I suggest you to watch sri lankan version of ramayana , its totally in youtube with english subtitles, name is RAVANA tv derana , two seasons are already came out of the drama , third season is gonna come out soon RAVANA season 01- times before the birth of ravana and how 4 tribes of lanka make things ready for the birth of ravana RAVANA season 02 - grown up ravana defeat kubera and regain the power of lanka with his friends RAVANA season 03 -(havent come yet) but will be about rama- ravana yuddha
Jaha laba vhai apana pai ame sabu kichhi dekhi paruchu au jani paruchu Purana re suni thiba na shrilanka ku dekhuchu dhanyabad laba vhai ❤❤jay shree ram 🙏🙏🙏🙏🙏
କେଉଁ ମାନେ ଚାହୁଁଚ ଲବ ଭାଇ ଙ୍କର 2025 ପୁର୍ବରୁ 1 million subscribe ହେଇଯାଉ ❤
2 month vitare hni heijiba re bhai
À by hi hu
😢❤😂🎉😢😮😅😊@@KumarLipun92
Bahut sundar country srilanka❤laba bhai all of you happy 🥰
କିଛିଦିନ ପାଇଁ ଆସିଛି ମଣିଷ
ଜୀବନ ଟେ ପାଇ ଧରାକୁ
ନାଚିବ ଡେଇଁବ ଖେଳିବ ବୁଲିବ
ପୁଣି ଫେରିଯିବି ଆରପୁରକୁ,,
ଲୋଭ ମୋହ ଆଉ ମାୟାରେ ଖେଳିବ
କଳାକାର ଟିଏ ପରି
ସୁଖରେ ଦୁଃଖରେ ଜୀବନ କଟେଇ
ଫେରେ ଅଭିନୟ ସାରି,
ମିଛରେ ମିଛରେ ଧନକୁ ସଞ୍ଚିବ
ସାଥେ ନେଇଯିବି ବୋଲି
ସମୟ ଆସିଲେ ଫେରିବ ମଣିଷ
ହାତ ଦୁଇ କରି ଖାଲି,
ଦୁଃଖର ପଛରେ ଗୋଡେଇବେ ସବୁ
ସୁଖ କୁ ପଛେ ପକେଇ
ମୋର ମୋର କହି ସ୍ୱାର୍ଥରେ ବଞ୍ଚିବେ
ସ୍ୱାର୍ଥବାଦୀ ଟିଏ ହୋଇ
ଅଭିନୟ ର ଶେଷ ଦୃଶ୍ୟ ରେ
ଶରୀର ଦୁର୍ବଳ ହେବ
କଙ୍କାଳ ରୂପରେ ଅଭିନୟ ସାରି
ଯବନିକା ପଡିଯିବ,
very nice kabita
Bahut badhia lagila
Atii Sundar 💖
I love you ❤😘
ବହୁତ ବଢିଆ କବିତା ଲେଖିଛନ୍ତି ଅତି ସୁନ୍ଦର ଲାଗିଲା ରାଧେ ରାଧେ ❤️
ଜାହାହେଉ ଆମେ ଘରେ ବସି ଲବ ତୁମ ଦ୍ଵାରା ଅନେକ ଦେଶ, ପର୍ଯ୍ୟଟନ,ପ୍ରଥା ପରମ୍ପରା ବିଷୟରେ ଅନେକ ବିଷୟ ଜାଣିପାରୁଛୁ , ଧନ୍ୟବାଦ ❤👌👍😊 କେନ୍ଦ୍ରାପଡ଼ା
ଶ୍ରୀଲଙ୍କା ରେ ମଧ୍ୟ ଆମ ଗୌତମ ବୁଦ୍ଧ ଙ୍କୁ ମାନନ୍ତି ❤
ତଥାଗତ ଗୌତମ ବୁଦ୍ଧ ଆମ ପାଇଁ ଗୌରବ 💙
ବହୁତ ସୁନ୍ଦର ରାବଣ ରାଜ୍ଯ ଜୟ ଶ୍ରୀ ରାମ କନ୍ଧମାଳରୁ ଧନ୍ଯବାଦ
