`ଏ କଥା ନୂଆ ନୁହେଁ, ସେ ଆମକୁ କଲବଲ କରାନ୍ତି’ || Lord Balabhadra's Incident in Puri || Sevayat || OR

Поделиться
HTML-код
  • Опубликовано: 6 окт 2024
  • ପହଣ୍ଡି ବେଳେ ଚାରମାଳ ଉପରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଭଗବାନ ସୁଆର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ମହାପ୍ରଭୂଙ୍କ ପହଣ୍ଡି କରୁଛି। ଏହା କିଛି ନୂଆ କଥା ନୁହଁ, ମହାପ୍ରଭୁ ଏମିତି ସେବାୟତଙ୍କୁ କଲବଲ କରନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #puri #rathayatra #balabhadra #sebayat #srimandir #odisha #news #odishareporter

Комментарии • 360

  • @kirtansarathi3083
    @kirtansarathi3083 2 месяца назад +172

    ପ୍ରଭୁ ଙ୍କ ଲୀଳା କହି ନିଜ ଭୁଲ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସେବାୟତ

  • @nibedanamusic7718
    @nibedanamusic7718 2 месяца назад +142

    ସେବାୟତ ମାନଙ୍କର ଭାବ ନାହିଁ। ପ୍ରଚୁର ଧନ ହେବାରୁ ଗର୍ବ ବଢି ଗଲାଣି।

  • @keepingitsimple8705
    @keepingitsimple8705 2 месяца назад +9

    ନିର୍ଲଜ ବୁଢ଼ା ସବୁ ଦୋଷ ଜଗନ୍ନାଥଙ୍କୁ ହିଁ ଦେଇଦେଲା

  • @debendranarayandash9040
    @debendranarayandash9040 2 месяца назад +34

    ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଗରୁ କଣ ହେଉଥିଲା ଅଲଗା କଥା ଏବେ କିନ୍ତୁ ମିଡ଼ିଆ ଯୁଗ ଦାଇତ୍ୱ ରହିବା ଉଚିତ କାରଣ ଏ ମିଡ଼ିଆ ବାଲା ତାଳକୁ ତିଳ କରିବାରେ ଧୁରନ୍ଧର

  • @biswajitsethi7008
    @biswajitsethi7008 2 месяца назад +63

    ଏମାନଙ୍କ ଠାରେ ଆଉ ସେ ସେବା ଭାବନା ନାହିଁ... ଅର୍ଥ ଲାଳସା ଘାରିଛି ଏମାନଙ୍କୁ

    • @satru7king
      @satru7king 2 месяца назад +1

      ପୁରା ସତ କଥ

  • @latestmusic2941
    @latestmusic2941 2 месяца назад +32

    ସେବାୟତ ଯାହା କହୁଛନ୍ତି ସବୁ ବାହାନା... ଏମାନଙ୍କ ଅବହେଳା ପାଇଁ ଏ ସବୁ ଘଟଣା ଘଟୁଛି....

  • @GrahiBhaba401
    @GrahiBhaba401 2 месяца назад +68

    ଏ ଶଳା କୁ ପିଟିବା କଥା . କଣ ପାଇଁ ୧୦୦ ପଣ୍ଡା ରଥ ଉପରେ ଥିଲେ. ଲୋକ ପ୍ରଭୁ ଙ୍କୁ ଦେଖିବେ ନା ତମ ମୁହଁ କୁ

  • @gyaanlipi9566
    @gyaanlipi9566 2 месяца назад +11

    ଛି ଛି ରେ ସେବାୟତ.... ନିଜ ଭୁଲ କୁ ପ୍ରଭୁଙ୍କ ଇଚ୍ଛା କହିବାରେ ଲଜ୍ଜା ଲାଗୁନି 😡

  • @Abhijeet-jena12345
    @Abhijeet-jena12345 2 месяца назад +22

    ଜୋଉ ବର୍ଷ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିଲେ ସେ ବର୍ଷ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବାର ଥିଲା ସେ ବର୍ଷ ପ୍ରଶାସନ କହିଥିଲା ମୁଁ ସବୁ ବ୍ୟବସ୍ତା କରିଦେବି ଆପଣ ସିଘ୍ର ରଥ ଟାଣିକି ଚାଲିଯିବେ । ଏଠାରେ ମହାପ୍ରଭୁ ପ୍ରଶାସନର ଗର୍ବ କୁ ଖର୍ବ କରିବାପାଇଁ ରଥର ଚାରମାଳ କୁ ଉଠିନଥିଲେ ଓ ମହାରାଜା ଆସି କ୍ଷମା ପ୍ରାର୍ଥନା କଲାପରେ ମହାପ୍ରଭୁ ରଥ ଉପରକୁ ଉଠିଥିଲେ।ଏଠି ମହାପ୍ରଭୁ ଜଣେଇ ଦେଲେ ଯେ ସମୟ ମୁଁ ନିର୍ଧାରଣ କରେ ସମୟ ମୋ ଅନୁସାରେ ଚାଲେ ତୁମ ଅନୁସାରେ ନୁହେଁ।ଗର୍ବ ଗଞନ ନରହରି ଗର୍ବ ନ ସହନ୍ତି କାହାରି।

