Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆଶା ନ ନେଇ ଭକ୍ତି କରିବା ଦରକାର always sanatan dharm is great ❤❤❤
ଭଗବାନ କୁ ଭକ୍ତି କଲେ ମନ ଭଲ ରୁହେ ଆଉ ସେଇ ଭଲ ମନ ଭଲ କର୍ମ କରିବା ପାଇଁ ଶକ୍ତି ଦେଇ ଥାଏ ନିଃସ୍ୱାର୍ଥପର ଭାବରେ ଭକ୍ତି କରି ଚାଲନ୍ତୁ
Thike kahechha bhai
Right 👍
Bhagwan Tama ku sakti deichanti bangaladeshi ku maara
Helle kon labha kohunu? Bhalla kamma kolle ammo pokhye bhalla hebba kotha to heuni kahiki,,taha choda jie kichhi Bina chestare sukhare rohuchi,,eita bhagawan sikhaibo ki? Helle biswas hebbo kemiti
Right
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ
କୋଟି, କୋଟି କଳ୍ପ ବିତି ଗଲେ ମଧ୍ୟ କର୍ମ ଫଳ ଭୋଗ ନ ହେଲେ କ୍ଷୟ ଯାଏ ନାହିଁ । ଏ କଥା ବାସ୍ତବରେ ସତ୍ୟ ଅଟେ । ଭଗବାନଙ୍କ ଭକ୍ତ ହୋଇଥିଲେ ମଧ୍ୟ, କର୍ମ ଫଳ ଭୋଗିବା ପାଇଁ ସେ ବାଧ୍ୟ । କାରଣ ଏହା ପ୍ରକୃତି ର ନିୟମ ଅଟେ । ଭଗବାନ ପ୍ରକୃତିର କୌଣସି ନିୟମ ଭଙ୍ଗନ୍ତି ନାହିଁ । ପ୍ରାଣୀ ଯାହା, ଯାହା ସୁଖ ବା ଦୁଃଖ ଭୋଗ କରେ, ଏହା ତାର ଅର୍ଜିତ କର୍ମ ଫଳ ହିଁ ହୋଇଥାଏ । ତେବେ ଭକ୍ତ ଭଗବାନଙ୍କୁ ଜପ କଲେ ତା ମଧ୍ୟରେ ଅସୀମ ସାହାସ ଓ ଧାର୍ଯ୍ୟ ଆସିଥାଏ ଓ ନିଜ କର୍ମ ଫଳ ଭୋଗିବା ବେଳେ ବିଚଳିତ ହୋଇ ନ ଥାଏ । ଚତୁର ବ୍ୟକ୍ତି ଉଭୟ ସୁଖ ଓ ଦୁଃଖ ସମୟରେ ଭଗବାନଙ୍କୁ ଡାକି ଥାଏ । ସାଧାରଣ ବ୍ୟକ୍ତି କେବଳ ଦୁଃଖ ବେଳେ ହିଁ ଭଗବାନଙ୍କୁ ଡାକେ ଓ ସୁଖ ବେଳେ ପାଶୋରି ଯାଏ । ଭଗବାନଙ୍କୁ ସ୍ମରଣ କରି ସତ୍ କର୍ମ କଲେ, କର୍ମ କରିବା ବେଳେ ବେଶୀ ଭୂଲ୍ ହୁଏ ନାହିଁ । ❤️ ଜୟ ଜଗନ୍ନାଥ ❤️ 10:51
👌
Hare Krishna prabhuji 🙏🙏
Hare Krishna prabhuji dandavata pranam 👏👏👏👏
ପ୍ରଣାମ ଗୁରୁଜୀ 🙏🙏
୧୦୦ %ସତ ଭକ୍ତ ଜୀବନ ରେ ଖାଲି ଦୁଖ ହି ଦୁଖ ଆଉ ଭଗବାନ ଙ୍କୁ ପୁଜା କଲେ ମନର ଶାନ୍ତି ମିଲେ
Thik katha
Jadi bhakta jibanare dukha thae tahale manare Santi kuadu miloba
ଜୀବନ ସାରା ଭକ୍ତି କରିବ, କିନ୍ତୁ ଫଳଘର ଶୂନ୍ୟ।
Hare krishna prabhu 🙏
ଜୟ ଶ୍ରୀ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
Bhai ahi bhakti bedantawala deshaku kebe rakhya kariparibe nahi,, saadharana byakti hin rakhya kariparibe.....
