News Point: Opportunity For Odia Literates In Odisha | CM Mohan Majhi Importance For Odia 'Asmita'

Поделиться
HTML-код
  • Опубликовано: 3 июл 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews

Комментарии • 629

  • @LokeshChandraRana-vo4ei
    @LokeshChandraRana-vo4ei 2 дня назад +320

    ବହୁତ ଭଲ ଲାଗିଲା
    ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ

    • @kanhu3124
      @kanhu3124 2 дня назад +7

      Right

    • @AKDeepak7209
      @AKDeepak7209 2 дня назад +1

      Sir your name

    • @LokeshChandraRana-vo4ei
      @LokeshChandraRana-vo4ei 2 дня назад

      ​@@AKDeepak7209
      ଆଜ୍ଞା ଓଡ଼ିଆ ଭାଷା ରେ ସରକାର ଚାଲିବ
      ଇଂରାଜୀ କୁ ବାଦ ଦିଅନ୍ତୁ, ନାମ ମୋର ଲେଖା ହୋଇଛି ଦେଖି ନିଅନ୍ତୁ ଆଜ୍ଞା 🙏

    • @uttambaba6800
      @uttambaba6800 2 дня назад +5

      Tebe mendha hoi gotiye jagare podi rohibo...😅😢😂 doctor engineer sobu bado bodo baharu mogei bo 😅

    • @jeffkumar8447
      @jeffkumar8447 2 дня назад +1

      Right bro

  • @suryakanta1439
    @suryakanta1439 2 дня назад +185

    ମୁଖ୍ୟମନ୍ତ୍ରୀଙ୍କ ଭଲ ପଦକ୍ଷେପ ଏହା କାର୍ଯକାରୀ ହେଲେ ଆମ ମୋହନ ସାର୍ ଙ୍କୁ ସବୁଥର ଭୋଟ ଦେବୁ.

    • @AnitabhoiAni
      @AnitabhoiAni 2 дня назад +4

      ❤❤❤

    • @mr.kanisthabhoi4394
      @mr.kanisthabhoi4394 2 дня назад +2

      Good ❤

    • @suryakanta1439
      @suryakanta1439 2 дня назад +1

      @@mr.kanisthabhoi4394 thank you bro

    • @aswinisahu5239
      @aswinisahu5239 22 часа назад

      ​@@AnitabhoiAni😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮

    • @mrunikeandheartkiller9399
      @mrunikeandheartkiller9399 4 часа назад

      ରଥ ଯାତ୍ରା ଉପଲକ୍ଷେ ସମସ୍ତ ଙ୍କୁ ଶୁଭ କାମନା ଓ ଶୁଭେଚ୍ଛା

  • @arabindakandal2984
    @arabindakandal2984 2 дня назад +130

    ଏହା ଦ୍ବାରା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ହେବ ଜୟ ଜଗନ୍ନାଥ 🙏🙏🙏🙏🙏🙏🌸

  • @SrikanthSrikanth-on6ld
    @SrikanthSrikanth-on6ld 2 дня назад +94

    ଠିକ କଥା ଆମେ ଓଡ଼ିଆ ଯାହା କରିବ ଓଡ଼ିଆ ଜୟ ଜଗନ୍ନାଥ ଜୟ ବିଜେପି

  • @manoranjandash3134
    @manoranjandash3134 2 дня назад +150

    ଠିକ୍ କଥା। କେବଳ ଓଡ଼ିଆ ଲୋକ ଓଡ଼ିଆଙ୍କୁ ସମ୍ମାନ ଦେଇ ଗୁରୁତ୍ଵ ଦେବା ଦରକାର।

  • @prasantaverynice6380
    @prasantaverynice6380 2 дня назад +74

    ଓଡ଼ିଶା ରେ ଓଡ଼ିଆ ଭାଷା ଚାଲିବା ଦରକାର ।ଜୟ ଜଗନ୍ନାଥ ଜୟ ହିନ୍ଦ୍।

  • @kishorkumar-qv6yw
    @kishorkumar-qv6yw 2 дня назад +37

    ଆମେ ଓଡ଼ିଆ ଭାରି ବଢ଼ିଆ କର୍ଣ୍ଣାଟକ କୁ ଦେଖ ତାଙ୍କ ମାତୃ ଭାଷା କୁ ସେମାନେ ବହୁତ ଗୁରୁତ୍ଵ ଦିଅନ୍ତି ଆମ ଓଡ଼ିଶାରେ ଲାଗୁହବା ନିହାତି ଆବଶ୍ୟକ