    • @anitarout3047
      @anitarout3047 2 месяца назад

      Hn Bhai thik kahile apana

    • @anitarout3047
      @anitarout3047 2 месяца назад +1

      Bhagwan kahar garba sahantini

    • @anitarout3047
      @anitarout3047 2 месяца назад

      Se bhabara thakura,tanku jou bhabare dakiba,se sudden jai tuma pakhe pahanchijibe

    • @Abhishekpatra27
      @Abhishekpatra27 2 месяца назад

      Prashasana ra ta kichhi bhul hin nhi😂... Panda mane utupata heiki asabadhsnata jogu amty hela. Prasasana ta ratha upare hin raheni

  • @kirtansarathi3083
    @kirtansarathi3083 2 месяца назад +53

    ତୁମେ ଯାହା କଲେ ତାହା ପ୍ରଭୁ ଙ୍କ ଲୀଳା

  • @sunitajena280
    @sunitajena280 2 месяца назад +17

    ମହା ପ୍ରଭୁ ଙ୍କ ପଡିଜିବା ଭିଡିଓ ଦେଖି ଛାତି ଫାଟି ଜାଉଚି ଏ ଭିଡିଓ ଟିକୁ ଦେଖି ମୋଆଖି ରୁ ଲୁହ ବାହାରି ଆସୁଚି । ଏ ମାନଙ୍କୁ ଦଣ୍ଡ ଦେବା ନିହାତି ଆବଶ୍ୟକ ଏ ମାନଙ୍କର ବହୁତ ଗର୍ବ ଅହଙ୍କାର ନିଜ ଭୁଲ୍ କୁ ଲୁଚେଈବାକୁ ଜାଈ ଆଉ ଗଟେ ଭୁଲ୍ କରୁଛନ୍ତି ଏମାନଙ୍କୁ ଚିହ୍ନଟ କରି ଦଣ୍ଡ ଦେବା ନିହାତି ଆବଶ୍ୟକ ❤ ଜୟ ଜଗନ୍ନାଥ 🙌❣️

  • @rabindramohapatra4986
    @rabindramohapatra4986 2 месяца назад +3

    ତୁମମାନଙ୍କ ଭାଗ୍ୟ ଭଲ ପ୍ରଭୁ ବଡ ଠାକୁର କୃପାରୁ ତୁମେମାନେ ବଞ୍ଚିଗଲ ତୁମର କନ୍ ଯେ ହୋଇଥାନ୍ତା ଜୟ ଜଗନ୍ନାଥ 🙏🙏

  • @Subham_all_zone_105
    @Subham_all_zone_105 2 месяца назад +3

    ମହାପ୍ରଭୁ ଙ୍କୁ ଖୁସିରେ ରଖି ପାରୁ ନ ଥିବାରୁ ମହାପ୍ରଭୁ ରାଗିକି ପଣ୍ଡା ମାନଙ୍କୁ ଆହତ କଲେ❤❤❤❤

  • @srisaidesignvastu9209
    @srisaidesignvastu9209 2 месяца назад +6

    ତୁମର ବଂଶ ବଢିଗଲାଣୀ ଜଗନ୍ନାଥ କମେଇ ଦେବେ

  • @brajakishorepadhi4022
    @brajakishorepadhi4022 2 месяца назад +6

    ହେ ବଡ ଠାକୁର ବଳଭଦ୍ର ଭାଇ ଆମକୁ ଜଗତ ହସା କରନ୍ତୁ ନାହିଁ।

  • @sweetsmruti7677
    @sweetsmruti7677 2 месяца назад +21

    ଏମାନେ ମନ୍ଦିର ର ରେ ଦିଅଁ ମାନଙ୍କୁ କଲ ବଲ କରୁଛନ୍ତି କହିଲେ କଣ ନାଁ ଦିଅଁ ଆମକୁ ମନ୍ଦିର ରେ କଲବଲ କରୁଛନ୍ତି. ଏମାନଙ୍କ ର ମୁହଁ ଙ୍କୁ ଲଜ୍ୟା ଲାଗୁନି ନାଟର ଗୋବରଧନ ଏହି ପଣ୍ଡା ମାନେ.

