ଗାଡି ଅଟକାଇ ରଘୁବର ଦେଖିଲେ ଭଙ୍ଗା ଚାଳ ଘର | Odisha Governor Raghubar Das at Kendrapara | Odisha Reporter

Поделиться
HTML-код
  • Опубликовано: 24 окт 2024

Комментарии • 533

  • @manojdalua1428
    @manojdalua1428 9 месяцев назад +319

    ଓଡିଶା ଏହିପରି ଜଣେ ରାଜ୍ୟପାଳ ଙ୍କୁ ସଦାବେଳେ ଚାହୁଁଛି 🙏🙏

    • @ganeshsahuk3023
      @ganeshsahuk3023 9 месяцев назад +5

      Right

    • @bijayanandadash5344
      @bijayanandadash5344 9 месяцев назад +3

      Yes

    • @Pitambarsahu1
      @Pitambarsahu1 9 месяцев назад +10

      ଏହିପରି ଜଣେ ମୁଖ୍ୟମନ୍ତ୍ରୀ ବି ଚାଉଁଛୁ।

    • @gurucharanbarik7817
      @gurucharanbarik7817 9 месяцев назад +2

      ଦେଖାଯାଉ ମାନ୍ୟବର ମହାମହିମ ରାଜ୍ୟପାଳ vs ପାଣ୍ଡିଆ. 🙄🙄🙄🤔🤔🤔

    • @Odiaranjan848
      @Odiaranjan848 9 месяцев назад

      ​@@gurucharanbarik7817pandian mg ta kiye ki odisha ra

  • @alekhachandramalika8155
    @alekhachandramalika8155 9 месяцев назад +118

    ,ସ୍ବାଧୀନତାର ଏତେ ବର୍ଷ ପରେ ଓଡ଼ିଶା ଯୋଗ୍ୟ ରାଜ୍ୟପଳଙ୍କୁ ପାଇଛି,,,,BJD ହଟିଲେ ଓଡ଼ିଶା ରାମରାଜ୍ୟ ହୋଇଯିବ

    • @rashmiranjan286
      @rashmiranjan286 9 месяцев назад +1

      ରାମ କୃଷ୍ଣ ଯୀଶୁ ଅଲ୍ଲାହ ରାଜ୍ୟ ନ ହେଉ ପଛେ ଗୋଟେ ଶାନ୍ତି ପ୍ରଗତୀ ର ରାଜ୍ୟ ହେଉ । ସମସ୍ତଙ୍କ ପାଖରେ ମାନବିକତା ଓ ସତ୍ୟ ଧର୍ମ ରେ ଚାଲନ୍ତୁ ।

    • @meghanrout4845
      @meghanrout4845 9 месяцев назад +2

      Abe kouthi Achanthi apana

    • @sudiptakumarpatra6134
      @sudiptakumarpatra6134 9 месяцев назад +2

      😂hn tretaya yuga ku chalijibo

    • @saumyaranjanparhi4587
      @saumyaranjanparhi4587 9 месяцев назад

      ​@@rashmiranjan286 Santi o pragatira anya nama ramanka rajya........ Jay sita ram

  • @mdbd7675
    @mdbd7675 9 месяцев назад +79

    ବିକାଶ ର ଡିଣ୍ଡିମ ପିଟୁଥିବା CM O / 5T ସଚୀବ କୁ ମୁଖ ଲଜ୍ଜ୍ୟା ନାହିଁ।

    • @samarubhatrado3106
      @samarubhatrado3106 9 месяцев назад +2

      ଲାଞ୍ଚ ନଦେଲେ ଘର ଖଣ୍ଡେ ମିଳୁନି

  • @ranjanmajhi8382
    @ranjanmajhi8382 9 месяцев назад +163

    ଆମ ଓଡ଼ିଶା ରେ ଏହିପରି ମହାମହିମ ରାଜ୍ୟପାଳ କେବେ ଦେଖିନଥିଲି l ମୁଁ ରାଜ୍ୟପାଳ ସାର୍ ଙ୍କୁ ଧନ୍ୟ ମନେ କରୁଛି ଆଉ ଗର୍ବିତ l

