SURATARU FERILE PIESHA PART -2 ||MR GULUA||ODIA COMEDY

Поделиться
HTML-код
  • Опубликовано: 18 окт 2024
  • #mrgulua#odiacomedy#odiaviral_video
    EDIT -NAREID BARSHA
    LIGHT BOY & SPOT BOY -SANDHA
    MAGENA KHAIBA KHAITHILE -SANDHA AU MUNA,
    ଧାର ନେଇ ସୁଝି ନ ଥିବା ଲୋକ -MUNA ,AU SANDHA (300)
    Via - socializer.media
    Camera -AMA TOKA NIHAR
    SPECIAL THANKS RAJU DAS TIK TOK STAR
    CONCEPT -,RAJENDRA / Deva
    DIALOGUE -SUNIL AMA TEAM PILA
    PANI KHADY ଯୋଗାଣ ମୁଁ ନିଜେ(ଗୁଲେନ୍ଦ୍ର)

Комментарии • 4,1 тыс.

  • @balaramjena6493
    @balaramjena6493 4 года назад +63

    ଅତି ସୁନ୍ଦର କମେଡି କିପରି ଏମିତି ଭାବିକି କରୁଛ ଏହା ଭଗବାନଙ୍କ ବରଦାନ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ ତୁମେ ଏହି ପରି ଆଗକୁ ଆଗକୁ ଯାଅ

  • @chandrasekharnayak9941
    @chandrasekharnayak9941 4 года назад +186

    ସକାଳୁ ସକାଳୁ ଉଠି ଵହୁତ ହସିଲି ପୁରା ପେଟ ଦରଜ। ଧନ୍ୟବାଦ ଗୁଲୁଆ ଭାଇ ଆଉ ପୁରା ଟିମ୍।

    • @sadamalik442
      @sadamalik442 4 года назад +2

      فالداخل لم يعد جنسًا

    • @SToic_720
      @SToic_720 4 года назад +4

      @@sadamalik442 kn be

  • @Papun_07
    @Papun_07 4 года назад +55

    ସଵୁ ଭୁଲ୍ ମୋର 😂😂😂😂
    ପିଈସା ନଥିଲେ କିଛି ହବନି ଆଉ 🤣🤣🤣
    Superb video gulua bhai
    Love from bhadrak

  • @cbtcreation4807
    @cbtcreation4807 4 года назад +15

    ବର୍ଷା ଦିଦି ଙ୍କ ଲୁକିଂଙ୍ଗ୍ - ଅତି ଉନ୍ମାଦ ପୂର୍ଣ୍ଣ 👌👌👌

  • @ablaugh9672
    @ablaugh9672 4 года назад +71

    Viral ହେବା ପାଇଁ ଯାଉଛି ନୂଆ dialouge "ସବୁ ଭୁଲ ମୋର". ବହୁତ ଭଲ video। ଭଗବାନ ଆପଣ ଙ୍କୁ ଏମିତି ହସେଇବାର ଶକ୍ତି ଦଉଥାନ୍ତୁ। ଆଉ ଏମିତି କୁତୁକୁତିଆ video କରି ଆମ ମନ ବଳ କୁ ହୁତୁ ହୁତୁ ହେଇ ବଢ଼େଇ ଦିଅନ୍ତୁ। ଯେତେ ଲେଖିଲେ ବି କମ ଗୁଲୁଆ ଭାଇ। reply comment ର ଅପେକ୍ଷା ରେ । ଜୟ ଜଗନ୍ନାଥ

  • @Tanmaya_online
    @Tanmaya_online 4 года назад +140

    ପିଇସା quarantine center ଗଲେ କି ନାହିଁ
    ସବୁ ଭୁଲ ମୋର ,
    ଅତି ଉତ୍ତମ
    Video ଭଲ ଲାଗିଲା

  • @jagabandhusahu2176
    @jagabandhusahu2176 4 года назад +77

    ଏମିତି ଗୋଟେ ଖୁସି ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଫୁଲ ବୋବାଲ୍ ଗୁଳୁଆ ଭାଈ & ସାଙ୍ଗମାନେ
    ଆହୁରି ଏମିତି ଭଲ କମେଡି ଉଇଥ୍ କାଖ ତଳେ କୁତୁ କୁତୁ କରୁଥାଇ ହସାଉ ଥାଅ😂😂😅👌🏡🤤😊

    • @jagabandhusahu2176
      @jagabandhusahu2176 4 года назад +1

      Next gote Raiii Mohan comedy hau..#gulua bhai..

