Natia Comedy part 103 || Pheribalaa

Поделиться
HTML-код
  • Опубликовано: 7 сен 2024
  • Natia Comedy part 103 || Pheribalaa
    Mail us at - utkalcartoonworld18@gmail.com
    Facebook page - / utkalcartoonworld

Комментарии • 5 тыс.

  • @darlingmadhab8818
    @darlingmadhab8818 4 года назад +60

    ଧନ୍ୟବାଦ ଉତ୍କଳ ଭାଈ ଆପଣ ମୋ ପିଲା ବେଳ ର କଥା ମନେ ପକେଇ ଦେଲେ ....ଫେରିଆସନ୍ତା କି ମୋ ପିଲା ଦିନ❤️❤️❤️❤️❤️❤️❤️❤️❤️❤️

    • @subodhmallik6782
      @subodhmallik6782 4 года назад +3

      ଭାଇ କି ଯୁଗ ହେଲା, ଆପଣ ଓଡ଼ିଆରେ ଭଲ କଥା କହିଲେ2ଟା like, ସେଇକଥା କେହି english ରେ କହିଲେ100like ରୁ ବେଶି,
      ଓଡ଼ିଶାର ଆଉ ଓଡ଼ିଆ ଭାଷା ବନ୍ଦ କରିଦେବେ ଲାଗୁଛି।
      ଏହି ଭିଡ଼ିଓ ଗୋଟିଏ ଅଧ୍ୟାୟ ପୁରା ଇଂଲିଶ ରେ କଥା ବାର୍ତା ପୋଷ୍ଟ କରିଥାନ୍ତେ କି🙄
      ମୁଁ ବୁଝିପାରେନି ଲୋକମାନେTypingଇଂଲିଶ ହେଲେ ଓଡ଼ିଆ ଭାବ ଲେଖିଲେ କଣ ସମ୍ମାନ ଚାଲିଯାଉଛି
      ଆପଣ ଓଡ଼ିଆରେ ଲେଖିବା ଦେଖି ଖୁସି ଲାଗିଲା।
      ଧନ୍ୟବାଦ ଭାଇ🙏💐🙏

    • @ashanath9698
      @ashanath9698 4 года назад

      🎂🎂🎂😘😘

  • @satamanyusadangi6719
    @satamanyusadangi6719 4 года назад +91

    *ନଟିଆ କମେଡି ଗୋଟିଏ ବହୁତ୍ ସୁନ୍ଦର ଧାରାବାହିକ ଏବଂ ଏହା ମାଧ୍ୟମରେ ମନୋରଞ୍ଜନ ହେବା ସହ ବହୁତ୍ ଶିକ୍ଷଣୀୟ କଥା ଜାଣିବାକୁ ମିଳେ ।* 🤗🤗🤗 *ନଟିଆ କମେଡି ଦେଖିବାକୁ ସାରା ଓଡିଶାବାସୀ ପସନ୍ଦ କରନ୍ତି।* 🤗🤗❤️❤️

  • @pusparanipanda2791
    @pusparanipanda2791 4 года назад +62

    ମାଆର ମମତା କିଏ ପାରେକହି ସେନେହରେ ତାର ତୁଳନା ନାହିଁ ମନକଥା ସବୁ ବୁଝିପାରେଟି ମା ପରି ମୋର କିଏ ହେବଟି maa 🙏🙏🙏🙏

  • @biswajitjena1181
    @biswajitjena1181 4 года назад +13

    ବୋହୁତ ସୁନ୍ଦର ଲାଗିଲା ଛୋଟ ଛୁଆ ମନଙ୍କୁ ବୋହୁତ କଥା ଶିଖି ବାକୁ ମିଳୁଛି । ହୃଦୟ କୁ ଛୁଇଁ ଲା ଭଳି

  • @rajeshkumardasadhikari4447
    @rajeshkumardasadhikari4447 4 года назад +329

    Natia comedy part 104 re school picnic
    ଦେଖିବା 😲କୁ କିଏ🤔 କିଏ🤔 ଚାହୁଛ ଲାଇକ👍 କରନ୍ତୁ 🥰😍😘🤑😟

    • @atal_babu_dj_143
      @atal_babu_dj_143 4 года назад +6

      Yes

    • @CuteAnimals-pb1xp
      @CuteAnimals-pb1xp 4 года назад +6

      Apana kana Utkal cartoon world re join karichanti ki bhai

    • @jagankumarjagankumar4932
      @jagankumarjagankumar4932 4 года назад +4

      I am

    • @AKASH-fq8zz
      @AKASH-fq8zz 4 года назад +3

      I am wanting

    • @lovelyneha6911
      @lovelyneha6911 4 года назад +2

      ରେହା ଚକ୍ରବର୍ତ୍ତୀ Roast ଭିଡ଼ିଓ ଦେଖନ୍ତୁ କେବଳ ଓଡ଼ିଆ ରେ ଆଉ ଭଲ ଲାଗିଲେ ଚାନେଲଟିକୁ Subscribe କରିବାକୁ ଭୁଲିବେନି 🥰🥰🥰🥰🥰🥰🥰
      #Roastingbhaina

  • @dibyajyoti1884
    @dibyajyoti1884 4 года назад +13

    Natia ra sabu episode dekhichu but Natia ra school sports episode dekhinu asa kruchu ame 104 part ku asib...

