କପା ର ୫ ଟି ଟପ୍ ଭେରାଇଟି// କପା ର ଟପ୍ କିସମ// Five Top Variety of Cotton
HTML-код
- Опубликовано: 8 фев 2025
- କପା ର ୫ ଟି ଟପ୍ ଭେରାଇଟି// କପା ର ଟପ୍ କିସମ// Five Top Variety of Cotton
Five important variety of cotton that can be helpful to farmers to get proper benefits by using the seeds.In the market there are so many seeds we can get but so of them is important and effective which is cause of large profit in cultivation, from whose among them selective five has been displayed and explained details step by step here.
#kureful #cottonseedd #Kapakishame
#hybrideseedscotton
your queries -
Top five variety of cotton
kapa chasa kipari karajae
kapa chasa kemiti karanti
kapa chasa odia
kapa best veriety
kapa ra safala kisama
kapa ra hybrid seeds
cotton hybrid seeds
cotton five top variety
nezeevedu cotton seeds
nezeevedu telent variety
us 71 variety cotton seed
rasi 659 variety rasi 71 variety
thanks for watching Kureful tv channel.
ଅତି ସୁନ୍ଦର ଭାବରେ ଭିଡ଼ିଓ ଟା ଗଢା ହୋଇଛି ସାର୍ 🙏🙏 ଆପଣକଂ ଭିଡ଼ିଓ ମାଧ୍ୟମ ରେ ଚାଷୀ ମାନେ ସବୁ ଜିନିଷ ର ଉପାୟ ଜାଣିପାରିବେ 👍👍
ଧନ୍ୟବାଦ ଆଜ୍ଞା, ନମସ୍କାର
Super cot kapa lagei chu go Bahut bhal hai6e
ଧନ୍ୟବାଦ ଆଜ୍ଞା ନମସ୍କାର
Morning sir boron aru npk k kete kana panire misaba katha
Bahut sundar sar 🙏
ଧନ୍ୟବାଦ ଆଜ୍ଞା ନମସ୍କାର
Sonice
ଧନ୍ୟବାଦ ଆଜ୍ଞା
ମୁଁ ପ୍ରହଲ୍ଲାଦ ମିର୍ଦ୍ଧା ରାମପୁର ଗାଁ ଓଡ଼ିଶାର ବଲାଙ୍ଗିର ଜିଲ୍ଲା କପା ମାର୍ବଲ କରିଥିଲି କିନ୍ତୁ ଧଲା ମାଛି ହାରା କିଟ କୁବୁଡୁ ପତର ହେଇଥିଲା 🎉🎉
କୋରାଜନ୍ ଦିଅନ୍ତୁ
Very good vedio sir namaskar
Most welcome sir, obliged on you
Thank u sir 👍🙏🙏
Most welcome
Good
ଧନ୍ୟବାଦ ଆଜ୍ଞା ନମସ୍କାର
Thanks sir ji
ଧନ୍ୟବାଦ ଆଜ୍ଞା
Rasi kapa munjire gaesil use kare heba ka ho dada
ରତାଳୁ ଆଣ୍ଟ ରେ କେନ କପା ଜଗବାର କଥା
Sadanda kapa muji kalamati re ruele kentaheba ho dada
Jte bele b dekhale man bada khush lagsi aapan kar video re Jen hisabe bhujhasa bahut bahut vl bhabre man pura khus hei jaisi aapan kar jte b video dekhi Kari
ନିଶ୍ଚୟ ଭାବରେ ଆପଣଙ୍କ ଅନୁଭୂତି ଆମ ପାଇଁ ପ୍ରେରଣା, ଧନ୍ୟବାଦ