    • @Parsu7890
      @Parsu7890 4 года назад

      ruclips.net/video/59gJ21JR8-g/видео.html

  • @ganeshhembram-2318
    @ganeshhembram-2318 3 года назад +30

    Entry time pura sanghatik😂😘❣️

  • @amlanpani6112
    @amlanpani6112 4 года назад +42

    ପାଣି ପାଇପି ତରଳି ଗଲା mast dilog

  • @odiashortstories3102
    @odiashortstories3102 4 года назад +21

    ସତରେ ଗୁଲୁଆ ଭାଇ ଭିଡିଓ ଟି ଏତେ ସୁନ୍ଦର ହେଇଛି ଯେ କିଛି ଲେଖିବା ପାଇଁ ଭାଷା ମୋ ପାଖରେ ନାହିଁ l🙏🙏🙏

  • @abhisekmaharana1437
    @abhisekmaharana1437 4 года назад +155

    ଆରେ ଭାଇ ଆଉ ତଳକୁ ଜାଓନୀ ଭିଡ଼ିଓ ପୁରା ଜବରଦସ୍ତ ହେଇଛି

  • @avaydas1108
    @avaydas1108 4 года назад +26

    "ସବୁ ଭୁଲ ମୋର "nice comedy 😊👌

  • @NonsenseToka
    @NonsenseToka 4 года назад +65

    ଭଲ ଲାଗିଲା । ଅତି ସୁନ୍ଦର।
    ଆମେ ବି ଓଡ଼ିଶାର ‌ଟୋକା।
    ଆମକୁ ଟିକେ ସାହାଯ୍ୟ କର।
    Love from ଜଗତସିଂହପୁର।

  • @chakhati
    @chakhati 4 года назад +19

    4:44 expression 👌👌👌 ଆପଣଙ୍କ comedy ପୁରା ଏକ ନମ୍ବର 🤩 ସମସ୍ତଙ୍କର ଏଇ ଅବସ୍ଥା 😂😂😂😂

  • @kaliasandha8838
    @kaliasandha8838 4 года назад +865

    ଆରେ ବାଳ ଏଟା ମୋ ଘର ନା ଗୋଲକୁଣ୍ଡା ହୋଟେଲ 😁

    • @sanjaycreationn
      @sanjaycreationn 4 года назад +12

      😁😁😁😁😁😁😁😁😁

    • @borntotravel5077
      @borntotravel5077 4 года назад +22

      Gulua bhai nka gf barsa di pura kamal karidela

    • @kaliasandha8838
      @kaliasandha8838 4 года назад +27

      @@borntotravel5077 ଭାଉଜ ଆମର କମାଲ କରିଦେଲେ

    • @sagarbisoyi1809
      @sagarbisoyi1809 4 года назад +9

      Sandha bhai corana heini ta tamaku

    • @sradhasumanmishra9444
      @sradhasumanmishra9444 4 года назад +11

      Bohu taa amara sexy taaa. Gulua bhai pura ରାଣ୍ଡାଲ୍🤣🤣🤣

  • @Nirjharikamusicworld
    @Nirjharikamusicworld 3 года назад +1

    Mor hasi hasi peta daraj hhhaaahhaaaahhaaahaa..kn karibi mu ...

  • @jyotipratismini1804
    @jyotipratismini1804 4 года назад +15

    Tq gulua bhai 😃😃😃😃😃😃😃😃😃😃Sabu ta vul mora auuuuu tqtq bhai dhanyabad mst lagila vedio ha ha ha ha ha ha ha 😘😘😘🙏🙏🙏🙏🙏tqqqq too all support to gulua bhai vedio pain bahut bahut khusi mu 😊😊😊😊😊😊😊😊😊😊😊😊❤️❤️❤️Heartlily respect

  • @sobhagyabasantia3046
    @sobhagyabasantia3046 4 года назад +30

    ଗୁଲୁଆ ଭାଇ ସେତିକି ଭୁଲ କର 😂😂😂......ଭାଇ video ଟା ବହୁତ ଭଲ ହେଇଛି....ଏ luckdown ରେ ବି ତମେ ଆମ ମୁହଁରେ ହସ ଭରି ଦଉଛ😀😀.....ଧନ୍ଯବାଦ🙏

  • @Travelkrisna5474
    @Travelkrisna5474 4 года назад +61

    "ସବୁ ଭୁଲ ମୋର" ଗୋଟିଏ ନୂଆ Dialogue ODISHA re viral karibara chance deithibaru ଗୁଲୁଗୁଲିଆ ଆଉ କୁନୁକୁନୁ ଚୁଙ୍ଗୁ ଚୁଙ୍ଗୁ ଆମ ଗୁଲୁଆ ଭାଇ ଙ୍କ ପାଇଁ ଗୋଟେ ଲାଇକ୍ ହେଇଯାଉ |

  • @swayam2308
    @swayam2308 2 года назад +1

    bhai sata Kahibaku gale tamara old vdo sabu 1 no. 🥺missing uh gulua Bhai.. plzz come back again. 🙌🙌

