Это видео недоступно.
Сожалеем об этом.

'5 Major proposals get Odisha cabinet approval' | Nandighosha TV

Поделиться
HTML-код
  • Опубликовано: 9 июл 2024
  • #cmmohancharanmajhi #odishacabinet #approval #nandighoshatv
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 374

  • @avayjena9238
    @avayjena9238 Месяц назад +114

    ସର୍ବ ନିମ୍ନ ମଜୁରୀ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଘୋଷଣା କରି ସାରିଥିଲେ,

  • @tiku-pani
    @tiku-pani Месяц назад +32

    300 unit free bill

    • @dcnayak1062
      @dcnayak1062 Месяц назад

      Mirage only
      Not get 300 unit free electricity

  • @kunujanikunujani8347
    @kunujanikunujani8347 Месяц назад +45

    ଯେଉଁମାନେ ମଜୁରୀ କରୁଛନ୍ତି ସେ ମାନେ ହି ଗରିବ,ଆପଣ କହୁଛନ୍ତି,450,ସରକାରୀ କାମ ଦେଇପାରିବେ କିନ୍ତୁ,80%କାମ ପ୍ରାଇଭେଟ୍ ଚାଲୁଛି,ମାଲିକମାନେ 200,250ରେ 100 ଟଙ୍କାରେ ହି ଦେଉଛନ୍ତି ସେମାନେ କେମିତି ଘର ଚଲିବେ

    • @uttamdalei320
      @uttamdalei320 Месяц назад

      Bhai sabu heigale dhani kama kariba kiye....

    • @Shanvika106
      @Shanvika106 Месяц назад

      Labour ajika date re 500-600 ru kehi Kam naunahanti

  • @avayjena9238
    @avayjena9238 Месяц назад +63

    ଗୋଟେ ତୃତୀୟ ଶ୍ରେଣୀର ଛାତ୍ର ଆପନଙ୍କଠୁ ଭଲ ପଢ଼ି ପାରିବ

  • @SURESHKUMAR-qu5gz
    @SURESHKUMAR-qu5gz Месяц назад +53

    ନରେନ୍ଦ୍ର ମୋଦିଙ୍କ ଲେଖା ମୋହନ ମାଝି ପଢିବାକୁ ଟିକେ ଅଡ଼ୁଆ ହେଉଛି

  • @SURESHKUMAR-qu5gz
    @SURESHKUMAR-qu5gz Месяц назад +61

    ଓଡ଼ିଶା ରେ ରେମୋଟ କଣ୍ଟ୍ରୋଲ ସରକାର ଚାଲିଛି

    • @Nifty50Trader
      @Nifty50Trader Месяц назад +1

      Pandian tamil pare ebe remote control😂😂

    • @ritanjalikumar8756
      @ritanjalikumar8756 Месяц назад +1

      Kete Dina chali chhi ki apan apekhya kari paru ନାହାନ୍ତି.କାରଣ ସେ st na sei thi pain

  • @soumyaranjanbehera1520
    @soumyaranjanbehera1520 Месяц назад +22

    ମାଙ୍କଡ ହାତରେ ସାଳ ଗ୍ରାମ

  • @simanchalsabara9082
    @simanchalsabara9082 Месяц назад +49

    ଓଡିଆ ଅସ୍ମିତା 200 କୋଟି କର କି କେତେ ମୂଖ୍ୟ ଶାସନ ସଚିବ ତ ଅଣ ଓଡ଼ିଆ

    • @status4u267
      @status4u267 Месяц назад

      ସୁଭଦ୍ରା ଯୋଜନ କାଇ

    • @pabitradas9296
      @pabitradas9296 Месяц назад

      P hu hu bu CT​@@status4u267

  • @Ttyilojg
    @Ttyilojg Месяц назад +1

    ଯାହା ହେଉ
    ଓଡ଼ିଆ ଲୋକ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଲେ
    ଯେ କି ଓଡ଼ିଆ ଭାଷା କହି ପାରୁଛି ❤❤❤❤❤❤❤❤❤

  • @user-kk6iq5zj7z
    @user-kk6iq5zj7z Месяц назад +41

    ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରର ଲୋକପ୍ରିୟ ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସଦାସର୍ବଦା ସମାଲୋଚନା କରୁଥିବା ଭାରତୀୟ ଜନତା ପାର୍ଟି ର ନେତାମାନେ ବର୍ତ୍ତମାନ ଚୁପ୍ ରହିଛନ୍ତି , ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଗଜ ଦେଖି ପଢ଼ିବା ପରେ ମଧ୍ୟ ଭୁଲ୍ ଭାବରେ ପଢୁଛନ୍ତି

