ପୌଷ ରବିବାର ବ୍ରତ କଥା ।। ବହି ଗୀତ।।
HTML-код
- Опубликовано: 21 янв 2025
- ପୌଷ ରବିବାର ବ୍ରତ କଥା ।। ବହି ଗୀତ।।#pousarabibara#odiapurana
ଆପଣ ସମସ୍ତଙ୍କୁ ଆମ ଚ୍ୟାନେଲ୍ ଭଗବଦ୍ ଭକ୍ତି କୁ ସ୍ଵାଗତ ।
ଆମ ଠାକୁର ଶ୍ରୀ ଜଗନ୍ନାଥଙ୍କ ରାଜ୍ୟର ପରମ୍ପରା ଅତି ପ୍ରାଚୀନ। ଏଠାରେ ବହୁ ପୁରାତନ କାଳରୁ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଅଛି । ଘରେ ଘରେ ପ୍ରତ୍ୟେକ ମାସ ବିଭିନ୍ନ ଦେବାଦେବୀ ଙ୍କ ବିଭିନ୍ନ ପର୍ବପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ। ସେଥିମଧ୍ୟରୁ ପୌଷ ମାସରେ ପାଳିତ ହେଉଥିବା ପୌଷ ରବିବାର ବ୍ରତ ଅନ୍ୟତମ। ଏହି ବ୍ରତରେ ବିଶେଷ କରି ଶ୍ରୀ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ। ମନୋବାଞ୍ଛା ପୂରଣ ସକାଶେ ମାଆ ମାନେ ଏହି ବ୍ରତ କରିଥାନ୍ତି। ପୌଷ ମାସର ରବିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ତୁଳସୀ ଚଉରା ମୂଳକୁ ଗୋମୟରେ ଲିପାପୋଛା କରି ସୂର୍ଯ୍ୟ ମଣ୍ଡଳ ସ୍ଥାପନ କରି ଫଳମୂଳ ଆଦି ନାନାପ୍ରକାର ଭୋଗ କରି ବେଦଜ୍ଞ ବ୍ରାହ୍ମଣଙ୍କୁ ଡକାଇ ସୂର୍ଯ୍ୟ ଦେବତା ଙ୍କୁ ପୂଜା କରିଥାଆନ୍ତି ଏବଂ ବ୍ରତ କଥା ଶୁଣିଥାନ୍ତି ।
ସେହି ବ୍ରତ କଥା ବା ବହି ଗୀତ ଏହି ଭିଡିଓରେ ଓଡ଼ିଆ ଲେଖା ସହିତ ପାଠ କରାଯାଇଛି ।
ଭିଡିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ Like, Share କରି Channel ଟିକୁ Subscribe କରିଦିଅନ୍ତୁ। ଏହିଭଳି ପୁରାଣ , ସ୍ତବ, ସ୍ତୋତ୍ର ଭିଡିଓ ର ପ୍ରତିଦିନ Notification ପାଇବା ପାଇଁ 🔔icon କୁ ମଧ୍ୟ press କରିଦିଅନ୍ତୁ।
----------------------------------------------------------------------------------------------
Voice - Suchitra Tripathy
Lyrics - Puratana(ପୁରାତନ)
Voice Recording - Suchitra Tripathy ( ECHO Voice Recorder in mobile)
Vedio Editing - Suchitra Tripathy (YouCut Vedio Editor in mobile)
----------------------------------------------------------------------------------------------
Your youtube queries:-
pousa rabibara brata katha
Pousa Rabibara Brata Katha
pusa rabibara brata katha
Pusa Rabibara Brata Katha
pousa rabibara bahi gita
Pousa Rabibara Bahi Gita
pusa rabibara bahi gita
Pusa Rabibara Bahi Gita
pousa rabibara puja vidhi
Pousa Rabibara Puja Vidhi
pusa rabibara puja vidhi
Pusa Rabibara Puja Vidhi
pousa rabibara puja bidhi
Pousa Rabibara Puja Bidhi
pusa rabibara puja bidhi
#pousarabibara#pusarabibar#suryapuja #ପୌଷରବିବାରପୂଜା
Jay rabinarayana 🙏🙏🙏🙏🙏
Sweet voice❤
❤❤❤
🙏🏼🌺🙏🏼