  • @bamadevjena3571
    @bamadevjena3571 2 месяца назад +6

    ବେଇମାନି ପଣ୍ଡା ଦଳ ,ନିଜ ପୁଅ ମାନକୁ ବଡ଼ ବଡ଼ ସୁନା ଚେନ ଦେଇ ରଥ ଉପରେ ଫଟୋ ଉଠାଇବାକୁ ଛାଡୁଛନ୍ତି,ଆତ୍ମ ଗର୍ବି ପିଲା ଙ୍କ ପାଇଁ ଆମ ବଡ଼ ଠାକୁର କଷ୍ଟ ପାଇଲେ ,

  • @bhabanijena1543
    @bhabanijena1543 2 месяца назад +16

    କଣ ପାଇଁ ଏତେ ପଣ୍ଡା ରଥ ଉପରେ ରହୁଚନ୍ତି। ଠାକୁରଙ୍କୁ ଟିକେ ଭଲ ଭାବେ ଦେଖେଇ ଦେଉନାହାନ୍ତି।

  • @soumyaranjanmohapatra1033
    @soumyaranjanmohapatra1033 2 месяца назад +12

    ତମେ ଗୋଟେ ମୋଚଡ। ତମେ ଠାକୁରଙ୍କ ସେବକ ନୁହଁ ସେବକ ହେଇଥିଲା ଏମତିଆ ଶସ୍ତା କଥା କହିନଥାନ୍ତ। ସବୁ ଠାକୁରଙ୍କ ଇଛା ରେ ହଉଛି କହି ନିଜ ଭୁଲ୍ କୁ ଘୋଡେଇଦିଅନି। ଠାକୁରଙ୍କ କାମ କୁ ତମେ ମନଇଚ୍ଛା ଖାମଖିଆଲ ଭାବେ କରିଛ ସେଥିପାଇଁ ଏ ଘଟଣା ଘଟିଲା।

  • @userpintu24
    @userpintu24 2 месяца назад

    ସେବାୟତମାନଙ୍କ ଉତ୍ପାତ ଯୋଗୁ ମହାପ୍ରଭୁ ସେବାୟତମାନଙ୍କୁ ଧକିୟା ମାରିଦେଲେ ...🙏🙏 ଜୟ ଜଗନ୍ନାଥ 🙏

  • @Reenabehera0
    @Reenabehera0 2 месяца назад +3

    Jaha hela mahabahu nka ichha na ama CM sir nka bebastare kichhi bhul rahigala esabu mahabahu jananti Jay jagannath 🙏🏻🙏🏻🙏🏻🙏🏻😭😭😭😭

  • @DamodarPati
    @DamodarPati 2 месяца назад +20

    ନୂଆ କଥା ନୁହେଁ ବୋଲି ଯେଉଁ ବାବୁଟି କହୁଛି ସେଜଣେ ପ୍ରକାଣ୍ଡ ଟାଉଟର ମିଛୁଆ. ପ୍ରଭୁ ବଳଦେବ ନିଶ୍ଚୟ ତାଙ୍କ କଥା ବୁଝିବେ .

  • @ShubhamDilla
    @ShubhamDilla 2 месяца назад +3

    ସତ କହିଲେ ଏହା ପ୍ରଭୁଙ୍କ ଳୀଲା ଚାଲନ୍ତି ଠାକୁର ସେ ତାକୁ କିଏ ପକାଇବା ତାକତ ନାହିଁ। ❤❤❤❤❤❤❤❤

  • @kirtansarathi3083
    @kirtansarathi3083 2 месяца назад +48

    ନୂଆ କଥା ନୁହଁ..... ଏ କଥା କହିବାକୁ ତମକୁ ଲାଜ ଲାଗୁନି

    • @UTTKALpuaGAUTAM9152
      @UTTKALpuaGAUTAM9152 2 месяца назад +7

      ଏମାନଙ୍କୁ କେବଳ ଟଙ୍କା ଆବଶ୍ୟକ। ରଥ ଉପରେ ରହି ଏମାନେ ଫୁଲ ତୁଳସୀ ଟଙ୍କା ରେ ବିକ୍ରି କରୁଛନ୍ତି ଭକ୍ତ ଙ୍କୁ

    • @dibyalochan8284
      @dibyalochan8284 2 месяца назад +7

      ଲାଜ ଲାଗିବାର କଥା କିଛି ନାହିଁ ସେ ଠାକୁରଙ୍କ ପରମ ସେବକ ସେ | ସେ ଠାକୁରଙ୍କ ବିଷୟରେ ଭଲ ଭବରେ ଜାଣିଛନ୍ତି | ସେବକ ମାନଙ୍କ ପ୍ରତି ବ୍ୟବହାର ଭଲ ରଖନ୍ତୁ | ଆପଣ ତାଙ୍କଠୁ ବଡ ନୁହଁନ୍ତି |

    • @prafullakumarnayak3602
      @prafullakumarnayak3602 2 месяца назад +3

      Adhika sebayata ratha upare thibaru, bivtata ghtuchi.

