Ravindra sir you are a wonderful singer with a very beautiful personality. Sri Charana Sir Saila ma'am Manashi ma'am Rabindra Sir All of them are very good singers.
Mu recently Sricharana sir knu Bhopal re thiba jagannath mandir re anusthita heithiba programme re dekhithili &bhajan antakhyari mora favorite se bisayare janaithili bahut bhala lage eai programme au khash kari Sricharana sir
E bhajan antakhyari programe ti prathana tv re hin bhala Lage auu e programe ti ku modeling Kari alaga jou tv re prasarita hele bi semiti hebani kichhi Dina hela band thila e programe mu bahut Miss karuthili
Priyanka voice is so sweet.👌👌👌❤❤❤❤ Bhajana antakshyari without sricharana and priyanka is very much boring. Antakshyari should done between junior singer artists and senior singer artists. Jaha phalare junior artists mane senior artists manankathu sikhiparibe. Its my humble request to prarthana life channel . Like 👍👍 for priyanka
ସମସ୍ତଙ୍କ ଅନୁରୋଧ ର କାର୍ଯ୍ୟକ୍ରମ ବହୁତ ଖୁସି ଲାଗୁଛି ❤❤❤❤❤
ଦୟାକରିକି ସୁଧାକର ମିଶ୍ର ଏବଂ ଗଗନ ବିହାରୀ ଙ୍କୁ ସୁଯୋଗ ଦିଆଯାଉ ଶ୍ରୀଚାରଣ ସହ 🙏🙏
ଅନ୍ତର୍ଯ୍ୟାମୀ ବହୁତ୍ ସୁନ୍ଦର...ଜଣେ ଶ୍ରୀଚରଣ ଜଣେ ଅନ୍ତର୍ଯ୍ୟାମୀ ... ତାଙ୍କ ପାଇଁ ଆମେ ଅନ୍ତାକ୍ଷରି ଦେଖୁ
Bahut sundar karya karma Daya kari au band karantuni emiti continue karantu please
ବହୁତ ସୁନ୍ଦର ❤ କିନ୍ତୁ ଗୀତିନାଟ୍ୟ ହେଲେ ଭଲ ଲାଗନ୍ତା ପୂର୍ବ ପରି
ମନ୍ମଥ ସାରେ ନମସ୍କାର
ବହୁତ ବହୁତ ସୁନ୍ଦର ଲାଗିଲା l
ସୁପର ପ୍ରୋଗ୍ରାମ
Ravindra sir you are a wonderful singer with a very beautiful personality.
Sri Charana Sir
Saila ma'am
Manashi ma'am
Rabindra Sir
All of them are very good singers.
Bahut sundar lagila sabu dina chalu
କିରେ ପୁଣି ତୁ ? ଏହି ସଂଳାପ ଟି ଶ୍ରୀ ଚରଣ ଙ୍କ ମୁଖରେ ଅତ୍ୟନ୍ତ ଶୋଭା ପାଉଛି l ଧନ୍ୟବାଦ l
ଶ୍ରୀଚରଣ ଭାଇ ର ଲାଗି ସୁନ୍ଦର ଲାଗସୀ
Ek number ehi program
ଆଖି ବନ୍ଦ କରି ଶୁଣିଲେ ପ୍ରିୟଙ୍କାର କଣ୍ଠ ସ୍ୱର ଗୀତା ଦାସ ଙ୍କ କଣ୍ଠ ସହିତ ପୁରା ମିଶିଯାଉଛି ବହୁତ ସୁନ୍ଦର ପ୍ରିୟଙ୍କା 👌👌👌
ଆଜିର ଅନ୍ତାକ୍ଷରୀ ଖୁବ ଭଲ ଲାଗିଲା
Best of bhajan antakhyari❤❤❤❤❤
ଆଜି ଶ୍ରୀ ଚରଣ ସାର୍ ଏବଂ ରବିନ୍ଦ୍ର ସାରଙ୍କ କଥା ବେଶ୍ ଭଲ ଲାଗିଲା |
ବିନା ମନ୍ମଥ ଭାଇନା ଓ ଚରଣ ଭାଇ ଭଜନ ଅନ୍ତା କ୍ଷରୀ ଅଧୁରା
Au anya mane kn gadhei jibe.. bhai samastanku neiki show successfull hue
Big fan of Antaryami . Very melodious and entertaining .