जय हो जय श्री राम जय सियाराम
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ଶ୍ରୀଲଙ୍କା ବିଷୟରେ କିଛି ଜାଣି ହେଲା ଏଣୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
ବହୁତ୍ ବଢିଆ ଲାଗୁଚି ଶ୍ରୀଲଙ୍କା ସୁନ୍ଦର ଏବଂ ଆକର୍ଷଣୀୟ ସହର ,ସମୁଦ୍ର ଦୃଶ୍ୟ ,ରାତ୍ରି ରଙ୍ଗୀନ ଦୃଶ୍ୟ , ଲୋଟୋସ୍ ଟାୱାର ରଙ୍ଗବେରଙ୍ଗ ଦୃଶ୍ୟ ବହୁତ୍ ବଢିଆ ଲାଗୁଛି ଭାଈ ।।। ଅପେକ୍ଷା ରେ ରହିଲୁ ରାବଣ ସାମ୍ରାଜ୍ୟ ର ପ୍ରାକୃତିକ ଦୃଶ୍ୟ ଦେଖିବା ପାଇଁ ଏବଂ ଉପଭୋଗ କରିବା ପାଇଁ ।।।❤❤❤❤❤
ସେତୁ ନିର୍ମାଣ ହେଇ ଥିବା ଜାଗା କିଏ କିଏ ଦେଖିବାକୁ ଚାହୁଁଛନ୍ତି like this ❤
se ତ ଭାରତ ରେ ଅଛ
ସେତୂ ନିର୍ମାଣ ଜାଗା ଯାଇଥିଲି କି
q@@chandramanimahanta8332
Tamilnadu ku jao dekhibo
❤❤❤❤👏👏👏🌹🌹🌹🌹
Bhai Dhanyawad Tuma Bapa Maa Pravu Jagarantha Tumaku Bhalare Rakhantu mu Pravu Jagaranthanku Parthana Karuchhi Jay jagarantha
ଲବ ଭାଇ ଆପଣ ବହୁତ୍ ସରଳ ମଣିଷ, ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ଜୀବନକୁ ସୁଖମୟ କରନ୍ତୁ ❤❤❤
Bahut sundar country srilanka❤
ଆମେ ମାନେ ପ୍ରଥମ ଥର ପାଇଁ ଛୋଟ ବେଳରୁ ରାମାୟଣ ରେ ଶୁଣିଥିବା ରାବଣର ରାଜ୍ୟ ଶ୍ରୀଲଙ୍କାର ସମସ୍ତ ପୌରାଣିକ ସ୍ଥାନ ସତ ରେ ତମ ଭିଡ଼ିଓ ବ୍ଳଗ ରେ ଦେଖିବାକୁ ପାଇବୁ।ଧନ୍ୟବାଦ ଲବ ଭାଇ ❤❤❤❤❤❤❤❤❤❤❤❤❤❤❤❤❤ଆମ ରାଜ୍ୟର ଗର୍ବ ଓ ଗୌରବ ❤❤❤❤❤❤❤❤
1:13
Right ❤
Ceylon is the old name of present Srilanka, is not same with mythological evidance of "Ravan kingdom".
ଶ୍ରୀଲଙ୍କାର ଭିଡିଓ ଯୋଉମାନେ ଦେଖୁଛ ଦୟା କରି subscribe କରନ୍ତୁ ❤
Wooow ମସ୍ତ ବହୁତ ସୁନ୍ଦର ସିନ ❤️ଜୟ ଜଗନ୍ନାଥ ଲବ ଭାଇ ଆଉ ଭଉଣୀ ଙ୍କୁ ମଧ୍ୟ ଜୟ ଜଗନ୍ନାଥ 👏🏾
ଯେତିକି ନୂଆ ନୂଆ views explore କରୁଛ ସେତିକି ମୋତେ ନୂଆ ନୂଆ ଶିଖିବାକୁ ପାଉଛି ଲବ ଭାଇ, thank you so much god bless you
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤
ମୁ ଭଲ ପାଏ ନୀ
??????
@@BabulaHarijan-g3v😂😂
i am not interested in boy or man ... only female and girls
Lotus tower ବହୁତ୍ ସୁନ୍ଦର୍ ଦିସୁଛି
ଏବଂ ଲାଇଟ୍ ଭି ସୁନ୍ଦର୍ ଦିସୁଛି .
