କଂଗ୍ରେସକୁ ଧୋଇଲେ ମୋଦି | Odisha Reporter

Поделиться
HTML-код
  • Опубликовано: 18 сен 2024
  • #ଘୃଣା_ସୃଷ୍ଟିକାରୀଙ୍କୁ_ଆଗକୁ_ବଢ଼ିବାକୁ_ଦେବାନି
    କଂଗ୍ରେସକୁ କଡ଼ା ସମାଲୋଚନା କଲେ ମୋଦି। ଗଣେଶ ଉତ୍ସବ ଆମ ଏକତାର ପ୍ରତୀକ। ମୁଁ ଗଣେଶ ପୂଜନରେ ସାମିଲ ହେବାରୁ କିଛି ଲୋକଙ୍କୁ ବାଧିଥିଲା। ସେମାନେ ମୋ ନାଁରେ ଅପପ୍ରଚାର ଆରମ୍ଭ କରିଦେଲେ। ତେବେ ସେମାନେ ଗଣପତିଙ୍କୁ କେତେ ସମ୍ମାନ ଦିଅନ୍ତି ସବୁ ଜାଣିଛନ୍ତି । ଗଣେଶ ପୂଜାରେ କର୍ଣ୍ଣାଟକରେ ସେମାନେ ସବୁ ସୀମା ଟପିଗଲେ। କିଛି କ୍ଷମତା ଲିପ୍‌ସୁ ଲୋକ ବିଭାଜନ ସୃଷ୍ଟି କରୁଛନ୍ତି। ସେଭଳି ଘୃଣା ସୃଷ୍ଟିକାରୀଙ୍କୁ ଆଗକୁ ବଢ଼ିବାକୁ ଦେବାନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Bhubaneswar #NarendraModi #GaneshPuja #Congress #BJP #PoliticalNews

Комментарии • 1