ପ୍ରଦୀପ ଭାଇ 👌🏻ମୋ ଗାଁ ପାଖର (ମୋର ଗାଁ ତାଙ୍କ ପଞ୍ଚାୟତ ଭେଟେଶ୍ୱର
ମନ୍ମଥ ସାର୍ ଶ୍ରୀ ଚରଣ ଵିନା ସଂଗିତ ଅଧୁରା
Antarjyami Priyanka nice jodii , jemiti sicharana , sailbham mam
lovely. it's always make my day. Thank you Prarthana TV.
Antarjyami my fav singer
ମୁଁ ଦେଖିଲି ଗୋଟିଏ କାର୍ଯ୍ୟକ୍ରମ ରେ ଆଧୁନିକ ଗୀତର ଅନ୍ତାକ୍ଷରୀ ଚାଲୁଥିଲା ଆଉ ସେଥିରେ ମନ୍ମଥ ସାର ଉପସ୍ଥାପକ ରେ ଥିଲେ କିନ୍ତୁ ଭଲ ଲାଗିଲା ନାହିଁ ଅତ୍ୟନ୍ତ ନିନ୍ଦନୀୟ, ମନ୍ମଥ ସାର୍ ଭଜନ ଅନ୍ତାକ୍ଷରୀ ପାଇଁ ବେଷ୍ଟ୍ ସାର୍ ଙ୍କର ହସଟାତ ଲକ୍ଷେ ଟଙ୍କା ଆଉ ❤❤
Tume kemiti janila
Tume kichhi janichha na khali kahuchucha
❤😮❤
Hmm bhai mun dekhichi. Se Gita ta hela sata sure bandha e jibana
@@rajendrapradhan7085n 37:21
JAY JAGANNTH SWAMI
ବହୁତ ସୁନ୍ଦର ଲାଗୁଛି
ଦୟା କରି ଅରବିନ୍ଦ ମୁଡ଼ିଲି ଙ୍କର ଭଜନ ଟିକେ ବୋଲାଯାଉ
Antaryami👌❤️
ରବୀନ୍ଦ୍ର ଭାଇ goog
ରବୀନ୍ଦ୍ର ଭାଇ is good
ଅନ୍ତାକ୍ଷରୀ ବିନା ପ୍ରାଥନା ଅଧୁରା ।ମନ୍ମଥ ସାର୍ ଙ୍କ ବିନା ତାହା ଆହୁରି ଅଧୁରା ।
Thank you prathana tv
ଏବେ ବି ଭଜନ ଅନ୍ତାକ୍ଷରୀ ମଞ୍ଚ ରାଧାକାନ୍ତ ସାର୍ ଙ୍କୁ ମିସ୍ କରୁଛି
Best of bhanja antakshari
❤ RADHE RADHE ❤
Like from Sri charana👍❤
Nice excellent mind-blowing super 👍
ଦୟା କରି ସୁଧାକର ମିଶ୍ର ଡାକନ୍ତୁ ଶ୍ରୀଚରଣ ମହାନ୍ତି ଙ୍କ ସହିତ ଭଲ ଲାଗିବ
Our favourite Sri charana sir ❤
ଅତି ସୂଦଂର ପରିବେଷଣ
Giti natya ra gote episode hele ahuri bhala huanta
Bahutu bhala lagila a episode
Mu recently Sricharana sir knu Bhopal re thiba jagannath mandir re anusthita heithiba programme re dekhithili &bhajan antakhyari mora favorite se bisayare janaithili bahut bhala lage eai programme au khash kari Sricharana sir
32:13 ପୂଜା ଚନ୍ଦନ କୁହାଯାଇଛି କିନ୍ତୁ ତାହା ପୂଜା ଫୁଲ
ଜୟ ଜଗନ୍ନାଥ
Manmatha sir's anchoring is outstanding
First time pain rabi sir comedy in bhajan antaskharyi
Thank you from srilanka to prathana channel
Sabu.Thiki.Thaka.Calichi..Daya.Kari..Ashima.Appa.Asuntu
Pradip is a very good singer very sweet voice my favourite singer ❤
All singers are best
Charana is great 👍
Bahut sundar program.