    • @archananayak5258
      @archananayak5258 Месяц назад

      Ama janata hin bachichanti murkha manri nku

    • @indiagamerz7246
      @indiagamerz7246 Месяц назад +2

      ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ କେମିତି ଭାଷଣ ଦେଉଥିଲେ ଶୁଣି ଥିବା। ବାସିପାଡ 😅😅😅

    • @chinmaycreationcms3201
      @chinmaycreationcms3201 Месяц назад

      ​@@indiagamerz7246 odia pua ta padhi parunahanti kn kahuchha bhai

    • @parsuramsahoo7509
      @parsuramsahoo7509 Месяц назад

      ଠିଆ ହେଇକ ଇ ପଡ଼ ଶୁଣିବା😂😂😂😂😂​@@indiagamerz7246

  • @avayjena9238
    @avayjena9238 Месяц назад +39

    କଣ ଲେଖା ଦେଖିକି ବି ପଢ଼ି ପାରୁନାହାନ୍ତି

  • @kunapradhan2932
    @kunapradhan2932 Месяц назад +27

    Tm nabin nku kn kahuthila nijeta dekhiki odiare kahipauna

  • @sudhansubhusandash8764
    @sudhansubhusandash8764 Месяц назад +18

    Please restore old pension

  • @sagarsangam2465
    @sagarsangam2465 Месяц назад +33

    Ba ba re odia bhasana 😂😂😂

  • @abinashdas2878
    @abinashdas2878 Месяц назад +11

    ସରକାରରେ କଣ ସୂଚନା ଏବଂ ଜନସମ୍ପର୍କ ମନ୍ତ୍ରୀ ନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କୁ ଆସିକି କାଗଜ ପଢିବାକୁ ପଡୁଛି

  • @gopalkrishnapattnaik5313
    @gopalkrishnapattnaik5313 Месяц назад +3

    CONGRATULATION. SJ MOHAN MAJHI C.M FOR TAKING GOOD DECISIONS .

  • @anandcreations2209
    @anandcreations2209 Месяц назад +12

    ଆମ ଗାଁରେ ବା ବେସରକାରୀ ମଜୁରିଆ ୫୦୦ ନେଉଛନ୍ତି ଆଉ କୌଶଳୀ ଶ୍ରମିକ ୭୦୦ନେଲେଣି

  • @Bijayalaxmi.-_
    @Bijayalaxmi.-_ Месяц назад +13

    ସ୍ୱାସ୍ଥ୍ୟ ସେବା ରେ କଣ ନିଷ୍ପତି ନେଲେ। ଦୀର୍ଘ ୧୫ମାସ ହେଲା ପିଲା ମାନଙ୍କୁ ମେଣ୍ଟାଲି ହାରଶ୍ କରୁଛନ୍ତି।mphw f recruitment 2023 April 29 re notice ବାହାରିଥିଲା aji kete date ହେଲାଣି। ୟା ଉପରେ ଆପଣଙ୍କ ର କଣ କିଛି ଦାୟିତ୍ଵ ନାହିଁ। କାହିଁକି ପିଲା ମାନଙ୍କୁ ଏତେ ହଇରାଣ କରୁଛନ୍ତି।

    • @skcraft2857
      @skcraft2857 Месяц назад +1

      Seita au kahaku dekha galani ......Mukesh mahaling ra kn jauchi sir e bisayare chinta karibe je ....... Ame bhi osssc ofc agare strike karithile ajira meeting re am pain bhi kichi solution huanta .......

    • @skcraft2857
      @skcraft2857 Месяц назад

      July 16 osssc ofc agare strike Kariba chala result asila jaen .......

  • @user-kk6iq5zj7z
    @user-kk6iq5zj7z Месяц назад +16

    ଆପଣଙ୍କ ସରକାର ଶିକ୍ଷା ବିଭାଗ ପ୍ରତି ଅସହିଷ୍ଣୁ ମନୋଭାବ ପୋଷଣ କରୁଥିବା ନଜିର ରହିଛି , ଯାହାକି ଓଟିଇଟି ପରୀକ୍ଷା ଫି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୫୦୦ଟଙ୍କା ଦେବାକୁ ଥିବା ବେଳେ ବର୍ତ୍ତମାନ ଏହା ୯୦୦ଟଙ୍କା କୁ ବୃଦ୍ଧି ପାଇଛି

