Odisha taught the country about swabhiman: PM Modi
HTML-код
- Опубликовано: 7 фев 2025
- ଓଟିଭିକୁ ସାକ୍ଷାତକାର ଦେଲାବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆଉ ଓଡିଆଙ୍କ ବିଷୟରେ କିଛି ଏମିତି କହିଛନ୍ତି, ଯାହା ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ।
#Odisha #OTV #Modi #Bhubaneswar #Election2024 #OTVExclusive
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ରାଜ୍ୟର ମୁଖ୍ୟ chennel ra ମୁଖ୍ୟ ପ୍ରୟାସ
ବହୁତ ବଢିଆ
100% sach hai ki ଗୁଜୁରାଟ ରେ ପ୍ରାକୃତିକ ସମ୍ପଦ କିଛି ନାହିଁ,,,but ଓଡ଼ିଶା ପ୍ରାକୃତିକ ସମ୍ପଦ ରେ ପରିପୂର୍ଣ୍ଣ କିନ୍ତୁ ଓଡ଼ିଶା ର ଲୋକ ମାନେ ଦାଦନ ଖଟିବାକୁ ଯାଉଛନ୍ତି,,, ଓଡ଼ିଶା ର ଲୋକ ମାନେ ଗରୀବ ରେଖା ତଳେ,,,,
😂😂😂😂kichi janicha na semiti kohucha limestone, manganese, gypsum, calcite, and bauxite.Gujarat is also the largest producer of Castor, Cumin, Fennel seeds and Psyllium Husk in the world. Animal Husbandry: Gujarat is the 5th largest milk producer in India. 7.7% of the milk production of the country was from Gujarat in the year 2018-19. The State is one of the largest processor of milk in India.sethi loka chasa karuchanti sethi ete cyclone asuni businessman sabu seithi kie kohuchi sethi kichi nahi
Ara bahi tu uneducated ta tu unemployed so don't talk like this asa Odisha dubai nahi banjayaga modi ana par😂😂
Ask modi , why did not he take interest yet being central govt?
Hmm para modi tuma paini kholisaba sabu industry eithi kariba job.dina re dream dekha.babaji ki thulu paibu😂😂😂
Gujrat re puni hela na nai odisha re Kai hei paribani@@SKPbadminton
ମାନନୀୟ ଶ୍ରୀଯୁକ୍ତ ପ୍ରଧାନମନ୍ତ୍ରୀ ମହୋଦୟ,
ସର୍ବ ପ୍ରଥମେ ନମସ୍କାର ଏବଂ ଶୁଭକାମନା ଆପଣଙ୍କ ୪୦୦ ପାର୍ ପାଇଁ। ଜୟ ଜଗନ୍ନାଥ।
Agli bar 50 par
ଓଡ଼ିଶା ରେ ଏଥର ବିଜେପି ସରକାର 🇮🇳🇮🇳🇮🇳,ଜୟ ଜଗନ୍ନାଥ,ଜୟ ଶ୍ରୀ ରାମ 🇮🇳🇮🇳🇮🇳🙏🙏🙏
Plz 1st see Modi's reality
You will see
Modi chora
ଆମ ଓଡ଼ିଆ ଲୋକ ଙ୍କ ଦୁରା ଭାରତ ସ୍ୱାଧନ କାରଣ ସୁବାଷଚନ୍ଦ୍ର ବୋଷ ଜଗୁ ଓଡ଼ିଶା ଗର୍ବିତ,
ଆମେ ପରା ସମସ୍ତେ ମହାପ୍ରଭୁଙ୍କର ସନ୍ତାନ
Unique and unprecedented interview with the honourable prime minister. Many many thanks.
ମୋଦି କେତେ ଓଡିଶାକୁ ଏଇ 5years ରେ ପରିବର୍ତ୍ତନ କରିପାରିବେ ଦେଖିବା, ଖାଲି ମିଠା ମିଠା ଭାଷଣରେ ସିମିତ ନ ରହୁ ତା ହେଲେ ଆମ ଓଡ଼ିଶାବାସୀ ଖୁସି ହେବେ । ନବିନ ଦେଇଥିବା ସୁବିଧା ବନ୍ଦ ନ କରି ତା ସହ ଆଉ କିଛି ସୁବିଧା ଓଡ଼ିଶାବାସୀଙ୍କ ପାଇଂ କରନ୍ତୁ ଯେମିତି କି ଆମ ଓଡିଶାବାସୀ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ନ ଯାଇ ଓଡିଶାରେ ହିଂ ଅର୍ଥ ଉପାର୍ଜନ କରି ପରିବାରର ପ୍ରତିପୋଷଣ କରିପାରିବେ ।
Right❤
Right
24 barsa kaam hoigala bodhe BJD ku dadan samasya solve karibare...