mahan prabachak pura practical.🙏
ବାବାଙ୍କ ଉପସ୍ଥାପନା ଅତ୍ୟନ୍ତ ହୃଦୟସ୍ପର୍ଶୀ
Hara kishana prabhu ji dandvat pranam nice one❤
Hare krishna😊❤🎉
🚩🕉️❤️🙌🙏 Jay Shree Hari 🙏🙌❤️🕉️🚩
Jay shree krusna🙏🙏🙏🙏
Hare krishna prabhuji pranam 🙏🙏🙏
ପ୍ରଣାମ ପ୍ରଭୁ ଜୟ ପୂର୍ଣ୍ଣ ବ୍ରହ୍ମ କେଶବ ନାରାୟଣ ସତ୍ୟ ନାରାୟଣ
Hare krishna 🙏
Hare Krishna hare rama 🙏🙏🙏
Hare Krishna
🙏Hare Krishna 🙏🙏🙏🙏🙏🙏😭😭😭😭😭😭😭
Harekrishna🌸 Haribol🙏 gaurHari
Hare krishna
Jay shree Krishna
ଆଉ ତ କାଇଁ ବାଳକୁ ଡାକୁଛ ଭଗବାନକୁ ସେ ନାହିଁ କି କିଛି ବି କରିବନି ନିଜ କର୍ମ ଦ୍ଵାରା ସମସ୍ତେ ଫଳ ପାଇବେ କୋଉଠି କୋଉ ଭଗବାନ୍ କାହାର ବି ପିଠିରେ ପଡ଼ିବନି ଏଇଟା ମନେରଖ
ମଣିଷ ଯେତେବେଳେ ସତପଥରେ ରହି ଘୋର କଷ୍ଟପାଏ ଭଗବାନ ତାର ଦୁଃଖ ଦୁରକରନ୍ତି ନାହିଁ ସେ ଆଉ ଭଗବାନଙ୍କୁ ମାନେ ନାହିଁ ।
କିଛି ସତକର୍ମ କର ଜୀବନ ବିତାଅ ଭଗବାନ ମିଳାବା ଆଶାଛଡ ଭଗବାନ ମାଳିବେନା ।
U are Right ✅️ Jay Shri Ram Jay Sri krishna ❤❤❤❤
Jay srila Prabhupada Maharaj ji ki jay ho 🌹🌹🌹🙏🌹🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
କୃଷ୍ଣ ଆସିବେ ନାହିଁ, କାରଣ ଭକ୍ତମାନେ ନିଜର କର୍ତ୍ତବ୍ୟ କରୁନାହାଁନ୍ତି।ଯୁଦ୍ଧ କରିବା ପାଇଁ ଅର୍ଜୁନଙ୍କୁ ଆଦେଶ ଦେଇଥିଲେ।ଭକ୍ତ ଅର୍ଜୁନ ଧର୍ମ ପାଇଁ ଯୁଦ୍ଧ କଲେ,କୃଷ୍ଣ ସହଯୋଗ କଲେ।କିନ୍ତୁ ଆଜିର ଭକ୍ତ ନପୁଂସକ!!😢😢
ଆପଣ ତ୍ ସିଧା ଦୁକାନ ବନ୍ଦ୍ କରିବା ଲିଷ୍ଟରେ ଅଛନ୍ତି। କିଛି ଧର୍ମ ଠେକେଦାର ଙ୍କ 😅😅
Jay shree Jagannath ❤
@@pitabassahoo7318 ଭାଇ ଆପଣ କଣ ବୁଝିଲେ ଯେ ବାଳ ରିପ୍ଲେ ଦେଲେ ଓଡିଶା ରେ ଏତେ ମୂର୍ଖ ଲୋକ ଅଛନ୍ତି 😂
Thank you 🙏 Hare Krishna ☺️
Hare krishna prabhu jii 🙏🙏🙏
Hare krishan 🙏🙏🙏
Hare Krishna 🙏 haribol 🙌
Bahut sundar 👍🙏
ଭଗବାନ୍ ହେଉଛନ୍ତି ଶାନ୍ତି ର ପ୍ରତିକ। ସାଂଘାତିକ ପରିସ୍ଥିତିରେ ପଡି ମଧ୍ୟ ଯେ ସୁଖ, ଦୁଃଖ କୁ ସମାନ ଦୃଷ୍ଟିରେ ଦେଖେ ସେ ହିଁ ପ୍ରକୃତରେ ସ୍ଥିତପ୍ରଜ୍ଞ।ଦୃଢ଼ ଇଚ୍ଛାଶକ୍ତି,କଠିନ ପରିଶ୍ରମ ଦ୍ଵାରା ମଣିଷ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚେ।
୧୦୦% ମିଛ
@@dipakkumarjena45 Hindu Hindu ro birodhi
ଭଗବାନ ଉଭୟ ଶାନ୍ତି ଓ କାଳ(ସଂହାର) ର ପ୍ରତୀକ
Radha Radha Krishna Krishna ki Jay Jay Jaganntha 🙏🙏🙏🙏🙏🌷🌷🌷🌷🌷🚩🚩🚩🚩🚩
ବ୍ରାହ୍ମଣ ରାଜ୍ୟରେ ହିଁ ଭଗବାନ ଆସନ୍ତି,ବାଂଲାଦେଶ ରେ ଆସିବେ ନାହିଁ
ଭକ୍ତି ହେଉଛି ଶାନ୍ତି,ଶ୍ରଦ୍ଧା,ସତ୍ୟ,ଏକାଗ୍ରତା,ଧର୍ମରକ୍ଷା ଏବଂ ଆଧ୍ୟାତ୍ମିକ ମାର୍ଗ ପାଇଁ ; କିନ୍ତୁ ଭକ୍ତିରେ କୌଣସି ଆଶା ରହିବା ଉଚିତ୍ ନୁହେଁ 🙏🙏🙏ବାବା ଗୁରୁ ଦେବ🙏🙏🙏🕉️🕉️🕉️💯🇮🇳
ଆମର କୁନି ବାବାଙ୍କୁ ପ୍ରଣାମ. ବହୁତ ଖୁସି ଲାଗୁଛି.