  • @DailyTech-up
    @DailyTech-up 2 дня назад +23

    ଆମ ଓଡ଼ିଆ ଭାରି ବଢ଼ିଆ, ଓଡ଼ିଶାରେ ସବୁ ଓଡ଼ିଆ ହେବା ଦ୍ଵାରା ବହୁତ୍ ଓଡ଼ିଆ ଲୋକ ରୋଜଗାର ର ପନ୍ଥା ଆପଣେଇ ପାରିବେ ।

  • @babutvkoraputia858
    @babutvkoraputia858 2 дня назад +40

    ଓଡିଶା ରେ ଓଡିଆଭାଷା ହେଉ

  • @kabitatoika
    @kabitatoika 2 дня назад +55

    ଧନ୍ୟ ବାଦ ଆମ ଓଡିଶା ରେ ଯଦି ସବୁ ଓଡିଆରେ ଚାଲେ ତାହେଲେ ତୋ ବହୁତ ଭଲ ହେବ ।

  • @user-gn3ve4iz5g
    @user-gn3ve4iz5g 2 дня назад +31

    ବହୁତ ଭଲ ଲାଗିଲା ଓଡ଼ିଆ ହୋଇଥ‌ିବାରୁ ମୁଁ ଗର୍ବିତ

  • @dakhilakaanar4694
    @dakhilakaanar4694 2 дня назад +63

    ବହୁତ ଖୁସି ଓଡ଼ିଶା ବାସି

  • @sulochanamohanty3329
    @sulochanamohanty3329 2 дня назад +40

    ଧନ୍ୟବାଦ ସାର୍ ଶୁଣିକି ଖୁସି ଲାଗିଲା। ଓଡ଼ିଶାରେ ବହୁତ ଲୋକଜ୍ଞୁ ଇଂରାଜୀ ଭାଷା ପଢିବା ଟା ବହୁତ କମ୍ ଏବଂ କଷ୍ଟ ମଧ୍ୟ। ପିଲାମାନେ ମଧ୍ୟ ଇଂରାଜୀ ବହି କହିଲେ ଇଛା କରୁନାହାନ୍ତି।ଏବେ ଯଦି ଓଡ଼ିଆ ହଵ ବହୁତ ଭଲ ହେବ ଧନ୍ୟବାଦ।

    • @uttambaba6800
      @uttambaba6800 2 дня назад +1

      Future kon hebo jani chhuna doctors engineer sobu baharu moga jibo 😅😢😂

    • @YouthTalkSibaram
      @YouthTalkSibaram 2 дня назад

      ​@@uttambaba6800tamilnadu re first tamil next English

    • @YouthTalkSibaram
      @YouthTalkSibaram 2 дня назад

      ​@@uttambaba6800Hindi state re first Hindi next English

    • @uttambaba6800
      @uttambaba6800 2 дня назад

      @@YouthTalkSibaram kon odishare sobu English ta pore odiya valo hebo etharo english hotae dei santal vasha ku chalu kora jau.....

    • @YouthTalkSibaram
      @YouthTalkSibaram 2 дня назад

      @@uttambaba6800 nanhi Itali bhasa, Pakistan afganistan chaina language chalu odisha re pare odia

  • @balakramtudu6173
    @balakramtudu6173 2 дня назад +42

    ଗାଡି ନମ୍ୱର୍ ପ୍ଲେଟ ବି ଓଡ଼ିଆ ରେ ହେଉ

    • @nandansahu3832
      @nandansahu3832 2 дня назад +7

      Gadi gote statere chali nathae. Gote gadi all india buli pariba sethi pain number plate odia heiparibani

