୫୦ ବର୍ଷ ତଳେ Ratna Bhandarରେ କଣ ଥିଲା? କହିଲେ ବରିଷ୍ଠ ଆଇନିଜୀବୀ ତଥା ଗବେଷକ Umakanta Nanda || Puri

Поделиться
HTML-код
  • Опубликовано: 28 авг 2024
  • #RatnaBhandar #PuriJagannathTemple #UmakantaNanda #JagannathTemple #Puri
    ୫୦ ବର୍ଷ ତଳେ Ratna Bhandarରେ କଣ ଥିଲା? କହିଲେ ବରିଷ୍ଠ ଆଇନିଜୀବୀ ତଥା ଗବେଷକ Umakanta Nanda || Ratna Bhandar of Puri Jagannath Temple
    Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
    Join Our WhatsApp Group: chat.whatsapp....
    For the latest Odisha News Follow us:
    Visit US: odia.mobilenew...
    RUclips: / mobilenews24x7
    Facebook: / mobilenews24x7odia
    Twitter: / 24x7odia
    Kooapp: www.kooapp.com...
    Pinterest: / mobilenews24x7
    #MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7

Комментарии • 122

  • @1984sib
    @1984sib Месяц назад +25

    ଆମେ ଦେଖିଥିବା ଲୋକଙ୍କ କଥାରେ ବିଶ୍ବାସ କରୁ, ଶୁଣିଥିବା ଲୋକଙ୍କ କଥାରେ ନୁହଁ । ଆମେ ଯାଞ୍ଚ କମିଟି Chairman ଓ Temple Chief Administrator ଙ୍କ କଥାରେ ବିଶ୍ୱାସ କରୁଛୁ କାରଣ ସେମାନେ ନିଜ ଆଖିରେ ସବୁ ଦେଖିଛନ୍ତି ।

  • @nrdibyanshu9198
    @nrdibyanshu9198 Месяц назад +15

    ଆପଣ ପ୍ରଥମେ କହିଲେ ଆମେ ରତ୍ନ ଭଣ୍ଡାରକୁ ଯାଇନାହୁଁ, ତେଣୁ ଆପଣ ଯାହା କହିଲେ ମଧ୍ୟ୍ୟ ହାସ୍ୟାସ୍ପଦ ହବ ଧନ୍ୟବାଦ 🙏

  • @debasishpujari7286
    @debasishpujari7286 Месяц назад +14

    ତାହେଲେ ବିଜୁ ବାବୁ ଏପଟ ସେପଟ କରିଛନ୍ତି ବୋଲି ବିଜେଡି ଖୋଲୁନଥିଲା

  • @MithunJagadala-sr8cd
    @MithunJagadala-sr8cd Месяц назад +8

    ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହଉ 🌹🌹🌹🌹🙏🏻🙏🏻🙏🏻🙏🏻

  • @ramachandrapanipani7424
    @ramachandrapanipani7424 Месяц назад +2

    ଭଣ୍ଡାର ଘର ମନ୍ଦିର ତଳେ ଏବଂ ବେଢ଼ା ତଳେ ରହିଛି ବୋଲି ଆଉ ଜଣେ କହୁଥିଲେ ଯାହା ଅନୁସନ୍ଧାନ ସାପେକ୍ଷ ।

  • @s.mohapatra-i1k
    @s.mohapatra-i1k Месяц назад +4

    ଚୀନ ଜୁଧ 1961 ରେ ହୋଇ ଥିଲା ଆଉ ସେହି ସମୟରେ ହିଁ ହୀରାକୁଦ ଜଳଭଣ୍ଡାର ତିଆରି ହୋଇ ଥିଲା ଆଉ ସେ ସମୟରେ ହିଁ ବିଜୁ ପଟ୍ଟନାୟକ ଥିଲେ

  • @brajakishoresahoo7321
    @brajakishoresahoo7321 Месяц назад +2

    ଏମିତି କାହିଁକି ବେକାର କଥା କହି ନିଜର
    ସମ୍ମାନ ଏ ବୟସରେ ହରାଉଛନ୍ତି ଓଡ଼ିଶା
    ଲୋକଙ୍କୁ ବୋକା ଭଳି ଭାବୁଛନ୍ତି

  • @LazyTurtle587
    @LazyTurtle587 Месяц назад +3

    ସବୁ ରତ୍ନ ଲୁଣ୍ଠନ ହେଇଚି....ବାସ୍କ ମାନଙ୍କରେ କୌଣସି ଧନରତ୍ନ ନାହିଁ...ସବୁ ଚୋରି ହେଇଚି....ଜନସାଧାରଣଙ୍କୁ କେବଳ ଭୁଆଁ ବୁଲାଯାଉଛି....

