ତୁମ ମଦ ଖରାପ, ଆମ ମଦ ଭଲ ଥିଲା | Kahile Kahiba Kahuchi | କହିଲେ କହିବ କହୁଛି | Odisha News

Поделиться
HTML-код
  • Опубликовано: 25 ноя 2024

Комментарии • 13

  • @BaikunthaPrusty-jp2bp
    @BaikunthaPrusty-jp2bp 2 месяца назад +8

    ସମସ୍ତ ବ୍ୟଙ୍ଗ କବି ମାନଙ୍କୁ ଅଶେଷ ପ୍ରଣାମ।ମନୋରଂଜନ ସହ ସମାଜୁ ବାର୍ତ୍ତା ଦେଇ ସଚେତନା ପାଇଁ ଧନ୍ୟବାଦ।🙏🙏

  • @prafulladash748
    @prafulladash748 2 месяца назад +3

    ଏମିତି କହୁଥାଉ ଆମେ ଶୁଣୁଥାଉ.. ସମାଜ କୁ ଉଚିତ ବାର୍ତା ଯାଉ... ରାଜା ନେତା ନିଜଭୁଲ ସୁଧାରନ୍ତୁ. ସ୍ରମସ୍ତ କବି ଙ୍କୁ ଧନ୍ୟ ବାଦ

  • @arucharanpradhan5502
    @arucharanpradhan5502 2 месяца назад +4

    ସଠିକ୍ ସତ ଘଟଣାର ଉପସ୍ଥାପନା ପାଇଁ ଧନ୍ୟବାଦ। ସବୁ ଦଳ ଚୋର।କିଏ ଛୋଟ ଚୋର ତ କିଏ ବଡ ଚୋର। ଜନତା ଛୋଟ ଚୋର ମାନଙ୍କୁ ଦେଖି ଭୋଟ ଦିଅନ୍ତି ଏବଂ ସେୟା ହିଁ ହୋଇଛି।

  • @MadanmohanBarik-b7c
    @MadanmohanBarik-b7c 2 месяца назад

    ସମସ୍ତଙ୍କୁ କୋଟି କୋଟି ପ୍ରଣାମ 🙏 ଆପଣମାନଙ୍କ ର ଏ ବାର୍ତ୍ତାରେ ବହୁତ ସୁଧାର ଆସିବ।

  • @drgoutambiswal6717
    @drgoutambiswal6717 2 месяца назад +1

    କେବଳ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଚିନ୍ତା ନ କରି ବୌଦ୍ଧିକ ସଂସ୍କୃତି ଚିନ୍ତା ନ କଲେ ତୁମ କହିଲେ କହିବ କହୁଛି କାର୍ଯ୍ୟ କ୍ରମ ବେକାର ହେବ

  • @jalibehera-bz8nf
    @jalibehera-bz8nf 2 месяца назад +1

    Very nice ❤❤❤❤

  • @DasDas-si9gz
    @DasDas-si9gz 2 месяца назад +1

    Very nice

  • @NabakisshorMahakud-di3xn
    @NabakisshorMahakud-di3xn 2 месяца назад

    ଯୁମୁଲା ମୋହନ ମାଝୀ ସରକାର

  • @SubalSahu-w1m
    @SubalSahu-w1m 2 месяца назад +3

    Sir,kahile kahiba kahuchi Bangatmaka song apanakara very very nice❤❤❤❤

  • @BhagirathiRaita
    @BhagirathiRaita 2 месяца назад +1

    A sabu bjd pala

  • @gitaranidevi3180
    @gitaranidevi3180 2 месяца назад

    😂

  • @sanjanabehera2379
    @sanjanabehera2379 2 месяца назад +1

    Very nice