Why pressure come if you not doing any illigal activity, no death cause is different but they link with GST , doubt any one muder him for any family property dispute confidantly GST haapen , Anything happen police deep investigation need.
Se loko ra 3din business kala bana futeila then death heichhi officer kan Kariba ……taku ta time b dia gala documents deba pai se deiparilini …….Dhanya tuma journalism Aau Dhanya se public ……officer kama na kale protest heba katha ethi kama kale protest heuchhu
ସ୍ଵାମୀ ସ୍ତ୍ରୀ କୁ ଗରମ୍ ହୋଇ କହିଲେ ସ୍ତ୍ରୀ ଆତ୍ମହତ୍ୟା କରିଦେଲେ ସ୍ବାମୀ କୁ ଜେଲ୍ ପୁରା ଜାଉଛି , ହେଲେ g GST ବାଲା କୁ ଜେଲ୍ ପଠାଇ ଫାସିଦିଅ
@@JagannathSahoo-vb4rj right
GST ବାଲା ଧନତରେସ ଭଳି ଦିନ ରେ ରେଡ୍ କରିବା ଉଚିତ ନଥିଲା, ମହୋନ ମାଝି ଗୋଟେ ଅଯୋଗ୍ୟ ସରକାର। ଜଗନ୍ନାଥ କରନ୍ତୂ ଜଲଦି ଭାଙ୍ଗିଯାଉ
ଅସାଧୁ ବ୍ୟବସାୟୀ ମାନଙ୍କ ପ୍ରତି ଏହା ଠିକ୍ ହୋଇଛି
@@deepakkumarsahu8294 how do you know he was you so called "Asadhu" ? Were you the one who raided his store? or are you the judge?
Murkha many
Kahanti
@@sambitlipun007𝗧𝗨 𝗞𝗘𝗠𝗜𝗧𝗜 𝗝𝗔𝗡𝗜𝗟𝗨 𝗦𝗜𝗔 𝗦𝗔𝗗𝗛𝗨 𝗕𝗢𝗟𝗜
Asadhu mane maranti nahin....vala loka maranti
ଦୟାକରି ସରକାର GST ଓ ITR Department କୁ Order କରନ୍ତୁ ଏଭଳି ଭବେ ଯୁବ ବ୍ୟବସାୟୀ ମାନଙ୍କୁ ଅଯଥାରେ ହଇରାଣ ହରକତ ନକରିବାପାଇଁ
ଏହା ଅତ୍ୟନ୍ତ ଦୁଃଖ ଦାୟକ। ଧନ୍ତେରା ଦିନ ଏମିତି ରେଡ୍ କରିବା ଠିକ୍ କଥା କି? ବିବେକ ହଜି ଗଲାଣି।
ନବୀନ ସରକାର ଜମା Raid କରୁନଥିଲେ। ଭାଇ ଯିଏ ଟଙ୍କା ଯେଉଁ ବାଟରେ କମେଇପାରିଲା, ସେ ଧଳା ହେଉ ବା କଳା..... ତମର ଯଦି ଦମ ଅଛି କଳା ଟଙ୍କା ରୋଜଗାର କଲେ କ୍ଷତି କଣ? ନବୀନ ପଟ୍ଟନାୟକ ବି ଉଚ୍ଚ ଜାତିର.... ତେଣୁ ସେ ହିଁ ରାଜ୍ୟର ମୁଖିଆ ହେଇପାରିବେ? ଜୟ ନବୀନ ...❤
ଆରେ ସେ ଅଫିସର୍ କୁ ପଚାର କି କିଛି ପ୍ରମାଣ ଅଛି ନା ଏମିତି ଚାଲିଗଲେ ରେଡ୍ କରିବାକୁ, ଯଦି ଅଛି ଲୋକଲୋଚନକୁ ଆଣନ୍ତୁ ଯଦି ସେ ନିର୍ଦ୍ଦୋଷ ତାହେଲେ ସେ ପରିବାର ର ସବୁ କ୍ଷତିପୂରଣ GST department ଭରଣ କରୁ।।
ବର୍ତ୍ତମାନ୍ ବେପାର ର ପରିସ୍ଥିତି ଯାହା !ତାହା ପରେ ବେପାରୀ କୁ ହଇରାଣ କରାଯିବା ନିନ୍ଦନୀୟ?
ଦୀପାବଳି ବେଳେ କୌଣସି ସୁନା ବ୍ୟବସାୟୀ ଙ୍କ ପ୍ରତିଷ୍ଠାନ ରେ ଏପରି GST ଚଢ଼ାଉ ଆଦୌ ଉଚିତ୍ ନ ଥିଲା।
GST ଚଢ଼ାଉ ରେ ଜୟପୁର ରେ ଯୁବ ସୁନା ବ୍ୟବସାୟୀଙ୍କ ହୋଇ ଥିବା ଦେହାନ୍ତ ଅତି ଦୁଃଖ ଦାୟକ ଏବଂ ଘୋର ପରିତାପ ର ବିଷୟ। ଟିଟିଲାଗଡ ଚ୍ୟାମ୍ୱର ଅଫ୍ କମର୍ସ ଏହାର ଦୃଢ଼ ପ୍ରତିକାର କରୁଛି ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରୁଛି।
ଦୀପାବଳି ପର୍ବ ପରେ କଣ ଉକ୍ତ SHOP ର କାଗଜ ପତ୍ର ଯାଞ୍ଚ କରି ଥିଲେ ହୋଇ ନ ଥାନ୍ତା ..?