  • @debabratabehera6423
    @debabratabehera6423 Месяц назад +6

    ଆରେ ଭାଇ କୁଆଡେ ଗଲେ ତମ 300 unit ବିଜୁଳି କୁଆଡେ ଗଲା ତମ ସୁଭଦ୍ରା ଯୋଜନା କୁଆଡେ ଗଲା ତମ ଧାନ 3100 ଟଙ୍କା ଦେଖୁ ଦେକୁ ଦୁଇଟା କ୍ୟାବିନେଟ୍ ଗଲା 😛😛😛😛😛😛😛😛😛😛😛😛

  • @sandeshdas1690
    @sandeshdas1690 Месяц назад +6

    ସାନ୍ତାଳୀ ଭାଷା ହେଲେ ଠିକ ହେବ ବୋଧେ

  • @patrababunilambar
    @patrababunilambar Месяц назад +5

    ଯେଉଁ ବିଭାଗର ମନ୍ତ୍ରୀ ସେହି ମହାଶୟ MLA କହିଥିଲେ ସୁନ୍ଦର ହୋଇଥାନ୍ତା ବୋଲି ମୁଁ ଭାବୁଛି

  • @haraprasadjena590
    @haraprasadjena590 Месяц назад +23

    Odia padhi asuni kn tame Odisha chalaib

  • @pradeepmallick2956
    @pradeepmallick2956 Месяц назад +29

    ଭୂମି ହୀନ ଚାଷୀଙ୍କୁ କଣ ମିଳିବ

  • @user-kk6iq5zj7z
    @user-kk6iq5zj7z Месяц назад +22

    କୋଡ଼ିଏ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଆପଣଙ୍କ ସରକାର ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି , ଏହା ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବିଜ୍ଞପ୍ତି ପ୍ରକାଶ ହୋଇଥିଲା ଏବଂ ପରୀକ୍ଷା ମଧ୍ୟ ହୋଇଥିଲା ଏଥିରେ ଆପଣଙ୍କର କିଛି ବାହାଦୁରି ନାହିଁ

    • @jeebanpradhan1938
      @jeebanpradhan1938 Месяц назад +2

      Kete yr pare baharila JT au kete bhala bhabare karichhanti samastanku Jana agyan.So tk bhujhi ki kuhantu

    • @ratikantasahoo4729
      @ratikantasahoo4729 Месяц назад

      Bala Achi Remote CM Kariba Kana

  • @ManojPalei-k8b
    @ManojPalei-k8b Месяц назад +2

    Jay Jagannath Mr Mahon Sir Ame Ahi Paribarton Chahu Thilu Sir Jay Shree Ram Jay Jagannath 🎉🎉🎉

  • @hussyjena6746
    @hussyjena6746 Месяц назад +1

    ବହୁତ ବଢିଆ,

  • @kanhubhabani2038
    @kanhubhabani2038 Месяц назад +1

    Next election Odisha.. next Congress party

  • @jogeshsir890
    @jogeshsir890 Месяц назад +20

    300 ୟୁନିଟbill free dia

  • @BHANJRUSIKA
    @BHANJRUSIKA Месяц назад

    ଜୟ ଜଗନ୍ନାଥ...🙏 ଜୟ ମୋଦୀ ଜୀ...ଜୟ ମୋହନ ଜୀ...ଜୟ ବିଜେପି...❤❤❤❤❤❤❤❤❤

  • @jagabandumohanta5398
    @jagabandumohanta5398 Месяц назад +13

    Vecancy sigra fillup karantu

  • @tulusirdaspattanayak5671
    @tulusirdaspattanayak5671 Месяц назад +3

    ଆମେ କୋଶଳୀ ରେ ଗଲୁ
    ଆମେ ଅଣ କୁଶଳୀ ରେ ଗଲୁ
    ହାଇରେ ମୋହନ କୁ ଏକି କଲୁ
    ଦିନରେ ଡାକନ୍ତି ଶିକ୍ଷକ ବୋଲି
    ରାତିରେ ଆମେ ସ୍କିମାଟିକ ଅଟୁ
    ହାଇରେ ମୋହନ ଏକି କଲୁ
    ନା ଆମକୁ ରେଗୁଲାର କଲୁ
    ନା ଭତ୍ତା କିଛି ଦେଲୁ
    ସେହି ନବୀନ ସରକାର ପରି
    ଝୁଲେଇ ଦେଲୁ।
    ହାଇରେ ମହୋନା କଣ କଲୁ
    😅😅😅😅😅