  • @tapasranjanbehera2651
    @tapasranjanbehera2651 4 года назад +16

    I have no any words ,jabardast comedy 🤣😂😅😂🤣😂😅😂🤣😅😂

  • @The_Fundraisers
    @The_Fundraisers 4 года назад +306

    ବର୍ଷା ଭାଉଜଙ୍କ ପାଇଁ ଗୋଟେ ଲାଇକ୍ ହେଉ। ❤️😍😊

    • @souravbehura2044
      @souravbehura2044 4 года назад +3

      Bhai jadi mo katha suni parucha please ai video dekhiba kain na aita gulua bhai nka life Ra struggling story. Icha hele dekhibe nachet nain..
      ruclips.net/video/d0ZvuEWjlIk/видео.html

    • @tapanm5329
      @tapanm5329 4 года назад +2

      ruclips.net/video/cDahn6R6Fl8/видео.html

  • @sisibananda9299
    @sisibananda9299 4 года назад +76

    ଗୁଲୁଆ ଭାଇଙ୍କ ପାଇଁପଦେ---- ସବୁଭୁଲ ମୋର।😁😂😁😂😁😂😂😂😂😂

  • @manabji2809
    @manabji2809 3 года назад +3

    Beautifull very very Beautifull l LIKE IT 🙏🙏🙏💯💯💯👍👍👍 MANABJI MISSTY RAJPUTRA

  • @sushilkumar-kg9tm
    @sushilkumar-kg9tm 4 года назад +13

    Bhai super
    ସବୁ ଭୂଲ୍ ମୋର --- ନୂଆ ଦାଇଲଗ୍ 👏👌👌👌

  • @Bad.-boy
    @Bad.-boy 4 года назад +10

    Super gulua bhai....samaste supav acting karuchaanti..ତୁମେ ନଥିଲେ ତ କିଛି ହବନି ଆଊ....🤪🤪😜🤪😜🤪🤪😜🤣🤣🤣🤣🤣🤣🤣🤣🤣 ଏହି lockdown ରେ ଆମ ମାନଙ୍କ ମନୋରଞ୍ଜନ କରୁଥିବା ପାଇଁ ଆପଣଙ୍କ ପୁରା ଟିମ୍ କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।🙏🙏

  • @learnwithprabhat
    @learnwithprabhat 4 года назад +40

    *Starting ରୁ ମଜା👇*
    *ପିଇସା କଣ ସୁରାଟ ଗଲୁ ମରିଗଲା 😉😎*
    *ପିଇସା:* _ତୋ ବାପାର ଯଉ ବଡ ହେଇଥିଲା ସେଟା କଣ ଛିଡି ପଇଲା 😂😂😂_
    _ପିଇସା ରାଗିଗଲେ ଆଉ ....👹_
    *ସବୁ ଭୁଲ ମୋର👌👌👌*

  • @johngameryt2573
    @johngameryt2573 3 года назад +3

    Super bhai comments 👍🏽👍🏽👍🏽👍🏽

  • @kaliasandha8838
    @kaliasandha8838 4 года назад +98

    ଭାଉଜ(ବର୍ଷା) ଆମଲ କମାର କରିଦେଲେ

  • @samapikamohanty6554
    @samapikamohanty6554 4 года назад +161

    ଭାଇ ପୁରା ଅଲଗାପ୍ରକାର ମନୋରଞ୍ଜନ ହେଇଗଲା ଧନ୍ୟବାଦ ଭଗବାନ କରନ୍ତୁ ଆପଣ ବହୁତ ଆଗକୁ ଜନ୍ତୁ

    • @souravbehura2044
      @souravbehura2044 4 года назад +5

      Bhai jadi mo katha suni parucha please ai video dekhiba kain na aita gulua bhai nka life Ra struggling story. Icha hele dekhibe nachet nain..
      ruclips.net/video/d0ZvuEWjlIk/видео.html

