୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ

Поделиться
HTML-код
  • Опубликовано: 28 ноя 2024

Комментарии • 235

  • @ArunKumar-rh2tf
    @ArunKumar-rh2tf 4 месяца назад +99

    ଖୋଲିବା ଦରକାର୍ ନଲେ BJP ରୁ ଆମର ବିଶ୍ୱାସ ତୁଟି ଜୀବ

  • @nirakarbehera6271
    @nirakarbehera6271 День назад +1

    ଧର୍ମର ହେବ ଜୟ

  • @rameshmohanty1211
    @rameshmohanty1211 4 месяца назад +57

    ଏ ନୂଆ ସରକାର କିଛି କରିଲା ଭଳିଆ ଲାଗୁନି ।ଏମାନଙ୍କୁ ସବାଡ କରିବାକୁ ହେଲେ ଯୋଗୀ ବାବା ଭଳିଆ କଲିଜା ଦରକାର

  • @sitarammohapatra10
    @sitarammohapatra10 4 месяца назад +14

    ଖୁବ୍ ଶୀଘ୍ର ଏମାନଙ୍କ ବିଚାର କରାଯାଉ ବହୁତ୍ ଖୋଳ କଲେ ଏବେ ଟକେ ଦଣ୍ଡ ପାଆନ୍ତୁ

  • @DillipKumar-zv5mw
    @DillipKumar-zv5mw 4 месяца назад +11

    ବବି ଦାସ ଅତି ଅନ୍ୟାୟୀ ଲୋକ, ତାକୁ ଓ ତାର ଚାମଚା ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର

  • @sangramkishoredasdas2424
    @sangramkishoredasdas2424 4 месяца назад +11

    ଦୁର୍ନୀତି ବିରୋଧରେ ଆଜିର ଯୁବସମାଜ ଆନ୍ଦୋଳନ କରିବା ଦରକାର ।

  • @sukumarrana9091
    @sukumarrana9091 4 месяца назад +6

    ସମସ୍ତ ଦୁର୍ନୀତି ର ତଦନ୍ତ ହେବା ଦରକାର ।

  • @sukumarrana9091
    @sukumarrana9091 4 месяца назад +4

    CBI enquiry is too much necessary to reveal the truth.

  • @RajaDas-pp1ez
    @RajaDas-pp1ez 4 месяца назад +5

    ସବୁ BJD neta ଙ୍କୁ target 🎯 କର, ଖାଲି ବବି ଦାସ କଣ ପାଇଁ ।।।।।

  • @kmishraiit
    @kmishraiit 4 месяца назад +17

    ED ,CBI, VIGILANCE CAN OPEN THE SYNDICATE

  • @duryodhanmahanta7766
    @duryodhanmahanta7766 4 месяца назад +13

    ଓଡ଼ିଶାର ସମ୍ପତ୍ତି ଲୁଟି ଛନ୍ତି। ସବୁ କଳାକାରନାମାର ତଦନ୍ତ ହେଉ। ସବୁ ସର୍ବସାଧାରଣ ରେ ପ୍ରକାଶ ହେଉ ଓ ବ୍ଯାଜାପ୍ତି କରାଯାଉ। ଧନ୍ୟ ରେ ରାଜନୀତି।

  • @Lucy_Apaa
    @Lucy_Apaa 4 месяца назад +5

    ସେଥିପାଇଁ ଓଡିଶା ର କୌଣସି କଲେଜ ଡାକ୍ତର ଖାନା କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ ଓ ଓଡ଼ିଶା ର ବେକାର ସଂଖ୍ଯା ବଢିଯାଇ ଛି

  • @NarayanGond-gz3bn
    @NarayanGond-gz3bn 4 месяца назад +3

    ଓଡ଼ିଶାର ସବୁ ଜାଗା ସରକାର କବଜା କରି ଜାଗା ବିକ୍ରି ପରେ ପ୍ରତିଶ୍ରୁତି ପୂରଣ ହେବ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି

  • @Bapujipro
    @Bapujipro 4 месяца назад +11

    ଚୋର ଘର କଣ ସବୁବେଳେ ଅନ୍ଧାର ରହିବ

  • @RadhakntJai-pt6ix
    @RadhakntJai-pt6ix 4 месяца назад +3

    E D ରେ ଦିଆଯାଉ

  • @rajendraballavbehera2520
    @rajendraballavbehera2520 4 месяца назад +11

    CBI investigation darkar

  • @tarunsamal4866
    @tarunsamal4866 4 месяца назад +23

    ଜେଲ୍ ରେ ପଶାଓ ସମସ୍ତଙ୍କୁ

  • @abhimanyurout4574
    @abhimanyurout4574 4 месяца назад +4

    ଏକଥା,ନବିନବାବୁ,ଦେଖିପାରୁନଥିଲେ,ନବୀନ,ବାବୁକୁ,ପ୍ରଥମେ,ପଚାରିବାଦରକାର,ବେଲଜ୍ୟାନବିନ

  • @SomanathBiswal-g3s
    @SomanathBiswal-g3s 4 месяца назад +19

    ସବୁ ବବିର ନାମ ତାଙ୍କର

  • @Narmada-q6j
    @Narmada-q6j 4 месяца назад +42

    କାର୍ତ୍ତିକ ପୁଅ ପ୍ରକାଶ ବବି ଡାହାଣ ହାତକୁ ତୁରନ୍ତ ଗିରଫ କର😂

  • @bimalkantatripathy2776
    @bimalkantatripathy2776 4 месяца назад +3

    କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି, ଯିଏ ଦୁର୍ନୀତିରେ ସଂପୃକ୍ତ ଥିବ,ତାହା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

  • @SoniBehera-jl1ps
    @SoniBehera-jl1ps 4 месяца назад +2

    Right

  • @PradeepKumar_yt
    @PradeepKumar_yt 4 месяца назад +30

    ଶଳା ଚୋର ସବୁ ଖାଇ ଗଲା ଟିକେଟ ପାଇ ଟଙ୍କା ନେଉଥିବାର

    • @amitsahoo9446
      @amitsahoo9446 4 месяца назад

      Barsha priyadarshini thu tanka neini 😅😅

    • @newway4507
      @newway4507 4 месяца назад

      ​@am😂😂itsahoo9446

  • @oldagecareshreekrishnaanan4887
    @oldagecareshreekrishnaanan4887 4 месяца назад +3

    ଲୁଚିଛି ନା ଗୋଡ ଦିଟା ଦିଶୁଛି ସଂଗଠନ ସମ୍ପାଦକ ଙ୍କର ସବୁଟଙ୍କା ଓଡିଶା ଲୋକମାନଂକର ଏଠି ଗରିବର ଘର ନାହିଁ କିନ୍ତୁ ବାବୁଙ୍କର ମାଳ ମାଳ କମ୍ପାନୀ. ଆମେ ସବୁ ବୋକା ମାନେ ଆକୁ ଦେଖି ମରିବା କଥା. ସରକାର ନିରବ କାହିଁକି.

  • @abhiramdas9561
    @abhiramdas9561 4 месяца назад +23

    CBI investigation jarrurat

  • @akpanda833
    @akpanda833 4 месяца назад +7

    Refer Bobby & Pandian case to CBI . Vigilance can not do it

  • @niranjanpanda8574
    @niranjanpanda8574 4 месяца назад +3

    No vigilance Only CBI & ED.