  • @jbjmotivetion123
    @jbjmotivetion123 Месяц назад +2

    (1)ଯଉ କାମକଥା କହୁଛ, ସେ ସରକାର କାମ ଲୋକ କରିପାରିବେନି, ତାକୁ ମେସିନ ଦ୍ୱରା କରି, ମଜୁରୀରେ ହିସାବ କରାଯାଏ, ଲୋକ ପାଇବେନାହିଁ
    (2) ତା ଠାରୁ ଲୋକ ଅଧିକ ରୋଜଗାର କରୁଛନ୍ତି,ବିଭିର୍ଣ୍ଣ ଦର ବୃଦ୍ଧି ଦ୍ୱରା ସାଧାରଣ ଲୋକଙ୍କ ପାଖରେ ପଇସା ରଉନାହିଁ, ଦର ବୃଦ୍ଧି ଦ୍ୱାରା କେତେ ନେଲେଣି, ତାହା ହିସାବ କର
    (3)ସାଧାରଣ ଲୋକେ 450କାହିଁଙ୍କି 600 ଟ କେହି କେହିବି ରୋଜଗାର କରୁଛନ୍ତି,ରାସନ ସଉଦା 2ଟି ଆଣିଲା ପରେ ପାଖରେ ପଇସା ସରିଯାଉଛି,
    (4)କେମିତି ଜଣେ ଗରିବ ଲୋକ ଚଳିବ ସେ କାମ କର, ଏପଟେ ତଣ୍ଟି ଚିପି, ପରେ ମଲମ ମାରିବା ବାଟ କରନି,
    (5)କହିବା ମାତ୍ର ନୁହଁ, କରିକି ଦେଖାଅ

  • @SriHariRadhaKrishna
    @SriHariRadhaKrishna Месяц назад +13

    କି ବାହାଦୁରି ଦେଖ ହୋ.. ସେ 20000 JT ନବୀନ ବାବୁ ବାହାର କରିଥିଲେ, ତୁମେ କଣ ନୂଆ ବାହାର କରିବ କୁହ କୁହାଳିଆ ବିଜେପି ନେତା ଖାଲି ବଡ଼ବଡ଼ କଥା..
    ଯୋଉ ବିଜେପି ସରକାର 10 ବର୍ଷ ହେଲା central govt ରେ କିଛି ନିଯୁକ୍ତି ଦେଇନି ପିଲା ବେକାରୀ ହେଇ ବୁଲୁଛନ୍ତି ସିଏ ଓଡିଶା ରେ ସରକାର କଲେ କଣ ଦେବ!!
    ଆମର ନବୀନ ବାବୁ ପାଣ୍ଡିଆନ sir ଠିକ ଥିଲେ,, ଓଡିଶା ବାସୀ ଏବେ ନାମ ନିଅ
    ହେଃ ପ୍ରଭୁ ଏ ବିଜେପି ସରକାରକୁ ଭାଙ୍ଗି ଦିଅ ଆମର ନବୀନ ବାବୁ ପୁଣିଥରେ ଦରକାର

  • @swarajkumarbej3768
    @swarajkumarbej3768 Месяц назад +18

    ଜେ ଟି ଏସ୍ ଆଶାୟୀଙ୍କ କଥା କ'ଣ ହେଲା?

  • @ratikantasahoo4729
    @ratikantasahoo4729 Месяц назад +1

    Odisha CM B Perar Dekhiki Kahuchanti Super

  • @sandeshdas1690
    @sandeshdas1690 Месяц назад +4

    ଲେଖା ଦେଲେ ଵି ଭୁଲ ହେଉଛି

  • @kunapradhan2932
    @kunapradhan2932 Месяц назад +15

    Tm odia kahucha na dekhiki gapa kahucha

  • @tuleswarimeher3062
    @tuleswarimeher3062 Месяц назад +1

    Sir DV correction pain jau 7 dina time deithile sethire certificate dela Parara result asiba na nai

  • @khireswarkheti7169
    @khireswarkheti7169 Месяц назад +6

    300 unit electric bill kebe chhad heba

  • @AmilyaPradhan
    @AmilyaPradhan Месяц назад +3

    Naveen pattanaik ଙ୍କ time ରେ job form free thila, ଏବେ କାହିଁକି form rate ବଢ଼ାଉଛୋ.....