Always aukat me reh
Bjd kn chhudi pokeilar
The conversation between Narendra Modi and OTV is brilliant and just awesome. It is one of the best interviews ever with Narendra Modi about Odisha. Truly appreciate what Modi is saying. Odisha should realize why we are still behind in literacy and other areas. Despite having abundant natural resources, many of our people are working in Gujarat and other state. We need to change this situation. We need to change our government and show the world what Odisha truly is.
ମୋଦି ସରକାର ଆସିଲେ ଓଡିଶାକୁ ନମ୍ବର 1 ରାଜ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ସେଇ ଭରସାରେ ଓଡିଶାବାସୀ ନବିନ କୁ ଛାଡି ମୋଦି ସରକାରକୁ ବହୁମୂଲ୍ୟ ଭୋଟ ଦେଇ ଜିତେଇଛନ୍ତି ।ଏହି 5 years ରେ ଓଡିଶା ନଂ 1 ହେବା ଦରକାର , ନବିନ ଦେଇଥିବା ସୁବିଧା ଠାରୁ ମଧ୍ଯ ଅଧିକ ସୁବିଧା ଦେଇ ଓଡ଼ିଶାବାସୀଙ୍କ ବାହାରେ ଦାଦନ ଖଟି ପରିବାର ପ୍ରତିପୋଷଣ କରିବା ଅପେକ୍ଷା ଓଡିଶାରେ ହିଂ କାମ କରିବା ଦରକାର ।
ଆମ ନବୀନ ସରକାର ଯାହା କରିଯାଇଛନ୍ତି ଆଉ କେହି ସେତିକି କରିବା ତ ଦୂରରକଥା କାଣିଚାଏ ବିକାଶ କରିପାରିବେନି ସ୍ୱପନଦେଖିବା ଭଲ ଦିବାସ୍ୱପ୍ନ ଭଲ ନୁହେଁ
ତୁ ନିଜେ ଜାଣିବୁ ଦେ ମୋଦି ସରକାର ର ଓଡ଼ିଶା କେମିତି ଏହିତ ଆରମ୍ଭ ମାତ୍ର@@LaxmipriyaJena2024
@@LaxmipriyaJena2024thik kahuchhanti Naveen odisha ❤️
ଚିକ୍କଣ ଚିକ୍କଣ କଥା କହି ଓଡ଼ିଆ ଲୋକଙ୍କୁ ଭୂଆଁ ବୁଲାଇବାର ଏକ ଅଭିନବ,ସୁଚିନ୍ତିତ ଏବଂ ଅତି ସୁନ୍ଦର୍ ପ୍ରୟାସ 😂😂😂😂
To ma pari
@@TularamSa-d9x ମୋଦି ବୁଢ଼ା ତୋ ବାପା ବୋଧେ ଆଉ ତୁ ତାଙ୍କର ଜାରଜ ସନ୍ତାନ... ତୋ ମାଆକୁ ରକ୍ଷିତା ଭଳି ରଖିଥିଲା
Nija ma ra katha kahuchu .awu a katha samste janichanti
Are aita gote kinner vali dekha jaouchi sala chora Jai BJP jay shree Ram
@@TularamSa-d9x ମାଆ କଥା ତ ତୁ ନିଜେ ଉଠେଇଛୁ ବେ... ତୋର ନିଜ ମାଆ କଥା ହିଁ କହୁଥିଲୁ ବୋଧେ... ଯାହାର ନିଜ ମାଆ ସେମିତି ସେ ହିଁ ଅନ୍ୟକୁ ସେମିତି କହେ... ଯେମିତିକି ଜଣେ ଯଦି ଚୋର ଚୋରି କରୁଥାଏ... ତାହେଲେ ସେ ଅନ୍ୟକୁ ବି ଚୋର ଭଳି ହିଁ ଦେଖେ.. ଯେମିତି ତୁ
ମୋର ଏତିକି ବିନୟ ଅନୁରୋଧ ଶ୍ରୀଖେତ୍ର ପୁରୀ ଜଗନ୍ନାଥ ମନ୍ଦିରରେ ଅଭଡ଼ା ବିନା ମୂଲ୍ୟ ରେ ଦିଆ ଯାଉ __ରତ୍ନ ଭଣ୍ଡାର ରେ ଅଭଡ଼ା ସରିବ ନି କେବେ ମଧ୍ୟ ହେଲେ ବି ତାକୁ ବିକ୍ରୟ କରା ଯାଉଛି ___ହେ କାଳିଆ ଠାକୁର କିଛି ଚମତ୍କାର ଦେଖା ଅ
👌👍🙏
Tirupati re jemiti free re meals diyajauchi seipari
Free jinisa ra value rahe nahi. Free bantile Jagannath mandira ra barsika ayaa kamijibani ki ...