  • @SanthoskumarHota
    @SanthoskumarHota 4 месяца назад +8

    Vigilance department must interfere by the Hon'CM

  • @coolguruspiritual4660
    @coolguruspiritual4660 4 месяца назад +3

    ସବୁ ଚାଲଖି ଧରାଯାଉ ... ଯେଉଁମାନେ ଭାବୁଥିଲେ ସମୟ ବୋଧେ କେବେ ପରିବର୍ତ୍ତନ ହେବା ନାହିଁ!! 😮

  • @girija9561
    @girija9561 4 месяца назад +3

    ଏମାନଙ୍କୁ ଆରରେଷ୍ଟ କରାଯାଉ 🙏🙏🙏q

  • @GopinathMunda-jd1wb
    @GopinathMunda-jd1wb 4 месяца назад +7

    ନାମ ନେହୁଁ ସଳା

  • @bhajarajdeep3039
    @bhajarajdeep3039 4 месяца назад +14

    BJP ku vote debar eta parinam

    • @PinkyHandha
      @PinkyHandha 4 месяца назад

      Parinam kn se Babi ate tanka kahuthila gariba loka nku hairana kari jaga jamibadi sabu lutila hele bi tame emiti Katha kahiparucha..etiki nija ku dhanya mano kara je BJP asila boli chari karuthiba neta mananka bisaya re janiparila Babi Das kemiti lutera boli

  • @dillipkumarkumar1959
    @dillipkumarkumar1959 4 месяца назад +8

    A mana ku odisha ru bidya kara jau

  • @prafullapradhan3860
    @prafullapradhan3860 4 месяца назад +2

    Ama Odisha re Ae Bhrastachar nka ra Kichhi Hella Parikaagu Nanhi

  • @sujatasahoo3717
    @sujatasahoo3717 4 месяца назад +1

    👌👌👍👍

  • @biswajitsahoo8249
    @biswajitsahoo8249 4 месяца назад +1

    Trust me nothing will change whatever the government it will be in Odisha or in any states of India

  • @gangadharpatra8104
    @gangadharpatra8104 4 месяца назад +2

    Real fact

  • @smallik-r7s
    @smallik-r7s 4 месяца назад +1

    ସତ ତ ସାମ୍ନାକୁ ଆସୁନି ହେବ କଣ ??ପୁଣି କୁଆଡେ କଣ ମୋଡ ନେଉଛି କି କଣ ଦେଖ ।
    ରାଜନୀତି ଭାଇ ଭାରି ଗୋଳିଆ
    ଭିତରେ ଭିତରେ ଭାରି ଅଳିଆ ।

  • @JangynaMaharana
    @JangynaMaharana 4 месяца назад +3

    Dhanyabad,sar

  • @rabindranathbarik664
    @rabindranathbarik664 4 месяца назад +4

    When ED or cvi investigation to VK Pandian we are waiting also odissa all peoples .

  • @AshokKumarBhoi-g3t
    @AshokKumarBhoi-g3t 3 месяца назад +1

    Ba ba ba ba ki maja.😢😮

  • @Bidesee
    @Bidesee 4 месяца назад +1

    ଇଏ ସବୁ ଓଡିଶା ଶ୍ରମିକ ଖଟି ଖିଆ ଲୋକ ମାନ ଙ୍କର ଠକି ତଣ୍ଟି ଚିପି ଲୁଟ କରି ଖାଉ ଥିଲେ

  • @mohanhembram427
    @mohanhembram427 4 месяца назад +1

    ରାଜଭବନ ସମ୍ମୁଖରେ ଯାହା 7 ତାରିକ୍ ଘଟିଲା ସେ ଖବର ବାହାର କରିବାର ଦମ୍ କାହିଁ ଖାଲି ବବି ବବି

  • @Rkd6122
    @Rkd6122 4 месяца назад +1

    Let's see what kind of steps are being taken by the vigilance dept 😮

  • @PrasantaPattanayak-d8s
    @PrasantaPattanayak-d8s 4 месяца назад +1

    1 no CM kichi janiparileni kemiti 1 no award kie deuthila 1 no dala kemilti Lutepat Kari Biswobikhata heuthile kemiti Biju babu upare Thai garba karuthibe

  • @himansupadhy9389
    @himansupadhy9389 4 месяца назад +1

    ତୁରନ୍ତ ଏ ସବୁ ଲୋକ ଲୋଚନ କୁ ଆସିବା ନିହାତି ଜରୁରୀ, ନ ଚେତ ଏ ଗେଣ୍ଡା ଦଳ ଫୁଣି ମାଡିଯିବେ ଟିକିଏ ଖୋଲା ପବନ ପାଇଲେ

