Good advice good work sir bahut bhala kama tia karichanti ... Amiti sabu office search kariba darkar sabuthi ama odisha re bada bada .. government office re ana odia ba pandian loka achanti .. search kara jau au semananku bahara kara jau ... Good raunding ..our MLA .. sir..
ଓଡ଼ିଆ ଭାଷା ଉନ୍ନତି ପାଇଁ ଓଡ଼ିଶାର ସବୁ କ୍ଷେତ୍ରରେ ଭାଷା ପ୍ରାଧାନ୍ୟ ଦିଆଯିବା ଦରକାର, ତେବେ ଯାଇ ଓଡ଼ିଆ ଭାଷା କୁ ସମସ୍ତେ ଗୁରୁତ୍ବ ନିହାତି ଦେବେ 👍
ଗୋଟେ request sir, Media ଆଗରେ ଯାହା ହଉଚି Media ପଛରେ ମଧ୍ୟ ସେୟା ହେଉଥିବା ଦରକାର, Jay Jagannath
Eta Nabin sarkar bhabla knn 😂
Areh bhai se thik kohuchanty aeta tankara adhikar doubt koriba bonuchi, se ta request bhi koriki kohichanty. Au gote katha naveen Pattnaik kharap nuhonty.
ଅତି ସୁନ୍ଦର,ଆପଣ ଚେଷ୍ଟା କରିଛନ୍ତି
Sir ଠିକ୍ କହିଲେ, ଓଡ଼ିଶାର ଏତେ ବଡ଼ ଦାୟିତ୍ଵ ରେ ରହିଲା ପରେ କାହିଁକି ନ ଶିଖିବେ।
ବହୁତ ସୁନ୍ଦର । ଖାଲି ବୁଝିଲେ ହବନି କହିବାକୁ ହବ । ଓଡିଶାରେ ଓଡିଆ ଭାଷା ଶିଖିବାକୁ ହବ ।
ଗୋକୁଳାନନ୍ଦ ଭାଇ ଜିନ୍ଦାବାଦ 🙏🏻🙏🏻🙏🏻
ଦୁର୍ନୀତି ଗ୍ରସ୍ତ କୁ ଧର ବାନ୍ଧ,ସବୁ ବିଭାଗ ଏପରି କରୁ
ଓଡ଼ିଶା ରେ ଆଗେ ଓଡ଼ିଆ କୁହନ୍ତୁ ତାପରେ ଯାହା କହୁଛ କୁହ
ଠିକ କହିଛନ୍ତି
ଏକଦମ୍ ଠିକ୍ 👍 ।
ଓଡ଼ିଶା ବାସୀ ଙ୍କ ସେବା କରୁଥିବା ଶାସକ ପ୍ରଶାସକ ପଚିଶ ବର୍ଷର ନବୀନ ପଟ୍ଟନାୟକ ସରକାର ଓଡ଼ିଆ ଭାଷା ନ ଜାଣି କିପରି ଭାବରେ କାମ କରିଆସିଛନ୍ତି ତାହା ପ୍ରମାଣିତ ହୋଇଛି ସେବା ନାମରେ ଏକ ନାଟକ ଚାଲି ଆସିଛି
ଜୟ ଜଗନ୍ନାଥ 🙏 ଓଡ଼ିଆ ଭାରି ବଢିଆ ❤️
ଆଜି ଓଡ଼ିଆ ବୋଲି ଗର୍ବ ହେଉ ଅଛି।
I love the Minister..... seriously.... Emiti minister darkar
ଧନ୍ୟବାଦ ଓଡ଼ିଶା ସରକାର
ମନ୍ତ୍ରୀ ମାନେ ଟିକେ ଆତ୍ମ ପ୍ରଫୁଲୀତ ଅଧିକ ହୋଇ ଯାଉଛନ୍ତି , ଆଖି ଦୃଷ୍ଟିଆ କାମ କିଛି ହଉନି
Hm bjd 24 year thela sathi khiluni
Hmm bjp re mantri achhanti bjd re kehi nathile jane raja thile au jane mantri sasasana chalithila
@@akashbikash466 bhai mu bjd loka nuhan...kehi gote bada mundi bandha hau nahanti seta dukha...
@@sivasisbehera4817 bhai mu bjd loka nuhan...kehi gote bada mundi bandha hau nahanti seta dukha...
