ସେଦିନ ଏହି ୫ ଜଣ ନିଷ୍ଠୁର ସାଜି ଯାହା କରିଥିଲେ, ଆଜି ସେହି କାରଣ ପାଇଁ କୋର୍ଟ ଦେଲେ ଫାଶୀ ଦଣ୍ଡ

Поделиться
HTML-код
  • Опубликовано: 24 янв 2025

Комментарии • 762

  • @ramdasbag4779
    @ramdasbag4779 10 месяцев назад +134

    ବହୁତ୍ ସୁନ୍ଦର୍ ଏ ଅସୁର ମାନଙ୍କୁ ଫାଶୀ ଦଣ୍ଡ ଦେଇଥିବାରୁ କୋଟି ଧନ୍ୟବାଦ୍❤❤❤❤❤❤❤❤❤❤❤

    • @sanjuktadas3523
      @sanjuktadas3523 10 месяцев назад

      Milini. Heba. Puni emane appeal karibe. Raja Kshyama prarthana karibe. Last ku ajibana karadanda heba

    • @DakuMangalSingh-zu1zi
      @DakuMangalSingh-zu1zi 10 месяцев назад

      ମୋତେ ଲାଗୁଛି କୋର୍ଟ ନିଷ୍ପତି change କରିଦେବ

  • @husenpradhan7171
    @husenpradhan7171 10 месяцев назад +183

    ଏପରି ହତ୍ୟା କରୀଙ୍କୁ ଫାଶୀ ଦେବା ଦରକାର।

  • @rajeevkhura
    @rajeevkhura 10 месяцев назад +101

    ମର୍ଡର କୁ ବନ୍ଦ କରିବାକୁ ହେଲେ ଏମିତି ଫାଶି ହେବା ଦରକାର,ଭାରତ ସରକାରଙ୍କୁ ମୋର ଅନୁରୋଧ

  • @sibasankarasabara164
    @sibasankarasabara164 10 месяцев назад +639

    ବହୁତ ଭଲ ହେଲା, ଦୋଷୀ ପରିବାର ଓ ଦୋଷୀ ମାନଙ୍କର ସ୍ତ୍ରୀ, ପିଲାମାନେ ଦେଖି ବହୁତ ଖୁସି ହେଉଥିବେ, ଫାଶୀ ବେଳେ LIVE SHOW ଦେଖାଇଲେ ଭଲ ହୁଅନ୍ତା, ଲୋକମାନେ ସଚେତନ ହେବେ I

    • @RunumaKhahara
      @RunumaKhahara 10 месяцев назад +4

      😮bauta Bhala ala,das

    • @RunumaKhahara
      @RunumaKhahara 10 месяцев назад +2

      Bauta Bhala ala dasi paribar o dasi mankhra tri palamane dekhi khusi authibe , tenu amiti Kale lakamane sachetanta abe, jasreram 😮

    • @LonelyMahis143
      @LonelyMahis143 10 месяцев назад +2

      Thik kahila bhai

    • @s.saswatidehuri9372
      @s.saswatidehuri9372 10 месяцев назад +1

      R8

    • @PldKhara
      @PldKhara 10 месяцев назад

      Sola mu thor bhando katidebi

  • @sanjeevdash1287
    @sanjeevdash1287 10 месяцев назад +356

    ଓଡିଶା ରେ ବୋଧହୁଏ ଏହା ପ୍ରଥମ ବୋଲି ମୋର ମନେହୁଏ। କର୍ମ ଯେମିତି ଫଳ ମଧ୍ଯ ସେମିତି ମିଳିବା ଉଚିତ୍। ଏହା ଜାଣିବା କଥା ଯେ ଭଗବାନ ନିଶ୍ଚୟ ଅଛନ୍ତି ଆଜି ମଧ୍ଯ ନ୍ଯାୟ ବିଚ଼ାର କୋର୍ଟରେ ହୋଇପାରେ। ଜୟଶ୍ରୀ ରାାମ୍।

