Prasnakala Live | ପ୍ରଶ୍ନକାଳ : କିଏ କରୁଥିଲା ମହତାବଙ୍କୁ ଗୌଣ ? | Harekrushna Mahtab | Argus News

Поделиться
HTML-код
  • Опубликовано: 17 дек 2024

Комментарии • 18

  • @babajinath2067
    @babajinath2067 26 дней назад

    🙏🙏

  • @somanathrout7414
    @somanathrout7414 25 дней назад

  • @gajendranathjena356
    @gajendranathjena356 25 дней назад +1

    ବିଜେଡି ପ୍ରବକ୍ତା କହନ୍ତୁ ହରେକୃଷ୍ଣ ମହତାବ ନାମ ନେଲେନି କାହିଁକି ଜବାବ ଦେଉନୁ😮 ଓଡିଶାର ବିଜେପି ସରକାର ଗଠନ ପରେ ମହତାଭ ନାମ ସମ୍ମାନ ପ୍ରଦାନ କରାଯାଇଛି❤ବିଜେଡି ଭାଡୁଆ ଦଳ ବିଶ୍ୱିସ୍ତରିୟ ନିଜମନକୁ ବିଶ୍ଵନିଜେ ଅଭଦ୍ର ଅପଦାର୍ଥ ଅଯୋଗ୍ୟ ବିଜେଡି ନେତା ତଥା ପୂର୍ବତନ ସରକାର ହରେକୃଷ୍ଣ ମହତାବଙ୍କୁ ମଧ୍ୟ କିଛି କରି ନାହାଁନ୍ତି❤😮🎉

  • @nilamanikar954
    @nilamanikar954 25 дней назад

    ଏହା ସତ୍ୟ ଯେ କେବଳ ବିଜେଡି ଦଳ ର ଚକ୍ରାନ୍ତ ଯୋଗୁ ବିଜୁ ପଟ୍ଟନାୟକ ଙ୍କୁ ଆଗରେ ରଖାଗଲା ଓ ହରେକୃଷ୍ଣ ମହତାବ ଙ୍କୁ ଗୌଣ କରାଗଲା।

  • @prafulasingh2267
    @prafulasingh2267 26 дней назад

    ବିଜୁ ପଟ୍ଟନାୟକଙ୍କୁ ଉଚ୍ଚା ଦେଖାଇବାକୁ ଯାଇ ଡଃ ହରେକୃଷ୍ଣ ମହତାବଙ୍କୁ ଗୌଣ କରାଯାଇଛି । ଡଃ ହରେକୃଷ୍ଣ ମହତାବଙ୍କ ଶିଷ୍ୟ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଦାନ ଓଡ଼ିଶା ପାଇଁ ପ୍ରାୟତଃ କିଛି ନାହିଁ
    ଏକଦା ମୋ ନଜରକୁ ଆସିଥିଲା

  • @prafulasingh2267
    @prafulasingh2267 26 дней назад +1

    ବିଜେଡି ମୁଖପାତ୍ରଙ୍କୁ ପ୍ରଶ୍ନ ବିଜୁ ପଟ୍ଟନାୟକ ବାରମ୍ବାର ଡଃ ମହତାବଙ୍କ ପାଖକୁ କାହିଁକି ଆସୁଥିଲେ ।
    ୨୪ ବର୍ଷ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ହେଲେ ଓଡ଼ିଶାର ତୃତୀୟ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଡଃ ହରେକୃଷ୍ଣ ମହତାବ ତାଙ୍କୁ ମନେପକାଇ ଥିଲେ କି ?
    ବିଜୁ ପଟ୍ଟନାୟକଙ୍କ ନାମରେ ଯାହା ସବୁ ନାମକରଣ ବିଜୁ ଜନତାଦଳ କରିଛି ତାହାକୁ ପରିବର୍ତ୍ତନ କରି ଓଡ଼ିଶାର ବରପୁତ୍ର ମାନଙ୍କ ନାମରେ କରାଯାଉ ଏବଂ ଡଃ ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ମିଳୁ ।

  • @a.r.sgamer4051
    @a.r.sgamer4051 25 дней назад

    ବଡପଣ୍ଡା ବାବୁଙ୍କୁ ଧନ୍ୟବାଦ

  • @prafulasingh2267
    @prafulasingh2267 25 дней назад

    ବିଜୁ ବିରେନ୍ କେଉଁଠି ମଦ ଭାଟି ଯେଉଁଠି
    ଏକଦା ବିଜୁ ପଟ୍ଟନାୟକ ଓ ବିରେନ୍ ମିତ୍ର ଙ୍କ ନାମରେ ସ୍ଲୋଗାନ ଦିଆଯାଉଥିଲେ ।

