କଖାରୁ ଫସଲରେ ଫଳ ମାଛି ପରିଚାଳନା FRUIT FLY MANAGEMENT OF PUMPKIN

Поделиться
HTML-код
  • Опубликовано: 11 окт 2024
  • Hi
    Arabinda Sahoo
    Agriculturist
    krushi samples
    Fruitfly management of pumpkin
    କଖାରୁ ଫସଲର ଫଳ ମାଛି ନିୟନ୍ତ୍ରଣ
    କଖାରୁ ଫସଲର ବଡ ଶତ୍ରୁ ଫଳ ମାଛି କଖାରୁର ପ୍ରଥମ ଅବସ୍ଥାରେ ଫଳ ର ଉପରିଭାଗ ଅଦ୍ର ଓ ନରମ ଥାଏ ଏହି ସମୟରେ ଫଳ ମାଛି ର ମାଈ ପ୍ରଜାପତି ତାହାର ପଛ ଲହୁଡ ସାହାଯ୍ୟରେ ଫଳ ରେ କଣା କରି ଅଣ୍ଡା ଦେଇଥାଏ।ଅଣ୍ଡା ଫୁଟିଲା ପରେ ସେଥିରୁ ବାହାରିଥିବା ସୁକ ଫଳ ଭିତରେ ଖାଇବା ଆରମ୍ଭ କରି ଦିଏ ଓ କଖାରୁ ଫଳ ନଷ୍ଟ ହୋଇଯାଏ ବା ପାଚି ଯାଏ।ଏହି ଫଳ ମାଛି କାକୁଡି କଖାରୁ ଓ କଲରରେ ଲାଗିଥାଏ ଫଳରେ ଫସଲର
    10-26%ପର୍ଯ୍ୟନ୍ତ କ୍ଷତି ହୋଇଥାଏ।ଏହାର ଜୀବନ ଚକ୍ର 3ସପ୍ତାହ ।ଅଣ୍ଡାରୁ 2-3ଭିତରେ ସୁକ ବାହାରେ ଓ 5-7ଦିନରେ pupa ଅବସ୍ଥାରେ ରହେ ଓ 10-14ଦିନରେ ଫଳମାଛି ବାହାରେ।ଏହାର ନିୟନ୍ତ୍ରଣ ପାଇଁ ଅକ୍ରାନ୍ତ ଫଳକୁ ଜମିରୁ ଅଲଗା କରନ୍ତୁ।ବିଷ ଥୋପ ମାଧ୍ୟମରେ ବା ଆକର୍ଷକ ଯନ୍ତା ମାଧ୍ୟମରେ ଫଳ ମାଛିକୁ ନିୟନ୍ତ୍ରଣ କରା ଯାଇ ପାରିବ।ରାସାୟନିକ ଔଷଧ ହିସବାରେ Cypermethrin 10%EC lit ପ୍ରତି 2ml
    ବା Dichlorovus 76%EC Lit ପ୍ରତି 1ml
    ବା Spinosad 45%SC 4lit ପାଣିରେ ସ୍ପ୍ରେ କରନ୍ତୁ
    Thank you
    krushi sampada
    WATCH NEXT :
    ମୁଗ ବିରି ସାହେବି ରୋଗ ପରିଚାଳନା
    • Yellow Mosaic Virus Di...
    ଆମ୍ବ ବଉଳ ଓ କଷି ଝଡ଼ିବା
    • STOP FLOWER AND FRUIT ...
    ବାଇଗଣ କାଣ୍ଡ ବିନ୍ଧା ଓ ଫଳ ବିନ୍ଧା
    • FRUIT AND SHOOT BORER ...
    #pumpkin #fruitflypumpkin #poisontrapfruitfly #krushisampada #odia

Комментарии • 32

  • @SrikantaMirdha-wd5tk
    @SrikantaMirdha-wd5tk Год назад

    Good. End sir....

  • @rajeshmohanty5735
    @rajeshmohanty5735 Год назад +1

    Thanks 🙏

  • @sujit4411
    @sujit4411 Год назад

    Thopa ebng paper godeiba idea bhala lagila

  • @mamatarout8369
    @mamatarout8369 2 года назад

    Lotus flower tob r lagi ch i
    Flower darunahi kana karibi batantu

  • @kamalalochansahoo8016
    @kamalalochansahoo8016 8 месяцев назад

    Yellow glue traps use kale haba ki

  • @kusunsamad7904
    @kusunsamad7904 3 года назад +2

    Pumpki arjun f1 actually keon masa(month) pain?