ଆଜି ମୋ ପୁଅର ଜନ୍ମ ଦିନ ଦୟାକରି ଆଶିର୍ବାଦ କରନ୍ତୁ
Hn ❤
God Blessed him ❤️
Jay jagannath samastanku bhalare rakhantu🎉🎉🎉🎉
Hn
Asirbad
ସିହଂଳି ଶ୍ରୀଲଙ୍କାର ଭାଷା।
ଅତି ସୁନ୍ଦର ଭିଡିଓ ବହୁତ ବହୁତ ଧନ୍ୟବାଦ ଲବ ଭାଇ
,,ଭାଇତମକୁଧନନ୍ୟଵାଦଭଲଭଲଜାଗାଵୁଲୁଛନ୍ତିଆମେଵିଦେଖୁଛୁ
ଗଞ୍ଜାମ ଜିଲ୍ଲାରୁ ଧନ୍ୟବାଦ 😮
❤,👌👌👌👌
ବହୁତ୍ ସୁନ୍ଦର୍ ଅଛି ଶ୍ରୀଲଙ୍କା 👍
ଏତେ ସୁନ୍ଦର ବିଡ଼ିଓ ହାନି ଥିବାରୁ ଧନ୍ୟବାଦ ଲଭ ଭାଇ 🙏🙏ଜୟ ଜଗନ୍ନାଥ 🙏🙏🙏
ଲବ ଭାଇଙ୍କ Supporter Hit Like 👍🏻🤗🌿❤️
Please bhai mane mote tike support kariba ❤
Achali bhai
କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ ❤❤❤❤
ମୁଁ ଦେଖୁଚି ❤❤❤ ଭାଇ
Like କର ଓ coment କର 🎉🎉🎉
Nabarang,pur,damu,majhi❤ 8:56
Mu dekhuchi😮😮😮😮😮
ଜୟ ଜଗନ୍ନାଥ 🙏🙏🙏🙏ଆପଣ ପୂର୍ବ ଜନ୍ମରେ ଭଲ କାମ କରିଥିଲେ, ସେଥିପାଇଁ ଏବେ ନିଜ ଇଚ୍ଛା ରେ ବୁଲି ପାରୁଛନ୍ତି ❤️❤️❤️❤️❤️❤️❤️❤️ସବୁବେଳେ ଏମିତ ଖୁସିରେ ଥାନ୍ତୁ ❤❤❤❤
100% right bro
Bhai tume b a janmore bholo kamo kara next jonmo re independently buli paribo 😊😊
I suggest you to watch sri lankan version of ramayana , its totally in youtube with english subtitles, name is RAVANA tv derana , two seasons are already came out of the drama , third season is gonna come out soon
RAVANA season 01- times before the birth of ravana and how 4 tribes of lanka make things ready for the birth of ravana
RAVANA season 02 - grown up ravana defeat kubera and regain the power of lanka with his friends
RAVANA season 03 -(havent come yet) but will be about rama- ravana yuddha
Bhai bhout best video sri Lanka ree
କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
bala comments leakhuchu be
Good 👍 ❤❤❤
Mo channel subscribe karidia please
Mu ra
Hello sir ❤❤❤❤
Bahut sunder haechhi video dist nuapada ru Kia Kia dekhu chhanti like kara Bhai and laba hasda ku thank you dada 👍
ମୟୂରଭଞ୍ଜରୁ ଯେଉଁ ମାନେ ଦେଖୁଛନ୍ତି ଦିଲ୍ ସେ ❤❤
Jaha laba vhai apana pai ame sabu kichhi dekhi paruchu au jani paruchu Purana re suni thiba na shrilanka ku dekhuchu dhanyabad laba vhai ❤❤jay shree ram 🙏🙏🙏🙏🙏
Thanku Bhai sree Lanka dakahilea
ସବୁ ଧର୍ମ ସମାନ।
ବହୁତ ସୁନ୍ଦର ଦେଖା ଯାଉଚି ଯାହ ଉ, ଭାଇ ଏମିତି ଅନେକ ଭଲ ଯିନିସ ଦେଖ ଉଚ ଧନ୍ୟବାଦ ଭାଇ
ବହୁତ ସୁନ୍ଦର ଭିଡ଼ିଓ ଲବ ଭାଇ ❤❤❤
Jay shree ram ❤ Vira...
ବହୁତ ସୁନ୍ଦର ଶ୍ରୀଲଙ୍କା ଲବଭାଇ ଆପଣକୁ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ❤❤❤
Due to your proper guidance during rush to your choosing countryside we r mostly watching country
Ohh God laba bhai nice intresting video
କେତେ ଜଣ ଲବ ଭାଇ ର subscriber ଦେଖୁଛ❤❤❤❤
Thank you for information about Srilanka.