Right bro
ଆପଣ ଠିକ୍ କହିଲେ ସବୁଠାରୁ ବେଶୀ ଓଡ଼ିଆ ଗୁଜୁରାଟ ରେ ହିଁ ଅଛନ୍ତି
😢
Yea Pandian gandimaruchi Odisha re lokamankara kichi nhi Odisha re sabu mariki khaisarilani sethi Gujarat ta jibe hi au kichi option nhi
Bangalore, Karnataka re
@@krishnasatapathy2088 Gujarat re adhika Surat, Ahmedabad miseiki
@@krishnasatapathy2088 ta pare Bangalore, Delhi, Mumbai, Pune
Raipur me jada hai
ଓଡ଼ିଶା କୁ ମଦ ମୁକ୍ତ କରା ଯାଉ🙏
ଓଡ଼ିଶା ର ପରିବର୍ତ୍ତନ ପାଇଁ ମୋଦୀ ସାର୍ ଏକମାତ୍ର ରାସ୍ତା 🙏🏻
Tu to bagyani au
Naveen odisha ❤️
Right 👍🏼
ଓଡ଼ିଶା ବାସୀ ଙ୍କ ଭରସା BJP ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସବୁ ପ୍ରକାର ର ପଦକ୍ଷେପ ନେବ, ଓଡ଼ିଶାରେ ଥିବା କଞ୍ଚାମାଲ ଓ ଖଣିଜ ପଦାର୍ଥ ବ୍ୟବହାର ଦ୍ଵାରା ନୂତନ ଶିଳ୍ପ ବିକାଶ କରି , ରୋଜଗାର ସୃଷ୍ଟି କରିବା ସହିତ ଦାଦନ କୁ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନେବାକୁ BJP ଠାରୁ ଆଶା କରାଯାଇଛି । ଓଡ଼ିଶାରେ ରାଜଧାନୀରେ ମେଟ୍ରୋ ଟେନ୍ ର ଆବଶ୍ୟକତା ରହିଛି, ଯଥା ଶୀଘ୍ର ଏହା ଉପରେ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ। ଓଡ଼ିଶାର ଚିଲିକା କୁ ଉନ୍ନତ ମାନର ଦର୍ଶନୀୟ ସ୍ଥାନ ଭାବେ ସମଗ୍ର ଭାରତ ମଧ୍ୟରେ ପରିଚିତ କରିବାର ଆବଶ୍ୟକତା ରହିଛି। 🙏
😊
❤ଜୟ ଜଗନ୍ନାଥ ଜୟ ❤
❤ଜୟ ଶ୍ରୀ ରାମ ଜୀ ଜୟ ❤
❤ଜୟ ହନୁମାନ ଜୀ ଜୟ ❤
❤ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ କି ଜୟ ଜୟ ଜୟ❤
❤ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ସାରା ଓଡ଼ିଶା ଵାଶି ଜୟ❤
ଓଡ଼ିଶା ରେ ଏଲେକ୍ଟ୍ରୀ ସପ୍ଲାଇ ଆଉ କୋଇଲା ଖଣି, ତା ପରେ ବି ଓଡ଼ିଶା ଗରିବୀ ଦୁଃଖ ଲାଗୁଚି,
ସ୍ବର୍ଣିମ ସାକ୍ଷାତକାର
ସ୍ମରଣୀୟ ସାକ୍ଷାତକାର ❤
ମୋ ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ମୁ କୋଟୀ କୋଟୀ ଦଣ୍ଡବତ ଜଣାଉଛି
ଜୟ ଶ୍ରୀ ରାମ
ଯେତେ ରାଜନୀତି କଲେ ବି ଆମ ନବୀନ ବାବୁ ଙ୍କ ପରି କିଆ ନୁହଁ । ଜୟ ଜଗନ୍ନାଥ 🙏
ଓଡ଼ିଶା ରେ କେବଳ ମୋଦି ସରକାର, ତଳ ସ୍ତରର ପ୍ରକୃତ, କତ୍ମଠା, ଉଚ ସ୍ତରୀୟ ରାଜା-ନେତା, ଓଡ଼ିଶା କୁ ପୂର୍ଣ୍ଣ ସ୍ତ ଦରକାର୍, ଭ୍ରଷ୍ଟ ନୀତି ଶ୍ୱପୂର୍ଣ୍ଣ ଦରକାର୍,
You are right taking Modi ji hamare satha hea Jay jagannatha maha pravhu
Oh really
Jagannath is fan of modi