ଭଗବାନ ଭକ୍ତଙ୍କୁ ପରୀକ୍ଷା କରନ୍ତି। ହେଲେ ମନୁଷ୍ୟକୁ ଦୁଃଖ ବେଳେ ପୂର୍ଣ ସମର୍ପଣ କରିଥାଏ।ଶାନ୍ତ ସମାଜ ଗଠନ ପାଇଁ ସେ ନିଶ୍ଚୟ ଆସିବେ।
ପ୍ରଥମେ ପାଠପଢ଼ା ତାପରେ ପରୀକ୍ଷା ଯଦି ପଢ଼ିବା ବ୍ୟବସ୍ଥା ଭଗବାନ ଦେଇନାହାଁନ୍ତି ତାହେଲେ ତାଙ୍କର ପରୀକ୍ଷା ନେବାର କୌଣସି ଅଧିକାର ନାହିଁ ।
ବିଲକୁଲ ଠିକ୍ କୋଉ ଭଗବାନ୍ କୁ ମୁଁ ମାନେନା କାହିଁକି ନା ସେ କିଛି କରିବନି ହିଁ
Sharanm shree Krishnam 🙏🙏🙏
Raderade krisna krishna ,,👃👃👃👃👃👃👃👃👃👃👃👃👃👃🙏🙏🙏🙏💅💅🙏🙏🙏🙏🙏🙏🙏🙏🙏🙏
2 hata 2 goda bisista krishna, krishna swatantra manushya n thile krushna heuchii parmeswara parmatma
ଏହି ପୃଥିବୀରେ ଅନେକ ପ୍ରାଣୀ ଅଛନ୍ତି।କିନ୍ତୁ ମଣିଷ ବ୍ୟତୀତ ଅନ୍ୟ କେଉଁ ପ୍ରାଣୀଙ୍କୁ ଭଗବାନଙ୍କ ଦରକାର ପଡ଼ି ନ ଥାଏ।
Hare Krishna prabhuji
Jay shree Krishna Radhe radhe
ଭକ୍ତି ଆଣେ ମନରେ ଶାନ୍ତି ଓ ଶକ୍ତି। ପ୍ରଭୁ, ବାଂଲାଦେଶ ରେ ପାପି ନିଜ କର୍ମଫଳ ବଢ଼ାଉଛି, ହିସାବ ତ ହେବ। କିନ୍ତୁ ଯେଁଉ ନିରୀହମାନେ ହିଂସ୍ର ମାନକ ହାତରେ କଲବଲ ହେଲେ ସେମାନେ ଏକଦା ପାପ (ମାଛ ମାଂସ ଖାଇ କୁ କର୍ମଫଳ ଅର୍ଜନ) କରିଥିଲେ ବୋଲି ସେଥିପାଇଁ ମୁସଲିମ ମାନେ ତାକୁ ତାରଣ କଲେ ଏଇ ଯୁକ୍ତି ଠିକ୍ ଲାଗିଲାନି। ଠିକ୍ ଉତ୍ତରଟି ଦେବେ।
Jaya jagannath 🙏🙏🙏
Hare Krishna prabhuji dandavat pranam 🙏🥀🌺👏👏🌹🌹🙏🌹🌹🌹🌹
ଜୟ ଶ୍ରୀ ରାଧାମାଧବେ ନମଃ🙏🪷🪷🪷.. ଜୟ ଶ୍ରୀ ଭଗବାନ ଶ୍ରୀକୃଷ୍ଣାୟ ନମଃ 🪷🪷🪷ଜୟ ଶ୍ରୀରାମ ନମଃ 🪷🪷🪷ଜୟ ସୀତାରାମ 🙏🙏🙏🪷🪷🪷ନମଃ....
Very good disistion thanks 🙏🙏🙏 jay srikrishna Jay Radha maa ki jay ho
ରାଧେ ରାଧେ
ସବୁ କାଳ୍ପନିକ ,ସତ୍ୟତା ଥିଲେ ତ କିଏ କାହାକୁ ରକ୍ଷା କରିବାକୁ ଆସିବେ ।
Radha Radha Krishn krishn ❤️
Jay Jagannath 🙏❤️
Hare Krishna 🙏 dandobat pranam prabhuji
ଖୁବ୍ ବଢ଼ିଆ ସତସଙ୍ଗ ଭଲ ଲାଗିଲା..........ଜୟ ଜଗନ୍ନାଥ
Good speech, Jay Shree Krishna 🙏🏻
ପରୀକ୍ଷାରେ ଧୈର୍ଯ୍ୟ ଧରିବାକୁ ପଡ଼ିବ ,ତାପରେ ଭକ୍ତର ଆକୁଳ ପ୍ରାର୍ଥନାରେ ହଁ ଭଗବାନଙ୍କର ସାହାଯ୍ୟ ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ ହୁଏ ।ତା ପରେ ଆସୁରିକ ଶକ୍ତିର ଦମନ ଓ ବିନାଶ ହୁଏ ।ଅତୀତରେ ଯେତେ ଘଟଣା ହୋଇଛି, ଦୁଷ୍ଟ ଅସୁର ଶକ୍ତିର ବିନାଶ ନିଶ୍ଚିତଭାବେ ହୋଇଅଛି ,
Right brother and thanks for your message and sweet videos 😢😢😢😢😢😢😢😢😢😢😢😢😢😢❤❤❤❤🎉🎉🎉🎉🎉🎉🎉🎉🎉🎉
Pavuji apanaka katha bahutu vala Lage ja mana vitare pasna thaa sabu utara milije
Jayho
Jay ShreeKrishna 🙏
ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। କିଛି ନକରି ଆମେ ବଡ଼ ଲୋକ ହେବୁ ।
Very nice 👍
ଭଗବାନ୍ ଙ୍କୁ ମଣିଷ ମେସିନ୍ ବୋଲି ଭାବୁଛି,ଏଇଟା ଭୁଲ୍ ମଣିଷ ଉଚିତ୍ ମନୋଭାବ ନେଇ ଆଧ୍ୟାତ୍ମିକ ଜୀବନ ବଞ୍ଚୁ କିନ୍ତୁ ଧାର୍ମିକ ଜୀବନ ନୁହଁ...ତେବେ ଉଚିତ୍ ସମୟରେ ଉଚିତ୍ ସହାୟତା ଭଗବାନଙ୍କ ଠାରୁ ଆସିବ.....
