Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଜଗାବଳିଆ ଦୁଇଜଣ ପୁନ୍ୟ ଆତ୍ମା ଥିଲେ ଭଗବାନ ତାଙ୍କର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ
ଯାତ୍ରାରେ ଅଶ୍ଳୀଳତା ନ ରହୁ କେବଳ ସେତିକି ନୁହେଁ ଯାତ୍ରାରେ ଯେଉଁ ଭାଷାରେ କମେଡି ହୁଏ ତାହା ମଧ୍ୟ ବନ୍ଦ ହେଉ ❤ ଯଦି ଦର୍ଶକ ଦେଖିବା ବନ୍ଦ କରିବେ ତାହାହେଲେ ଯାତ୍ରା ମଧ୍ୟ ଭଲ ହେବ ।
ସବୁ ନାଚରେ ନାମକରଣ କରାଯାଇଛି ହେଲେ ଏହି ଯାତ୍ରା ନାଚାର ନାଁ ଟା କିଏ ଦବ |ମୋର ଅନୁମାନ ପଣ୍ଡିଆନ ଜାଣିଥିବ
ସବୁଜ ଭୁବନେଶ୍ୱର ଲେଖାଟି ବହୁତ ସୁନ୍ଦର କିନ୍ତୁ କାମଗୁଡିକ ବିପରୀତ
Jaha hau sei jaga balia nku dekhiki bahut khusi lagila,,,,,,
ଜୟ ଜଗନ୍ନାଥ ଆଙ୍କୁ ଏଇ ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଆଶ୍ରିବାଦ କରନ୍ତୁ ମୋର ଏତିକି ପ୍ରାଥନା ଏଇ ଦୁଇ ଜଣଙ୍କର ଭଲ ପାଇବା ଯେମିତିକା ସାରା ପୃଥିବୀକୁ ମାଡୁ ସମସ୍ତେ ଭଲ ପାଇବାର ମାନେ ବୁଝନ୍ତୁ
ସରକାର ଲଗାମ ଲଗେଇଲେ ବନ୍ଦ ହେବ। ଫିଲ୍ମ ସେନ୍ସର ପରି।
ମାଉସୀ ଆଗରୁ ଆପଣଙ୍କର ବୟସ ଥିଲା ଏଵେ ଆପଣଙ୍କର ପିଲା ମାନେ ଦେଖୁଛନ୍ତି ଏତିକି ଫରକ ଆଗେ ଶୃଙ୍କାଳ ଥିଲା ଏଵେ ସେଇଟା ଚୁଲିକି ଯାଇଛି ଆଗେ ପରିବାରକୁ ନେଇକି ଯାଇପାରୁଥିଲେ ଏଵେ ଏଵେ ଖାଲି ଟୋକା ଟୋକି ଯାଉଛନ୍ତି ଧନ୍ୟ ଆମ ସମାଜ
ପ୍ରଥମେ କଳାକାର ମାନଙ୍କ ଭୁଲ୍ କାରଣ ସେମାନେ ଅଧିକ ପଇସା ନେଲାଠୁ ପାର୍ଟି ଅଧିକ ପଇସା ନଉଚି କାଳେ କମିଟିର ପଇସା ନ ଉଠିବ ସେ ଏମିତି ବାଯ୍ୟ ନଙ୍ଗୁଳି ନର୍ତ୍ତକି ଆଣି ନଚଉଚନ୍ତି 😢😢😢😢 ଆଉ ଲୋକଙ୍କ କଥା ନକହିବା ଭଲ 😢😮
ଜଗା ବଳିଆ ଗୋରୁ ଜନ୍ମ ପାଇଥିଲେ ବି ପୁଣ୍ୟ ଆତ୍ମା ଥିଲେ। ତେଣୁ ମଣିଷଠୁ ବଳି ଅଧିକ ଭାବରେ ତାଂକ କ୍ରିୟା କର୍ମ ଭଜନ କୀର୍ତ୍ତନ ହେଲା ରୀତିନୀତିରେ। ଓମ୍ ଶାନ୍ତି।
ଭାଇ ଜଗା ବଳିଆ ଙ୍କ ମୃତ୍ୟୁ ଘଟଣା ମୋ ମାନକୁ ଦୁଃଖ ଦେଲା ତାଙ୍କର ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ ପ୍ରଭୁ । ଏଠି ଆପଣଙ୍କ ଜରିଆରେ ସରକାର ଙ୍କୁ କିଛି ବାର୍ତ୍ତା ରଖିବି ଯେମିତି ବନ୍ୟ ଜନ୍ତୁ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବନି କରଣ କରାଯାଉଛି ସେମିତି ଗୋ ସୁରକ୍ଷା ପାଇଁ ଗୋଚର ଜାଗା କୁ ମଣିଷ ମାନଙ୍କ କବଳ ରୁ ଛଡ଼ାଇ ଆଣିଲେ ଗୋବଂସ ର ଉନ୍ନତି ହେବ ନଚେତ୍ ଗୋମାତା ଙ୍କ ଅଭିଶାପ ରେ ନାନା ରୋଗ ହୋଇ ଏ ମଣିଷ ସମାଜ ଛାରଖାର ହୋଇଯିବ । ମାରିଗଲାପରେ ଭଜନ କୀର୍ତ୍ତନ କରି କିଛି ଲାଭ ନାହିଁ ।