    • @brajamohanmohanty4931
      @brajamohanmohanty4931 4 года назад +3

      Aapana sesa shabda taa b manoranjan hoi
      gala

    • @mitumitu9265
      @mitumitu9265 4 года назад +1

      Ĺ

    • @mitumitu9265
      @mitumitu9265 4 года назад +1

      P

    • @musafir.bhaiya
      @musafir.bhaiya 4 года назад +1

      Bhauni seita jaantu jantu nuhen

  • @rabindrabehera4462
    @rabindrabehera4462 4 года назад +85

    ଗୁଲୁଆ ଭାଇ ବାପ ର ବି ପିସା ଆଉ ପୁଅର ବି ପିସା
    କଥା ଟା କଣ

  • @kalpanabehera8687
    @kalpanabehera8687 3 года назад +1

    Bahuta vala lagela

  • @sampreetofficial8
    @sampreetofficial8 4 года назад +92

    ହୃଦୟସ୍ପର୍ଶୀ ଗଳ୍ପ ଟିଏ.....
    "ଗରିବ "
    ଗରିବ ପିଲାଟିଏ
    କିଛି ମାସ୍କ ଧରି ବିକ୍ରିକରିବାକୁ ବାଟରେ ଘାଟରେ ବୁଲୁଛି .....
    ମାସ୍କ ନିଅ ......ମାସ୍କ ନିଅ ......ଡାକି ଡାକି......
    ମା କିଛି ମାସ୍କ ତିଆରି କରି ଦେଇଛି ବିକିବାକୁ l
    ବିକ୍ରି କଲେ ଯାହା ଦୁଇ ପଇସା ମିଳିବ ସେଥିରେ ଘର ଚଳିବ l
    ହଠାତ ଜଣେ ବୁଟ ସୁଟ ପିନ୍ଧା ବାବୁଜଣେ ପଚାରିଲେ
    ଆରେ ବାବୁ ମାସ୍କ କଣ ବାଣ୍ଟୁଛୁ ଲୋକଙ୍କୁ ?
    ପିଲାଟି କହିଲା , ନାଇଁ ବାବୁ ବିକୁଛି ,
    ଗୋଟିଏ 30 ଟଙ୍କା l
    ବାବୁ ଜଣଙ୍କ କହିଲେ 30 ଟଙ୍କା ! ବାପରେ !!!!!
    ଏତିକି ଟିକିଏ କପଡା ପୁଣି 30 ଟଙ୍କା , ହେଉ ଥାଉ l
    ପିଲାଟି କହିଲା , ନିଅନ୍ତୁ ବାବୁ ,ନିଅନ୍ତୁ ,
    ବିକ୍ରିହେଲେ ଆମେ ଚାଉଳ କିଣିବୁ ମୋ ମା କହିଛି l
    ବାବୁ ଜଣଙ୍କ କହିଲେ, ହେ...
    ଲୋକମାନେ ମାହାଳିଆ ବାଣ୍ଟୁଛନ୍ତି
    ଆକୁ ପୁଣି ଟଙ୍କା ଦେଇ ନେବୁ ,ଜା ଜା ମୋର ଲୋଡାନାହିଁ l
    ପିଲାଟି କହିଲା , ବାବୁ ଆପଣଙ୍କ ଘରେ କେତେଜଣ ଅଛନ୍ତି ?
    ବାବୁ ଜଣକ କହିଲେ ପାଞ୍ଚ ଜଣ ଅଛୁ l
    ପିଲାଟି କହିଲା ,ହେଉ ବାବୁ ପାଞ୍ଚଟି ମାହାଳିଆ ନିଅନ୍ତୁ ,,
    ଟଙ୍କା ବି ଦିଅନ୍ତୁ ନାହିଁ..
    ମାତ୍ର ସମସ୍ତେ ନିଶ୍ଚୟ ବ୍ୟବହାର କରିବେ ।
    ଏତିକି କହି
    ପିଲାଟି ପାଞ୍ଚଟି ମାସ୍କ ବଢ଼େଇଦେଇ ଚାଲିଯାଉଥିଲା ।
    ବାବୁ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ ,
    ଡାକିଲେ , ଆରେ ବାବୁ ଶୁଣ ତ ,
    ପିଲାଟି କହିଲା କଣ ହେଲା ବାବୁ
    ଆଉ ଦରକାର କି?
    ବାବୁ ଜଣକ କହିଲେ ନାଇଁ ରେ ବାବୁ
    ମ।ହାଳିଆ ଦେଇଦେଲୁ ,ତମେ ଚାଉଳ କେମିତି କିଣିବ ??
    ଆଉ ତୋ ବୋଉ ତୋତେ ଗାଳିଦେବନି ?
    ମହାଳିଆ ଦେଇଦେଲୁ ବୋଲି...
    ପିଲାଟି କହିଲା ବାବୁ,
    ଏ କପଡା ଖଣ୍ଡିକ କରୋନ। ନାମକ ଏକ ମାରାତ୍ମକ ରୋଗ କବଳରୁ ସୁରକ୍ଷା ଦେଇଥାଏ ।
    ଆଉ ଆପଣଙ୍କୁ ମ।ହାଳିଆ ଦରକାର,
    ଆପଣ ପାଞ୍ଚ ଜଣ ସୁରକ୍ଷିତ ରହିବେ ଓ ବଞ୍ଚିଯିବେ
    ଏହାହିଁ ମୋ ପାଇଁ ବଡ଼କଥା ।
    ଆଉ ବୋଉ ବି ମୋତେ କହିଥିଲା, ଗରିବ ଲୋକ ମାଗିଲେ ,ମାହାଳିଆ ବି ଦେଇ ଦେବୁ । ବାବୁ,
    ଗୋଟେ ଦିନ ଆମେ ଉପାସ ରହିଗଲେ ମରିଯିବୁନାହିଁ ,
    ଆଉ ବୋଉ ର ଗାଳି ତ ଦାଣ୍ଡର ଧୂଳି
    ଟିକେ ସହିଯିବି ।
    ହେଲେ ବାବୁ ମନେରଖିବ ,
    ମାସ୍କ ଗୁଡିକ ନିୟମିତ ଧୋଇବ ଓ ବ୍ୟବହାର କରିବ ।
    ଆପଣଙ୍କ ପରିବାର ପାଇଁ ଭଲ
    ଆଉ ଦେଶ ପାଇଁ ଭଲ....
    ଏତିକି କହି ପିଲା ଧାଇଁ ଚାଲିଗଲା ମାସ୍କ ନିଅ , ମାସ୍କ ନିଅ , ଡାକି ଡାକି
    ବାବୁ ଜଣକ
    ଭକୁଆ ହୋଇ ଚାହିଁରହିଥାନ୍ତି
    ପିଲାଟିର ଯିବା ପଥକୁ .......
    ସେହି ପିଲା କଥା ତାଙ୍କ ର ମନେ ପଡି ଯାଉ ଥାଏ। " ଗରିବ ଲୋକ ମାଗିଲେ , ମାହାଳିଆ ବି ଦେଇ ଦେବୁ ।
    ଭାବୁଥାନ୍ତି, ପ୍ରକୃତ ଗରିବ କିଏ ?????

