Thanks to citizens of Bhubaneswar.A lot of Thanks to BBSR.Thanks those customers and the help of auto driver very much.Jai jagannath will bless them all.
Sata re bhai .mu bahut bahut khusi bhai...emiti jodi media platform aau loko nka help re kehi bi handicapped person homeless people help pai parichanti...pauchanti.. Jagannath semanku sabu bele vala re rakhantu..tankara family ku sabu bele khusi re rakhantu..jaha hou aaji bi emiti duniya re kehi ta humanity caring dekhuchanti...very nice news..pratidin tv Tq so much..
Lipuna apana jadi a video dekhithibe pls apana apankara account details with Google pay..phone pe ..etc share karantu ame mane misi apanaku help karibu..apana gote shop gote kariparbe
ଅନ୍ୟ ମାନଙ୍କ ପାଇଁ ତୁମେ ପ୍ରେରଣା ର ଉଦାହରଣ👍👍 ଧନ୍ୟବାଦ୍ ଭାଇ ଜଗନ୍ନାଥ ତୁମ ପରିବାକୁ ସାହା ହୁଅନ୍ତୁ🙏🙏
ମାନିବାକୁ ପଡ଼ିବ ତୁମକୁ ଭାଇ , ତୁମ ସାହସ ଓ ଅଦମ୍ୟ ପ୍ରଚେଷ୍ଟା ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ।
ଦିବ୍ୟଙ୍ଗ ନ ଥିବା ମଣିଷ ପାଦ ଆଡେଇ ଚାଲିଯାଏ। କିନ୍ତୁ ଏହି ବାବୁ ଜଣକ ସାହସ ଆଗରେ ଭାଗ୍ୟ ଆଉ ସମସ୍ୟା ହାର ମାନିଲା। ଭଗବାନ ସାହା ଭରଷା।
ଧନ୍ୟବାଦ ଭାଇ ଜୟ ଜଗନ୍ନାଥ
❤❤@@mrunikeandheartkiller9399
ଭାଇ ଙ୍କୁ ମୁଁ ପ୍ରଥମେ ଧନ୍ୟବାଦ 👍ଦେଉଛି, ମୋ ତରଫରୁ BMC ଙ୍କୁ ଏତିକି ନିବେଦନ ଲିପୁନା ଭାଇ ଙ୍କୁ ସ୍ଥାଇ ଦୁକାନ ଟିଏ ଖୁଲିବା ପାଇଁ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା...
ସରକାର କିଛି ନୁହନ୍ତି... ଏମିତି କିଛି ଭଲ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଦୁଃଖ ଦେଖି ସାହାଯ୍ୟ କରନ୍ତି.... ସେଇ ମାନଙ୍କୁ ମୋର 🙏🙏🙏
ବହୁତ ବହୁତ ଧନ୍ୟବାଦ ଯେଉଁ ମାନେ ସାହାଯ୍ୟ କରିଛନ୍ତି. ବହୁତ ଖୁସି ଲାଗୁଛି ଏ ଭାଇଙ୍କର ଏତେ ସରଳ କଥାବାର୍ତ୍ତା. ବହୁତ ସଚୋଟ ବହୁତ ନିରୀହ ଏ ଭାଇ. ଭଗବାନ ତାଙ୍କ ପରିବାର କୁ ଖୁସି ରେ ରଖନ୍ତୁ. ତାଙ୍କ ପୁଅ ପାଠ ପଢି ମଣିଷ ହେଇଯାଉ ତାଙ୍କ ଦୁଃଖ ସରିଯାଉ ଏହାହିଁ ସମସ୍ତ ଙ୍କର ପ୍ରାଥନା ହଉ ଶ୍ରୀଜଗନ୍ନାଥ ଙ୍କ ପାଖରେ. 🙏🙏🙏🙏
