Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ଭଲ ଧନ୍ଯବାଦ ମହନ ଭାଇ
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
3000 ଭତ୍ତା ବଣ୍ଟନ ଦିନ ଆରମ୍ଭ କରନ୍ତୁ c.m
ବହୁତ୍ ବଡ କଥା ବୃଦ୍ଧା ଲୋକ ଆଉ ତାଙ୍କ ସନ୍ତାନ ପାଖ ରେ ହାତ ପ ତା ଇବା ଦରକାର ନାହିଁ
ବହୁତ ବହୁତ ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ ମହନ ଚରଣ ମାଝୀ
Mobile ରିଚାର୍ଜ ବଢ଼ାଇ ସୁନା rate ବଢ଼ାଇ ଭର୍ତ୍ତା ବଢ଼ାଓ,,, ଆମରି ପଇସା ବଣ୍ଟନ କର,, ନିଜ ଦରମାରୁ ଦାନ କଲେ ଭଲ heba✍️
ଆପଣ କେତେ ଦାନ କରନ୍ତି
ଆପଣ କେତେ ଦାନ କରନ୍ତି sem question for u🙏@@nilakanthasahoo8101
Pelu ta ki tui
ସରକାର ଏହାର କାର୍ଯ୍ୟକାରୀ କରିବା ଆବଶ୍ୟକ ପ୍ରଥମେ ଦୃଷ୍ଟିରେ ରଖି କାରଣ ଏମାନେ ଅକର୍ମଣ୍ୟ ବିକଳାଙ୍ଗ ଏବଂ ବୃଦ୍ଧା ବୃଦ୍ଧି ଏମାନେ ପର ଉପରେ ନିର୍ଭର କରି ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଖାଇବା ପିଇବାକୁ ରୋଜଗାର ନାହିଁ ଏମାନେ ଏହି ଭତା କୁ ଏନେଇ ରହୁଛନ୍ତି ୧୦୦୦ ଟଙ୍କା ରେ କଣ କରିପାରିବେ ସେଥିପାଇଁ ଏହାକୁ ଆଗେ କାର୍ଯକାରୀ କରାନ୍ତୁ ଖାଲି କଥାରେ କହିଦେଲେ ହେବନି ଯିଏ ଖାଇବାକୁ ପାଉନାହିଁ ତାକୁ ଆଗେ ଦିଅ 😢😢😢😢😢😢😢😢😢😢😢😢😢😢😢😢
ଚାଉଳ ଡାଲି ପନିପରିବା ତେଲ ରେଟ ବଢ଼େଇ କଲସନ କରିଦେଲା ଏବେ ଭତ୍ତା ଦେବ
ଚାଷ ନକରିଲେ ଭବିଷ୍ୟତରେ ଟଙ୍କା ମଦ ଖାଇ ମରିବ ଆଉ କଞ୍ଚା ମାଂସ ଖାଇବ
ଧନ୍ୟବାଦ sir🙏
ଯେଉଁମାନଙ୍କୁ ଏକ ହଜାର ସେଇ ମlନଙ୍କୁ ତିନିହଜାର ଦିଆଯାଉ, କାରଣ ଦରଦାମକୁ ଆଖି ଆଗରେ ରଖି ଜଣେ ଚଳିବା ସମୁଦ୍ରକୁ ଶଙ୍ଖେ,ତିନି ହଜାର କିଛି ନୁହେଁ,ସମସ୍ତେ ଜାଣିଛନ୍ତି ଜଣେ ମାସକୁ ଚଳିବାକୁ ହେଲେ ମିନିମମ କେତେ ଦରକାର ପଡେ. ଯିଏ ଚଳୁଥିବ ସିଏ ଜାଣିଥିବେ, ଧନ୍ୟବାଦ ନମସ୍କାର.
ବିଜେପି ଯାହା କୁହେ ତାହା କରେ ଜୟ ମୋହନ ସରକାର
ରାଜେନ୍ଦ୍ର ବାବୁ ତମ BJP କହୁଥିଲା ଯେ ସମାନ କାମକୁ ସମାନ ଦରମା । ଯାହା କହେ ତାହା କରିଛି କି ? ଉତ୍ତର ରଖିବ ।
Dhanyabad👍👍👍
ଶୀଘ୍ର ଦିଆଯାଉ
Tysm 🙏 ete din ku aji gute bhala khabar milila 🙏
ମୁଖ୍ୟମନ୍ତ୍ର ଧନ୍ୟବାଦ
Good,news
ଯେଉଁ ଲୋକ ଘରେ ଚାକିରି ଥିବ ସେ ପରିବାର କୁ ଭତ୍ତା ଟଙ୍କା ଦିଅ ନାହିଁ କଠୋର ଆଇନ ଆଣତୁ ଯେଉଁ ପରିବାର ର ଚାକିରି କରିଛନ୍ତି ପିଲା ମାନେ ତାଙ୍କ ବାପା ମାଆଙ୍କୁ ସେମାନେ ପୋଷିପାରିବେ ଯେଉଁ ପରିବାର ର ଚାକିରି ନାହିଁ ସେମାନଙ୍କୁ ଚାକିରି ଦିଆ ଯାଉ 🙏🙏🙏
Bhai tamara kn phatichi
Chakiriank tharu tax nei ade deb @@saikrshnadsena2728
B j d ଯୋଜନାକୁ କଲର କରିବାକୁ ଦୁଇ ଦିନ ଲାଗୁନି ଭଟ୍ଟା ଦବାକୁ ଏତେ ଡେରି କଣ ପାଇ
Thanks sir
Good 🎉
❤❤good job
Then hike price of everything.
