Odia bohu ର Pousa Rabibar☀️କେଉଁ ପାଳିରେ କଲେ ଭଲ | କିପରି କରେ ମୁଁ Pusa rabibara brata | daily odia vlogs

Поделиться
HTML-код
  • Опубликовано: 1 фев 2025

Комментарии • 12

  • @rabindrabehera7175
    @rabindrabehera7175 21 день назад

    Thanks

  • @shree7598
    @shree7598 25 дней назад

    ଆମର ପୌଷମାସର ସମସ୍ତ ରବିବାରରେ ଏହି ବ୍ରତ ପୂଜା କରୁ । ଘରକୁ ନୂଆ ବାହାହୋଇ ବୋହୂଟିଏ ଆସିଲେ ସାବିତ୍ରୀ ବ୍ରତ ଯେପରି କରିବାପାଇଁ ବାଧ୍ୟ ଠିକ୍ ସେହିପରି ଏହି ପୌଷ ରବିବାର ବ୍ରତ ଓ ସୋମନାଥ ବ୍ରତ ମଧ୍ୟ କରିବା ପାଇଁ ବାଧ୍ୟତା ଅଟେ ।

  • @shree7598
    @shree7598 25 дней назад

    କାଠର ପିଢ଼ା ଉପରେ ଓଦାବାଲି ରଖି ତା ଉପରେ ଗୁଆ ବସା ଯାଏ । ଦହି ,ପଣା , ପାଚିଲା ଫଳ ,୭ ଗୋଟି ମେଞ୍ଚି ଓ ୭ ଗୋଟି ଗୋଲ୍ ମୂଆଁ ଆମର ପୂଜା ହୁଏ । ପୂଜା ସରିଲା ପରେ ପାଣି ,ପଣା ,ପୂଜାର ଭୋଗ ,ସାଗୁ ଆଦି ଜଳଖିଆ ଖିଆ ଯାଏ । ଏବଂ ଏହି ପୂଜାରେ ସବୁ ଅଲଣା ଖାଆନ୍ତି ଆଦୌ ଲୁଣ ଖାଆନ୍ତି ନାହିଁ ।

  • @shree7598
    @shree7598 25 дней назад

    ଆଠ ପ୍ରକାର ଫଳ ସେମିତି ଆମର ପୂଜା ହୁଏ ନାହିଁ ,ଯେତେ ଗୋଟି ମଧ୍ୟ ଫଳ ଆମର ପୂଜା ହୁଏ । ଆଠ ଖିଅ ସୂତାରେ ୮ଟି ଦୁବରେ ଆମର କୌଣସି ବ୍ରତ କରିନଥାଉ ।

  • @shree7598
    @shree7598 25 дней назад

    ଆମର ଚାଉଳରେ ମେଞ୍ଚି ହୁଏ ନାହିଁ ,ଅଟାରେ ୭ଟି ମେଞ୍ଚି ପୂଜା ହୁଏ । ବିନା କଳସରେ କୌଣସି ପୂଜାକାର୍ଯ୍ୟ ହୁଏ ନାହିଁ ,ପ୍ରତି ପୂଜାକାର୍ଯ୍ୟରେ କଳସ ବସାଯାଏ ଓ ଏହି ପୂଜାରେ ମଧ୍ୟ କଳସ ବସାଯାଏ । ନବଗ୍ରହଙ୍କ ପୂଜା ଆମର ହୁଏ ନାହିଁ ,କେବଳ ସୂର୍ଯ୍ୟନାରାୟଣଙ୍କ ପୂଜା କରାଯାଏ ।

  • @Greenwalter5
    @Greenwalter5 Месяц назад

    Sesho re kheero chaulo kan pai deithanti....suklo pakhya ra 1 st ravi bar kariba Uchit ki. .ai puja re brato bandha jae ki

  • @Smita-smita-l5m
    @Smita-smita-l5m Месяц назад +1

    Surya puja re tagara phulo niyantini kie

  • @SuneliPradan
    @SuneliPradan 28 дней назад

    Ketebele se brata kholibe didi

    • @Juli_odia_vlogger
      @Juli_odia_vlogger  28 дней назад

      Prasada khaisariba pare brata kadi ki panire pakeidaba

  • @chandnisahu992
    @chandnisahu992 Год назад +1

    Ame b 3rd Sunday re puja karilu