Bhadrak missing youth's murder- Police recreate crime scene with accused

Поделиться
HTML-код
  • Опубликовано: 22 дек 2024

Комментарии • 327

  • @byangamanbalaram5651
    @byangamanbalaram5651 2 года назад +71

    🌹ଵ୍ୟଙ୍ଗ ବାଣ 🌹
    ପୋଲିସ ଭାରି, ବାହାଦୁରି ମାରୁଛି
    ବିଜେବି କଲେଜ, ରୂଚିକା ଆସାମୀ ର
    ବାଳବଙ୍କା କରି ପାରିଲେନି
    ମୁଁ ତ କହୁଛି, ଏଇ ପୋଲିସ ଙ୍କୁ କିଏ
    ମର୍ଡର କଲେ, ସାଧାରଣ ଲୋକ
    ଖୁସି ହୁଅନ୍ତେ???
    ଜୟ ଜଗନ୍ନାଥ
    🙏🙏🙏🙏

    • @Subrat_for_nation
      @Subrat_for_nation 2 года назад +2

      🖐️🖐️🖐️sabas

    • @Bapun-vz2eb
      @Bapun-vz2eb 2 года назад

      Really

    • @byangamanbalaram5651
      @byangamanbalaram5651 2 года назад

      @@Subrat_for_nation
      ଅଶେଷ ଅଶେଷ,ଧନ୍ୟବାଦ ଭାଇ
      🙏🙏🙏🙏🙏🙏🙏🙏

    • @byangamanbalaram5651
      @byangamanbalaram5651 2 года назад

      @@Bapun-vz2eb
      🌹ଧନ୍ୟବାଦ sir 🌹
      🙏🙏🙏🙏🙏🙏

    • @byangamanbalaram5651
      @byangamanbalaram5651 2 года назад

      @@Bapun-vz2eb
      🌹ଧନ୍ୟବାଦ sir 🌹
      🙏🙏🙏🙏🙏

  • @sisiranaik9372
    @sisiranaik9372 2 года назад +100

    ଜଣେ ଜଣଙ୍କୁ ମାରିଦେଲା
    ଆକୁ ଦଣ୍ଡ ଦେବା ପରିବର୍ତ୍ତେ ହିରୋ କରାହେଉଛି
    ଆଉ ଲୋକଙ୍କୁ ଫିଲ୍ମ ଦେଖାହେଉଛି
    ଏଥିରେ ପୁଣି ପୋଲିସ ହିରୋ ଦେଖଉଛନ୍ତି
    ଲୋକଙ୍କୁ ଏସବୁ ଦେଖାଇବାର ମାନେ କଣ ?
    ଲୋକଙ୍କୁ ଜଣାଉଛନ୍ତି ଏମିତି ହତ୍ୟା କରିବ
    ମିଡିଆ ବାଲା ତ ଅଛନ୍ତି ଆଉ ପୁରା ଭାଇରାଲ କରିବା ପାଇଁ ଆଉ ସମାଜ/ ଲୋକଙ୍କ ଉପରେ ଖରାପ ପ୍ରଭାବ ପଡୁ .....

  • @subhalaxmipradhan3760
    @subhalaxmipradhan3760 2 года назад +139

    ଖାଲି ଦୋଷୀ ଠାରୁ ସତ କଥା ବାହାର କରିଦେଲେ କଣ ହେବ .... ଦୋଷୀ କୁ ସେମିତି କଠୋର ଦଣ୍ଡ ମିଳିବା ଉଚିତ୍ ... ଯେମିତି ଏଭଳି କ୍ରାଇମ୍ କରିବାକୁ କେହି ଆଉ ସାହାସ କରିବେନି

    • @SamirDas-jf7td
      @SamirDas-jf7td 2 года назад +3

      Right

    • @Mr.dash_6
      @Mr.dash_6 2 года назад +5

      Just imagine, jadi criminal sei jagaru feraar hoijaithantaa tahele police jeun Peta rakhichhanti taku dhari paranteni...sabu scene recreat sarithantaaa...but criminal bahut cooperative au satyaban

    • @Sorenvisualpresent
      @Sorenvisualpresent 2 года назад +1

      Exactly 💯

    • @sujitkumarnaik1104
      @sujitkumarnaik1104 2 года назад +1

      Right...