  • @saraswatimathseducation
    @saraswatimathseducation Месяц назад +3

    ନବୀନ ପଟ୍ଟନାୟକ ମହୋଦୟ ଓଡ଼ିଆ କହିପାରୁନଥିଲେ କିନ୍ତୁ ମୋହନ ମାଝୀ ଓଡ଼ିଆ ପଢିପାରୁନାହାନ୍ତି

  • @santoshkumarmishra2620
    @santoshkumarmishra2620 Месяц назад +2

    ମୋଦୀଙ୍କ ଦରବାର ରେ ଓଡିଆ ଲୋକ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି. କିନ୍ତୁ ଆମ ଓଡିଶା ରେ ଅଣ ଓଡିଆ ପୁନଶ୍ଚ ଉଚ୍ଚପଦବୀ ରେ ଅଧିଷ୍ଠିଚ ହେଲେ. ଏ କଣ ଓଡିଆ ଅସ୍ମିତା ର ପ୍ରମାଣ କି ?

  • @sadasivswain6451
    @sadasivswain6451 Месяц назад +6

    300 unit electric kan hela

  • @santoshkumarswain6547
    @santoshkumarswain6547 Месяц назад +4

    Dari Dari padhuchi

  • @gyangaming3300
    @gyangaming3300 Месяц назад +7

    ସଚଳ ସରକାର କୁ ଅଚଳ ସରକାର ଆସି,ସଚଳ କାମ କୁ ଅଚଳ କରିବାରେ ଅଚଳ ସରକାର ର ପ୍ରୟାସ.....ଧନ୍ୟବାଦ ହୋ ତୁମ ଅଚଳ ସରକାର......#ଚଳ ମଳ ସଚଳ ମଚଳ😜😜😀😁

  • @tapankumarmoharana517
    @tapankumarmoharana517 Месяц назад +4

    Pl. Implementation of Old Pension Scheme for the welfare of poor people in old age.

  • @abnish7564
    @abnish7564 27 дней назад

    ମନ୍ୟ ବର ନବୀନ ପଟ୍ଟନାୟକ ତ ଓଡ଼ିଆ କହି ପାରୁ ନ ଥିଲେ।150 ଷ୍ଟାଫ ରଖି ଓଡ଼ିଶା ର ଟ ଙ୍କ। ବର ବ।ଡ ହେଉ ଥିଲା ।ଯାହା ବି ହେଉ ମୋହନ ସାର କହି ପାରୁଛନ୍ତି।ଆଗ କୁ ଅଭ୍ୟାସ ହେବା।🎉

  • @niharparida9053
    @niharparida9053 Месяц назад +6

    Mohana sir nku padhibare tk asubidha heuchi ki?

  • @user-if7zz5ot2w
    @user-if7zz5ot2w Месяц назад +3

    Ehi kama re odisha no1 state Kariba ki

  • @JkJitendraVigo
    @JkJitendraVigo Месяц назад +9

    Nabinbabu the best

    • @indiagamerz7246
      @indiagamerz7246 Месяц назад

      ଘୋଡା ବାନଡ କରୁଥିଲେ ନବୀନ

  • @rabinarayanmohapatra4733
    @rabinarayanmohapatra4733 Месяц назад +2

    Dhanyare......!

  • @subhakantdas1488
    @subhakantdas1488 Месяц назад +1

    This is the 1st and last BJP govt in odisha because of in election time what you manifest when implement,
    1-msp 3100
    2-old age bhata 3000
    When.....

  • @indiagamerz7246
    @indiagamerz7246 Месяц назад

    ଆର୍ ଡବଳୁ ଏସ ଏସ ରେ କାମ କରୁଥିବା ପମ୍ପ ଚାଳକମାନକ଼ କୁଶଳୀ ଶ୍ରମିକଙ୍କ ଦରମା ଦିଆଯାଉ। ଏମାନେ 30ବରଷ ହେଳାଷୋଷଣର ଶିକାର ସୋଇଛନ୍ତି ।ମାନିଅବର ମୁଖ୍ୟ ମନ୍ତ୍ରୀ ଏମାନଙ୍କ ଦୁଃଖ ଟିକେ ବୁଧ। ଦିନ କୁ ଆଠ ଦଶ ଘଣ୍ଟା କାର୍ଯ୍ୟ କରି 2000ଟକା କେବଳ ପାଉଛନ୍ତି। ତୁମକୁ କୋଟି କୋଟି ନମସ୍କାର।🙏🙏🙏🏏