बेकार
ମୋର Vote BJP🗳️ ବିଜେପି ବାଲା Like କର
Kahin v jayiye Sab Samrudha Odiya hi milenge .....Bilkul Sahi baat ....Modi ji 👌👌
Jay Jagarnath🚩 ki krupa se.... MODI Jee app hamesa khush ranhe...🙏🙏🙏
Outstanding interview,we r proud to hv u honourable pm ji🙏🙏🙏
ଜୟ ଶ୍ରୀରାମ ଜୟ ମୋଦି
ଓଡିଶାର ମୁଖ୍ଯମନ୍ତ୍ରୀ ଆଉକିଏ ହେଇପାରନ୍ତି କିନ୍ତୁ ଆମ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ରହିଥିବେ
ମୋଦି ଜିନ୍ଦା ବାଦ୍
Radhamadhav sir actually u r the luckiest and great person who take the interview of prime minister and this interview is the 1st time in odisha of Indian prime minister.
Navin pattnayak is all time great and good cm in odisha Navin jaisa koi nahi ho sakta
Sahi . Naveen odisha ❤️
ଜଣଙ୍କର ପଚିଶ ବର୍ଷ ଶାସନ ଆଜି ପଡିଛି ଫିକା,
ବୃଥା ସାଜିଛି ଆଜି ତା ଜନ କଲ୍ୟାଣ ବ୍ୟବସ୍ଥା |
ଅନେକ ଯୋଜନା ବାଢ଼ି ତାକୁ କିଛି ମିଲିଲା ନାହିଁ,
କେନ୍ଦ୍ରର କାମଟି ପଇସା ଦେବା, ଫଟେଇ ହୁଅନ୍ତି ସବୁ ତାଙ୍କରି ପାଇଁ |
ମୁଖ୍ୟମନ୍ତ୍ରୀ କେତେ ଯୋଜନା ଆଣି, ସେଥିପାଇଁ ସିନା ଓଡିଶା ଠାଣି,
ପରିବର୍ତ୍ତନ ନାଁ ରେ ପଦ୍ମ କୁ ଜିତାଇ, ଭୁଲିଗଲ କେନ୍ଦ୍ର ର କାହାଣୀ |
କେନ୍ଦ୍ର କାମ ଲୋକଙ୍କୁ ଅପଦସ୍ତ କରି, GST
ନାଁ ରେ ଦର ବୃଦ୍ଧି ଦେବେଟି କରି,
ଲୁଣ୍ଠନ କରିବେ ହେ ଓଡିଶାବାସୀ, ଦେଶକୁ ବିକି ଏମାନେ ଦେବେ ଆମ କଲିଜା ଚିରି ||
ନବୀନ ବାବୁ ( ଧନ୍ୟବାଦ ଆପଣଙ୍କ କରିଥିବା ସମସ୍ତ ସୁକଲ୍ୟାଣ ପାଇଁ )
BJD hatao odisha banchao 🙏
For first 10 years bjp was part of bjd
Abe ye bjp srif vote ke samye per ata hai...🤣 Ye kuch karta nehni hai srif Hindu or Muslim or jatipat badhata hai....😒
Hmm bjd hatao odisha hatao.modi hatao desh bachao
@@SKPbadminton are kya likha hai....🤣 Padh le pehele....😅
I think you are living in dreams
ରାମ ବନବାସ କାହାଣୀ ସେଶ 🎉🎉🎉🎉
We want Ashwini Baisnab as CM of Odisha
Tame odisha ra development chahucha ta?
@@shortsreel4626 yes why not but we could not want that one tamil man our cm
@@Freedom88sb are u a astrologer? Apana kn future dekhiparanti ki?
