Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Jay sri jagannath🌹🙏🙏🙏🙏🙏🙏🙏....
Quite interesting. Most fortunate to have the blessings of Mahaprabhu. Waiting for the next episode.
Bahut bhala lagila sabu dina apanka vedio asu pranam guruji 🙏🙏🙏🙏
Jay Shree Jagannath
Jay Guru Jay Jagannath
You continue sir
Jayjaganntha
Sàr bahut vala laguchi s7
ନିଶ୍ଚିତ ଭଲ ଲାଗୁଛି।ପରବର୍ତ୍ତୀ episode ଶୀଘ୍ର ଶୁଣେ ଇବେ।ବାବା ପ୍ରଣାମ।ଜୟ ଜଗନ୍ନାଥ।
Puni kan hela
ପ୍ରଭୁ ଲୀଳା ମୟଙ୍କ ସବୁ ଲୀଳା , ଜୟ ଜଗନ୍ନାଥ ।
ଜୟ ଜଗନ୍ନାଥ ସ୍ଵାମୀ। ଆଜ୍ଞା, କହି ଚାଲନ୍ତୁ। ମୁଁ ସଂପୂର୍ଣ୍ଣ ବିଶ୍ୱାସ କରୁଛି ଏଵଂ ଶୁଣି ବାକୁ ଚାହୁଁଛି।
ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମା ଅବର୍ଣ୍ଣନୀୟ..ପରବର୍ତ୍ତି ଅଧ୍ୟାୟ କହିବାକୁ ଅନୁରୋଧ ।
Jaya Shree Jagannatha 🙏
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻
ସେ driver ନିଜେ ମହାପ୍ରଭୁ, ଏ କଥା ରେ କିଛି ବି ସନ୍ଦେହ ନାହିଁ। ମୋ ଦୃଷ୍ଟି ରେ ଜଗନ୍ନାଥ ଙ୍କ ମହିମା ତ ଗୋଟେ କଥା। ସବୁଠୁ ବଡ଼ କଥା ହେଲା କି ଆପଣ ସତ୍ୟ ରେ ଥିଲେ। ମିଛ ମହାତ୍ମା ବହି ହେଉଛି ସମ୍ପୂର୍ଣ୍ଣ ସତ୍ୟ ଉପରେ ଆଧାରିତ। ଆପଣ ଙ୍କ କଥାରୁ ଏହା ସ୍ପଷ୍ଟ ପ୍ରମାଣିତ କି ସତ୍ୟ କୁ ସତ୍ୟନାରାୟଣ ସବୁବେଳେ ରକ୍ଷା କରିବେ। ଜୟ ଜଗନ୍ନାଥ.. ଜୟ ମହାବାହୁ... ସେ ହିଁ ପରମ ସତ୍ୟ...
ଜୟ ଜଗନ୍ନାଥ , ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।
ଜୟ ମା ଭଗବତୀ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା ଜୟ ଶ୍ରୀରାମ ଜୟ ହନୁମାନ ॐ ନମଃ ଶିବାୟ ଜୟ ଗୁରୁ ଗୋବିନ୍ଦାୟ ନମଃ
ଅକଳ୍ପନୀୟ 🙏
ଆପଣଙ୍କ ବନ୍ଧୁଙ୍କର ଗୁରୁ ଙ୍କ ବିଷୟରେ ଆମକୁ କହିବେ.ବହୁତ ଭଲ ଲାଗିଲା. କାଳିଆ ର କୃପା ଏପରି ବର୍ଷୀ ପାରେ ବୋଲି ଆମେ ଅନୁଭବ କଲୁ. ଆଗକୁ ସବୁ କଥା ଜଣେଇବେ 🙏🏿
Very interesting & I believe what you have expressed.
ବହୁତ ସୁନ୍ଦର ଲାଗିଲା । ଧନ୍ୟବାଦ । ଜୟ ଜଗନ୍ନାଥ ।
Sir, u r great by the mercy of Lord Jagannath. Expression is very interesting.