    • @Rajmbbs17
      @Rajmbbs17 2 месяца назад +2

      ​​@@dibyalochan8284bhai tanka language dekhucha?? Aethire tanku bada kahiba ku laja laguchi... Kete janma ra punya pain aji se jagannath nka seba kariba ra soubhagya paichanti.. Au tara ae bhali abastha kariba ku au ama odia nka hrudaya ra spandan jagannath nku a bhali apamanit kariba ku tanku tk kharap laguni!!
      A sabu ku gyana nuhe ahankaar kuha jae

    • @pihu8909
      @pihu8909 2 месяца назад +1

      Right Aman ku laza nai ki sarama nai kahuchi kn na bada ktha nuhe

  • @CreationOdia1234
    @CreationOdia1234 2 месяца назад +7

    ତୁମେ ଶାଲା ପଣ୍ଡା ମହା ଗାଲୁଆ ଖାଲି ଗାଲୁ ଗପ ଛଡ଼ା କିଛି ଜାଣି ନାହ ଖୁବ୍ ଶୀଘ୍ର ଭଗବାନ୍ ତୁମ କଥା ବିଚାର କରୁଛନ୍ତି " ଜୟ ଜଗନ୍ନାଥ "

  • @AsishKumar-qw2xu
    @AsishKumar-qw2xu 2 месяца назад +3

    କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ କିଛି ଦୋଷ ହେବ ନାହିଁ ସେମିତି ତମେମାନେ ଯାହା କଲେ ବି ତମମାନଙ୍କର କୈଣସି ଦୋଷ ଧରା ହେବନାହଁ

  • @narottambariknilu4788
    @narottambariknilu4788 2 месяца назад +4

    ବ୍ରାହ୍ମଣ ମାନେ କେବେବି ମାନିବେନି ନିଜର ଭୁଲ ବୋଲି, ରଥ ଟାଣିବେ ପାଟିରେ ପାନ ପୁଡିଆ ପୁରେଇ କଣ ପାଇଁ,ପୂଜା ଵିଧି କରିବେ ସେମ ସମସ୍ୟା କିନ୍ତୁ କର୍ତ୍ତାକୁ କହିବେ ଉପବାସ ରହିବ କିଛି ବି ଆହାର କରିବ ନାହିଁ ତେଣୁ ଅନୁରୋଧ ବିନା ବ୍ରାହ୍ମଣ ରେ ପୂଜା ଵିଧି କରାଯାଉ

  • @anilswain1052
    @anilswain1052 2 месяца назад +8

    ଅହଙ୍କାରୀ ଏ ସେବାୟତ ସମୁଦାୟ

  • @SubhashreeBhoi-tp3oz
    @SubhashreeBhoi-tp3oz 2 месяца назад +12

    ଠାକୁରଙ୍କୁ ଫୋପାଡି ଦେଇ ବାହାନା ମାରୁଚ ସବୁ ପାପୀ

  • @AjayKumar-ls2vy
    @AjayKumar-ls2vy 2 месяца назад +1

    ତମେ କଲେ ଲିଳା ଆମେ କଲେ କିଳା ଜୟ ଜଗନ୍ନାଥ

  • @debaduttapatanaik453
    @debaduttapatanaik453 2 месяца назад +8

    ଜଗନ୍ନାଥ ଙ୍କ ଗାଣ୍ଡି ଟା,
    ଗାଣ୍ଡି ରେ ଲଗେଇବା
    ଗାଣ୍ଡିକି ଟେକିବା
    କେତେ ମୂର୍ଖ ଏମାନେ

    • @Rajmbbs17
      @Rajmbbs17 2 месяца назад +3

      I'm thinking the same way... Bhai a mane a bhali asabhya bhasa jagannath nka pain kemiti use karuchanti!!! Hey bhagwaan a mana nka garba bhanga.. 🥺

  • @BasantaBhukta-k6y
    @BasantaBhukta-k6y 2 месяца назад +18

    ଭକ୍ତ ଭଗବାନ କୁ ଚାହେଁ,ଭଗବାନ ଭକ୍ତ ର ମଜା ନିଏ ପ୍ରକୃତ ଭକ୍ତ ହିଁ ଜାନେ ଜୟ ଜଗନ୍ନାଥ 🙏

  • @pragyanpriyadarshiniratha2903
    @pragyanpriyadarshiniratha2903 2 месяца назад +1