Jadi apana bhabuchanti gote Tamil cm heba tahele se Tamil ta state re ete vacancy bahara karuchi apanankara so called railway minister kete ta vacancy railway re bahara karichanti e barsa?
@@shortsreel4626 tamil govt pandian na kn baharuchi post se odisha re kama karuchi 25 yr re kou department rr full employees saha kama chalichi kuha
ପ୍ରଭୁ ତିରୁପତି ମନ୍ଦିର ଓ ଦକ୍ଷିଣ ଭାରତ ର ଅନ୍ୟାନ୍ୟ ମନ୍ଦିର ପରି ଜଗନ୍ନାଥ ମନ୍ଦିର ରେ ମଧ୍ୟ ଦର୍ଶନ ର ସୁବିଧା ରହୁ।ଯେତେ ଲୋକ ଆସିଲେ ମଧ୍ୟ ସମସ୍ତେ ଦର୍ଶନ କରି ପାରିବେ।
Odisha me modi sarkar chahiye 🙏🙏🙏🙏
Beta Odisha agar modi ahigeya toh tum log ka kya haal hoga baad mein paata chalega 😃
Bhala na
@@KaranSingh-e4oBeta pehele ab khud ki halat dekh loo fir ayoge bolne
First question is very genuine and relevant.
🙏 ଜୟ ଜଗନ୍ନାଥ
ଭଗବାନ ଯାହା କରନ୍ତି,ପ୍ରାଣୀର ମଙ୍ଗଳ ପାଇଁ ।
Excellent interview and thanks to OTV
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।
Hnn sei sakase loko mane chuaa kholi pani peuchantii naa.
ଅମୋ ଗାଁକୁ ଆସେ ଦେଖିବୁ ପାଣି ପାଇ ଲୋକେ କେମିତି ହନ୍ତସନ୍ତ।😂
Odisha re Modi sarkar
Thank you Otv 's Exclusive interview with our hounarable loving PM Modi ji
Bjp jitiga 😊
Change always Right 👍
Dear PM Sir, respectfully I beg to state that i am a student of odisha of this country Bharat. Please sir make Naveen Pttanayak as our CM even if he lost in ellection this year only. He was a good CM from last 24 years now we want to make as a record of 25 years CM as in Odisha of Bharat country. And also his seats are least but voters number are greater than other candidates I think please sir I beg you to see him as a great CM ❤ and a you as a great PM ❤ for last time I beg u this, and I think maximum of Odisha people agree with me also, if you consider my request I will thankful to you🙏🙏.
My name m.somesh Rao me modiji ko s.j sakrar sir ko naman karata hu... Modi jite hi ek. Bar unka sugat ho or avibadan ho or ek bar samblpur me aane ke liye ne ye rikewest karta hu or s.j Sanka sar jo Adrnpdreds ke he Hamre yhaa ka bande bhatr jese tereen usdgatn karne aayye or aneke kuch he mandir he jo hamri durpati murum medam he or onudghatan karne aaye bahut khuss laga or oshi muje or do log ko bi hamre samblpur me or bi kuch chig bi band he sab chalu karye or ap ke liye sugat he sir apse rikewest he
An unique visionary and pride of the country. Let us pray for a 'Akhand'and 'Shashakt' Bharat and 'Viswaguru' as early as possible by this leadership.
Modi sir A good and brave prime minister after mr.atal bihari vajpayee
ଓଡ଼ିଶା କୁ ଦରକାର ଜଣେ ପରିଶ୍ରମୀ ନେତୃତ୍ୱ,,,
Modi ji right kahile bjd mamu gharku jiba
Modi aaga nija gharaku dekhu
@@Foody8352 Haaan sethipain taw odia Bhai mane Surat jauchhanti khatibaku😂Bhai akhi khola😅
Tame Agha modi sahita mamu ghara jao
Laguchhi Surat jiba band kareidebe bodhe modi 😂 ..
Paatha napadhile samaste jibe khati baku .. aau khatiba ta nija nija choice kau b sarkar kahibanj ki tu jaa khatibu Surat re . .. Tama sarakr na ama ama sarkar if know you know. Naveen odisha ❤️ thila aau rahiba b se jie kehi aasile b
ଓଡିଶା ରେ ବହୁତ ଗରିବ ଲୋକ ଘର awas yojana ପାଇନାହିଁ dayakari ଯେଉଁ ମାନେ paiba ଯୋଗ୍ୟ ତାଙ୍କୁ ଘର ଦିଆଯାଉ 🙏🙏🙏
This is the reality of odisha, Jai shree Ram ❤
Nice interview& thanks to OTV.