    • @deepakparida4788
      @deepakparida4788 10 месяцев назад

      Right 🙏🙏🙏

    • @shravankumarmishra5513
      @shravankumarmishra5513 10 месяцев назад +4

      ଏହି ଦୁନିଆରେ କିଏ ବି କୋଉଠି ଭଗବାନ୍ ନାହିଁ ଭାଇ ବିଜ୍ଞାନ ରେ ଚାଲିଛି ଦୁନିଆ

    • @manojsethi1100
      @manojsethi1100 10 месяцев назад

      Mu sunichi,michha ki sata kejani

    • @PSS-su1jw
      @PSS-su1jw 10 месяцев назад

      Bhagwan thile ate bada Kanda kariparinathante ..bhawan nahi re Bhai..ate Anya atyachar karuchanti..danda kanoon deuchi

    • @bekarbaatsin
      @bekarbaatsin 10 месяцев назад

      ​@@shravankumarmishra5513 vigyan ra mula bhai kauthi?

  • @kshirasindhusagaria1811
    @kshirasindhusagaria1811 10 месяцев назад +72

    ବହୁତ୍ ସୁନ୍ଦର୍ ପଦକ୍ଷେପ ଗ୍ରହଣ କରିଛ୍ତି ଜାଜ୍ ଆଜ୍ଞା 🙏🙏🙏💙

  • @prabhakardas4898
    @prabhakardas4898 10 месяцев назад +86

    ଏମିତି ନ୍ୟାୟ ବ୍ୟବସ୍ଥା ରହିଲେ ଓଡ଼ିଶାରେ କ୍ରାଇମ୍ କରିବା ପୁର୍ବରୁ ଶହେ ଥର ଭାବିବେ

    • @PSS-su1jw
      @PSS-su1jw 10 месяцев назад

      Thik katha bhai

  • @rameshchandramohapatra4169
    @rameshchandramohapatra4169 10 месяцев назад +3

    ଏହା ସମସ୍ତ ଙ୍କ ପାଇଁ ନମୁନା ! ଧନ୍ୟବାଦ !

  • @devilsdevils4576
    @devilsdevils4576 10 месяцев назад +61

    ବହୁତ ବଢିଆ 🙏🙏

  • @Ksrs520
    @Ksrs520 10 месяцев назад +182

    କିନ୍ତୁ ଛୋଟ ଝିଅ ଟା କୁ ବଳାତ୍କାର କରିକି ମାରିଥିଲେ ସେମାନଙ୍କୁ ଫାଶୀ କଣ ପାଇଁ ଦିଆ ଯାଉନି ସେମାନଙ୍କୁ ଵି ଦିଆ ଯାଉ

    • @pramodkumardhulaswar8391
      @pramodkumardhulaswar8391 10 месяцев назад +7

      Kiye daba paisa Bala samaste chota jhia ku naya kemiti miliba dukha lage jhia ta pain sala emananku jhianta jalidaba katha

    • @tnanda1432
      @tnanda1432 10 месяцев назад +3

      ଯୋଗୀ ସରକାର ହେଲେ ହବ

    • @Abhicreation-t2f
      @Abhicreation-t2f 10 месяцев назад +1

      ​@@tnanda1432tome bodhe Manipur case Katha bhuli jaicha kai aji jaea kichi huiparila nahi up rea sina yogi hela seathi bi bjp sarakar achi jhia ku langala kari road rea buleailea hela aji jaea kn huichi

    • @tnanda1432
      @tnanda1432 10 месяцев назад

      @@Abhicreation-t2f ଭୁଲୀନାହୁ ସେଠା ପରିସ୍ଥିତି ସବୁେବେଳ ସେଭଳି ଅବସ୍ଥା। ମହିଳା ମାନେ ସଂପୂର୍ଣ୍ଣ ଉଲଗ୍ନ ହୋଇ କଂଗ୍ରେସ ସରକାର ବିରୁଦ୍ଧ ରେ ବିକ୍ଷୋଭ କରୁଥିଲେ।
      ଭୁଲିଗଲେ ଫୁଲନ୍ ଦେବୀ ବେଳର UP ଏବର UP ଭିତରେ ତଫାତ୍। ତେଣୁ ଉତ୍ତର ପୂର୍ବ କ୍ଷେତ୍ର କୁ ସମୟ ଲାଗିବ।

