#Exclusiveinterview

Поделиться
HTML-код
  • Опубликовано: 10 ноя 2024

Комментарии • 43

  • @Xuy788
    @Xuy788 Месяц назад +41

    ପୂର୍ବ ପାଣ୍ଡୁ ସରକାର ସମସ୍ତଙ୍କ ଭଳି ଆମକୁ 6 ଟା increment ଦେଲା ନାହିଁ କି ଏଣ୍ଟ୍ରି level 2800//- GP ଦେଲା ନାହିଁ ବରଂ ଗୋତି ଖଟାଉଛି ...ସାର ଆମର ମୂଳ ଦାବି 1. 5 ଲକ୍ଷ ପ୍ରାଥମିକ ଶିକ୍ଷକ ପରିବାରର 6 ଲକ୍ଷ ଭୋଟ ବିଜେପି (BJP )ନେଲା ସମାନ କାମକୁ ସମାନ ଦରମା ପ୍ରତିଶୃତି ଦେଇ.. ଯଦି ଆମର କେନ୍ଦ୍ରୀୟ ହାରରେ ଦରମା କିଛି ନହେଲେ ଅତି କମରେ Entry level 2800/- GP ନ ଦେଇ ଗୋତି ଖଟାଇଲେ 2029 ରେ କଂଗ୍ରେସ କୁ ନିଶ୍ଚିତ ଭୋଟ ଦେବୁ.. ଜଗନ୍ନାଥଙ୍କ ରାଣ 🙏🏻🙏🏻

    • @kalyankumar9410
      @kalyankumar9410 Месяц назад +4

      Bhai jadi ama junior teacher na karanti tahale panchayat election re bi BJP ku dekhi daba
      Ama teacher mananka ra bahut abadana achi BJP jitiba pachhare

  • @LaxmidarSasmal
    @LaxmidarSasmal Месяц назад +13

    ଅକ୍ଟୋବର 5,ବିଶ୍ଵ ଗୁରୁ ଦିବସରେ,8ବର୍ଷ ଧରି ପ୍ରାଥମିକ ଶିକ୍ଷକ ନିଯୁକ୍ତି ମରୁଡ଼ିକୁ ଆପଣଙ୍କ ସରକାର ଶେଷ କରିବାକୁ ଯାଉଛି,ସେଥିପାଇଁ ବହୁତ ଧନ୍ୟବାଦ🙏କିନ୍ତୁ ସେମାନଙ୍କ ନିଯୁକ୍ତିକୁ ଯୋଜନାଭିତ୍ତିକ ନରଖି ନିୟମିତ ନିଯୁକ୍ତି ସହ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କଲେ,ଏ ପ୍ରାଥମିକଶିକ୍ଷକ ସମାଜ ସବୁବେଳେ ଚାଣକ୍ୟ ଭଳି ଆପଣଙ୍କ ସାଥିରେ ଥିବ

  • @PuriToka91
    @PuriToka91 Месяц назад +3

    ସାଧୁବାଦ୍ ମନ୍ତ୍ରୀ ମହୋଦୟ
    ଆପଣ ଆପଣଙ୍କ ପିଲାଙ୍କୁ ସରକାରୀ ସ୍କୁଲ ରେ ପଢ଼ାଉଥିଲେ।
    ମହାଶୟ ଗୋଟିଏ ନିବେଦନ ଶିକ୍ଷକତା କୁ ନିୟମିତ କରାଯାଉ।

  • @PratyashaTripathi
    @PratyashaTripathi Месяц назад +13

    Junior Teacher schematic(JTS) is going to be appointed on October 5th this year. Appoint them as "Regular Teachers" as your party promised in his manifesto as "Equal pay for equal work" & set an example. That what Bjp promised will definitely fulfill. Because this appointment is going to be a huge & first appointment for your govt.