ବହୁତ ସୁନ୍ଦର କଥା ପ୍ରଭୁଜି ହରେ କୃଷ୍ଣ
J ଜୟ ରାଧେ ଜୟ ରାଧେ
Hare Krishna 🙏🏾🙏🏾🙏🏾🌹🌹🙏🏾
Hare Krishna Hari bol 🙏⭕❗⭕😊🙏
ଭଗବାନ ଏହିଧରାଧାମ ରେ ସବୁବେଳେ ଅଛତିଂ ସବୁ ଦେଖୁଛତିଂ ଶୁଣୁଛତିଂ ତାକଂ ନିତି ନିୟମ ରେ ରହିଳେ ନିଷଚୟ ଦେଖିପାରିବ 100% ସତଅଟେ
ଆପଣ ଠିକ କହିଲେ ।100/🙏
ଜୟ ଶ୍ରୀ ରାମ
ଛୋଟ ପରିବାର ସୁଖୀ ପରିବାରର , ସେମାନେ ଯେତେ ଭକ୍ତି ରେ ରହିଲେ ବି , ବଡ଼ ପରିବାର ଥିଲେ ଦୁଃଖ ଆସିବ ହିଁ ଆସିବ
ଶସ୍ତ୍ର ଧର 🚩
Radhe radhe
ବହୁତ ସୁନ୍ଦର ଉପସ୍ଥାପନା ❤
Santhanku satakoti pranam
Vagaban achanti etiki maniki chalibaa... aau sabu nija karma Kariba jaha seiya heba jete upas rahile kete dakile kichi hebani ...so kichi darkar nahi vala karma karichala sabu thik heba....okk
Correct vai
Guruswami 🙏
ପ୍ରଭୁଜୀ, ଭଗବାନଙ୍କ ଭକ୍ତି କରିବା ପାଇଁ କଣ କଷ୍ଟ ପାଇବା ନିହାତି ଜରୁରୀ। କେବଳ କଣ ଜଣେ ବ୍ୟକ୍ତି କଷ୍ଟ ପାଇଲେ ହିଁ ଭଗବାନଙ୍କୁ ଡାକେ? ଯଦି ଜଣେ ବ୍ୟକ୍ତି ସବୁ ସମୟରେ ଭଗବାନଙ୍କୁ ଭକ୍ତି କରୁଥାଏ, ଦୁଃଖ ସମୟରେ ବି, ଆଉ ସୁଖ ସମୟରେ ବି, ତେବେ ଏହି ବିଷୟରେ ଆପଣ କଣ କହିବାକୁ ଚାହିଁବେ?
ଏଠି ସଂପୂଣ୍ଣ ମାନବ ଫସି ଯାଇଛି... Full wrong ନମ୍ବର pk movie
ସଂସାର ରୁ ସମ୍ପୂର୍ଣ୍ଣ ବୈରାଗ ନ ହେଲେ ପ୍ରକୃତ ଭକ୍ତି ହୋଇ ପାରେନା ! ସଂସାର ର କଷ୍ଟ, ତାଡନା ନ ମିଳିଲେ ସଂସାର ରୁ attachment ହଟେନା ! ତେଣୁ full dettachment ନିହାତି ଜରୁରୀ ! ଅତି ଛଟପଟ ହୋଇ ଆକୁଳତା ସହ ନ ଡାକିଲେ ଭଗବତ୍ ପ୍ରାପ୍ତି ହେବନି ! ତେଣୁ ସୁଖରେ ଭକ୍ତି କରୁଥିବା ବ୍ୟକ୍ତିର ପ୍ରକୃତ ଭକ୍ତି ନୁହେଁ ! କଷ୍ଟ ମିଳିବା ଉଚିତ୍, ଆଗରୁ ସମସ୍ତ ଭକ୍ତ ଙ୍କୁ ମିଳିଛି, ଏବେ ବି ମିଳୁଛି, ଭବିଷ୍ୟତ ରେ ବି ମିଳୁଥିବ ଏହା ଅବଶ୍ୟମ୍ଭାବୀ ! କାହାରି ନିସ୍ତାର ନାହିଁ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏
ଯିଏ ଗାଣ୍ଡି ମରେଇ ହେବାକୁ ଚାହୁଁଛ ଭଗବାନ୍ କୁ ଡାକ 😂😂😂ଆହୁରି ଭଲସେ ମରେଇ ଦେବ ନିଜ ଭିତରେ ସମାନତା ବଜାୟ ରଖ ଭାଇଚାରା ରଖ ଉଚିତ୍ କର୍ମ ସଦ ଭାବନା ରଖ ଜୀବନରେ ଆଉ କୋଉ ଭଗବାନ୍ କୁ ଡାକିବା ଲୋଡ଼ା ନାହିଁ ଡାକିବ ଯେତିକି ମରେଇ ହେବ ସେତିକି😂
Hare hare krishna 😢
Sacha Bhakta ke lie Bhagaban nischayan Asibe,No doubt,
😊
ସମସ୍ତେ ଦୁଃଖ ନେଇ bhagabn ଙ୍କ ପାଖକୁ ଯାଆନ୍ତି ଆଉ ଆପଣ ତାଙ୍କର ଅପମାନ କରୁଛନ୍ତି ଭଗବାନ ଆମର ସବୁ କିଛି ଭଗବାନ ହେଉଛନ୍ତି ଆମର ସବୁ କିଛି ବାପା ମାଆ ସବୁ କିଛି ଅଧିକାରୀ ଅଧିକ ଲୋକ ଦୁଃଖ ନେଇକି ଯାଆନ୍ତି ମନ୍ଦିର ଆଉ କେହି କେହି ବୁଲିବାକୁ ଯାଆନ୍ତି
Thika Katha guruji
ଜଗନ୍ନାଥ ମହାପ୍ରଭୁ full veg, ଆମେ କହୁଚୁ ତାଙ୍କ ଭକ୍ତ ଆମେ, କିନ୍ତୁ ମଦ ମାଂସ ଛଡା ଆଉ କିଛି ଖାଉନୁ ତେଣୁ ଜଗନ୍ନାଥ କାହିଁକି ରକ୍ଷା କରିବେ କୁହ
