Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Superb. Dui kuni parjyataka full active ❤❤❤❤❤❤
WOW , SUPER 🌹🌹👌👌❤️❤️
ବହୁତ ଭଲ ଲାଗିଲା ଧନ୍ୟବାଦ୍ ଭାଇ
ଖୁବ୍ ସୁନ୍ଦର ଭାଈବନ୍ଦେ ଉତ୍କଳ ଜନନୀ
PARALAKHEMUNDI amara gaon
ଭଲ ଜାଗା ଅଛି ଯଦି କୁହନ୍ତୁ
@@BulilaTokaBRUNDABAN PALACE ACHI BHAI PARALAKHEMUNDI RE
@@koradasantoshkumarkumar1455 ok
ଭାଇ ଏ ଥର ର vdo ମସ୍ତ୍ ହେଇଛି 👍 ଦେଖିଲା ବେଳେ ଲାଗୁଛି ମୁଁ ବି ଆପଣ ମାନଙ୍କ ସାଙ୍ଗରେ ଅଛି । ଛୁଆ ମାନେ ବହୁତ୍ ଏକ୍ଟିଭ ଅଛନ୍ତି।
Excellent 👌
@@manaskumarnayak5557 ଧନ୍ୟବାଦ୍ ଭାଇ
Bhai ,Vlog Daily Asu 🌹🌹👌👌
Chesta karibi
jouthi tiffin kale mu paralakhemundi thila bele ethi daily khau thili 😅 ja hau puruna katha mane padigala
Bulu bhaina breakfast 👌🏻By the way It's ଇଡ଼ଲି ✔️ not ଇଟିଲି ❌😂
Bhai Inka Ghar cuttack
ଭାଇ ତୁମ ଘର କେଉଁଠି
ଭୁବନେଶ୍ୱର
Bhai yemiti loka nka pakhare bargening 😂karani ..
ଭାଇ ପାରଳାଖେମୁଣ୍ଡି ହେଉଛି ସ୍ୱତନ୍ତ୍ର ଓଡ଼ିଶା ଗଠନ ର ମୁଖ୍ୟ ସ୍ଥଳ।ଓଡ଼ିଶା ର ପ୍ରଥମ prime minister minister ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ଜନ୍ମ ସ୍ଥାନ। ଓଡ଼ିଶି ସଙ୍ଗୀତ ର ଆଦ୍ୟ ସ୍ରଷ୍ଟା ଭକ୍ତ କବି ଗୋପାଳ କୃଷ୍ଣ nk ଜନ୍ମ ପୀଠ।ପାରଳା ରାଜ ପ୍ରାସାଦ ଭଳି palace odisa ରେ କେଉଁଠି ନାହିଁ।ପଦ୍ମଶ୍ରୀ ସତ୍ୟ ନାରାୟଣ ରାଜଗୁରୁ ଙ୍କ ଜନ୍ମ ସ୍ଥାନ।ଗୁଗଲ ରୁ ତାଙ୍କ ବିଷୟ ରେ ଜାଣି ଯିବେ। ଶିଙ୍ଗ କାମ ପାଇଁ ବିଶ୍ବ ବିଖ୍ୟାତ।ବୃନ୍ଦାବନ palace ଆଉ ଏକ ପରିଦର୍ଶନ ସ୍ଥଳ।ଆହୁରି ଅନେକ କଳା ସଂସ୍କୃତି ର ପୀଠ ହେଉଛି ବିଦ୍ୟା ନଗରୀ ପାରଳାଖେମୁଣ୍ଡି।ଆପଣଙ୍କ ଭଳି ଜଣେ ପ୍ରସିଦ୍ଧ ବ୍ୟକ୍ତି ଯଦି ପାରଳାଖେମୁଣ୍ଡି ଯାଇ ସମ୍ବର ବଡା,ବାଇଗଣ,ଭେଣ୍ଡି,କିଣି youtube blog କରି ଛାଡ଼ିବେ ତେବେ ଅନ୍ୟ ମାନଙ୍କ ଠାରୁ କଣ ଆଶା କରିବା।ଦୟା କରି ପୁଣି ଥରେ କେବେ ପାରଳା ଯାଆନ୍ତୁ ଓଡ଼ିଶା ପାଇଁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ palace ଏବଂ ଅନ୍ୟାନ୍ୟ ସ୍ଥାନ ସମ୍ପର୍କରେ ଦେଖାନ୍ତୁ।ଜଣେ ପାରଳାଖେମୁଣ୍ଡି ବାସିନ୍ଦା ଭାବରେ suggests କରୁଛି।ପ୍ରଶାନ୍ତ ପାଢ଼ୀସଙ୍ଗୀତ ନିର୍ଦ୍ଦେଶକଭୁବନେଶ୍ୱରଯଦି କେବେ ଯିବେ ମୋତେ contact କରନ୍ତୁ local ସାହାଯ୍ୟ ପାଇଁPh 9861095315
ଅଶେଷ ଅଶେଷ ଧନ୍ୟବାଦ୍ ଆପଣଙ୍କୁ କେବେ ଗଲେ ନିଶ୍ଚୟ କହିବି ଆପଣଙ୍କୁ