    ସେବାୟତ ମାନେ ବହୁତ ଭୁଲ୍ ପରେ ଭୁଲ୍ କରୁଛନ୍ତି ସବୁ ଅନ୍ୟାୟ କରୁଛନ୍ତି

  • @sushantakumarpradhan6758
    @sushantakumarpradhan6758 2 месяца назад

    Lack of honesty and integrity 😮
    🌻🌻

  • @sujitdash6480
    @sujitdash6480 2 месяца назад +5

    ଶଳା ଗାଲୁଆ ବହୁତ ଧନ ହେଇଗଲା ଅତି ଗର୍ବେ ହତେଲଙ୍କା ସବୁ ମରିବ ବହୁତ ବିପଦ

  • @deepamalik7280
    @deepamalik7280 2 месяца назад +4

    Jai jagannath 🙏

  • @salhaimurmu2545
    @salhaimurmu2545 2 месяца назад +3

    ଏମାନଙ୍କୁ ବାହାର କରାଯାଉ ।

  • @sanjibjena4089
    @sanjibjena4089 2 месяца назад +4

    ଏଇ ଲୋକ ଗାଲୁଆ ଦାୟିତ୍ୱ ରେ ହେଳl କରିକି କହୁଛି ଏଙ୍କୁ କଲବଲ କରନ୍ତି କଣ ଭାବୁଛି ଆମ ଭଳିଆ ଶ୍ରଦ୍ଧାଳୁ ଭକ୍ତ ଙ୍କୁ ବୋକା 😂😂

  • @himansupatra9717
    @himansupatra9717 2 месяца назад +7

    ଏହି ମା--- ସେବକ ଭିତରୁ 3 ru 4 ଜଣଙ୍କୁ ବଡ ବlଡ ଉଠେଇ ନେଇଥିଲେ ଭଲ ହୋଇଥାନ୍ତା

  • @kirtansarathi3083
    @kirtansarathi3083 2 месяца назад +24

    ଘଟିୟା ସେବାୟତ ମାନଙ୍କ ଭାବନା

  • @MohanBiro
    @MohanBiro 2 месяца назад +2

    ପାପ ଛାଡ଼, ପବିତ୍ର ପରିବେଶ ସୃଷ୍ଟି କର ସବୁ ଠିକ ହେବ

  • @MinjiJeon-k6p
    @MinjiJeon-k6p 2 месяца назад

    Jay jagannath ji ki jai ho😊😊😊😊😊😊jay sri jagannath swami ji😊😊😊😊😊😊

  • @sudarsanmallick6250
    @sudarsanmallick6250 2 месяца назад +2

    ଏ ସେବାୟତ ବିଜେପି ଚଟା ଏମନଙ୍କ ପାଇଁ ଏ ବିଜେପି ଦଳ ଅଲକ୍ଷଣା ଆଦି ବାସୀ ମୋହନ ମୁର୍ଖ ପାଇଁ ଏ ସରକାର ଓଡ଼ିଶା ପାଇଁ ବିପଦ ଜଗନ୍ନାଥ ଜଣାଇ ଲକ

  • @KunalMali-pr6pe
    @KunalMali-pr6pe 2 месяца назад

    He prabhu jagannath 🙏 🙏🙏🙏🙏🙏🙏🙏🙏🙏🙏prabhu

  • @puritasahu6555
    @puritasahu6555 2 месяца назад

    Lila maya prabhu 🙏 sabu karau chhanti ,se jagatara anista kari beni, prabhu bhakta nku test kari chhanti ,se para jagat ra nath jagannath 🙏 🙏 🙏 🙏 🙏 🙏 🙏

  • @vivekanandashikshakendra5409
    @vivekanandashikshakendra5409 2 месяца назад +2

    ସେବାୟତ ମାନେ ମିଡ଼ିଆ ରେ ନିଜର ସ୍ପଷ୍ଟତା ଦିଅନ୍ତୁ l ଓଡ଼ିଆଙ୍କ ଭାବାବେଗ କୁ ନେଇ ଖେଳନ୍ତୁ ନାହିଁ l

  • @Kalundia436
    @Kalundia436 2 месяца назад +5

    ତମେ ଯାହା କଲେ ଲିଳା ଆମେ ଯଦି ଟିକେ କଣ କଲେ କିଳା.

  • @santoshpanda4444
    @santoshpanda4444 2 месяца назад +8

    ନିଜ କର୍ତ୍ତବ୍ୟ ଠିକ ଭାବରେ ପାଳନ ନ କରି ଏଇଠି କାହାଣୀ କହୁଚି। କଠୋର ଦଣ୍ଡ ର ଆବଶ୍ୟକ ଅଛି।

  • @Adityafoodandvlogs
    @Adityafoodandvlogs 2 месяца назад +4

    Sebayat mane nijaku bahut balaban bhabuchhanti sethipain bhagaban tike ingita dele eithi sabukichi tanka ichhare heuchi ❤ joy jagannath sabu tankar ichha re chalichi