    • @M_Style_143
      @M_Style_143 2 дня назад

      😂 ଭାଇ ରେ ସେଇଟା ଗାଡି ତମ ଘର ଶଗଡ଼ ଗାଡି ନୁହେଁ ଯେ 😂😂 ଓଡ଼ିଆ ରେ ଲେଖିଦେବେ 😅

  • @sridharmoharana5104
    @sridharmoharana5104 2 дня назад +16

    ମୋ ମତରେ ଯୋଉ ଅସୁବିଧା କଥା ଉଠୁଛି ତାହା ଅତି ଗାଲୁଆ ଓ ଓଡ଼ିଆ କୁ ଡରୁଥିବା ଲୋକମାନେ କହୁଛନ୍ତି। ଯଦି ଶବ୍ଦକୋଷରେ ଶବ୍ଦ ନାହିଁ ତବେ ଶବ୍ଦ ତିଆରି କରିବା ଆବଶ୍ୟକ। ଯୋଉଠି ଜଣେ ବଙ୍ଗାଳି ରାଧାନାଥ ରାୟ ଓଡ଼ିଆ ଶିଖି ଓଡ଼ିଆରେ ନୂଆ ନୂଆ ଶବ୍ଦ ବନାଇ ବହୁତ ବଡ଼ ବଡ଼ କାବ୍ୟ ଲେଖିଦେଲେ,ତେବେ କଣ ଆମର ସାଧାରଣ ବ୍ୟବହାର ପାଇଁ ଆମେ ନିଜ ଶବ୍ଦକୋଷରେ ନୂଆ ନୂଆ ଶବ୍ଦ ତିଆରି କରିପାରିବା ନାହିଁ? ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଓଡ଼ିଆ ଭାଷାରେ ସବୁ ସହଜ ଓ ସୁଲଭ ଖାଲି ଓଡ଼ିଆ ଭାଷାକୁ ଭଲ ପାଉଥିବା ଲୋକ ହିଁ ଓଡ଼ିଆରେ ସବୁ କାମ ଆରାମରେ କରିଦେବ, ଏଥିରେ ଦ୍ବିମତ ଜମା ନାହିଁ 🙏 ଜୟ ଜଗନ୍ନାଥ 🙏 ଜୟ ଓଡ଼ିଆ🙏 ବନ୍ଦେ ଉତ୍କଳ ଜନନୀ ❤️

  • @onlycarrompoolmosty852
    @onlycarrompoolmosty852 2 дня назад +23

    ଆମେ ଓଡ଼ିଆ ଭାରି ବଢିଆ❤

  • @shradhanjalipadhy3824
    @shradhanjalipadhy3824 2 дня назад +34

    ମାତୃଭାଷା ଓଡ଼ିଆ କୁ ନେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାରୁ ସମସ୍ତ ଓଡ଼ିଆ ଗର୍ବିତ ହେବ ଉଚିତ କାରଣ ଏହା ଆମପାଇଁ ଗର୍ବ ଏବଂ ଗୌରବର ବିଷୟ, ଜୟ ଜଗନ୍ନାଥ 🙏🙏

  • @LokeshChandraRana-vo4ei
    @LokeshChandraRana-vo4ei 2 дня назад +77

    ଓଡିଶା ର ଲୋକମାନେ କେବଳ ଓଡ଼ିଆ ଓ ହିନ୍ଦୀ କହିବା ଦରକାର
    (ଇଂରାଜୀ କୁ ବାଦ ଦିଅନ୍ତୁ ଦୟାକରି)
    ଧନ୍ୟବାଦ ମୋହନ ଆଜ୍ଞା 🎉🎉❤🙏💐🙏

    • @lipun1531
      @lipun1531 2 дня назад +9

      Aga high court ku kuha se odia re judgement deba

    • @Ranjan_Mohanty
      @Ranjan_Mohanty 2 дня назад +2

      ତାହା ହେଲେ ପଶ୍ଚିମ ଓଡ଼ିଶା ର କୋଶଳ ଭାଷୀ ମାନେ କଣ କରିବେ ? କୌଣସି ଭାଷା କୁ ବାଡ଼ ନ ଦେଇ ବରଂ ଆହୁରି ବେଶୀ ଭାଷା ଶିଖିବା ଉଚିତ l ସେଇଥିରେ ସାମାଜିକ ସମନ୍ବୟ ସହିତ ବ୍ୟକ୍ତି ର ବିକାଶ ବି ହୁଏ l

    • @LokeshChandraRana-vo4ei
      @LokeshChandraRana-vo4ei 2 дня назад +1

      ​@@Ranjan_Mohanty
      ପଶ୍ଚିମ ଓଡିଶାର ଲୋକମାନେ କୋଶଳୀ ଆଉ ହିନ୍ଦୀ କହିବା ଜାଣିଛନ୍ତି ଭଲାଭାବେ ଆଉ ଓଡ଼ିଆ ବି ବହୁତ ଆଗରୁ କହି ଆସୁଛନ୍ତି, ପଢି ଆସୁଛନ୍ତି.................

