ଏଣିକି ଓଡ଼ିଆରେ ଡାକ୍ତରୀ ପାଠ | Odisha Medical Colleges To Teach MBBS Course In Odia Language| NEET

Поделиться
HTML-код
  • Опубликовано: 4 окт 2024
  • ଏଣିକି ଓଡ଼ିଆରେ ଡାକ୍ତରୀ ପାଠ | Odisha Medical Colleges To Teach MBBS Course In Odia Language| NEET
    BHUBANESWAR: Odisha govt on Thursday formed a 22-member committee to come out with a plan to provide medical education in Odia language. BJP has promised to provide technical education, including medical, in Odia language. "In view of the mandate to provide medical education in Odia language in the state, the committee will examine the matter, identify the essential course books for MBBS education required to be translated into Odia language and workout timelines and budget requirement for undertak official order of the health and family welfare department.
    #mbbs #neet #medicalstudents #medicalstudies #odialanguage #mohanmajhi #cmmohanmjahi #bhubaneswar #odishaassembly
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии • 175

  • @santoshbehera1687
    @santoshbehera1687 3 месяца назад +41

    ସରକାର ପାଗଳ ହୋଇଗଲେଣି

  • @Sahityapanda
    @Sahityapanda 3 месяца назад +10

    ଅତି ଖରାପ୍ ଦିଶିଯନ୍

  • @chakradharofficial6837
    @chakradharofficial6837 3 месяца назад +16

    ମୁର୍ଖ ମନ୍ତ୍ରୀ ର ମୁର୍ଖ ବୁଦ୍ଧି

    • @drvicky1729
      @drvicky1729 3 месяца назад

      @@chakradharofficial6837 exactly

  • @sreekannta
    @sreekannta 3 месяца назад +14

    ପ୍ରତ୍ୟେକ ବିଷୟକୁ ବିଚାର କରି ବସିପଡିଲେ ଆମକୁ କିଛି ସକାରାତ୍ମକ ପ୍ରଭାବ ରହିଛି ଓ କିଛି ନକରାତ୍ମକ ପ୍ରଭାବ ରହିଛି। । ଅସ୍ମିତା ଅର୍ଥ ଏହା କେବେ ହୋଇପାରେ ନାହିଁ ଯେ ଆମେ ନିଜ ଭାଷା ନିଜ ସଂସ୍କୃତି ଉପରେ ହିଁ ଜ୍ଞାନକୁ ସୀମିତ ରଖି ଭବିଷ୍ୟତକୁ ଅନିଶ୍ଚିତତା ଦିଗକୁ ଏହା ରାସ୍ତା ପରିସ୍କାର କରିବା । ଆପଣଙ୍କ ଓଡ଼ିଆ ପ୍ରତି ରହିଥିବା ପ୍ରେମ ଭାବନାକୁ ଧନ୍ୟବାଦ ଜଣାଉଛି କିନ୍ତୁ ଆପଣଙ୍କର କାର୍ଯୟକ୍ରମଗୁଡ଼ିକ ଗୁଡ଼ିକ ଅତି ଲେମ୍ବୁ ଚିମ୍ପୁଡିଲେ ପିତା ଓଡ଼ିଆରେ ମେଡିକାଲ ସାଇନ୍ସ କୁ କେବେବି ଓଡ଼ିଆରେ ପଡିବ ପଢ଼ିବା , କିମ୍ବା ଲେଖିବା, ପଢ଼ାଇବା ସବୁକିଛି ଅସମ୍ଭବ ନହେଲେ ମଧ୍ୟ ଏହା ଉଚିତ୍ ପଦକ୍ଷେପ ନୁହେଁ ।

    • @ayashreerout6287
      @ayashreerout6287 3 месяца назад

      Thik kahichhanti

    • @ayashreerout6287
      @ayashreerout6287 3 месяца назад

      Amiti sabu kale odisha pragati heba badalare
      Samaste odisha re hin rahijibe kehi b nijara dakhyata gyana kousala odisha ku chhadidele au anya kounshi jagare sova paibani
      ATI lembu chipidile pita
      Jadi amiti Katha tahale odisha re ahuri adhika medical kholu au adhika

    • @pranatijena7665
      @pranatijena7665 3 месяца назад

      @@sreekannta exactly

    • @santoshkumarpanda9968
      @santoshkumarpanda9968 3 месяца назад

      Bhai mane odia re lekha😂😂😂

    • @sayedakanizfatma380
      @sayedakanizfatma380 3 месяца назад

      ​@@ayashreerout6287bhala pila odisha chadi debe 😂😂

  • @sonersawnta7
    @sonersawnta7 3 месяца назад +8

    MBBS is quite different then college textbook....to design in odia....

