amitrazz8981 Месяц назад

    Right 👍👍👍👍

  • @BenudharMajhi-oj2dd
    @BenudharMajhi-oj2dd Месяц назад

    ସାଧାରଣ ଲୋକ ହୋଇଥିଲେ ଜେଲ୍ ରେ ସଢ଼ି ଥାନ୍ତା। ତା ଛୁଆ ପିଲା ଭାସି ଯାଇ ଥା ନ୍ତେ। ବିବେକ ହିନ ପୋଲିସ

  • @binayakrai9009
    @binayakrai9009 Месяц назад

    ଛି ଛି ପୋଲିସ୍ ମ୍ୟାନ୍ ଧିକ୍କାର ତୋର ସଂସ୍କାର ପରିବାରର

  • @anantacharansingh1495
    @anantacharansingh1495 Месяц назад

    ଯଦି ପୋଲିସ ନ ହୋଇ କି ରାଜ୍ୟପାଳ ଙ୍କ ପୁଅ କି ବଡ ରାଜନେତା ଙ୍କ ପୁଅ ହୋଇଥାନ୍ତା ସେ ଗିରଫ ହୋଇଥାନ୍ତା କି

  • @MKD886
    @MKD886 Месяц назад

    ହେ ମୋହନ ମାଝୀ ତୁରନ୍ତ ଆକ୍ସନ ନିଅ ନହେଲେ ଗାଦି ଛାଡ଼ ମୁଁ ମୁଖ୍ୟମନ୍ତ୍ରୀ ହେବି ସମସ୍ତ ପୋଲିସ ଙ୍କୁ ଡାଇରେକ୍ଟ ବହିଷ୍କାର କରିକି ଏନକାଉଣ୍ଟର କରିବି

  • @khirodkumarpanda4763
    @khirodkumarpanda4763 Месяц назад

    ତୁରନ୍ତ ଚାର୍ଜସିଟ୍ କରାଯାଇ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ କନେଷ୍ଟବଳ କରିଦିଆଗଲେ ଠିକ୍ ଦଣ୍ଡ ହେବ

  • @bhabagrahidas5380
    @bhabagrahidas5380 Месяц назад

    Sabu police station re cctv compulsary kara jau .cc tv kharap heale . police ku dai karajau

  • @rajendrajena605
    @rajendrajena605 Месяц назад

    ବ୍ୟବହାର ଖରାପ

  • @numerologistsannjoy5996
    @numerologistsannjoy5996 Месяц назад

    CCTV କୌଣସି ଥାନାରେ ଖରାପ ନ ଥାଏ କିନ୍ତୁ କିଛି କେଶ ହେଲେ ସେମାନେ କହିବେ ଯେ ସିସିଟିଭି ଖରାପ ଅଛି ବୋଲି.

  • @laxmikanhar986
    @laxmikanhar986 Месяц назад

    ଏଥିପାଇଁ ଲୋକେ ପୋଲିସ୍ କୁ ଘ୍ରୁଣାକରନ୍ଚି

  • @sureshbehera2870
    @sureshbehera2870 Месяц назад

    Mam right speak 👍👍👍👍🌹

  • @rajendrajena605
    @rajendrajena605 Месяц назад

    ଆଜି ପର୍ଯ୍ୟନ୍ତ ମୋ ମୋବାଇଲ ମିଳିନାହିଁ

  • @suramadhabdas645
    @suramadhabdas645 Месяц назад

    Suspension ନୁହେଁ ସେମାନଙ୍କୁ dismis କରାଯିବା ଦରକାର, ସିଏଜି 24 ଘଣ୍ଟା ମଧ୍ଯରେ ।

  • @jitenkumarbarik1005
    @jitenkumarbarik1005 Месяц назад +1

    Police babu Manak badire SIM card baybasta karajau a sabu kete kelenkari janapadiba india judicial sir

  • @mithunbadara29
    @mithunbadara29 Месяц назад

    Bhai ehai ta sabhu puruna kalara ehai niti chadhib ki

  • @bapibarik8390
    @bapibarik8390 Месяц назад

    Army ଚାକିରୀ ଛାଡିକି ଯା କନେଷ୍ଟବଳ ରୁହ iic ପାଖରେ ସାଧାରଣ ଲୋକ ଏବେ କଣ କରିବେ

  • @dilipharichandan4042
    @dilipharichandan4042 Месяц назад

    ଏହିଭାଳି ଓଡିଶା ର ସବୁଥନାରେ ହେଉଛି ବିଜେପି ସରକାର ଦେଖିନିଅ ଅହିଭଳି ହେଲେ ଆଗାମୀ 5ବର୍ଷ bjd ପରି ଭୋଗିବାକୁ ପଡିବ

  • @bijaykumarmohakud517
    @bijaykumarmohakud517 Месяц назад

    ପୋଲିସ କେବେ ସୁଧୁରିବେ ନାହିଁ ,

  • @RanjanKumarPadhan-ck9se
    @RanjanKumarPadhan-ck9se Месяц назад

    ଓଡ଼ିଶା ପୋଲିସ ନାମରେ କଳଙ୍କ

  • @bad_boy_lover_0084
    @bad_boy_lover_0084 Месяц назад

    ଏ ଶଳା ପୋଲିସ ଙ୍କୁ ବିଚ୍ ରାସ୍ତା ରେ ଗୁଳି ମାରିବା କଥା ।

  • @saratdhal2897
    @saratdhal2897 Месяц назад

    ଜଣେ ବେଶ୍ୟା ପାଇଁ ମେଡିଆ ଭାରି ତତ୍ପର

  • @sujatasahoo3717
    @sujatasahoo3717 Месяц назад

    Good news 👍👍 sabu jagare CCTV thae agya mu nya pauni ae choro police nka thu jahara chintare kichhi dini tale mo bapa b chaligale 😭😭🙏🙏

  • @debendranarayandash9040
    @debendranarayandash9040 Месяц назад

    ଆଇଆଇସିକୁ ତୁରନ୍ତ ଗିରଫ କରାଯାଉ ତଦନ୍ତ ପରେ କରାଯିବ

  • @anilbehera6777
    @anilbehera6777 Месяц назад +1

    Kehi jane sadharana loka police bhal kahunahanti?