  • @manasranjanbehera214
    @manasranjanbehera214 4 года назад +14

    No views....
    28 seconds ago......
    I'm the first viewer....
    Nice gulua bhai.....
    Tame emiti video post Kara always au ame bi dekhibu......
    You are the best comedian of Odisha......
    ଇତି ଆପଣଙ୍କର ଅଜା ପୁଅ ମାମୁଁ।

  • @Cabaggage
    @Cabaggage 4 года назад +59

    I can't control my laugh 😂😂😂

  • @asishkumar7943
    @asishkumar7943 3 года назад +1

    bahuta badhia comedy

  • @bapisahoo2760
    @bapisahoo2760 4 года назад +43

    ଗୁଲୁଆ ଭାଇ ମୁଁ ହସି ହସି ହଗି ଦେଲି😜😜

  • @madhu_lic1628
    @madhu_lic1628 4 года назад +20

    U guys are superb ..I just can't stop my laugh🤣🤣🤣🤣

  • @prakashkumarpatra4677
    @prakashkumarpatra4677 4 года назад +10

    କଣ କଲ ଗୁଲୁଆ ଭାଇ ପୁରା ଘାଣ୍ଟି ଦେଲ 🤣🤣🤣🤣🤣 ସବୁ ଭୁଲ୍ ମର😂😂😂

  • @sibaprasad7236
    @sibaprasad7236 3 года назад

    E comedy ta dekhi mind unstable ru shanta hei jauchii
    Jabardast comedy peesa

  • @bhagyashreesahu1358
    @bhagyashreesahu1358 4 года назад +18

    😆😆😆😆😆😆.. Kte hasibi aau..😆😆😆. One dilogue.. 'Mu surat re thila bele kte kn tekichi.'.😆😆😆😆😆😆, .. Pisaa tame kbe sudhiriba??... 😆😆

  • @pravatmaharana3671
    @pravatmaharana3671 4 года назад +26

    ଗୁଲୁଆ ଭାଇ ଭଉତ ଭଲ ଲାଗିଲା
    ଅମା ଙ୍କୁ ଏମିତି ଭିଡ଼ିଓ ପଠାଉ ଥାଉ ବହୁତ ଏଞ୍ଜୟ କରିଲୁ ଏଇ ଭିଡ଼ିଓ ରେ ।
    ସବୁ ଭୁଲ ଆମର (ପିସା)😍😍😍😘😘😘🤔🤔😘😘😘😘😘

  • @SanjayKumar-nh7fn
    @SanjayKumar-nh7fn 4 года назад +24

    ବୋଉ ଟା ଆମର ସେକ୍ସି ଟା 😂😂😂 ସବୁ ଯାକ ଭୁଲ୍ ମୋର 😱 ଭାଈ ଭିଡ଼ିଓ ଟା ବହୁତ ସୁନ୍ଦର ହେଇଛି ⭐⭐⭐⭐⭐

  • @johngameryt2573
    @johngameryt2573 3 года назад +3

    Gulua bhai no 1 👍🏽 and. Super video

  • @shubhakantajena59
    @shubhakantajena59 4 года назад +8

    Yeeeeeeeeeeeeeeeeshhhh
    After a long time 😊😊😊

  • @edutube801
    @edutube801 4 года назад +34

    in 15mnt 1.5 likes and 205 comments hats off to u gulua and teams

    • @chandanmeher8273
      @chandanmeher8273 4 года назад +1

      Badai chadai Kari khoucha 835 like au 165 comment

  • @siletboy1555
    @siletboy1555 4 года назад +23

    ଓହୋଃ ମୁଁ କଣ କହୁଥିଲି କି
    ମୁଁ ତ ନଥିଲେ କିଛି ହବିନେଇ ଆଉ 😜

  • @ffgirlriya849
    @ffgirlriya849 3 года назад +3

    👌👌👌 bhai

  • @foodietraveller5615
    @foodietraveller5615 4 года назад +17

    Best one.. laughed a lot.. good job bro..😂

  • @Akonevlogs
    @Akonevlogs 3 года назад +12

    Gulua comedy No 1 ❤️👍

  • @laxipriyastudio631
    @laxipriyastudio631 4 года назад +8

    First-time comment for mr gulua..