Absolutely right
ଆପଣଙ୍କର କେଉଁ ଜନ୍ମର ସୁକୃତି I ମହାପ୍ରଭୁ ଙ୍କ କୃପା ଯାହା ପାଖରେ ଅଛି, ତାକୁ କିଏ କଣ ଵା କରିପାରିବେ I ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର I ଅଧ୍ୟାପକ ବିଶ୍ୱରଂଜନ sir ମୋ ଗୁରୁଜୀ, ଆପଣଙ୍କୁ ମଧ୍ୟ ମୋ ଗୁରୁ ଭାବରେ ଗ୍ରହଣ କରିଛି I ଦେଖନ୍ତୁ ଗୋବିନ୍ଦର ଗତି I ଜୟ ଜଗନ୍ନାଥ 🙏🙏🙏
Right
ସମୟ ହେଉଛନ୍ତି ସ୍ବୟଂ ଜଗନ୍ନାଥ। ସେ ତାଙ୍କ ଭକ୍ତଙ୍କୁ ସିନା ସାମୟିକ କଷ୍ଟ ଦିଅନ୍ତି କିନ୍ତୁ ପରେ ତାର ନିରାକରଣ ମଧ୍ଯ କରିଥାନ୍ତି। ସେ ମାୟା ସମସ୍ତେ ଜାଣିପାରନ୍ତି ନାହିଁ।କେବଳ ଅନୁଭବୀ ହିଁ ଜାଣି ପାରନ୍ତି।
Jai Jagannath 🙏
Really amazing and astonished event of the Lord.next episode please
Apana nka Vali Jane,nirvika byaktitwa nku pai ama utkal mati dhanya,🙏🙏,jay jagannath ,ketebada bipada ru sir nku tu uddhar kalu re Kalia 😭😭😭😭😭😭🙏🙏🙏
Jai jagannath
ହେ ମହାପ୍ରଭୁ ତୁମ କାଣିଚାଏ କୃପା ମୋତେ ଦିଅ ଭଗବାନ 🙏🙏🙏🙏🙏😭
Jay shree jagannath
feels great to read the comments... bahut bhala laaguchi. unique
Jay jaganath Swami tuma Charan tale koti koti pranam mahaprabhu
JAI JAGANATH.
Jay jaganath 🙏👍❤❤❤ bravo 🎉🎉🎉🎉 i want more jaganath miracle ❤❤❤❤❤❤❤❤❤❤❤❤❤❤❤
Jai Jagannath ❤️ ❤️ 🙏🙏🪷
Eagerly waiting for next episode
ସାର୍ ନମସ୍କାର।ବହୁତ୍ ଅମୁଲ୍ୟ ଓ ବହୁତ୍ ସୁନ୍ଦର୍ ଆପଣଙ୍କ ଅନୁଭୂତି ଯାହା ଆମକୁ ଭଗବାନ୍ ଙ୍କ ଆଡ଼କୁ ଯିବାକୁ ପ୍ରେରଣା ଦିଏ ।ଏହାର ପରବର୍ତ୍ତୀ ଅଧ୍ୟାୟ କୁ ଅପେକ୍ଷା କଲି ନମସ୍କାର
Jay jagannath swami 🎉 sir apana Mahan 🎉❤🎉
ବହୁତ୍ ଭଲ ଲାଗୁଛି
ପ୍ରକୃତରେ ଏହା ଜଗନ୍ନାଥଙ୍କ କ୍ରୁପା। ସେ ହିଁ ଗାଡି ପଠେଇ ଆପଣଙ୍କୁ ସେଦିନ ରକ୍ଷା କରିଥିଲେ। ଆପଣ ଆଗାମୀ ଏପି ସୋଡ୍ ନିଶ୍ଚିତ ଭାବେର କହିବେ। ଅପେକ୍ଷା ରେ ରହିଲି। ଜୟ ଜଗନ୍ନାଥ🙏🙏🌹🌹
ବହୁତ ବହୁତ ଭଲ ଲାଗିଲା
🙏mahabahu rakhyaman
ଖୁବ୍ ସୁନ୍ଦର ଜୀବନ୍ତ ଅନୁଭବ ର ପରିପ୍ରକାଶ ଘଟିଛି ଏ ଭିଡିଓ ଟିରେପରବର୍ତ୍ତୀ ଅଧ୍ୟାୟ ର ଭିଡିଓ ର ଅପେକ୍ଷା ରେ ରହିଲୁ ସାର୍। 🙏🙏 ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆପଣଙ୍କ ର ଭକ୍ତି, ପ୍ରୀତି ,ଅଟଳବିଶ୍ଵାସ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ। 💐💐💐💐🙏🙏🙏🙏
ଆପଣ ଧନ୍ୟ ।କାର୍ ଡ୍ରାଇଭର ଆଉ କେହି ନୁହଁନ୍ତି ସେ ମହାପ୍ରଭୁ ଶରଣ ରକ୍ଷକ ଜଗନ୍ନାଥ
A GREAT EXPERIENCE FILLED WITH MIRACLES - PRABHU KRIPA...