ଧନ୍ୟବାଦ
Great personality
heart touching speech.
ଜୟ ଯଜଗାନାଥ ମୁ ଖରାଗପୁର ବାଙ୍ଗଲ ଟିକେ ହୋଉଛି ବିଜେପି ଦଳ ଭଲ କୋରିବୁ ଜୟ ଯଜଗାନାଥ
ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l
🤣🤣
Abe haibe tu kiye be pandu gale bandu aile
😅😅😅😅
Heithila but Abe nuhen.karana bjd Abe puruna bjd nahin.mun bi bjd ra bahut bada fan thili sabubele bjd ku vote diea but ethara notare vote debi pachhe kintu bjd ku debini
Before nabin Odisha know as poorest state highest unemployed state after nabin :🥺☺ most beautiful culture state and highest employment state believe our CM he is educated not and baba Or uneducated like modi who want to divide our country by religion caste like hindu muslim he today come for begging votes lets go to Odisha and loot all votes ( modi be like)😂😂 and the interview is full scripted
ଜୟ ଜଗନ୍ନାଥ ମୋଦିଜୀ ❤
Jay Jagannath
ମୋଦିଜି ସଚ ବୋଲିଏ କି ତୁମ୍ ଲୋକ ବେକ୍ନେ କେ ଲିଏ ତୟାରଥେ ଇସଲିଏ ଗୟାରେନଟ୍ ଦିଦି
Right modi ji thanks for ur convince🙏
Odisha jay jagarnnatlh❤
गरिबों के जगन्नाथ नहीं, जगत के नाथ अर्थात स्वामी । चाहे धनी हो या गरीब । निराकार ब्रह्म, सबसे पुरानी संस्कृति जो मेरे राज्य ओडिशा । इसे भुलिएगा मत । मुझे पता है आप बेहतर है ही । जय जगन्नाथ 🎉
ସରକାର ତ ବଦଳିଲେ ନିଶ୍ଚୟ କିନ୍ତୁ ପ୍ରତିଟି ଗ୍ରାମର ବିକାଶ ଗରିବଙ୍କୁ ସହାୟତା ଯୁବ ପିଢିଙ୍କୁ ଦିନମଜୁରୀ କଳାକାରଖାନା ଦରଦାମ ଡାକ୍ତରଖାନା ତଥା ରାସ୍ତା ଘାଟ ସବୁଯାଗାରେ ସମସ୍ତେ ଉପକାର ପାଆନ୍ତୁ ଏତୁକି ବିନମ୍ର ଅନୁରୋଧ।
Jay Hind
Jay Jagannath
Jay shree Ram 🙏🙏
I'm proud of you Modi ji kichhi Samay amaku deithibaru good advice good discussion ❤❤
ମୋଦି ଜି ଙ୍କୁ ଥରେ ଚାନ୍ସ ଦେବା ଦରକାର ଜୟ ଜଗନ୍ନାଥ 🙏🏻🚩🙏🏻🚩
2 bar kamal ka button 🔘 dabaya he mene 😉👌
Me bhi odisha me dobaya hai BJP 🪷
ଆର ଜନ୍ମରେ ସଫଳତା ପାଇବେ ଏମାନେ |
ଆଗ କେନ୍ଦ୍ରରେ ନିଜ ଚୌକି ସମ୍ଭାଳ ତାପରେ ଆଉ କଉଠି ସରକାର ଗଢିବା କଥା ଚିନ୍ତା କରିବ MR. NARENDRA MODI.
2014ଆଉ 19ରେ ବି ଏମିତି କହୁଥିଲ 😂😂😂
Jay jagarnath
Congratulations 🎊 SIR 🌷All the best to you 💞 🇨🇦
Otv background dekha ଆମେ ସମସ୍ତେ ମୋଦୀଙ୍କ ପରିବାର OTV hauchi godi media 😅😅
Abe kichhidin hela bikri heijaichi vajpa pain ......
Satya bachan he garib ka jagrnath ji he 🙏
Jay jagannath
You are awesome sir... Jai jagannath
Jay Jagannath 🙏❤️
Our state became known to whole India because our CM is strong.Naveen pattnaik's vision is better than other politicians. He never do dirty politics.he never abuse other politicians. No hindu muslim violence here in Odisha.