God always bless you bhai... Odisha re sarakari blind.... ଯିଏ ଧନୀ ତାକୁ ଅଧିକ ସହଯୋଗ କରୁଛନ୍ତି ସରକାରୀ ତାଙ୍କୁ.... ଦୁଃଖୀ ଗରିବକୁ କିଏ ସରକାରୀ କହି ପଚାରୁଛି 😡
Thik katha
ଆଜ୍ଞା କଳିଯୁଗ। ଆଉ କଳିଯୁଗ ରେ ଓଲଟା ଗଙ୍ଗା ବହେ।
10 ଟଙ୍କା ର ଜିନିଷ କିଣି ସାହାଯ୍ୟ ଆଳରେ 20 ଟଙ୍କା ଦେଲେ କଣ ଅସୁବିଧା! ତାର ଜିନିଷ ବି ସରିବ ତାର ଖୁସି ଆମେ ବି କିଛି କିଛି ସାହାଯ୍ୟ କରି ଆମେ ଖୁସି... ଏହା ଜୀବନର ଗୋଟେ ଗୋଟେ ଖୁସି everybody should learn from this message 🙏
Right
Rigjt bro,, ଏ ଦୁନିଆରେ ସମସ୍ତେ ସ୍ୱାର୍ଥପର, ନିଜକୁ ଯେତେ କଷ୍ଟ ପଡ଼ୁ ପଛେ ନିଜେ କିଛି କରିବା, କାହା ଉପରେ ଭରଷା କରନି
ଭଗବାନ ତୁମର ମଙ୍ଗଳ କରନ୍ତୁ ଆଉ ତମେ ଆଗକୁ ବଢି ଚାଲ ଭିକ କେବଳ ଏକ ମାଧ୍ୟମ ନୁହଁ ଆଉ ସବୁବେଳେ ସତ ମାର୍ଗ ରେ ଚାଲିବା କୁ ସମସ୍ତଙ୍କୁ ଶିଖାଅ ଭାଇ ଆଉ ଏକ କଥା ହେଉଛି ତମେ କେବେ କୋଉ ସରକାର ଙ୍କ। ସାହାଯ୍ୟ ପାଇଁ ଅପେକ୍ଷା ନା କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦିଅ ଆଉ ମୋର ଓଡିଶା ସରକରଙ୍କୁ ଏତିକି ନିବେଦନ କି ଯୋଉ ଲୋକ ମାନେ ଏଭଳି ଗରିବ ମନକୁ କଷ୍ଟ ଦେଇ ଅର୍ଥ ଉପାର୍ଜନା କରୁଛନ୍ତି ସେମାନଙ୍କୁ ଉଚିତ ଶାସ୍ତି ଦିଆ ଯାଉ
ତାଙ୍କୁ ଭଗବାନ ସାହା। ଆଜି କାଲି ଭଲ ଥିବା ମଣିଷ (ଦିବ୍ୟାଙ୍ଗ ନ ଥିବେ , ସ୍ୱାର୍ଥପର, କୋଢ଼ିଆ) ମାନେ କହିବେ ଆମେ କରିପାରିବି ନାହିଁ। କାହିଁକି କରିବୁ, କଣ ପାଇଁ କରିବୁ। ଏହି ସ୍ୱାଭିମାନ ମଣିଷ ଠୁ ଶିଖନ୍ତୁ ଧୈର୍ଯ୍ୟ ଧରି କାମ କରୁଛନ୍ତି। ଏହି ବ୍ୟକ୍ତି ଜଣକ ଆମ ପାଇଁ ପ୍ରେରଣା। ଜୟ ଜଗନ୍ନାଥ 🙏
ଭୁବନେଶ୍ୱରର MLA, ମାନଙ୍କୁ ବୋଧେ କିଛି ଦେଖା ଯାଉନି
ଧନ୍ୟବାଦ ଭାଇ🙏
Thankyou so much pratidinTv and the people who have helped him...this is humanity 👏👏👏 and this should continue....
Greatwork of Media👍
ଧନ୍ୟବାଦ୍ ଜଣାଉଛୁ ,ମିଡ଼ିଆ ଙ୍କୁ ଏବଂ ଆମ ପବ୍ଲିକ ଲୋକ ଙ୍କୁ ଦୟା କରି ଏମିତି ଲୋକଙ୍କ ପାଇଁ କାମ କରନ୍ତୁ, ଆଉ ଆହୁରି ଅନେକ ସାହାଯ୍ୟ କରିବାକୁ ଅନୁରୋଧ 🙏🏻🙏🏻🙏🏻🙏🏻🙏🏻🌹
ଆଜି ପ୍ରତିଦିନ news proof କରିଦେଲା ଯେ ସେ ପ୍ରକୃତ ରେ ଲୋକ ଙ୍କ ପାଇଁ news ଵାଲା ଧନ୍ୟବାଦ ରିପୋର୍ଟର ଭାଇ. ଜୟ ଜଗନ୍ନାଥ. 🙏
ସରକାର୍ କେବେ ବି ଗରୀବ ଙ୍କୁ ବୁଝି ପାରୁନି, ସତରେ ବଡ଼ ଦୁଃଖ ର ସଂଘର୍ଷ, ମହାପ୍ରଭୁ ଜଗନ୍ନାଥ ହିଁ ଏହାର ସମାଧାନ କରନ୍ତୁ,🙏🏻
ସରକାର ଙ୍କୁ ଅନୁରୋଧ
God always with you bro 🙏🙏🙏
God bless you.. Bhai .....tume sabu bele amiti khushi ruha ....