  • @chittaranjanpradhan506
    @chittaranjanpradhan506 9 месяцев назад +143

    ଏମିତି କାମ କଲେ, ସମସ୍ତେ ଆଦର କରିବେ❤

  • @brajeswarisingh909
    @brajeswarisingh909 9 месяцев назад +52

    ରଘୁବର ନୁହନ୍ତି, ରଘୁନନ୍ଦନ l ସତ ସଲାମ 🙏 ହେବ ନିଶ୍ଚିନ୍ତ l ଭଉଣୀ ଭଗବାନଙ୍କ ଉପରେ ଭରଷା ରଖ 🙏

  • @AlineOp
    @AlineOp 9 месяцев назад +116

    ଇଶୋର ଏପରି ରାଜ୍ୟପାଳଂକୁ ଆଶ୍ରୀବାଦ କରନ୍ତୁ

  • @ranjankumarsahoo4422
    @ranjankumarsahoo4422 9 месяцев назад +34

    ନବୀନ ତ ଲୋକଙ୍କୁ ଭେଟିବାକୁ ଯିବନି ki କାହାରିକୁ ଦେଖିବାକୁ ଛାଡିବନି, ନିଜେ ତ ଚାଲିବାକୁ ବଳ ନାହିଁ ସେ କଣ ଯିବ

  • @cartooonweb
    @cartooonweb 9 месяцев назад +93

    ଏମିତକା ଲୋକ ଦରକାର ଅମୋ ଓଡ଼ିଶା ରେ ।

  • @suryakantamohanty8276
    @suryakantamohanty8276 9 месяцев назад +58

    Nabeen au pandu ହେଇଥିଲେ ତୋ ଘରକୁ ନୁହେଁ ମାଡ଼ ଦେଇ ଜେଲ୍ ପଠାଇ ଦେଇଥାନ୍ତେ,thank u ରଘୁବର ଜୀ

  • @sumimurmuofficial
    @sumimurmuofficial 9 месяцев назад +46

    ଯଦି ଆମ ମୟୂରଭଞ୍ଜ ଗସ୍ଥ ରେ ରାଜ୍ୟ ପାଳ ଆସିବ, ଏ ହା ଠୁ ଅନେକ ଗରୀବ ଲୋକର ସମୋଷୟ ଦୂର ହେଇଯିବ,,

  • @sarojrout9173
    @sarojrout9173 9 месяцев назад +46

    ଏମିତି କା ରାଜ୍ୟପାଳ ଓଡ଼ିଶା ରେ ମିଳିଥିବାରୁ ପ୍ରଭୁ ଜଗନ୍ନାଥ 🙏🏼🚩

  • @JaiUtkalaMaa
    @JaiUtkalaMaa 9 месяцев назад +18

    ଗଭର୍ଣ୍ଣରଙ୍କ ଗରୀବ ଲୋକଙ୍କ ଘରକୁ ଯାଇକି ଅସୁବିଧା ଦେଖି ଆସୁଛନ୍ତି ଓ ଦୂର କରୁଛନ୍ତି। କିନ୍ତୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇ ଅସୁବିଧା ଜଣାଇବାକୁ ଗଲାରୁ ପୋଲିସ ଉଠେଇ ନେଲେ ।ହାୟରେ ତାମିଲ ଗେଣ୍ଡାଦଳିଆ ସରକାର ।
    ତାମିଲ ବାବୁ ମୁଖ୍ୟମନ୍ତ୍ରୀଙ୍କ ଦଲାଲ ହୋଇଛନ୍ତି ।ଘୋର ଲଜ୍ଜାଜନକ।