Samaste HoiEkamukhaDaka he Narayana Rakha
Yeshu hi ek Satya Margo or jivan hai
😂😂😂😂😂😂😂tate laja nahi alajuki hindu converted Christian
🙏🙏🌹ପ୍ରଣାମ. ଜୟଜଗନ୍ନାଥ
🙏🙏🙏🙏
Jay Jaganath Radhe Radhe prabhu jee
Jay jagannath
Jai jagannath
Omm jay shree Radha Krishna saranam like you
Radhe Krishna 🙏
Jay Jagannath Swami 🚩🙏
ଆଶା ନ ନେଇ ଭକ୍ତି କରିବା ଦରକାର always sanatan dharm is great ❤❤❤
ଭଗବାନ କୁ ଭକ୍ତି କଲେ ମନ ଭଲ ରୁହେ ଆଉ ସେଇ ଭଲ ମନ ଭଲ କର୍ମ କରିବା ପାଇଁ ଶକ୍ତି ଦେଇ ଥାଏ
ନିଃସ୍ୱାର୍ଥପର ଭାବରେ ଭକ୍ତି କରି ଚାଲନ୍ତୁ
Thike kahechha bhai
Right 👍
Bhagwan Tama ku sakti deichanti bangaladeshi ku maara
Helle kon labha kohunu? Bhalla kamma kolle ammo pokhye bhalla hebba kotha to heuni kahiki,,taha choda jie kichhi Bina chestare sukhare rohuchi,,eita bhagawan sikhaibo ki? Helle biswas hebbo kemiti
Right
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ
କୋଟି, କୋଟି କଳ୍ପ ବିତି ଗଲେ ମଧ୍ୟ କର୍ମ ଫଳ ଭୋଗ ନ ହେଲେ କ୍ଷୟ ଯାଏ ନାହିଁ । ଏ କଥା ବାସ୍ତବରେ ସତ୍ୟ ଅଟେ । ଭଗବାନଙ୍କ ଭକ୍ତ ହୋଇଥିଲେ ମଧ୍ୟ, କର୍ମ ଫଳ ଭୋଗିବା ପାଇଁ ସେ ବାଧ୍ୟ । କାରଣ ଏହା ପ୍ରକୃତି ର ନିୟମ ଅଟେ । ଭଗବାନ ପ୍ରକୃତିର କୌଣସି ନିୟମ ଭଙ୍ଗନ୍ତି ନାହିଁ । ପ୍ରାଣୀ ଯାହା, ଯାହା ସୁଖ ବା ଦୁଃଖ ଭୋଗ କରେ, ଏହା ତାର ଅର୍ଜିତ କର୍ମ ଫଳ ହିଁ ହୋଇଥାଏ । ତେବେ ଭକ୍ତ ଭଗବାନଙ୍କୁ ଜପ କଲେ ତା ମଧ୍ୟରେ ଅସୀମ ସାହାସ ଓ ଧାର୍ଯ୍ୟ ଆସିଥାଏ ଓ ନିଜ କର୍ମ ଫଳ ଭୋଗିବା ବେଳେ ବିଚଳିତ ହୋଇ ନ ଥାଏ । ଚତୁର ବ୍ୟକ୍ତି ଉଭୟ ସୁଖ ଓ ଦୁଃଖ ସମୟରେ ଭଗବାନଙ୍କୁ ଡାକି ଥାଏ । ସାଧାରଣ ବ୍ୟକ୍ତି କେବଳ ଦୁଃଖ ବେଳେ ହିଁ ଭଗବାନଙ୍କୁ ଡାକେ ଓ ସୁଖ ବେଳେ ପାଶୋରି ଯାଏ । ଭଗବାନଙ୍କୁ ସ୍ମରଣ କରି ସତ୍ କର୍ମ କଲେ, କର୍ମ କରିବା ବେଳେ ବେଶୀ ଭୂଲ୍ ହୁଏ ନାହିଁ । ❤️ ଜୟ ଜଗନ୍ନାଥ ❤️ 10:51
👌
Hare Krishna prabhuji 🙏🙏
Hare Krishna prabhuji dandavata pranam 👏👏👏👏
ପ୍ରଣାମ ଗୁରୁଜୀ 🙏🙏
୧୦୦ %ସତ ଭକ୍ତ ଜୀବନ ରେ ଖାଲି ଦୁଖ ହି ଦୁଖ ଆଉ ଭଗବାନ ଙ୍କୁ ପୁଜା କଲେ ମନର ଶାନ୍ତି ମିଲେ
Thik katha
Jadi bhakta jibanare dukha thae tahale manare Santi kuadu miloba
ଜୀବନ ସାରା ଭକ୍ତି କରିବ, କିନ୍ତୁ ଫଳଘର ଶୂନ୍ୟ।
Hare krishna prabhu 🙏
ଜୟ ଶ୍ରୀ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
Bhai ahi bhakti bedantawala deshaku kebe rakhya kariparibe nahi,, saadharana byakti hin rakhya kariparibe.....
