Karim aau Krupasindhu mr gulua comedy // odia comedy // kalia sandha // mr pralaya
HTML-код
- Опубликовано: 5 мар 2023
- NAMASKAR JAI JAGANNATH
MU AAPANA NKA MR GULUA
Apana mananka asirbad bhala paiba re mu aaji ete bata asiparichi.. bahut dina pare mo video asichi . bahut matra re bhala paiba deba sahita kou part adhika bhala lagila mata mat nihati janaibe..
#mrguluacomedy #odiacomedy #karimaaukrupasindhu #mrgulua #kaliasandha #mrpralayacomedy - Приколы
Download Probo & Earn Money:- probo-in.onelink.me/1kre/MrGuluacomedyMarch
Video kemiti lagila janeibe?
Bl video
Mg banda dhanda chalexcgga
କାହାଣୀ ଟି ବାସ୍ତବ ଜୀବନର ପ୍ରତି ଫଳୀତ କରିଛି ମୋତେ ବହୁତ୍ ଭଲ ଲାଗିଲା🙏👍
Bhahut Sundar ❤❤❤❤
Superb
ପିଲାଦିନେ କରିମ୍ କୃପାସିନ୍ଧୁ ବିଷୟ ପଢ଼ିଥିଲୁ , ସେଟା ସମାଜକୁ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରିଥିଲା। କିନ୍ତୁ ଏ କରିମ୍ କୃପାସିନ୍ଧୁ କେବଳ ମନୋରଞ୍ଜନ ର ଖୋରାକ ଯୋଗାଇଛନ୍ତି। ବହୁତ୍ ବଢ଼ିଆ ଲାଗିଲା ସମସ୍ତ କଳାକାର ଙ୍କର ଅତି ଚମତ୍କାର ଅଭିନୟ। ସତରେ ❤ ଖୁସ୍ ହେଇଗଲା 👌🥰
Finally the real GULUA BHAI is back... Hasi hasi Peta daraj hei galani... 🤣🤣🤣🤣
Big fan bhai love from Angul 🥰
ଭାଇ ଓ ତାଙ୍କ ଭଉଣୀ ମାନେ କେମିତି ଅଛନ୍ତି ସବୁ ଭଲ ଅଛ ତ ସେମିତି ଭଲ ରେ ଧାଆଓ vhaina mu apanka sabu volg video dekhe iam big fan tuma sana vhauni
Tora ta jou Peta sala
Mota
Abe tu aku dekhi emiti hasuchhu ja khordha toka ra Holi comedy dekhibu Atharu bohut bhala heichhi ja 😂😂
ଧନ୍ୟବାଦ ଭାଈ। ଆପଣ ଆମର ତୃତୀୟ ଶ୍ରେଣୀର ସ୍ମୃତି ଆମକୁ ମନେ ପକାଇ ଦେଲ🥰
ଯୋଉମାନେ ମୋ ଭଳି କମେଣ୍ଟ୍ ପଢ଼ିବାକୁ ଆସିଛ ଭଗବାନ୍ ତାଙ୍କ ବାପା ମା ଙ୍କୁ ଭଲରେ ରଖନ୍ତୁ ❤❤🥰🥰
ଧନ୍ୟବାଦ ଭାଇ ବାପା, ମାଆ ଙ୍କୁ ଭଲ ପାଇଥିବାରୁ 🙏🙏
🙏🙏Bhai ama video kamati achi video dakhi tika support Kara..