Good news
Thank you mohan babu
Good News
Good news 🎉🎉🎉🎉🎉
Very good news mohan majhiji Sir 🙏
Thanks cm❤❤❤
😊ଆପଣଙ୍କ ମନ୍ତ୍ରୀମଣ୍ଡଳ ରବିଧାୟକଙ୍କ ଦରମା ସାତଦିନ ମଧ୍ୟରେ ଦୁଇ ଲକ୍ଷ ପଞ୍ଚସ୍ତରୀହଜାର ଟଙ୍କା କୁବର୍ଦ୍ଧିତ କରିପାରିଲେ ଆଉ ବାର୍ଦ୍ଧକ୍ୟ ଭତ୍ତା ୩୦୦୦/ଓ୩୫୦୦/ଟଙ୍କା ଦେବାକୁ ମନ ଲାଗୁନାହିଁ।ଏହେଉଛି କଣ ଲୋକଙ୍କ ସରକାର।
Very good news. ( bada guruji)
right ❤❤❤
Nice welcome
ପୂର୍ବତନ ସରପଞ୍ଚ ମାନଙ୍କୁ ଦି ଟୋଙ୍କା ଦିଅ ରୈ
Jay jagannath
L
ଯଦି ସବୁ ବର୍ଗ ର ଭତା ଟଙ୍କା ୩୦୦୦ ମିଳିବ ତାହେଲେ ଓଡ଼ିଶାରେ ୧ ନମ୍ବର ମୁଖ୍ୟ ମନ୍ତ୍ରୀ ଭାବେ ପରିଚିତ ହେବେ cm ମୋହନ ସାର୍
July too lagu kara jau ...jay Mohan charan Majhi sarkar
👍👍👍❤️❤️❤️❤️
Very very happy to hear good news about old-age pension of Rs. 3000/- thanks to Sri CM
Thanks sir jaganath kusire rakhantu handicap manak pae sabusubidha karibe sir please reply
Good
ହଉ ଦେଖା ଯାଉ ଡବଲ ଇଞ୍ଜିନ ସରକାର କୋଉଦିନ ଦେଉଛନ୍ତି 😂😂
Kabe miliba
JAY JAGANNATH JAY BJP 🙏
What about odisha electricity out source employees minimum wages think about it cm sir
Jadi shamastnka vata badhai debe tebe bahut swagat jugyab thanks jay sheriram 🙏 you 🙏🙏🙏🙏🙏🙏🌹🌹🚩🚩💯
Very good
News ra tarikha dele bhala huanta Jani ha uni kebera news
Good decision cm sir
Jai Mohan majhi sir
Thanks to both PM Modiji and CM Mohan Majhiji.
ବିକାରୀ ହେଇଯିବେ ବିଜେପି ସରକାର
ଖୁବ୍ ଶୀଘ୍ର ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଟ ୩୦୦୦/- ଦିଆଯାଉ । ବିରୋଧୀ ଙ୍କୁ ମୁହଁତୋଡ୍ ଜବାବ ଦିଆଯାଉ ।144😊
Thanks cm ji
why delay of payment Govt. should give it first priority to fulfill and keep its promise according to manifestation on election
Karana 60y lokanku jouthi vhata milinahii sethi 30year lokamane vhata pauchanti please 🙏 jhansa karajau 🙏
Khali kahile habni.. kama kebe hba kuha
Sarkar.asibadinaru.bhtabdhiba.kahuchhanti.kebe.badhiba.barsakapare
Jts jaldi joining aau regular karantu Mohan sarkar.