  • @gyananjayacreations7496
    @gyananjayacreations7496 9 месяцев назад +12

    ରାଜ୍ଯପାଳ ହେବତ ଏମିତି 🙏

  • @ranjanpanda466
    @ranjanpanda466 9 месяцев назад +6

    ଧନ୍ୟବାଦ୍ ଜଣାଉଛୁ ରାଜ୍ୟପାଳ ମହୋଦୟଙ୍କୁ,ଜୟ ଜଗନ୍ନାଥ।

  • @swamirameshwarananda8276
    @swamirameshwarananda8276 9 месяцев назад +46

    Heartfelt Thanks , Hon' ble Governor

  • @sabitarani6363
    @sabitarani6363 9 месяцев назад +23

    ଧନ୍ୟବାଦ ଆପଣଙ୍କୁ, ଆପଣ ଆମର ଜନସାଧାରଣଙ୍କ ଅଭିଯୋଗର ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶାରେ

  • @pradeeppradhan1943
    @pradeeppradhan1943 9 месяцев назад +109

    We are proud of our generous Governor 🙏

  • @DesiVlogger8293
    @DesiVlogger8293 9 месяцев назад +1

    କେତେ ଦିନ ପରେ ଗୋଟେ ଭଲ କବର ଦେଖିବାକୁ ଓ ଶୁଣିବାକୁ ପାଇଲି ବହୁତ୍ ଧନ୍ୟବାଦ୍ ରାଜ୍ୟ ପାଲ ଆଜ୍ଞା
    ବିଜେଡି ହୋଟାହୋ ଓଡ଼ିଶା ବଞ୍ଚାଅ ...

  • @sudarsannayak8299
    @sudarsannayak8299 9 месяцев назад +12

    ମୁଁ ବହୁତ ଖୁସି ହେଲି, ହେଲେ ଯଦି ଆପଣ କହିଥିବା ହିଁସା ଓ ହତ୍ୟା ବନ୍ଦ କରାଇ ଦେବେ ତାହାଲେ ଭଗବାନ ଆପଣଙ୍କ ଉପରେ ଦୟାର ବର୍ଷା ବର୍ଷାଇ ଦେବେ। ବଡ଼ କଥା ବିଜୁ ବାବୁ ଗଞ୍ଜାମ ଜିଲ୍ଲାରୁ ହାରି ହାରି ଶେଷରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଜିତିଥିଲେ ବୈଜୟନ୍ତ ପଣ୍ଡା ବାବୁଙ୍କ ବାପା ଜରିଆରେ। ହେଲେ ଶେଷରେ ଯାହାଙ୍କ ଦ୍ବାରା ଜିତିଥିଲେ ତାଙ୍କରି ପୁଅକୁ ଦଳରୁ ବହିସ୍କାର କରିଦେଲେ। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ହେବା ଦିନଠାରୁ ଆଜିଯାଏଁ କ'ଣ କରିଛନ୍ତି ନବିନ ବାବୁ।

  • @laxmidharapanda6086
    @laxmidharapanda6086 9 месяцев назад +15

    ନବୀନର ବିକାଶକୁ ଓଡ଼ିଆ ଦେଖି ଦେଖି ଅନ୍ଧ ହୋଇଗଲେଣି ! ଏବେ ରାଜ୍ୟପାଳ ବିକାଶଦେଖି ଜଳକା ହୋଇଯିବେ ନିଶ୍ଚୟ !ଏହାପରେ ମୋଦି ଯଦି ଥରେ ଦେଖିଦେବେ ମୂର୍ଛା ହୋଇଯିବେ ! କେବଳ ବିକାଶ ଦେଖିବାକୁ ତାମିଲ ପାଣ୍ଡୁ ଦିବ୍ୟଦୃଷ୍ଟି ପାଇଛି !

  • @bichitranandaparida9516
    @bichitranandaparida9516 9 месяцев назад +27

    ଲଗାତାର ୨୪ ବର୍ଷ ଶାସନର ବିକଳ ଚିତ୍ର।☹️

  • @SulekhaRout-t1c
    @SulekhaRout-t1c 9 месяцев назад +27

    ଆଜି ଓଡିଶା ରାଜ୍ଯପାଳ ରଘୁବରଙ୍କୁ ପାଇ ଗର୍ବିତ

  • @sachidanandamishra1951
    @sachidanandamishra1951 9 месяцев назад +30

    ମହାମହିମ ରାଜ୍ୟପାଳଙ୍କୁ sir ଙ୍କୁ ମୋର ପ୍ରଣାମ, ଜଗତର ନାଥ ଜଗନ୍ନାଥ ତାଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ଓ ଆଶୀର୍ବାଦ କରନ୍ତୁ ମୋର ଆନ୍ତରିକ ପ୍ରଣାମ 🙏