Om Jay shree gow mata ji namoh namoh mata ji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Love you news feause
ଯାତ୍ରା ଗୋଟେ ବାର୍ତ୍ତା ଥିଲା ସାମାଜିକ ସ୍ତରରେ. ଆଜି ପୁରା ଶେଷ ସୀମାରେ 😢
ଏ ସବୁଜ ବଗିଚା ବିଜେଡି ନେତା କୁ ଦେଖେଇ ବାର ଥିଲା ହେଲେ ବିଜେପି କୁ ଦେଖେଇ ଲାଭ କ'ଣ
କୌଣସି କଳାକାରକୁ ଦୋଷ ଦେବା ଠିକ୍ ନୁହେଁ ପ୍ରଥମେ ଆମେ ସଚେତନ ହେବା ଦରକାର। ଏମିତି ହେଲେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ଲୋକ ପରିବର୍ତ୍ତନ ହେବେ !!
ତାଳ ଗଛ ଭୁବନେଶ୍ୱର ରେ ଲଗାନ୍ତୁ
ମଥିଉ 3:2 ମନ ପରିବର୍ତ୍ତନ କର ସର୍ଗ ରାଜ୍ୟ ସନ୍ନିକଟ । ଅମେନ୍ 🙏🏻
😊
Jay Shree Ram 🧡🧡🧡 Jay Kalki 🚩🚩🚩 Jay Sanatan Dharm 🙏🙏🙏
ଜୟ ଜଗନ୍ନାଥ 💩🙏🙏🙏
God bless you to your family sir 🙏
जय श्री जगन्नाथ🙏
6.08 bhai mor pura ultra Max pro legends ❤❤❤❤❤
ବୃକ୍ଷ ହଁ ସଂସଦ ଶୁଣି ଥିଲି ଇଏ ସବୁ କ'ଣ
ହଇଓ ନାରଣ ତମେ ଗଛ ଦେଖେଇବ କହିକି ତମେ ଖାଲି ନଳା ଦେଖଉଛ ତମେ ଭାରି ଦୁଷ୍ଟ ଯାହା ହଉ ଭିତରେ ଗଛ ଆଉ ବାହାରେ ଗଛ ଆଉ ଏଇ ପରିବେଶ ଦେଖି ନିହାତି WHO ଏଇ ଵେବସ୍ତା ଯିଏ କରିଛି ତାଙ୍କୁ ବହୁତ ବଡ ପୁରସ୍କାର ମିଳିବ ସେଇଟା ହେଲା ( ଅଳିଆ ପୁରସ୍କାର )
Jay shree Jagannath
Good morning ❤
Jai jaga Jai balia
ତୁରନ୍ତ ବନ୍ଦ କରନ୍ତୁ
ଭାଇ ଆଓ ଭଉଣୀ ମାନେ ଟିକେ ବିଚାର କରି ଦେଖ ,ତୁମେମାନେ ନିଜ କୁ ସାବଧାନ ରଖ ,
ନୂଆ ରାଜଧାନୀ ହେଉ ଓଡିଶା ର ସବୁ ଜାଗା କୁ ଗୋଟିଏ ଦୂରତା ରାଜଧାନୀ 40ରୁ 50 କିଲୋମିଟର ପର୍ଯ୍ୟନ୍ତ ବଡବଡ ହୋଟେ, ବଡ ମହଲାଘର, କଳକାରଖାନା , ମଦ ଦୋକାନ , ବଡ ହାଟ , ପାଣିଟାଙ୍କି ,ଅପରିଷ୍କାର ଏଗୁଡାକ ନହବା ଦରକାର ସବୁଜ ରଙ୍ଗ ରାଜଧାନୀ ପତି ପରିବାର କୁ ଫୁଲ ଠାରୁ ପରିବାର ପର୍ଯ୍ୟନ୍ତ ସହାୟତା ମିଳୁ ଚାଷ କରିବାକୁ ଅନୁମତି ଦିଅ ଅଣ ଦେଖାକଲେ ଜେଲେ ହଉ
😂😂😂😂😂😂
ନାରଣ ଭାଇ ମୁଁ ଯିବି ଭାଇଙ୍କ କାମ କରିବାକୁ😅😅😅😅😅😅
