Failed Heist: Looters Escape Kalahandi Jewelry Shop II ସୁନା ଦୁକାନ ଲୁଟି ଆସିଥିଲେ ଫେରାର ମାରଲେ ବଦମାସ

Поделиться
HTML-код
  • Опубликовано: 10 окт 2024
  • ସୁନା ଦୁକାନନୁ ଲୁଟ୍ । ବନ୍ଧୁକ ଦିଖେଇକିନା କେସିଙ୍ଗା ସୁନା ଦୁକାନନୁ ଦିନର ଦିପହରେ ଲୁଟ୍ ଉଦ୍ୟମ ହେଇଛେ । ଦୁକାନ ମାଲିକଙ୍କର ସାହସ ଲାଗି ବଦମାସ ଫେରାର ମାରିଥିବାର ଜନାପଡ଼ିଛେ । ସିସିଟିଭିନେ ସବୁ କଏଦ ହେଇଛେ । ଦୁକାନ ମାଲିକଙ୍କର ପୁଓ ଟିକେ ଟିକେ ଥି ବଚି ଯାଇଛନ୍ । ଏନ୍ତା ଘଟନା ଥାନାନୁ ୨ ଶହ ମିଟର ଦୂରନେ ଘଟିଛେ । ଇ ନେଇକିନା କେସିଙ୍ଗା ପୁଲିସ ତଦନ୍ତ କରୁଛେ । କେସିଙ୍ଗା ଷ୍ଟେଟ ବ୍ୟାଙ୍କ ପାଖରେ ଥିବାର ଗଣପତି ଜ୍ୱେଲେରୀ ଭିତରକେ ଦିନର ୨ ବଜେ ହେଲମେଟ ପିନ୍ଧିକିନା ଆର ମୁଖା ପିନ୍ଧିକିନା ବଦମାସ ପଶିଥିଲେ । ଦୁକାନ ମାଲିକଙ୍କୁ ବନ୍ଧୁକ ଦିଖେଇକିନା ଦୁକାନର ସବୁ ସୁନା ଦେବାର ଲାଗି ଧମକେଇଥିଲେ । ହେଲେ ଦୁକାନ ମାଲିକର ପୁଓର ତାଙ୍କୁ ଅଟକେଇଥିଲେ । ଶେଷକେ ବଦମାସମାନେ ଲଙ୍କା ଗୁଣ୍ଡ ପକେଇକିନା ପଲେଇଥିଲେ । ତାଙ୍କୁ ପିଛା କରିଥିଲେ ବି ବଦମାସମାନଙ୍କୁ ଧରି ନାଇଁ ପାରିଥିଲେ ।
    For more such updates, please Like, Comment, and Share our videos and Subscribe to our RUclips channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    RUclips- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #Kalahandi #JewelryHeist #FailedRobbery #CrimeNews #ThievesEscape #JewelryShop #AttemptedRobbery #PoliceAlert #OdishaNews #CrimeReport

Комментарии •