❤❤❤
Thanks bro ❤❤
ruclips.net/video/ZYaNbi_TRS8/видео.html😭🙏🙏👈
ଏତେ ଦିନ ପରେ ସେ ତୃତୀୟ ଶ୍ରେଣୀ ର ପାଠ ମନେ ପଡିଗଲା ଧନ୍ୟବାଦ ଗୁଲୁଆ ଭାଇ
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰🥰
ବହୁତ୍ ସୁନ୍ଦର ଭାଇ🙏🙏🙏🙏👏👏👏
Right
😮
ଅତି ସୁନ୍ଦର ସୁନ୍ଦର ବହୁତ୍ ସୁନ୍ଦର ଲାଗିଲା ଏଭଳି ଭିଡିଓ ପ୍ରଥମ ଥର ଦେଖିଲି ବହୁତ୍ ସୁନ୍ଦର କାହାଣୀ ଦୁଇ ସାଙ୍ଗ ଓ ଦୁଇ ଧର୍ମ ର ସମର୍କ ବହୁତ୍ ଭଲ ଲାଗିଲା ହସ ଲୁହ ଭରା ଏକ ଭିନ୍ନ ଧରଣର କମେଡି ସହ ଏଇ ଭିଡିଓ ରେ କିଛି ଶିକ୍ଷ୍ୟା ମଧ୍ୟ ରହିଛି ଯାହା ଏକ ଉଦାହରଣ ସୃଷ୍ଟି କରିଛି
The line ଡିମିରି ଫଳ ମିମିରି ଫଳ ଗୋଳେଇ ଦେଇ ଦେଇଛି ମରିବ କି ବଞ୍ଚିବ ଅସମ୍ଭବ was very Epic
Kareem au Krupasindhu... Childhood memories 🙂🙂 Thanks for bringing this concept into comedy... Video bahut bhala heichhi ❤❤❤
Pura puri sath katha kahile💚💜💚
Watch -Ex Muslim Sahil
Sachwala
Adam seeker
Ex muslim bharat
Over acting
@@ramakantanaik3813❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤m❤ LL❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ln LL lmmm
@@wildlife479go and read history books
read history
follow lallantop
follow science journey
Follow ex hindu atheist 😂
Follow science is dope 😂
Andhbhakt maghia odisha ru bahara 😂
ଛୋଟ ସମୟର ଅଭୁଲା ପାଠ❤❤
Who want to see Shomaa and Hasina episode,
BAHUT SUNDAR 🤣FIGHT SEEN TA SABUTOO BEST 😍😍😍
Comedy King of all yubetuber who has started revolution years ago in Orissa....now he is back.....praised 🙏🙏🙏🙏
ଜୟଙ୍କେ ମା'ଙ୍କେ ବୃନ୍ଦାବତୀଙ୍କ 👏🇮🇳🔱❤️🕉️
ଜୟଙ୍କେ ଶ୍ରୀଙ୍କେ ଜଗନ୍ନାଥଙ୍କେ👏🐄🕉️❤️🔱🇮🇳👏🌱🏹🔱🇮🇳🕉️
Bohut bhala ଲାଗି ସୀ... Most video ହୋଇସି..
ତୃତୀୟ ଶ୍ରେଣୀ ବହି ରେ ଗୋଟେ ଗପ ଥିଲା (ପୁଣି ସେମାନେ ହସିଲେ) ଆଉ ତୁମେ ତାହାକୁ ଆଜି ଜୀବନ୍ତ କରି ଦେଲ ଗୁଲୁଆ ଭାଇ ! You are great ⭐.