  • @surendrapujari9002
    @surendrapujari9002 Месяц назад

    ମୂଖ୍ୟ ମନ୍ତ୍ରୀ ସାର ଆମ ଗରିବ ପରିବାରର ଖଟିଖିଆ କୃଷକ ଶ୍ରମିକ ବେକାର ଯୁବକ ଯୁବତୀଙ୍କୁ ଭାଇ ଭଉଣୀ ମାନଙ୍କୁ ବାଟ ରେ କଣ୍ଟା ସାଜିଲ । ବଡ଼ ବଡ଼ ସାହୁକାର ମାନଙ୍କୁ ସାହୁକାର କରିଚାଲିଛନ୍ତି ନେଟୱର୍କ କନେକଟିବିଟି ବୋଲି ଯହୁଟା କହୁଛନ୍ତି ତାହା ଯୋଗ୍ୟତା ହିନ ।ଜିରୋ, ଏୟାରଟେଲ, କମ୍ପାନୀ ମାନଙ୍କୁ ମାଲାମାଲ କରିଚାଲିଲ ଆଉ ବି ଏସ ଏନ୍ ଏଲ କୁ ପିଙ୍ଗଳ । ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ସବୁଦର ବଡ଼ାଇ ଚାଲିଲ ଏହା ତମକୁ ଲାଜ ଲାଗିଲା କଥା।କଥା ଦେଇ କଥା ଦେଇ ପାରୁନ

  • @user-wr4oz9co1r
    @user-wr4oz9co1r Месяц назад

    Sir ଅନେକ କର୍ମଚାରୀ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (WALMI )ରେ ଅନେକ ଦିନ କାମ କରି ଶେଷରେ ସେମାନଙ୍କ ଜୀବନ ବର୍ବାଦ ହେଲା କିନ୍ତୁ ସେଥିପ୍ରତି ସରକାର ଙ୍କ ଦୃଷ୍ଟି ନାହିଁ କିନ୍ତୁ ଚାଷୀ ଉର୍ନତି କରିବେ ବୋଲି କେମିତି କହୁଛନ୍ତି

  • @srinibashbiswal5179
    @srinibashbiswal5179 Месяц назад +1

    ଅଧିନିମ୍ନ ରୁ ଜଣା ପଡିଲା ଓଡିଆ ଅସ୍ମିତା କଥା ..........
    ମୁଁ ଭାବୁଥିଲି କିଛି କିନ୍ତୁ......
    ନା....... ନା........ନା......

  • @user-wr4oz9co1r
    @user-wr4oz9co1r Месяц назад

    ଯୋଉଠି ବିଭାଗୀୟ କର୍ମଚାରୀ ଙ୍କୁ ନ୍ୟାୟ ମିଳିପାରୁନି ସେଠି ଚାଷୀ ଙ୍କ କି ଉର୍ନତି ହେବ 😂😂😂

  • @anilsenapati7317
    @anilsenapati7317 Месяц назад +7

    352 କିଏ ପାଉଥିଲା ବା

  • @debendrapujhari-pw4rx
    @debendrapujhari-pw4rx Месяц назад +1

    ଇଲେକଟେରି 200 ୟୁନିଟ କେବେ ଛାଡ଼ କରିବ ମୋହ ସରକାର

  • @SasankashekharDas-cz5vf
    @SasankashekharDas-cz5vf Месяц назад +4

    Kagaj dekhi 25pratisata padhiparunahanti.....
    Dhanya bjp...Dhanya tume mukhyamantri...

  • @ratikantasahoo4729
    @ratikantasahoo4729 Месяц назад +1

    Aage Aage vala Khani Bisayare Pati Kariki kahuthila Ebe Pati Fitoni CM sir

  • @mohitkumarmallick347
    @mohitkumarmallick347 Месяц назад +1

    Where is your 300 unit electricity bill?
    You carry out your agenda you proclaimed during election.

  • @chikoodas9524
    @chikoodas9524 Месяц назад +2

    Looks like all those have done by others .. he is just reading the paper ..

  • @narendrakumardas3214
    @narendrakumardas3214 Месяц назад +4

    Adhinimna odia asmitara udaharana. Thanks sir apabhransa odia kahuthibaru.

  • @GadiBehera-sr5mv
    @GadiBehera-sr5mv Месяц назад +2

    Julai 4 kebe heba

  • @majhi923
    @majhi923 Месяц назад +1

    Manyabar Majhi sir ei majuri brudhi ta vote purba ru declaration hoithila. ପୂର୍ବ ସରକାର ଘୋଷଣା କରିସାରିଥିଲେ .