Jay jagannath.
Very very heart touching. Waiting for next episode.
ଜୟ ଶ୍ରୀ ଜଗନ୍ନାଥ 🙏🙏
Jai jagannatha swami ❤
ଆପଣ ସତରେ ଧନ୍ୟ 🙏... କରି କରାଉ ଥାଏ ମୁଁହି, ମୋ ବିନୁ ଅନ୍ୟ ଗତି ନାହିଁ 🙏 ତାଙ୍କ ଛଡା ଆଉ କାହାକୁ ଆଶ୍ରା? ଜୟ ଜଗନ୍ନାଥ 🙏
Jai Jagannath prabhu 🙏
ଭଗବନଙ୍କ ବି ଡ୍ରାଇଭର ହୋଇପାରନ୍ତି ଆପଣ ଭଳିଆ ଭକ୍ତଙ୍କ ପାଇଁ ଜୟ ଜଗନ୍ନାଥ ଆଗାମୀ ଅଧ୍ୟାୟ ପାଇଁ
ଜୟ ଜଗନ୍ନାଥ 🙏🏼ବଢିଆ ଲାଗିଲା ପ୍ରଭୁ ବଢିଆ ଲାଗିଲା 🙏🏼
Jay jagannath ❤
Joy Sri Jagannath.
Eagerly Waiting for next episode ❤sir
Jai jagannath 🙏🙏🙏🙏
Sir , ଜଗନ୍ନାଥଙ୍କ ମହିମା ଅସୀମ ଏବଂ ଆପଣ ଜଗନ୍ନାଥଙ୍କର କୃପାଧନ୍ଯ। ଆପଣଙ୍କ ବନ୍ଧୁ ଉତ୍ତମ ବାବୁ ବି ଜଣେ ଅତି ଭଲ ମଣିଷ ଜଣା ପଡ଼ୁଛି । ସାର୍ , ମୁଁ କଲିକତାର ବଙ୍ଗୀୟ ମହିଳା । କିନ୍ତୁ ପୂର୍ବରୁ ଚକ୍ରତୀର୍ଥରେ ଆମ ଘର ଥିଲା ।
ରଖେ ହରି ତ ମାରେ କିଏ ଜୀବନ୍ତ ଠାକୁର ସିଏ.....
କାଳିଆ ର କୃପା.....ଆପଣ ଭାଗ୍ୟବାନ....ଏମିତି କଥା ଶୁଣି ବହୁତ ଖୁସି ଲାଗୁଛି......ଧନ୍ୟ ତାର ଲୀଳା 😇😇
ଜୟ ଜଗନ୍ନାଥ 🙏
ସାର୍ ଏ ଜୀବନ୍ତ ଘଟଣା କୌଣସି ଚଳଚ୍ଚିତ୍ର କାହାଣୀ ଠୁ କିଛି କମ୍ ନୁହେଁ.. ଆଉ ଆପଣ ଙ୍କ ଖୁସି ର ଲୁହ ମୂଲ୍ୟ ବହୁତ୍ ମୂଲ୍ୟବାନ.
ହଁ ସାର୍ , କୁହନ୍ତୁ , ଆମେ ଶୁଣିବୁ ।
ବହୁତ୍ ଭଲ ଲାଗିଲା 😊😊
SIR,PRANAM.SURELY GRACE OF JAGANNATH.
ସବୁ ତାଙ୍କରି ଇଛା ଆମେ ନିମିତ୍ତ ମାତ୍ର ଜୟ ଜଗନ୍ନଥ 🙏🙏
Jay Jagannath 🙏
ପ୍ରିୟ ବିଭୁ ବାବୁ, 🙏. ଆପଣଙ୍କ ଜଗନ୍ନାଥ ଙ୍କ ବିଷୟରେ ଅଲୌକିକ ଅନୁଭୂତି ସବୁବେଳେ ଶୁଣୁଛି, ବହୁତ ଭଲ ଲାଗୁଚି, ଆପଣଙ୍କୁ ସେହି କାଳିଆ ଠାକୁରେ ଦୀର୍ଘାୟୁ କରନ୍ତୁ.