  • @soumendramudali6780
    @soumendramudali6780 25 дней назад

    ନିକଟରେ ରନ୍ତ୍ନ ଭଣ୍ତାରରେ ପ୍ରବେଶ କରିଥିବା ସଦସ୍ୟମାନଙ୍କଠାରୁ ଏମିତି କିଛି ତଥ୍ୟମିଳୁନାହିଁ !

  • @nrupatiniharsial3286
    @nrupatiniharsial3286 Месяц назад +5

    ଶ୍ରୀମନ୍ଦିର ଯେତିକି ଦିଶେ ସେତିକି ସରଳ ନୁହେଁ। ଆମେ ସାଧାରଣ ଭାବେ ଦିଅଁଙ୍କର ନୀତି ଦେଖି ଅଭିଭୂତ ହୁଅନ୍ତି, ତେବେ ଏହାର ଇତିହାସ ଓ ଗଢଣ କେତେ ଯେ ରହସ୍ୟମୟ ହେଇଥିବ ଚିନ୍ତା କରିବା ସାପେକ୍ଷ।

  • @ramachandrapanipani7424
    @ramachandrapanipani7424 Месяц назад

    ଜୟ ଜଗନ୍ନାଥ !
    ବରିଷ୍ଠ ଆଇନଜୀବୀ ଶ୍ରୀ ଉମାକାନ୍ତ ନନ୍ଦ ଏବେ ଗୁପ୍ତ ତଥ୍ୟ ପ୍ରକାଶ କଲେ । ଶ୍ରୀମନ୍ଦିର ଗୁପ୍ତ ରତ୍ନ ଭଣ୍ଡାର ଆବିଷ୍କାରରେ ଏହା ସହାୟକ ହୋଇପାରେ ।

  • @JAYJAGANNATHSumi224
    @JAYJAGANNATHSumi224 Месяц назад

    ଜୟ ଜଗନ୍ନାଥ ମହାପ୍ରଭୁ ହେ ମଣିମା🙏🙏🙏🙏

  • @BijaydasDasbijay
    @BijaydasDasbijay 29 дней назад

    ସବୁ ମିଛ କଥା l ଆଉ ଯଦି ଏହାର
    ସତ୍ୟତା ଜାଣିବାକୁ ଚାହାଁନ୍ତି ତାହାହେଲେ ଏମାର ମଠ ଭଳି
    ଖୋଳିବାକୁ ପଡିବ, ଗାଳମାଧବ ରାଜା ଙ୍କ ଭଳି l

  • @s.mohapatra-i1k
    @s.mohapatra-i1k Месяц назад +1

    ନେପାଲ ରାଜା ଦକ୍ଷିଣ ଦ୍ଵାର ଦେଇ ଜୟନ୍ତୀ

  • @niranjanjena4000
    @niranjanjena4000 Месяц назад +3

    ମିଛୁଆ,sir

  • @dr.purnendutripathy5263
    @dr.purnendutripathy5263 Месяц назад +3

    କାହାଣୀ ନ କହି ତଥ୍ୟ ଉପସ୍ଥାପନ କଲେ ଭଲ ହେବ।ତଥା ତାରିଖ,ସାଲ ଇତ୍ୟାଦି।

  • @ramachandrapanipani7424
    @ramachandrapanipani7424 Месяц назад

    ଶ୍ରୀମନ୍ଦିର ପ୍ରଶାସକ ଏସବୁ ଅନୁସନ୍ଧାନ କରନ୍ତୁ । ଏକାରଜାତ ମାହାଲ ନାମରେ ଏତେ ଜମି ଇଂରେଜ ସରକାର ଦେଇଥିବା କଠା ବି ପୂର୍ବରୁ କେହି କହି ନାହାନ୍ତି ।

  • @bidyadharswain54
    @bidyadharswain54 Месяц назад +7

    Give suggestion togovt to explore the under ground ratna bhandar and tunnel. It should be universal . Which cm danate 3 mahana gold during china and india war in 1962 war.
    . Who sold 3 mahana c ornaments during 1962china and bharat