    • @krushisampada
      @krushisampada  3 года назад

      Arjun F1 କିସମ କଖାରୁ ଶୀତ ଦିନେ ଚାଷ କରାଯାଏ।

  • @RanjitChand
    @RanjitChand 3 года назад +1

    Good and ususefull

  • @gouravgaming2890
    @gouravgaming2890 3 года назад +1

    Very nice

  • @santalientertainment7712
    @santalientertainment7712 3 года назад +2

    Sir please karola gacha ra kichi video banantu

    • @krushisampada
      @krushisampada  3 года назад +1

      ନିଶ୍ଚିନ୍ତ video ତିଆରି କରିବି

  • @zettavilla
    @zettavilla 3 года назад

    Very informative. Well done.

  • @subhransubehera5617
    @subhransubehera5617 3 года назад

    Good

  • @binatibarik7979
    @binatibarik7979 3 года назад

    Very very nice

  • @chaitanyapatel4768
    @chaitanyapatel4768 3 года назад

    Very nice 👌👌

  • @munanath3436
    @munanath3436 3 года назад +1

    Ok

  • @Educationencyclopaedia
    @Educationencyclopaedia 3 года назад +2

    The agricultural informations in your videos are very inspiring but sir you being an Odia pronounce KRUSHI SAMPADA instead of KRUSHI SAMPADAA because you are not non-odia forengner .

  • @JijarSunpokhari
    @JijarSunpokhari 3 года назад +4

    ବଇତାଳୁ ଅମଳ ସମୟ ରେ ପଚିଥାଏ କାହିଁକି

  • @itumallick7079
    @itumallick7079 3 года назад

    baiganre kale habaki falabindha pain

    • @krushisampada
      @krushisampada  3 года назад +1

      ବାଇଗଣ ର ଫଳ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ video କରାଯାଇଛି।ଏହି KRUSHI SAMPADA CHANEL ରେ ଦେଖି ପାରିବେ।ଧନ୍ୟବାଦ।

  • @nabakishor5375
    @nabakishor5375 7 месяцев назад

    କଖାରୁ ପତ୍ର ରେ ଅନ୍କା ବନ୍କା ଗାର ପଡୁଛି। ପାଉଁଶିଆ
    ଦେଖା ଜାଉଛି। କଣ ଉପାୟ କୁହନ୍ତୁ।

    • @krushisampada
      @krushisampada  7 месяцев назад

      ପତ୍ର ସୁଡ଼ଙ୍ଗି ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Cartap hydrochloride 50%WP lit ପ୍ରତି 2gm ବା
      Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @prasannanayak4559
    @prasannanayak4559 2 года назад

    କଦଳୀ ଗୁଡ ବାସ୍ନା ରେ ପଖି ପଶୁ ପିପାରନ୍ତି

  • @JijarSunpokhari
    @JijarSunpokhari 3 года назад +1

    ବଇତାଳୁ ଅମଳ ସମୟ ପାଚିବା ସମୟରେ ପଚିଥାଏ କାହିଁକି

    • @krushisampada
      @krushisampada  3 года назад

      ଅମଳ ସମୟରେ ଯଦି କଖାରୁ ମାଟିରେ ଲାଗିଥାଏ ଓ ମଟି ଓଦା ଥାଏ ମାଟିରେ ଥିବା କୀଟ କ୍ଷତ କରିଥାଏ ତେବେ ମାଟିର ଥିବା କବକ ଆକ୍ରମଣ ଫଳରେ କଖାରୁ ପାଚିଥାଏ।

    • @krushisampada
      @krushisampada  3 года назад +1

      ଅମଳ ସମୟରେ କଖାରୁ କୁ ତଳେ ନରଖି ଶୁଖିଲା ନାଡା ଉପରେ ରଖିବା ଉଚିତ।

    • @JijarSunpokhari
      @JijarSunpokhari 3 года назад

      @@krushisampada ଧନ୍ୟବାଦ ସାର୍🙏🏼

  • @narayancharankandi5386
    @narayancharankandi5386 3 года назад +2

    ସାଇଫର୍ ମେଥିନ୍ ବଦଳରେ ଅନ୍ୟ କିଛି ବିଷ ମିଶାଇ ହବ କି?

    • @krushisampada
      @krushisampada  3 года назад

      Cypermethrin ବଦଳରେ Dichlorovus 76%EC lit ପ୍ରତି 1ml ହିସାବରେ ପ୍ରୟୋଗ କରି ପାରିବେ।

  • @shaikhnasrulla2904
    @shaikhnasrulla2904 Год назад

    Pls share u r nomber sir

  • @baonk5693
    @baonk5693 3 года назад

    Good