Excellent practical experience Sir. U r great!! Bahuta bhala lagila. Jay Jagannatha 🙏🙏
ଭଲ ଲାଗିଲା ଆପଣ ଏହିପରି କହୁଥାନ୍ତି। ଜୟ ଜଗନ୍ନାଥ
🌹🌹🌹ଓଁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏
Ahhaa . Dhanya Mahaprabhu . Jai Jai shree Jagannath .,,❤👏👏
Sir koti pranam. Fhanyabad
So excited story,I am waiting for next, jaijaganatha jaijaganatha jaimahaprabhu
Sir, ପ୍ରଥମେ ଆପଣଙ୍କୁ ମୋର ସାଦର ପ୍ରଣାମ, 🙏🏻 ଆପଣଙ୍କ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତ୍ୟନ୍ତ ଦୃଢ଼ ବିଶ୍ୱାସ ରହିଛି। ସେଥିପାଇଁ ସେ ଆପଣଙ୍କ ପାଖେ ପାଖେ ଅଛନ୍ତି। ଏ ସବୁ miracle କେବଳ ଯେଉଁ ବ୍ୟକ୍ତିଙ୍କ ସହିତ ଘଟିଛି ସେ ହିଁ ଜାଣିପାରିବ । ଆପଣ କେବଳ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ମହିମା ଆମମାନଙ୍କୁ ସୁଣାଉ ଥିବାରୁ ଆପଣକୁ ଅଶେଷ ଅଶେଷ ଧନ୍ୟବାଦ। ଯୁଗେ ଯୁଗେ ଆସ୍ତିକ ଏବଂ ନାସ୍ତିକ ଅଛନ୍ତି।
Very heart touching.Waiting for next episode.Jay Jay Jagannath
ଜୟ ଜଗନ୍ନାଥ ଆଜ୍ଞା
ଅଶେଷ କରୁଣା ମହାପ୍ରଭୁଙ୍କର। କଥା ଜାରି ରହୁ।
Sure lord Jagannath
ହଁ କୁହନ୍ତୁ. ଆଉ ଯେତେ ସମୟ ଲାଗୁ ଏକା ଥରକେ ସାରିଦିଅନ୍ତୁ.
You are great uncle. I bow my head before you for your affection to my beloved father Lord jagnnath which can't be expressed in word. Trahi adimata saranm🙏Trahi sreeanadi saranm🙏
ଜୟ ଜଗନ୍ନାଥ ପ୍ରଭୁଙ୍କର ଲୀଳା ଅବର୍ଣ୍ଣନୀୟ ଅଚିନ୍ତନୀୟ ଶୁକମୁନି ପରି କହିଚଳନ୍ତୁ ଭଗବତ୍ kathasadrusha ଆମେ ଶୁଣିବାକୁ ବ୍ୟଗ୍ର
ହୃଦୟସ୍ପର୍ଶୀ, ଧନ୍ୟ କାଳିଆ ର ମହିମା, ଜୟ ଜଗନ୍ନାଥ। କୋଟି କୋଟି ପ୍ରଣାମ ଆପଣଙ୍କ କାଳୁ କୁ।
Prabhu tumanku koti koti pranam ❤❤❤
ଜୟ ଜଗନ୍ନାଥ। କରି କରାଉଥାଏ ଥାଏ ସେହି ତା ବିନୁ ଅନ୍ଯ ଗତି ନାହିଁ।
ନିଶ୍ଚୟ ଜଣାଇବେ 🙏ଜୟ ଶ୍ରୀ ଜଗନ୍ନାଥ 🙏🙏
ଆପଣଙ୍କ ଅନୁଭୂତି ଶୁଣି ବହୁତ ଭଲ ଲାଗିଲା। ଆପଣ ଏମିତି ଜଗନ୍ନାଥଙ୍କ ଅନୁଭୂତି kahuthantu. ଜୟ ଜଗନ୍ନାଥ 🙏
🙏ଜୟ ଜଗନ୍ନାଥ 🙏କୋଟି କୋଟି ପ୍ରଣାମ 🙏
Jai Jagannath.