  • @sankarbeherdalai5943
    @sankarbeherdalai5943 9 месяцев назад +22

    ଏମିତି ରାଜ୍ୟପାଳଙ୍କୁ ଶହେ ସଲାମ🎉

  • @SushantSushant-v2k
    @SushantSushant-v2k 9 месяцев назад +12

    ଏମିତି ଯଦି ଆମ ମୂଖ୍ୟମନ୍ତ୍ରୀ ଙ୍କର ଚିନ୍ତା ଧାରା ରହିଥାନ୍ତା ତାହାଲେ ଆମ ଓଡିଶାର ପ୍ରତେକ ପରିବାର ଖୁସିରେ ରହିଥାନ୍ତେ

    • @nibedanamusic7718
      @nibedanamusic7718 9 месяцев назад +2

      Prathama ru kana Jani paru nthila Naveen ajogya boli khali Biju babunka pua boli ta pada chati pakeila ebe badhuchi

    • @raghunathmuduli2392
      @raghunathmuduli2392 9 месяцев назад +1

      Navin buli le marijiba 😂😂

  • @srisaidesignvastu9209
    @srisaidesignvastu9209 9 месяцев назад +13

    ଏଇଟା ଉଦାହରଣ ! ରାଜ୍ୟପାଳ ମହୋଦୟ ରାଜ୍ୟସାରା ଏଇ ଅବସ୍ଥା !
    ନବୀନ ବାବୁଙ୍କ କଳା କାରନାମା !

  • @Education.ponits
    @Education.ponits 9 месяцев назад +13

    ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଶ୍ରୀ ରଘୁବର ଦାସ ହିଁ ଶ୍ରେଷ୍ଠ ଯୋଗ୍ୟ ବ୍ୟକ୍ତି ଙ୍କ ମଧ୍ୟ ରୁ ଅନ୍ୟତମ

  • @ranjan33647
    @ranjan33647 9 месяцев назад +15

    Aamra amitika governor au Aparajita ma'am pari CM odisha rea darkar.
    JAY SHREE RAM 🙏

  • @sritamkumar7488
    @sritamkumar7488 9 месяцев назад +11

    Ye Kama Cm Kariba Katha.Gaon gaon Buliba Katha CM.CM Mada Pee Soichi.....
    Dhanyabad Governor Sir 🙏

  • @brajabhuyan3129
    @brajabhuyan3129 9 месяцев назад +2

    ଦେଶ ସ୍ୱାଧୀନ ପରଠାରୁ ଓଡ଼ିଶାର ନମ୍ବର 1 ରାଜ୍ୟପାଳ ମାନ୍ୟବର ରଘୁବର ଦାଶ
    ମୁଁ ଜଣେ ଓଡ଼ିଆ ଓ ଏହି ଓଡ଼ିଆ ହିସାବରେ ଆପଣଂକୁ ଶତ ଶତ ପ୍ରଣାମ 🙏

  • @kanhuramdashkanha4758
    @kanhuramdashkanha4758 9 месяцев назад +12

    Rajya pala ❤❤❤raghubar sir ❤❤apàn mahan

  • @srisaidesignvastu9209
    @srisaidesignvastu9209 9 месяцев назад +22

    ମହାମହିମ ଙ୍କୁ କୋଟି ନମସ୍କାର , ଓଡ଼ିଶା ରେ ମୂଖ୍ୟ ମନ୍ତ୍ରୀ କୁ ତଦାରଖ ପାଇଁ ଜଣେ ଏହିଭଳି କେନ୍ଦ୍ର ର ପ୍ରତି ନିଧି ଆବଶ୍ୟକ ରହିଛି !