ଅନେକ ସ୍ଥାନ ରେ GST ବିଭାଗ ର କେତେଜଣ ଦୁର୍ନୀତି ଗ୍ରସ୍ତ ଅଧିକାରୀ ବାରମ୍ବାର ଏପରି ଅତର୍କିତ ଚଢ଼ାଉ କରି ବେପାରୀ ଭାଇଙ୍କୁ ଡରେଇ, ଧମକାଇ ଭଲ ପକେଟ୍ ଗରମ କରୁ ଥିବାର ଖବର ମଧ୍ୟ ଅନେକ ଜିଲ୍ଲା ଶୁଣିବାକୁ ମିଳୁଛି।
କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅର୍ଥ ମନ୍ତ୍ରାଳୟ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଅନୁରୋଧ ଯେ ଏପରି ଦୁର୍ନୀତି ଗ୍ରସ୍ତ GST ଅଧିକାରୀ ଙ୍କୁ ଏଭଳି କାର୍ଯ୍ୟ ନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ।
🙏🙏
ଟିଟିଲାଗଡ ଚ୍ୟମ୍ୱର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି, ଟିଟିଲାଗଡ
ଆଗକୁ ଦୀପାବଳି ପର୍ବ ଧ୍ୟାନ ରେ ରଖି ମନ୍ଦ ଉଦ୍ଦେଶ୍ଯ ରଖି ରେଡ କରି ଚାପଗ୍ରସ୍ତ କରିବା ହିଁ ଦୁଃଖ ର କାରଣ ହୋଇଛି।
ଭୁବନେଶ୍ୱର ରେ ଯେଉଁ କୋଟି କୋଟି ଟଙ୍କାର ସୁନଗହଣା ଜବତ ହୋଇଥିଲା ତାହାର ଜବାବ ନା ପ୍ରଶାସନ ଦେଲେ ନା ସରକାର ଦେଲେ କିନ୍ତୁ ଏଠି ଯେଉଁ ଦିନ ଗୋଟିଏ ବ୍ୟବସାୟୀ ର ବାର୍ଷ ରେ ସବୁଠାରୁ ଅଧିକ ଭଲ ଦିପାଇସ ବ୍ୟବସାୟ ହୋଇଥାଏ ସେହି ଦିନ ରେଡ କରି ପ୍ରଶାସନ ସମାଜକୁ କଣ ଶିକ୍ଷା ଦେଲା???? ଯୁବ ବୟବସାୟୀ ହୋଇ କଣ ଓଡିଶା ବିକାଶରେ ହାତବଢାଇବା ଭୁଲ ଥିଲା ?????
ବିଜେପି ସରକାର ଅଯୋଗ୍ୟ ସେଥିପାଇଁ ଏମିତି ହେଲା
BJD pati ra kukura mane henta kar chhan
True
Bala
Na.
BJD sarkar amalaru hi corruption heuchi.
Business time re hairana kale 😭
Bjp ସରକାର ଯୋଉ କାମ କରୁଚି , next election re ନାମ ନେବ
ଦାରିଙ୍ଗିବାଡି ଆମ୍ବଟକୁଆ ଖାଇ ଲୋକ ମଲେଣି,ସେ କଥା ପାଦ ଚଟା ମିଡ଼ିଆ କୁ ଦେଖା ଯାଉ ନାହିଁ
Kebe sunicha ko magia Mp kimba Mla ghare raid hebara odisha re !!
Om Shanti 😢😢😢
Really sad news.
All the action depends on PC
GST ହଟେଇବା ଦରକାର GST ହୋଟାଓ କିଏ ସେ ନିର୍ଦ୍ଧିଷ୍ଟ ଦକାନ କୁ ରେଟ୍ କରିବାକୁ କହିଥିଲା ପ୍ରକାଶ କର ।।।।।
Pura bekar,, sabu fraud, sabu business re fake hauchi,, sethi ta kahaku raid hauni
ସିଟି ଜି ଏସ ଟି ବିଭାଗ ଖୋଦ ରାଜଧାନୀ ରେ ସୁନା ଦୋକାନରେ କିଛି କରିପାରିବ ନାହିଁ ଯେ ହେତୁ ସେଠାରୁ ପ୍ରଚୁର ପରିମାଣରେ ଗିଫ୍ଟଟ୍ ପାଉଛନ୍ତି।
This is very very bad. What ever the reason may be but not in Dhanteras.