  • @ShinningODISHA
    @ShinningODISHA Месяц назад +10

    ପୂର୍ଵ ସରକାରକୁ ବିରୋଧ କରୁଥିଲ, ଏବେ କେମିତି ସେ ନୂଆ ବୋତଲରେ ପୁରୁଣା ମଦ ପୁରେଇ ଯୋଜନାଭିତ୍ତିକ(schematic) ନିଯୁକ୍ତି ଦଉଚ। ଲଜ୍ଜା ଲାଗୁନି....
    ......
    ଯଦି ଦମ୍ ଅଛି, କୁହ ଯେ ପ୍ରାଥମିକ ଶିକ୍ଷାରୁ ଆମେ ଠିକା ନିଯୁକ୍ତି ଉଛେଦ କରିବୁ
    ଆଉ ରେଗୁଲାର ନିଯୁକ୍ତି ଦେବୁ ।

  • @Sahoo5009
    @Sahoo5009 Месяц назад +11

    ଶିକ୍ଷକ ତ ମୂଲିଆ ଭଳିଆ ଦରମା ମିଳୁଚି ଆଉ ବାଳ ଚାକିରି କରି ପାଠ ପଢେଇବେ ।

    • @Xuy788
      @Xuy788 Месяц назад +2

      ପୂର୍ବ ପାଣ୍ଡୁ ସରକାର ସମସ୍ତଙ୍କ ଭଳି ଆମକୁ 6 ଟା increment ଦେଲା ନାହିଁ କି ଏଣ୍ଟ୍ରି level 2800//- GP ଦେଲା ନାହିଁ ବରଂ ଗୋତି ଖଟାଉଛି ...ସାର ଆମ 1. 5 ଲକ୍ଷ ପ୍ରାଥମିକ ଶିକ୍ଷକ ପରିବାରର 6 ଲକ୍ଷ ଭୋଟ ବିଜେପି (BJP )ନେଲା ସମାନ କାମକୁ ସମାନ ଦରମା ପ୍ରତିଶୃତି ଦେଇ.. ଯଦି ଆମର କେନ୍ଦ୍ରୀୟ ହାରରେ ଦରମା କିଛି ନହେଲେ ଅତି କମରେ Entry level 2800/- GP ନ ଦେଇ ଗୋତି ଖଟାଇଲେ 2029 ରେ କଂଗ୍ରେସ କୁ ନିଶ୍ଚିତ ଭୋଟ ଦେବୁ.. ଜଗନ୍ନାଥଙ୍କ ରାଣ 🙏🏻🙏🏻

    • @Sahoo5009
      @Sahoo5009 Месяц назад +1

      @@Xuy788 GP 4200 demand heu as per central scale not 2800. Teacher hisab re ame demand Kariba amara hawk na ki se jaha deba ame khusi heijiba. Job karuche na ki labour heiche

  • @salilakumarpattanaik1151
    @salilakumarpattanaik1151 Месяц назад +8

    Only 4200gp, central scale of pay in Odisha

  • @gopaljani9712
    @gopaljani9712 Месяц назад

    ଆଦିବାସୀ ପିଲାମାନଙ୍କର ଅର୍ଥ ଓ ଶିକ୍ଷା ପ୍ରତି ଅସଚେତନତା । ବିଶେଷ କରି ଅଭିବକ୍ତ କୋରାପୁଟ ଜିଲ୍ଲାରେ ପାହାଡିଆ ଅଞ୍ଚଳରେ ଗ୍ରାମ ବସତି ସ୍ଥାପନ କରନ୍ତି। ଅନେକ ଗ୍ରାମରେ ବିଭିନ୍ନ ପର୍ବ ସମୟ ବିତାନ୍ତି ।

