Some Facts About Ghana Mustard Oil
HTML-код
- Опубликовано: 8 сен 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- www.instagram....
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews
ଜୟ ଜଗନ୍ନାଥ 🙏🏻 ସମ୍ପୃଣ ସତ କଥା ,ପାକେଟ ତେଲ ,ରେ ମିଶ୍ରଣ ,ହେଉଛି ,ସମସ୍ତେ ଜାଣି କି ବି ଖାଉଛନ୍ତି ,ଗୋଟେ ହରଣ ,ଏକ ଟଙ୍କା ର ଲଙ୍କା ପାଉଡର ,କେମିତି ,ବଜାର ରେ ମିଳୁଚି ,ସେଥିରେ ଲଙ୍କା ଦେମ୍ପା ଓ ଅରୁଆ ଚାଉଳ ର ଖୁଦ , ବଡ଼ ମିଲ ରୁ ସେଥିରେ ମିଶୁଚି, ପ୍ୟାକେଟ ତେଲ ରେ ଗୋଟେ ଭସ୍ମ ଦିଆଯାଉଛି ସେ ସେଇ ବାସ୍ନା ଦେବ , ଘଣା ତେଲ ରେ ହୋଇ ପାରିବ ନାହିଁ,
Kemiti janiba Ghana sarisa tela Bali
Bhae super great 👍
Right
Good For health
ଆମ ଦେଶରେ ପାମୋଲିନ ତେଲକୁ କୌଣସି ବି ଖାଇବା ତେଲରେ ମିଶାଇ ବିକ୍ରି କରି ହେବ ବୋଲି ନିୟମ ଅଛି । ପାମୋଲିନ ତେଲ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ।
Pure Raasi oil aame 200 re deuchhu
Tama dokan vai kauti
ଲୋକଙ୍କ ମାନସିକତା କୁ କେମିତି ବଦଳାଯାଇପାରିବ, ସେମାନେ packed oil ହିଁ ଖାଇଵେ but it's super pure
Best products
Nije sorisha chasha kara .
Sorisha kg 40 tanka padiba.
140 tanka re kile tela milijiba. Tame 180 tanka per kg bikri kara.
Aau baharu kini ki tela ........‽‽‽
Sabu dinia katha nuhe.
Good ...ehi pari sabu area rey heba darakar. WhatsApp app booking...Home Delivery ku bhi encourage karajau.
2012 ମସିହାରେ ସାର୍ ଗଙ୍ଗାରାମ୍ ହସ୍ପିଟାଲ୍ ରେ ଡା ଏସ୍ ସି ମନ୍ ଚନ୍ଦା ରିଫାଇନ ତେଲ ଉପରେ ଗବେଷଣା କରିଥିଲେ । ଗବେଷଣା ଅନୁସାରେ ତେଲର ବାସ୍ନା କୁ ବାହାର କରିଦେଲେ , ତେଲର ପ୍ରୋଟିନ ବାହାରି ଯାଉଛି । ତେଲକୁ ରିଫାଇନ କରିବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ କାରଣରୁ ମଣିଷକୁ କର୍କଟ ରୋଗ , ହୃଦ୍ ରୋଗ ପ୍ରଭୃତି ହେବା ସମ୍ଭାବନା ରହିଛି ।
🔷 ଡା ମନ୍ ଚନ୍ଦା ଙ୍କ କହିବା ଅନୁସାରେ ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଭଲ। ନଡ଼ିଆ ତେଲ ବି ସ୍ବାସ୍ଥ୍ୟ ପାଇଁ ଉତ୍ତମ ।
Reporting is very bad... he is asking about the high rate of oil...
Address kouthi
Cuttack trisulia
@@Ratnanaturalsplease visit shop to get all the natural oil with best price
Odar kamite karebu phone number please
Ame 1year hela seithu khauchu. Se bhala jinisa dianti
Bhai tankara address location please send karibe
Please Send address
Vai tanka contact no diantu
please Share location.
West product
Kyu apke Jale ya app ak kirani wala he bsdk 🤣🤣🤣ye sehet keliye acha he bhad ke 🤣🤣
Apananka contact📞 number diantu order karibaku. Plz