  • @Kalinga007.
    @Kalinga007. Месяц назад +1

    Jay Jagannath 🙏🙏 🙏

  • @ManasDas-rv4mc
    @ManasDas-rv4mc Месяц назад +1

    Jay shree jagannath 🙏🙏🙏

  • @RajaDas-pp1ez
    @RajaDas-pp1ez Месяц назад +30

    ଏତେ ଦିନ ପର୍ଯ୍ୟନ୍ତ କଉଠି ଥିଲେ sir

    • @Jswain-en4sr
      @Jswain-en4sr Месяц назад +5

      Jeje nku Tama ra khoju thile

  • @laxmidharsenapati3313
    @laxmidharsenapati3313 Месяц назад +2

    ତମେ ଯାହା କହୁଛ ସେ କଥା ର ଅର୍ଥ କିଛି ବୁଝି ହେଉ ନାହିଁ। ତମେ କିଛି ଜାଣିନ।

  • @nanditadas9170
    @nanditadas9170 Месяц назад +2

    It is true Jai jagannath Swami 🙏

  • @PradeepDas-hg5hi
    @PradeepDas-hg5hi Месяц назад +1

    Right sir , Jay shree Jagannath 🙏

  • @gouritripathy6313
    @gouritripathy6313 Месяц назад +1

    Jay jagannath swami

  • @sorenshipahi6303
    @sorenshipahi6303 Месяц назад +2

    ବଢା ବୟସରେ ମିଛ କଥା ଭଲ ଲାଗୁନି

  • @munasahoo3978
    @munasahoo3978 Месяц назад +1

    Jay jaganath 🙏

  • @ramachandrapanipani7424
    @ramachandrapanipani7424 Месяц назад

    ଚେମିଣି ଦ୍ବାର ପାଖରେ ଛୋଟ ମନ୍ଦିର ଭିତରେ ଗୁପ୍ତ ସୁଡ଼ଙ୍ଗ ଦ୍ଵାର ରହିଛି କହିଲେ ।

  • @Reenabehera0
    @Reenabehera0 Месяц назад +6

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @GUDDU8779
    @GUDDU8779 Месяц назад

    ଇତିହାସ ଲେଖିବା ପାଇଁ କିମ୍ବଦନ୍ତୀ,ଲୋକ କଥା,ଜନ ବିଶ୍ଵାସ ସହଯୋଗ କରିଥାଏ। ତେଣୁ,ଏହି ସାକ୍ଷାତକାର ର ପ୍ରସଙ୍ଗ କୁ ଗବେଷଣା ର ତଥ୍ୟ ଭାବରେ ଗ୍ରହଣ କରାଯାଇପାରିବ।

  • @dineshrath2500
    @dineshrath2500 Месяц назад +1

    Thank you for your information

  • @kailashchandramohapatra1877
    @kailashchandramohapatra1877 Месяц назад +1

    ଆପଣ ପ୍ରମାଣ ସହ ତଥ୍ଯ ପ୍ରଦାନ କରନ୍ତୁ।

  • @murmubarial8904
    @murmubarial8904 Месяц назад

    ଯୋଧି ରତ୍ନା ଭଣ୍ଡାର ରେ ସବୁ ସୁନା ଗହଣା ଅଛି ତାହାହେଲେ ଆମ୍ଭୋମନୋଙ୍କୁ ଦାନୋ କରିଦିୟୋ 😊😊😊😊

  • @Narmada-s3y
    @Narmada-s3y Месяц назад +4

    ପ୍ୟାରୀମୋହନ ଏବଂ ପାଣ୍ଡୁ କୁ ଡରିଯାଇଥିଲେ😢😢

  • @ramachandrapanipani7424
    @ramachandrapanipani7424 Месяц назад

    ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତିନି ମହଣ ସୁନା ଚାଇନା ଯୁଦ୍ଧ ସମୟରେ ଦେଇଥିବା କଥା ଆଉ କେହି କହି ନାହାନ୍ତି । ମହଣେ ସୁନା ଦେଇ ରେଜିମେଣ୍ଟ ଗଢ଼ା ହୋଇଥିବା କଥା ବି କେହି କହି ନାହାନ୍ତି ।

  • @AkSarangi
    @AkSarangi Месяц назад

    Your experience will definitely help the people going to probe in to the matter.

  • @bhaskarkhadiratna4027
    @bhaskarkhadiratna4027 Месяц назад

    3 ନାମ ନୁହେଁ. 5ନାମ ଗଜପତି ଙ୍କର ଅଛି ପଚାରି ବୁଝନ୍ତୁ.