Gulua babu comedy ta bahuttt badhia lagila,,,, hasi hasi peta daraj,,,,, mu aau pura family basiki dekhuthilu,,,, bahut bhala lagila,,, specially sandha nka nua look,,,,, nisa rakhichhanti sie😆😆😆😆,,, bahutt bhala lagila aau tama dialogue badhia heichhi bahutt special
Video Ta Bhala Lagila
ଭାଇ ମୋଜା ଆସି ଗଲା 👍🏽👍🏽👍🏽👍🏽👍🏽🌹🌹🌹
entry of pralaya ... mind blowing
Comedy king is back 😅👑
One of my favourite 🔥💨🕶️
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
Comedy king only prangya bhai
ପିଲା ଦିନେ ପଢିଥିବା କାହାଣୀ କୁ ନୂଆ ରୂପରେ ଜୀବନ୍ତ କରିଦେଲେ
One of the biggest milestone for Odia comedy
Aji aka tin r dekli e video ke naa bhai git besi bhal lagla super ache😅😅
ଅତି ସୁନ୍ଦର 😂😂😂
First full of comedy and last part is so heart touching thanks for gulua Bhai for this type of content 🙏🤘
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
ଭାଇ ଆପଣ ଜେମତି ପିଲା ଦିନର କଥା ମନେ ପକେଇଦେଲେ ଆମେ ଭଗବାନ୍ ଙ୍କୁ ଡାକୁଛୁ ଏମିତି ନୂଆ ନୂଆ ପ୍ରୟାସ ଜାରି ରଖନ୍ତୁ ଆମ କୁ ହସେଇବା ପାଇଁ many many thanks bro ❤️❤️
ସୁନ୍ଦର ଅଭିନୟ 👍👍👍
11:10 best part- 😂😂 sandha bhai 😂😂
Refreshing childhood memories, thank u Mr. GULUA
Gulua bhai kan kardisss ...pura ghantidisss 🔥🔥
Bahi tamaku juhar 🙏🙏comedy deakhy
Bhari Bhala lagi la😂😂😂... THANKS... BHAI
ବହୁତ୍ badhia
ଆମେ ତୃତିୟ class ରେ ପଢି ଥିଲୁ କରିମ୍ ଓ କୃପାସିନ୍ଧୁ ର କାହାଣୀ 🙏🏻🥰
Gulua Bhai ଙ୍କ comdy ଦେଖି ପୁରୁଣା ସ୍ମୃତି ତାଜା ହେଇଗଲା😍
Thanku somuch all team member and gulua Bhai 🙏🥰
👏
ପିଲା ଦିନସେ ଗପ କଥା ମନେପଡ଼ିଗଲା ଭାଇ ସତରେ
ସୁନ୍ଦର video👍👍👍
ବହୁତ ବଢିଆ ହୋଇଛି ଭାଇ
ଅତିଚମତ୍କାର. ନିଖୁଣ ଅଭିନୟ
Excellent attempts and nicely executed...It reminds me our school days...30 yrs back ....May not be now in syllabus....just wow 👍👍👍👍👍👍👍
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
ଅତି ସୁନ୍ଦର ପ୍ରୟାସ ବଡ ଭାଇ ଆମେ ପିଲା ଦିନେ କୃପାସିନ୍ଧୁ କରିମ୍ ର କାହାଣୀ ବହି ରେ ପଢି ଥିଲୁ ହେଲେ ଆପଣ ଜୀବନ୍ତ କରି ଦେଲେ 🙏🙏🙏🙏ଅତି ସୁନ୍ଦର 👍
ବହୁତ ବଢିଆ 👏
Over power⚡⚡⚡
Hn bhai pura pila Dina katha mane pakei dela
ବୋପା ବାଣ୍ଡ ଟା ପଢିଥିଲୁ ବିଷୟ ଥିଲା, "ପୁଣି ସେମାନେ ହସିଲେ"
@@bapinbarik9579 hard hei jauchi Pani misa
ଭାଇ ହସି ହସି ଗଡ଼ିଗଲୁ 😃❤️😃
Mausi mane luchiki dekhi hasi hasi gadigaleni
Super 💝
ଅତି ସୁନ୍ଦର୍
ଏମିତି ହିଁ ପୁରାତନ ଷ୍ଟୋରୀ ଭିଡ଼ିଓ ଆମକୁ ଦରକାର ଭାଇ ❤️🌹🌹
Old gulua bhai is back.....Super episode with full of comedy 👍
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
Sakalu wait Kari basilani ❤️ finally Asigala re .... 🥳🥳🥳🥳😍
🤔🤔🤔
ଜୟ ଜଗନ୍ନାଥ 🙏👍👍
ଭଲ ଲାଗୁଛି
Recalling of my childhood memories 😍😍❤️😍😍❤️😍
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
Thank you ❤️ Gulua bhai old memories mane padigala 🤗😍 love you bhai 😍
ଭାଉଜ ମୋ କୋଳ କୁ ଆସ 😂😂😂 funny moment 😂 ପ୍ରଳୁ ଭାଇ, ଓଡିଶା ର No. 1 Channel Gulua Comedy Proud Of U Brother ❤
ମୁଁ ଭାବୁଛି ଗୁଲୁଆ ଭାଇ ର ସବୁଠୁ ଏଇଟା ଭଲ ଭିଡିଓ 😘😘
Bahut Sundar....