    • @uttambaba6800
      @uttambaba6800 2 дня назад +1

      Sobu mendha hoi gotiye kuo bhitore rohibo ...😅😢😂

    • @kiranpayal9693
      @kiranpayal9693 2 дня назад +1

      Kupamanduka hei rahijiba odisha vitare

  • @minaketanhans8105
    @minaketanhans8105 2 дня назад +17

    ଏବେ ସେହି କଥା ସତ୍ୟ ରେ ପରିଣତ ହେବ । ଯେଉଁ କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ- ନବୀନ ପଟ୍ଟନାୟକ କହିଥିଲେ "ଆପଣ ମାନେ ଖୁସି ତୋ "ଏବେ ହିଁ ଓଡିଆ ଖୁସି ହେବ ।

  • @balakramtudu6173
    @balakramtudu6173 2 дня назад +19

    High school Certificate ବି ଓଡ଼ିଆ ରେ ହେବା ଦରକାର

  • @Arnov389
    @Arnov389 2 дня назад +9

    ଏହା ଶୁଣି ବହୁତ ଭଲ ଲାଗିଲା 👍🪷👍 ଏହା ହିଁ ଓଡ଼ିଶାର ଗୌରବମୟ ହେବ 🎉

  • @SabhasinghMajhi
    @SabhasinghMajhi 2 дня назад +28

    ବହୁତ ଭଲ ହେଇଛି.. ଆଉ ଯେତେ competitive exam ହେଉଛି ସବୁ question English ନୋ ଆସି ଓଡ଼ିଆ ରେ ଆସିଲେ ଭଲ ହୁନ୍ତା.....

    • @Comment-master474
      @Comment-master474 2 дня назад

      ଭାଇ ରେ ସବୁ ପରୀକ୍ଷା ଏବେ ଓଡ଼ିଆ ରେ ହଉଚି 👍👍👍

    • @digitalheman1288
      @digitalheman1288 2 дня назад

      Right ❤❤

    • @sanjitdeshmajhi6515
      @sanjitdeshmajhi6515 День назад

      This is not possible and that can't be granted at all

  • @GopalRout-nh8rk
    @GopalRout-nh8rk 2 дня назад +17

    ବହୁତ ଭଲ ମନ୍ୟବର ମୁଖ୍ୟ ମତ୍ରୀ ମୋହନ ବାବୁ

  • @bhaskaraoofficial2612
    @bhaskaraoofficial2612 2 дня назад +15

    ଭଉତ ବଲ ହେଲା ଆମ ଓଡ଼ିଶାରେ ଓଢ଼ିଆ କହିବାର ଅଛି... 👌👌👌🥰🥰🌹⭕‼️⭕🙏🙏

  • @user-rn7dq8uc2p
    @user-rn7dq8uc2p 2 дня назад +49

    ଠିକ୍ କହୁଛ ମୋ ଓଡ଼ିଶା ସରକାର

    • @uttambaba6800
      @uttambaba6800 2 дня назад

      Thik je doctor engineer science math sobu odiya re heba darkar...au santali vasha English badolore asiba darkar😅😢😂

    • @Humanity299
      @Humanity299 2 дня назад

      ​​@@uttambaba6800 ସାନ୍ତାଳୀ ବୋଲି କହିଲେ କି ? ଜାପାନ, ଚୀନ ଗଲେ ଇଂଲିଶ ଜାଣିଥିଲେ କିଛି ଲାଭ ହେବନି ସେଇଟା ନିଜେ RUclips ରେ ଶିଖିବ

  • @Khamania02
    @Khamania02 2 дня назад +2

    ଖୁବ୍ ସୁନ୍ଦର ସୂଚନା ମିଳିଛି ନୂଆ ସରକାର୍ ପାଇଁ ଧନ୍ୟବାଦ୍ ଜଣାଉଛୁ ବିଜେପି ବିଜୟ 😊🚩🙌

  • @bablusinging
    @bablusinging 2 дня назад +16

    ଓଡ଼ିଆ ଭାରି ବଢିଆ

  • @bhaktimusic2417
    @bhaktimusic2417 2 дня назад +7

    ମୁଁ ଓଡ଼ିଆ ମାଟିରେ ଜନ୍ମ ହୋଇଥିବା ରୁ ନିଜକୁ ବହୁତ ଗର୍ବିତ ଅନୁଭବ କରେ ଜୟ ଜଗନ୍ନାଥ ❤🙏

  • @arungouda9249
    @arungouda9249 2 дня назад +12

    ଜୟ ଜଗନ୍ନାଥ ମାତ୍ରୁ ଭୂମି ମତ୍ରୁ ଭାଷା

  • @tarunsen6391
    @tarunsen6391 2 дня назад +7

    ଆମ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର indian Bank ଜଣେ ମହିଳା ହିସାବରକ୍ଷକ ଜମାରୁ ଓଡିଆ ଜଣାନାହିଁ .ତେଲୁଗୁରେ ହିଁ କଥାବର୍ତ୍ତା ହେଉଛି ସେଠିକାର ଗ୍ରାହକ ନଥିବା ଅସୁବିଧା ଭୋଗୁ ଛନ୍ତି .ପ୍ରଶାସନ ସେଥିପ୍ରତି ଧ୍ୟାନ ଦେଉ