    • @shubhambhoi8336
      @shubhambhoi8336 2 года назад

      /
      ....

  • @Subrat_for_nation
    @Subrat_for_nation 2 года назад +76

    ବାବାରେ ପୋଲିସ ଠୁ ସେ କ୍ରିମିନାଲ ଅଧିକ ଫିଟ ଅଛି

  • @AmanEntertainment7
    @AmanEntertainment7 2 года назад +8

    ଏମିତି ଅନେକ ଅପରାଧ ଲୋକ ଅପରାଧ କରୁଛନ୍ତି କିନ୍ତୁ ଏମିତି କାହାରିକୁ କଣପାଇଁ ମୁହଁ ରେ କପଡା ଦେଖା ଯାଇ ନଥାଏ ଇଆର କଣ ପାଇଁ ମୁହଁରୁ କପଡା ଖୋଲି ଦେଉଛନ୍ତି, ଏଭଳି ସବୁ ଅପରାଧୀ ମାନଙ୍କ ମୁହଁରେ କପଡା ଖୋଲିକି ଦେଖାଯିବା କଥା,,,

  • @jogeswarcreations3733
    @jogeswarcreations3733 2 года назад +64

    ଦୋଷୀ କୁ ଯାହା ବି ହେଉ ସମ୍ମାନ ଦେଇ ପଚରା ଯାଉ ଛି, ଆମର ନ୍ୟାୟ ବ୍ୟବସ୍ଥା କୁ ଦୂର ରୁ 🙏🙏🙏

  • @MrAshok07655
    @MrAshok07655 2 года назад +17

    ନୃସଂସ ଲୋକ ଟା ଏମାନଙ୍କୁ ଗୁଳି କରି ମାରିବା କଥା direct 👍

  • @manoranjanjena4832
    @manoranjanjena4832 2 года назад +8

    ଯାହା ହୁ ମଣିଷ ମାରିବା ଲୋକଙ୍କୁ ଭଲ ସମ୍ମାନ ମିଳୁଛି

    • @priyajitswain6891
      @priyajitswain6891 2 года назад

      ହଁ ତମେ କାଇଁ କହୁଛନ୍ତି ଆପଣ କହିବା ଦରକାର ଥିଲା

    • @SaniyaAyal
      @SaniyaAyal Месяц назад

      3:42

  • @SushantaKuNayak
    @SushantaKuNayak 2 года назад +15

    ଦୋଷୀର ଉପଯୁକ୍ତ ପ୍ରମାଣ ପତ୍ର ମିଳିବା ପରେ ସିଧା incounter କରିଦେବା ଉଚିତ ।

  • @kanhucharanpanda7267
    @kanhucharanpanda7267 2 года назад +14

    ପରିକ୍ଷାରେ ପଡିବ, ରଚନା ମନେରଖ,,,,, ସାର୍ କଣ କହୁଛନ୍ତି।

  • @heartbeatworld.
    @heartbeatworld. 2 года назад +2

    ଖାଲି କଥା ରେ କିଛି ନାହିଁ। ମାଇଁଘିଆ କେ Encounter କରି ଦିଆ 🙏

  • @AMITKUMAR-vx7bx
    @AMITKUMAR-vx7bx 2 года назад +12

    ନୟାଗଡ ପରି ହତ୍ୟା ର ବି କ୍ରାଇମ ସିନ ରେକଡ ଏମିତି ହେବା କଥା କଣ ପାଇଁ ଏମିତି ପଚାରା ଜାଉନଥିଲା କି କ୍ୟାମେରା କୁ ପାଖକୁ କାହିକି ଅନୁମତି ନିଆଜାଉନ ଥିଲା