Gulua Bhai 🙏❤️
Thank you so much ❤️ Team members
ଭାଇ ପୁରୁଣା ସ୍ମୃତି ମନେପଡ଼ିଗଲା 🙏🙏🙏🙏
Great social message with immense form of comedy.
Love you bhai❤️
Bahut bahut dhanyawad
ଗୁଲୁଆ ଦାଦା ତମର୍ କମେଡି ମତେ ବହୁତ୍ ଭଲ୍ ଲାଗ୍ ସି
I have subscribed your channel👌
କାଇଁ.... ନାଇଁ.. ବାୟା ନେଇ ଗଲା 😆😆
ଯଦି ସତରେ ଗୁଲୁଆ ଭାଇଙ୍କ fan ତେବେ ଗୋଟେ like ହେଇ ଯାଉ
ବଢିଆ ମଜା ଲାଗିଲା
ଆକ୍ଟିଂ ଅତି ସୁନ୍ଦର୍
କିନ୍ତୁ ଚନ୍ଦନ ସିନ୍ଦୂର ଲଗେଇ ଥିବା ବ୍ୟକ୍ତି ହିଁ ଏମିତି ବିକୃତ ମାନସିକତା ରହିବ
ସେ କଥାଟା ହଜମ ହେଲାଣି
ଏ ଭିଡିଓ ରୁ ଆମେ ଶିକ୍ଷା ପାଇଲେ
ଚନ୍ଦନ ସିନ୍ଦୂର ଲଗାଇଥିବା ବ୍ୟକ୍ତି
କିମ୍ବା ବ୍ରାହ୍ମଣ ଲୋକ ହିଁ ଟାଉଟର କିମ୍ବା ଖଳ ପ୍ରକୃତିର ଲୋକ ହୋଇଥିବ
ଏମିତି ଭିଡିଓ ବନେଇ ସମାଜକୁ ଏୟା ଶିକ୍ଷା ଦେଉଛନ୍ତି
Old is gold .very nice you remember our childhood day..
ଭାଇ 😆କାହାକୁ ପ୍ରଳୁ ପସନ୍ଦ!ତାକୁ ଖାଲି ଦେଖିଲେ ହସ ଆପେ ଆପେ ବାହାରି ଆସେ 😊
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰🥰
ଭଲ ହୋଇଛି ଭିଡିଓ
Bhai jaha hau kalia Bhai Bhauja. Au gulua bhai.bhauja. vhidio pain. Bi real re bi nice vhidio 🔥🔥🔥
Must entertaining 👌 experience of episode 👏🏽
Keep it up
TQ gulia Bhai to back our childhood memories ❤️
Trutiya class ro sahitya bohi korim krupasindhu .bisaya phuni semane hasile moro mone padigola🥰🥰super bro
Bahut Sundar Bhaee,mu bahut Dina hela hasi na thilee hasi hasi mo dhukha sabu bhuli gali,Jay Jagannath
ଭାଇ ପୁଣି ଆମ ପିଲା ଦିନକୁ ମନେପକେଇଦେଲ❤❤❤❤❤❤❤❤❤
ପିଲାଦିନେ ବହିରେ ପଢି ଥିଲୁ, ପୁରୁଣା ସ୍ମୃତି ମନେ ପଡିଗଲା, ବହୁତ ଭଲ ଭିଡ଼ିଓ ହେଇଛି......