  • @dibyaranjanpradhan4873
    @dibyaranjanpradhan4873 3 месяца назад +1

    Well explained by Dr Rath as well as Dr Chaudhary..... Thank u so much sir

  • @timepasscreative6794
    @timepasscreative6794 3 месяца назад +7

    ଆରେ ଭାଈ ଓଡ଼ିଆ ଆମ ଭାଷା ହେଲେ ଡାକ୍ତରୀ ପିଲା ଓଡ଼ିଆରେ ପଢ଼ିବେ ଏହା ଠିକ୍ ହେବନି ଭଲ କି ଚିନ୍ତା କରନ୍ତୁ

  • @AlokKumarParida-xk5he
    @AlokKumarParida-xk5he 3 месяца назад +10

    ଧନ୍ଯବାଦ ନୂତନ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି। ଆପଣ ହିଁ ଓଡ଼ିଶାର ଗୌରବ ଓ ଉତ୍ତମ ମାନବ ।
    କଥାରେ ଅଛି "ଉଚ୍ଚ ହେବା ପାଇଁ ଯେବେ କର ତୁମେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା"।

  • @Ajit753
    @Ajit753 3 месяца назад +10

    That's why never make poor/un educated people to CM.....

  • @BalaNag-o2p
    @BalaNag-o2p 3 месяца назад +16

    Mohana majhi bhabuchi mu.jaha kale loka pasand.karibe
    Mohan ku.hatao odisa banchao

  • @tulubiswal4216
    @tulubiswal4216 3 месяца назад +17

    ଓଡିଶାର ସବୁଡକ୍ଟର ଚା ପକୁଡି ବିକିବ ଏଥର 😂😂😂

  • @GaganSamantaray-kl2cp
    @GaganSamantaray-kl2cp 3 месяца назад +11

    It is impossible to translate this vast course.wrong decision of govt.

  • @PRAKASHMOHANTY-x1x
    @PRAKASHMOHANTY-x1x 3 месяца назад +1

    ଓଡ଼ିଆରେ ଡାକ୍ତରୀ ପାଠ ପଢିବାରେ ବହୁତ ଅସୁବିଧା ସୃଷ୍ଟି ହେବ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ।

  • @ranajitjena4668
    @ranajitjena4668 3 месяца назад +4

    ଯୋଉ ମାନେ ଗାଲୁଆ ନେତା ସେହିମାନେ କେବଳ ଏହିଭଳି ଗାଲୁଆମୀ ବକ୍ତବ୍ୟ ଦିଅନ୍ତି ଯାହା ଅସମ୍ଭବ ମେଡିକାଲ ପାଠ୍ୟକ୍ରମରେ

  • @diptilalpanigrahi6583
    @diptilalpanigrahi6583 3 месяца назад +8

    ପ୍ରଥମେ ଓଡ଼ିଶାରେ ସମସ୍ତ ପ୍ରକାର ଔଷଧ ତିଆରି କରାଯାଉ,ଔଷଧ ର ନାମ ଓଡ଼ିଆରେ ଲେଖିବା ହେଲେ ସିନା ଚଲିବା କିନ୍ତୁ ବାହାର ରାଜ୍ୟ ର ତିଆରି ଔଷଧ ଓଡ଼ିଆରେ ଲେଖା ଯିବା କି,?

  • @GaganSamantaray-kl2cp
    @GaganSamantaray-kl2cp 3 месяца назад +14

    MBBS doctors shouldn't study in odia language.