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc 4 месяца назад

    ଅନୁଗୋଳ ଜିଲ୍ଲା ରୁ ଜିଲ୍ଲାପାଳ ସ୍ୱାଇଁ କୁ ଧରି ଟେଣ୍ଡର ଫିକ୍ସିଂରେ ବବି ଓ ପଣ୍ଡିଅନ କୁ କୋଟିକୋଟି ଟଙ୍କା ଖାଇଛନ୍ତି । ତତସହିଟ ଠିକାଦାର ମାନେ ନିମ୍ନ ମନର ଓ କାମ ପରିମାଣ କାମକରି ଠିକାଦାର , ବବି ଦାସ ,ପାଣ୍ଡୁ ,ନିର୍ବାହୀ ଯନ୍ତ୍ରୀ ଠାରୁ କନିଷ୍ଠ ଯନ୍ତ୍ରୀ ବ୍ୟାପକ ଭାବରେ ଖାଇ ଛନ୍ତି ତଦନ୍ତ ସାପକ୍ଷ ।ପରିକ୍ରମା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ମିଳିଥିବା ଅନୁଦାନ କୁ ସରପଞ୍ଚ କୁ ନ ଜଣାଇ ପିଓ ଙ୍କୁ ଧରି BDO 2/3 ଅଂଶ ଖାଇ ଛନ୍ତି ଏଥିରେ ମଧ୍ୟ ପାଣ୍ଡୁ ଓ ବବି ଖାଇ ଛନ୍ତି CBI କିମ୍ବା ଭିଜିଲାନ୍ସ ତଦନ୍ତ ପାଇଁ ଦେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସମସ୍ତଙ୍କୁ ଜେଲ ପଠାଇବାକୁ BJP ଭୋଟ ଦେଇଛନ୍ତି କାମ ନା କରି ଭାଷଣ ଦେବାକୁ ଭୋଟ ଦେଇ ନାହାନ୍ତି ।

  • @dsd4230
    @dsd4230 4 месяца назад

    ସବୁ ବବି ଖୋଳ କରିଦେଇଛି. ଜନସାଧାରଣ ଭାବୁଥିଲେ ବବିଟା ଭଲ ପିଲା ହେଲେ ଯାହା ଜଣାପଡୁଛି ମହାକାଳ ଫଳ.

  • @manmohanjena3500
    @manmohanjena3500 4 месяца назад +2

    Immediately action should be taken against him

  • @arunapradhan927
    @arunapradhan927 4 месяца назад +2

    Chora nka paisa company sabu ku siz karajau

  • @GUNDICHAPOLAI
    @GUNDICHAPOLAI 4 месяца назад

    ଅତି ଶୀଘ୍ର ତଦନ୍ତ କରାଯାଉ ନହେଲେ BJP କୁ ବି ଲୋକ ଆଉ ଭରସା କରିବେନି...