  • @purnachandranaak720
    @purnachandranaak720 23 дня назад

    You should advise the Admministrator to follw you intothe vandar.I have advised the CA to contact you.

  • @user-lg3dx4mv3b
    @user-lg3dx4mv3b Месяц назад +1

    କଙ୍କଡ଼ା ବିଛା ୨ହାତିଆ ଅଛି ସାରେ ପୁରା ଗପ ଏତେ ମିଛ 😅😅😅

  • @ramachandrapanipani7424
    @ramachandrapanipani7424 Месяц назад

    ମହାରାଣୀ କଟକରୁ ସୁଡ଼ଙ୍ଗରେ ଘୋଡ଼ାରେ ଯାଇ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରି ଭୋଜନ କରୁଥିଲେ ବୋଲି କହିଲେ । ଏହା ବି କେହି କହି ନାହାନ୍ତି ।

  • @somanathbarik86
    @somanathbarik86 Месяц назад +2

    Ae sir jaha kuhachnti...mane sudanga katha thik actually 3ta sudanga achi..gote..Bali sahi gote matha re baharichi..au gote puri Raja naara au gote achi samudra kule au seita kala krame poti heigalani...jou Cuttack naara ru Raja nka maa deli asi darsan karnti seta bhul ae puri Raja naara ru sudanga re Raja Rani o tanka maa jaanti darsan karibaku..bahara ratan bhadar pakhare baharanti..

  • @pujabehera5685
    @pujabehera5685 Месяц назад +1

    ଖୋଲିଲନି ଯେ ମହା ବିପତ୍ତି କୁ ଡାକି ଆଣିଲ

  • @bhaskarkhadiratna4027
    @bhaskarkhadiratna4027 Месяц назад

    ଆପଣ ଓଡ଼ିଆ ସଂସ୍କୃତି କିଛି ଜାଣି ନାଁହାନ୍ତି. 6ଫୁଟ ବୁଢ଼ୀଆଣି ବିଶ୍ୱରେ ନାଁହାନ୍ତି.

  • @gadadhargrahacharya9483
    @gadadhargrahacharya9483 Месяц назад +1

    ପ୍ରତ୍ୟକ୍ଷଦର୍ଶୀ ନୁହନ୍ତି,

  • @Kritibanta
    @Kritibanta Месяц назад +1

    ଦେ ଖି ନାହାନ୍ତି କିପରି ଜାଣିଲେ, ଦେଖିଛି କହୁଛନ୍ତି

  • @ramachandrapanipani7424
    @ramachandrapanipani7424 Месяц назад

    ରତ୍ନ ଭଣ୍ଡାରରୁ କେତେ ସୁନା କାହାକୁ ଦିଆ ଯାଇଛି ତାହାର ତଦନ୍ତ ହେବା ଉଚିତ ।

  • @Reenabehera0
    @Reenabehera0 Месяц назад +2

    Jay jagannath sir apana bahut sundar katha kahile Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @prasantmohapatra6575
    @prasantmohapatra6575 Месяц назад +1

    If it is true,then it was one the most greivious act.Let some apply DefenceMinistry by RTI and get the information.

  • @gopalkrishnapattnaik5313
    @gopalkrishnapattnaik5313 29 дней назад

    IF YOU HAVE SEEN, THEN GO INSIDE ALL RATNABHANDARAS .

  • @keshabchandrakar9517
    @keshabchandrakar9517 Месяц назад +1

    Beautiful suggestions

  • @sidharthdas951
    @sidharthdas951 Месяц назад

    ନା ... ସେଠାରେ କିଛି ସୁଡଙ୍ଗ ଫୁଡଙ୍ଗ ନାହିଁ I ଏକଦମ୍ ଫାଲତୁ କଥା I ଗୋଟେ ଫାର୍ସ ଚଲିଚି I
    ବନ୍ଦ କର ଭIଣ୍ଡIମୀ I

  • @baikunthanathsasmal6643
    @baikunthanathsasmal6643 Месяц назад

    Why this gentleman is spreading rumour when he has not concrete information in the matter.

  • @pradeepkumardas7724
    @pradeepkumardas7724 Месяц назад

    ଗୋଟେ ପଟେ u tube anchor ଙ୍କ TRP ଅନ୍ୟ ପଟେ ଭେଳିକି ଦେଖଳି ଙ୍କ ଭିତରେ ପ୍ରତିଯୋଗିତା ଚାଲିଛି।😂

  • @swarnamohanty3121
    @swarnamohanty3121 Месяц назад +5

    Ratna bhandar bhitar ku jaina, khali gulikhati karucha !