  • @Udaya_official_07
    @Udaya_official_07 3 месяца назад +7

    କାଉ ଅଧିକା ଚତୁର ବୋଲି ଗୁହ ଖାଏ. ଇଏ ସରକାର ସେମିତି ହଉଚି.

  • @cleardirect6673
    @cleardirect6673 3 месяца назад +9

    CM Sir, ଓଡ଼ିଶା ପିଲାଙ୍କ ଉପରେ ଟିକେ ଦୟା କରନ୍ତୁ। ମରିଯିବେ ସେମାନେ, ଏପରି ଭୁଲ୍ କରନ୍ତୁ ନାହିଁ।

    • @bkmanoj6057
      @bkmanoj6057 3 месяца назад

      Khub bhala heba

    • @Mdlook-k7g
      @Mdlook-k7g 3 месяца назад

      Kemiti marijibe...

    • @cleardirect6673
      @cleardirect6673 3 месяца назад

      @@Mdlook-k7g NEET debe english re, MBBS Odia re, ta pare PG English re.. bhabi paruchhanti to

    • @santoshbehera1687
      @santoshbehera1687 3 месяца назад

      @@cleardirect6673 ସେ ପାଠରେ ଧାରଣା ଥିଲେ ସିନା ଭଲ କଣ ହେବ କରିଥାଆନ୍ତେ। ସେଥିରେ ପରା ସେ ଗଣ୍ଡ ମୂର୍ଖ।

  • @santoshkumarpatra1870
    @santoshkumarpatra1870 3 месяца назад +4

    Don't play game with the future of the students

  • @udayalima9094
    @udayalima9094 3 месяца назад +4

    ଇଂରାଜୀ ମିଡିୟମ ପିଲାମାନେ ଡାକ୍ତର ମାନେ କେବେ ଶୁଣିବେ ନାହିଁ. ବଡ ବଡ ଅଫିସର୍ ବଡ ବଡ ନେତାମାନଙ୍କ ପିଲା ଓଡ଼ିଆ ବିଦ୍ୟାଳୟ ରେ ପଢ଼ୁ ନାହାଁନ୍ତି. ଏଣୁ ଏହା ଅସମ୍ଭବ.

    • @sayedakanizfatma380
      @sayedakanizfatma380 3 месяца назад

      odisha state board desha😢 swadhin hela pare kebe +2 sc ku odia re padhei nahi.sc odia re padhi ba very difficult besically biological terms.jia sc padhi nahi se sc bisaya re kana kahiba.yemiti kale jeun doctor achanti state chadi other states ko palai jibe.

  • @stiphannanda1121
    @stiphannanda1121 3 месяца назад +7

    Odisha re english subjects uthaediantu cm sir English school ku band karantu India history re apanak namarahiba😊😊😊😊😊

  • @prasantapattanaik862
    @prasantapattanaik862 3 месяца назад +3

    ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ହେଉ। କିନ୍ତୁ ବାକି ବାଳ ଧନ୍ଦା ପାଗଳ ଵିଚାର ବନ୍ଦ କର। କେତେକ ଇଂରାଜୀ ଶବ୍ଦ କହିବି ବିଜେପି ବାଲା ତାର ଓଡ଼ିଆ ଶବ୍ଦ କହି ପାରିବେ?

  • @Udaya_official_07
    @Udaya_official_07 3 месяца назад +5

    ମୂର୍ଖମନ୍ତ୍ରୀ ପାଗଳ ହେଇଗଲେଣି. ଆଗ ମେଡ଼ିସିନ କମ୍ପାନୀ କୁ କୁହ ସିଏ ଆଗ ମେଡ଼ିସିନ ନାମ ଓଡ଼ିଆ ରେ ଲେଖିବେ ନହେଲେ ଜର ହେଇଥିଲେ ଡ଼କ୍ଟର କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେବେ.

  • @satyaswagat5537
    @satyaswagat5537 3 месяца назад +8

    Mindless decision..

  • @alekhajena3218
    @alekhajena3218 3 месяца назад +4

    No technical subject should be in any regional language. This is not going to be easy.