  • @bichitrakumarnayak4659
    @bichitrakumarnayak4659 2 года назад +10

    Ae police officer ku respect sahitta dhanyavad 🙏 ae vali police bala darkar invitation pain au sala bhitare daki pachara pachari kariba

  • @amareshp7231
    @amareshp7231 2 года назад +54

    Encounter karoo

    • @sukantkumar8001
      @sukantkumar8001 2 года назад +4

      Kn pain se ta professional criminal nuhe, jahaku encounter karajiba. Jibanare emiti samay ase raga re kichhi bhul kama karideichi. Ta pain 15 barsha jail Heba. Jail re jadi bhala byabahara kare ta 6 , 7 barsha re release heijiba. Baki aau kichhi law nahi

    • @nikhilpradhan89
      @nikhilpradhan89 2 года назад +3

      @@sukantkumar8001 Kan bhai taa boli raaga re manisa marideba

    • @sukantkumar8001
      @sukantkumar8001 2 года назад

      @@nikhilpradhan89 mu taha kahuni . Mate bi jane emiti sabubele hairan karuthila mu bi tar pratisodh neba pain bhabithili. Puni bhabili jadi mu kichhi bhul kama karidebi, tahale mo carrier life sabu barbad heijiba. Jibanaru maridele kichhi faida nahi , kebala nijar Khyati heba. Emiti pratisodh Nia jemiti se Mala parjyant mane rakhiba.

    • @nikhilpradhan89
      @nikhilpradhan89 2 года назад +1

      @@sukantkumar8001 Bro chill sabu karma ra fala Sabu gote din paibe 👍Jie jemtii karma Kariba sie semtii paiba

    • @chandanmahanta7336
      @chandanmahanta7336 2 года назад

      @@sukantkumar8001 p

  • @sonalibehera4960
    @sonalibehera4960 2 года назад +6

    Thik amiti enquiry kale ama Odisha re hauthiba crime sabu dhara padiba .amiti bahut ghatana achhi jahara ki kichhi b samadhana hauni .daya kari sabu ghatanara tadanta kara jau . Thik amiti sabu dhara padibe . Tq 🙏

    • @RajSikdar-yg6ug
      @RajSikdar-yg6ug Месяц назад

      😂😂😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @aashman
    @aashman 2 года назад +9

    "ମୋତେ ନିର୍ଯାତନା ଦିଆଗଲା ତେଣୁ ମୁଁ ତାଙ୍କୁ ହତ୍ୟା କଲି ..."। ଭାଇ, ଜୀବନ ଏତେ ମୂଲ୍ୟବାନ ଯେ ଆମେ କେବଳ ଆମର ଇଗୋକୁ ସନ୍ତୁଷ୍ଟ କରିବା ପାଇଁ ଏହାକୁ ନଷ୍ଟ କରିବା ଅନୁଚିତ |

  • @snayak7837
    @snayak7837 2 года назад +5

    ଚଣ୍ଡାଳ କାଇଁ ଏ କାମ କଲୁ ରେ ତାକୁ ମାରି , ତା ସଂସାର ଭାଙ୍ଗିଲା, ସେ ତ ମଲା ଗଲା, ଏ ଅପରାଧୀ,ଜେଲେ ଜୀବ, କାଳ କୋଠରୀ ରେ ରହିବ,ସେ ଯୋଉ ଦୁଃଖ,ଯିଏ ଯାଇ ଥିବ ସେ କେବେ ଭୁଲିବ ନାହିଁ, ଜେଲେ ଯୋଉ ବେବସ୍ତା, ସେଥି ପାଇଁ ମୁଁ କହୁଛି ,କେହି ଏମିତି ଭୁଲ କର ନାହିଁ,