  • @girishchpanigrahi7475
    @girishchpanigrahi7475 2 месяца назад +3

    ରଥ ଯାତ୍ରା ପରେ ପରେ ଯଜ୍ଞ କରାଯାଉ ।

  • @ranjankumarsahoo9882
    @ranjankumarsahoo9882 2 месяца назад +6

    ତୁମେ ଯାହା କହି ବ ଲୀଳା ଆମେ କଲେ କିଳl😢

  • @Abhijeet-jena12345
    @Abhijeet-jena12345 2 месяца назад +2

    ମହାପ୍ରଭୁ କଲବଲ କରନ୍ତି ଦୁଷ୍ଟାମୀ କରନ୍ତି ସମସ୍ତେ ଜାଣନ୍ତି ଓ ଏହାବି ସମସ୍ତେ ଜାଣନ୍ତି କାଲି ରାତିରେ ଯାହା ହେଲା ଏହା ଦୁଷ୍ଟାମୀ ନୁହେଁ।
    ମହାପ୍ରଭୁ କଲବଲ କରିବା ଦୁଷ୍ଟାମୀ କରିବା ଏହା ତାଙ୍କର ସ୍ବଭାବ କିନ୍ତୁ କାଲି ଯାହା ଘଟିଗଲା ଏହ କଣ ଦୁଷ୍ଟାମୀ ????

  • @ganeshsahoo7373
    @ganeshsahoo7373 2 месяца назад +2

    ଏ ଶଳା ପଣ୍ଡାମାନେ ଜାଣିଶୁଣି ଏପରି କରିଛନ୍ତି। ଭକ୍ତଙ୍କୁ ଆଉ ଲୁଟି ପାରୁନାହାନ୍ତି ତ...! ସେଥିପାଇଁ ଏ ଶଳା ପଣ୍ଡାମାନେ ରାଗିକି କରିଛନ୍ତି।

  • @dharanidharasahu1908
    @dharanidharasahu1908 2 месяца назад

    Jay Jagannath 🙏

  • @Shii_115
    @Shii_115 2 месяца назад

    ଧିକ୍ ଏ ଇ ମାନଙ୍କୁ

  • @TituDora-z7i
    @TituDora-z7i 2 месяца назад

    Jay shree Ram Jai jinendra jai jinendra jai jinendra

  • @NrusinghaCharanRatha
    @NrusinghaCharanRatha 2 месяца назад

    କଥାରେ ଅଛି, "କଥା ମାଜିଲେ ମୋଟା ହୁଏ" ।
    ପ୍ରକୃତ ଜ୍ଞାନୀମାନଙ୍କ ପାଇଁ ଏତିକି ହିଁ ଯଥେଷ୍ଟ ।
    ଜୟ ଜଗନ୍ନାଥ,ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @haraprasadmahanta4657
    @haraprasadmahanta4657 2 месяца назад +1

    ପୁରୀରେ ସରକାର ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଏତେ ପଣ୍ଡାମାନେ ରଥ ଉପରେ କାହିଁକି ଥିଲେ

  • @OD_WORK-64
    @OD_WORK-64 2 месяца назад

    Bhagwan kara bala agare sabu nilbala😭😭❤️

  • @RajeshNayak-h6r
    @RajeshNayak-h6r 2 месяца назад

    🙏🙏🙏😢om nama vagabate vasudevay Jay jagarnntha

  • @jeevangahir6817
    @jeevangahir6817 2 месяца назад +1

    ମଣିଷ ମୁଣ୍ଡ ବେଶୀ ପାଗଳ ଭଗଵାନ କୁ କେହି ପକାଇ ପାରେନା ସେ ହେଉଛି ସର୍ଵ ଶକ୍ତିମାନ ସର୍ବବ୍ୟାପୀ ସେତି ପାଇଁ ଏତେ tension କାହିଁକି ସବୁବେଳେ positive ଚିନ୍ତା କର ନାହିଁ ସୃଷ୍ଟି ତୋହୋର ଖେଳ ଘର, ତୋ ଖେଳ ତୋତେ ଅଗୋଚର ଯାହା ଘଟିବାର ଥାଏ ତାହା କେହି ରଖି ପାରେନା

  • @tikichandra9410
    @tikichandra9410 2 месяца назад

    ୟାକୁ କେତେ ଖୁସି ଲାଗୁଚି, କିରେ ତମମାନଙ୍କ ପାଇଁ ପ୍ରଭୁ ପଡିଗଲେ

  • @1988arbind
    @1988arbind 2 месяца назад

    ଏମାନେ ନିଜର ଭୁଲକୁ ଲୁଚେଇବା କୁ ଚେଷ୍ଟା କରୁଛନ୍ତି 😢

  • @somanathacharjya8753
    @somanathacharjya8753 2 месяца назад

    Nilamya bhagban sabu Prabhu nka icha

  • @subirparida
    @subirparida 2 месяца назад +8

    Tame Mane bhabare nuhe photo aau Paisa dar kar tumara.