Bahut bhala heichi video comedy 👌bhala Katha bi achha👍👍👍
Childhood memories sabu taja heigala, thank you for this video and social massage 😊😊
Thank you too
🤣😂😂bahut bhala lagis 😂
Bhai sabu bhala ta 👍
Anyway, after so long, the video came with a more than smile on my face 😂 😂
14/4/2023 re mu dekhili ବହୁତ ସୁନ୍ଦର ଗୁଲୁଆ ଭାଇ
Wow Pathaan style super kru chanti kotha barta sabu bahut bholo so funny 🤣 Gulua Bhai
Barsha diii dailog is so fabulous fantastic ❤️I don't control my laugh 😁😁😁😁😁 super diii💋💋💋💋💋
Amazing trial.... nostalgia of childhood
Wao ପୁରା ବୋବାଲ
Ahi video pai kn kahibi jete kahilebi sete Kam heba au jete hasilebi madhya Kam heba bohut bohut dhanyabad apananka video pai amti video kariki amaku hasantu 🙏🙏🙏❤❤❤❤
Childhood memories is back with super comedy 😆😆
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
ଭାଇ ହସି ହସି ପେଟ ଦରଜ .....🤣🤣🤣
ବହୁତ୍ ବଢିଆ ଗୁଲୁଆ ଭାଇ ❤️
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
ବହୁତ ବଢିଆ ଲାଗିଲା । ମୋ ସହ ଟିକେ କଥା ହୋଇପାରିବେ କି ? ମୁଁ ଆପଣଙ୍କୁ ଗୋଟେ ନୂଅାଁ concept ଦେବି । ଯାହା ବହୁତ likes to ଆସିବ ।
Gulua bhai comedy is beautiful😍😍😍😍
ମଝି ଠେଙ୍ଗା ପୁର 😂 Was Epiic 🔥✌️
ବହୁତ ଦିନ ପରେ ହସି ହସି ଗଡିଲି
Bhai apankara comedire bi message achhi mindbloying
Think u for remembering the ତୃତୀୟ ଶ୍ରେଣୀ days
Before i watching this video i click the like button bcz i know you are really big entertainer in odisha like kapilSharma. Good wishes you brother go ahead ❤️👍
Thank u ଚିନ୍ମୟୀ
ଯାହା ହେଉ ଏତେ ଦିନ ପରେ ଗୋଟେ ଭଲ comedy video ଆସିଲା
Now i am very happy ☺️💖
No.1 heichhi 👍👍👍❤️❤️❤️❤️❤️
Beautiful presentation...hasi hasi gadigali
ବହୁତ ଭଲ ଲାଗିଲା। ଏମିତି ହସାଅ 😂😂😂😂😂
ଧନ୍ୟବାଦ ଭାଇ ଯଦି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ wp status ଟିକିଏ ଦେବେ 🙏🥰
ବହୁତ ଅପୋଷା ପରେ ଆସିଲା 😂
ଏସବୁ ଘଟଣା କାହାଣୀ ପାଇଁ ଠିକ।ବାସ୍ତବରେ ଅସମ୍ଭବ
Mast comedy Mr gulua bhai
Bhai 1 million views
Congratulations 🎉
Ahuri vala vala video banao
Love from brahmagiri❤️❤️❤️
Pralu's acting is far better than others
😍Plz Bhai prat 2 Tama video bhouta Bhala laguchi plz Bhai😍😍❤️♥️
Bhaina mast video thila 😂
ଗୁଲୁୁଲା ଭାଈ ଠିକ୍ କରିମ୍ ପରି ଡିଶୁଛନ୍ତି 💜💜💜🤣🤣
Comedy King Back ❤️🔥
Childhood memories katha mane padigala very nice gulua bhai😊 au main katha hela video dekhiba pare peta daraj heigala hasi hasi😉🤣🤣🤣🤣😂😂😂😂😂🤣🤣🤣🤣🤣
Nice jetethara dekhile bhala laguchi
Bhut majedar acting, dilogue
Thank you gulua bhai,aji bhut hasichii 😂😂😂😂