  • @ambaral6634
    @ambaral6634 3 года назад +2

    Vala haichi

  • @mrmihir1430
    @mrmihir1430 4 года назад +11

    ଆରେ ଭାଇ ସତ ରେ ଭିଡିଓ ଟି ସୁପର ହିଟ୍ ହେଇଛି

  • @TechnicalNarottam
    @TechnicalNarottam 4 года назад +21

    ସବୁ ଠିକ୍ ମୋର କାରଣ *ମୁଁ ଏ ଭିଡିଓ ଦେଖିଲି*

  • @gaganswainvlogs423
    @gaganswainvlogs423 4 года назад +17

    ସବୁ ଭୂଲ୍ ମୋର
    ସଲା ଭିଡ଼ିଓ ଦେଖିକି ରାତି ରେ ଏମିତି ହସିଲିଯେ ଘରେ ସବୁ ଆରମ୍ ରେ ସୋଇଥିଲେ ସବୁ ଉଠିପଡି ଲେ
    କହିଲେ କଣ ହେଲାକି ରେ
    ମୁଁ କହିଲି କିଛି ନାହିଁ ସ୍ବପ୍ନ ଥିଲା 😍😃😀😀
    ଗୁଲୁଆ ଭାଇ ତମେ ଏମିତି ହସେଇଲ
    ହସକୁ ଆଉ ପିଚା ତଳେ ଚାପିପରିଲିନି😁😁🙏🙏🙏🙏

  • @ashisdash9708
    @ashisdash9708 3 года назад

    Ha ha ha ha ha mo pani pipe tarali gala...🤣🤣🤣🤣🤣😂😂😂😂😂
    👌👌👌👌👌👌👌👌👌👌👌👌

  • @mr.bhabani05
    @mr.bhabani05 4 года назад +26

    ହସି ହସି ମୋ ପେଟ ଦରଜ ହୋଇଗଲାଣି 😃😃...ତମେ ତ ନଥିଲେ କିଛି ହେବନି ଆଉ😄Thanks Gulua bhai..

    • @souravbehura2044
      @souravbehura2044 4 года назад +1

      Bhai jadi mo katha suni parucha please ai video dekhiba kain na aita gulua bhai nka life Ra struggling story. Icha hele dekhibe nachet nain..
      ruclips.net/video/d0ZvuEWjlIk/видео.html

  • @rahulkumarpatnaik6023
    @rahulkumarpatnaik6023 4 года назад +8

    💯/💯 no objection...Fully entertainment package..

  • @princebabulu376
    @princebabulu376 4 года назад +9

    Best comedy videos Of the day...😁😁😁

  • @keshababadatya725
    @keshababadatya725 4 года назад

    Full bobal.......guluaaa bhai....Sabu bhul ta Moro....super diolog....

  • @mtcreation467
    @mtcreation467 4 года назад +16

    ଭଲ ଲାଗିଲେ ନୁହେଁ ବହୁତ୍ ଭଲ ଲାଗିଲା
    Love you bro

  • @Riderboymunna
    @Riderboymunna 4 года назад +6

    ହସି ହସି ପେଟ ଦରଜ ହୋଇଗଲାଣି.. 😀😀😀

  • @sangramkeshari4864
    @sangramkeshari4864 4 года назад +32

    Dudulpara quarantaine center 😂😂😂 At - Bialipada Po - Dudhaghati 😂😂😂

  • @uttambhati7364
    @uttambhati7364 3 года назад

    Maja lagila golu Bhai au sandha Bhai.... I'm ur big fan....I'm from kalahandi

  • @kumarkeshabBlsr
    @kumarkeshabBlsr 4 года назад +7

    ଆରେ ଭାଇ ସବୁ ଭୁଲ ମୋର

  • @b.kgraphicsaska5178
    @b.kgraphicsaska5178 4 года назад +37

    ଗୁଳୁଆ ଭାଇ ମୁ ତମ ସହ କଥା ହବାକୁ ଚାହେଁ ଭିଡ଼ିଓ ଭାରି ଭଲ ଲାଗିଲା, ଭଗବାନ ତମକୁ ଦୀର୍ଘାୟୁ କରନ୍ତୁ

