Sir namaskar Kaju chasa re sir kemiti au kete matra re bybahara kara jiba kou time re dia jiba au any sara kn bybahara kale kaju chasa re adika fala asi pariba please sir kuhantu
Sir Namaskar Aapankar. Amruta pani And Other Tips Sabu deke mu. Aapanakar Sabu Vedeo. Dekhe. Anurodha. Aapanakar Mobil No. Re Aapananku. Jogago kariparanti
ସାର୍ ଜିରା ଚାଷ ଉପରେ ଗୋଟେ ଭିଡ଼ିଓ କରନ୍ତୁ
Good
जय श्री राधे राधे जय जगन्नाथ
ଜୟ ଜଗନ୍ନାଥ
ଅମୃତ ପାଣି ଭାରି ଭଲ
Thank you
Suppar sar
Thank you sir
sir mhokachaso 2024 hamo beko hisabore pulo hasilani he kemiti kole kn hebo 🙏 please
Very good 👍
Bahut dhanya bad sir
Thank you
Very lovely trick to make the soil fertile without using fertilizer. Thank you Sir.
So nice of you
Bahut badhia upadesha
Thank you
Tq
Nice
Thanks
Excellent technique
Thank you
👍
Sir... ବିଲରେ ପାଣି ଶୁଖିଲେ ମାଟି ତଳୁ ପୋକ ଯୋଉ ଚେରୋ କୁ ଖାଇଥାଏ ତାକୁ କେମିତି ଦମନ କରିବା ...
Amrut Pani prayog pare rasayanika Sara byabahara Kara jibaki &dhana chasara kete Dina purbaru a. P. Prayoga kariba
ଧାନ ରୋଇବା 1ଦିନ ପୂର୍ବରୁ ଅମୃତ ପାଣି କୁ ବ୍ୟବହାର କରନ୍ତୁ।10ଦିନ ଅନ୍ତରରେ 3-4 ଥର ବ୍ୟବହାର କରନ୍ତୁ।ରାସାୟନିକ ସାର ବ୍ୟବହାର କରି ପାରିବେ।
Pls describe how to use in soil and in which time. Dry or wet soil .can we use AMRUTA PANI with chemical fertilizers
ଅମୃତ ପାଣି କୁ ମାଟି ଓଦା ଥିବା ସମୟରେ ପ୍ରାୟୋଗ କରନ୍ତୁ।ଏକର ପ୍ରତି 200lit ପାଣିରେ ମିଶାଇ ପାଣି chanel ରେ ଢାଲନ୍ତୁ ବା ଜମିରେ ଛିଞ୍ଚି ଦିଅନ୍ତୁ।ଏହାକୁ ରାସାୟନିକ ସାର ସହିତ ମିଶାଇ ପ୍ରାୟୋଗ କରନ୍ତୁ ନାହିଁ।ଅଲଗା ପ୍ରାୟୋଗ କରନ୍ତୁ।ଅମୃତ ପାଣିରେ ଉପକାରୀ ଜୀବାଣୁ ଥିବାରୁ ଏହାକୁ କେବଳ ଅପରାହ୍ନରେ ପ୍ରାୟୋଗ କରନ୍ତୁ ବା ସ୍ପ୍ରେ କରନ୍ତୁ। 7ଦିନ ଅନ୍ତରରେ ଆଉ 2-3 ଥର ପ୍ରାୟୋଗ କରନ୍ତୁ।
@@krushisampadagood
Sar mora bilare mati kama heichhi kankale dhana bhalaheba
Sufficient ଗୋବର ଖତ ପ୍ରାୟୋଗ କରନ୍ତୁ।ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ।ଅନୁମୋଦିତ ପରିମାଣରେ ସାର ପ୍ରାୟୋଗ କରନ୍ତୁ।ଭଲ ଧାନ ହେବ।
Sir namaskar
Kaju chasa re sir kemiti au kete matra re bybahara kara jiba kou time re dia jiba au any sara kn bybahara kale kaju chasa re adika fala asi pariba please sir kuhantu
S
Gua gacha re dele bhala hbaki sir
Pani channel re chadile bhala hbaki
ନିଶ୍ଚିନ୍ତ ସବୁ ଫସଲରେ ପ୍ରାୟୋଗ କରି ପାରିବେ।
Sir Namaskar Aapankar. Amruta pani And Other Tips Sabu deke mu. Aapanakar Sabu Vedeo. Dekhe. Anurodha. Aapanakar Mobil No. Re Aapananku. Jogago kariparanti
7008498896
Dipeeka paddy
Detail
ସାର୍ ଲଂକାଗଛରେ ଲଙ୍କା ଫଳୁନି।ଏଥିପାଇଁ କଣ କରିବାକୁ ପଡିବ।
NPK 0:52:34 lit ପ୍ରତି 5gm ସହିତ Boron %lit ପ୍ରତି 1gm ମିଶାଇ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉ ଥରେ ସ୍ପ୍ରେ କରନ୍ତୁ।
ଅମୃତ ଖତ ପ୍ରୟୋଗ ପରେ କାଣ୍ଡବିନ୍ଧା ପୋକ ପାଇଁ ରାସାୟନିକ ଔଷଧ ପକେଇ ପାରିବକି?