  • @manashshaoo2988
    @manashshaoo2988 4 года назад +86

    ନଟିଆ କମେଡି ଧାରାବାହିକ ଆମ ପିଲାମାନଙ୍କୁ ବହୁତ୍ ପସନ୍ଦ ଆଉ କାହା କାହା ମାନଙ୍କ ର ପସନ୍ଦ କମେଣ୍ଟେ କରନ୍ତୁ 😂😀😀😀😀

  • @shaswatapatra6011
    @shaswatapatra6011 4 года назад +17

    ଜଗତରେ କେହି ରହିଥିଲେ ସାହା
    ସେହି ଏକା ଅଟେ ମାଆ
    ଜୀବନରେ ଯେତେ ରହିଥାଏ ଦୁଃଖ
    ସେହି ମାତ୍ର ଏକା ରାହା
    ***---***
    ଶିଶୁଟିର ଅଳି ଅଝଟକୁ ସିଏ
    ହୃଦୟରେ ଦିଏ ଚାପି
    କିଛି ସମୟର ଅଝଟକୁ ଭୁଲି
    ଆପଣା କୋଳାଏ ବସି
    😊 Lv u maa😊

  • @sangitaodisha8273
    @sangitaodisha8273 4 года назад +14

    ଶେଷ tuning ଟି ହୃଦୟ କୁ ହାଣି ଦଉଚି
    ନା ନା ନା ନା ....
    ନା ନା ନା ନା ....
    ନା ନା ନା ନା ନା ନା ନା ନା ରେ.....👌👌👌👌❤️

  • @As_Crickeditz
    @As_Crickeditz 4 года назад +72

    The last part was very emotional

  • @mrrakeshsahuvlogs
    @mrrakeshsahuvlogs 4 года назад +18

    ⚡😍ଯେଉଁ ମାନେ ନଟିଆ ⚡😍
    😍⚡କୁ ଭଲ‌ ପାଏ 😍⚡
    ⚡😍ଲାଇକ କର⚡😍
    👍👍👍👍👍👍👍

  • @biswajitjena1181
    @biswajitjena1181 4 года назад +5

    ଏ ନଟିଆ କମେଡି ଯଦି tv show channel ଆସନ୍ତା ବୋହୁତ ଭଲ ହୁଅନ୍ତା

  • @mrrakeshsahuvlogs
    @mrrakeshsahuvlogs 4 года назад +10

    ⚡😍ନଟିଆ‌ କମେଡି 😍⚡
    ⚡😍ଭଲ ଲାଗିଲେ ⚡😍
    ⚡😍ଲାଇକ କର😍⚡

  • @Mithunlovemita
    @Mithunlovemita 4 года назад +311

    ପୁଅ ମାନେ ଭୁଲ୍ କଲେ ସବୁ ମା ମାନେ ପୁଅକୁ ମାରନ୍ତି । ଆଉ ତା ପରେ ଲୁଚି ଲୁଚି ନିଜେ କାନ୍ଦନ୍ତି 😭😭। ସତରେ ମା ପରି କିଏ ଆଉ ହବ 🙏🙏

  • @dildorboyp.k9427
    @dildorboyp.k9427 4 года назад +6

    Thanks sir e vidio dekhiki puruna sruti mone podigola sesore luhobi baharigola thanks you so much sir

  • @amarjitdasyes7529
    @amarjitdasyes7529 4 года назад +4

    ମା ପରି କିଏ ହେବ ସମସ୍ତ ଅଳି ଅଝଟ ଭୁଲ କୁ ଷମା କରିଦେବ। ଯେଉଁ ମାନେ ମା କୁ ଭଲ ପାନ୍ତି ସେମାନେ ନଟିଆ କୁ ଲାଇକ୍ କରନ୍ତୁ । ଭାରତ ମାତା କି ଜଏ।😎😎😀😀😷😷✌👍👍👏🙏🙏🇮🇳🇮🇳🇮🇳🇮🇳🇮🇳।

  • @mithunbisoyi2992
    @mithunbisoyi2992 4 года назад +61

    ନଟିଆ ଭିଡ଼ିଓ ଦେଖିକି କେତେ ଛୋଟ ପିଲା ଭାତ ଖାଇଦେଉଛନ୍ତି😄😄😂🤣🤣😂

  • @alivaghadei8218
    @alivaghadei8218 4 года назад +5

    Deba
    Best Natia
    Like ନିଶ୍ଚୟ କରିବ 👍😂🤣

  • @sindhupriyachoudhury3586
    @sindhupriyachoudhury3586 4 года назад +31

    1st view

  • @technicalpabi3542
    @technicalpabi3542 4 года назад +3

    Really in Everyone Life mother is Very pereicios for all.
    ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦିପି ଗରିୟସୀ।।।।❤️❤️❤️💞💞💞