Kebe milib bhata tanka tar to update kahuna
ସାର ମୁଁ ଗରିବ ଖାଇତେ ପାଉନାହିଁ ମାଗିକି ଖାଉଛି ଉଳୁଏ ଖାଉଛି ତ ଆଉ ଉଳୁ ଏ ଉପବାସ ଅଛି । ଏତିକି ମୋର ପ୍ରାର୍ଥନା ମୋତେ ଦିଆଯାଉ ୩୦୦୦ ଟଙ୍କା ଦେଲେ ମୁଁ ଖୁସି ହେବି ।
3,ମାସ ହେଉଛି କିଛି ନାହିଁ,ଆଉ ଲୋକ ମାନଙ୍କୁ ମିଛ କଥା କହୁଛନ୍ତି
Sata deba 😮😮
ପୂର୍ବ ତମ ସରପଞ୍ଚ ମାନଙ୍କୁ କିଛି ଟା ଟଙ୍କା ଦିଅ
Au kehi chakiri karibaku ichha karibeni, karan. Semiti ghare basile sabu subidhare paibe au tankar kn darakar, par pakhare khatibe
Jay bjp🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 1:34
ଏତେ କଥା କାହିକି ଆମ ଓଡିଶାରେ କୋଇଲା ଠୁ ଆରମ୍ଭ କରି ବିଭିନ ଖନିଜ ସମ୍ପଦ ରେ ଭରି ରହିଛି ,ଭାରତ ଦରକାର ତାଙ୍କ ଅଂଶ ଧନ ନେଲା ପରେ ,ଆମ ଓଡିଶା ଭାଗରେ ଜାହା ପଡୁଛି,ତାକୁ ଯଦି ଆମେ ଓଡିଶା ବାସୀଏ ଭାଗ ବାଣ୍ଟି ନେବା ପ୍ରତି ପରିବାର ପିଛା ଦୁଇ କୋଟୀ ଟାଙ୍କା ଋ ଅଧିକା ପଡିବ ହକ କିସମତ ଉପରେ ଆମ ସମସ୍ତଙ୍କର ଅଧିକାର ଅଛି ଆମେ ସମସ୍ତେ ଓଡିଶା ମାଆର ସନ୍ତାନ ଏ ତେ ପାତର ଅନ୍ତର କାହିକି ? ଦୟା କାହିକି ? ତିନି ହଜାର କଣ ଦୟାରେ ।
Keba deba
ଭତ୍ତା ଟଙ୍କା ଦେବେ ନା ଆଳୁ ଟଙ୍କା ଦେବେ😂😂😂
Kala kara bhata koudina dia haba...
Joy Mohan sir, Joy sriram
ସମସ୍ତ ଙ୍କ ସମୟେ ମୂଲ୍ୟକୁଁବୁଝିବାକୁ ଅନୁରୋଧ ଭତା କଥା ଏ ତେ ରମ୍ପି ମହୋଇପଦକ୍ ରେ ଜଣା ସେଇ ପଦକ ଏପରି ପଚାଶ ଥର କହିବା ବିଯେଡିବେଲେ ନବୀନଙ୍କୁ ଖୁସି ପାଇଁ ତେଲ ମାରୀ ମାଲିକ କମକରୁ ଥିଲେ ଏବେ ମୋହନ ସରକାରଙ୍କ କାମ ଅଧିକ କଥା କମ
ନୁଆ ଭତା ଟଙ୍କା କାହିଁକି ଦେଉନାହାନ୍ତି ,ପୁରୁଣା ଭତା ସହିତ ନୁଆ ଭତା ପାଇବା ଆବଶ୍ୟକ
Uchit lokanku bhatta diajau
Gud decision
Where money will come ? Money does not grow on trees. Tell us the exact date when it will be.
Jay bjp Jay mohanabhai🎉🎉
ଓଡିଶା ବଉତବଖା ମୋହନ ଚରଣ ମାଝି ଭୋଟ ଦେଇ ବେକାରେ ହେଲୁ
ଡବଲ ଇଞ୍ଜିନ ରେ ତେଲ ଖର୍ଚ୍ଚ ବଢିଯାଉଛି ତେଣୁ ଅର୍ଥ ଭାବ ହେବ,
Bhata badhele kahina
Kau masa ru lagu hauchi
ଖାଲି କହିଲେ ହବନି କେବୁକୁ ଦିଆହେବ date କୁହ ସମାନ
Jay.b.j.p
Pradhan mantri awas yojana kebe debe pm Narendra Modi mam ahibisa jare cm mohan majhi ku pachharntu amebahut asubidhare achhu dhanyawad jay shree ram
BJP jindabad
Kahaku miliba mo baba 19year hela dehanta hoi kintu ama maa ku aji parjyant gote tanka bi mili nahi bahut thara dokument panchayat diya gala ni kintu kichi nai
Kalakar bata keta heba ❤❤❤❤❤
Kebe heba Khali kahile heba nahi mantri manaka Dara ma kam Kara jau
All old age pension Rs. 3000 must be paid
କେଭେ ଭତା ଦେଵ
Odisha re bhata 3000 haba
One best public work done by B.J.P. Govt. It's increase to VATTA.