  • @tikinamahapatra723
    @tikinamahapatra723 2 месяца назад

    ୟାର ଜବାବ ପ୍ରଭୁ ଜଗନ୍ନାଥଙ୍କ ଦେଲେ ଭଲହେବ ବେହିଆ ଙ୍କ ମୁଖରୁ ଶୁଣିବାକୁ ଭଲଲାଗେ ନି

  • @unknown-g2y7q
    @unknown-g2y7q 2 месяца назад +1

    ଖାଲି ଦେଖେଇହେବା ଆଉ ଭକ୍ତ ମାନଙ୍କୁ ଭାବା ବେଗକୁ ଦେଖି ଲୁଟିବେ।

  • @sibaprasadsahoo693
    @sibaprasadsahoo693 2 месяца назад

    ଏଭଳି ବର୍ଣ୍ଣନା ଦୁଃଖଦାୟକ

  • @nigamdas6066
    @nigamdas6066 2 месяца назад

    Kaliyug Sesh hoijiba jaldi 🙏
    *Malika* sata heba🙏

  • @basudevmishra104
    @basudevmishra104 2 месяца назад +5

    ,ଗୋଟେ ଗୋଟେ ରଥ ରେ ଦୁଇହଜାର ଗଣ୍ଡା

  • @samirbehera8756
    @samirbehera8756 2 месяца назад

    Sebayata Mane nija uparaku neiki Bada thakura nka Shree Anga ku rakhya kale❤

  • @Madangond-nd3dv
    @Madangond-nd3dv 2 месяца назад

    Jay Shree Jagannat bagwan

  • @himansu_universe
    @himansu_universe 2 месяца назад +1

    କାଲି ଓଡ଼ିଆ ଜାତିର ଯିଏ ମୂଳ ସମ୍ପତି ତାଙ୍କୁ ପକେଇ ଖଣ୍ଡିଆ ଦଣ୍ଡିୟା କରିଦେଲ ଓଡ଼ିଆ ଓ ଭକ୍ତ ମାନଙ୍କ ଛାତି କାଲି ଫାଟିଗଲା ସବୁ ତମ ମାନଙ୍କ ଖାମ ଖିୟାଲ ପାଇଁ ମହାଦାରୁ ଙ୍କୁ ତଳେ ପକେଇ ଦେଲ, ରଥ ଯାତ୍ରା ରେ କଳା ଦାଗ ଲଗେଇ ଦେଇ କହୁଚ ନୂଆଁ କଥା ନୁହଁ । ତମ ମାନକୁ କାଲି ଘଟଣା ପାଇଁ ଯେଉଁମାନେ ଦାୟୀ ଚିହ୍ନଟ କରି ବହିଷ୍କାର କରିବା କଥା । ଆଉ ଗୋଟିଏ କଥା ଟିଭି ରେ ଜଉମାନେ ଆସନ୍ତି ଆମର ବାହୁବଳୀ gym ୱାଲା ସେବାୟତ କୁଆଡେ ଥିଲେ ?

  • @k-adicomedy8266
    @k-adicomedy8266 2 месяца назад

    😢Nana satakatha kahile tv re baharibapain sabu agaku asuchhanti... Jay Jagannath🙏🙏🙏

  • @SunnyBhaiComedyVlog
    @SunnyBhaiComedyVlog 2 месяца назад

    ସେବାୟତ ମାନେ କଣ ହୁଏତ ଜାଣିନାହାନ୍ତି କେମିତି ବା ଜାଣିବେ ସବୁରି ମୂଳରେ ସେ ଟଙ୍କା ଆଗ ଟଙ୍କା କମେଇବେ ତାପରେ ସେଥିରୁ ଟାଇମ ମିଳିଲେ ସେ ସେବା କଥା ଚିନ୍ତା କରିବେ

  • @srisaidesignvastu9209
    @srisaidesignvastu9209 2 месяца назад +1

    ଭାଙ୍ଗ ଖାଇ ମନଈଛା ଠେଲାପେଲାରେ ଠାକୁର କୁ ଗଡ଼େଇ ଦେଲେ

  • @littlequeenrakhi
    @littlequeenrakhi 2 месяца назад

    ଯେ ଯାହା କରିବ ସେ ତାହା ନିଶ୍ଚେ ପାଇବ ତୁମ କଥା କେବଳ ଦୋଷ କୁ ବଢ଼ା ଇବାର ଯୋଜନା ସେମାନେ ଶିଖିବେ କଣ

  • @debaduttapatanaik453
    @debaduttapatanaik453 2 месяца назад +2

    ଗାଲୂଆମୀ ର ସବୂ ସୀମା ଟପିଗଲେ
    ଏ ଗାଲୁଆ ପଲ

  • @sangitabehera6751
    @sangitabehera6751 2 месяца назад

    😢😢😢😢😢😢😢

  • @RASMIRANJANDASA
    @RASMIRANJANDASA 2 месяца назад +1

    Mahapuru odisha prati hauthiba anya sahi parileni,dekhile tankari agara nabini nk prati loka au otv biswasa ghata kala tenu prabhu ragichanti..odisha basi nku janei dele..bipati madi asuchi..😊

  • @srikumarsahoo2593
    @srikumarsahoo2593 2 месяца назад

    ବଢ଼ିଆ ବାହାନା ବାନେଇଲେ........