🎉🎉🎉🎉🎉🎉🎉🎉❤❤❤❤
ହଁ ଭାଇ ଠିକ କହିଲ ପରିବେଶ ଆଗରୁ ଖରାପ ଥିଲା ଏଵେ ଠିକ ଅଛି ବୋଲିତ ଟୋକାଙ୍କର ଏତେ ଭିଡ ସେଇଠି ଆଉ ତମେ କହୁଛ ନାଁ କଣ ଖରାପ 😂🤣😂 ଆଜିକା ପା ଏଇଟା ଆଧୁନିକ ଟ୍ରେଣ୍ଡ
Laxmi buss Bad kara jau
ମୋ ହୀସାବ ରେ ବଜାର ଯାହା ନମିଳେ ଲୋକ ତାକୁ ବ୍ୟବହାର କରନ୍ତିନି
Jaga balia 😢🙏🏻🙏🏻😔
Mausa thik bite dei6anti
7.13 mausi tame bhagabat patha kara kartika masa ta 😂😂😂😂
Angul ra canal, bibhirna ward gali rasta Bhubaneswar canal tharu dusitare adhika balipadiba. Plastic bottle,jari,alia sabuade bharpur.
Good morning
Jadi dance pani jatra tiket adhika hue bhala huanta
ତମେ ସବୁ ଯାଉଛ କଣ ପାଇଁ
I love gomata🐄🐄🐄
Kebala government ku dosa dele hebani ...amora bi kichhi kartabya achhi...
Jaga balia 😢😢😢
ବିଜେପି ସରକାର ଆକୁ ବନ୍ଧ କରିବା ଦରକାର. ଖାଲି ଯାତ୍ରା ଚଳିବ ଆଉ ଡ୍ୟାନ୍ସ ବନ୍ଧ କରିଲେ ଦର୍ଶକ କେହି ଯିବେନି ଦେଖିବା ପାଇଁ
Ama chaudwar rabi Bhai dokani😁
ଭାଇଙ୍କର ପ୍ରବଳ ଆଗ୍ରହ ସେଥିପାଇଁ କହିଲେ ଆମେ ପଇସା ଦଉଛୁ ହାଡ଼େ ହାଡ଼େ ନାଚ ଦେଖିବୁ ଇଆଡ଼େ ସିଆଡେ 🤣😂🤣 ଭାଇ ତମେ ନିହାତି............... ଗୋଟେ ଲାଜକୁରା ଲୋକ 🤣😂🤣
SirreTalagachha galantu
Mg e dance band hele machhi udibe jatra re Record dance nathile kan kadali ta dekhibaku jibu ame paisa deiki 😂😂😂😂
ଅଶ୍ଳିଳ ନାଚ କୁ କେବଳ ବନ୍ଦ କରିପାରିବେ ଦର୍ଶକ ମାନେ
Odia jatra be like = jaha demanding taha dekhaying😂
Jatra manger ra bhul tame agaru Karu thila kan langala karuthile
jeun mane kahuchanti langala bacha na hele jatra dekhibu nahinNija Bhauni stri nku aani Sexy dress pindhe nacha😂😂😂nisa rani sahu semane ta nacha sikhi nahantikhali deha dekhauchanti
Kau wood ra bhul nuha sabu bhul amora ama jadi na Kariba tahala jatra bala bi amiti nacho karibani ......Ama dekhao kahucha boli samana bi tanko jatra chaliba pani amiti karuchanti....🙁🙁🙁