  • @Soumya_Mamun
    @Soumya_Mamun 4 года назад +9

    ଖୁବ୍ ସୁନ୍ଦର 👌

    • @rajusahoo3018
      @rajusahoo3018 4 года назад

      😀😃😄😁😆😅😂🤣☺😊😇🙂🙃😉😌😍🥰😘😗😙😚😋😜😝😛🤑🤗🤪🤨🧐🤓😎🤩🥳🤡🤠😏😒😞😔😟😕🙁☹️😣😖😫😩🥺😤😠😡🤬🤯😶🥵🥶😐😑😯😦😧😮

  • @OD30VLOGMKG
    @OD30VLOGMKG 4 года назад +45

    ସବୁ କମେଣ୍ଟ ରେ ମୁ like ଦେଇଛି... ନଟିଆ ପାଇଁ... 👍👍👍👍👍👍👍👍👍👇👇👇👇👇👇

  • @pahadsuperior5650
    @pahadsuperior5650 4 года назад +210

    ଆଜି ନଟିଆ ବୋଉ ର ଆଖିଲୁହ ଦେଖି ମୋ ଆଖିରୁ ମଧ୍ୟ ଲୁହ ଆସିଗଲା

    • @sanjayachoudhury2478
      @sanjayachoudhury2478 4 года назад +3

      Bahut kanda laguchi

    • @arunkumarrout1157
      @arunkumarrout1157 4 года назад +1

      Mora bi

    • @lovelyneha6911
      @lovelyneha6911 4 года назад +1

      ରେହା ଚକ୍ରବର୍ତ୍ତୀ Roast ଭିଡ଼ିଓ ଦେଖନ୍ତୁ କେବଳ ଓଡ଼ିଆ ରେ ଆଉ ଭଲ ଲାଗିଲେ ଚାନେଲଟିକୁ Subscribe କରିବାକୁ ଭୁଲିବେନି 🥰🥰🥰🥰🥰🥰🥰
      #Roastingbhaina.....

    • @bhailenka7283
      @bhailenka7283 4 года назад +1

      ମୋର ବେ

    • @phakiraraut478
      @phakiraraut478 4 года назад +1

      Bhai bahut dukha lagila

  • @aswinisahoo9686
    @aswinisahoo9686 4 года назад +2

    Great story of natia and her mother.....ea story dekhiba pare mo chhoto belara katha sabu pranjala bhabare akhi agare nachi uthila au akhiru dhara dhara luha jhari padila mu bi chhoto bele thik emiti dusta hauthili au mo bou ku bahut kasta dauthili..hele ebe mane padile bahut kasta hauchi...thanks to natia and all of your team members

  • @subashkudei4795
    @subashkudei4795 4 года назад +47

    Mother is my heart and
    Father is my heart beat....

  • @satabdisahu5471
    @satabdisahu5471 4 года назад +56

    39 sec 390 likes😆😆😆... when the notification came i thought that the 1st like is mine bt 😂😂😂

    • @alokrout1216
      @alokrout1216 4 года назад

      Natia is good 📔📕📗📘📙📚📒📃📜📄📘📒📙📒📚📙📚📓📙📓📜📒📜📃📜🗞📄📒📚📒📕📒📔📗📙📗📙📙📗📕📗📔📒📙💰💴💵💶💷💸💳💹💱💲📜📜📜📒📔🏮📔📘📔📗📚📗📔🏮📔🔦📚🏮📚📕📘📔📘📕📘📕📘📔📗📔📕📘📔📗📔📗📙📒📙📒📚📜📄📃📜📜📓📄📒📄📃📜📒📜📓📘📗📔📒📚📙📗📗🏮📗📔📚📓📜📓📃📗📔📃🔎🔦🕯📗📔📗📙📒📜📒📄📚📒📙📒📜📃📄📒📙📙📘📜📜📓📄💶💴💵💴🔖💴💶💳💶💱💳💶💴📑📙📙📘

  • @subhasmitasahoo5925
    @subhasmitasahoo5925 4 года назад +30

    ନଟିଆ କମେଡି ମୋ ଭାଇର ବହୁତ୍ ପସନ୍ଦ। ଏହି ଏପିସୋଡ୍ ଟି ବହୁତ ମନଲାଖି ହେଇଛି। ନଟିଆର ମାଡ ଆଉ ତା ବୋଉର କାନ୍ଦ ଦେଖି ମୋ ଭାଇ ଜଟିଆ କାନ୍ଦିପକେଇଲା।

  • @subashkumarsubudhi4533
    @subashkumarsubudhi4533 4 года назад +97

    ନଟିଆ ର ବୋଉ ର ସ୍ୱର କିଏ ଦେଉଛନ୍ତି??? ବହୁତ୍ ସୁନ୍ଦର କଣ୍ଠସ୍ୱର। ଏ episode ଟା ବହୁତ୍ ଭଲ ଲାଗିଲା।

  • @theommyt7812
    @theommyt7812 4 года назад +16

    First view in 24 second 🥰🥰🥰

  • @inspirationforeverkrushna4363
    @inspirationforeverkrushna4363 4 года назад +293