  • @nibeditamohanta5559
    @nibeditamohanta5559 2 года назад +3

    Gote perfect aasami ku perfect police investigation

  • @priyajitswain6891
    @priyajitswain6891 2 года назад +9

    ଯଦି କଥା ଆଦାୟ କରିବା ପାଇଁ ସମ୍ମାନ ଦେଇ କଥା ବାର୍ତ୍ତା କରୁଛନ୍ତି ଠିକ୍ ଅଛି ହେଲେ ଆପରେ ମାଡ଼ ଟା ଅଲଗା ପ୍ରକାର ଦରକାର

  • @kalyanipatra9153
    @kalyanipatra9153 2 года назад +10

    Are Kan eita film shooting chalichhi na kan . Aparadhi ku ta tike bi Dara nai hero pari speach dauchhi

  • @brahmanandapradhan4859
    @brahmanandapradhan4859 2 года назад +3

    ସବୁ ନବୀନ ପଟ୍ଟନାୟକ ର ଦୋଷ ମଦ ଦୋକାନ ଖୋଲି ଚାଲିଛି.

  • @nirupuspavlog3233
    @nirupuspavlog3233 2 года назад +3

    ଯିଏ ଫାମିଲ୍ ଉପରେ କଥା କୁହେ ସେ ଲୋକଟିକୁ କେମିତି ଲାଗିବ ଭାଇମାନେ ତୁମ ପରିବାର ମା କି ଭଉଣୀ ଉପରେ ଏମିତି କହିଲେ ତୁମେ ବା କଣ କରିଥାନ୍ତେ ରାଗ ସମ୍ଭାଳି ନ ପାରି ମାରିଦେଇଛି ତା ଦୋଷ ସେ ସ୍ୱୀକାର କରୁଛି ସେ

  • @xavior2.0
    @xavior2.0 2 года назад +7

    ବାପି ବାବୁ ତାକୁ ଭଲକି ଜାବୁଡ଼ି ଧର , ନହେଲେ ଖସିକି ପଳେଇବ 😀

  • @piyushrajkumar15
    @piyushrajkumar15 2 года назад +11

    କିଛି କୋର୍ଟ କଚେରୀ ଯିବା ଦରକାର ନାହିଁ ଏ ଅମଣିଷଟାକୁ ସେଇଠି ମାରିକି ସମସ୍ତଙ୍କ ଆଗରେ ପୋତିଦେବା ହେଉଛି ସଠିକ ନ୍ୟାୟ.
    ଅଯଥାରେ ଗରିବ ସାଧାରଣ ଜନତାଙ୍କ ଟିକସ ଅର୍ଥକୁ ତଦନ୍ତ ନାମରେ ଖର୍ଚ୍ଚ କରାନଯାଉ. ମୋର ଏତିକି ଅନୁରୋଧ ଭାରତର ନ୍ୟାୟ ବ୍ୟବସ୍ଥାକୁ.

  • @monumarket5959
    @monumarket5959 2 года назад +1

    ଭଳ ଲାଗିଲା ଗୋଟେ ମେଲୋଡି ସୋ ଦେଖିଲା ଭଳି ଲାଗିଲା 😂😂😂

  • @pmpanther3834
    @pmpanther3834 2 года назад +3

    Y K film 🎥 shoot huchi🤣🙆‍♂️,

  • @malayaranjanmallick4554
    @malayaranjanmallick4554 2 года назад

    Bhai eta kau jaga pls tk kahiba ki

  • @sibaprasadparida2745
    @sibaprasadparida2745 2 года назад +27

    ସବୁ ସତ କଥା କହିଦେଲା

  • @rjrahul6115
    @rjrahul6115 2 года назад +2

    Film shooting chalichi na kn

  • @Ramcccc75
    @Ramcccc75 2 года назад +66

    Police inspector is super 🙏🙏🙏 active

  • @AmitMishra-gh5mi
    @AmitMishra-gh5mi 9 месяцев назад

    Respected Ministers I would like to request you Sir To Allow CBI Officers Special Team to Investigate And to Take Strict Actions On This Matters To Destroy all The Criminals Along with Crimes
    SATYAMEV JAYATE
    JAI HIND
    Thank You Sir
    Thanks Media