mahan prabachak pura practical.🙏
ବାବାଙ୍କ ଉପସ୍ଥାପନା ଅତ୍ୟନ୍ତ ହୃଦୟସ୍ପର୍ଶୀ
Hara kishana prabhu ji dandvat pranam nice one❤
Hare krishna😊❤🎉
🚩🕉️❤️🙌🙏 Jay Shree Hari 🙏🙌❤️🕉️🚩
Jay shree krusna🙏🙏🙏🙏
Hare krishna prabhuji pranam 🙏🙏🙏
ପ୍ରଣାମ ପ୍ରଭୁ
ଜୟ ପୂର୍ଣ୍ଣ ବ୍ରହ୍ମ କେଶବ ନାରାୟଣ ସତ୍ୟ ନାରାୟଣ
Hare krishna 🙏
Hare Krishna hare rama 🙏🙏🙏
Hare Krishna
🙏Hare Krishna 🙏🙏🙏🙏🙏🙏😭😭😭😭😭😭😭
Harekrishna🌸 Haribol🙏 gaurHari
Hare krishna
Jay shree Krishna
ଆଉ ତ କାଇଁ ବାଳକୁ ଡାକୁଛ ଭଗବାନକୁ ସେ ନାହିଁ କି କିଛି ବି କରିବନି ନିଜ କର୍ମ ଦ୍ଵାରା ସମସ୍ତେ ଫଳ ପାଇବେ କୋଉଠି କୋଉ ଭଗବାନ୍ କାହାର ବି ପିଠିରେ ପଡ଼ିବନି ଏଇଟା ମନେରଖ
ମଣିଷ ଯେତେବେଳେ ସତପଥରେ ରହି ଘୋର କଷ୍ଟପାଏ ଭଗବାନ ତାର ଦୁଃଖ ଦୁରକରନ୍ତି ନାହିଁ ସେ ଆଉ ଭଗବାନଙ୍କୁ ମାନେ ନାହିଁ ।
କିଛି ସତକର୍ମ କର ଜୀବନ ବିତାଅ ଭଗବାନ ମିଳାବା ଆଶାଛଡ ଭଗବାନ ମାଳିବେନା ।
U are Right ✅️ Jay Shri Ram Jay Sri krishna ❤❤❤❤
Jay srila Prabhupada Maharaj ji ki jay ho 🌹🌹🌹🙏🌹🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
କୃଷ୍ଣ ଆସିବେ ନାହିଁ, କାରଣ ଭକ୍ତମାନେ ନିଜର କର୍ତ୍ତବ୍ୟ କରୁନାହାଁନ୍ତି।ଯୁଦ୍ଧ କରିବା ପାଇଁ ଅର୍ଜୁନଙ୍କୁ ଆଦେଶ ଦେଇଥିଲେ।ଭକ୍ତ ଅର୍ଜୁନ ଧର୍ମ ପାଇଁ ଯୁଦ୍ଧ କଲେ,କୃଷ୍ଣ ସହଯୋଗ କଲେ।କିନ୍ତୁ ଆଜିର ଭକ୍ତ ନପୁଂସକ!!😢😢
ଆପଣ ତ୍ ସିଧା ଦୁକାନ ବନ୍ଦ୍ କରିବା ଲିଷ୍ଟରେ ଅଛନ୍ତି। କିଛି ଧର୍ମ ଠେକେଦାର ଙ୍କ 😅😅
Jay shree Jagannath ❤
@@pitabassahoo7318 ଭାଇ ଆପଣ କଣ ବୁଝିଲେ ଯେ ବାଳ ରିପ୍ଲେ ଦେଲେ ଓଡିଶା ରେ ଏତେ ମୂର୍ଖ ଲୋକ ଅଛନ୍ତି 😂
Thank you 🙏 Hare Krishna ☺️
Hare krishna prabhu jii 🙏🙏🙏
Hare krishan 🙏🙏🙏
Hare Krishna 🙏 haribol 🙌
Bahut sundar 👍🙏
ଭଗବାନ୍ ହେଉଛନ୍ତି ଶାନ୍ତି ର ପ୍ରତିକ। ସାଂଘାତିକ ପରିସ୍ଥିତିରେ ପଡି ମଧ୍ୟ ଯେ ସୁଖ, ଦୁଃଖ କୁ ସମାନ ଦୃଷ୍ଟିରେ ଦେଖେ ସେ ହିଁ ପ୍ରକୃତରେ ସ୍ଥିତପ୍ରଜ୍ଞ।ଦୃଢ଼ ଇଚ୍ଛାଶକ୍ତି,କଠିନ ପରିଶ୍ରମ ଦ୍ଵାରା ମଣିଷ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚେ।
୧୦୦% ମିଛ
@@dipakkumarjena45 Hindu Hindu ro birodhi
ଭଗବାନ ଉଭୟ ଶାନ୍ତି ଓ କାଳ(ସଂହାର) ର ପ୍ରତୀକ
Radha Radha Krishna Krishna ki Jay Jay Jaganntha 🙏🙏🙏🙏🙏🌷🌷🌷🌷🌷🚩🚩🚩🚩🚩
ବ୍ରାହ୍ମଣ ରାଜ୍ୟରେ ହିଁ ଭଗବାନ ଆସନ୍ତି,ବାଂଲାଦେଶ ରେ ଆସିବେ ନାହିଁ
ଭକ୍ତି ହେଉଛି ଶାନ୍ତି,ଶ୍ରଦ୍ଧା,ସତ୍ୟ,ଏକାଗ୍ରତା,ଧର୍ମରକ୍ଷା ଏବଂ ଆଧ୍ୟାତ୍ମିକ ମାର୍ଗ ପାଇଁ ; କିନ୍ତୁ ଭକ୍ତିରେ କୌଣସି ଆଶା ରହିବା ଉଚିତ୍ ନୁହେଁ 🙏🙏🙏ବାବା ଗୁରୁ ଦେବ🙏🙏🙏🕉️🕉️🕉️💯🇮🇳
ଆମର କୁନି ବାବାଙ୍କୁ ପ୍ରଣାମ. ବହୁତ ଖୁସି ଲାଗୁଛି.