    ମାଆ ସବୁବେଳେ ମାଆ । ମାଆ ପରି କିଏ ହବ । ମାଆ କେବେ ପୁଅ ର ଦୁଃଖ ସହି ପରି ନଥାଏ । ଯଦି ଆପଣ ଙ୍କ ସହିତ ଏମିତି ହୋଇଥାଏ ତାହାଲେ like କରନ୍ତୁ । Love you ❤️❤️❤️

  • @DiligentCompetitor
    @DiligentCompetitor 4 года назад +194

    ଶେଷ ସମୟ ରେ ଅଖିରୁ ଲୁହ ଆସିଗଲା। ପୁରୁଣା ମେମୋରି ସବୁ ଆଉଥରେ ମନେପଡିଗଲା

    • @odiaamulyakatha
      @odiaamulyakatha 4 года назад +6

      Han bhai

    • @nayakteching3778
      @nayakteching3778 4 года назад +6

      You are right

    • @beautytipskhanakhazana794
      @beautytipskhanakhazana794 4 года назад +8

      Right bro

    • @lovelyneha6911
      @lovelyneha6911 4 года назад +6

      ରେହା ଚକ୍ରବର୍ତ୍ତୀ Roast ଭିଡ଼ିଓ ଦେଖନ୍ତୁ କେବଳ ଓଡ଼ିଆ ରେ ଆଉ ଭଲ ଲାଗିଲେ ଚାନେଲଟିକୁ Subscribe କରିବାକୁ ଭୁଲିବେନି 🥰🥰🥰🥰🥰🥰🥰
      #Roastingbhaina

    • @soumyaranjanmalick
      @soumyaranjanmalick 4 года назад +2

      Hn bhai

  • @shambhunathbiswal6194
    @shambhunathbiswal6194 4 года назад +2

    First time aaji natiaa ta maa pakharu maada khaila...majaa aasigalaa .hahahaha

  • @sksani554
    @sksani554 4 года назад +14

    ବୋଉ ଆଖିରେ ଲୁହ ସହିହୁଏନି 😭😭😭

  • @bikashpanda5932
    @bikashpanda5932 4 года назад +15

    I'm fast see this part

  • @remyxworld4296
    @remyxworld4296 4 года назад +93

    Really it's heart touching.
    Mother's love is true and every thing is false nothing in our life.😭😭😭😭😭😭
    I miss my mom.
    Thanks "UTKALA' bhai and"Smruti Ranjan" bhai Reminded me of my childhood memories.

  • @subharashmisvlog8224
    @subharashmisvlog8224 4 года назад +12

    So ❤️ heart touching story.i love dis episode.

  • @Krishnadasbls180
    @Krishnadasbls180 4 года назад +10

    7:09 କି ମାଢ ବାଡି ଫାଟିଗଲା ଏମିତି ତ ଜଟିଆ ଭି ପିଟେନି😂😂😥😥😮

  • @juniorntr1644
    @juniorntr1644 4 года назад +318

    ଫେରିବାଲା ଠାରୁ କିଏ ବେଲୁନ୍ କିଣିଛ ଲାଇକ୍ କରି କମେଣ୍ଟ୍ ରେ କୁହ 😂😂
    ପୂଜା କୁ କଣ ନଟିଆ ମନ ପକଉନି କଥା କଣ 🤔🤔🤔

