ଘୋଟି ଆସିଲାଣି ଅନ୍ଧାର ରଖ ଜଗନ୍ନାଥ Ghoti Asilani Andhara Rakha Jagannatha - Siba Nana(Shiva Prasad Dash
HTML-код
- Опубликовано: 21 окт 2024
- Song : Ghoti Asilani Andhara Rakha Jagannatha
-------------------
Create Your Reels Here :-
-------------------
Singer : Siba Nana (Shiva Prasad Dash)
Lyrics : Siba Nana(Shiba Prasad Dash)
Music Director : Shiba Prasad Dash
Album : Ghoti Asilani Andhara Rakha Jagannatha
Album No : SM - 5152
Musician : Suresh,Pintu,Sanjaya,Niranjan,Sabira
Music Label : Sidharth Music
Producer : Sitaram Agrawal & Namita Agrawal
--------------------------
ଭଜନ ସମାରୋହ ରେ ଶିବ ନନାଙ୍କୁ ନେବା ପାଇଁ ଚାହୁଁ ଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ : 7008310559
-------------------------------
#sibananabhaja #sibanana #sidharthbhakti #sidharthtv #sidharthmusic #sitaramagrawal #namitaagrawal #jayjagannath
Rakhibe ..jaha. Bhul karicha ...taanka sarana re jai pada ..sabu thik heijiba ....❤❤❤❤❤❤❤️❤️❤️❤️❤️❤️
🙏🙏🙏🙏
Jai jagannath 🙏🙏🙏
ସୁନ୍ଦର କଣ୍ଠ ସୁନ୍ଦର ଭଜନ ଗୀତ ସତ୍ୟ ଘଟଣା ଧନ୍ୟବାଦ 🙏🙏🙏
ଶିବ ନନା ଗାଇବା ଦିନଠାରୁ ସତ କହୁଛି ଆଉ କାହା ଭଜନ ହେତେ ଭଲ ଲାଗୁନି
Ea song jete sunile bi mana karuchi auu thare suni Baku Jay jaggnath 😊
ହୃଦୟସ୍ପର୍ଶୀ ଆଜ୍ଞା 🥰🙏 ମହାପ୍ରଭୁ ସମସ୍ତଙ୍କ ର ମଙ୍ଗଳ କରନ୍ତୁ ❤️🙏 ଆପଣଙ୍କ କଣ୍ଠ ରେ ସ୍ୱୟଂ ମା ସରସ୍ଵତୀ ବିରାଜମାନ ଅଛନ୍ତି ନନା ❤️❤️
Jai jagannath pravu
Very nice 🎵 🎶 🎵 songs.namaste 😮😮pranam ❤❤🎉🎉😮😮namaste 😊 🙏 😊 gm...
Dhanya tume Siba Nana ta, Tumaku kehi paribeni ta
Jay jagannath
Jay Jagannath 🙏🙏
ଜଗନ୍ନାଥଙ୍କର ଆଶୀର୍ବାଦରୁ ସିଵ ନନାଙ୍କର ସୁମଧୁର କଣ୍ଠରୁ ପ୍ରଭୁଙ୍କର ଭଜନଟି ଶୁଣି ମନକୁ ଶାନ୍ତି ମିଳିଗଲା, ଜୟ ଜଗନ୍ନାଥ 🙏🙏🙏
2:20 2:22
@@lilybehera3915❤❤❤❤❤
Jay jagannatha Swami 🙏🙏🙏
Kiti koti pranam
Trahimam trahimam mahaprabhu 😭😭😭
Super beautiful presentation very nice best voice best lyrics best music thanks from RUKMINI PRODUCTION Bijaya kumar Mishra Gitikar Puri Jai jagannath jai
Jay Jagannath Swami Nayan patha glami Bha ba tume
ଜୟ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ଖୁବ୍ ମନୋହର ଭଜନ 😮🎉
Hey jagannatha humko raksha karo
Jay jagnatha
Hey prabhu
He prabhu jay jagannath Prabhu achhanti nada maha prabhu 🙏🙏🙏
Siba.nana.tumaku.mora.mudhaniyabada
ଅତି ସୁନ୍ଦର
ଚମତ୍କାର..
Wonderful...
Excellent 👍......
जय जगन्नाथ.......