  • @KulamaniPanda-r3r
    @KulamaniPanda-r3r Месяц назад

    ଆଦର୍ଶ ଥାନାରେ ରଣ୍ଡୁଆ ପୋଲିସ ଛି ଛି

  • @NilamaniSahu-de9rl
    @NilamaniSahu-de9rl Месяц назад

    Cct v ଅଚଳ ଅବସ୍ଥାରେ ଥିଲା ନା ପରେ ପ୍ରମାଣ ନଷ୍ଟ କରିବାପାଇଁ ଅଚଳ କରାଗଲା।ଘଟଣା ର କେତେଦିନ ପୂର୍ବରୁ ଉଚ୍ଚ ଅଧିକାରୀ ଥାନା ପରିଦର୍ଶନ କରିଥିଲେ, ରିପୋର୍ଟ୍ ରେ cctv ଅଚଳ ଥିବା ଓ ଶୀଘ୍ର ଚାଲୁ ରଖି ବା ପାଇଁ ଆଦେଶ। କିମ୍ବା ପରାମର୍ଶ। ଲିଖିତ ଭାବେ ଦିଆ ଯାଇଛି କି?ସେନା ଓ ପୋଲିସ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସଙ୍ଗେ ସଙ୍ଗେ ଦୋଷୀ କୁ କଠୋର ଦଣ୍ଡ ଦେବା ଆବଶ୍ୟକ।

  • @Sanjeev1353
    @Sanjeev1353 Месяц назад +1

    Police loka nka pai na bahara rajya ra political loka nka paisa pai BNS BHARATIYA NYAYA SAMHITA 2023 lagu hauni ki police upare😮🧐🙏🏼🌞🌝😠

  • @laxmanbiswal9139
    @laxmanbiswal9139 Месяц назад

    ନେତା ମାନକ୍ଙ ପାଇଁ ସବୁକିଛି

  • @BipiniMuduli-vu1ue
    @BipiniMuduli-vu1ue Месяц назад +3

    Police ku mada

  • @happybhoi7883
    @happybhoi7883 Месяц назад

    ଆମା ନୟାପଲ୍ଲୀ ଥାନା କୁ ଆସ...

  • @hurshikeshmathan9565
    @hurshikeshmathan9565 Месяц назад +1

    No suspend, dismiss from service.

  • @bhibutipanda3442
    @bhibutipanda3442 Месяц назад +1

    Immediately arrest to IIC

  • @tahasildipa9675
    @tahasildipa9675 Месяц назад

    ଆଜିଯିବନ କାରାଦଣ୍ଡ ଦିଆଯାଉ

  • @sabitakuldip4192
    @sabitakuldip4192 Месяц назад

    ଛିଃ ବିଜେପି ସରକାର ଲାଜ ଲାଗୁନି ତମକୁ

  • @friendrejoicehappyness
    @friendrejoicehappyness Месяц назад

    Odisha Ra kichhi hei paaribani.

  • @sarbeswarpallai4051
    @sarbeswarpallai4051 Месяц назад +2

    Kn Kariba odisha police ra dabang giri badhi galani
    Jadi punishment huanta ta hele sabu sabad hoi jantney
    Ethi ta cheef minister strong nuhanti ame kn kariba

  • @killerskates
    @killerskates Месяц назад +1

    Public police ku daruchanti

  • @amarsharma7354
    @amarsharma7354 Месяц назад

    Chief minister must come forward and ask police to come to public and regain its trust

  • @bidyadharpanda7969
    @bidyadharpanda7969 Месяц назад

    This is high time that there's need for vigilance officers to visit all police stations in periodic intervals in civil dress to lodge FIR to know the TRUTH and apprehend the culprits so that the system can be kept on track. My sincere request "people should not be harassed".

  • @suryaM1965
    @suryaM1965 Месяц назад +6

    People are not safe after 75 years of Independence.
    If it's in Bhubaneswar, what about
    Malkangiri.

    • @Sanjeev1353
      @Sanjeev1353 Месяц назад

      Non acceptable non trustworthy irregularities of bhubaneswar police behaviour against ARMY n their family friends so cheap miscreants non negotiable behaviour notice darkar police ku

  • @rjsoy4432
    @rjsoy4432 Месяц назад

    5T ଥାନା ରେ CCTV ନାହି 😅😅

  • @DuryodhanSahoo-y5h
    @DuryodhanSahoo-y5h Месяц назад

    Dismiss dismiss dismiss

  • @sugyanjena2740
    @sugyanjena2740 Месяц назад +1

    Bhagawan sabu kana cha le chi 😢😢😂😂

  • @jayramkhatua3735
    @jayramkhatua3735 Месяц назад +1

    Suspend badalare bahiskar

  • @ranjanmohanty4020
    @ranjanmohanty4020 Месяц назад

    Ranga dekhou thiba police ku sarkar sabad କରନ୍ତୁ