  • @mamakumari2560
    @mamakumari2560 4 года назад +13

    Story ta PURA heart touching thila osm 👌🏼👌🏼👌🏼👌🏼👌🏼♥️

  • @Chinmaya_Sahoo11
    @Chinmaya_Sahoo11 4 года назад +27

    ନତିଆ ର ମାଦଖିଆ ଓ ତା ମା କାନ୍ଦିବା ମୋଲ ପିଲା ଦିନ କତା ମାନେପଦିଗଲା😢😢👍👍

    • @biswanathmishra3994
      @biswanathmishra3994 4 года назад +1

      ♂️🤩🇦🇮💂‍♂️🥇🏈🏈🚴‍♀️🎗🎅🦸‍♀️🐅🐦🐦🐦🐧🐧🍐🍐🥥🥑🏛🏘🏘🏟🏗🌐🎎🎁👙🛍🧦👙🇦🇺🇦🇹🇧🇧🇦🇿

    • @biswanathmishra3994
      @biswanathmishra3994 4 года назад

      Taud

    • @biswanathmishra3994
      @biswanathmishra3994 4 года назад

      Gse⁷⁹⁹aàň

    • @Chittaranjanswain-lp3cl
      @Chittaranjanswain-lp3cl 4 года назад +1

      ଭାଈ ଟିକେ ଲେଖିବାରେ ଭୂଲ୍ ହଉଚି 🙄🙄

  • @bisnupriyaswain8641
    @bisnupriyaswain8641 4 года назад +38

    Really heart touching remember my childhood nd my mother love

    • @babulabehera8083
      @babulabehera8083 4 года назад +2

      Bachpan ka yad a Gaya aankh se aansu aa gaya

  • @bijayabarik102
    @bijayabarik102 4 года назад +475

    ଯେଉଁ ମାନେ ନଟିଆ ଆଉ ଗାଣ୍ଡୁ ର ବହୁତ ବଡ଼ ଫେନ ଲାଇକ କରନ୍ତୁ
    👇
    👇
    👇

  • @niranjanacharya6890
    @niranjanacharya6890 4 года назад +28

    Mother is always mother.No one can compare with her😢😢

  • @ranjitanaikranjitanaik1022
    @ranjitanaikranjitanaik1022 4 года назад +6

    Satare maa ra bhala paiba pruthibira sabu bhala paiba thu kam 😘😘..... Really nice concept and I remember to my childhood time 😭😭😭😭...... Mu b pila bele emiti dusta hue au mo maa mate emiti badae mu bahut emotional heigali Natia maa kanduthibara dekhi semiti mo maa b mo pain dine kanduthila 😭😭😭

  • @preetidevi3128
    @preetidevi3128 4 года назад +12

    🥰🥰🥰🥰🥰 unstoppable....... love....of mother

  • @Sunarodiboy
    @Sunarodiboy 4 года назад +50

    Heart touching last scene, when i see the last scene ,than it's make me a love of mother, seriously I'm telling when i see the last scene there was 💧 💧 in my eyes

    • @arunkumarmohapatra1577
      @arunkumarmohapatra1577 4 года назад +1

      Gi

    • @sukulasantosh8186
      @sukulasantosh8186 4 года назад +1

      Really heart ❤️ touching last scene.
      Nice story 🙏🏻🙏🏻🙏🏻🙏🏻❤️❤️❤️❤️

    • @uniquedev5266
      @uniquedev5266 4 года назад +1

      Last scene very hear touching but natia is a very good boy love u natia waiting your next videos

    • @shakticreation9160
      @shakticreation9160 4 года назад +1

      Mother loved son

  • @motivationboysourav
    @motivationboysourav 4 года назад +5

    ମାେ ପାଖରେ କିଛି ଶବ୍ଦ ନାହିଁ ପ୍ରକାଶ କରି ବାକୁ ମା ର ମମତା କୁ ❤️❤️❤️❤️❤️❤️❤️

  • @benudharnayak971
    @benudharnayak971 4 года назад +2

    Bro... really heart touching 💗 sm Mo childhood re amiti ghatithila.... Dekhiki Akhire luha asigala...tq bro Natia madhyama re amt kichhi chhota bela memories manepakeideithibaru....... 😘😘😘

  • @vlogswith09
    @vlogswith09 4 года назад +101

    ନଟିଆ ବୋଉର ଲୁହ ଦେଖି ମୋର ପିଲାବେଳ କଥା ମନେପଡିଲା।

    • @thankyourajrajendrabaliars2718
      @thankyourajrajendrabaliars2718 4 года назад +1

      Qufjiooi

    • @kirtanrautray8740
      @kirtanrautray8740 4 года назад

      ে) ক) ়৪র। া টৌ জৌরগটগদগগগ৮হডজজজটট়়়)

    • @kirtanrautray8740
      @kirtanrautray8740 4 года назад

      @@thankyourajrajendrabaliars2718 োৈৌো ত়োট
      গল ী ঃৃ কেিসীবরৃbbb ;

  • @sukantasahoo8834
    @sukantasahoo8834 4 года назад +38

    It's very heart touching ❤️❤️❤️___ A mother's love is nothing else in the world..... thanks for Natia Comedy 🙏🙏

  • @musicalkhusi..9102
    @musicalkhusi..9102 4 года назад +43

    Mother's love is unconditional...😭❤️😭

    • @santanudas9185
      @santanudas9185 4 года назад +2

      Hmm yer

    • @seagatedevdas9037
      @seagatedevdas9037 4 года назад

      @@santanudas9185 to get to get to get a new message a new job so that you can also do we want our new address

    • @prasantipanda3264
      @prasantipanda3264 4 года назад

      @@seagatedevdas9037 p

  • @sukantakandi9812
    @sukantakandi9812 4 года назад +2

    Pila Dina katha mane Padi gala 😥😥😥😥

  • @jyotirmayeenayak5751
    @jyotirmayeenayak5751 4 года назад +32

    Back ground music is so sweet...amezing story also

    • @arunsahoo8241
      @arunsahoo8241 4 года назад +1

      KO Fshi

    • @santoshsethy8642
      @santoshsethy8642 4 года назад +2

      👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌

  • @ajayprince5213
    @ajayprince5213 4 года назад +27

    No Love is greater than mother's love...

    • @sspfacts
      @sspfacts 4 года назад +3

      Absolutely right sir.

  • @Bibekananda21
    @Bibekananda21 4 года назад +68

    I'm also crying
    This video remember my childhood memory....