JAY JAGANNATH 🙏🙏🙏
LOVE ❤ FROM MAYURBHANJ
❤❤❤ ଅତି ସୁନ୍ଦର ବନ୍ଧୁ ଜୟ ଶ୍ରୀ ଜଗନ୍ନାଥ
Jay sri ram🙏 laba bhai
Supar hechi video ❤️
Sri Lanka Such a beautiful country and beautiful People ❤❤❤
ଲବ ଭାଈ ଙ୍କୁ ଭଲ ପାଉଥିଲେ ଲାଇକ କରନ୍ତୁ ❤
Kan magiki like naucha
Kan magiki like naucha
Love bhai RUclips ru income kala foreign bulila tame like kahi ki labaha kana tame tama life re kichi kara tame sabu bhakua dala
Kan magiki like naucha
@@DebadattaDhir ଭାଈ ଲାଇକ ଦେଇଚ ନା ଦେଇନ ?ଯଦି ଦେଇଛ ଚାନେଲ କୁ ବି ଟିକେ ସବସକ୍ରାଇବି କରିଦିଅ 😊😂
Laba video always beautiful
ବହୁତ୍ ବଢିଆ ହେଇଛି ଭାଇ very nice ❤❤❤
I am waiting Japan see❤ Kia kia wait karich Japan
So nice Country 🥰🥰
ଲଭ ଭାଇ ଦୁଇ ମାସ ଭିତରେ million ହୋଇ ଜୀବ ❤❤❤❤❤❤❤🎉🎉
ଲଭ ଭାଈ ଶ୍ରୀଲଙ୍କା ଯାତ୍ରା ଆରମ୍ଭ କଲେ ଶ୍ରୀଲଙ୍କା ଵିୟୁ ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ ❤🤗
ବହୁତ ସୁନ୍ଦର ଶ୍ରୀଲଙ୍କା ର ସିଟି
Super Bhai Video ❤❤❤❤🎉🎉
ଜୟ ଶ୍ରୀ ରାମ ମୋତେ ସ୍ବପ୍ନ ପରି ଲାଗୁଚି
ଲବ ଭାଇ ରାବଣନଗରୀ ଦେଖେଇବ ❤ଜୟ ଜଗରନାଥ 🙏🙏🙏🙏
କଉ ମାନେ ଆମ ମୟୁରଭଞ୍ଜ ଦେଖି ଛ ❤❤❤
ସିଂହଳି ଭାଷା
Bargarh se ❤❤❤ love you laba Bhai
ଲବ ଭାଈ beeutiful view ଶ୍ରୀ ଲଙ୍କା ❤❤❤
Au 50k koridioo kohile silverplay button milibo support from kandhamal
Bohut sundar bhai❤❤
Bhai you are great..i salute you ❤❤❤❤
Good job Bhai ❤
Thanks for 69 subscribe complete 😅😅😅
ଭାଈ ଶ୍ରୀଲଙ୍କା କେତେ ବଡ଼
ବାଲେଶ୍ଵର ଜିଲ୍ଲାର କିଏ କିଏ ଦେଖୁଛ like
କର
ଲବ ଭାଇ ଜୟ ଜଗନ୍ନାଥ ଗୋଟେ ଲାଇକ୍
Kendujhar କିଏ କିଏ ଦେଖୁଛ like କର
ଅଲଡ ବେଷ୍ଟ୍ ଲବ ଭାଇ ❤❤❤❤❤❤
Thankyou ଭାଇ ଶ୍ରୀଲଙ୍କା ଦେଖେଇଦେଲ 👍👍👍🙏
First likes laba dada ❤❤❤❤
Dada sab language m video dekhne mile aise karo
ମୁଁ ପ୍ରଥମେ ଦେଖିଲି ଲବ ଭାଇ ❤️❤️❤️❤️❤️
Only Balangir like karo❤❤balangiria pila
I love laba Bhai ❤❤❤
Nice❤❤❤
So beautiful place 🥰 bro
Ga to be😊😊😊
First comment 😮
Super video
Jay jagannath
Beautiful vlog bhai
Tuma ghara ta balangir ki?
@@manoj-jb5lkhmm
❤❤❤❤❤
Hi
ସିଂହଲି ଭାଷା ଶ୍ରୀଲଙ୍କା ର
ଆପଣଙ୍କ ଭିଡିଓ ଦେଖି DIL ସେ ଖୁସି❤❤ Love you bro
Puri Toka like ❤
କୁଚିଣ୍ଡା ପାଖରୁ କିଏ କିଏ ଭିଡିଓ ଦେଖୁଛ ଲାଇକ୍ କର
Kesebahal ❤
Kuchinda
Jamankira
Laikera ho bhai..jsg
Jamankira
Koraput ru kie kie dekhucha like kara
Bhai tmr vdo bhal lage ❤️
Bhai ❤❤❤❤❤❤ love 💞💞💞💞💞💞💞💞💞 laba Bhai
Very nice 👍👍👍👍
ମୋ ହୃଦୟରୁ ଭାଈ ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
Nice vlogs laba Bhai ❤❤❤❤
Very nice view srilanka. Thank you brother 👍👍👍👍❤️❤️❤️god bleess you
Wow very nice bro❤🎉
ଅତି ସୁନ୍ଦର ଭିଡ଼ିଓ ବହୁତ ବହୁତ ଧନ୍ୟବାଦ ଲୋବାଭାଇ 🙏🙏🙏🙏❤️❤️❤️
Ek number lab Bhai ❤
Dine Na Dine Bhai Bhouni Baha Heiy Jibe.😊😉😋
Tume kn tomo bhai ku baha heicha...?
@@entermentcomedyvideo7686 Hm mu mo bhai sohito Amiti hi bulili all country all stated. Taha pore baha helu.
Nice place bhai ❤❤😊