  • @Ayurvedicguruji193
    @Ayurvedicguruji193 2 года назад +3

    Se kemiti ate talalu jai parila😥😥😥mariba purbaru ta hath kemiti tharilani kemiti manaisha na pasu pasu thu Hina tenu samaste sapatha Kara purba satruta Rakhi amiti kebe karibani sahibara Sakti Rakha🤟 yaku fasi Dia jau 🙏🙏

  • @AshokNishad-jl7rw
    @AshokNishad-jl7rw Год назад +3

    JAI HIND SIR.

  • @santosh4851
    @santosh4851 2 года назад +1

    ସତ କହି ବାକୁ କିୟା ଡରିବି ସତ କହି ପଛେ ମଲେ ମରିବି 😜😜😜

  • @muktiranjanpatra4538
    @muktiranjanpatra4538 2 года назад +1

    Good Duty Good Job Police

  • @SaiKrishna-mh5xe
    @SaiKrishna-mh5xe 2 года назад

    Kau jaga

  • @anitadas8209
    @anitadas8209 2 года назад

    Are bhai ethi chalichi kn????

  • @xavior2.0
    @xavior2.0 2 года назад +4

    ବେ ଶୋଇଯା ,
    ଶୁଉନୁ ସତର ମାରୁଚି ନା କଣ !
    ଅମୁଲ୍ୟ ବାବୁ😀

  • @manojkalo7984
    @manojkalo7984 Год назад

    Brave odia...sampling taste

  • @SMDDJSHlVAM
    @SMDDJSHlVAM 2 года назад

    🙏🙏🙏

  • @pratyushajena1169
    @pratyushajena1169 2 года назад +2

    Kou case kh murder kiye janichu reply daba

  • @bhanjbayar1437
    @bhanjbayar1437 2 года назад

    ଏ ପାଟୁଆ police ଗୁଡାକୁ vrs ଦେଇ ଦିୟ।
    ବଡ଼ ଅସ୍ କରା ଦେଖାଯାଆନ୍ତି।

  • @lops3655
    @lops3655 2 года назад +2

    E lokaku rastrapati puraskar diajau.

  • @neyadon
    @neyadon 2 года назад +4

    police feel like RAW

  • @ashokkumarpati4516
    @ashokkumarpati4516 2 года назад

    ଆଗକୁ ଆଇନ୍ ଅଦାଲତ ରେ କଣ ହେଲା, ଦେଖେଇବେ କି।ଏତେ ସବୁ ପ୍ରମାଣ ସତ୍ପେ କେସ୍ ବର୍ଷ ବର୍ଷ ଚାଲିବ,ଓ ଫାସି ହେବନାହିଁ ।ଏସବୁକୁ ଆପଣଙ୍କ ଚାନାଲ୍ ରେ ଦେଖାନ୍ତୁ ।

  • @BUSALBAHAOFFICIAL
    @BUSALBAHAOFFICIAL 2 года назад

    New subscriber bro

  • @pradiptakumarbehera4974
    @pradiptakumarbehera4974 2 года назад +1

    Bhai rules samastanka pain gote rakhan jhia hele muhaku crap karidaba pua ra kn ijjat nahi ?