  • @brahmanadabehera2396
    @brahmanadabehera2396 Месяц назад +2

    କମ୍ ସେ କମ ଓଡ଼ିଆରେ ଶୁଣୁଚ ଓ ବୁଝି ତ ପରୁଛ ।ନବୀନ ପଟ୍ଟନାୟକ ଙ୍କ କଥା କେତେ ଜଣ ବୁଝି ପାରୁଥିଲେ ଟିକେ କହିବେ ।ଖାଲି bjd ବାଲ। ସମଆଲୋଚୋନ କରୁ ଛନ୍ତି ।ସେଇଟା ଠିକ୍ ନୁହଁ ।

    • @user-fb8fb5qc2n
      @user-fb8fb5qc2n Месяц назад

      ନବୀନ ଓଡିଆଭାଷା ଜାଣି ନଥିଲେ।ଭଲ ଓଡ଼ିଆ ଜାଣି ଥିବା ମୁଖ୍ୟମନ୍ତ୍ରୀ ଭୁଲ ପଡ଼ିବେ କାହିଁକି। ଏହା ଠିକ୍ ନୁହଁ।

    • @debendra7723
      @debendra7723 Месяц назад

      English re false khoji nei pari kaije
      Odia re problem
      Non understand language thik

  • @Subhendhu_ff
    @Subhendhu_ff Месяц назад +10

    Apannkan odia kahiparu nahati

  • @BHANJRUSIKA
    @BHANJRUSIKA Месяц назад

    ନବୀନ ପାଣ୍ଡୁ ପ୍ରେମିକା ମାନଙ୍କୁ ବହୁତ କଷ୍ଟ ହେଉଛି

  • @SrrrttDas
    @SrrrttDas Месяц назад +2

    ଓଡ଼ିଆ ଅସ୍ମିତା କହି କହି ଓଡ଼ିଆ କୁ ଠିକ୍ ରେ ପଢ଼ି ପାରୁନାହାନ୍ତି ଓ କହିବି ପାରୁନାହାନ୍ତି ଧିକ ଆପଣଙ୍କ ଓଡ଼ିଆ ଅସ୍ମିତା ଆମକୁ ଲାଜ ଲାଗୁଛି ଆପଣଙ୍କୁ କ'ଣ ଲାଗୁଥାଇ ପାରେ

    • @debendra7723
      @debendra7723 Месяц назад

      Kana bujhi nei pari ka
      Kana truiti dekhlu

  • @tunasahu876
    @tunasahu876 Месяц назад +1

    TuNa. ❤. ...❤Sahu

  • @satyaranjandash388
    @satyaranjandash388 Месяц назад +1

    ଏଗୁଡା ତ ନବୀନ pattnaik କାରିଥିଲେ, ଆଉ ଆପଣ କଣ ଅଧିକ କରିଲେ,ଏ କି ସରକାର je

  • @user-ox5ho5ob4l
    @user-ox5ho5ob4l Месяц назад

    Cm good

  • @sagarjena6943
    @sagarjena6943 Месяц назад +4

    What about new NAC

  • @gurucharanmohapatra4508
    @gurucharanmohapatra4508 Месяц назад +2

    Belajya mukhya Mantri

  • @gopalmahakud1264
    @gopalmahakud1264 Месяц назад +1

    Sir request
    Private schools teacher salary bhi bhal bhabare increse heba katha

  • @amarpati-zu3zm
    @amarpati-zu3zm Месяц назад +1

    Ae kn paper dekhi ki padhu chanti kichhi Jani nahantiki😮😮

  • @rajeshkumarsahu4436
    @rajeshkumarsahu4436 Месяц назад +2

    Paper dekhiki bi cm sir padhiparunahnti

  • @nayanakandi4776
    @nayanakandi4776 Месяц назад +1

    ପୂର୍ବ ସରକାର ର ଘୋଷଣା ତମେ କଣ କଲ ତୁମେ ରଙ୍ଗ ମାରୁଛ ରଙ୍ଗ ମରା ସରକାର ତାଛଡା ତୁମେତ ଓଡ଼ିଆ ଲୋକ ଦେଖିକି କଣ କହୁଛ

  • @prabinkumarrout3577
    @prabinkumarrout3577 Месяц назад +3

    Old age pension rs3000 kebe miliba?