Very right 👍
ମାଡାମ ଆପଣ ଜାଣିନାହାତି କି ମୋହନ ସରକାର ରେ ସବୁ ମିନ୍ତ୍ରୀ ଓଡ଼ିଆ ଛଡା କିଛି ଜାଣିନାହାନ୍ତି ଖୋଦ cm ଭି
So what?.... Kain kichi problem achi ki Tora??
@@srikantapradhan7167 ହଁ ଅଛି.. ତୋର କଣ ଅସୁବିଧା ହୋଉଛି କି
To gandi kahin podila?@@srikantapradhan7167
Odisha re Khali odia , jemiti China re Chinese, Russia re Russian. Kahiki British ra slave heba
ତାମିଲନାଡୁ ଆସୋ ତାପରେ ଜାଣି ପରିବ ସେମାନେ କେତେ ତାଙ୍କ ମାତୃ ଭାଷା କୁ ଭଲ ପାନ୍ତି ।
ବନ୍ଦେ ଉତ୍କଳ ଜନନୀ, ଆପଣ ଙ୍କୁ କୋଟି କୋଟି ଧନ୍ୟବାଦ,
ଭଲ ଟ୍ୟୁସନ ହେଉଚି 😄😄😄
ହେବା ଦରକାର ହିଁ 😁
ସବୁ ବିଭାଗର ମନ୍ତ୍ରୀ ମାନେ ଏଇମିତି ସବୁ ବୁଲିଲେ ପରିସ୍ଥିତି ଅନୁଧ୍ୟାନ କରିବା ଲାଗି ମନୋଭାବ ପୋଷଣ କରିବା ପାଇଁ ଅନୁରୋଧ
ନିହାତି ଠିକ୍ କଥା, ନହେଲେ ସାଧାରଣ ଜନତା ବୁଝି ପାରିବେ ନାହିଁ
ଆମ ଭାଷା ଓଡ଼ିଆ ଭାଷା। ଜୟ ଜଗନ୍ନାଥ
Bahut badhia … Bande utkala janani 🙏🙏
JAY JAGANNATHA SWAMI
ମନ୍ତ୍ରୀଙ୍କୁ ମୋର୍ 🙏 ଯାହା କ୍ୟାମେରା ଆଗରେ ଦେଖିବାକୁ ମିଳିଲା ତାହା କ୍ୟାମେରା ପଛରେ ବି ହେବା ଉଚିତ୍। ତେବେ ଯାଇ ଓଡ଼ିଆ ଭାଷାର ଗୁରୁତ୍ଵ ସଭିଏଁ ବୁଝିବେ ।ଜୟ୍ ଜଗନ୍ନାଥ୍ 🙏
ଖାଲି ଓଡ଼ିଆ ଭାଷାର କହିଲେ ହବ msme scheme ରେ କେତେ ଲୋକ କୁ loan ମିଳିବ ତାର ବି ଦରକାର
Right
Next 5 year re dheere dheere gujurati madi basibe.....atal satya... ❤
ଓଡ଼ିଆ yes👍🙏
ଓଡ଼ିଶାରେ ଓଡ଼ିଆ କୁହ। ନହେଲେ ତମ ରାଜ୍ଯ, ଉତ୍ତର ଭାରତକୁ ପଳାଅ
Right...odisha re rahi odia kahiba dakar good job sir
Danyabad sir
Great discussion sir ❤❤
Odisha re odia kuha sabu ta odisha, fast hebo❤❤
Right 👍
ସ୍ୱାଗତମ ମନ୍ତ୍ରୀ ମହୋଦୟ 👍
ମନ୍ତ୍ରୀ କଣ ଓଡ଼ିଆ ଭିତରେ eng ପୁରେଇ ଦେଉଛନ୍ତି।କିନ୍ତୁ madam ଙ୍କ eng ବୁଝି ନ ପାରି କହିଛନ୍ତି ହିନ୍ଦୀ ରେ କୁହନ୍ତୁ।ଆପଣ କୁହନ୍ତୁ ମୁଁ eng ବୁଝି ପାରୁନି😊😂
Lone word, ସଂସ୍କୃତ ଶବ୍ଦ ଯେମିତି ଓଡ଼ିଆ ଭାଷାରେ ଅଛି,। ଉର୍ଦ୍ଦୁ ଶବ୍ଦ ପସିଲାଣି, ଇଂରାଜୀ ଶବ୍ଦ ଯେ ଆସିବ ତାହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ବିଶୁଦ୍ଧ ଓଡ଼ିଆ କେହି କହି ପାରିବେନି ଆଜିକା ଯୁଗରେ.. lone word ଉପରେ ନିର୍ଭର କରିବାକୁ ପଡ଼ିବ ହିଁ 😂
Wawawa 101% salut nanda sir
Thank you gukula sir ❤❤❤
ନେତା ଜଣକ ଇଂଲିଶ କିଛି କହୁ ବି କାରଣ ପ୍ରତ୍ୟେକ ଭାଷା ଜାଣିବା ଉଚିତ୍।
Thik kahile sir...