    • @pramodkumardhulaswar8391
      @pramodkumardhulaswar8391 10 месяцев назад

      Nayak film jemiti heithila gote dina ra cm samasta nka band bajeideithila semitika bhala manisa aasanta jadi kichi nua mode nianta

  • @STofficial143-rd5fh
    @STofficial143-rd5fh 10 месяцев назад +36

    ଏମିତି ଲୋକଙ୍କୁ ଏମିତି ହେବା ଦରକାର 👍👍👍

  • @bhabanisankardas8641
    @bhabanisankardas8641 10 месяцев назад +1

    ବହୁତ ବହୁତ ଧନ୍ୟବାଦ, ଜେସାକୁ ତେସା ମିଲା, ଯିଏ ଯେମିତି କର୍ମ କରିବ ସିଏ ସେମିତି ଫଳ ପାଇବ.
    କିନ୍ତୁ କଣ ହେବ ଆଜ୍ଞା ଏହା ଉପରେ ସେମାନେ ଉଚ୍ଚ ଆଦାଲତ ତାଉପରେ ସର୍ବୋଚ୍ଚ ନ୍ୟାୟ ଅଦାଲତ ଯାଇ ପାରନ୍ତି ଯେଉଁଠିକି ଯାଆନ୍ତୁ ପ୍ରଭୁ ଜଗନ୍ନାଥ ଏହାର ବିଚାର କରନ୍ତୁ 🙏🙏🙏🙏🙏🙏
    ଜୟ ଜଗନ୍ନାଥ

  • @ShivShankar-zd5qx
    @ShivShankar-zd5qx 10 месяцев назад +171

    ଏ ସଳାଙ୍କୁ ବାଘ ମୁଁହରେ ଛାଡ଼ିଦିଅ

    • @RabindraSahu-l4c
      @RabindraSahu-l4c 10 месяцев назад +7

      କରେକ୍ଟ କଥା କହିଲ ଭାଇ 👍

    • @Stockmarket473
      @Stockmarket473 10 месяцев назад +5

      Thik kahicha atleast se bhagha ra Peta puriba hele

    • @SweetMemories961
      @SweetMemories961 10 месяцев назад +1

      Pancha jana misi bagha ku b gehi debe 😄😄😄😄😄😄😄

    • @an_influencerr
      @an_influencerr 10 месяцев назад

      ​@@SweetMemories961😂

  • @pradiptadas1726
    @pradiptadas1726 10 месяцев назад +80

    ଏମିତି ଫାଶୀ ଦଣ୍ଡ ସ୍ୱାଗତଯୋଗ୍ୟ ରାୟ

  • @govindbehera2763
    @govindbehera2763 10 месяцев назад +24

    ସ୍ଵାଗତ ଯୋଗ୍ୟ ରାୟ ଶୁଣାଇଛନ୍ତି ମୁଁ ବି ଜଣେ ମଣିଷ ହିସାବରେ ବହୁତ୍ ଖୁସି ।

  • @ambikaprasadsamantaray3650
    @ambikaprasadsamantaray3650 10 месяцев назад +54

    Good justice. A great salute to the judge. Also salute to the worthy daughter of the deceased.