  • @maheswarpujhari4503
    @maheswarpujhari4503 Месяц назад

    ପ୍ରଥମେ ସିକ୍ଷକ ସଚେତନ ହେଲେ ଶିକ୍ଷ୍ୟା ବ୍ୟବସ୍ଥା ସୁଧୁରିବ କାରଣ ତାଙ୍କ ପିଲାଙ୍କୁ ସରକାରୀ ସ୍କୁଲ ରେ ଯେଉଁ ଦିନ ପାଠ ପଢିବା ପାଇଁ ପଠାଇବେ ସେହି ଦିନରୁ ହିଁ ଆରମ୍ଭ ହେବ

  • @prahalladswain4396
    @prahalladswain4396 Месяц назад

    Save Vocational education
    Save Skill eeducation of Odisha &School

  • @dhanunayak6397
    @dhanunayak6397 Месяц назад

    ପୂର୍ବ ସରକାର ସ୍କୁଲ ପିଲାଙ୍କୁ ଅଗଷ୍ଟ 15 ପୂର୍ବରୁ ଡ୍ରେସ୍ ପଟା ଦେଉଥିଲା ଏଥର କାହିଁକି ଲେଟ୍ ହେଲା ସବୁ ପଇସା ଇଲେକ୍ସନ ରେ ସରେଇଲ ନା ସୁଭଦ୍ରା ଯୋଜନା ରେ ସରିଲା।ସାର୍।

  • @ajitkumarmohanty3945
    @ajitkumarmohanty3945 Месяц назад

    ପ୍ରବାସୀ ଶିକ୍ଷକ ମାନେ ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ ହେଇ ଯାଉଛନ୍ତି ।ତେଣୁ ଯେଉଁମାନେ ଉପାନ୍ତ ଅଞ୍ଚଳରେ 10 ବର୍ଷରୁ ଉର୍ଦ୍ଧ ସମୟ କିମ୍ବା 50 ବର୍ଷରୁ ଉର୍ଦ୍ଧ ବୟସ ହୋଇଥିବା ଶିକ୍ଷକ ମାନଙ୍କୁ ନିଜ ଜିଲ୍ଲାକୁ ଜିଲ୍ଲାକୁ ବଦଳି କରିଲେ ,ସେମାନେ ଉପକୃତ ହୋଇ ପାରିବେ ।ସେଥିପ୍ରତି ସରକାର ଟିକିଏ ଧ୍ୟାନ ଦିଅନ୍ତୁ ।

  • @satyajitmohapatra459
    @satyajitmohapatra459 Месяц назад

    Drop out is obvious for various reasons.Not only in Odisha but also in many other States.But all states do not give correct report.

  • @BokaSantal-h2d
    @BokaSantal-h2d Месяц назад +4

    Media upare hin bharasa nahi, Jts regular paein question pachari paru nahanti.... Chhi chhi..

  • @Nihar-v3v
    @Nihar-v3v Месяц назад

    Computer teacher kebe asiba sir

  • @manojmahananda5617
    @manojmahananda5617 Месяц назад +1

    Reservation should be based on untouhability

  • @learnenglishwithbrahma9368
    @learnenglishwithbrahma9368 Месяц назад

    ଆଦିବାସୀ ଅଞ୍ଚଳର ଜନଜାତିଙ୍କ ଆର୍ଥିକ ଦୁର୍ବଳତା ଯୋଗୁଁ ପିଲା ମାନଙ୍କୁ କର୍ମ କ୍ଷେତ୍ରରେ ନିୟୋଜିତ କରୁଛନ୍ତି ଯାହାଙ୍କ ଆୟରେ ସେମାନଙ୍କର ଘର ଚଳାଇବାରେ ସାହାଯ୍ୟ ହେଉଛି । ଯଦି ବାପା ମା ମୂଲିଆ ଖୋଟିବାକୁ ଅନ୍ୟତ୍ର ବାହାରକୁ ଯାଆନ୍ତି ତେବେ ଯଦି ଘରେ ଛୋଟ ପିଲାଏ ଥାନ୍ତି ତ ସେମାନଙ୍କୁ ଘରେ ଜଗିବା ପାଇଁ ବି ବିଦ୍ୟାଳୟରେ ଅନେକ ସମୟ ଅନୁପସ୍ଥିତ ରହିଥାନ୍ତି । ସେଇଭଳି ଶିକ୍ଷାର ମୂଲ୍ୟ ଓ ବୋଧର ସଚେତନତାର ଅଭାବ ଯୋଗୁଁ ମଧ୍ୟ ବାପା,ମା ଘର କାମରେ ପିଲା ମାନଙ୍କୁ ନିୟୋଜିତ କରିଥାନ୍ତି ଏହା ମଧ୍ୟ ଗୋଟିଏ କାରଣ ହୋଇଥାଏ। ଏମିତି ଅନେକ ରହିଛି ।