  • @manikyabhainsa6621
    @manikyabhainsa6621 9 месяцев назад +1

    ରାଜ୍ୟପାଲ ବୁଲୁଛନ ଆଉ ସିଏମ ପିକରି ସୁଇଛନ

  • @saajanswastik9240
    @saajanswastik9240 9 месяцев назад +6

    ପାଣ୍ଡିଆନ୍ ଓ ନବୀନ ବାବୁ ଜିରୋ ହୋଇଗଲେ ରାଜ୍ୟପାଳଂକ ଲୋକପ୍ରିୟତା ଆଗେ😂😂😂

  • @dhaneswardas7823
    @dhaneswardas7823 9 месяцев назад +15

    We are proud to our Honorable Governor of Odisha, really He is an active Governor who reaching and hearing the grievance of general public.
    We needs a Chief Minister like our Governor. Unfortunate and we are bad luck our CM doesn't know our Odia language even after 25 years
    Bande Utkal Janani Bande

  • @bijayabal-yj3ch
    @bijayabal-yj3ch 9 месяцев назад +16

    23 year nabin sarkar governor nka tharu kichi sikhya Karu.

  • @HareKrushna-f3d
    @HareKrushna-f3d 7 месяцев назад

    ଧନ୍ୟବାଦ ରାଜ୍ୟ ପାଳ ମୁ କୋଟୀ ପ୍ରଣାମ ଜଣାଉଛି

  • @ashokbadajena8568
    @ashokbadajena8568 9 месяцев назад

    ଏହି ଭାବନା ଓଡ଼ିଆ ମାନଙ୍କ ପାଇଁ ରହିବା ଆବଶ୍ୟକ,,,, ରାଜ୍ୟପାଳ ଙ୍କ ଦ୍ଵାରା

  • @SidharthMishra99
    @SidharthMishra99 9 месяцев назад +4

    Best Governer,At least he is not one of them who has became rubber Stamp

  • @bikrammohanty2453
    @bikrammohanty2453 9 месяцев назад

    ରାଜ୍ୟପାଳ ଙ୍କ ର ଏଭଳିଆ ପ୍ରୟାସ.. ନମନ 🙏

  • @SrinibashJagaddev-fr4gm
    @SrinibashJagaddev-fr4gm 9 месяцев назад +23

    Great personality 👌 sir

  • @MrBarik-gd3ee
    @MrBarik-gd3ee 9 месяцев назад

    ରାଜ୍ୟ ପାଳ ହବ ତ ଏମିତି 🙏🏻🙏🏻🙏🏻🙏🏻👍🏻👍🏻👍🏻👍🏻👍🏻👍🏻🌹🌹🌹🌹🌹🇮🇳🇮🇳🇮🇳🇮🇳🇮🇳🇮🇳

  • @goutamparida6498
    @goutamparida6498 9 месяцев назад +15

    How many times CM Nabin pattanaik visited rural areas to solve real problems of common people? Perhaps Nil.

  • @hrudanandasahuofficial
    @hrudanandasahuofficial 9 месяцев назад +10

    ବହୁତଭଲ ପଦକ୍ଷେପ 🙏

  • @bhabaniprasadrout
    @bhabaniprasadrout 9 месяцев назад +23

    Raghu baraa Das Honble Governor of Odisha visiting Odisha with keen interest for the development of Odisha.Odisha is now under miserable detoriate Conditions. Now it is time to chase true political party
    For the development of Odisha

  • @maheshbehera1356
    @maheshbehera1356 9 месяцев назад +3

    Great sir odisha governor😢very very thank you for visit in all odisha village congratulations🎉👏👏