ଭଗବାନ ତୁମକୁ ସବୁବେଳେ ସହାୟ ହେବେ 🙏🙏🙏😭😭😭
Bhai apana bahut agaku jibe .sahasa harantuni. God bless you
Bhagaban tumara Sabu dukha Jaldi dura karidiantu
God bless you
Bhai you are great....
Jay jagannth, ଭଗବାନ ଆପଣଙ୍କୁ ଭଲ ରେ ରଖନ୍ତୁ
You are great Bhai
ଭଗବାନ ତୁମର ମଙ୍ଗଳ କରନ୍ତୁ ଭାଇ
Bala Odisha sarkar..
Thanks to citizens of Bhubaneswar.A lot of Thanks to
BBSR.Thanks those
customers and the help of auto driver very much.Jai jagannath will bless
them all.
ବ୍ଯସ୍ତ ହୁଅ ନି ଭାଇ ଭଗବାନ ଅଛନ୍ତି ନା ତାଙ୍କ ଉପରେ ଭରସା କରି ମନରେ କିଛି ନ ଭାବି ନିଜର କର୍ତ୍ତବ୍ଯ ପଥରେ ଆଗେଇ ଚାଲ, ଦେଖିବ ସବୁ ଠିକ୍ ହେଇଯିବ।
Bhai bhalara ruha Jay Jagannath 🙏🙏🙏
ଲିପୁନ୍ ଭାଇ,ଆପଣ ଆଜିକା ଯୁବକ ପାଇଁ ପ୍ରେରଣା।
God bless you brother. Who is helped that person many many thanks and God blessed him
Jia amanka nku help karuchanti sia heuchi real Hero
ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ଏହି ଭଳି ବ୍ୟକ୍ତିଙ୍କୁ ଜଗନ୍ନାଥ ସାହା ହୁଅନ୍ତୁ।
ସରକାର ଙ୍କୁ ଅନୁରୋଧ କରୁଛି ସେ ଭାଇ ଙ୍କୁ ସାହାଯ୍ୟ କରନ୍ତୁ ସେ ଛୋଟିଆ ଦୋକାନ ରୁ କଣ ମିଳୁଥିବ 50. 100 ମିଳୁଥିବ
Sata re bhai .mu bahut bahut khusi bhai...emiti jodi media platform aau loko nka help re kehi bi handicapped person homeless people help pai parichanti...pauchanti.. Jagannath semanku sabu bele vala re rakhantu..tankara family ku sabu bele khusi re rakhantu..jaha hou aaji bi emiti duniya re kehi ta humanity caring dekhuchanti...very nice news..pratidin tv Tq so much..
God bless you bro 🙏🙏🙏❤️❤️❤️
😭😭😭😭😭🙏🙏🙏 Bhagaban sabubele tamaku khusi re rakhantu,God bless you always
Bhai tume kandile bhari kasta hauchi..
Mu jete thara tma vidio dekhuchi mu b kandi pakau chi bhai...