  • @VK18554
    @VK18554 4 года назад +84

    ମୁଁ ତ ନଥିଲେ କିଛି ହେବନି then ଗୋଟେ ଖୁସି ଆଉ now ସବୁ ଭୁଲ୍ ମୋର viral dilog

    • @souravbehura2044
      @souravbehura2044 4 года назад +2

      Bhai jadi mo katha suni parucha please ai video dekhiba kain na aita gulua bhai nka life Ra struggling story. Icha hele dekhibe nachet nain..
      ruclips.net/video/d0ZvuEWjlIk/видео.html

    • @VK18554
      @VK18554 4 года назад

      Hmm Bhai dekhi sarilini👍👍

    • @ajayasahoo2305
      @ajayasahoo2305 4 года назад

      Right bro🤣🤣😝😝

    • @ayushmanrout5035
      @ayushmanrout5035 4 года назад

      right bro

  • @priyaranjanparida7269
    @priyaranjanparida7269 3 года назад +1

    sahoo babu comedy ahuri bhala laguchi

  • @Rajesh-mh7cc
    @Rajesh-mh7cc 3 года назад +5

    ପିଇସା ସୁରାଟ ଗଲୁ କଣ ମରି ଗଲା 😁😁

  • @mitalisahoo2290
    @mitalisahoo2290 4 года назад +9

    Nice comedy with good social msg 👏👏👏

  • @bijaykumarbeura3879
    @bijaykumarbeura3879 4 года назад +5

    ଗୁଲୁଆ ବାବୁ ଆପଣଙ୍କ ଅଭିନୟ ଏବଂ ସାଥି କଳାକାରଙ୍କ ଅଭିନୟ ଏକଦମ ସୁନ୍ଦର ହୋଇଛି ।ଟିକେ ନିଜର ଲାଳୁଆ ଦୋଷକୁ ସମ୍ଭାଳ ନହେଲେ ......but superb bhai thank you so much 💐💐💐💐💐💐💐💐💐💐💐👍👌👌👌👌👌👌💐💐💐💐💐💐

    • @RahulKumar-ep8nx
      @RahulKumar-ep8nx 4 года назад +1

      Tike nuha yaara prabala lalua dosa achhi. Jhia bahu kahaku bi chhaduni ye , check Kara sabu vdo Ku bhal se

  • @ganeshchand1913
    @ganeshchand1913 3 года назад +1

    Bhai mast

  • @snkmrsh58
    @snkmrsh58 4 года назад +4

    Bhai hasei hasei Marideba 🤣🤣🤣

  • @sarojineemohanty6467
    @sarojineemohanty6467 4 года назад +18

    OMG super. I'm speechless. 👌👌👌👌👌👌👌👌👌👌👌

  • @tibbatkumar7738
    @tibbatkumar7738 4 года назад +4

    Srsly I can't stop my laugh 🤣🤣👌🏻👌🏻👌🏻mst heichi bhai srsly

  • @krishnagamingff6731
    @krishnagamingff6731 Год назад +1

    ବାପା ଡାକୁଚି ପିସା ପୁଅ ବି ଡାକୁଚି ପିସା😁😁

  • @mrtapan031
    @mrtapan031 4 года назад +5

    Wonderful social Message against COVID-19

  • @suryanarayan2772
    @suryanarayan2772 4 года назад +40

    ଭାଇ କଣ କମେଡି। ସାଂଘାତିକ 👌👌 Carry On Bhaii.. Best Wishes... ❤ ହସେଇ ହସେଇ ମୁତେଇ ଦେଲ। 🤣

  • @surendradas6654
    @surendradas6654 3 года назад +5

    So beautiful comedy

  • @laxmikantbiswal7756
    @laxmikantbiswal7756 2 года назад +2

    4:43 ସବୁଠାରୁ ମସ୍ତ ଥିଲା...🤣🤣🤣

  • @harapriyasahoo1979
    @harapriyasahoo1979 4 года назад +12

    Gulua Bhai fan like karntu😍😍😍

  • @sanjuktabarik7205
    @sanjuktabarik7205 4 года назад +22

    First comment 😂 given by me

    • @manasranjanbehera214
      @manasranjanbehera214 4 года назад +4

      First comment ଦେଲ ତ କଣ ହେଲା ସେଠୁ??????
      ଏଇଟା କହିବା ତ କିଛି ଦରକାର ନାହିଁ.......
      ଖରାପ ଭାବିଲେ କି ମୁଁ ଏମିତି କହିଲି ବୋଲି........
      ମୁଁ ମଜା ରେ କହୁଥିଲି ଖରାପ ଭାବିବେନି......
      ଇତି ଆପଣଙ୍କର ଅଜା ପୁଅ ମାମୁଁ।

    • @sanjuktabarik7205
      @sanjuktabarik7205 4 года назад +1

      @@manasranjanbehera214 Sabu vul Mora🤣🤣🤣

    • @debasisrath4249
      @debasisrath4249 4 года назад +1

      Excellent 👍👍👍👍👍👍👍👍

    • @manasranjanbehera214
      @manasranjanbehera214 4 года назад +1

      @@sanjuktabarik7205 hmm

  • @anjali...8138
    @anjali...8138 4 года назад +6

    Ha ha my favourite comedian gulua........ god bless you...