  • @Etidz_corn
    @Etidz_corn 2 дня назад +5

    ଏ ହା ଦରକାର ଥିଲା . ମୁ ଓଡ଼ିଆ ବୋଲି ଗର୍ବିତ ✨💪 ଜୟ ଜଗନ୍ନାଥ ❤

  • @SILAVLOGS
    @SILAVLOGS 2 дня назад +4

    ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ

  • @babunamallick5594
    @babunamallick5594 2 дня назад +7

    ବୋହୁତ୍ ଭଲ ପଦକ୍ଷେପ ଆମେ ଓଡ଼ିଶାରେ ଆମେ ଓଡ଼ିଆ ରେ ପଢିବା ଓଡ଼ିଆ ରେ ଲେଖିବା ୟା ଠୁ ବଡ଼ ଆଉ କଣ ହୋଇପାରେ

  • @ashokpradhan5497
    @ashokpradhan5497 2 дня назад +11

    ବହୁତ ଖୁସି

  • @priyabratmohanty4969
    @priyabratmohanty4969 2 дня назад +9

    ଆମର ଏମିତିକା ସରକାର ଦରକାର

  • @lokanathmaharana8842
    @lokanathmaharana8842 2 дня назад +4

    ସ୍ଵାଗତ ଯୋଗ୍ୟ ବିଚାର ଆମେ ଓଡ଼ିଆ ଭାରି ବଢିଆ

  • @ashis445
    @ashis445 2 дня назад +3

    ବହୁତ୍ ଭଲ୍ କଥା ଆମର ଓଡିଶା ରେ ଓଡ଼ିଆ କେ କିଛି ସମ୍ମାନ ମିଲବାର କଥା ଆଉ ସମ୍ବଲପୁରୀ ସାନ୍ତାଳୀ କୋରାପୁଟିଆ କନ୍ଧରିଆ କୁ ଭି ସେତିକି ହିଁ ସମ୍ମାନ ଦେବା କଥା ଓଡ଼ିଶା କୁ ଏକତ୍ରିତ ରଖିବା ପାଇଁ ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ

  • @Jsjjjjjjskkj187
    @Jsjjjjjjskkj187 2 дня назад +1

    ବହୁତ ସୁନ୍ଦର କଥା ଏମିତି ହେଲେ ଆମ ଓଡ଼ିଶାର ମାନ ବଢିବ

  • @chandrasekharbhoi7404
    @chandrasekharbhoi7404 2 дня назад +9

    ବହୁତ୍ ଭଲ

  • @Urff19
    @Urff19 2 дня назад +15

    ଶୁଣିକି ବହୁତ ଖୁସି ଲାଗିଲା

  • @niharranjannath3911
    @niharranjannath3911 2 дня назад +8

    ଓଡ଼ିଆ ରେ ପରିକ୍ଷା ହେଲେ ଭଲ ହେବେ

  • @rinaraniroutaray7596
    @rinaraniroutaray7596 2 дня назад +2

    ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି. ନମସ୍ତେ ମୁଖ୍ୟମନ୍ତ୍ରୀ. ଅଶେଷ ଅଶେଷ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • @AnilMishra-ii8rc
    @AnilMishra-ii8rc 2 дня назад +7

    ମୁଁ ଓଡିଆ ଆମ ଭାଷା ଓଡିଆ 🙏🙏

  • @UmeedAnanda
    @UmeedAnanda 2 дня назад +6

    ଭଲ ନିଷ୍ପତି ❤❤❤❤

  • @rinaraniroutaray7596
    @rinaraniroutaray7596 2 дня назад +4

    ମହା ବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ମାନଙ୍କର କେବଳ English ବହି English ରେ ହେଉ. ସମସ୍ତ ବିଷୟ ଓଡ଼ିଆ ଭାଷା ରେ ହିଁ ହେଉ .ଯେମିତି କି physics, chemistry, math,Botany, zoology, since ସବୁ କିଛି