  • @Devil_s024
    @Devil_s024 Месяц назад

    Emane mane kau news au emane mane ÖTV ku kemiti asu nahanti

  • @brajabiharikar
    @brajabiharikar Месяц назад

    Not believable, fact figures not tallying.

  • @nandakishorsahoo4444
    @nandakishorsahoo4444 Месяц назад

    Prasasana bi luchaieba aur ae budhatia nka sudanga kataha bi fitiba aagaru kana ratna vandara ra surkhya deu thule ki? Kichhi labha nai amaku pura satyata miliba nahain, na itihaas prusta re padhibe odisha itihaas sampurna madala panji re facichi. History subject uthaie deba hi bhala, karana sabu satya tathya aji parjanta luchi rahi chi .

  • @pravasinimall8488
    @pravasinimall8488 Месяц назад +1

    Angya pranam apanka ଭଳି ବ୍ୟକ୍ତିତ୍ବ ମାନଙ୍କ ନେଇ ଯଦି investigation ହୁଅନ୍ତା ଖୁବ୍ ଭଲ ହୁଅନ୍ତା।ଜୟ ଜଗନ୍ନାଥ।

  • @ramakrushnadalai2497
    @ramakrushnadalai2497 Месяц назад

    Very good information sir ji

  • @suparnasahani
    @suparnasahani Месяц назад +2

    May be se thik kahuthibe... because mu bi gote history channel ru dekhichi china war bele gold donate karuthile govt ku

  • @ANUSUYABEHERA-mq1kc
    @ANUSUYABEHERA-mq1kc Месяц назад

    Aau besi kholtada karantuni.... ratna bhandar jagannath nkar... Sudhanga bisayre kichhi b tathya bahar ku na asu... Parbarti muhurta re bahut bipad achhi

  • @AsitBallavRoy
    @AsitBallavRoy Месяц назад

    E Mahasaya aji paryanta koithi thile ? Sundar gapa kahuchhanti.

  • @manoranjanbehera8665
    @manoranjanbehera8665 Месяц назад

    Bhai samaj

  • @babipradhan1433
    @babipradhan1433 Месяц назад

    Gapa laguchi

  • @Odiahacker24
    @Odiahacker24 Месяц назад

    ଭିତର କୁ ଯାଉଛୁ ଯଦି କହ
    ଗପ କହନି

  • @rabindranathmohapatra1167
    @rabindranathmohapatra1167 Месяц назад +1

    Keye paicha prasasana. tharu?? Raghu bar das news na. Kahiba pain???

  • @anirudhasamal3128
    @anirudhasamal3128 Месяц назад

    Bhut kichi jinisa rahhasya hei rahijaichi..are ra loka kn ta manaki gaouchi ki kichi janichnty boli ta kahuchnty na .se jaha jaha na sabu kahile prkauta re tanku tadanta karajau sata name ki micha aljanapadibani...au panda sebayat mane bhut kichi janichnty se luchauchnty ..semane vabuchnty jadi kehi najanibe sea kala krame tanka samapati heijiba

  • @goutammandal-wb7ky
    @goutammandal-wb7ky Месяц назад

    Se news balaku news miluni se au kana kariba .

  • @Rajesh-x3j
    @Rajesh-x3j Месяц назад

    Sir nku 18 tarikhare niaa jau 😅😅😅

  • @swapnilraja1409
    @swapnilraja1409 Месяц назад

    Murkha apana ...apananka bhagya apana jani chanti😢hele lokanku janei Desha duniya re HALLA Kariba thik nuhan❤❤❤

  • @bharatranjanrout3951
    @bharatranjanrout3951 Месяц назад

    Uncle bahutu story suneile

  • @brothersister107
    @brothersister107 Месяц назад +1

    Eithi tahale 10 ta mukuta jaichi😡

  • @mohantysaroja11
    @mohantysaroja11 Месяц назад +2

    ବେକାର କାହାଣୀ ଗପୁଛନ୍ତି, ଡିଫେନ୍ସ ରୁ ତଥ୍ୟ ମାଗୁନାହାନ୍ତି l

  • @gautammalik6436
    @gautammalik6436 Месяц назад

    Bhai tuma sir koutithile

  • @moralstoriesodia
    @moralstoriesodia Месяц назад

    Apana bohut upadeya tathya deithibaru dhanyawad,apananka katha sunila pare mora sanka heuchi ratnabhandara khola hebara ebe sabu katha sunuchu segudika sabu thik ta,tenu ratna bhadara khola au ganati ku live telicast kariba darkar

  • @binaykp3144
    @binaykp3144 Месяц назад

    inquiry Kara jau sabu

  • @gautammalik6436
    @gautammalik6436 Месяц назад

    A kouti thile

  • @shailendash9199
    @shailendash9199 Месяц назад

    If sir was having too much of knowledge about Puri ratna bhandar then why did not he come forward to express his views and after completion of all process he came suddenly to express his views about the opening of Puri ratna bhandar.