ଡାକ୍ତର ନର୍ସ ଅଭାବ ହେଲେ ମୂଷା ମାନେ ଚିକିତ୍ସା କରିବେ।😂😂😂
Jete besya sabu wrong dance
ଜଗାବଳିଆ ଦୁଇଜଣ ପୁନ୍ୟ ଆତ୍ମା ଥିଲେ ଭଗବାନ ତାଙ୍କର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ
ଯାତ୍ରାରେ ଅଶ୍ଳୀଳତା ନ ରହୁ କେବଳ ସେତିକି ନୁହେଁ ଯାତ୍ରାରେ ଯେଉଁ ଭାଷାରେ କମେଡି ହୁଏ ତାହା ମଧ୍ୟ ବନ୍ଦ ହେଉ ❤ ଯଦି ଦର୍ଶକ ଦେଖିବା ବନ୍ଦ କରିବେ ତାହାହେଲେ ଯାତ୍ରା ମଧ୍ୟ ଭଲ ହେବ ।
ସବୁ ନାଚରେ ନାମକରଣ କରାଯାଇଛି ହେଲେ ଏହି ଯାତ୍ରା ନାଚାର ନାଁ ଟା କିଏ ଦବ |ମୋର ଅନୁମାନ ପଣ୍ଡିଆନ ଜାଣିଥିବ
ସବୁଜ ଭୁବନେଶ୍ୱର ଲେଖାଟି ବହୁତ ସୁନ୍ଦର କିନ୍ତୁ କାମଗୁଡିକ ବିପରୀତ
Jaha hau sei jaga balia nku dekhiki bahut khusi lagila,,,,,,
ଜୟ ଜଗନ୍ନାଥ ଆଙ୍କୁ ଏଇ ଭାଇ ଭଉଣୀ ମାନଙ୍କୁ ବହୁତ ବହୁତ ଆଶ୍ରିବାଦ କରନ୍ତୁ ମୋର ଏତିକି ପ୍ରାଥନା ଏଇ ଦୁଇ ଜଣଙ୍କର ଭଲ ପାଇବା ଯେମିତିକା ସାରା ପୃଥିବୀକୁ ମାଡୁ ସମସ୍ତେ ଭଲ ପାଇବାର ମାନେ ବୁଝନ୍ତୁ
ସରକାର ଲଗାମ ଲଗେଇଲେ ବନ୍ଦ ହେବ। ଫିଲ୍ମ ସେନ୍ସର ପରି।
ମାଉସୀ ଆଗରୁ ଆପଣଙ୍କର ବୟସ ଥିଲା ଏଵେ ଆପଣଙ୍କର ପିଲା ମାନେ ଦେଖୁଛନ୍ତି ଏତିକି ଫରକ ଆଗେ ଶୃଙ୍କାଳ ଥିଲା ଏଵେ ସେଇଟା ଚୁଲିକି ଯାଇଛି ଆଗେ ପରିବାରକୁ ନେଇକି ଯାଇପାରୁଥିଲେ ଏଵେ ଏଵେ ଖାଲି ଟୋକା ଟୋକି ଯାଉଛନ୍ତି ଧନ୍ୟ ଆମ ସମାଜ
ପ୍ରଥମେ କଳାକାର ମାନଙ୍କ ଭୁଲ୍ କାରଣ ସେମାନେ ଅଧିକ ପଇସା ନେଲାଠୁ ପାର୍ଟି ଅଧିକ ପଇସା ନଉଚି କାଳେ କମିଟିର ପଇସା ନ ଉଠିବ ସେ ଏମିତି ବାଯ୍ୟ ନଙ୍ଗୁଳି ନର୍ତ୍ତକି ଆଣି ନଚଉଚନ୍ତି 😢😢😢😢 ଆଉ ଲୋକଙ୍କ କଥା ନକହିବା ଭଲ 😢😮
ଜଗା ବଳିଆ ଗୋରୁ ଜନ୍ମ ପାଇଥିଲେ ବି ପୁଣ୍ୟ ଆତ୍ମା ଥିଲେ। ତେଣୁ ମଣିଷଠୁ ବଳି ଅଧିକ ଭାବରେ ତାଂକ କ୍ରିୟା କର୍ମ ଭଜନ କୀର୍ତ୍ତନ ହେଲା ରୀତିନୀତିରେ। ଓମ୍ ଶାନ୍ତି।