  • @gaurangacharanasahu6033
    @gaurangacharanasahu6033 5 месяцев назад

    Jay jaganatha Jay odisha Jay Bharat super comedy and video and akatigi 😁😎💯💯😎

  • @bhagyashreesahu1358
    @bhagyashreesahu1358 4 года назад +7

    Seriously.. Bahut hi badhiya heichi vedio taa, an tqq to all of u .. Ate saraa kasta aama mananka muhanre tike hasa dabaa pain.. Aapna kte kasta karuchanti... 😊😃..

  • @ritikramanpanda207
    @ritikramanpanda207 4 года назад +6

    #1st view fully happy 🙃🙃🙃🙃

  • @alisadas6030
    @alisadas6030 4 года назад +7

    ଅତି ସୁନ୍ଦର । ବହୁତ ହସ ଲାଗିଲା।😍

  • @sonam_sona.263
    @sonam_sona.263 3 года назад +2

    Tq so much bhai amty hasauthibaru... Sakalu mood off thila... Apana nka vdo dekhiki mood bhala hei gala... Tqq😄😊😊😊🙏

  • @ARVIND-pl4iw
    @ARVIND-pl4iw 4 года назад +28

    ଆରେ ଗୁଲୁଆ ଭାଇ ତମେ ତ ଷଣୃ ର ପିଇସା ତା ପୁଅ ର ବି ପିଇସା କେମିତି ହେଲ.

  • @amritapoudar5872
    @amritapoudar5872 4 года назад +13

    ଭାଇ ସବୁ ଭୁଲ୍ ତୁମର....,ଭିଡିଓ ବହୁତ୍ ଭଲ ହେଇଛି.....ସଚେତନ ବି ଅଛି....

    • @RahulKumar-ep8nx
      @RahulKumar-ep8nx 4 года назад

      Ethire Ki sachetana dekhagala tamaku? Pisaa nija bahu Ku sexy kahiba ta? Na bahu upare Saadi kholiki soiba ta???

    • @rabindrapradhan8951
      @rabindrapradhan8951 4 года назад

      Answer dia madam😃😃😃😁😁😁

    • @amritapoudar5872
      @amritapoudar5872 4 года назад +2

      @@rabindrapradhan8951 କରୋନା ବିଷୟରେ ଶେଷରେ ଯେଉଁ ସଚେତନ ଅଛି ସେଇଟା,ଆଉ ଯାହାବି ରୋଲ୍ ହୋଇଛି କେବଳ ମନରଂଜନ ପାଇଁ,ସିରିଏସ୍ ନବା ଉଚିତ୍ ନୁହେଁ...

    • @shivtelecast5938
      @shivtelecast5938 4 года назад +1

      ruclips.net/video/mX78kKluF-c/видео.html

    • @shivtelecast5938
      @shivtelecast5938 4 года назад

      Mo video ku dekha

  • @impartialthought16
    @impartialthought16 4 года назад +11

    Actually mr.gula.... one suggestion that you always use "mu nathile kichhi habani au" in each video. It gives a witty moment. I always prefer to watch your videos.... I like

  • @thrgamer7030
    @thrgamer7030 4 года назад

    Bahut badhia bhai hasi hasi gadi gali

  • @anilhdkcj7350
    @anilhdkcj7350 4 года назад +7

    Sup mxt kdk too bobal minnd blowing

  • @swayambhubadash6749
    @swayambhubadash6749 3 года назад +3

    What a awesome comedy episode

  • @monalishavlog2380
    @monalishavlog2380 3 года назад

    Bahut sundar laguchi video ta 😀😀😀

  • @sivanarayantripathy2541
    @sivanarayantripathy2541 4 года назад +32

    Who else were missing "Oh ho mu ta nathile kichi heba nai aau" dialogue..!?

  • @jrsofficial.2910
    @jrsofficial.2910 4 года назад +5

    Best comedian
    Big fan broo👍👍
    Ohh mu ta nathile kichhi habani🤣🤣

  • @swarochismohapatra4487
    @swarochismohapatra4487 4 года назад +10

    My loking very nice Brother ❤️ l Love always your family .. love you lot 🥰 Always comedy jay Jagannath 😘
    💖💗

  • @PabitraBarik-kp4ni
    @PabitraBarik-kp4ni 25 дней назад +1

    Best comedian m.r gulua

  • @Mrparis-xt7qw
    @Mrparis-xt7qw 4 года назад +4

    Sabu bhul mora 😂😂😂🤣