Samastanku3000diagale bhalhuanta
Kebe,deba,
Kai badhila
C.m bhatta banta dina nije arambhakarntu .
Mu CM sar nku nibedana kareki joumane vhata pauchanti samanku phuni thare jhansa karajau 🙏
Gote month re 2 thara Diya jau
BJP jindabad 👍
Aa u kete masa lagiba
😮
bivinna barga ku saman bhatta diajau😢😢

ସାର ମୁଁ ଗରିବ ଖାଇତେ ପାଉନାହିଁ ମାଗିକି ଖାଉଛି ଉଳୁଏ ଖାଉଛି ତ ଆଉ
ଉଳୁ ଏ ଉପବାସ ଅଛି । ଏତିକି ମୋର
ପ୍ରାର୍ଥନା ମୋତେ ଦିଆଯାଉ ୩୦୦୦ ଟଙ୍କା ଦେଲେ ମୁଁ ଖୁସି ହେବି ।
3,ମାସ ହେଉଛି କିଛି ନାହିଁ,ଆଉ ଲୋକ ମାନଙ୍କୁ ମିଛ କଥା କହୁଛନ୍ତି
Sata deba 😮😮
ପୂର୍ବ ତମ ସରପଞ୍ଚ ମାନଙ୍କୁ କିଛି ଟା ଟଙ୍କା ଦିଅ
Au kehi chakiri karibaku ichha karibeni, karan. Semiti ghare basile sabu subidhare paibe au tankar kn darakar, par pakhare khatibe
Jay bjp🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 1:34
ଏତେ କଥା କାହିକି ଆମ ଓଡିଶାରେ କୋଇଲା ଠୁ ଆରମ୍ଭ କରି ବିଭିନ ଖନିଜ ସମ୍ପଦ ରେ ଭରି ରହିଛି ,ଭାରତ ଦରକାର ତାଙ୍କ ଅଂଶ ଧନ ନେଲା ପରେ ,ଆମ ଓଡିଶା ଭାଗରେ ଜାହା ପଡୁଛି,ତାକୁ ଯଦି ଆମେ ଓଡିଶା ବାସୀଏ ଭାଗ ବାଣ୍ଟି ନେବା ପ୍ରତି ପରିବାର ପିଛା ଦୁଇ କୋଟୀ ଟାଙ୍କା ଋ ଅଧିକା ପଡିବ ହକ କିସମତ ଉପରେ ଆମ ସମସ୍ତଙ୍କର ଅଧିକାର ଅଛି ଆମେ ସମସ୍ତେ ଓଡିଶା ମାଆର ସନ୍ତାନ ଏ ତେ ପାତର ଅନ୍ତର କାହିକି ? ଦୟା କାହିକି ? ତିନି ହଜାର କଣ ଦୟାରେ ।
Keba deba
ଭତ୍ତା ଟଙ୍କା ଦେବେ ନା ଆଳୁ ଟଙ୍କା ଦେବେ😂😂😂
Kala kara bhata koudina dia haba...
Joy Mohan sir, Joy sriram
ସମସ୍ତ ଙ୍କ ସମୟେ ମୂଲ୍ୟକୁଁବୁଝିବାକୁ ଅନୁରୋଧ ଭତା କଥା ଏ ତେ ରମ୍ପି ମହୋଇପଦକ୍ ରେ ଜଣା ସେଇ ପଦକ ଏପରି ପଚାଶ ଥର କହିବା ବିଯେଡିବେଲେ ନବୀନଙ୍କୁ ଖୁସି ପାଇଁ ତେଲ ମାରୀ ମାଲିକ କମକରୁ ଥିଲେ ଏବେ ମୋହନ ସରକାରଙ୍କ କାମ ଅଧିକ କଥା କମ
ନୁଆ ଭତା ଟଙ୍କା କାହିଁକି ଦେଉନାହାନ୍ତି ,ପୁରୁଣା ଭତା ସହିତ ନୁଆ ଭତା ପାଇବା ଆବଶ୍ୟକ
Uchit lokanku bhatta diajau
Gud decision
Where money will come ? Money does not grow on trees. Tell us the exact date when it will be.
Jay bjp Jay mohanabhai🎉🎉
ଓଡିଶା ବଉତବଖା ମୋହନ ଚରଣ ମାଝି ଭୋଟ ଦେଇ ବେକାରେ ହେଲୁ
ଡବଲ ଇଞ୍ଜିନ ରେ ତେଲ ଖର୍ଚ୍ଚ
ବଢିଯାଉଛି ତେଣୁ ଅର୍ଥ ଭାବ ହେବ,