  • @ramakantswain2976
    @ramakantswain2976 Месяц назад +4

    ଖାଲି ଗୋଟେ ଡାଇଲଗ ସଚେତନ ର ଅଭାବ ବାଣ୍ଡ ଅଭାବ

  • @sourabhasahoo40
    @sourabhasahoo40 Месяц назад +1

    Junior teacher nku regular kara
    Equal pay for equal work
    Jaha ki apana mane election purvaru kahithile
    Primary teacher mananka katha sunantu

  • @subashmahal7416
    @subashmahal7416 Месяц назад

    100 din purti re 10 class form filop ku 2100 karidele lutera sarkar

  • @sibaramsahu8873
    @sibaramsahu8873 Месяц назад +1

    ଛାଡ଼ ହୋ ଲାଜ ଲାଗୁନି ତମକୁ । ଆଦିବାସୀ ଜିଲ୍ଲାରୁ ମନ୍ତ୍ରୀ ହେଇ ଯାଇଛନ୍ତି କିନ୍ତୁ କଣ କରିଛ ଆଦିବାସୀ ପିଲାମାନଙ୍କ ପାଠ ପଢା ପାଇଁ ମୋ ଆଦିବାସୀ ଭାଇ ଭଉଣୀ ଙ୍କ ନିଯୁକ୍ତି ପାଇଁ ବସିକି ଭାଷଣ ଝାଡ଼ୁଛ ।

  • @durgamohanty1390
    @durgamohanty1390 Месяц назад

    At present primary education is very poor since a long.Necessary steps may be taken to strenhthen primary education by appointing qualified teachersas well as to fill up the requirement teachers

  • @kcindiannayak
    @kcindiannayak Месяц назад

    Govt school re 100 percent pilanka education bhal hab.karana trained teacher achanti kintu government teacher nku bibhinnha karjya diajauchhi tenu government school sete ta 100 percent hauni. Eitaku jie bujhi parini jete yojan kale kichi safala haba nahi mane rakh. Biti jau 1000000000000000000000yojana

  • @bulubulunihal6710
    @bulubulunihal6710 Месяц назад +4

    jt regular katha tamku pachara baa ke laz laguchhe kn drama karuchha

  • @rabindrabehera2864
    @rabindrabehera2864 Месяц назад

    Sarakara yadi daradi rahichi primary teacher nka upare tahele 6ta increment deidau😊

  • @niranjanmajhi2698
    @niranjanmajhi2698 Месяц назад

    Kichhi change heinahi 100 dinare

  • @rabindrabehera2864
    @rabindrabehera2864 Месяц назад

    Kahiba tharu Kariba akasa patala taphat sir😅

  • @ranjankumardash2969
    @ranjankumardash2969 Месяц назад

    8 ti sreni ku 2ti kotha,prathamey sreni kotha katha chinta bi kara

  • @asishmahapatro5197
    @asishmahapatro5197 Месяц назад +2

    Jojana kale kn heba school/college re teacher/Lecture posting nahi ,100 days bjp sarkar re kichi notification nahi .bjd jaha karuthila bjp copy khali student o unemployment chitare. Best rajaniti

  • @MrJitSambalpuria-
    @MrJitSambalpuria- Месяц назад

    Ki balo katha ବୁଜୁଛ

  • @GaneshGouda-j8o
    @GaneshGouda-j8o Месяц назад +2

    First primary school teacher posting bahara kara, bjd government bahara karithiba post ku chadi

  • @Rubu2
    @Rubu2 Месяц назад +2

    Thika re nijukti de e ,puni sikshya ra unnati anibaku chahuchha .chhi...chhi ...chhi.........