  • @prafulasingh2267
    @prafulasingh2267 25 дней назад

    ସ୍ତମ୍ଭକାର ଯାହା କହିଲେ ଠିକ କଥା ।
    ଆଗରପଡାରେ ଗାନ୍ଧୀ କର୍ମ ମନ୍ଦିର ଯାହା ଭାରତ ପ୍ରସିଦ୍ଧ ଏବଂ ଭାରତରେ ଅନ୍ୟ କେଉଁଠି ନାହିଁ ଯାହା ଡଃ ହରେକୃଷ୍ଣ ମହତାବଙ୍କ ଅତୁଳନୀୟ ଦାନ । ଏହାକୁ ଆପଣଙ୍କ ଲିଷ୍ଟରେ ଯୋଡ଼ି ନିଅନ୍ତୁ , ଏକଦା କୋନୋ ବନେଗା କୋରଡ଼ପତି ରେ ଅଭିନେତା ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର କେହି ଦେଇପାରି ନଥିଲେ ଏବଂ କମ୍ପୁ୍ୟଟର ମହାଶୟ ଉତ୍ତର ରଖିଥିଲେ , ଓଡ଼ିଶାର ଭଦ୍ରକରେ ମାତ୍ର ତାହା ଡଃ ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡାରେ ହିଁ ଅବସ୍ଥିତ ।

  • @prafulasingh2267
    @prafulasingh2267 25 дней назад

    ଓଡ଼ିଶାର ସାଧାରଣ ଲୋକେ ସଦାସର୍ବଦା ଡଃ ମହତାବଙ୍କୁ ମନେ ପକାଉଥିଲେ ମାତ୍ର କେବଳ ବିଜୁ ଜନତାଦଳ ଜାଣିଶୁଣି ମନେପକାଉ ନଥିଲେ ।

  • @nilamanikar954
    @nilamanikar954 25 дней назад

    ଓଡ଼ିଶାର ଇତିହାସ ପୁସ୍ତକ କିଏ ଲେଖିଛନ୍ତି ? ହରେକୃଷ୍ଣ ମହତାବ ମହୋଦୟ। ଦୀର୍ଘଦିନ ଧରି ପ୍ରଜାତନ୍ତ୍ର ରେ ଗାଁ ମଜଳିଶ କିଏ ଲେଖିଥିଲେ। ହରେକୃଷ୍ଣ ମହତାବ। ସମ୍ବିଧାନ ଲେଖା କମିଟି ର ସଭ୍ୟ ଥିଲେ।B R ambedkar ଙ୍କ ସାଙ୍ଗରେ ସେ ସହଯୋଗ କରିଥିଲେ। ହୀରାକୁଦ ଜଳଭଣ୍ଡାର ର ନିର୍ମାଣ ମହତାବ ବାବୁ ହିଁ 1957 ମସିହାରେ କରାଇ ଥିଲେ। ଜବାହରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ତତ୍କାଳୀନ ବମ୍ୱେ ର ରାଜ୍ୟପାଳ ଥିଲେ। ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଓ ସ୍ଵାଧୀନତା ସଂଗ୍ରାମ ଥିଲେ

  • @sarattripathy3668
    @sarattripathy3668 26 дней назад

    why sadeikala and kharasuna was out from odisa.

  • @ame_odia501.
    @ame_odia501. 26 дней назад

    24 barsare jauthire heu kharap adaku nae jaica jaya jaga nata

  • @jayantamohanty8098
    @jayantamohanty8098 22 дня назад

    We are laughing after hearing the version of Bala Babu.

  • @shreemandir9550
    @shreemandir9550 26 дней назад

    24 barsa re 9 barsa bjp thila baijanta panda 18 barsa bjd Saha thile seta bale kana karuthile?

  • @jayantamohanty8098
    @jayantamohanty8098 25 дней назад

    We think Lenin Mohanty has no value and Lenin is not one person, who may able to give any comment on Utakal 😂Kesari Dr.Hare Krushna Mahatap.

  • @AlokkumarBehera-b4x
    @AlokkumarBehera-b4x 26 дней назад

    BJD re Sabu Chora Kebala Biju Babu Aau Nabin Babu