  • @sivasankarpradhani8951
    @sivasankarpradhani8951 10 месяцев назад +15

    ବହୁତ ଭଲ ନିଷ୍ପତ୍ତି

  • @sankarsanlenka6303
    @sankarsanlenka6303 10 месяцев назад +12

    ଏହା କି ନ୍ୟାୟ ସଳା 5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ଏପରି ଦୋଷି କୁ 1 ବର୍ଷ ମଧ୍ୟରେ ଦଣ୍ଡ ମିଳିବା କଥା

  • @24mohitk
    @24mohitk 10 месяцев назад +7

    ବହୁତ ବଢିଆ ନ୍ୟାୟ ପ୍ରଦାନ କରାହୋଇଛି ❤️

  • @Mr.Chagala
    @Mr.Chagala 10 месяцев назад +38

    Very good

  • @kumarajayofficial
    @kumarajayofficial 10 месяцев назад +4

    ଏମିତି ହେଲେ ପରବର୍ତ୍ତୀ ସମୟରେ, କିଛି ଓଡ଼ିଶାରେ ହତ୍ୟାକାରୀ କମିଯିବ👍👍👍👍💪💪💪💪💪

  • @rameshmeher656
    @rameshmeher656 10 месяцев назад +92

    ମୋତେ ଲାଗୁନି ଏମାନଂକୁ ଫାଶୀ ହେବ ବୋଲି କାହିଁକି ନା ଏମାନେ ଉପର ନ୍ୟାୟାଳୟ ରେ ପୁଣି ଲଡ଼ିବେ ଏମିତି ହେଉ ହେଉ ବର୍ଷ ବର୍ଷ ପାହିଯିବ.

    • @sunilpatra1955
      @sunilpatra1955 10 месяцев назад +5

      102 percent right

    • @TULASIART
      @TULASIART 10 месяцев назад +2

      Right

    • @DailyEducation-d5o
      @DailyEducation-d5o 10 месяцев назад +6

      Supreme Court high court ro decision re atal rahibo.....kichhi Dino late hele b ae dosi mane fasi Nam Suni pagal hoi jau thibe...

    • @KumarBapi-eh7tg
      @KumarBapi-eh7tg 10 месяцев назад +3

      ତମେ ଠିକ୍ କହିଛ, କିନ୍ତୁ ପୋଲିସ ପାଖରେ ଆଉ ଗୋଟେ ବିକଳ୍ପ ଅଛି, ଯଦି ହାଇଦ୍ରାବାଦ ଭଳି ଏନ୍ କାଉଣ୍ଟର କରାଯିବ ତା ହେଲେ ଧରି ନିଆଯିବ କି ଦୋଷୀକୁ ଦଣ୍ଡ ମିଳିଲା ବୋଲି,
      ଜୟ ଶ୍ରୀ ରାମ

    • @asissundaray6800
      @asissundaray6800 10 месяцев назад +2

      200 percentage right

  • @daitaripatel7283
    @daitaripatel7283 10 месяцев назад +17

    ଯେମିତି କର୍ମକୁ ସେମିତି ଫଳ,
    ଥୋଇ ଅଛନ୍ତି ପ୍ରଭୁ ଆଦିମୂଳ ାା

  • @minatirout7523
    @minatirout7523 10 месяцев назад +19

    ଭଲ ହେଇଛି ଆଉ ଏମିତି କରିବାକୁ କେହି ସାହସ କରିବେନି 😠😠

  • @biswanathbiswal4526
    @biswanathbiswal4526 10 месяцев назад +2

    Bahut bhala heichi emiti heba darkar . Thankyou so much.

  • @walker7048
    @walker7048 10 месяцев назад +2

    ଆଶା କରୁଛି ଭବିଷ୍ୟତ ରେ ମଧ୍ୟ ଏଭଲି କଡା ନିଷ୍ପତ୍ତି ନିଆଯିବ । ବହୁତ ବଢିଆ ନିଷ୍ପତ୍ତି ନେଇଛନ୍ତି ବିଚାରପତି ।

  • @MalatiKar-si9wp
    @MalatiKar-si9wp 10 месяцев назад +92

    ଠିକ୍ ହେଇଛି ତାଙ୍କର ହାତ ଗୋଡ଼ କାଟିକରି ଫାସୀ ଦିଆଯାଉ ସିଏ କଷ୍ଟ କଣ ଯାଣିବା ହାରାମୀ କୋଉଠିକାର