  • @sanjayanaik5483
    @sanjayanaik5483 2 дня назад +9

    ବହୁତ ଭଲ ବିଚାର ଏହା

  • @shradhanjalipadhy3824
    @shradhanjalipadhy3824 2 дня назад +6

    ଏହା ଯଥା ଶୀଘ୍ର କାର୍ଯ୍ୟକାରୀ ହେବ ଉଚିତ

  • @subashbehera4447
    @subashbehera4447 2 дня назад +15

    ପ୍ରଶାସନିକ ପରୀକ୍ଷା ର interview ଓଡ଼ିଆ ରେ ହେଏ ଦରକାର 👍🏻ନ କଣ ଭାଇ ମାନେ ❓❓

    • @golakhansdah2045
      @golakhansdah2045 2 дня назад

      Odia re hebo

    • @BenevolentPatriot
      @BenevolentPatriot 2 дня назад +1

      ଆଗରୁ ହଉଛି ଆଉ ତମେ ସେ ବିରାଡି ବୈଷ୍ଣବ ହୁଅନି
      କାରଣ ଅଳ୍ପ ବିଦ୍ୟା ଭୟଙ୍କରୀ

    • @BenevolentPatriot
      @BenevolentPatriot 2 дня назад

      @@subashbehera4447 ଆରେ interview ba ଓଡିଆ ରେ ହଉଛି opsc ର ବୁଝି ପାରୁନ କି???

    • @subashbehera4447
      @subashbehera4447 Час назад

      @@BenevolentPatriot apana 1st sanmana daba sikhantu ta pare jaha kahibe
      Apana nkara chinha jana kehi nuhen mu ta pare puni tu kahuchanti
      Ea tk extra hei jauchi bujhile ki
      Aree jie sanmana daba sikhini se ki katha kahiba chii

    • @BenevolentPatriot
      @BenevolentPatriot Час назад

      @@subashbehera4447 ନାଁ ଭାଇ ସେଇଟା ତ ମୋର typing mistake ମୁଁ ଏବେ ସେଇଟା ଦେଖିକି ଆପଣଙ୍କ ପାଖେ କ୍ଷମା ମାଗୁଛି କିନ୍ତୁ ଆପଣ ଯାହା ନଜାଣି ଲୋକ ଙ୍କ ଆଗରେ ପ୍ରକାଶ କରୁଛନ୍ତି ସେଇଟା ଠିକ୍ କି???

  • @pramodkumarpradhan360
    @pramodkumarpradhan360 2 дня назад +6

    ବହୁତ ଭଲ ହେଲା

  • @LokeshChandraRana-vo4ei
    @LokeshChandraRana-vo4ei 2 дня назад +10

    Very good 👍

  • @sanusing2134
    @sanusing2134 2 дня назад +2

    ବହୁତ୍ ଭଲ ହେବ

  • @keshabadharua8603
    @keshabadharua8603 2 дня назад +5

    ଆମ ଓଡିଆ ଭାରି ବଢିଆ

  • @OdiyaAllvideosrzz
    @OdiyaAllvideosrzz 2 дня назад +2

    ଭଲ କଥା ବହୁତ ଭଲ

  • @user-tz7rx1fs4i
    @user-tz7rx1fs4i 2 дня назад +3

    ଆଜି ସାରା ଓଡ଼ିଶା ଗର୍ବିତ...

  • @user-wo3rn5ot2r
    @user-wo3rn5ot2r 2 дня назад +7

    ଜୟ ଜଗନ୍ନାଥ 🙏🙏

  • @DamdharDamodar
    @DamdharDamodar 2 дня назад +4

    ହଁ ସାର୍ ଆପଣ ଠିକ୍ କହୁଛନ୍ତି।

  • @SupriyaBhuian
    @SupriyaBhuian 2 дня назад +8

    I am very happy

  • @yes4323
    @yes4323 День назад +1

    ଉଚ୍ଚ ପ୍ରଶଂସନୀୟ ପଦକ୍ଷେପ । ଆଜିକାଲି ର ବାପାମା ମାନଙ୍କୁ ଗୋଟେ ବଡ଼ ଶିକ୍ଷା।।।ସେମାନେ ତାଙ୍କ ପିଲାମାନଙ୍କୁ ମାତୃଭାଷା ରେ କଥା କହିବା,ପଢ଼ିବା ଏବଂ ଲେଖିବା ବଧ୍ୟତା ମୂଳକ ଶିକ୍ଷା କରେଇବେ।।। ଜୟ ଜଗନ୍ନାଥ 🙏

  • @AmusedJapaneseMaples-rl1sv
    @AmusedJapaneseMaples-rl1sv 2 дня назад

    ଧନ୍ୟବାଦ ମୋହନ ସରକାର ଆମେ ଓଡ଼ିଆ ଭାରି ବଢିଆ😊😊😊

  • @lilianaik5756
    @lilianaik5756 2 дня назад +1

    ଏହି କାମ ଆମକୁ ଖୁସି ଲାଗିଲା 🙏

  • @StudyHub36
    @StudyHub36 2 дня назад +3

    ମୁଁ ଓଡ଼ିଆ ଭାଷା କୁ ଗୁରୁତ୍ୱ ଦଉଛି ହେଲେ ଯିଏ ବାହାରେ higher studies କରିବାକୁ ଚାହିଁବ ତବେ ସିଏ କଣ କରିବ । ଓଡ଼ିଆ ସାହତ୍ୟ ସହିତ English au Hindi ବି ଦରକାର। ଏବେ ତ ଚାକିରି କରିବାର ଅବସ୍ଥା ତ ଦେଖାଯାଉନି ଖାଲି frud ଆଉ ଯଦି English and Hindi ନ ଜାଣିବା ତେବେ ଆମର knowledge explore kariba so ..... Here it's all about students carrer which decision govt. Will take i hope it's helpful for everyone...❤