  • @PrakashPandaCreation
    @PrakashPandaCreation 2 месяца назад

    ପ୍ରଭୁଙ୍କ ସହ କିଛି ଅପସବ୍ଦ ବ୍ୟବହାର ନକରି ଶାଳିନତା ରକ୍ଷାକରି କଥା କୁହନ୍ତୁ,,,

  • @diptodas4149
    @diptodas4149 2 месяца назад

    জয় জগন্নাথ

  • @sanjaykumarkar6564
    @sanjaykumarkar6564 2 месяца назад

    କଲବଲ ହେଇ ନାହିଁ ଆଗକୁ ହବ

  • @sagarikapradhan5078
    @sagarikapradhan5078 2 месяца назад

    ବର୍ଷ କୁ ଥରେ ଭକ୍ତଙ୍କ ପାଇଁ ଠାକୁର ବାହାରକୁ ଆସନ୍ତି ଭକ୍ତର ଭଗବାନ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତ ପାଉ ନାହାନ୍ତି ରଥ ଉପରେ ଏତେ ପଣ୍ଡା ରହିବା କଣ ନିହାତି ଦରକାର କି ?????

  • @shankarnayak9219
    @shankarnayak9219 2 месяца назад

    Jay Jaganth

  • @panatakani
    @panatakani 2 месяца назад +1

    Ratha yatra purbaru setiki weight misiki utheiba practice karajau

  • @ShastraDarshan
    @ShastraDarshan 2 месяца назад

    ନିଜ ବାପାଙ୍କୁ ପ୍ରଥମେ ଗୋଟିଏ ଚାପୁଡ଼ା ମାରିବ ତାପରେ କହିବ ଏହା ତାଙ୍କ ଇଚ୍ଛା, ଏମିତି ଆଗରୁ କେତେ ଥର ହେଇଚି, ଟିକେ ତ ଲାଜ ରଖ, ଟିକେ ତ ମର୍ଯ୍ୟାଦା ରଖ

  • @PrakashPandaCreation
    @PrakashPandaCreation 2 месяца назад

    ପ୍ରଭୁଙ୍କ ଲିଳା କହିବାଟା ଠିକ୍

  • @surendraratha6652
    @surendraratha6652 2 месяца назад

    ବଡ ଠାକୁର ଙ୍କର ସେବାୟତ କହୁଥିବା ବ୍ୟକ୍ତି ମାନଂକର ସମ୍ପୂର୍ଣ ଭୁଲ. ଏମିତି କହି ନିଜର ଭୁଲ କୁ ଲୁଚାଓ ନାହିଁ. ତୁମେ ମାନେ ନିଶ୍ଚିତ ଦଣ୍ଡିତ ହବ.

  • @a.s.d6643
    @a.s.d6643 2 месяца назад

    ଏମାନେ ଗୋଟେ ଲେଖା କଳାକାର ଦୁନିଆ ବାହାନା ଶୁଣିବ ତ ସେବାୟତ ଙ୍କ ପାଖକୁ ଯାଆସ

  • @Shii_115
    @Shii_115 2 месяца назад

    ଭକ୍ତ ଙ୍କୁ ଲୁଟିକି ଖାଉଛନ୍ତି , ମହାବାହୁ ଙ୍କୁ ବି ଛାଡ଼ୁ ନାହାନ୍ତି

  • @GopalSingh-bz2yb
    @GopalSingh-bz2yb 2 месяца назад

    I am very sad 😭😭🥺

  • @rajanibehera1611
    @rajanibehera1611 2 месяца назад

    Aha bahana

  • @umaojha-lb6uv
    @umaojha-lb6uv 2 месяца назад

    Thank

  • @rameshchhota3184
    @rameshchhota3184 2 месяца назад

    ଏ ଲୋକ ଭାଙ୍ଗ ଖାଇ କହୁଛି ବୋଧହୁଏ

  • @ranjanmishra6328
    @ranjanmishra6328 2 месяца назад

    It is one type of lila of Badathakur with bhakta pandas. It is one type of divine relationship with bhakta & Bhagawan.

  • @Devraj-ym3lp
    @Devraj-ym3lp 2 месяца назад +4

    ତତେ ଲାଜ ଲାଗୁନି ରେ

  • @srisaidesignvastu9209
    @srisaidesignvastu9209 2 месяца назад

    ଯେତିକି ଲୋକ ତାଠାରୁ ଅଧିକ ହେଲେ ସେଇଥିପାଇଁ ଠେଲା ପେଲା

  • @trinathbal2673
    @trinathbal2673 2 месяца назад

    ଭାବ ଆଉ ଭକ୍ତି ରେ ବାନ୍ଧି ହୋଇ ତାଙ୍କ ଶରଣ ରେ କ୍ଷମା ପ୍ରାର୍ଥନା କର l