ଏହାକୁ ପ୍ରାୟୋଗ ପରେ ଫସଲରେ ରୋଗ ପୋକ ର ପରିମାଣ କମ ହୋଇଥାଏ।ରାସାୟନିକ ଔଷଧ ସ୍ପ୍ରେ କରି ପାରିବେ।
Bbyeg
Goodsugetions
କେତେ ବେଳେ ପ୍ରୟୋଗ କରିବା ଉଚିତ
ଚାଷ ପୂର୍ବରୁ ବା ପରେ ମାଟି ଓଦା ଥିବା ସମୟ ରେ
ଅମୃତ ପାଣି ପ୍ରୟୋଗ କଲା ପରେ DAP, PATAS, URIA ସାର ଜମିରେ ପ୍ରୟୋଗ କରାଯିବ କି ନାହିଁ ଜାଣଇ ଦେଲେ ଭଲ ହବ, ଯଦି ପ୍ରୟୋଗ କରାଯିବ ଏକର ପିଛା କେତେ କିଲୋ ଲାଗିବ?
ଅମୃତ ପାଣି ଏକ ଜୈବିକ ସାର ଏହା ମାଟିରେ ଥିବା ଉପକାରୀ ଜୀବାଣୁ ଙ୍କ ସଂଖ୍ୟା ବଢ଼ାଇଥାଏ ଫଳରେ ଯେଉଁ ସାର ପ୍ରାୟୋଗ କରିବେ ତାହା ଗଛ କୁ ଯୋଗାଇଥାଏ।ଅନୁମୋଦିତ ପରିମାଣ ସାର ଠାରୁ କମ ସାର ପ୍ରାୟୋଗ କରନ୍ତୁ
କାଦୁଅ ରେ ପ୍ରୟୋଗ କରିବୁ କି
କାଦୁଅରେ ପିଲ ଅବସ୍ଥା ଓ ଧାନ କ୍ଷୀର ଢ଼ୋକିବା ଅବସ୍ଥରେ ପ୍ରୟୋଗ କରନ୍ତୁ।
Baigana gachha re spray kole kichi problem haba ki
ବାଇଗଣ ଫସଲରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। ଏହାକୁ ଛାଣି 15lit drum ପ୍ରତି 150ml ମିଶାଇ ସ୍ପ୍ରେ କରନ୍ତୁ।
@@krushisampada thank you sir
Sir ବଳଦ ଗୋବର ହବନି
ହଁ ବ୍ୟବହାର କରି ପାରିବେ
@@krushisampada thank you sir
କେତେ ଦିନ ପରେ ରୁଆ ହେବ କହିବେ
ଧାନ ତଳି 18-20 ଦିନ ରେ ରୁଆ ହୋଇଥାଏ।
You have given a wrong statement, that's 10 Times powerful.
ସାର ଖରାଦିନେ ନା ବର୍ଷା ଦିନେ
ସବୁ ଚାଷରେ ବ୍ୟବହାର କରନ୍ତୁ
ଧାନ ରେ କେବେ ପ୍ରୟୋଗ କରିବା
ଚାଷ ପୂର୍ବରୁ ମାଟି ଓଦା ଥିବା ସମୟରେ ପ୍ରାୟୋଗ କରନ୍ତୁ କିମ୍ବା ଫସଲ ଥିବା ସମୟରେ ପାଣି chanel ରେ ପ୍ରାୟୋଗ କରନ୍ତୁ।
ଅମୃତ ପାଣି ବ୍ୟବହାର କଲେ ରସାୟନ ସାର ବ୍ୟବହାର କରାଯିବ କି ନାହିଁ ଟିକେ କହିଲେ ଭଲ ହେବ
ନା ଆଉ କେଉଁ ସାର ବ୍ୟବହାର କରିବ ନାହିଁ କେବଳ ଜୈବିକ ସାର ଜିବାଆମୃତ
Thanks sir
Welcome