ବୁଦ୍ଧି ଶିଖିଲା ମାଳଦ୍ୱୀପ, ଭାରତ ଶରଣରେ ରାଷ୍ଟ୍ରପତି | Odisha Reporter

Поделиться
HTML-код
  • Опубликовано: 6 окт 2024
  • ପର ବୁଦ୍ଧିରେ ପଡି ଭାରତକୁ ଆଡ ଆଖିରେ ଦେଖିଥିଲା। ଏବେ ତାର ପରିଣାମ ଭୋଗିବା ସହ ନିଜ ଭୁଲ ଧରି ଭାରତ ଶରଣରେ ପଶିଛି ମାଳଦ୍ୱୀପ। ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ । ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଭାରତରେ ରହିବେ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #sjaishankar #maldives #MohamedMuizzu #indiavisit

Комментарии • 2