    • @girijananda2544
      @girijananda2544 Месяц назад

      Ratna Bhandar details yet to come…. So much to be done by the team. It is just the beginning

  • @user-tv2iy1be1n
    @user-tv2iy1be1n Месяц назад +1

    Suna chain chor

  • @binodnayak9781
    @binodnayak9781 Месяц назад

    Sir pobana maruchanti

  • @parshurammanda2640
    @parshurammanda2640 Месяц назад

    This fellow is telling story not truth.stop this type of non sense discussion.

  • @cartoonhappy9284
    @cartoonhappy9284 Месяц назад

    Kalia sandha reporter

  • @sridharkumarnath2201
    @sridharkumarnath2201 Месяц назад

    Jainu jadi kichhi kahana aau

  • @kunmun021
    @kunmun021 Месяц назад

    Hmm re sabu nei nai jao ,,,last ku gote mala loka na re michha kuha ,,,,e loka ete din hela kouthi thile,tution hei ki asi ethi camera samnare gapile chhi

  • @prafullakumarsahoo2639
    @prafullakumarsahoo2639 Месяц назад

    ସେ ବିଜୁବାବୁ ହୁଅନ୍ତୁ ବା ଯେ କୌଣସି ଶାସନ କର୍ତା ହୁଅନ୍ତୁ,ଭୁଲ୍ କରିଛନ୍ତି। ଦେଶରକ୍ଷା ପାଇଁ ତିନିମହଣ ସୁନା କାହିଁକି ଦେଲେ? ସମସ୍ତ ସୁନା ଦେଇଥିଲେ କଣ ଟା ଭାସିଯାଇଥାନ୍ତା?ତଥାପି ବିଜୁବାବୁଙ୍କୁ ଧନ୍ୟବାଦ। ଈଶ୍ଵର ଉପାସନା ଠାରୁ ଦେଶର ସେବାକୁ ଅଧିକ ଗୁରୁତ୍ବ ଦେଇଛନ୍ତି।

  • @SachidanandaMahapatra-x8m
    @SachidanandaMahapatra-x8m Месяц назад

    Avaru ken uthi thiki ratire bom pasithilaki?

  • @user-nu4vo8ew4h
    @user-nu4vo8ew4h Месяц назад

    Apananka pakhare original chabi achiki

  • @AKASHDEEP-di9xi
    @AKASHDEEP-di9xi 27 дней назад

    😅

  • @rabindranathmohapatra1167
    @rabindranathmohapatra1167 Месяц назад +1

    Ratna bhandara Katha nakahi RaghuBaraDas Katha Kuade gala?

  • @umeshdash6785
    @umeshdash6785 Месяц назад

    Hollywood film dekhichi ye budha..😂

  • @sadasivaranasingh9907
    @sadasivaranasingh9907 Месяц назад

    Kou Dina jaithila michuia

  • @gautammalik6436
    @gautammalik6436 Месяц назад

    Ratnabhandar katha se kichi Jani Nahanti Michare bekar video karuchha

  • @VictyMan
    @VictyMan Месяц назад

    Congress CM biju patnaik😂😂

  • @bharatdas318
    @bharatdas318 Месяц назад

    a babu nka katha kete sata kete micjha ?

  • @user-tv2iy1be1n
    @user-tv2iy1be1n Месяц назад

    Sir nhi chor

  • @bigdady1281
    @bigdady1281 Месяц назад

    Guli gapa aramva mausa nkara

  • @umeshdash6785
    @umeshdash6785 Месяц назад

    Au 10 min gapithile king kong achi boli kahi thanta

  • @user-ul8wp2ji8f
    @user-ul8wp2ji8f Месяц назад

    Se banda gapa gapu6u

  • @odiaverticalvideo7339
    @odiaverticalvideo7339 Месяц назад

    😂😂😂😂

  • @UlamJhalam
    @UlamJhalam Месяц назад

    Galua