  • @zahiruddin1502
    @zahiruddin1502 Месяц назад +1

    300unt Electeer bill fee when

  • @sonalinayak5630
    @sonalinayak5630 Месяц назад +8

    Sir outsourcing lt nku regular karantu

  • @munakiskumuna1321
    @munakiskumuna1321 Месяц назад +1

    Aesabu hei sarichi

  • @Jsjfkfjakakekfksk
    @Jsjfkfjakakekfksk Месяц назад

    ଇଏ ଓଡ଼ିଆ ହେଇକି ମଧ୍ୟ ଓଡ଼ିଆ ରେ ଭାଷଣ ପଦେ ଦେବାକୁ ଏତେ ସମୟ ଲାଗୁଛି 😂

  • @realtruthoflife5524
    @realtruthoflife5524 Месяц назад +7

    mora gote request sir next speech re bhala kari practice kari ashibe.....

  • @suvashreepattanaik9322
    @suvashreepattanaik9322 Месяц назад +12

    Dekhi dekhi bi padhi parunahanti ama mukhya mantri ....chi chi lajya

  • @Bargarh11
    @Bargarh11 Месяц назад +1

    ଆଛା ମୋହନ ଆଗିଆଁ ଓଡିଶା ପୋଲିସ ର ସିପାହୀ ହାବିଲଦାର ମାନଙ୍କ SD allowance ଖାଦ୍ୟ ଭତ୍ତା ଟା କାଇଁ କେତେ ଦିନରୁ ସେଇ 1400 ଅଛି,ତାକୁ 3000 କୁ ବୃଦ୍ଧି କଲେ ଓଡ଼ିଶାର ସମସ୍ତ ସିପାହୀ ହାବିଲଦାର ମାନେ ଉପକୃତ ହୁଅନ୍ତେ ?

  • @lalitendubehera5357
    @lalitendubehera5357 Месяц назад

    ବାଳ ଟା ମୋହର ମାରିବ, କିଛି କରିପାରିବୁନି ବେହିଆ ଏହି ସର୍ବନିମ୍ନ ମଜୁରୀ BJD ସମୟରେ ଏହା ପାସ ହୋଇଥିଲା ଏହି ରେଟ ରେ, CM ଓ CABINATE ଗୋଟେ ଯୋଗ୍ୟତା ଥାଏ ବାଳ ଟେ ତମର ନାହିଁ

  • @stitirout5038
    @stitirout5038 Месяц назад +2

    Junior teacher nka na regular hela na sallary badhila sr???eta ki nyayaa??

  • @chakradharpurty3280
    @chakradharpurty3280 Месяц назад +1

    Shramikanka prati badhithiba majuri grahaniya kintu majuri khatuthiba shramikanku 80%contractor mane shramikanku upayukta time re tanku dau nahanti or totally deu nahanti falare jane shramikati nija family pratiposana karibare nhi no thibara samukhina hua tenu apari asamajik thaka contractor ku turant upayukta punishment deba pain gote majbhut kanun godha jau

  • @jitendradas8805
    @jitendradas8805 Месяц назад +1

    Old wine in new bottle

  • @ratikantasahoo4729
    @ratikantasahoo4729 Месяц назад +1

    CM Chenge Karajo jaldi Pepar Padhiki kahile Habani Odisha Loka Heiki Emiti Vasana Darkar nahi

  • @kingdibyamusical
    @kingdibyamusical Месяц назад +1

    450 tanka alredy heichi

  • @kunapradhan2932
    @kunapradhan2932 Месяц назад +9

    Tmku kie sie mukhymantri kala kijani

    • @OMMPRAKASH-fr3bb
      @OMMPRAKASH-fr3bb Месяц назад

      Gujarati remota

    • @debendra7723
      @debendra7723 Месяц назад

      Tmk mank speed darkar jenta ki bujhi nei para... Kana bujhi nei parbar k

    • @debendra7723
      @debendra7723 Месяц назад

      Tui bhl se sikh au kahebu
      Remote

  • @pintubohidar9585
    @pintubohidar9585 Месяц назад +1

    Electrc bill july ru debate padiba ki

  • @malayapradhan8400
    @malayapradhan8400 Месяц назад +1

    ନବୀନ ଯାହା ଘୋଷଣା କରିଥିଲା,ତୁମେ ତାହା କରୁଛ। ନବୀନ ତମକୁ ବୋଧେ ମୁଖ୍ୟ ମନ୍ତ୍ରୀ କରିଛି l

  • @premanandabag1266
    @premanandabag1266 Месяц назад

    Thank you sir 🙏🙏

  • @GadiBehera-sr5mv
    @GadiBehera-sr5mv Месяц назад +2

    JCB bandkarajau

  • @MNMP2024
    @MNMP2024 Месяц назад +1

    ଏତେ ସପନକୁ ରାତି କାହିଁ ?!!