  • @bigyanranjnpradhan9669
    @bigyanranjnpradhan9669 4 месяца назад

    ଅମିତ୍ ଶାହା ଦେଇଥିବା କଥା ରଖନ୍ତୁ

  • @subashchandrarout1938
    @subashchandrarout1938 3 месяца назад

    ଏଇଟା ଅଶୋକ ଦାସ ର କୁଳାଙ୍ଗାର ଛୁଆଁ

  • @baishnab9446
    @baishnab9446 4 месяца назад

    ବବି ଦାସ କୁ ଗିରପ କରାଯାଉ

  • @gggamer5478
    @gggamer5478 4 месяца назад

    ଜଲଦୀ କିଛି କର କହିଲେ କଣ ହେବ ।।ବବି କୁ ଅର୍ରେଷ୍ଟ କର ଜଲଦି😂😂😂😂

  • @laxmidharsahoo8344
    @laxmidharsahoo8344 4 месяца назад

    ଚୋର ମାଗିହା ଦି ଜଣଙ୍କୁ ଆଜୀବନ କାରାଦଣ୍ଡ ହେବା ସହ ତାଙ୍କର ସମସ୍ତ ସମ୍ପତି କୁ ବ୍ୟାଯାପ୍ତ କରାଯାଉ, ତେବେ BJP ସରକାର ତିଷ୍ଠି ରହିବ ଦୀର୍ଘ ସମୟ, ୟେ ମାଗିହା ଙ୍କ ପାଇଁ ଆଜି ଓଡିଶା ଦରିଦ୍ର, ବବି, ବଳବନ୍ତ ଦି ଜଣ ତାଙ୍କ ବାପା ନା ଲେଖି ଆସିବନୀ, ପାଠ ସାଠ ନାହିଁ,ଆମେ PG କରି ଭିକାରୀ ପରି ଚଳୁଚୁ,

  • @sridharapradhan2758
    @sridharapradhan2758 4 месяца назад +9

    Guru chhandala dassa paddichi

  • @bhagyadharpradhan2124
    @bhagyadharpradhan2124 4 месяца назад

    ଚୋର ଘର ସବୁବେଳେ ଅନ୍ଧାର ରହେ ନାହଁ

  • @makarjaynaren8356
    @makarjaynaren8356 4 месяца назад

    Cbi ତଦନ୍ତ ଜରୁରୀ ଅଟେ।

  • @arupbehera555
    @arupbehera555 День назад

    Welcome

  • @PailiKadraka
    @PailiKadraka День назад

    💯💯💯

  • @gurucharanabehera2791
    @gurucharanabehera2791 4 месяца назад

    Ea jail jibaa darkar

  • @MasterplumberSanitarywork
    @MasterplumberSanitarywork День назад

    👌👌👌👌👌👌

  • @himansupadhy9389
    @himansupadhy9389 4 месяца назад

    ଯାହା ଜଣା ପଡୁଛି ବବି ଦାସ 30 ରୁ 35 ଜଣ ଗୁଣ୍ଡା ଙ୍କୁ ସାଙ୍ଗରେ ଦରମା ବିଭର୍ଣ୍ଣ କପାନୀ ମାଧ୍ୟମରେ ଦରମା ଦେଇ ପଶିଥିଲେ.

  • @Goutam306
    @Goutam306 4 месяца назад

    ବବି ଦାସ କୁ arrest କର ଶୀଘ୍ର

  • @Suresh-q7z6q
    @Suresh-q7z6q 4 месяца назад

    Take action immediately

  • @kabitasahoo8385
    @kabitasahoo8385 4 месяца назад

    🙏👍❤ My God.

  • @ullashchandraparida2252
    @ullashchandraparida2252 4 месяца назад

    Good news

  • @amarbag5933
    @amarbag5933 4 месяца назад

    ରତ୍ନ ଭଣ୍ଡାର ଟଙ୍କା ଚୋରି କରିଛି BJD

  • @gandharbanayak5660
    @gandharbanayak5660 21 час назад

    Dhanyavaad aapana mananku! pravu jagannath sahasa diantu! aagaku madi chala!

  • @kailashchandrarout2551
    @kailashchandrarout2551 4 месяца назад

    ତାକୁ ଶୀଘ୍ର ଅରେଷ୍ଟ କର।

  • @swadeshpalei8296
    @swadeshpalei8296 4 месяца назад +3

    Are BJP bi news channel ku paisa dai Amit karuchii

  • @BISWANATHOfficial000
    @BISWANATHOfficial000 4 месяца назад

    କିଛି ହେବ ନାଇ

  • @jihosiyamandal9999
    @jihosiyamandal9999 4 месяца назад

    Id ତଦନ୍ତ ଏହୁbjd babungkarsrs କାରନାମା

  • @KedarJena-ki9el
    @KedarJena-ki9el 4 месяца назад

    Investigation need immediately

  • @amitkumarnayak5345
    @amitkumarnayak5345 4 месяца назад

    But where is pandyan total invisible ?