  • @ommmaa9346
    @ommmaa9346 10 месяцев назад +76

    Well done Odisha Police. Thanks for their efforts

    • @mrfaster9121
      @mrfaster9121 10 месяцев назад +3

      Bhai lo odisha police charge shit late kala boli late re decision court dela

    • @KillingMachine1166
      @KillingMachine1166 10 месяцев назад +1

      Toh maa ku gihoo maghiaaa gegin pua ommmmaa 😠 😡 👿 😤 🤬 😾 😠

  • @khirabatisanani4319
    @khirabatisanani4319 10 месяцев назад +22

    Thank you sir

  • @ashokbehera4874
    @ashokbehera4874 10 месяцев назад +30

    Very good justice.

  • @UpendraBhoi-w6z
    @UpendraBhoi-w6z 10 месяцев назад +21

    Beautiful ବହୁତ୍ ବଢିଆ କଥା

  • @stylestar486
    @stylestar486 10 месяцев назад +14

    ଅତି ସୁନ୍ଦର 🙏

  • @madanrout6723
    @madanrout6723 10 месяцев назад +11

    Vary good jurj Sir good disijan

  • @JogeshwarMahanta-ut3fe
    @JogeshwarMahanta-ut3fe 10 месяцев назад +33

    ତାଙ୍କର ଦୁଇ ହାତ ହନିଦିଆଯାଉ

  • @_bapi___303
    @_bapi___303 10 месяцев назад +26

    ଏମିତି ଦଣ୍ତ ରେ ମୁଁ ଖୁସି 😃😃😃😃😃

  • @prafullabarik7085
    @prafullabarik7085 10 месяцев назад +45

    ଓଡ଼ିଆ ଲୋକ ବି ଯେ ଏତେ ହିଂସ୍ର ଓ ବର୍ବର୍ ହୋଇ ପାରନ୍ତି ଏ କଥା କେବେ ଭାବିନଥିଲି ।

  • @roopeshpashayat8519
    @roopeshpashayat8519 10 месяцев назад +2

    Odisha first time justice
    Sir aapko koti koti namaskar

  • @ramachandraojha5172
    @ramachandraojha5172 10 месяцев назад

    🙏🌹🙏ଜୟ ଶ୍ରୀ ଜଗନ୍ନାଥ 🙏🌹🙏ନ୍ୟାୟ ବିଚାର ପାଇଁ ବହୁତ ବହୁତ ଧନ୍ୟବାଦ 🙏

  • @tukkuthacomanman8495
    @tukkuthacomanman8495 10 месяцев назад +4

    Amiti Haba darkar odishare. Thahele. Ama odisharu Rakhsya. Mane kamibe🙏🏻🙏🏻🥰🥰

  • @Sujitkumarvlog-k3b
    @Sujitkumarvlog-k3b 10 месяцев назад +14

    ଭଲ ହେଇଚି

  • @NarayanSingh-ch6nk
    @NarayanSingh-ch6nk 10 месяцев назад +6

    Very very Good decision..! ❤💐👌👍

  • @Raaj832
    @Raaj832 10 месяцев назад +6

    ଏମିତି ହେବା ଦରକାର ଧନ୍ୟବାଦ

  • @prakashbehera8833
    @prakashbehera8833 10 месяцев назад +40

    Very good decision by honourable court.

  • @rinkimalik231
    @rinkimalik231 10 месяцев назад +19

    Good good good very good decision

  • @bijaysahoo2341
    @bijaysahoo2341 10 месяцев назад +12

    Very good decision 🎉👌👃

  • @rabindrakhatua5248
    @rabindrakhatua5248 10 месяцев назад +21

    ଆଜି ଭଗବାନ ଆପଣ ଙ୍କ ଡାକ ଶୁଣି ଛନ୍ତି ଡେରି ହେଉପଛେ ଉଚିତ ଦଣ୍ଡ ମିଳିଛି ଜୟ ଜଗନ୍ନାଥ

  • @kanhamohanty3694
    @kanhamohanty3694 10 месяцев назад +11

    I am Very happy jay jagannath jay shree ram

  • @pintudas-yr8te
    @pintudas-yr8te 10 месяцев назад +1

    ଶୁଭ କାମରେ ଆଉ ବିଳମ୍ବ କାହିଁକି 👍

  • @narayannayak2869
    @narayannayak2869 10 месяцев назад +2

    ଫାସୀ ନୁହେଁ
    Direct ଏନକାଉଣ୍ଟର କରିଦିଅ

  • @sanatandas5160
    @sanatandas5160 10 месяцев назад +5

    Very good order by honorable Court. Long live Justice.