  • @santoshkumarpatra1870
    @santoshkumarpatra1870 3 месяца назад +2

    English is very important for the students

  • @mr.k.c.balltypevideo1862
    @mr.k.c.balltypevideo1862 3 месяца назад +1

    ଓଡ଼ିଶାର ଯେତେ ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମଧ୍ୟ ପ୍ରଶ୍ନ ପତ୍ର ଆସନ୍ତା ତେବେ ଆମବଲିଆ ଓଡିଆ ମାଧ୍ୟମିକ ପିଲା ମଧ୍ୟ ପରିକ୍ଷାରେ ଉପକୃତ ହୁଅନ୍ତା

  • @kuberbhoi4151
    @kuberbhoi4151 3 месяца назад +2

    ଓଡ଼ିଶାକୁ କିଛି ବର୍ଷ ତଳକୁ ନେଇ ଯିବ।

  • @praptiproduction9242
    @praptiproduction9242 3 месяца назад

    କେବଳ ଓଡ଼ିଶାରେ ଗୋଟିଏ ଦୁଇଟି ମେଡ଼ିକାଲ କଲେଜ ରେ ଓଡ଼ିଆ ଭାଷା ରହୁ ଓଡ଼ିଶା ଲୋକ ଙ୍କ ପାଇଁ।ଆଉ ସବୁ ମେଡ଼ିକାଲ କଲେଜରେ ଇଂରାଜୀ ରେ ପଢ଼ା ହେଉ । ଯେଉଁ ମାନେ ଓଡ଼ିଆ ପଢ଼ିବେ ଓଡ଼ିଶା ରେ ଚାକିରୀ ପାଇବେ।

  • @stiphannanda1121
    @stiphannanda1121 3 месяца назад +3

    It is very dangereous thinking

  • @keshabpati6127
    @keshabpati6127 3 месяца назад +4

    Oriya language re Doctor hele medicine odiyare lekhaheba ki? Sarkaar pagal heigaleni. Lake of experience what can they will do..

    • @Mdlook-k7g
      @Mdlook-k7g 3 месяца назад +1

      Tahele apanmane yanku vote dele knpain

    • @suryanarayan1
      @suryanarayan1 3 месяца назад

      ​@@Mdlook-k7gdo you think those who are opposing this have voted for them?
      Sad but true that our ministers are nothing but a bunch of crooks

  • @pradeepmuduli1766
    @pradeepmuduli1766 3 месяца назад +5

    Sir nka munda kama karuni

  • @kailashpanigrahi6705
    @kailashpanigrahi6705 3 месяца назад

    ଓଡ଼ିଆ ଲାଙ୍ଗୁଏଜରେ ବହି ପ୍ରକାଶ କରାଯାଉ। ଅପାତତଃ ଅନୁବାଦ ହେଉ , ଆମ ଓଡ଼ିଆ ଭାଷାରେ ଗ୍ରନ୍ଥ ଭଣ୍ଡାର ବୃଦ୍ଧି ପାଉ। ଯିଏ ଯେଉଁ ଭାଷାରେ ପଢ଼ୁ। ଶିକ୍ଷକମାନେ ଅନ୍ତତଃ କିଛି କିଛି ପୁସ୍ତକ ଅନୁବାଦ କରିବାକୁ ଚେଷ୍ଟିତ ହୁଅନ୍ତୁ।

  • @suryakantarana5811
    @suryakantarana5811 3 месяца назад +4

    Aaga pg syllabus ku ta odia re kara ta pare mbbs 😙

  • @smutirekhanayak8814
    @smutirekhanayak8814 3 месяца назад +1

    Dr Mahesh Rath right katha kahile

  • @lalitendubehera5357
    @lalitendubehera5357 3 месяца назад +7

    ମୋହନା, ଟିକେ କବି ସୂର୍ଯ୍ୟ ବଳଦେବ ରଥ ଙ୍କ ଜଗତେ କେବଳ କାବ୍ୟ ପଢ଼, ମାଷ୍ଟର କୁଆଡେ ହୋଇଥିଲୁ ଭୁଲିଯିବୁନି

  • @skmplanet9591
    @skmplanet9591 3 месяца назад +7

    Hey bhagaban e CM ku sadbudhi dio

  • @GaganSamantaray-kl2cp
    @GaganSamantaray-kl2cp 3 месяца назад +4

    Wrong decision of govt.