Juhar agyan
ଜୁହାର ଆଜ୍ଞା ଜୁହାର, ଆନ୍ତରିକ ଧନ୍ୟବାଦ
HT cotton Upare gate video Banantu sar
ପ୍ରୟାସ ଜାରି ରଖିଛୁ
Amar etha ne ta 4 ru 6 kuntal aker heu6i sir
ଭଲ କିସମ ବ୍ୟବହାର କରନ୍ତୁ
କପାରେ ରେ କେଉଁ ମିଡିସିନ ସ୍ପେୟ କଲେ ମଞ୍ଜି ଆସିବ ନାହିଁ
Ken sar oso kasa ketebele dele besi dahi besi fal dharba vidio karne agya dhanyabad
Coming soon
Sir telent kapa seeds kenta kari miliba
ବିଗ୍ ହାଟ୍ ଡଟ୍ କମ ରେ ପାଇ ପାରିବେ
Tulsi variety no 1 kapa
ନମସ୍କାର ଆଜ୍ଞା
ନିଶ୍ଚୟ ଭଲ୍
kapachasha ra ghasamra tike kahum sri
ଆଗକୁ ଦେଖି ପାରିବେ
Thank you sir 👍👍👍
ଧନ୍ୟବାଦ ଆଜ୍ଞା ନମସ୍କାର
Buna dhana re lata kenta kale nai hue kahun tk sar
ବହୁତ ଜଲଦି ଦେଖି ପାରିବେ
Sir namaskar nunivedu talent cuttonseed odishar kn milba
ସାର୍ ନମସ୍କାର
ଏହା ଵ୍ରାଣ୍ଡେଡ୍ କମ୍ପାନୀ ର ବିହନ, ଆପଣ ଵଡ ବିହନ ଦୋକାନ ରେ ଯୋଗାଯୋଗ କରନ୍ତୁ। ନହେଲେ ମଗାଇ କରାଇବେ।
Lal miti ratalu
Dada 2023 re ken kapa cotton karle thik heba aau profit heba j tk kahan dada 🤗❤️😊👍
ନମସ୍କାର ଆଜ୍ଞା
ଏହି ମଧ୍ୟରେ ଯେ କୌଣସି ଗୋଟିଏ ଲଗାନ୍ତୁ
Kena miliparba angya
ଵଡ ବିହନ ଦୋକାନ ରେ ଯୋଗାଯୋଗ କରନ୍ତୁ
RASI..668..bi bhal bheraity aye...bahut bhal hesi kapa..acar prati
15 quntel
ଧନ୍ୟବାଦ ଆଜ୍ଞା
15 quintal bhal ujan kale ta
Thanks
Ratalu Bali miti re ken kapa bhal heba dada
Sir gacha saman uccha rakhinara
ଧନ୍ୟବାଦ ଆଜ୍ଞା ନମସ୍କାର
New Shalimar kapa manji kenta baharuchhe sar
ନମସ୍କାର ଆଜ୍ଞା
ଏକ ନମ୍ବର କିସମ, ଭରସାଯୋଗ୍ୟ ଦୋକାନ ଠାରୁ ଆଣିବା ଭଲ
Kapa re 20.20.0.13gromor dele knta he ba
ଦେଇ ପାରିବେ
Cotton plant ra starting ru and tak full details video te chhada
ପ୍ରୟାସ ଜାରି ରଖିଛୁ, ଆଗକୁ ଦେଖି ପାରିବେ
ଜଲଦି ଟିକେ ଛାଡ
Ratalu Bali miti me ken kapa bhal heba dada
Juhar agyan kapa Manji babadre Janlu sar aru USA babadre video te dekhabe
ଧନ୍ୟବାଦ ଆଜ୍ଞା ନମସ୍କାର, ଆପଣଙ୍କ ମତାମତ ହିଁ ଆମ ପାଇଁ ପ୍ରେରଣା
ଆଜ୍ଞା ଟିକେ ପଥରିଆ ମାଟିରେ କେନ୍ କିସମ୍ ର କପା ମଞ୍ଜି ଲାଗଲେ ଠିକ୍ ହିସାବରେ ଅମଳ ହେବା ଟିକେ କହିଦିଅନ୍ ଆଜ୍ଞା 🙏🙏
Rch 134 bt
Talent variety Ken district re milba
ଅନ୍ ଲାଇନ୍ ରେ ଯୋଗାଯୋଗ କରନ୍ତୁ
Ken site re
Nai milbar kene b
Mani mekar kapa lagale kemiti heba