  • @sncreation88
    @sncreation88 4 года назад +7

    ମା ଯିଏ ଉପରେ ଗାଳି ଦେଇଦିଏ,ହେଲେ ଭିତରେ ଆମ୍ ପ୍ରତି ଏତେ ଭଲ ପାଉ ଥାଏ ଯେ ଏ ଦୁନିଆରେ ଏମିତି କେହି ଭଲ ପାଇବେନି ମା ଯାହା ପାଇ ଆମେ ଦୁନିଆ କୁ ଆସିଚେ,ତାକୁ ଆମେ ଜମାରୁ ବି ଦୁଃଖ ଦବନି ସମସ୍ତଙ୍କୁ ଏତିକି ମୋର ଅନୁରୋଧ ,i love you maa

  • @ranjanapanda6538
    @ranjanapanda6538 4 года назад +405

    ମାଆଟି ମୋର ଅତି ନିଜର,
    ତା'ପରି ନାହିଁ କେହି।
    ମାଆର ରାଗ ମାଆର ସ୍ନେହ,
    ତା ' ସରି କିଛି ନାହିଁ।

    • @debabratapradhan1978
      @debabratapradhan1978 4 года назад +7

      Yes 😰😢😥😭😭😭😭😭😭😭😭😭😭😭

    • @santoshel34...41
      @santoshel34...41 4 года назад +7

      Yes you are right 😭😭😭😥😥😥

    • @hareshnaik5817
      @hareshnaik5817 4 года назад +5

      Hn bhai
      I love you maa

    • @jhunaraninayak7766
      @jhunaraninayak7766 4 года назад +5

      J nayak 😮WOW😮 Really ''Maa'' Pain Nice👌Line👏 LoveYou ''Maa''💝

    • @mixuppragyan5999
      @mixuppragyan5999 4 года назад +4

      @@debabratapradhan1978 👌👌👌👌

  • @laxmipriyarana8407
    @laxmipriyarana8407 4 года назад +39

    When i bored i love to watch natia and i love all videos . Keep it up ❤❤❤

  • @anujlove7218
    @anujlove7218 4 года назад +8

    ଏଥିରୁ ଆମକୁ ଏହା ଶିକ୍ଷା ମିଳିଲା ଜେ ମାଆ ର ରାଗ ଅଳ୍ପ ସମୟ ପାଇଁ

  • @amitbehera9850
    @amitbehera9850 4 года назад +107

    ନତିଆର ମାଡ଼ ଖିଆ ଆଉ ପୁଣି ତା ମାର କାନ୍ଦିବା ମୋର ମୋ ପିଲା ଦିନ ମନ ପକେଇ ଦେଲା .ମା ସବୁ ସମୟରେ ତା ପୁଅ ର ଭଲ ଚହେଁ 😍😍

    • @manaskumarrout3343
      @manaskumarrout3343 4 года назад +1

      Jfvvvdvcffdfffdd can you please send me your address and mobile number thanks for the only one who can help me with this evening and I will be

    • @sgjk7772
      @sgjk7772 4 года назад +1

      😐😃😂😂😁😁,68900005thmay99999999098,I will 77,but8889999090000and

    • @ashabarik7591
      @ashabarik7591 3 года назад

      1234567891011121314151617181920

    • @puspamahakud8760
      @puspamahakud8760 3 года назад +3

      You are wright 👍🏻👍🏻🙏🙏😭😭

    • @sanjayrout4843
      @sanjayrout4843 3 года назад +2

      Write

  • @sitanshupriyaranjan7588
    @sitanshupriyaranjan7588 4 года назад +33

    ମଜାଦାର ଭିଡିଓ ସାଂଗ ରେ କିଛି ଶିକ୍ଷା ବହୁତ ବଢିଆ

  • @Odia_Crick_Update
    @Odia_Crick_Update 4 года назад +6

    Super videos continue Bro...💜🌹💙

  • @pradyumnadalpatishorts
    @pradyumnadalpatishorts 4 года назад +124

    ମୋ ଭାଇ ନଟିଆ କୁ କିଏ ଭଳ ପାଅ ଳାଇକ କରିଦିଅ

  • @chandankumarsahoo1568
    @chandankumarsahoo1568 3 года назад +1

    Satare Ei episode ta sabuthu best lagila👌👌👌

  • @hiteshkumarpradhan1991
    @hiteshkumarpradhan1991 4 года назад +39

    Mother's love is unconditional❤🤗

  • @santoshkumarsahoo2138
    @santoshkumarsahoo2138 4 года назад +31

    Last scene was very hearttouching.

  • @manojsahoo4583
    @manojsahoo4583 4 года назад +18

    This vedio mst and background music last seen 👍

  • @mamatasahu5186
    @mamatasahu5186 4 года назад +37

    If we want to written for our mothers No any words we can written . Because we can explain it. Her emotions are god gifted for ours and it's a awasome episode one of Natia comedy...