  • @Godeepak
    @Godeepak 9 месяцев назад +3

    ଏତେ ଜଙ୍ଗଲରେ ବାଘ ମାତିଛି ❤

  • @beupdate7733
    @beupdate7733 9 месяцев назад

    ଭାଇ
    ଏମିତିକା ରାଜ୍ୟପାଳ ଙ୍କୁ .. ମାନେ କଣ କହିବା...ନିଜେ ନିଜେ ଯାଇ ଲୋକଙ୍କ କଥା ବୁଝୁଛନ୍ତି... ନା କୌଣସି ଗ୍ରିଭେନ୍ସ ପାଇଁ ସାପ୍ତାହିକ ବାର ରଖି ନାହାନ୍ତି... ବହୁତ୍ ବଢିଆ sir... ଆଜି କାଲି ଅଫିସର ବାବୁ ମାନେ ଯେଉଁ ଭଳି ଅଫିସ ରେ ବସି ନିର୍ଦ୍ଦେଶ ଦେଇ କାମ କରୁଛନ୍ତି ଟିକେ ଶିଖିବା ଦରକାର.. ଏମିତି system ଚାଲେ
    ଆପଣ sir ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ.. ଆମେ ଚାହୁଁଛୁ... ଏହିପରି ମଣିଷ ଜଣେ ଦରକାର

  • @Antarampujari
    @Antarampujari 9 месяцев назад +1

    Nabarang pur jhari gam block ku gute tara asantu maha mainm sir koti koti pranam jay jagannath

  • @BighneswarBehera
    @BighneswarBehera 9 месяцев назад

    ଜୟଜଗନ୍ନାଥ ସାରେ

  • @ashwinisahu6584
    @ashwinisahu6584 9 месяцев назад +8

    VERY GOOD PERSONALITY KOTI PRANAM SIR🎉🎉

  • @bibhutibhusannayak6445
    @bibhutibhusannayak6445 9 месяцев назад

    ଓଡ଼ିଶା ର ଶାସନ ସଚିବ ଏତେ ଦିନ ପରେ ଦେଖିବାକୁ ମିଳିଛି । ଅଶେଷ ଅଶେଷ କୃତଜ୍ଞତା ଜଣାଉଛି ।।

  • @birasurendrasahu8611
    @birasurendrasahu8611 9 месяцев назад

    Jai ho....

  • @unconditionalvoices
    @unconditionalvoices 9 месяцев назад

    ଜୟ ଶ୍ରୀ ରାମ,, ଜୟ ବିଜେପି

  • @abhirambehera-el7zn
    @abhirambehera-el7zn 9 месяцев назад

    ଜୟରଘୁବରଙ୍କର ଜୟ

  • @jagabandhupattanayak5782
    @jagabandhupattanayak5782 8 месяцев назад

    ଯୋଗୀ ସରକାର ବି ଏମିତି ସିଧା ସଳଖ ଲୋକ ଙ୍କ ଦୁଃଖ ବୁଝୁଛନ୍ତି କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ଏମିତି ବୁଝନ୍ତିନି

  • @sagarsahu5937
    @sagarsahu5937 9 месяцев назад

    ଏପରି ରାଜ୍ୟପାଳ କୁ ପାଇ ଓଡ଼ିଶା ରାଜ୍ୟ ଗର୍ବିତ

  • @shridharamalik7987
    @shridharamalik7987 9 месяцев назад +3

    Thanks to our honorable Governer

  • @Abhimanyu97762
    @Abhimanyu97762 9 месяцев назад +2

    ଏହି ହେଉଛି ମୋଘର ଯୋଜନା ଗେଣ୍ଡା ଦଳ ର

  • @manojkumarnayak5949
    @manojkumarnayak5949 9 месяцев назад +1

    Thank you 🙏 sir Jay Jagannath swamy bless your heart ❤️ and always blessings for your thinking power Om NAMHA BHAGBATE BASUDEBAY namha 🙏

  • @chaitanyagond1860
    @chaitanyagond1860 9 месяцев назад +1

    ରାଜ୍ୟପାଳ ହୋଇ ରାଜ୍ୟପାଳ ପରି କାମ କର ରାଜନିତ କର ନାହିଁ ନ ହେଲେ ଧର୍ମ ଛଡା ହେବ ହେଈଟା ଜଗନ୍ନାଥ ଙ୍କ ଧର୍ମ ର ଓଡିଶା