Superb. Dui kuni parjyataka full active ❤❤❤❤❤❤
WOW , SUPER 🌹🌹👌👌❤️❤️
ବହୁତ ଭଲ ଲାଗିଲା ଧନ୍ୟବାଦ୍ ଭାଇ
ଖୁବ୍ ସୁନ୍ଦର ଭାଈ
ବନ୍ଦେ ଉତ୍କଳ ଜନନୀ
PARALAKHEMUNDI amara gaon
ଭଲ ଜାଗା ଅଛି ଯଦି କୁହନ୍ତୁ
@@BulilaTokaBRUNDABAN PALACE ACHI BHAI PARALAKHEMUNDI RE
@@koradasantoshkumarkumar1455 ok
ଭାଇ ଏ ଥର ର vdo ମସ୍ତ୍ ହେଇଛି 👍 ଦେଖିଲା ବେଳେ ଲାଗୁଛି ମୁଁ ବି ଆପଣ ମାନଙ୍କ ସାଙ୍ଗରେ ଅଛି । ଛୁଆ ମାନେ ବହୁତ୍ ଏକ୍ଟିଭ ଅଛନ୍ତି।
Excellent 👌
@@manaskumarnayak5557 ଧନ୍ୟବାଦ୍ ଭାଇ
Bhai ,Vlog Daily Asu 🌹🌹👌👌
Chesta karibi
jouthi tiffin kale mu paralakhemundi thila bele ethi daily khau thili 😅 ja hau puruna katha mane padigala
Bulu bhaina breakfast 👌🏻
By the way It's ଇଡ଼ଲି ✔️ not ଇଟିଲି ❌😂
Bhai Inka Ghar cuttack
ଭାଇ ତୁମ ଘର କେଉଁଠି
ଭୁବନେଶ୍ୱର
Bhai yemiti loka nka pakhare bargening 😂karani ..
ଭାଇ
ପାରଳାଖେମୁଣ୍ଡି ହେଉଛି ସ୍ୱତନ୍ତ୍ର ଓଡ଼ିଶା ଗଠନ ର ମୁଖ୍ୟ ସ୍ଥଳ।ଓଡ଼ିଶା ର ପ୍ରଥମ prime minister minister ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ଜନ୍ମ ସ୍ଥାନ। ଓଡ଼ିଶି ସଙ୍ଗୀତ ର ଆଦ୍ୟ ସ୍ରଷ୍ଟା ଭକ୍ତ କବି ଗୋପାଳ କୃଷ୍ଣ nk ଜନ୍ମ ପୀଠ।ପାରଳା ରାଜ ପ୍ରାସାଦ ଭଳି palace odisa ରେ କେଉଁଠି ନାହିଁ।ପଦ୍ମଶ୍ରୀ ସତ୍ୟ ନାରାୟଣ ରାଜଗୁରୁ ଙ୍କ ଜନ୍ମ ସ୍ଥାନ।ଗୁଗଲ ରୁ ତାଙ୍କ ବିଷୟ ରେ ଜାଣି ଯିବେ। ଶିଙ୍ଗ କାମ ପାଇଁ ବିଶ୍ବ ବିଖ୍ୟାତ।ବୃନ୍ଦାବନ palace ଆଉ ଏକ ପରିଦର୍ଶନ ସ୍ଥଳ।ଆହୁରି ଅନେକ କଳା ସଂସ୍କୃତି ର ପୀଠ ହେଉଛି ବିଦ୍ୟା ନଗରୀ ପାରଳାଖେମୁଣ୍ଡି।ଆପଣଙ୍କ ଭଳି ଜଣେ ପ୍ରସିଦ୍ଧ ବ୍ୟକ୍ତି ଯଦି ପାରଳାଖେମୁଣ୍ଡି ଯାଇ ସମ୍ବର ବଡା,ବାଇଗଣ,ଭେଣ୍ଡି,କିଣି youtube blog କରି ଛାଡ଼ିବେ ତେବେ ଅନ୍ୟ ମାନଙ୍କ ଠାରୁ କଣ ଆଶା କରିବା।ଦୟା କରି ପୁଣି ଥରେ କେବେ ପାରଳା ଯାଆନ୍ତୁ ଓଡ଼ିଶା ପାଇଁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ palace ଏବଂ ଅନ୍ୟାନ୍ୟ ସ୍ଥାନ ସମ୍ପର୍କରେ ଦେଖାନ୍ତୁ।ଜଣେ ପାରଳାଖେମୁଣ୍ଡି ବାସିନ୍ଦା ଭାବରେ suggests କରୁଛି।
ପ୍ରଶାନ୍ତ ପାଢ଼ୀ
ସଙ୍ଗୀତ ନିର୍ଦ୍ଦେଶକ
ଭୁବନେଶ୍ୱର
ଯଦି କେବେ ଯିବେ ମୋତେ contact କରନ୍ତୁ local ସାହାଯ୍ୟ ପାଇଁ
Ph 9861095315
ଅଶେଷ ଅଶେଷ ଧନ୍ୟବାଦ୍ ଆପଣଙ୍କୁ
କେବେ ଗଲେ ନିଶ୍ଚୟ କହିବି ଆପଣଙ୍କୁ