  • @smrutisudhadash1901
    @smrutisudhadash1901 4 года назад +13

    Mast....Keep it up❤

  • @chinmayeepattanaik349
    @chinmayeepattanaik349 4 года назад +13

    Really heart touching story.Such a beautiful story...😍

  • @rupalisamal5475
    @rupalisamal5475 4 года назад +11

    Really mother's love is eternal..♥️♥️

  • @manoranjanrana297
    @manoranjanrana297 4 года назад +6

    କିଛି ଏମିତି କାମ କରିବାନି ଯାହା ପାଇଁ ଆମ ବାପାମାଆଙ୍କୁ କଟୁ କଥା ଶୁଣିବାକୁ ପଡିବ। ସତରେ ଆଖିରେ ଲୁହ ଆସିଗଲା। ଶେଷ ଭାଗରେ ବହୁତ ମଜା ଲାଗିଲା। 🙏🙏🌹🙏🙏

  • @prabhudatamangaraj4527
    @prabhudatamangaraj4527 4 года назад +27

    ଯାହାକୁ ନଟିଆ comedy ଭଲ ଲାଗେ like କର comment କରି କୁହ |

  • @ijbiswal_18
    @ijbiswal_18 4 года назад +16

    Really 💕heart touching episode..
    Mother's love is infinite..
    🙏ଜୟ ଜଗନ୍ନାଥ 🙏

  • @indkinechandu1135
    @indkinechandu1135 4 года назад +145

    This part memorial day for child life

    • @rashmiranjansahoo2679
      @rashmiranjansahoo2679 4 года назад +3

      Kouthu sikhila emiti English

    • @indkinechandu1135
      @indkinechandu1135 4 года назад +2

      Are tame mark karuthila ki nai mu dekhuthili

    • @roshankumarjena7257
      @roshankumarjena7257 4 года назад +1

      @Dibakar Nayak what do you. Mean

    • @Gyana_Mahanta
      @Gyana_Mahanta 4 года назад +1

      ନୂଆ ନୂଆ ଓଡ଼ିଆ status ଭିଡିଓ ଦେଖିବା ପାଇଁ ମୋ channel କୁ subscribe କରନ୍ତୁ ...ruclips.net/video/bjMZzbBfRxs/видео.html

    • @indkinechandu1135
      @indkinechandu1135 4 года назад

      @@roshankumarjena7257 I don't know

  • @nirupamamahunta585
    @nirupamamahunta585 3 года назад +1

    ଧନ୍ୟବାଦ ଏପରି ଦୃଶ୍ୟ ଆମମାନଙ୍କ ପାଖରେ ଉପସ୍ଥାପନା କରିଥିବାରୁ

  • @the_satya_09
    @the_satya_09 4 года назад +10

    ପୁରା ମନକୁ❤️ଛୁଇଁ ଲା‌ ଆପଣ ସମସ୍ତିଙ୍କୁ ଧନ୍ୟବାଦ 🙏🙏 ଆପଣ ଏମିତି ଭଲ ଭିଡିଓ ଆହୁରି ତିଆରି କରି ପିଲାମାନଙ୍କୁ ଭଲ୍ ବାଟକୁ ଆଣନ୍ତୁ ଆପଣ ମାନଙ୍କୁ ମୁଁ ଅନୁରୋଧ କରୁଛି ଆପଣଙ୍କ ଭଳି ଏପରି କଳା କାର୍ ହବା ଉଚ୍ଚିତ୍ ଆଗାମୀ ପିଢ଼ି ରେ ଆପଣ ମାନେ ଭଲ କଥା କୁହନ୍ତୁ ପିଲା ମାନଙ୍କୁ ଭଲ୍ କଥା ସିଖାନ୍ତୁ।ଆପଣ ମୋର ଅନୁରୋଧ ରଖିବେ🙏🙏।

    • @namrtapanda1799
      @namrtapanda1799 3 года назад

      Mote dhokala Ki Rani dikhaiye Khuda ko bahut Mahendra Park Kanpur Aashiqui Thund🍖🍖🍖🍗🍗🍗🍗🍟🍟🥙🥙🧆🧆🌮🌮🍔🧆🍟🍟🦴🍖🍗🍔🍔🌭🌭🍔🍟🍟🥙🥙🍝🥫🥫🥘🥫🍝🍜🍜🌮🌯🌯🥗🥘🥫🍝🍜🍲🍥🍥🍲🍲🍲🍲🥯🍡🍨🍨🍨🍨🍨🍨🍨🍦🍬🍬🍬🥧🧁🍩🎂🎂🍮🍭🍭🍭🥩🥞🥞

  • @abhisheksatapathy632
    @abhisheksatapathy632 4 года назад +49

    A Mother Only Known The Heart Of A His Son

  • @MEPking
    @MEPking 4 года назад +8

    Really heart touching and last 2 mints same happen in my childhood time miss u my mother

  • @ghadiarabindra889
    @ghadiarabindra889 4 года назад +11

    Ei episode ra last scene really heart touching..samasta nku Gandu valia sanga te milu,,this episode is really really a teaching episode,,,🙏🙏🙏🙏

  • @banajasahoo1654
    @banajasahoo1654 4 года назад +12

    Are ba mami bala pyar.
    Remembered my childhood time.
    Such main.

  • @suvendukumardas2235
    @suvendukumardas2235 4 года назад +28

    This is one of my favorite cartoon serial .