  • @gurucharansahoo9577
    @gurucharansahoo9577 9 месяцев назад +3

    ମୋଦୀ ଷ୍ଟାଇଲ 💪💪👍👍 😀😀😀😀

  • @udaynathray4251
    @udaynathray4251 9 месяцев назад +3

    ମହାମହିମ ରାଜ୍ୟପାଳ ରଘୁବର ଙ୍କୁ କୋଟି କୋଟି ପ୍ରଣାମ, ଯୁଗ ଯୁଗ ପାଇଁ ଆପଣଙ୍କ ନିସ୍ଵାର୍ଥପର କର୍ତ୍ତବ୍ୟ କୁ ଓଡିଶା ମନେ ରଖିବ 🙏🙏🙏

  • @sisirdash5142
    @sisirdash5142 9 месяцев назад

    Jay Jagannath

  • @HemantKumar-jk2hs
    @HemantKumar-jk2hs 9 месяцев назад +8

    We are proud of our governor
    #Narendaramodi
    #PMO

  • @ilukumar579
    @ilukumar579 9 месяцев назад

    Jay jagannath ♥️♥️♥️🙏🙏🙏🙏

  • @umakantasahu3221
    @umakantasahu3221 9 месяцев назад

    ପ୍ରଥମ ଥର ଏମିତି ରାଜ୍ୟପାଳ ଙ୍କୁ ଓଡ଼ିଶା ରେ ଦେଖିବା ପାଇଁ ମିଳିଲା 👍

  • @sarojkumarsamal995
    @sarojkumarsamal995 9 месяцев назад +1

    REALLY THE ACTIVITIES OF HONORABLE GOVERNOR APPRECIATED

  • @krushnaranjandashdash8916
    @krushnaranjandashdash8916 9 месяцев назад +3

    Thanks Honourable Governor sir 🙏🙏🙏

  • @Rkm12379
    @Rkm12379 9 месяцев назад +1

    ଯାହା ହେଉ ଏତେ ବର୍ଷ ପରେ ଭଲ ରାଜ୍ୟ ପାଳ ଟେ ପାଇଛି ଓଡିଶା

  • @sumantranjanmallick7506
    @sumantranjanmallick7506 9 месяцев назад +2

    ଏମିତି ହିଁ ରାଜ୍ୟ କୁ ପାଳନ କରାଯାଏ। କୋଟି କୋଟି ଧନ୍ୟବାଦ୍ ମହାମହିମ ରାଜ୍ୟପାଳ,

  • @bichitrananda4266
    @bichitrananda4266 9 месяцев назад +1

    Well done mahamahim governor for your kindness

  • @AjayalkumarDash
    @AjayalkumarDash 9 месяцев назад

    I salute you, sir , Jai hind

  • @sivasankarpradhani8951
    @sivasankarpradhani8951 9 месяцев назад +6

    Sir ଆପଣ ଆମ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ କୁ ଆସି ଆମ ଲୋକ ଙ୍କ ସମସ୍ୟା ବୁଝିବାକୁ ଅନୁରୋଧ l

  • @rasmikantanayak4780
    @rasmikantanayak4780 9 месяцев назад +9

    Good job sir❤

  • @uma5016
    @uma5016 9 месяцев назад +5

    Government raghubir is best
    In odisha
    Thank you sir

  • @EngineersChoiceAnyday
    @EngineersChoiceAnyday 9 месяцев назад +1

    Very Special governor, Raghubar ji.

  • @parthabsabar-jm6hl
    @parthabsabar-jm6hl 9 месяцев назад +1

    Ragubar je je jaganath

  • @JagannathaBadatya
    @JagannathaBadatya 9 месяцев назад +1

    ଏବେ ସମସ୍ତେ ବୁଲି ବୁଲି ପଚାରିବେ କିନ୍ତୁ ଇଲେକ୍ସନ ସରିଲାପରେ ଆଉ କେହିବି ପଚାରୁ ନାହାନ୍ତି କି ଆଉ ବୁଲିବେନି 🙏ଠିକ ଲାଗିଲେ ଲାଇକ କର 🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @JolenTopno-b5d
    @JolenTopno-b5d 9 месяцев назад +10