ଯେଉଁ ଅଧ୍ୟାୟରେ ଶ୍ରୀଚରଣ ନ ଥିବ ସେ ଅଧ୍ୟାୟଟି ଭଲ ଲାଗେନାହିଁ ! ଜୟ ଜଗନ୍ନାଥ !
Asima Panda ମେମ ଙ୍କୁ ଅଣା ଗଲେ ଭଲ ହୁଅନ୍ତା 🙏
ଓଡିଆ ଭାଷା ସାହିତ୍ୟର ବଳିଷ୍ଟ ଏବଂ ଭକ୍ତି ଭାବର ଅମୃତ ଝଙ୍କାର ସୃଷ୍ଟି କରି ଓଡିଆର ଆରାଧ୍ୟ ପ୍ରଭୁ ଜଗନ୍ନାଥ ଏବଂ ସର୍ବଦେବାଦେବୀଙ୍କର ଭଜନ ଗାୟନ କରୁଥିବା ସମସ୍ତ କଳାକାରଙ୍କୁ ଏବଂ ମନ୍ମଥ ସାର୍ ଙ୍କୁ ମୁଁ ଗାୟକ ବିଜୟ କୁମାର ସାହୁ, ଆଖଣ୍ଡଳମଣୀ,ଭଦୁକରୁ ପ୍ରଣାମ ଜଣାଉ ଅଛି | ସର୍କେ ଉଚନ୍ତୁ ସୁଖୀନଃ କାମନା କରୁଅଛି ।
No 1 pagram❤❤❤🎉🎉🎉
Lot thanks to Manmath Mishra
ରବୀନ୍ଦ୍ର ସାର୍ ମୁଁ ସବୁବେଳେ ଆପଣଙ୍କ ବହୁତ ବଡ଼ ଫ୍ୟାନ୍ ସାର୍ ଆପଣଙ୍କ ସହିତ କେବେ ଦେଖା ହେବ ସାର୍ ଦୟା କରନ୍ତୁ ସାର୍
Kire puni tu Joy Jagannath
ବହୁତ ଭଲ ଲାଗୁଛି ହେଲେ ଆଉ ବି ଭଲ ଲାଗିବ ଯଦି ଟିକେ ଟିକେ ପରିପର୍ତନ୍ କଲେ ,ଭଜନ ଅନ୍ତାକ୍ଷରୀ ବହୁତ୍ ସୁନ୍ଦର୍ ହୋଇଛି,,
Jbahut sundar bhajan antakshyari
Manmatha sir bodhe purba janmare Ravan thile.Tanka hasa ru jana jauchi.