  • @lochanp7781
    @lochanp7781 4 года назад +7

    My favorite 😍❤️🤟❤️

  • @hrushikeshmahanta472
    @hrushikeshmahanta472 4 года назад +6

    ନିଃସ୍ୱାର୍ଥପର ଭଲ ପାଇବା କେବଳ ମା ଠାରୁ ହିଁ ମିଳିଥାଏ❤️❤️❤️❤️❤️

  • @sunilkumarpattanayak2026
    @sunilkumarpattanayak2026 4 года назад +17

    Natia comedy.s all episodes are more educative, including comedy ,we have to learn while enjoying ,I like it

  • @basanthkumar9924
    @basanthkumar9924 4 года назад +54

    Really mother's love is great.it is too cost that we can't buy it with money . Salute mere Mom🙏🙏🙏

  • @nilamadhabojha5969
    @nilamadhabojha5969 4 года назад +24

    It reminds my childhood after watching this..aakhire luha aasigala tk..😢😢

  • @sonalisundaray2958
    @sonalisundaray2958 4 года назад +12

    Wow.. Such a beautiful message.. 😊😊😊😍😍😍😍

    • @mihirroutray7858
      @mihirroutray7858 3 года назад +1

      jiuwiwe3iuk3i3ileou4ip4ou4piuoiioi4uouoiio44iiioiiiiiiiiioi4iiiiiiiiiriiiiiiiiiiiiiiiiu4iiiiimfjfkfkjgkkjfjfkfkfjgjfkjfkfjtktktjtkjtktjtkfkfmtjkkftjkfkfjfjjfkjfkfkfjtjktjjtktjktjtmftjjjfjtjtjjfkjtkkgjkfjtkktkfjgjtjgjtngngngjfkktktkktkkjtjktkkktjjtmmfjfkkfkfjfjtntntktmktjttjjtjtjktjjtktktktktktktktktkfkfkfkkkfkfkfkkfkkkfktkktktktkfkkffk

  • @rajendraku.mohanty6216
    @rajendraku.mohanty6216 4 года назад +9

    ❤️ i remember all the time. When see you video. Thanks

  • @dibyaranjansahoo7208
    @dibyaranjansahoo7208 4 года назад +5

    *Great comedy video with life lessons*

  • @debasishmohanty2793
    @debasishmohanty2793 4 года назад +30

    1st view ❤️❤️

  • @manojinirout7456
    @manojinirout7456 3 года назад +4

    Mother is a best gift for God 💖

  • @pahadsuperior5650
    @pahadsuperior5650 4 года назад +12

    ନଟିଆ ଏଥର ଫେରୀଵାଲା ଠୁ ଫୁଟବଲ କିଣିଚୁ କି, କଉଠୁ ପାଇଲୁ ଚିରା ଲୁଗା? କେଉଁମାନେ ଛୋଟ ବେଳ ଏଭଳି ଫେରୀଵାଲା ଠୁ ବଲ କିଣିଛ କହିଲ

  • @armyloversuryasoren730
    @armyloversuryasoren730 4 года назад +306

    ମାଆ ମାନେ ସବୁବେଳେ ପିଲାଙ୍କୁ ଦଣ୍ଡ ଦେଇକି ଏମିତି କଷ୍ଟ ପାନ୍ତି 😭😭😭
    ହଁ / ନା

  • @sarbajitpradhan001
    @sarbajitpradhan001 4 года назад +10

    What an emotional and reality video in the last part of the video...amezing

  • @judhisthiranaik2503
    @judhisthiranaik2503 4 года назад +6

    ବହୁତ ସୁନ୍ଦର ନଟିଆ କମେଡି, ଧନ୍ୟବାଦ ଉତ୍କଳ କାର୍ଟୁନ l

  • @swayamsiddha9783
    @swayamsiddha9783 4 года назад +38

    It's a heart touching video as well as knowledegeous also

    • @manojchandrashoo4360
      @manojchandrashoo4360 4 года назад

      ଜୟ ଜଗନ୍ନାଥ
      ଆପଣ ମାନଙ୍କୁ ମୋର ଅନୁରୋଧ ଭିଡ଼ିଓ ଦୟାକରି ଦେଖନ୍ତୁ 🙏ruclips.net/video/QtQ1RouchxI/видео.html କୁ ଟିକିଏ ଦୟାକରି Odisha Ghara Handishala କୁ ସବସ୍କ୍ରାଇବ କରନ୍ତୁ ଓ ଦେଖନ୍ତୁ ମୁଁ ସହଜ ଉପାୟ ରେ ଓଡିଶା ର ସୁସ୍ବାଦୁ ବ୍ୟଜନ ତିଆରି କରେ

    • @susantamohapatra2573
      @susantamohapatra2573 4 года назад +1

      😆😆😆😆👍👍👍

    • @AngelCoverz
      @AngelCoverz 4 года назад

      Really

    • @swarnaprabharout8434
      @swarnaprabharout8434 4 года назад

      @@manojchandrashoo4360

      ୟୟ

  • @namitabehera8750
    @namitabehera8750 4 года назад +11

    It's really mind blowing story

  • @junagadiavlogger3767
    @junagadiavlogger3767 4 года назад +8

    Ae story mu nija Sangre relate kri parili... Bahut bhala lagila....... Very nice vdo

  • @prativasahoo5610
    @prativasahoo5610 4 года назад +8

    Really😊 heart touching episode.