  • @anantanaik549
    @anantanaik549 3 месяца назад +1

    Nice

  • @laxmanbadamajhi168
    @laxmanbadamajhi168 3 месяца назад

    ମୋତେ ଲାଗୁଛି ଯୋଉ ପିଲା ଡାକ୍ତର ହେବାକୁ ଚାହୁଛି, ବାହାର ଦେଶ ଯାଇ ପାଠ ପଢିବା ଦରକାର

  • @saraswatipradhan1165
    @saraswatipradhan1165 3 месяца назад +1

    Good 👍👍👍👍

  • @DramakiDuniya-o8c
    @DramakiDuniya-o8c 3 месяца назад +3

    ଠିକ୍ କଥା 🎉 ଓଡ଼ିଆ କୁ ଗୁରୁତ୍ୱ ଦେବା ଦରକାର ❤

  • @gourapatra323
    @gourapatra323 3 месяца назад +1

    Odia re treatment heba WHO bi odia re sabu debe medicine.... AIIMS bbsr Re bi heba odia

  • @sunilkumarbarik2442
    @sunilkumarbarik2442 3 месяца назад +1

    Impossible for Medical science in odia

  • @ManojMohanty-e8o
    @ManojMohanty-e8o 3 месяца назад +3

    Mohan sarkar gote hope less govt.

  • @ramakantmahanta6994
    @ramakantmahanta6994 3 месяца назад

    କେତେ ନକରାତ୍ମକ ଓ ସାକାରାତ୍ମକ ପ୍ରଭାବ ପକାଇବ ସେ ବିଷୟରେଚ୍ ଚିନ୍ତା କରି ନିଷ୍ପତ୍ତି ନେବା ଉଚିତ୍ା ।
    ତାରବରିଆ କୌନସି ନିଷ୍ପତ୍ତି ନେବା ଉଚିତ ନୁହଁ ।

  • @gyanaranjan2686
    @gyanaranjan2686 3 месяца назад

    Dr Rath has explained nicely

  • @66666chandan
    @66666chandan 3 месяца назад +1

    Bahut badhia

  • @sanjibdalbehera8932
    @sanjibdalbehera8932 3 месяца назад +2

    Right ✅️ katha kahuchanti namaste 🙏

  • @mbbsprasanta_8346
    @mbbsprasanta_8346 2 месяца назад

    କେନ୍ଦୁ ଖିଆ ମୂର୍ଖ ମୁଖ୍ୟମନ୍ତ୍ରୀ କେମିତି ବୁଝିବ MBBS ରେ ଓଡ଼ିଆ ପୁରେଇଲେ କେତେ problems ହବ joke of the year 😂

  • @drvicky1729
    @drvicky1729 3 месяца назад +7

    Pagal cm

    • @KT.19842
      @KT.19842 3 месяца назад

      ଆରେ ବକା ଗଣ୍ଡ ତୁ କେଡେ ସିଆନ ଟା ରେ ଭକୁଡ଼ା

    • @drvicky1729
      @drvicky1729 3 месяца назад

      @@KT.19842 tu kie re fake id,, ganda 🤣🤣. Who r u 🤣🤣. Get lost

  • @rituparnan3964
    @rituparnan3964 3 месяца назад +1

    ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ

  • @beheraseema3026
    @beheraseema3026 3 месяца назад

    good 👍🏽👍🏽

  • @munamtpcl8940
    @munamtpcl8940 3 месяца назад

    Right

  • @pravatpatanaik8199
    @pravatpatanaik8199 3 месяца назад

    Unfortunate.... Our CM

  • @sitaramkumarpradhan842
    @sitaramkumarpradhan842 3 месяца назад +5

    NEET scam ku divert kariba pai

  • @gopalkrishnapattnaik5313
    @gopalkrishnapattnaik5313 3 месяца назад +2

    M.B.BS BOOKS & MEDICINES CAN BE WRITTEN IN ENGLISH LANGUAGE. ONLY.. TRANSLATION INTO OTHER LANGUAGES OF INDIA ARE NOT POSSIBLE. .. AYURVEDA BOOKS CAN BE TRANSLATED IN ODIYA.