Mg ...BJP hatibo 2029 re
G st hairaan karanti pocket garam pai
To file defamation case against CT and GST office. SO further harassment to the dealer
Gst Department re bahut chor sabu basi chanti.....Semenakara kota sabu acchi... Inspector to Commisioner
Se PC deinathiba jouthi lagi uparu oder ashithila
Bahut bholo loko. Customer nka prati tanko behavior bahut bholo thila. Very sad news. Dhantares dino apari koribaro nathila. Jeypore aji kanduchi tanko pai.
Sata katha
Jai Jagannath...🙏🙏🙏😪
Not tolerate such type of things
He bhagwan 😢😢😢😢
Aau jadi higher authority ra instructions achhi tahele filed officer kan kari pariba
Gst officer ku dismiss karo.
😢😢😢
Gst department bahut sadhu
It is not good by CT GST ,it is very pathetic
ଯଦି TAX ନଦେଇ କଳାବଜାରୀ କରୁଥିଲା. ତାହା ହେଲେ ମରିବା ପରେ ଅସୁବିଧା କଣ?
Business friendly society
ଦୁର୍ନୀତି ମୁକ୍ତ ହେବା ଉଚିତ୍। ସେଥିରେ ଶାନ୍ତି ଅଛି।
ତମ କୁ ଗୋଟେ ଦୋକାନ ରେ ୩ଥର ଚଢ଼ାଉ କରିବାକୁ କିଏ କହିଥିଲା ତା ନାମ ଟା କୁହ ଆଗ
ସେ ମିରିବା ପଛରେ ଦାଈ କେବଳ gst ଵାଲା, ତୁମେ ମାନେ ଆଓ ଗୋଟେ date ରେ ଯିବାକଥା, ସେଇ date ରେ କଣ ପାଇଁ ଯାଇଥିଲେ, ଏମାନ ଙ୍କ ବିରୁଦ୍ଧରେ କାଯ୍ୟନୁଷ୍ଠାନ ନିଆ ଯାଉ, ମୋହନ ସରକାର
My best vasbi
😭🙏
Os sade
Kichi suna dokan re gst bill deunahanti
Why pressure come if you not doing any illigal activity, no death cause is different but they link with GST , doubt any one muder him for any family property dispute confidantly GST haapen ,
Anything happen police deep investigation need.
Tax system should b abolished in our country,take another attempt for ruling the country
Ajika datera bapariro poristiti ku kahi bujhu nahanti .texe naba bapari manokothu Sai texe ru Mota onkoro doroma puni sai bapari upora upori poisa naba pani chodhi koronti.
ଓଡ଼ିଶାରେ ଅନେକ ସୁନା ଦୋକାନ ରେ ଠକେଇ ଚାଲିଛି ସରକାର ସବୁଆଡେ ନଜର ପକାନ୍ତୁ
Be qukily investigate GST Officer other wise we are hungr strike
Mohana na bala sarkar!
Gandu government...lokara Kanda sahihauni..tame chakiri Kariki thik behave karina se loka sahita...se kanduchi...tama upare luha padiba😢😢
😢
GST team should be penalized
Ate tax neiki b shanti naii,, very bad
Dukha kana be recovere kie deba
Office ranku mada darkar
GST fhankile kahnki chadau na hebo??
Really nonsense of GST team you took one life😢
Maal ta miluni ta sethi pai raid.
If he is a weeker person what is the fault of gst department. He can't control his tension what department will do.
PC dea business kara simple katha ..... 😂
Thatswhy never do business . business people are the most hated people . Govt jobs are best to enjoy life like king without any headache and tension
Se loko ra 3din business kala bana futeila then death heichhi officer kan Kariba ……taku ta time b dia gala documents deba pai se deiparilini …….Dhanya tuma journalism Aau Dhanya se public ……officer kama na kale protest heba katha ethi kama kale protest heuchhu
GST ଅ ଫିସର କୁ ଜାଳି ଦିଅ
Gst wala nku giraf karajau
E sala GST bala darei chhanti....Emane jadi RED kale tahele loka ra manasika sthiti kn kahinki bujhileni.Emane 100 percent dayo se loka ra mrutyu pain
Chanda deinathhibe sehi dokani ,tenu emiti karagala
Chori kariba dharile kahiba stress badhila
Au bjp ku vote deho
Bahut kharab heichi
Gst aficar chura
Aau BJP koo vote debo ki
BJP terget re Business man eba BJP Chanda maguchi...nohela Red....
G s t department sobu sadhu baba,belorji sale.
Bahuta dhukhda khabar .Sabu aade Red karajau. Faltu niyama .
All gold shop chiting to people. Why crying
Bjp Sarkar daaee , Mohan majhi aee sabu kareichhi
Tautar sarkar ra Tautar karmachari
Gandimriki.luruchhanti.saly
Bhayary.marichi
Modi Hai Toh Mumkin Hai.
Asli Criminal nkar Bala bi Banka kari paribeni.... Bala GST ......
Income tax tumara 5 yrs hela Zero thila