  • @RajaBabu-jy5sx
    @RajaBabu-jy5sx 10 месяцев назад

    ❤hii🎉

  • @thirdeye9492
    @thirdeye9492 2 года назад +1

    Smart Boy 😄😄

  • @xi_sameer_51
    @xi_sameer_51 2 года назад

    Very hard questions talk police

  • @90sforever07
    @90sforever07 2 года назад +4

    eie ki bala system, sie ta crime karichi boli manila, fer eie ki bala scene

  • @murugesanmurugesan8457
    @murugesanmurugesan8457 2 года назад

    V.good

  • @sriharirout4017
    @sriharirout4017 2 года назад

    ଏତେଦିନ ପରେ ଓଡ଼ିଶା ପୋଲିସ ଗୋଟେ ବଡ କାମ କରିଛି।

    • @creation1567
      @creation1567 2 года назад

      Ethi maal milini. Ne hele ete drama kouhu hei thanta

  • @RajeshSahu-ut9iv
    @RajeshSahu-ut9iv 2 года назад

    ଆଵେ ଏଇଟା ଫିଲ୍ମ ସୁଟିଂ ଚାଲିଛି ନା ଦୋଷୀ କୁ ଦଣ୍ଡ ଦେଉଛବେ।

  • @ranjitkumarsoreng
    @ranjitkumarsoreng 2 года назад +9

    But, Odisha police are unfit. Their stomach has come out. They can't chase any culprit. Example the inquiring police officer

  • @biswambarnathpanda4605
    @biswambarnathpanda4605 2 года назад

    Scenario recreat କରୁଛି ଏ ମାଗିଆ police

  • @spcreationspcreation9320
    @spcreationspcreation9320 2 года назад

    Film soting chalichi ki 🤔

  • @ashoksamanta423
    @ashoksamanta423 2 года назад

    ଆ ହା ଦୋଷୀର କି ଖୁସି......

  • @odishakissanagro5318
    @odishakissanagro5318 2 года назад +2

    Peta phatiba phatiba hauchi police ra.

  • @kishorkumar5954
    @kishorkumar5954 2 года назад

    Sea padi jibare kemiti haluchi

  • @sasikantamohanty9623
    @sasikantamohanty9623 2 года назад

    Inspector pura film ta dekhei dele

  • @ruturajbehera134
    @ruturajbehera134 2 года назад +4

    Sala ku fasi deba katha

  • @jameswong882
    @jameswong882 Месяц назад

    Why liive

  • @pankajkumarnaik1650
    @pankajkumarnaik1650 2 года назад +1

    Jail bi taku tanka gaon re ghore diajau.... Kiso police be 😁😁 Lokanka agre dekhei hauchha au

  • @spray851
    @spray851 2 года назад

    ଦେଖ କେମିତି କହୁଛି ପୂର୍ଣ୍ୟ କାମ ଗୂରା କରିଛି ତ।

  • @abinahsahoo8135
    @abinahsahoo8135 2 года назад

    ମାଘିଆ ଆଉ ଶହେ ଜଣ ପୋଲିସ ଯାଉନ

  • @ACPprakash001
    @ACPprakash001 2 года назад +2

    Manisa mari nija chuaa pila sanasara bhaseiki jail jai kn milila re....court achi sethi galani jadi semti besi kichi asubidha houthila taku marila nije b jail gala lava kn hela

  • @debasishpradhan5613
    @debasishpradhan5613 2 года назад

    Kou jaga bdrk re

  • @chakradharnag4903
    @chakradharnag4903 Год назад

    Police sir selut

  • @khushitiki4470
    @khushitiki4470 2 года назад +2

    Ae aparadhi manaku fasi dia jau

  • @gitasethi7612
    @gitasethi7612 10 месяцев назад

    ଏ।ମଣିଷ କୁ।ଉମରକେଦକରତୁ

  • @munakhirod9139
    @munakhirod9139 2 года назад

    Movie shutting chalichhi saalaku Baja aga

  • @DM-dp8he
    @DM-dp8he 2 года назад

    Encounter karo

  • @pinakiranjanjena7021
    @pinakiranjanjena7021 2 года назад

    Dosi ra confidence level ku dekha. Laguchhi jemiti se aparadhi ku kemiti dharila bayan karuchhi

  • @bijayakumarparida8327
    @bijayakumarparida8327 2 года назад +1

    Are police investigation karu kemiti heithila aparadhi ku kn pachara jauchi

  • @shubhranshumohaty8031
    @shubhranshumohaty8031 Год назад

    Dosi ku danda na dei taku film suting karaucha tumaku tike kharap laguni sir 😢😢😢😢😢😢😢

  • @ritikkishan5173
    @ritikkishan5173 2 года назад

    Jaha hau criminal ku respect deuchanti police bhai mane ...aau sadharana Loko ku lutibe

  • @maamanikeswarienterprise6720
    @maamanikeswarienterprise6720 2 года назад

    Opera chalichhi ....