  • @santoshkumarpatra1870
    @santoshkumarpatra1870 3 месяца назад

    Government should focus to both English medium and odia medium students

  • @saraswatipradhan1165
    @saraswatipradhan1165 3 месяца назад +1

    Hna

  • @dibyapattnaik6640
    @dibyapattnaik6640 3 месяца назад +3

    Odia re Haba nahin . . . . Medical Patha...

  • @hirosethi8929
    @hirosethi8929 3 месяца назад

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବା କହିଛନ୍ତି ଓଡ଼ିଆ ଅସ୍ମିତା କଥା,ଏବେ ଓଡ଼ିଆ ଅସ୍ମିତାକୁ ସରକାର ଗୁରୁତ୍ୱ ଦେଉଛନ୍ତି ।ତମର ଯଦି ଅସୁବିଧା ହଉଚି PM କୁ କହୁନ

  • @NITYANANDAMALLICK_111.
    @NITYANANDAMALLICK_111. 3 месяца назад +7

    Faltu Katha

  • @Omm-i4g
    @Omm-i4g 2 месяца назад

    Great odia ....bahre doctor hala dharibe

  • @ManojMohanty-e8o
    @ManojMohanty-e8o 3 месяца назад +1

    Medical. C h c re kete doctor posting kalani. Mohan babu. Purba sarkar nku kahuthila doctor nahanti hospital re doctor posting karuna. Barta man mohan babu kahileni 0dia re daktari patha pada heba kete bele kan kahuchanti tar kichi thikana nai. Kebal. High light heba pain mohan babu kauchanti

  • @santoshkumarpatra1870
    @santoshkumarpatra1870 3 месяца назад

    English medium will easy to compete in national level

  • @KrishnaJena-xx8up
    @KrishnaJena-xx8up 3 месяца назад

    Dekhare odisha basi.....

  • @puspabatidash9693
    @puspabatidash9693 3 месяца назад +1

    Au kehi doctor patho pathibeni

  • @sp8200
    @sp8200 3 месяца назад +3

    Vote paiin state will go to backward state

  • @suvendukumardash1976
    @suvendukumardash1976 3 месяца назад +1

    Good Step

  • @sunilsahu6687
    @sunilsahu6687 3 месяца назад +2

    Cm English Hindi jani nahanti

  • @AmilyaPradhan
    @AmilyaPradhan 3 месяца назад +1

    ବହୁତ ବଢିଆ ହେବ....

  • @RohitaSahu-if9qy
    @RohitaSahu-if9qy 3 месяца назад +2

    Thanks a lot of honorable our chief minister ❤❤

  • @s_jshorts3470
    @s_jshorts3470 3 месяца назад +1

    Alaga state pila na asiba darkar

  • @byomakeshmandal8337
    @byomakeshmandal8337 3 месяца назад

    Medical student should read in English language but they can follow odia book.

  • @binadas3165
    @binadas3165 3 месяца назад

    Medicine packet upare odiya Kan Lekha heba

  • @byomakeshmandal8337
    @byomakeshmandal8337 3 месяца назад

    Students should read in English but to know they can follow odia book.

  • @dibyapattnaik6640
    @dibyapattnaik6640 2 месяца назад

    Odia bhasa re bi medical patha, Engineering patha padhua sisu mandira re,,,

  • @sasmitabehera6476
    @sasmitabehera6476 3 месяца назад

    All india quota selection re out state students kemiti karibe? Wrong idea

  • @NarottamBehera-e6d
    @NarottamBehera-e6d 3 месяца назад

    ଆମକୁ ଓଡ଼ିଆ ଦରକାର , ଆମେ ଇଗିଲିସି ଆମକୁ ଜଣା ନାହିଁ ( ଆମେ ବାହାର ରାଜ୍ୟର ମେଡିକାଲରେ ନିଜ ଭାଷା ଲେଖୁଛନ୍ତି ) ଓଡ଼ିଆରେ ଲେଖା ଯାଉ ? ଜୟ ଜଗନ୍ନାଥ 🌹🙏 ଜୟ ଶ୍ରୀ ରାମ 🌹🙏

  • @sasmitabehera6476
    @sasmitabehera6476 3 месяца назад

    Odisha college re mbbs kariki jadi doctor AIIMS delhi re padhibaku chahinba se padhiparibani

  • @rukb86
    @rukb86 3 месяца назад

    Odia re padhibe docter hele jaha hue ...Medicine bhi Odia re lekha ..