    Good Evening all 🎉

  • @ajaysamal1195
    @ajaysamal1195 9 месяцев назад

    Jay sir 🙏🙏🙏🙏🙏

  • @SusantaParida-rx1pm
    @SusantaParida-rx1pm 9 месяцев назад +2

    Very proud of you sir❤❤❤❤

  • @anilkumarhansdah6911
    @anilkumarhansdah6911 9 месяцев назад

    Raghuvar Das Odisha ro CM hele bahut bholo heithanta

  • @Antarampujari
    @Antarampujari 9 месяцев назад +1

    Right sir

  • @hemantamallick7466
    @hemantamallick7466 9 месяцев назад +2

    ଓଡିଶା ଧନ୍ୟ ହେଇଗଲା ଏହିଭଳି ମହାମହିମ ରାଜ୍ୟ ପାଳ ପାଇ 🙏

  • @naikbabu5533
    @naikbabu5533 9 месяцев назад +2

    ଏହିପରି ରାଜ୍ୟପାଳ ଙ୍କୁ ପାଇ ଓଡିଶା ଗର୍ବିତ, ଜୟ ହିନ୍ଦ 🙏🙏🙏

  • @kamallochannayak9660
    @kamallochannayak9660 9 месяцев назад

    Ap Bade Mahan Rajyapal Jee

  • @santoshkumarmishra2620
    @santoshkumarmishra2620 9 месяцев назад

    ନେତା ହେବତ ଏପରି. ମାନନୀୟ ରଘୁବରଙ୍କୁ ସ୍ବଗତ କରୁଛୁ.

  • @sudhaldevsunani2817
    @sudhaldevsunani2817 9 месяцев назад

    ଓଡିଶା ରାଜ୍ୟ ପାଳ ମହୋଦୟ ଙ୍କୁ ଧନ୍ୟବାଦ ଯେଉଁ ସରକାର 25 ବର୍ଷ ରେ ଯାହା କରି ନାହାନ୍ତି ସେ କରି କି ଦେଖାଉଛନ୍ତି

  • @susantakumarbehera1609
    @susantakumarbehera1609 9 месяцев назад

    Thanks sir
    Continue this work sir

  • @sangeetasahu7474
    @sangeetasahu7474 9 месяцев назад +4

    Grass hand bags r beautiful modern design 👍👍just love it❤❤

  • @AnkitaAcharya-g9v
    @AnkitaAcharya-g9v 9 месяцев назад +1

    Proud of U honourable Governor there are so many uncountable no roof houses in odisha please consider

  • @Saisampurna698
    @Saisampurna698 9 месяцев назад

    Bahut dhanyawad sir

  • @kailashpanigrahi6705
    @kailashpanigrahi6705 9 месяцев назад

    Congratulations hearty to this post

  • @sanjibsahoo3972
    @sanjibsahoo3972 9 месяцев назад

    ମାନ୍ୟବର ରାଜ୍ୟପାଳ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଢୋକ୍ରା ଶିଳ୍ପର ପ୍ରସାର କରନ୍ତୁ

  • @bkevents5811
    @bkevents5811 9 месяцев назад +2

    ଭୋଟ ଶଙ୍ଖ ରେ ଦେଇ ଥିଲ ଟି?? ଶଙ୍ଖ ରେ ବା ପୋକ ଲାଗିଗଲାଣି 😂😊

  • @Rabikant1023
    @Rabikant1023 9 месяцев назад +1

    💝💝💝💝👍🇮🇳🏠

  • @pradeepbiswal8217
    @pradeepbiswal8217 9 месяцев назад

    ଓଡ଼ିଶା ରାଜ୍ୟରେ ସମସ୍ତ ସ୍କୁଲରେ ପାଠ ପଢା ଶୋନ ପ୍ରାୟ ଅଧିକାଂଶ ଶିକ୍ଷକ ବିଜେଡି ଦଳରେ ମତୁଆଲା

  • @krushnamalik5180
    @krushnamalik5180 9 месяцев назад

    Very good ସରକାର