ଭାଇ ଜଗା ବଳିଆ ଙ୍କ ମୃତ୍ୟୁ ଘଟଣା ମୋ ମାନକୁ ଦୁଃଖ ଦେଲା ତାଙ୍କର ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ ପ୍ରଭୁ । ଏଠି ଆପଣଙ୍କ ଜରିଆରେ ସରକାର ଙ୍କୁ କିଛି ବାର୍ତ୍ତା ରଖିବି ଯେମିତି ବନ୍ୟ ଜନ୍ତୁ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବନି କରଣ କରାଯାଉଛି ସେମିତି ଗୋ ସୁରକ୍ଷା ପାଇଁ ଗୋଚର ଜାଗା କୁ ମଣିଷ ମାନଙ୍କ କବଳ ରୁ ଛଡ଼ାଇ ଆଣିଲେ ଗୋବଂସ ର ଉନ୍ନତି ହେବ ନଚେତ୍ ଗୋମାତା ଙ୍କ ଅଭିଶାପ ରେ ନାନା ରୋଗ ହୋଇ ଏ ମଣିଷ ସମାଜ ଛାରଖାର ହୋଇଯିବ । ମାରିଗଲାପରେ ଭଜନ କୀର୍ତ୍ତନ କରି କିଛି ଲାଭ ନାହିଁ ।
Om Jay shree gow mata ji namoh namoh mata ji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Love you news feause
ଯାତ୍ରା ଗୋଟେ ବାର୍ତ୍ତା ଥିଲା ସାମାଜିକ ସ୍ତରରେ.
ଆଜି ପୁରା ଶେଷ ସୀମାରେ 😢
ଏ ସବୁଜ ବଗିଚା ବିଜେଡି ନେତା କୁ ଦେଖେଇ ବାର ଥିଲା ହେଲେ ବିଜେପି କୁ ଦେଖେଇ ଲାଭ କ'ଣ
କୌଣସି କଳାକାରକୁ ଦୋଷ ଦେବା ଠିକ୍ ନୁହେଁ ପ୍ରଥମେ ଆମେ ସଚେତନ ହେବା ଦରକାର। ଏମିତି ହେଲେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ଲୋକ ପରିବର୍ତ୍ତନ ହେବେ !!
ତାଳ ଗଛ ଭୁବନେଶ୍ୱର ରେ ଲଗାନ୍ତୁ
ମଥିଉ 3:2 ମନ ପରିବର୍ତ୍ତନ କର ସର୍ଗ ରାଜ୍ୟ ସନ୍ନିକଟ । ଅମେନ୍ 🙏🏻
😊
Jay Shree Ram 🧡🧡🧡 Jay Kalki 🚩🚩🚩 Jay Sanatan Dharm 🙏🙏🙏
ଜୟ ଜଗନ୍ନାଥ 💩🙏🙏🙏
God bless you to your family sir 🙏
जय श्री जगन्नाथ🙏
6.08 bhai mor pura ultra Max pro legends ❤❤❤❤❤
ବୃକ୍ଷ ହଁ ସଂସଦ ଶୁଣି ଥିଲି ଇଏ ସବୁ କ'ଣ
ହଇଓ ନାରଣ ତମେ ଗଛ ଦେଖେଇବ କହିକି ତମେ ଖାଲି ନଳା ଦେଖଉଛ ତମେ ଭାରି ଦୁଷ୍ଟ ଯାହା ହଉ ଭିତରେ ଗଛ ଆଉ ବାହାରେ ଗଛ ଆଉ ଏଇ ପରିବେଶ ଦେଖି ନିହାତି WHO ଏଇ ଵେବସ୍ତା ଯିଏ କରିଛି ତାଙ୍କୁ ବହୁତ ବଡ ପୁରସ୍କାର ମିଳିବ ସେଇଟା ହେଲା ( ଅଳିଆ ପୁରସ୍କାର )
Jay shree Jagannath
Good morning ❤
Jai jaga Jai balia
ତୁରନ୍ତ ବନ୍ଦ କରନ୍ତୁ
ଭାଇ ଆଓ ଭଉଣୀ ମାନେ ଟିକେ ବିଚାର କରି ଦେଖ ,ତୁମେମାନେ ନିଜ କୁ ସାବଧାନ ରଖ ,
ନୂଆ ରାଜଧାନୀ ହେଉ ଓଡିଶା ର ସବୁ ଜାଗା କୁ ଗୋଟିଏ ଦୂରତା ରାଜଧାନୀ 40ରୁ 50 କିଲୋମିଟର ପର୍ଯ୍ୟନ୍ତ ବଡବଡ ହୋଟେ,
ବଡ ମହଲାଘର, କଳକାରଖାନା , ମଦ ଦୋକାନ , ବଡ ହାଟ , ପାଣିଟାଙ୍କି ,ଅପରିଷ୍କାର ଏଗୁଡାକ ନହବା ଦରକାର ସବୁଜ ରଙ୍ଗ ରାଜଧାନୀ