  • @chandankumargiri5512
    @chandankumargiri5512 3 месяца назад

    Prescription kaunthira heba ?

  • @nishikantadash7878
    @nishikantadash7878 3 месяца назад

    Those who are emphasizing Odia Asmita are not true Odia lovers. As a fair proof, 99% of their children attend private schools and colleges, particularly English medium schools. Using the excuse of Odia Asmita, they should not jeopardize the future of our beloved Odia youth. Teaching science in the Odia language is a baseless endeavor. It is time for the government of Odisha to upgrade rural schools to CBSE schools, with Odia as a compulsory language. Subjects such as History, Geography, Science, and Mathematics should be taught in English instead of Odia. I personally request all citizens of our state to demand that the government upgrade Odia schools to CBSE curriculum schools so that our younger generations will be well-equipped to succeed in national and international competitions in the future. The government should make decisions by engaging in classrooms, not just in the Assembly Hall or Parliament.

  • @santoshkumarpatra1870
    @santoshkumarpatra1870 3 месяца назад

    This C.M has become mad

  • @KT.19842
    @KT.19842 3 месяца назад

    ଓଡ଼ିଶା ରେ କେତେ କେତେ ହସ୍ପିଟାଲ ରେ ପଦବୀ ଖାଲି ଅଛି ସେମାନେ ବାହାରକୁ ଯାଉଛନ୍ତି। ଓଡ଼ିଶା ରେ ପଢ଼ ଆଉ ଓଡ଼ିଶା ରେ କାମ କର

  • @pravatpatanaik8199
    @pravatpatanaik8199 3 месяца назад

    Sir, +2science ru M. Sc ku odia re karantu

  • @dibyapattnaik6640
    @dibyapattnaik6640 2 месяца назад

    Bahi Anubada hue ki .... ... Copy right nahin ki....... Anu bada committee basei ki kichi mal khai dia......

  • @MinzPratap
    @MinzPratap 3 месяца назад

    This is not a good idea if it is a good idea then why government allows people others state to settle in odisha , this is something bad decision

  • @sayedakanizfatma380
    @sayedakanizfatma380 3 месяца назад

    English doctor ku sina jana but....

  • @pranatijena7665
    @pranatijena7665 3 месяца назад +1

    Bilkul nuhe

  • @drbandanasoren
    @drbandanasoren 3 месяца назад

    Akhara Modisarkar odishare Ayush doctor kariba sabu allopathy doctor kariba
    Mohan babu sesare Murkha doctor baneba

  • @snm842
    @snm842 3 месяца назад +1

    Medicine bodhe sabu odia re asuchi nunha😂😂😂😂

  • @sanjibdalbehera8932
    @sanjibdalbehera8932 3 месяца назад

    Sahara tanka ta deie deaa ho Modi sir please aame gareba loka namaste

  • @RojalinNayak-qr1xe
    @RojalinNayak-qr1xe 3 месяца назад

    Bahare kichi kariparibeni

  • @iamjD2.0
    @iamjD2.0 3 месяца назад

    Samaya au artha nasta

  • @RP__Remix
    @RP__Remix 3 месяца назад

    Odia pilanka pai pg madya odia re kara jau +3anars madya odia re hau .

  • @lorswain123
    @lorswain123 3 месяца назад +2

    Mukhya mantri padhinahanti boli kn samastanku murkha kariba ....saram kara

  • @Raw_Adventures
    @Raw_Adventures 3 месяца назад

    WHO ra guide line read kariparibe ta?

  • @sayedakanizfatma380
    @sayedakanizfatma380 3 месяца назад

    +2 sc ku odia yare padha jau.

  • @CHINMAYASAHU143
    @CHINMAYASAHU143 3 месяца назад

    Tahele +2 science odiare kara