  • @bablusinging
    @bablusinging 2 дня назад +5

    ମୁଖ୍ୟମନ୍ତ୍ରୀ ହେଇ ଭଲ କାମ କରୁଛନ୍ତି

  • @lilianaik5756
    @lilianaik5756 2 дня назад +3

    ଏଇଟା ଗୋଟିଏ ଭଲ କାମ କରିଛନ୍ତି 🙏👌

  • @JayakrushnaHerna
    @JayakrushnaHerna 2 дня назад +2

    ବହୁତ ଖୁସି ଲାଗିଲା

  • @user-df4il9yv7p
    @user-df4il9yv7p 2 дня назад +6

    I proud of my odiasa

  • @d.fashion2500
    @d.fashion2500 2 дня назад +2

    ଭଲ ନିଷ୍ପତି ।।।

  • @abhimanyutaria6259
    @abhimanyutaria6259 2 дня назад

    ଧନ୍ୟବାଦ ଆମେ ଓଡ଼ିଆ ଭାରି ବଢିଆ 😍😍

  • @user-fv3xj1cs2h
    @user-fv3xj1cs2h 2 дня назад +3

    ଆମେ ଓଡ଼ିଆ ଭାରି ଵଢିଆ

  • @barshasahu3603
    @barshasahu3603 День назад

    ବହୁତ୍ ଖୁସି ଲାଗିଲା ମୋ ପିଲା ଦିନ ର ସ୍ବପ୍ନ ସାକାର ହୋଇଗଲା

  • @y_50
    @y_50 5 часов назад

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏

  • @rockjitstar5551
    @rockjitstar5551 День назад

    ବୋହୁତ ଭଲ କଥା ,ଜୟ ଭାରତ ,ଜୟ ଓଡ଼ିଶା ।

  • @TapaswiniNahak
    @TapaswiniNahak День назад +1

    ସମୟ ଥିଲା ଯେଉଁଦିନ ଓଡ଼ିଆ ଲୋକ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ ଆନ୍ଦୋଳନ ଆଉ ବହୁତ ବଡ଼ ପଦକ୍ଷେପ ନେଉଥିଲେ ତାହେଲେ ଆଜି କାହିଁକି ଓଡ଼ିଆ ଲୋକ ଚୁପ୍ ଯେବେ କି ଆମ ଭାଷା ଆମ ଗୌରବ ନଷ୍ଟ ହେବାକୁ ବସିଛି, ଧନ୍ୟବାଦ୍ ଆମର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝି ଙ୍କୁ

  • @bcharanadas9086
    @bcharanadas9086 2 дня назад +2

    Bahut badhia padakhepa

  • @SubashGahan
    @SubashGahan 2 дня назад

    ବହୁତ ସୁନ୍ଦର କଥା ନମ୍ୱର୍ ୱାନ୍ ମୁସ୍ଖମନ୍ତ୍ରି

  • @sbbd717
    @sbbd717 2 дня назад +2

    , ସବୁ ଜାଗାରେ ଓଡ଼ିଆ ହେଉ

  • @gkforall7131
    @gkforall7131 4 часа назад +1

    Superb

  • @krishnaranidigal2858
    @krishnaranidigal2858 День назад

    ଧନ୍ୟବାଦ୍ ଆମ ନୂଆ ମୂଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ୍ ମାଝୀ ସାର୍ .....🙏🙏🙏

  • @jyotijilu9020
    @jyotijilu9020 2 дня назад +3

    ବନ୍ଦେ ଉତ୍କଳ ଜନନୀ .......

  • @asisdash4466
    @asisdash4466 2 дня назад +6

    ଓଡ଼ିଆ ଭାବରେ ମୁଁ ଆଜି ଗର୍ବିତ !!