Sir Jay jagannath ❤
ଆପଣଙ୍କୁ ଅଶେଷ ଅଶେଷ ପ୍ରଣିପାତ, ଆପଣ ଆମ କାଳିଆ ର ବନ୍ଧୁ। ସେତେବେଳ ର ସୁଦାମା ଆଉ ଆଜି ର ବନ୍ଧୁ ଆପଣ। ମୋର ପ୍ରଣାମ ଗ୍ରହଣ କରିବେ । 🙏❤️💐🎉🙏😊
Bahut bahut sundar lagila Jay jagannath 🙏
ବାଃ କି ଚମତ୍କାର ଘଟଣା ,ଧନ୍ୟବାଦ, ଆର ଅଧ୍ୟାୟକୁ ଅପେକ୍ଷା କଲି।
It is very nice experience which indicates how great is Prabhu Jagannath.
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଗୁରୁଜୀ ପ୍ରଣାମ ଆଗକୁ କୁହନ୍ତୁ ,🙏🙏🙏🌹🌹
ଆପଣଙ୍କ କଥନ ଶୈଳୀ ଅତ୍ୟନ୍ତ ଚମତ୍କାର ଓ ପ୍ରାଣସ୍ପର୍ଶୀ,ମଣିମା ଚାହିଁଲେ ନିମିଷକେ ସବୁ ଅସମ୍ଭବ ବି ସମ୍ଭବ ହେଇଯାଏ।ମହାପ୍ରଭୁଙ୍କର ଏ କୃପାର ଗାଥା ଜାରି ରଖନ୍ତୁ ସାର... ଜୟ ଜଗନ୍ନାଥ 🙏❤️
Jaga hatare pagha 🎉🎉
ଆପଣଙ୍କ ଭିଡିଓ 100 ରୁ100 ସତ୍ୟ ଅପେକ୍ଷାରେ
ଗୁରୁଜୀ ପ୍ରଣାମ ଏହାର ପରବର୍ତ୍ତୀ ଭାଗ ଶୀଘ୍ର ପ୍ରକାଶ କରିବାକୁ ଅନୁରୋଧ ଅପେକ୍ଷାରେ ରହିଲି , ପ୍ରଣାମ❤🎉❤
Verynice,,🙏🙏🙏🙏 🙏🙏🙏
Jay sri jagannath🌹🙏🙏🙏🙏🙏🙏🙏....
Quite interesting. Most fortunate to have the blessings of Mahaprabhu. Waiting for the next episode.
Bahut bhala lagila sabu dina apanka vedio asu pranam guruji 🙏🙏🙏🙏
Jay Shree Jagannath
Jay Guru Jay Jagannath
You continue sir
Jayjaganntha
Sàr bahut vala laguchi s7
ନିଶ୍ଚିତ ଭଲ ଲାଗୁଛି।ପରବର୍ତ୍ତୀ episode ଶୀଘ୍ର ଶୁଣେ ଇବେ।ବାବା ପ୍ରଣାମ।ଜୟ ଜଗନ୍ନାଥ।
Puni kan hela
ପ୍ରଭୁ ଲୀଳା ମୟଙ୍କ ସବୁ ଲୀଳା , ଜୟ ଜଗନ୍ନାଥ ।
ଜୟ ଜଗନ୍ନାଥ ସ୍ଵାମୀ।
ଆଜ୍ଞା, କହି ଚାଲନ୍ତୁ। ମୁଁ ସଂପୂର୍ଣ୍ଣ ବିଶ୍ୱାସ କରୁଛି ଏଵଂ ଶୁଣି ବାକୁ ଚାହୁଁଛି।
ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମା ଅବର୍ଣ୍ଣନୀୟ..ପରବର୍ତ୍ତି ଅଧ୍ୟାୟ କହିବାକୁ ଅନୁରୋଧ ।
Jaya Shree Jagannatha 🙏
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻
ସେ driver ନିଜେ ମହାପ୍ରଭୁ, ଏ କଥା ରେ କିଛି ବି ସନ୍ଦେହ ନାହିଁ। ମୋ ଦୃଷ୍ଟି ରେ ଜଗନ୍ନାଥ ଙ୍କ ମହିମା ତ ଗୋଟେ କଥା। ସବୁଠୁ ବଡ଼ କଥା ହେଲା କି ଆପଣ ସତ୍ୟ ରେ ଥିଲେ। ମିଛ ମହାତ୍ମା ବହି ହେଉଛି ସମ୍ପୂର୍ଣ୍ଣ ସତ୍ୟ ଉପରେ ଆଧାରିତ। ଆପଣ ଙ୍କ କଥାରୁ ଏହା ସ୍ପଷ୍ଟ ପ୍ରମାଣିତ କି ସତ୍ୟ କୁ ସତ୍ୟନାରାୟଣ ସବୁବେଳେ ରକ୍ଷା କରିବେ।
ଜୟ ଜଗନ୍ନାଥ.. ଜୟ ମହାବାହୁ... ସେ ହିଁ ପରମ ସତ୍ୟ...