No Sir you are totally wrong, Still Odisha known by Mahaprabhu jagannath and lot more things.
CM Navin came just 25 years back, before also Odisha was there . don ‘think Odisha means Navin
@@pabitrajena9429I am not thinking that sir but Naveen pattnaik never play the game with our Jagannath Sanskriti.He never play religion game in Odisha.
Before nabin Odisha know as poorest state highest unemployed state after nabin :🥺☺ most beautiful culture state and highest employment state believe our CM he is educated not and baba Or uneducated like modi who want to divide our country by religion caste like hindu muslim he today come for begging votes lets go to Odisha and loot all votes ( modi be like)😂😂 and the interview is full scripted
Hm bhai.. Bht bhaka sarkar.. Pari case emt bht case re kahaku b nyay milini.. Au hindu muslim kmt karive? Odisha re majority hindu.. Au nije ratna bhandar re gadbad karuchanti... @@binodkarofficial9890
Definitely Naveen sir will not do anything wrong what about other politicians in bjd they are not like Naveen sir he is ageing and the other politicians are misusing there power then people will get frustrated and will not get vote
ଜୟ ଶ୍ରୀ ରାମ
Jay shree ram
ଜୟ ମୋଦି ଜି❤❤❤❤👍
Jai Jagannath ,Jai Jagannath, Jai Jagannath, ... ... ...
Jb tk modi ji ki hath hindustan ke sath he tb tk pure dunia ke power hamare hath me he Jay hind jay modi ji Jay jagannath
Apana nka thu bada galua kehi nahi.. apana nku badhia tela mari asichi...what a talent 😮😮😮😮
ଆମ ସମ୍ପତି ଆଉ କିଏ ଭୋଗ କରୁଛି ଏହି ସବୁଠୁ ବଡ଼ ଦୁଃଖ.... କିଛି ଉଚ୍ଚ ପଦ ବ୍ୟକ୍ତି ୧୦୦% ରୁ ୯୯ ଭାଗ ଖାଇଲେ ଆଉ ବାହାରୁ ଆସିକି ଖାଇଗଲେ.......😢😢😢😢
ଯେଉଁମାନେ ନବୀନ ପଟ୍ଟନାୟକ ଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ଅନୁରୋଧ ବିହାର ଯିବା ପାଇଁ ପ୍ରସ୍ତୁତ ହୁଅ କାରଣ ବିହାର ଲୋକ ଓଡିଶା ଆସିବେ ଶ୍ରୀମତି ଅପରାଜିତା ଆଉ ଧର୍ମେନ୍ଦ୍ର ଏ ଦୁହେଁ ବିହାର ରୁ ଆମଦାନୀ ହେଇଛନ୍ତି । ଆଉ ବର୍ତ୍ତମାନ: ଆସାମ ରୁ, ଛତିଶଗଡ଼ ରୁ, ରାଜସ୍ତାନରୁ, ତାମିଲନାଡୁ ରୁ, ଗୁଜରାଟ ରୁ ଆସି ଆମ ଓଡ଼ିଶାର ମାଟି କୁ ଗାଳି କରି ଯାଉଛନ୍ତି । ଆଉ ଆମେ ନିରବ ।
ଏଭଳିଆ ମତାମତ କେବଳ ଦଳ ସପକ୍ଷବାଦୀଙ୍କ ମତାମତ। ନିରପେକ୍ଷ ମତାମତ, ତୃଣମୂଳସ୍ତରର ବାସ୍ତବତା ଆଧାରିତ ମତାମତ ସର୍ବାଦୃତ । ଜୟ ଜଗନ୍ନାଥ, ...