  • @SantoshiniPraharaj
    @SantoshiniPraharaj 10 месяцев назад +13

    Very good decision

  • @smrutiranjannayak8193
    @smrutiranjannayak8193 10 месяцев назад +14

    Verry good

  • @Shiva..4816
    @Shiva..4816 10 месяцев назад +3

    Bahut badhia...thank u jilaa George

  • @SantoshPatra-yc9vq
    @SantoshPatra-yc9vq 10 месяцев назад +14

    Right

  • @champeswarbehera-on8it
    @champeswarbehera-on8it 10 месяцев назад +9

    Ek number❤

  • @Sameerbarik2002
    @Sameerbarik2002 10 месяцев назад +2

    ଏବେ କିଏ କହିବନି କି ଏମାନେ ସନାତନୀ ହିନ୍ଦୁ l ତାଙ୍କର ହିନ୍ଦୁ ଆଦର୍ଶ

    • @sabtppl
      @sabtppl 10 месяцев назад +1

      Just imagine if any of them were from islam..... then the whole media aau so called librandus tanka pachare hata dhoiki padi thaante

  • @PandabNaik-yw6vy
    @PandabNaik-yw6vy 10 месяцев назад +9

    Very good 👍👍

  • @mohanmallick6255
    @mohanmallick6255 10 месяцев назад +1

    Bahuta bhalaheba

  • @pitambarayach7058
    @pitambarayach7058 10 месяцев назад +1

    ଉପର କୋଟ ରେ ଏହା କୋହଳ ହୋଇ ଜେଲ ଦଣ୍ଡରେ ପରିଣତ ହେବ. କାରଣ ଆମ ଦେଶ ର ବ୍ୟବସ୍ଥା ଏହିପରି.

  • @AmarKandi-tn2fv
    @AmarKandi-tn2fv 10 месяцев назад +20

    ବହୁତ ଭଲ ପଦକ୍ଷେପ ଏମାନଙ୍କୁ ଫାଶୀ ଦରକାର

  • @Crazysubham18
    @Crazysubham18 10 месяцев назад +2

    ଏ ମାରିୟା ମାନଙ୍କୁ ସେଇମିତି ଦରକାର😡

  • @odisha-friend143
    @odisha-friend143 10 месяцев назад +3

    ଏମିତି ଦୋସିକୁ 5 ବର୍ଷ କଣ ପାଇଁ ବଞ୍ଚିବାକୁ ଦିଆ ଗଲା । 12 ଘଣ୍ଟାରେ ଫାଶୀ ଦଣ୍ଡ ଦବାରେ ଥିଲା

  • @babulsahoo6140
    @babulsahoo6140 10 месяцев назад +3

    Jai jagannath 🙏🙏🙏🎉🎉 Satya meba jayate

  • @AmitPatel-im9tk
    @AmitPatel-im9tk 10 месяцев назад +8

    Good Dicision

  • @sksarbeswar
    @sksarbeswar 10 месяцев назад +13

    Thanks for the justice provided to Ramachandra…

  • @BidyadharNaik-wo1fx
    @BidyadharNaik-wo1fx 10 месяцев назад +1

    ଭଲ ନ୍ୟାୟ ହେଇଛି ଧନ୍ୟବାଦ

  • @ArunMalik-i1b
    @ArunMalik-i1b 10 месяцев назад

    Very good thanku Odisha jaz

  • @pademkrisani7758
    @pademkrisani7758 10 месяцев назад

    Very good 👍 💯 Jai shree Ram 🙏

  • @NishikanthRana
    @NishikanthRana 10 месяцев назад +6

    Good sir🎉🎉🎉🎉🎉👏👏👏👏

  • @mrelectricguuru3816
    @mrelectricguuru3816 10 месяцев назад

    Bahut bhala... Salute odisha high court❤❤❤❤❤

  • @bharatchandrasoren1904
    @bharatchandrasoren1904 10 месяцев назад +2

    Very very good decission.