💯 percent right now 👍
Good advice good work sir bahut bhala kama tia karichanti ... Amiti sabu office search kariba darkar sabuthi ama odisha re bada bada .. government office re ana odia ba pandian loka achanti .. search kara jau au semananku bahara kara jau ... Good raunding ..our MLA .. sir..
ଜୟ ଓଡିଶା ଜୟ ଓଡ଼ିଆ 🚩
ବାଃ ବାଃ.... ଏତେ ଦିନ ପରେ ଗୋଟେ ସୁନ୍ଦର କଥା କେହି ଜଣେ କହିଲେ
Jay jaganath atti Sundar
Very good news
କାମ କରିକି ଦେଖାଇବା ଦରକାର। ବଜେପି ସରକାର ଓଡ଼ିଶା କୁ ବହୁ ଆଗକୁ ନିଅନ୍ତୁ। କେବଳ ଢୋଲ ପିଟିଲେ ହେବନି
Take strict action whoever not doing any official work in complete Odia language
Right bro salute
Minister is speaking very nice Hindi.
He is doing good work
right 👍❤😊
Our odiaa language is best 🥰🥰🥰
You have done a great job sir
ସ୍ବାଗତଯୋଗ୍ୟ❤💯
ବହୁତ ସୁନ୍ଦର୍ ଉପଦେଶ🙏
Bilkul thik
Jay Odisha. 🎉🎉
ବହୁତ୍ ଭଲ ପଦକ୍ଷେପ
ଜୟ ଜଗନ୍ନାଥ 🚩🚩🚩ଆମ ଓଡିଶା ନୂଆ ଓଡିଶା! ଗର୍ବରେ କହିବା ଆମେ ଓଡ଼ିଆ
ଅନେକ ଅନେକ ଧନ୍ୟବାଦ ଭାଇ
ବହୁତ ଭଲ ପଦକ୍ଷପ
It's fine. But language should be not be a barrier.
Yes,
Very very good initiative towards Odia Asmita!
ବଢିଆ 🙏🙏
ବହୁତ ଭଲ dicition
ଜୟ ବିଜେପି 🙏🙏
Odisha re Rama rajya
ଓ ହଗ୍ 😮
ନିଶ୍ଚିତ ଭଲ ପ୍ରୟାସ
Bahut sundar padakhep
Best Minister 💪👍👌
Bahut sundar sir... love you
ୟାକୁ କହନ୍ତି ଓଡ଼ିଆ ଅସ୍ମିତା
ଜୟ ଜଗନ୍ନାଥ
Great
Minister sir, apananku action re dekhi bahut khusi lagila.
Thank you sir
the stress should be on quality and innovation, not language.
Right sir ama odia language ku 1 st pradhanya deba uchit
ବହୁତ ଭଲ କଥା କହିଲେ ସାର୍
ଗୋଟେ order ବାହାରୁ ଓଡ଼ିଶାରେ ଚାକିରୀ କରିବାକୁ ହେଲେ ଓଡ଼ିଆ ଶିଖିବା ଦରକାର.
ଆମେ ଓଡ଼ିଆ ଆମ ଭାଷା ଭାରି ବଢ଼ିଆ ❤
ସାର ଏ ଗରିବ ୧୫୦୦ ଶହ ମୈତ୍ରୀ ପିଲାମାନଙ୍କ କଥା ଟିକିଏ ବୁଝନ୍ତୁ 🙏🐃🐂🐦🦜🐓✍️🙏🙏🙏
Superb
Mitu sir 🙏 thank you
Very god advise Sir🙏🙏🙏🙏🙏
Very good Dicision
Bhout badhiya katha
Sabas
Nice
Good government
Do you support BJP
Jay Jagnnath Swami ❤❤❤❤
Jay jaganath ❤
ମନ୍ତ୍ରୀ ନିଜ ପିଲା ମାନଙ୍କୁ ଓଡ଼ିଆ ଭାଷାରେ ପାଠ ପଢ଼ାଉଛନ୍ତି ତ ?
Satya katha. ❤
Bahut bhala katha
Thik katha ❤
Nice job sir, nice otv❤❤❤❤news❤
Kya bat hai
Good job sir