🎉🎉🎉❤
Before nabin Odisha know as poorest state highest unemployed state after nabin :🥺☺ most beautiful culture state and highest employment state believe our CM he is educated not and baba Or uneducated like modi who want to divide our country by religion caste like hindu muslim he today come for begging votes lets go to Odisha and loot all votes ( modi be like)😂😂 and the interview is full scripted
Abe murkha gote odia culture hisabare gote jhia baha hela pare se ta sasu ghara hisabare jae aparajita sarangi ta odiaku baha hela ta hele seb odiani dharmendra aparajita ta clear odia kahuchanti au tama tamil choro au nabin kn kahuchanti sala budha maribaku basilani odia kahuchi jmti tanti phatijiba kahila kn na amadani au rahila asam bihar tamilnadu bihar chatisgar katha odiasa ta kn tor na to nabin ra au kehi cm asibeni
Modi ji we love you 🫡😍🔥🔥🔥🔥🔥💞
ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।
Ethara BJP
Sir,,,,🌼🌼🌼🌼🙏🙏🙏🙏
Odisha ର ବିକାଶ କଣ ହେଇଛି 24 ବର୍ଷରେ ।
1. ନକ୍ସଲ ଶିକାର ରୁ ମୁକ୍ତି
2. କୁ ପୋଷଣରୁ ମୁକ୍ତି
3. ବାତ୍ୟା ରୁ ମୁକ୍ତି
4. ଅନ୍ଧବିଶ୍ୱାସରୁ ମୁକ୍ତି
5. ଦାରିଦ୍ୟ ଦୂରୀକରଣ ପାଇଁ ଚେଷ୍ଟା ଚାଲିଛି ।
ଆଉ ଅନେକ ଜନକଲ୍ୟାଣ ସୁବିଧା ଯାହା ଓଡ଼ିଶାର ଭାଗ୍ୟ ବଦଳୁଛି ।
ଓଡିଶା ଭାରତର ସବୁଠାରୁ ହୀନ ରାଜ୍ୟ ଥିଲା କିନ୍ତୁ ଆଜି ଓଡିଶା ବିଶ୍ୱ ପ୍ରସିଦ୍ଧ ।
ହା ପୁରା ବିଶ୍ଵ ଜାଣିଚି ଯେ ଜଣେ ତାମିଲ୍ ପୁରା ଓଡ଼ିଶା କୁ ଗାଣ୍ଡୀ ମାରିକୁ ରଖିଚି।ଆଉ ଦାଦନ ପାଇ
Before nabin Odisha know as poorest state highest unemployed state after nabin :🥺☺ most beautiful culture state and highest employment state believe our CM he is educated not and baba Or uneducated like modi who want to divide our country by religion caste like hindu muslim he today come for begging votes lets go to Odisha and loot all votes ( modi be like)😂😂 and the interview is full scripted
Thank you
Great
Jai Shree Ram 🙏🙏🙏
कोटी कोटी प्रणाम युग पुरुष विश्व का महानायक jadupati श्री कृष्ण की तरह हमारा आदरणीय प्रधान मंत्री जी की श्री चरणों में जय श्री राम
ମୋଦି ଜି ଓଡ଼ିଆ ମେଁ ବାତ କିଯିଏ
ହିନ୍ଦୀ ନେହିଁ ପ୍ଲିଜ଼
To bapa nabin Pattnaik ku a katha kahiluni ate barsa
ମୋଦୀ ଓଡ଼ିଆରେ କହିବା ନବୀନ ପଟ୍ଟନାୟକଙ୍କ ପାଖରୁ ଟିକିଏ ଶିଖ
Odia mane paduni ki
Nabin ku kahuthila se odia janini tume kuha
Nabin ta odisha ku no1karithile
Tume kete no kariba. Gujurata kete achi odisa ebe destray hela boli jana
Main 4 june 5 pm mein ye sakshyatkar dekh raha hun....sach mein BJP Odisha mein jeet chuki hai....❤❤
ଓଡିଶାର ବିକାଶ ଏବଂ ରୂପାନ୍ତର ଆରମ୍ଭରୁ ରାଜ୍ୟ ବିଜେପି ଦଳ ସବୁବେଳେ ବାଧା ସୃଷ୍ଟି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ନାଟକୀୟ ବିଜେପିକୁ ଉପଯୁକ୍ତ ଉତ୍ତର ଦେବାକୁ ରାଜ୍ୟବାସୀ ପ୍ରସ୍ତୁତ, ତେଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।
B j d. Is. Good
I. Lov. My. India
Kichhi Modi birodhi ethi comment kale kichhi labha nahi.
Ethara BJP
Semane BJD it cell wala , Pandu kukura
@@Electronicsforlife😂😂😂 kain my bjd it cell wala nuhe aau kauchi modi hela katha kuha kapila
@@SouravDas-mz6jf nabin budha ku neija to ghare rakh nahele tu ja ta chakara habu
@@ankitahota7247 adani Ambani chakarani haaba pain kete paisa neichanti madam mahasaya
@@geetanjalidas8455 5 lakh corore tu asibuki ase misiiki kariba
Media bhai thanks odia anubad