ଜୟ ଜଗନ୍ନାଥ , ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।
ଜୟ ମା ଭଗବତୀ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା ଜୟ ଶ୍ରୀରାମ ଜୟ ହନୁମାନ ॐ ନମଃ ଶିବାୟ ଜୟ ଗୁରୁ ଗୋବିନ୍ଦାୟ ନମଃ
ଅକଳ୍ପନୀୟ 🙏
ଆପଣଙ୍କ ବନ୍ଧୁଙ୍କର ଗୁରୁ ଙ୍କ ବିଷୟରେ ଆମକୁ କହିବେ.ବହୁତ ଭଲ ଲାଗିଲା. କାଳିଆ ର କୃପା ଏପରି ବର୍ଷୀ ପାରେ ବୋଲି ଆମେ ଅନୁଭବ କଲୁ. ଆଗକୁ ସବୁ କଥା ଜଣେଇବେ 🙏🏿
Very interesting & I believe what you have expressed.
ବହୁତ ସୁନ୍ଦର ଲାଗିଲା । ଧନ୍ୟବାଦ । ଜୟ ଜଗନ୍ନାଥ ।
Sir, u r great by the mercy of Lord Jagannath. Expression is very interesting.
Absolutely right
ଆପଣଙ୍କର କେଉଁ ଜନ୍ମର ସୁକୃତି I ମହାପ୍ରଭୁ ଙ୍କ କୃପା ଯାହା ପାଖରେ ଅଛି, ତାକୁ କିଏ କଣ ଵା କରିପାରିବେ I ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର I ଅଧ୍ୟାପକ ବିଶ୍ୱରଂଜନ sir ମୋ ଗୁରୁଜୀ, ଆପଣଙ୍କୁ ମଧ୍ୟ ମୋ ଗୁରୁ ଭାବରେ ଗ୍ରହଣ କରିଛି I ଦେଖନ୍ତୁ ଗୋବିନ୍ଦର ଗତି I ଜୟ ଜଗନ୍ନାଥ 🙏🙏🙏
Right
ସମୟ ହେଉଛନ୍ତି ସ୍ବୟଂ ଜଗନ୍ନାଥ। ସେ ତାଙ୍କ ଭକ୍ତଙ୍କୁ ସିନା ସାମୟିକ କଷ୍ଟ ଦିଅନ୍ତି କିନ୍ତୁ ପରେ ତାର ନିରାକରଣ ମଧ୍ଯ କରିଥାନ୍ତି। ସେ ମାୟା ସମସ୍ତେ ଜାଣିପାରନ୍ତି ନାହିଁ।କେବଳ ଅନୁଭବୀ ହିଁ ଜାଣି ପାରନ୍ତି।
Jai Jagannath 🙏
Really amazing and astonished event of the Lord.next episode please
Apana nka Vali Jane,nirvika byaktitwa nku pai ama utkal mati dhanya,🙏🙏,jay jagannath ,ketebada bipada ru sir nku tu uddhar kalu re Kalia 😭😭😭😭😭😭🙏🙏🙏
Jai jagannath
ହେ ମହାପ୍ରଭୁ ତୁମ କାଣିଚାଏ କୃପା ମୋତେ ଦିଅ ଭଗବାନ 🙏🙏🙏🙏🙏😭
Jay shree jagannath
feels great to read the comments... bahut bhala laaguchi.
unique
Jay jaganath Swami tuma Charan tale koti koti pranam mahaprabhu
JAI JAGANATH.