God bless u
God bless you brother Bhagaban achhanti
ବିଦାୟକ ,ସରକାର ଏଇମାଗିଆ ମାନେ କିଛି କରିବେ ନାହିଁ ଭାଇ କେବଳ ବଟ ସମୟରେ ଆସି କହିବେ । ଭଗବାନ ତମର ମଙ୍ଗଳ କରନ୍ତୁ ।
Right news ଏମିତି news ଦେଖେଇଲା ମୋ ହୃଦୟ କୁ ଚୁଇଲା ଆଉ ସଲ ଗୋଟେ ଗୋଟେ news Banda news ଦେଖାଉଛନ୍ତି ଖାଲି ତୁଙ୍ଗୁରୁବୋଲ ଦେଖେଇବେ ଏମିତି ଭଲ news dekhao ame Mane Saha jya Kari haba
ଭଗବାନ ତୁମର ମଙ୍ଗଳ କରନ୍ତୁ
ପ୍ରାଚୀ ଦିଗରେ ଉଦିତ ନଭୋମଣି ଯେପରି ନୀଳ ଅମ୍ବର ର ବକ୍ଷ ଦେଶରେ ପକ୍ଷ ମେଲି ନଭଶ୍ଚର ମାନଙ୍କୁ ଦିବସର କାର୍ଯ୍ୟ କରିବାରେ ଅଗ୍ରସର କରାନ୍ତି,ସେହିପରି ଆପଣଙ୍କ ଉଚ୍ଚ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଜୋଡ ହସ୍ତରେ ବିନମ୍ର ପ୍ରାଥନା ଆପଣଙ୍କୁ ସମ୍ମାନର ସହ ବଞ୍ଚିବାକୁ ପୂର୍ଣ୍ଣ ସହଯୋଗ କରନ୍ତୁ 🙏
Bhai don't worry about that ... God always help you.. Manibaku padiba apananka confident ku.. 🙏🙏🙏🙏🙏🙏🙏
ତମେ ଖାଲି ପ୍ରସାରଣ କରୁଥାଅ, ମୁଁ ପରା ନିଜେ କଲ କରି ତୁମ ଚାନେଲ୍ କୁ ତାଙ୍କ derails ମଗେଇଥିଲି। ମରିଗଲ ସବୁ ଦେବାକୁ। ଲାଜ ନାହିଁ ତୁମ ଚାନେଲ କୁ। ଏଠି ଆସି ଭଦ୍ର ଦେଖେଇ ହଉଛ।
Salute you bro.... You are the insipieation for milion of people
Mp aparajita madam. କୁଆଡେ ଗଲେ l ବୋଧେ ତାଙ୍କ ପାଖରେ ମଣିଷ ପଣିଆ ନାହିଁ
God bless you bro...
Mu b ei bhai nku kichhi help karibaku chanhe.so plz tanka contact no. Milipariba ki..
Jai jagannath 🙏🏾 bhai khuse lagila Tome harino bas Bohutu bodo kotha bujhe delo cheta thile sabu Kari pariba bhai tumo ku I salute ba ba
Lipuna kouthi basuchi sei location dele ahuri loka pahanchi help Kari parante
Press club Bhubaneswar
Right
Bhai kou pakhare press club mane press chhaka ku kuhajae ki
Bhhai good
I really love you baba
Sabubele khusire thaao
Omm sai baba
Omm sai baba
God bless you bro 🥰🥰🥰🥰🥰agaku badhiba 👌👌👌👌👌👌
Very Good bro. Public should be support this guy so that he can maintain his family.
ଭଲ ଲାଗିଲା 👍👍👍
Tume bahut bhala Manisha. Tuma katha ru jana paduchi tuma sanskar . Bhagwan tumaku bahut aga ku nebe. Bahut bhala haba tuma life. God bless you.....🥰
ଏଭଳି ଭାବନା ବହୁତ୍ କମ୍ ଲୋକଙ୍କ ପାଖରେ ଥାଏ। ଭଗବାନଙ୍କ ଲୀଳା ଏପ୍ରକାର କି ସଦାବେଳେ ଯିଏ ଆଗକୁ ଯିବାକୁ ଆଉ ବଢ଼ିବାକୁ ହେଲେ ତା ପାଇଁ କିଛି ନଥାଏ। ହେଲେ ବି ଯିଏ ଆଶା ନ ଛାଡ଼ି ସଦାବେଳେ କିଛି ନା କିଛି କରିବାକୁ ଲାଗିଲେ ତାକୁ ଭଗବାନ କୋଉଠୁ ନା କୋଉଠୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ନିଜ ଦୃବଳ କୁ ବାହାରେ ନ ଦେଖି ନିଜେ ଯଦି ବହୁତ୍ କିଛି କରିପାରିବ ଦିନେ ନା ଦିନେ ସବୁ କିଛି ଠିକ୍ ହେଇଯିବ। ଆଜି କାଲି ଆମେ ମାନେ ଏମିତି ମନ ଭାବନା ରଖିଲେନି କି କମ୍ ପରିଶ୍ରମ ରେ ବେଶୀ ପଇସା କିପରି ପାଇହେବ କିନ୍ତୁ ଏଇ ଜିନିଷ ଯେ ଆମ ପାଇଁ ଏତେ ବଡ ଦୁଃଖ ଆଣିଦେବ ଯାହା କି ଆମେ ନିଜକୁ ସେବେ ସଜାଡି ପାରିବାନି। କର୍ମ ହିଁ ଭଗବାନ ଏବଂ ଗର୍ବ ନ ଆଣି କାମ କରିବା ଏହା ଆମ ସଙ୍କଳପ ହେବା ଦରକାର। ତୁମେ ଆମର ବହୁତ ବଡ ଗୁରୁ ଭାଇ। ଦୁଃଖ ଥିଲେ ବି ଭାଙ୍ଗି ନା ପଡ଼ି ଠିଆ ହେବା ତମଠୁ ଶିଖିବୁ ଭାଇ।