  • @ChandanBehera-vl2gt
    @ChandanBehera-vl2gt 10 месяцев назад +1

    ନବୀନ, ମୋଦି ମେଣ୍ଟ ହେଲା ଏହି ପାଞ୍ଚ ଜଣଙ୍କର କିଛି ହବ ନାହଁ

  • @abhimanyurathod2600
    @abhimanyurathod2600 10 месяцев назад +1

    5 ବର୍ଷ 😮ପରେ, ଏଠି ନାୟ ମାଗିବା ଲୋକୋ ହିଁ ଦଣ୍ଡ ପାଉଛି, ଦୋଷୀ ଯିଏ ମଉଜ କରୁଚି, ମିଛ ପାଖେ ସତ ବନ୍ଧା ହେଉଚି

  • @ganeshsahoo7373
    @ganeshsahoo7373 10 месяцев назад

    ଏ 5 ଜଣ ଫାଶୀ ପାଇଲା ବେଳେ ସେମାନଙ୍କ ପରିବାର ଲୋକଙ୍କୁ ଆଉ ସାରା ଓଡିଶାବାସୀଙ୍କୁ ତାଙ୍କ ଫାଶୀ ବେଳର ଦୃଶ୍ୟ ଟିକେ ଦେଖେଇବେ....ରହୁଛି ଧନ୍ୟବାଦ୍!

  • @RajeevMinz
    @RajeevMinz 10 месяцев назад +1

    ଫାଶୀ କେବେ ନା ଜେଲ୍ ରେ ରଖିବେ

  • @robbin5380
    @robbin5380 10 месяцев назад +1

    Bahuto badiya heichi 😊 Jay jagannath 🙏

  • @KulamanisahooKulia
    @KulamanisahooKulia 10 месяцев назад

    ବହୁତ ସୁନ୍ଦର ହେଇଛି 👍👍👍👍👍👍

  • @mamatatripathy7549
    @mamatatripathy7549 10 месяцев назад +3

    Very good news. Amiti darkar thila

  • @NSUNANI
    @NSUNANI 10 месяцев назад +3

    So sweet amiti heba katha

  • @saajanswastik9240
    @saajanswastik9240 10 месяцев назад +1

    ନ୍ୟାୟ ମିଲେ କିନ୍ତୁ ଟିକେ ଡେରି ହୋଇଥାଏ😢😢😢

  • @rockstarashish5146
    @rockstarashish5146 10 месяцев назад +8

    Wel done

  • @asishpradhan3800
    @asishpradhan3800 10 месяцев назад +6

    Bhala heichi

  • @Entertainment2Information
    @Entertainment2Information 10 месяцев назад +1

    Bahut bhala hoichi. A bhali danda dele criminal mane tk sachetan hebe a bhali crime kariba agaru....