E bhajan antakhyari programe ti prathana tv re hin bhala Lage auu e programe ti ku modeling Kari alaga jou tv re prasarita hele bi semiti hebani kichhi Dina hela band thila e programe mu bahut Miss karuthili
Good 💯😊😮 0:27
Shree Charan mohanty bohut bhala ganti tanka Bina adura e show
Iswar kan kirpa share Jagat ko parpata hou ahaa mor kamna Jay Bhole nath 🙏🙏🙏❤️❤️
Very nice very beautiful ❤️❤️❤️
Bahut sundar
Please asima apa nku next episode re dakantu Jay shree jagannath 🙏❤
Na sir aame janichhu nuabhajan antakshari aapan ku swagat sir your presention is amazing 🙏
Jai Jagannath 🙏 🙏 🙏 🙏
Thank you so much prathana
🙏🙏🙏🙏
Good program
Very very nice manmath babu
ସବୁ ଗୀତିକାର ମାନେ ଆଗ ବହୁତ୍ ଟେଂସନ୍ ରେ ରହି ଗାଉଥିଲେ କିନ୍ତୁ ଶ୍ରୀଚରଣ ସାର୍ ଙ୍କ ଯୋଗୁ ସବୁ ଧୀରେ ଧୀରେ କମେଡି କହିବା ଶିଖିଲେ.ଗୀତ ତ ସମସ୍ତେ ଭଲ ଗାଇବେ ହିଁ,କାରଣ ସମସ୍ତେ ସଙ୍ଗୀତ ଶିକ୍ଷା ପ୍ରାପ୍ତ ପ୍ରଫେସନାଲ ସିଙ୍ଗର.କିନ୍ତୁ ଶ୍ରୀଚରଣ କମେଡି କରି ଅନ୍ୟକୁ ହସେଇ ବା ସାଥିରେ ଗୀତ ଭି ଭଲ ଗାଆନ୍ତି ତେଣୁ ଏହି ପ୍ରୋଗ୍ରାମ ଟି ଲୋକ ପ୍ରିୟ ହୋଇଛି.
Sree Charan mahanti nku dakantu
Senior is best ❤
Good morning Priyanka didi 😊
Full entertainment show
❤❤❤❤
Very interesting
ତାଳ ପର୍ଯ୍ୟାୟରେ ଯେଉଁ " ଚରଣ କମଳ ବନ୍ଦେ " ଗୀତ ଟି ତ ଥିଲା , କିନ୍ତୁ ସେଇ ସୁର କ'ଣ ପାଇଁ ଆଙ୍କିଦେଲେ ।
Ahi pagram Delhi Baku bharat laguchi
Kete short video pare aji upload hela...dhanyabad...
Manmath sir nku basiba paini byabasta karajau
ମନ୍ମଥ ସାର ସାବୁ ଭଜନ ସମସ୍ତଙ୍କର ଭଜନ ବୋଲାଜାଉଚି କିନ୍ତୁ ଅରବୀନ୍ଧ ମୁଦୁଲିଙ୍କର ଭଜନ ବୋଲାହଉନି କଣ ପାଇଁ
Arabinda mudulinka Bhajan prati episode re rahu Karan odia bhakti sangeet duniare se jane ujala taraka
Kebe hebani 🎉 swaraarabindanku kebe anadekha karantuni.. taankara bhajana b paribesana karibaa heu etiki anurodha prarthana chanel ku aau manmmatha sirnkumm 🎉🙏
Shudhakara sir kou aanantu❤❤❤❤
Super swo
ସାନ ଭାଇମାନେ ଚାମ୍ପିଅନ
Priyanka voice is so sweet.👌👌👌❤❤❤❤ Bhajana antakshyari without sricharana and priyanka is very much boring. Antakshyari should done between junior singer artists and senior singer artists. Jaha phalare junior artists mane senior artists manankathu sikhiparibe. Its my humble request to prarthana life channel . Like 👍👍 for priyanka
ତୁମେ ତ ଅଇଁଠା ଖାଇଲେ, ଝିଅ ଟିଏ ତୁମ ସହିତ ଜମା କରି ସ୍ୱାଭାବିକ
👌👌
ଅସୀମା ଭଉଣୀ କାହିଁ, ନୁଆଁ ଏପିସୁଡ଼ କୁ ଆଉ ଆସୁନାହାନ୍ତି l
Saila madam is the best one
Antaryami nic voice....❤❤
Sudhakar,asima,gagana bhainku daka please charana bhai sathire bhala jamiba
Yes bhai
Television ରେ ଯେଉଁଟା ସୋ ହେଉଛି, ଗୋଟେ ସପ୍ତାହ ପରେ youtube ରେ upload କରୁଛନ୍ତି , ଏହା ର କାରଣ ?
Kumar Bapi&Ira mahanti ku daka jau please