ଭାଇ ଭେରିଗୋ ଟ ଜୟ ଜଗନ୍ନାଥ ଜୟ ଶ୍ରୀରାମ 🙏🙏🙏🙏
Well done pratidin tv .. plz do like this more
Thank u pratidin tv
ଯଦି ପ୍ରତ୍ୟେକ news channel ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଆଉ news reporter ମାନେ famous ହେବା ପାଇଁ ମୂଲ୍ୟହୀନ ଖବର ନ ଦେଖେଇ ବରଂ ସମାଜର ଆଉ ଜନସାଧାରଣଙ୍କର ହିତରେ ଆସୁଥିବା ଖବର ଦେଖାନ୍ତେ ତେବେ ସମାଜରେ ପରିବର୍ତ୍ତନ ନିଶ୍ଚିତ ହୁଅନ୍ତା. ଏମିତି ଅସହାୟ ଗରିବ ଅକ୍ଷମ ଲୋକଙ୍କୁ ସକ୍ଷମ ଲୋକମାନେ ସହାୟ ହେଇ ସମାଜରେ ଉଦାହରଣ ସୃଷ୍ଟି କରିପାରନ୍ତେ.
Jay Jagannath 💕💕 Prabhu Jagannath mangala karantu Bhai 💕
Lipun bhai I salute you with God bless you
God bless you bhai.. Jay jaganath swami
Thanku brother tumanku koti juhar
ଭଗବାନ ମଙ୍ଗଳ କରନ୍ତୁ ।
Satare vai tame mahan 🙏
Lipuna apana jadi a video dekhithibe pls apana apankara account details with Google pay..phone pe ..etc share karantu ame mane misi apanaku help karibu..apana gote shop gote kariparbe
Volo Katha ti kahile bhai 🙏🕉️
Jay jagannath vai
Daya kari tanku gote dokan karidia tankara bi adhikar achi banchibaku
No words to describe you and your level of confidence I salute you 🙏🙌 Jay Jagannath 🙏💘
God bless you bhaiii
Great work 👍🏻
God always with you bro don't 😢 😢😢😢
Good lipuna bhai bhagabn bahut agaku nebe god bless you 🙏🙏
Bhai tuma chintadhara ku koti salute
❤❤❤ dhanya baad Bhai apana Anya pain'udaharan ❤❤❤🙏🙏🙏
Jay jagannatha brabhu tanku bhala re rakhantu 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
👌👌👌👌👌👌🙏 thank you bhai
Thanks to all people because to help. Of u
Bhai kauthi tanka dokan ta
You are great Lipuna bhai
Jay Jagannath 🙏🙏 bohut dukha laguchi Bhai tama ku dekhiki 😭😭🙏🙏
God bless you bhai🙏🏻🙏🏻Jagatara natha Jagannath sabubele bhala re rakhantu..
Bhagaban tumara Mangala Karantu
ପ୍ରଭୂ ଜଗନ୍ନାଥ ତୁମର ସବୁ ଭଲଇଛା ପୂରଣ କରନ୍ତୁ 🙏
Thanks bhai god bless you
Vidhayak Mane gote bada vikari sei kn dibyanga bhai ku kn se sahajya karibe mu dhanyabad media bhai knu karna tank jogu public ra saport milila🙏🙏
Very good bhai
ହେ ଭଗବାନ ।
Bohut aagoku jaao bhout khusi milu tamaku jaha chhahucho taha milu god knu pray karuchi
Bhai.tamaku.dhanybad
God bahut valare rakhantu bahut dukha laguchi apank vedio
Bhai apananku anek anek dhanyabad
Tuma chintadhara emiti uparaku jau
Kahibaku Kichhi bhasha nahi🙏🙏🙏🙏
ତୁମକୁ କୋଟି କୋଟି ନମସ୍କାର🙏🙏
Bhai nku Prabhu Jagannath asirbad karantu🙏🙏🙏
God bless you 🙏.maa mangala tumara Sabu bele mangala karantu 🙏🙏🙏🙏
Thanks bhai.godbless you
👌👌super bhai from chakragada
Inko jo jo bhi help karenge vah sab Bhagwaan hai🙏🙌🌹💋🔥❤
Bhai 😭😭Kanda lagila tama katha suniki
Garba laguchi bhai, mo taraf ru 🙏