Jay jaganath 🙏👍❤❤❤ bravo 🎉🎉🎉🎉 i want more jaganath miracle ❤❤❤❤❤❤❤❤❤❤❤❤❤❤❤
Jai Jagannath ❤️ ❤️ 🙏🙏🪷
Eagerly waiting for next episode
ସାର୍ ନମସ୍କାର।ବହୁତ୍ ଅମୁଲ୍ୟ ଓ ବହୁତ୍ ସୁନ୍ଦର୍ ଆପଣଙ୍କ ଅନୁଭୂତି ଯାହା ଆମକୁ ଭଗବାନ୍ ଙ୍କ ଆଡ଼କୁ ଯିବାକୁ ପ୍ରେରଣା ଦିଏ ।ଏହାର ପରବର୍ତ୍ତୀ ଅଧ୍ୟାୟ କୁ ଅପେକ୍ଷା କଲି
ନମସ୍କାର
Jay jagannath swami 🎉 sir apana Mahan 🎉❤🎉
ବହୁତ୍ ଭଲ ଲାଗୁଛି
ପ୍ରକୃତରେ ଏହା ଜଗନ୍ନାଥଙ୍କ କ୍ରୁପା। ସେ ହିଁ ଗାଡି ପଠେଇ ଆପଣଙ୍କୁ ସେଦିନ ରକ୍ଷା କରିଥିଲେ। ଆପଣ ଆଗାମୀ ଏପି ସୋଡ୍ ନିଶ୍ଚିତ ଭାବେର କହିବେ। ଅପେକ୍ଷା ରେ ରହିଲି। ଜୟ ଜଗନ୍ନାଥ🙏🙏🌹🌹
ବହୁତ ବହୁତ ଭଲ ଲାଗିଲା
🙏mahabahu rakhyaman
ଖୁବ୍ ସୁନ୍ଦର ଜୀବନ୍ତ ଅନୁଭବ ର ପରିପ୍ରକାଶ ଘଟିଛି ଏ ଭିଡିଓ ଟିରେ
ପରବର୍ତ୍ତୀ ଅଧ୍ୟାୟ ର ଭିଡିଓ ର ଅପେକ୍ଷା ରେ ରହିଲୁ ସାର୍। 🙏🙏 ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆପଣଙ୍କ ର ଭକ୍ତି, ପ୍ରୀତି ,ଅଟଳବିଶ୍ଵାସ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ। 💐💐💐💐🙏🙏🙏🙏
ଆପଣ ଧନ୍ୟ ।
କାର୍ ଡ୍ରାଇଭର ଆଉ କେହି ନୁହଁନ୍ତି
ସେ ମହାପ୍ରଭୁ ଶରଣ ରକ୍ଷକ ଜଗନ୍ନାଥ
A GREAT EXPERIENCE FILLED WITH MIRACLES - PRABHU KRIPA...
Jay jagannath.
Very very heart touching. Waiting for next episode.
ଜୟ ଶ୍ରୀ ଜଗନ୍ନାଥ 🙏🙏
Jai jagannatha swami ❤
ଆପଣ ସତରେ ଧନ୍ୟ 🙏... କରି କରାଉ ଥାଏ ମୁଁହି, ମୋ ବିନୁ ଅନ୍ୟ ଗତି ନାହିଁ 🙏 ତାଙ୍କ ଛଡା ଆଉ କାହାକୁ ଆଶ୍ରା? ଜୟ ଜଗନ୍ନାଥ 🙏
Jai Jagannath prabhu 🙏
ଭଗବନଙ୍କ ବି ଡ୍ରାଇଭର ହୋଇପାରନ୍ତି ଆପଣ ଭଳିଆ ଭକ୍ତଙ୍କ ପାଇଁ ଜୟ ଜଗନ୍ନାଥ ଆଗାମୀ ଅଧ୍ୟାୟ ପାଇଁ
ଜୟ ଜଗନ୍ନାଥ 🙏🏼
ବଢିଆ ଲାଗିଲା ପ୍ରଭୁ
ବଢିଆ ଲାଗିଲା 🙏🏼
Jay jagannath ❤
Joy Sri Jagannath.
Eagerly Waiting for next episode ❤sir
Jai jagannath 🙏🙏🙏🙏
Sir , ଜଗନ୍ନାଥଙ୍କ ମହିମା ଅସୀମ ଏବଂ ଆପଣ ଜଗନ୍ନାଥଙ୍କର କୃପାଧନ୍ଯ। ଆପଣଙ୍କ ବନ୍ଧୁ ଉତ୍ତମ ବାବୁ ବି ଜଣେ ଅତି ଭଲ ମଣିଷ ଜଣା ପଡ଼ୁଛି । ସାର୍ , ମୁଁ କଲିକତାର ବଙ୍ଗୀୟ ମହିଳା । କିନ୍ତୁ ପୂର୍ବରୁ ଚକ୍ରତୀର୍ଥରେ ଆମ ଘର ଥିଲା ।
ରଖେ ହରି ତ ମାରେ କିଏ
ଜୀବନ୍ତ ଠାକୁର ସିଏ.....