  • @GaneshGouda-j8o
    @GaneshGouda-j8o Месяц назад +1

    Primary school teacher puni 30000 post kebe bahara kariba

  • @BokaSantal-h2d
    @BokaSantal-h2d Месяц назад

    Face face nuho fos fos...
    Sabu hawa...

  • @anjann2523
    @anjann2523 Месяц назад

    Reporter jemiti mg minister semiti

  • @anjann2523
    @anjann2523 Месяц назад

    Bala bjp

  • @utkaldas2807
    @utkaldas2807 Месяц назад

    Apanaka pila jadi class1ru 12 oav re npadhi coplete odia govt school re padhithante vla hoithanta

  • @Xuy788
    @Xuy788 Месяц назад +6

    ପୂର୍ବ ପାଣ୍ଡୁ ସରକାର ସମସ୍ତଙ୍କ ଭଳି ଆମକୁ 6 ଟା increment ଦେଲା ନାହିଁ କି ଏଣ୍ଟ୍ରି level 2800//- GP ଦେଲା ନାହିଁ ବରଂ ଗୋତି ଖଟାଉଛି ...ସାର ଆମର ମୂଳ ଦାବି 1. 5 ଲକ୍ଷ ପ୍ରାଥମିକ ଶିକ୍ଷକ ପରିବାରର 6 ଲକ୍ଷ ଭୋଟ ବିଜେପି (BJP )ନେଲା ସମାନ କାମକୁ ସମାନ ଦରମା ପ୍ରତିଶୃତି ଦେଇ.. ଯଦି ଆମର କେନ୍ଦ୍ରୀୟ ହାରରେ ଦରମା କିଛି ନହେଲେ ଅତି କମରେ Entry level 2800/- GP ନ ଦେଇ ଗୋତି ଖଟାଇଲେ 2029 ରେ କଂଗ୍ରେସ କୁ ନିଶ୍ଚିତ ଭୋଟ ଦେବୁ.. ଜଗନ୍ନାଥଙ୍କ ରାଣ 🙏🏻🙏🏻

  • @Xuy788
    @Xuy788 Месяц назад +3

    ପୂର୍ବ ପାଣ୍ଡୁ ସରକାର ସମସ୍ତଙ୍କ ଭଳି ଆମକୁ 6 ଟା increment ଦେଲା ନାହିଁ କି ଏଣ୍ଟ୍ରି level 2800//- GP ଦେଲା ନାହିଁ ବରଂ ଗୋତି ଖଟାଉଛି ...ସାର ଆମର ମୂଳ ଦାବି 1. 5 ଲକ୍ଷ ପ୍ରାଥମିକ ଶିକ୍ଷକ ପରିବାରର 6 ଲକ୍ଷ ଭୋଟ ବିଜେପି (BJP )ନେଲା ସମାନ କାମକୁ ସମାନ ଦରମା ପ୍ରତିଶୃତି ଦେଇ.. ଯଦି ଆମର କେନ୍ଦ୍ରୀୟ ହାରରେ ଦରମା କିଛି ନହେଲେ ଅତି କମରେ Entry level 2800/- GP ନ ଦେଇ ଗୋତି ଖଟାଇଲେ 2029 ରେ କଂଗ୍ରେସ କୁ ନିଶ୍ଚିତ ଭୋଟ ଦେବୁ.. ଜଗନ୍ନାଥଙ୍କ ରାଣ 🙏🏻🙏🏻