ଯଦି ଜମି ସୁବିଧା ରହିଛି, କରି ପାରିବେ
2024 re nua nua Verity kapa seed asichhe k agyan
ଶିଘ୍ର ଭିଡିଓ ଆସୁଛି
Sir ama Ambabhona re ka pa heba ki
ହୋଇ ପାରିବ
Kain dukaan milba pata tk daun sir
ଆପଣଙ୍କ ପାଖରେ ଥିବା ବଡ଼ ବିହନ ଦୋକାନ ରେ ଯୋଗାଯୋଗ କରି,ମଗାଇ ପାରିବେ
ସାର କପା ଗଛ କେମିତି ଗ୍ରଥ୍ କରିବି
Kapas Verity seeds online mili pariba ke nai telent kapas
धान कार्ड फरम भरबार बिडिओ गुटे बनाबे सार धन्यवाद
ନମସ୍କାର ଆଜ୍ଞା
ଧାନ କାର୍ଡ ଫର୍ମ ପୂରଣ ଲାଗି ଭିଡିଓ ଚେନଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
668 kemiti achi
ଠିକ୍ ଅଛି
Mui tamr video dekhi kari chas karbar start kali
ଧନ୍ୟବାଦ ଆଜ୍ଞା ନମସ୍କାର, ଆଗକୁ ଆମ ସହିତ ଯୋଗାଯୋଗ କରିବେ ବୋଲି ଆଶା। ଧନ୍ୟବାଦ
Balia mati re ken kapa bhal heba agya
ଭିଡିଓ ରେ କୁହା ଯାଇଛି, ଦୟାକରି ଦେଖିବାକୁ ଅନୁରୋଧ
Meghana-45
Rasi 776 k 9 milba
Bighaat.com ରେ ଖୋଜନ୍ତୁ
Bighaat re nai 9 plz manji tike jogei daun
ଦାଦା ମଞ୍ଜି କେନ୍ତି ମିଲିବା କହୁନ୍ ଭି ବନାବ
ଅନ୍ ଲାଇନ୍ ରେ ମଗାଇ ପାରିବେ
Raghav 9 kenta a6 sir
ଠିକ୍ ଅଛି, ଠିକ୍ ପ୍ରଣାଳୀ ରେ ଚାଷ କରି ପାରିବେ
us 4708କପା ଭଳ କି
ବହୁତ ଭଲ
Tulasi 7 hebakini.
ଯଦି ଆପଣଙ୍କ ଅଞ୍ଚଳରେ ଆଗରୁ ହୋଇଛି, ତେବେ କରନ୍ତୁ
Non veg is not food item
Complin this for govt.
Okay sir obliged on you
Talent kapa nijubudi products re naina sir, apan kenu chash kara haethila dekhichan k mui kensi ariare niparli sir
ନମସ୍କାର ଆଜ୍ଞା
ଆପଣଙ୍କ ମତାମତ ଗ୍ରହଣୀୟ,ନେସେନାଲ୍ ଲେଵେଲ୍ ରେ ଯେଉଁ ବିହନ ଚଳୁଛି,ସେଇ ବିହନ ସଵୁ ଆମେ କହିଥାଉ,ହୁଏତ ଆପଣ ପାଇ ନାହାଁନ୍ତି, ତଥାପି kishan.com ଓ bighaat.com ରେ ଦେଖି ପାରିବେ।
Kete.dekhale.ehi
Manji.nai.milbar.sir
ଏହା ରେପୁଟେଡ୍ ବ୍ରାଣ୍ଡ୍ ଆଏ, ଯୋଗାଯୋଗ କରି ପାରିବେ।
ଫୁଲ ଫଳ ଜଡୁଛେ ଔଷଧ କାଣାଅଛେ
ଫେଣ୍ଟା ପ୍ଲସ୍ ହରମୋନ ଦିଅନ୍ତୁ
Niji video talent kapas Ken 9 milwa sir
ବଡ଼ ବିହନ ଦୋକାନ ସହିତ ଯୋଗାଯୋଗ କରନ୍ତୁ।
K9 acha sir
କେନ ମିଳିବା ଫୋନ ନମ୍ବର ଦେବେ
ଅନ୍ ଲାଇନ୍ ରେ, ବିଗ୍ ହାଟ୍ ଡଟ୍ କମ୍
Ka pa chas bisayare kahi thibaru dhanya bad
ଧନ୍ୟବାଦ ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ।
Bekar katha
ନମସ୍କାର ଆଜ୍ଞା
ପରିକ୍ଷା କରନ୍ତୁ
Good
ଧନ୍ୟବାଦ
Rasi magic 386 kenta houchhe kohebo sir
ବହୁତ ସୁନ୍ଦର ଆୟ,କରିପାରିବେ