କାଳିଆ ର କୃପା.....ଆପଣ ଭାଗ୍ୟବାନ....ଏମିତି କଥା ଶୁଣି ବହୁତ ଖୁସି ଲାଗୁଛି......ଧନ୍ୟ ତାର ଲୀଳା 😇😇
ଜୟ ଜଗନ୍ନାଥ 🙏
ସାର୍ ଏ ଜୀବନ୍ତ ଘଟଣା କୌଣସି ଚଳଚ୍ଚିତ୍ର କାହାଣୀ ଠୁ କିଛି କମ୍ ନୁହେଁ.. ଆଉ ଆପଣ ଙ୍କ ଖୁସି ର ଲୁହ ମୂଲ୍ୟ ବହୁତ୍ ମୂଲ୍ୟବାନ.
ହଁ ସାର୍ , କୁହନ୍ତୁ , ଆମେ ଶୁଣିବୁ ।
ବହୁତ୍ ଭଲ ଲାଗିଲା 😊😊
SIR,PRANAM.SURELY GRACE OF JAGANNATH.
ସବୁ ତାଙ୍କରି ଇଛା ଆମେ ନିମିତ୍ତ ମାତ୍ର ଜୟ ଜଗନ୍ନଥ 🙏🙏
Jay Jagannath 🙏
ପ୍ରିୟ ବିଭୁ ବାବୁ, 🙏. ଆପଣଙ୍କ ଜଗନ୍ନାଥ ଙ୍କ ବିଷୟରେ ଅଲୌକିକ ଅନୁଭୂତି ସବୁବେଳେ ଶୁଣୁଛି, ବହୁତ ଭଲ ଲାଗୁଚି, ଆପଣଙ୍କୁ ସେହି କାଳିଆ ଠାକୁରେ ଦୀର୍ଘାୟୁ କରନ୍ତୁ.
Excellent practical experience Sir. U r great!! Bahuta bhala lagila. Jay Jagannatha 🙏🙏
ଭଲ ଲାଗିଲା ଆପଣ ଏହିପରି କହୁଥାନ୍ତି। ଜୟ ଜଗନ୍ନାଥ
🌹🌹🌹ଓଁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏
Ahhaa . Dhanya Mahaprabhu . Jai Jai shree Jagannath .,,❤👏👏
Sir koti pranam. Fhanyabad
So excited story,I am waiting for next, jaijaganatha jaijaganatha jaimahaprabhu
Sir, ପ୍ରଥମେ ଆପଣଙ୍କୁ ମୋର ସାଦର ପ୍ରଣାମ, 🙏🏻 ଆପଣଙ୍କ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତ୍ୟନ୍ତ ଦୃଢ଼ ବିଶ୍ୱାସ ରହିଛି। ସେଥିପାଇଁ ସେ ଆପଣଙ୍କ ପାଖେ ପାଖେ ଅଛନ୍ତି। ଏ ସବୁ miracle କେବଳ ଯେଉଁ ବ୍ୟକ୍ତିଙ୍କ ସହିତ ଘଟିଛି ସେ ହିଁ ଜାଣିପାରିବ । ଆପଣ କେବଳ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ମହିମା ଆମମାନଙ୍କୁ ସୁଣାଉ ଥିବାରୁ ଆପଣକୁ ଅଶେଷ ଅଶେଷ ଧନ୍ୟବାଦ। ଯୁଗେ ଯୁଗେ ଆସ୍ତିକ ଏବଂ ନାସ୍ତିକ ଅଛନ୍ତି।
Very heart touching.Waiting for next episode.Jay Jay Jagannath
ଜୟ ଜଗନ୍ନାଥ ଆଜ୍ଞା
ଅଶେଷ କରୁଣା ମହାପ୍ରଭୁଙ୍କର। କଥା ଜାରି ରହୁ।
Sure lord Jagannath
ହଁ କୁହନ୍ତୁ. ଆଉ ଯେତେ ସମୟ ଲାଗୁ ଏକା ଥରକେ ସାରିଦିଅନ୍ତୁ.
You are great uncle.
I bow my head before you for your affection to my beloved father Lord jagnnath which can't be expressed in word.
Trahi adimata saranm🙏
Trahi sreeanadi saranm🙏