  • @goutammohanty407
    @goutammohanty407 2 года назад

    Pari au mamita case re kichi nahi

  • @maxthor551
    @maxthor551 2 года назад

    2 masa hela polis station ra chakar katuchu hele ama katha hi sunuuni police

  • @MaheshBabu-mj8rm
    @MaheshBabu-mj8rm 2 года назад

    Katha barta ru jaha jana paduchhi dosi au police ra jou sampark ie nirdosh re khalas haba....

  • @girichandbhuyan3972
    @girichandbhuyan3972 2 года назад

    Kn heichi hye lokota kn korichi

  • @chandrakantadas225
    @chandrakantadas225 Год назад

    Odisha police fitness mast

  • @dandapanijena246
    @dandapanijena246 2 года назад

    Trailer chalichi. New movie release haba. Data fixed heini.

  • @bibhutibhusanmallick4629
    @bibhutibhusanmallick4629 2 года назад +1

    Kau police gote bi physical fit nahanti kauu kamaku nuhnati

  • @shradhakaryadav1143
    @shradhakaryadav1143 2 года назад

    Mamita Meher case re police kana karila

  • @debaprasadbiswal
    @debaprasadbiswal 2 года назад

    ଓଃ ମନ ରେ ଟିକେ ବୋଲି ଗର୍ବ ନାହିଁ

  • @skgsm1406
    @skgsm1406 2 года назад

    Police Jaha Kale b kete lokanka dehaku jibani..

  • @harisoren6194
    @harisoren6194 2 года назад

    Police kn koruchi

  • @pitambarbehera6758
    @pitambarbehera6758 2 года назад

    Ok, please, you, take, it, seriously.

  • @anirudhadad9920
    @anirudhadad9920 2 года назад

    Good news

  • @RameshKumar-h5i8o
    @RameshKumar-h5i8o Год назад

    Odisha police

  • @abhisekkumarparida6104
    @abhisekkumarparida6104 2 года назад

    Movie shooting chalichi

  • @pinkynayak9156
    @pinkynayak9156 2 года назад

    Sethipain odisha ra adhika Rafe hauchi

  • @kalianaik23
    @kalianaik23 Год назад

    Bhadrak police best police

  • @rohitrakul6317
    @rohitrakul6317 2 года назад

    Direct encounter kara aaga pacha kichhi dekhibara nahi

  • @suniamarndi5634
    @suniamarndi5634 2 года назад +1

    Medha police athi jattra koruchi so la..

  • @bagunsingh9206
    @bagunsingh9206 2 года назад +2

    A police officer sabu chor jaka,pore kichi koriparibeni

  • @prakashbehera6516
    @prakashbehera6516 2 года назад +1

    Eguda demo dekheiba kn nihati darkar Jadi se sethu khasi jae emiti khola Chhadi deichha sethipain kie dayi heba kn police pachha re kahiba ferar heigala khoji khoji paunu khoji khoji Paila Bela Ku case close

  • @kalebsony2102
    @kalebsony2102 2 года назад +1

    PoLi babu aapn dekhi yemity lagu chhi
    Aapne Film dairek tor pary pari lagu chh
    Kintu English sason pary heba ku hele
    Bhartiya manku 10 jonm neb ku padboa
    Aji Jody Engrej sasn rai thhan ta
    Bhart ra yete durgty heino thhan ta