  • @jitendrameher9204
    @jitendrameher9204 10 месяцев назад +6

    Bahut bhal ray

  • @PriyankaDas-k7d
    @PriyankaDas-k7d 10 месяцев назад +2

    You are great sir 🙏

  • @ODISHABHAI-eq8jq
    @ODISHABHAI-eq8jq 10 месяцев назад +1

    ଫାଶୀ ଦ ଣ୍ଡ ମିଳିଛି ସତ,👍ତାଙ୍କୁ ଫାଶୀ ଖୁଣ୍ଟ ରୁ ଓଲାଇ ଆଣିବା ପାଇଁ , ଓକିଲ ଅନେଇ ବସିଛନ୍ତି କେବଳ , ଟଙ୍କା ପାଇଁ,,ଯଦି ବଡ଼ ଅପରାଧୀ ଙ୍କୁ ଫାଶୀ ହୁଅନ୍ତା, ଆଜିର ଦିନ ରେ , କେହି କାହାକୁ ହତ୍ୟା କରନ୍ତେ ନାହିଁ, ଯେତେ ବଡ଼ ଅପରାଧ କଲେ ବି ସେଇ ଜେଲେ ରେ ରହି ,ପୁଣି ଫେରି ଆସିବ, ପ୍ରମାଣ, ଅଭାବ ରୁ👍👍

  • @PremanadaGuru
    @PremanadaGuru 10 месяцев назад +9

    Ok

  • @kailashnayak2270
    @kailashnayak2270 10 месяцев назад +1

    Good decission by court but too late

  • @partimabarik2645
    @partimabarik2645 10 месяцев назад

    ବହୁତ ଆବଶ୍ୟକ ଥିଲା ଏହି ଦଣ୍ଡ 🎉

  • @SridharSamal-e8r
    @SridharSamal-e8r 10 месяцев назад

    Bahut bhala dicision.❤❤❤❤

  • @RanjitBehera-p8u
    @RanjitBehera-p8u 10 месяцев назад

    Odisha amite darkar👍👍👍👍👍

  • @sasmahapatra2654
    @sasmahapatra2654 10 месяцев назад +7

    Good justice

  • @brajabandhukhora7646
    @brajabandhukhora7646 10 месяцев назад

    Sambhidhan ଜିନ୍ଦାବାଦ 👍👍👍

  • @balaramjhankar9002
    @balaramjhankar9002 10 месяцев назад +12

    Thank you thank you thank you thank you thank you thank you thank you thank you thank you thank you thank you thank you thank you thank you thank you thank you thank..🙏🙏🙏🙏🙏🙏🙏🙏🙏🙏🙏

  • @manoranjanrath8153
    @manoranjanrath8153 10 месяцев назад +4

    Vry good

  • @suvanarayansankhua8619
    @suvanarayansankhua8619 10 месяцев назад +7

    Good

  • @bhishmadevnaik1308
    @bhishmadevnaik1308 10 месяцев назад

    ବହୁତ ଭଲ ଲାଗିଲା, ଆଗରୁ ଫାଶୀ ଦଣ୍ଡ ଲାଗୁ ହେବା କଥା। ନବୀନ ବାବୁଙ୍କ ଧନ୍ୟବାଦ। କିନ୍ତୁ ସମସ୍ତ ଙ୍କୁ ଚଳେଇ ପାରୁନାହାନ୍ତି ବେରୋଜଗାର ସମସ୍ୟା ବଢୁଛି ଶିକ୍ଷିତ ପିଲାମାନଙ୍କୁ ବେକାର କରୁଛି ଚାକିରି ଦେଇ ପାରୁ ନି ।

  • @narasinghmajhi5587
    @narasinghmajhi5587 10 месяцев назад

    ଏମିତି ନ୍ୟାୟ ମିଲୁ ସମସ୍ତଙ୍କୁ.......ଆଉ ପୁଣି ଫେରି ଆଶୁ ସେଇ ରାମ ରାଜ୍ୟ ଯେମିତି ସମସ୍ତେ ଟିକେ ଶାନ୍ତି ରେ ନିର୍ଭୟ ର ସହିତ ନିଜ ଗୁଜୁରାଣ ମେଣ୍ଟାଇବା ର ସୁଯୋଗ ପାଇବେ .......ମୁଁ ଆମର ମାନ୍ୟବର ବିଚାରପତି ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି....jai shree RAM🙏

  • @dolly3578
    @dolly3578 10 месяцев назад +12

    Very very very very very very very very very good

  • @RAJKUMAR-bc6tw
    @RAJKUMAR-bc6tw 10 месяцев назад

    Good odisha nyaa pali❤❤