ଭଗବାନ ଭକ୍ତଙ୍କୁ ପରୀକ୍ଷା କରନ୍ତି। ହେଲେ ମନୁଷ୍ୟକୁ ଦୁଃଖ ବେଳେ ପୂର୍ଣ ସମର୍ପଣ କରିଥାଏ।ଶାନ୍ତ ସମାଜ ଗଠନ ପାଇଁ ସେ ନିଶ୍ଚୟ ଆସିବେ।
ପ୍ରଥମେ ପାଠପଢ଼ା ତାପରେ ପରୀକ୍ଷା ଯଦି ପଢ଼ିବା ବ୍ୟବସ୍ଥା ଭଗବାନ ଦେଇନାହାଁନ୍ତି ତାହେଲେ ତାଙ୍କର ପରୀକ୍ଷା ନେବାର କୌଣସି ଅଧିକାର ନାହିଁ ।
ବିଲକୁଲ ଠିକ୍ କୋଉ ଭଗବାନ୍ କୁ ମୁଁ ମାନେନା କାହିଁକି ନା ସେ କିଛି କରିବନି ହିଁ
Sharanm shree Krishnam 🙏🙏🙏
Raderade krisna krishna ,,👃👃👃👃👃👃👃👃👃👃👃👃👃👃🙏🙏🙏🙏💅💅🙏🙏🙏🙏🙏🙏🙏🙏🙏🙏
2 hata 2 goda bisista krishna, krishna swatantra manushya n thile krushna heuchii parmeswara parmatma
ଏହି ପୃଥିବୀରେ ଅନେକ ପ୍ରାଣୀ ଅଛନ୍ତି।କିନ୍ତୁ ମଣିଷ ବ୍ୟତୀତ ଅନ୍ୟ କେଉଁ ପ୍ରାଣୀଙ୍କୁ ଭଗବାନଙ୍କ ଦରକାର ପଡ଼ି ନ ଥାଏ।
Hare Krishna prabhuji
Jay shree Krishna Radhe radhe
ଭକ୍ତି ଆଣେ ମନରେ ଶାନ୍ତି ଓ ଶକ୍ତି।
ପ୍ରଭୁ, ବାଂଲାଦେଶ ରେ ପାପି ନିଜ କର୍ମଫଳ ବଢ଼ାଉଛି, ହିସାବ ତ ହେବ। କିନ୍ତୁ ଯେଁଉ ନିରୀହମାନେ ହିଂସ୍ର ମାନକ ହାତରେ କଲବଲ ହେଲେ ସେମାନେ ଏକଦା ପାପ (ମାଛ ମାଂସ ଖାଇ କୁ କର୍ମଫଳ ଅର୍ଜନ) କରିଥିଲେ ବୋଲି ସେଥିପାଇଁ ମୁସଲିମ ମାନେ ତାକୁ ତାରଣ କଲେ ଏଇ ଯୁକ୍ତି ଠିକ୍ ଲାଗିଲାନି। ଠିକ୍ ଉତ୍ତରଟି ଦେବେ।
Jaya jagannath 🙏🙏🙏
Hare Krishna prabhuji dandavat pranam 🙏🥀🌺👏👏🌹🌹🙏🌹🌹🌹🌹
ଜୟ ଶ୍ରୀ ରାଧାମାଧବେ ନମଃ🙏🪷🪷🪷.. ଜୟ ଶ୍ରୀ ଭଗବାନ ଶ୍ରୀକୃଷ୍ଣାୟ ନମଃ 🪷🪷🪷ଜୟ ଶ୍ରୀରାମ ନମଃ 🪷🪷🪷ଜୟ ସୀତାରାମ 🙏🙏🙏🪷🪷🪷ନମଃ....
Very good disistion thanks 🙏🙏🙏 jay srikrishna Jay Radha maa ki jay ho
ରାଧେ ରାଧେ
ସବୁ କାଳ୍ପନିକ ,ସତ୍ୟତା ଥିଲେ ତ କିଏ କାହାକୁ ରକ୍ଷା କରିବାକୁ ଆସିବେ ।
Radha Radha Krishn krishn ❤️
Jay Jagannath 🙏❤️
Hare Krishna 🙏 dandobat pranam prabhuji
ଖୁବ୍ ବଢ଼ିଆ ସତସଙ୍ଗ ଭଲ ଲାଗିଲା..........ଜୟ ଜଗନ୍ନାଥ
Good speech, Jay Shree Krishna 🙏🏻
ପରୀକ୍ଷାରେ ଧୈର୍ଯ୍ୟ ଧରିବାକୁ ପଡ଼ିବ ,ତାପରେ ଭକ୍ତର ଆକୁଳ ପ୍ରାର୍ଥନାରେ ହଁ ଭଗବାନଙ୍କର ସାହାଯ୍ୟ ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ ହୁଏ ।
ତା ପରେ ଆସୁରିକ ଶକ୍ତିର ଦମନ ଓ ବିନାଶ ହୁଏ ।
ଅତୀତରେ ଯେତେ ଘଟଣା ହୋଇଛି, ଦୁଷ୍ଟ ଅସୁର ଶକ୍ତିର ବିନାଶ ନିଶ୍ଚିତଭାବେ ହୋଇଅଛି ,
Right brother and thanks for your message and sweet videos 😢😢😢😢😢😢😢😢😢😢😢😢😢😢❤❤❤❤🎉🎉🎉🎉🎉🎉🎉🎉🎉🎉
Pavuji apanaka katha bahutu vala Lage ja mana vitare pasna thaa sabu utara milije
Jayho
Jay ShreeKrishna 🙏
ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ। କିଛି ନକରି ଆମେ ବଡ଼ ଲୋକ ହେବୁ ।
Very nice 👍
ଭଗବାନ୍ ଙ୍କୁ ମଣିଷ ମେସିନ୍ ବୋଲି ଭାବୁଛି,ଏଇଟା ଭୁଲ୍
ମଣିଷ ଉଚିତ୍ ମନୋଭାବ ନେଇ ଆଧ୍ୟାତ୍ମିକ ଜୀବନ ବଞ୍ଚୁ କିନ୍ତୁ ଧାର୍ମିକ ଜୀବନ ନୁହଁ...
ତେବେ ଉଚିତ୍ ସମୟରେ ଉଚିତ୍ ସହାୟତା ଭଗବାନଙ୍କ ଠାରୁ ଆସିବ.....