  • @arunakumarkata6903
    @arunakumarkata6903 2 дня назад

    ବହୁତ ସୁନ୍ଦର ହେବ ଧନ୍ୟବାଦ ମୋହନ ବାବୁ

  • @MisGita-fg1oj
    @MisGita-fg1oj 2 дня назад +2

    Jai mohan sir Jai odisha Jai jagannath 🙏❤❤❤❤🎉🎉🎉

  • @kalyanipanda1413
    @kalyanipanda1413 2 дня назад

    Bhaut dhanybaad sir 🙏🙏janiki Khusilagila

  • @RudraPrashad-1234
    @RudraPrashad-1234 2 дня назад +1

    Bahut bhala emiti hni kichi hebara thila ❤ odia
    heuchi amara matru vasa❤️❤️

  • @RohitNandanNaik
    @RohitNandanNaik 2 дня назад +1

    ବହୁତ ଭଲ❤❤❤❤

  • @GaneshMahakud-hm5fc
    @GaneshMahakud-hm5fc 2 дня назад

    ବହୁତ ବଢିଆ ଧନ୍ୟବାଦ ସାର୍❤

  • @lalbahadurbhoi7853
    @lalbahadurbhoi7853 2 дня назад +5

    Odia bhasa re all exam hele aama odia Mane IAS &OAS hei paribe

  • @SantoshMandal-gu6mm
    @SantoshMandal-gu6mm 22 часа назад

    ଧନ୍ୟବାଦ ସାର୍

  • @prabhasinikanhar7553
    @prabhasinikanhar7553 2 дня назад

    ବହୁତ ବହୁତ ଧନ୍ୟବାଦ୍ sir 🙏

  • @kailashsahoo1092
    @kailashsahoo1092 2 дня назад

    Bahut bahut dhanyawad

  • @achyutanayak8427
    @achyutanayak8427 2 дня назад

    ଅତି ସୁନ୍ଦର ନିଷ୍ପତ୍ତି ❤

  • @Celebrity_Piccss
    @Celebrity_Piccss 2 дня назад +7

    Mu odia honours re +3 padhuchi

    • @Ranjan_Mohanty
      @Ranjan_Mohanty 2 дня назад +4

      ଭୁଲ ହେଇ ଗଲା , + ୩ ରେ ତମେ ଓଡ଼ିଆ ଅନର୍ସ ପଢୁଛ l

  • @chinmayeesethi5230
    @chinmayeesethi5230 16 часов назад

    ବହୁତ ସୁନ୍ଦର

  • @nalindas6625
    @nalindas6625 2 дня назад +1

    ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା....❤❤❤ ସତରେ ଆମ ମୂଖ୍ୟମନ୍ତ୍ରୀ ଜଣେ ୨୪ କ୍ୟାରେ ଡ୍ ଓଡ଼ିଆ ର ପ୍ରତୀକ.... ଜୟ ଓଡ଼ିଆ ଜୟ ଓଡ଼ିଶା ❤❤❤❤❤

  • @bilasinibhatara610
    @bilasinibhatara610 2 дня назад +1

    ବହୁତ ଭଲ ❤❤

  • @MadhumitaLinu
    @MadhumitaLinu 22 часа назад +2

    Mu bbsr ra rashulgarh re thiba sahi export pvt.ltd ku job pani interview debaku jae thili, kama b sikhichi, theory and practical re pass kali but Hindi re sir nka saha Katha hei parilini boli mate reject Kari dele. Mate sedina bahut kharap lagi thila... Odisha re hindi pani b reject Kari dau chanty. First kahile freeder post re rakhibe boli tk pare puni kahile tame Hindi re Katha hei paruna meeting re kemiti mo saha Katha haba, amiti re company agaku jae paribani.

  • @studentjagdish3802
    @studentjagdish3802 2 дня назад

    Bohut khusi lagila 🥰👍🆗

  • @gopalofficial3384
    @gopalofficial3384 2 дня назад +4

    ଓଡ଼ିଆ ପଢ଼ିଲେ ଓଡିଶା ରେ କାମ କରିବେ ହେଲେ ଓଡ଼ିଶା ରେ କାମ କାହିଁ,ବାହାର କୁ ଦାଦନ୍ କରିବାକୁ ଯାଉଥିବା ଲେକ ଓଡିଆ କହିଲେ ମାଡ଼ ଖାଇବେ, ପ୍ରଥମ୍ ନିଯୁତ୍ ଅଣ
    ଖାଲି ଓଡ଼ିଆ ପଢ଼ି ଲେ -------- ହେବ 😡😡😡😡😡

  • @ratnakardey1985
    @ratnakardey1985 15 часов назад

    ବହୁତୁ ବଡ଼ିଆ

  • @anastaciadakua6627
    @anastaciadakua6627 2 дня назад

    Thanku sir

  • @subhakantatripathy5488
    @subhakantatripathy5488 2 дня назад

    ବହୁତ ବଢିଆ ସାର୍