ପତି ପରିବାର କୁ ଫୁଲ ଠାରୁ ପରିବାର ପର୍ଯ୍ୟନ୍ତ ସହାୟତା ମିଳୁ ଚାଷ କରିବାକୁ ଅନୁମତି ଦିଅ ଅଣ ଦେଖାକଲେ ଜେଲେ ହଉ
😂😂😂😂😂😂
ନାରଣ ଭାଇ ମୁଁ ଯିବି ଭାଇଙ୍କ କାମ କରିବାକୁ😅😅😅😅😅😅
🎉🎉🎉🎉🎉🎉🎉🎉❤❤❤❤
ହଁ ଭାଇ ଠିକ କହିଲ ପରିବେଶ ଆଗରୁ ଖରାପ ଥିଲା ଏଵେ ଠିକ ଅଛି ବୋଲିତ ଟୋକାଙ୍କର ଏତେ ଭିଡ ସେଇଠି ଆଉ ତମେ କହୁଛ ନାଁ କଣ ଖରାପ 😂🤣😂 ଆଜିକା ପା ଏଇଟା ଆଧୁନିକ ଟ୍ରେଣ୍ଡ
Laxmi buss Bad kara jau
ମୋ ହୀସାବ ରେ ବଜାର ଯାହା ନମିଳେ ଲୋକ ତାକୁ ବ୍ୟବହାର କରନ୍ତିନି
Jaga balia 😢🙏🏻🙏🏻😔
Mausa thik bite dei6anti
7.13 mausi tame bhagabat patha kara kartika masa ta 😂😂😂😂
Angul ra canal, bibhirna ward gali rasta Bhubaneswar canal tharu dusitare adhika balipadiba. Plastic bottle,jari,alia sabuade bharpur.
Good morning
Jadi dance pani jatra tiket adhika hue bhala huanta
ତମେ ସବୁ ଯାଉଛ କଣ ପାଇଁ
I love gomata🐄🐄🐄
Kebala government ku dosa dele hebani ...amora bi kichhi kartabya achhi...
Jaga balia 😢😢😢
ବିଜେପି ସରକାର ଆକୁ ବନ୍ଧ କରିବା ଦରକାର. ଖାଲି ଯାତ୍ରା ଚଳିବ ଆଉ ଡ୍ୟାନ୍ସ ବନ୍ଧ କରିଲେ ଦର୍ଶକ କେହି ଯିବେନି ଦେଖିବା ପାଇଁ
Ama chaudwar rabi Bhai dokani😁
ଭାଇଙ୍କର ପ୍ରବଳ ଆଗ୍ରହ ସେଥିପାଇଁ କହିଲେ ଆମେ ପଇସା ଦଉଛୁ ହାଡ଼େ ହାଡ଼େ ନାଚ ଦେଖିବୁ ଇଆଡ଼େ ସିଆଡେ 🤣😂🤣 ଭାଇ ତମେ ନିହାତି............... ଗୋଟେ ଲାଜକୁରା ଲୋକ 🤣😂🤣
SirreTalagachha galantu
Mg e dance band hele machhi udibe jatra re
Record dance nathile kan kadali ta dekhibaku jibu ame paisa deiki 😂😂😂😂
ଅଶ୍ଳିଳ ନାଚ କୁ କେବଳ ବନ୍ଦ କରିପାରିବେ ଦର୍ଶକ ମାନେ
Odia jatra be like = jaha demanding taha dekhaying😂
Jatra manger ra bhul tame agaru Karu thila kan langala karuthile
jeun mane kahuchanti langala bacha na hele jatra dekhibu nahin
Nija Bhauni stri nku aani Sexy dress pindhe nacha😂😂😂
nisa rani sahu semane ta nacha sikhi nahanti
khali deha dekhauchanti