ବହୁତ ସୁନ୍ଦର କଥା ପ୍ରଭୁଜି ହରେ କୃଷ୍ଣ
J ଜୟ ରାଧେ ଜୟ ରାଧେ
Hare Krishna 🙏🏾🙏🏾🙏🏾🌹🌹🙏🏾
Hare Krishna Hari bol 🙏⭕❗⭕😊🙏
ଭଗବାନ ଏହିଧରାଧାମ ରେ ସବୁବେଳେ ଅଛତିଂ ସବୁ ଦେଖୁଛତିଂ ଶୁଣୁଛତିଂ ତାକଂ ନିତି ନିୟମ ରେ ରହିଳେ ନିଷଚୟ ଦେଖିପାରିବ 100% ସତଅଟେ
ଆପଣ ଠିକ କହିଲେ ।100/🙏
ଜୟ ଶ୍ରୀ ରାମ
ଛୋଟ ପରିବାର ସୁଖୀ ପରିବାରର , ସେମାନେ ଯେତେ ଭକ୍ତି ରେ ରହିଲେ ବି , ବଡ଼ ପରିବାର ଥିଲେ ଦୁଃଖ ଆସିବ ହିଁ ଆସିବ
ଶସ୍ତ୍ର ଧର 🚩
Radhe radhe
ବହୁତ ସୁନ୍ଦର ଉପସ୍ଥାପନା ❤
Santhanku satakoti pranam
Vagaban achanti etiki maniki chalibaa... aau sabu nija karma Kariba jaha seiya heba jete upas rahile kete dakile kichi hebani ...so kichi darkar nahi vala karma karichala sabu thik heba....okk
Correct vai
Guruswami 🙏
ପ୍ରଭୁଜୀ, ଭଗବାନଙ୍କ ଭକ୍ତି କରିବା ପାଇଁ କଣ କଷ୍ଟ ପାଇବା ନିହାତି ଜରୁରୀ। କେବଳ କଣ ଜଣେ ବ୍ୟକ୍ତି କଷ୍ଟ ପାଇଲେ ହିଁ ଭଗବାନଙ୍କୁ ଡାକେ?
ଯଦି ଜଣେ ବ୍ୟକ୍ତି ସବୁ ସମୟରେ ଭଗବାନଙ୍କୁ ଭକ୍ତି କରୁଥାଏ, ଦୁଃଖ ସମୟରେ ବି, ଆଉ ସୁଖ ସମୟରେ ବି, ତେବେ ଏହି ବିଷୟରେ ଆପଣ କଣ କହିବାକୁ ଚାହିଁବେ?
ଏଠି ସଂପୂଣ୍ଣ ମାନବ ଫସି ଯାଇଛି... Full wrong ନମ୍ବର pk movie
ସଂସାର ରୁ ସମ୍ପୂର୍ଣ୍ଣ ବୈରାଗ ନ ହେଲେ ପ୍ରକୃତ ଭକ୍ତି ହୋଇ ପାରେନା ! ସଂସାର ର କଷ୍ଟ, ତାଡନା ନ ମିଳିଲେ ସଂସାର ରୁ attachment ହଟେନା ! ତେଣୁ full dettachment ନିହାତି ଜରୁରୀ ! ଅତି ଛଟପଟ ହୋଇ ଆକୁଳତା ସହ ନ ଡାକିଲେ ଭଗବତ୍ ପ୍ରାପ୍ତି ହେବନି ! ତେଣୁ ସୁଖରେ ଭକ୍ତି କରୁଥିବା ବ୍ୟକ୍ତିର ପ୍ରକୃତ ଭକ୍ତି ନୁହେଁ ! କଷ୍ଟ ମିଳିବା ଉଚିତ୍, ଆଗରୁ ସମସ୍ତ ଭକ୍ତ ଙ୍କୁ ମିଳିଛି, ଏବେ ବି ମିଳୁଛି, ଭବିଷ୍ୟତ ରେ ବି ମିଳୁଥିବ ଏହା ଅବଶ୍ୟମ୍ଭାବୀ ! କାହାରି ନିସ୍ତାର ନାହିଁ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏
ଯିଏ ଗାଣ୍ଡି ମରେଇ ହେବାକୁ ଚାହୁଁଛ ଭଗବାନ୍ କୁ ଡାକ 😂😂😂ଆହୁରି ଭଲସେ ମରେଇ ଦେବ ନିଜ ଭିତରେ ସମାନତା ବଜାୟ ରଖ ଭାଇଚାରା ରଖ ଉଚିତ୍ କର୍ମ ସଦ ଭାବନା ରଖ ଜୀବନରେ ଆଉ କୋଉ ଭଗବାନ୍ କୁ ଡାକିବା ଲୋଡ଼ା ନାହିଁ ଡାକିବ ଯେତିକି ମରେଇ ହେବ ସେତିକି😂
Hare hare krishna 😢
Sacha Bhakta ke lie Bhagaban nischayan Asibe,No doubt,
😊
ସମସ୍ତେ ଦୁଃଖ ନେଇ bhagabn ଙ୍କ ପାଖକୁ ଯାଆନ୍ତି ଆଉ ଆପଣ ତାଙ୍କର ଅପମାନ କରୁଛନ୍ତି ଭଗବାନ ଆମର ସବୁ କିଛି ଭଗବାନ ହେଉଛନ୍ତି ଆମର ସବୁ କିଛି ବାପା ମାଆ ସବୁ କିଛି ଅଧିକାରୀ ଅଧିକ ଲୋକ ଦୁଃଖ ନେଇକି ଯାଆନ୍ତି ମନ୍ଦିର ଆଉ କେହି କେହି ବୁଲିବାକୁ ଯାଆନ୍ତି
Thika Katha guruji
ଜଗନ୍ନାଥ ମହାପ୍ରଭୁ full veg, ଆମେ କହୁଚୁ ତାଙ୍କ ଭକ୍ତ ଆମେ, କିନ୍ତୁ ମଦ ମାଂସ ଛଡା ଆଉ କିଛି ଖାଉନୁ ତେଣୁ ଜଗନ୍ନାଥ କାହିଁକି ରକ୍ଷା କରିବେ କୁହ
Samaste HoiEkamukha
Daka he Narayana Rakha