  • @bijayapppradhan4563
    @bijayapppradhan4563 4 месяца назад

    ଅମ୍ବାନୀ ବୋଉ ପୂରା ପେଲେଇପୁଅ।

  • @laxmidharnayak4191
    @laxmidharnayak4191 4 месяца назад

    . Vigilance must enquire the scam and take strong actions.dhanyabad

  • @manasranjanbarik9011
    @manasranjanbarik9011 4 месяца назад

    Sabu vijilas janchahau

  • @amulyapradhan3476
    @amulyapradhan3476 4 месяца назад

    Cbi

  • @Odiaclasic
    @Odiaclasic 4 месяца назад

    ତୁମେ news ଵାଲା କଣ ତଦନ୍ତ କରିବ କି l ପାଣ୍ଡୁ ଆଉ ଟା ଟିମ ଦିଲ୍ଲୀ ଯାଇ ମୋଦି ଆଉ ସାହା କୁ ଏତେ ଟଙ୍କା ଦେଇ ଆସିଛନ୍ତି ଯେ ମୋହନ ସରକାର ଏଗୁଡା ପ୍ରତି ଚାହିଁକି ବି ଚାହିଁ ପାରିବ ନାହିଁ

  • @engineeringacademy1345
    @engineeringacademy1345 4 месяца назад

    Baripada ade b dekho boby link eithi b ochhi

  • @SatyajitDixit-g7y
    @SatyajitDixit-g7y 4 месяца назад

    Ed red haba darkar

  • @BichhandaBehera-k3t
    @BichhandaBehera-k3t 4 месяца назад

    Wait and see

  • @PailiKadraka
    @PailiKadraka 2 часа назад

    CBI lagu sir

  • @skmstorywriter6400
    @skmstorywriter6400 4 месяца назад

    ଯାଜପୁରିଆ କିଛି କୁହ ଆଉ ପାଣ୍ଡୁ ପୁଅ ମାନେ କିଛି କୁହ ବେ

  • @subashchandrapatra3128
    @subashchandrapatra3128 4 месяца назад

    Naveen Pattanaik best n clean chief minister.What bobby did he doesn't know?

  • @kumarbirendrasahu
    @kumarbirendrasahu 4 месяца назад

    କିଛି ହବ ନାହିଁ

  • @kabisusanta5369
    @kabisusanta5369 4 месяца назад

    B j d ର ଯେତେ ନେତ ବେହପୁଅ ଶଳେ

  • @HareKrushna-f3d
    @HareKrushna-f3d 4 месяца назад

    ଏଥର ଗାଣ୍ଡି ମରା ଶଳା ।

  • @rameshrao6605
    @rameshrao6605 4 месяца назад

    Turanta karjya anustana hba drkar 😡😡

  • @samarendramohanty1038
    @samarendramohanty1038 4 месяца назад

    ବବି କୁ ଜେଲ ପଠାଓ

  • @sushantanayaksushi441
    @sushantanayaksushi441 4 месяца назад +1

    ASO mada news tike dekhao

  • @manasdalai4028
    @manasdalai4028 4 месяца назад

    Mohan do CBI enquiry only. For that only people voted BJP

  • @TirtharajIsha
    @TirtharajIsha 4 месяца назад

    Pandian ra relatives namere aneka properties o truck

  • @Sushikumarghana
    @Sushikumarghana 4 месяца назад

    ଯାଜପୁର ର deltavo private limited gote thaka kampani

  • @bagunsingh9206
    @bagunsingh9206 4 месяца назад

    ମିଛ କଣ ପାଇଁ କହୁଛ

  • @bijayamaharana937
    @bijayamaharana937 4 месяца назад

    Bhala samaja seba karuchanti boli kahuthile abe samaste janantu , sarkar bahar karantu ,

  • @atishmalik6534
    @atishmalik6534 4 месяца назад

    Emananka suna kaati diantu

  • @alokpahi455
    @alokpahi455 4 месяца назад

    Odisha CBI Parabani