ହେ ମହାପ୍ରଭୁ 🙏 ଯଥାଶୀଘ୍ର କଳ୍କୀ ଅବତାର ଧାରଣ କରି ସବୁ କିଛି ଧ୍ଵଂସ କରିଦିଅ। ଧରଣୀ ମା' ଆଉ ଏ ଘୋର ପାପ ସହ୍ୟ କରି ପାରୁନି🥺🙏 ଅନ୍ୟାୟ ଅତ୍ୟାଚାର ସବୁ କିଛି ବଢ଼ି ଚାଲିଛି 😢। ମାଳିକା ବଚନ ସତ୍ୟ ହେଇଯାଉ 🙏 ତ୍ରାହି ଅଚ୍ୟୁତ 🙏ଜୟ ଶ୍ରୀ ଜଗନ୍ନାଥ
Nice line ...bahut bhala gita te .and jiye lekhchi bahut mind taankar❤❤❤❤🙏🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
Heart touching video 🙏🙏🙏🙏❤️❤️♥️❤️❣️❣️❣️👌👌A Gita sunile akhiru luha asi jauchi
Jay Jagannath 🙏🙏🙏
ଭଗବାନ୍ ଜଗନ୍ନାଥ ଏ ମଣିଷକୁ ସଦ୍ ବୁଦ୍ଦି ଦଅନ୍ତୁ ପ୍ରଭୁ, କିଛି ମନ୍ଦ ମଣଷପାଇଁ ତୁମର ସୁନ୍ଦର ସୃଷ୍ଟି ବୁଡିନଯାଉ ଭଗବାନ୍ ।ଜୟ ଜଗନ୍ନାଥ --
Rrabhu nkara Jaya Hey🙏🙏🙏🙏🙏🙏🙏🙏🙏🙏🙏🙏
Excellent voice. Jai jaganath 👏 🙏
ଜୟ ମୋ ମାତୃଭାଷା
ଶିବ ନନା ଏବଂ ଶ୍ରୀ ଚରଣ ମହାନ୍ତି ଙ୍କର ଭଜନ ସବୁଠାରୁ ହୃଦୟସ୍ପର୍ଶି ଭଜନ ବହୁତ ଗର୍ବ ଲାଗୁଛି ଏହି ଦୁଇ ସିଙ୍ଗର ଙ୍କ ପାଇଁ ଜୟ ଜଗନ୍ନାଥ ❤
Malik 🙏
ଏହି ଗୀତଟି ଅଷର ଅଷରେ ସତ 🥺🥺🙏🏻🙏🏻
Ok
Thik katha bhai
Jay,jagannath
Very very beautiful 😍❤️
So beautiful
jay🚩☘️ shree🌴🚩 guru☘️🚩 dev🚩☘️
jay ☘️🚩shree ☘️🚩panchasakha☘️🚩
jay 🚩☘️shree☘️🚩 hanuman☘️🚩
jay 🚩☘️shree☘️🚩 jagannath☘️🚩
ମହା ପ୍ରଭୁ 🙏
Ae sing ku satyajeet Bhai nku deo se hit karedebe
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
Super lyrics and Music super singing
Nana Pranam 🙏.
Please response my request.
Narayana nka temple re paraba pratistha pai apananka saha Kemiti contact heipariba please reply
Really heart touching song who is having heart. Jai jaganath 👏 🙏
06
ର୍ୟ୍ତ୍ଗ୍ଗ୍ଫ୍ଗ୍ୟ୍ତ୍😮😢🎉❤😂🎉
Jaijaganathsong
ବହୁତ ସୁନ୍ଦର ଓ ହୃଦୟସ୍ଵଶର୍ଶୀ ଗୀତ, ଜନମାନସରେ ତୁମ ମାନଙ୍କର ଖ୍ୟାତି ବଢୁ
Bhahuta sundara
Jay Jagannath swamy.
Jay jaganath swami ❤
Radhe Radhe ❤ guru ji 🙏❤️🙏🙏🙏🚩🙏🙏🙏🚩🙏🙏🙏🚩🙏🙏🙏
Really, it was soulful heart touching devotional jagannath bhajan. Shiba nana is a versatile singer. Jay Jagannath swami nayan path gami bhava tu me.
Namaste Nana buuthu Sundar vajan jay jaganatha
Heart touching voice of siba nana❤❤❤🙏🙏🙏👍👍👍 ଜୟ ଜଗନ୍ନାଥ
B
@@jhakmarsale226pp
ନାହିଁ 🌴🚩ବେସି🚩🌴 ବେଳ 🚩🌱ଆଉଲୋ 🚩🌱ବୋଉଳ🚩🌱 ନିକଟେ 🌱🚩ହୋଇବ 🚩🌱ଦେଖା🚩🌱 ପଞ୍ଚସଖା 🚩🌱ସଖା 🚩🌿ମାନେ 🌿🚩କହି🚩🌿 ଜାଇ🚩🌿 ଛନ୍ତି 🌿🌱ପୂରାଣ 🚩🌿ରେ 🚩🌿ଅଛି 🌿🚩ଲେଖା 🚩🌿ଜୟ 🚩🌿ଜଗନ୍ନାଥ 🚩🌿ତ୍ରାହି🌿🚩 ଶ୍ରୀ 🚩🌿ଅଚ୍ୟୁତ 🚩🌿🙏🙏🙏
❤❤
ଜୟ ମାଁ ତାରା ତାରିଣୀ 🚩🚩🚩
ଜୟ ମାଁ ଡାଳ ଖାଇ 🚩🚩
ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
ଜୟ ମାଁ ସୁଭଦ୍ରା 🚩🚩
ଜୟ ମାଁ ଗ୍ରାମଦେବୀ 🚩🚩🚩
Super voice Dada❤
Jayjagannath🙏🙏
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ହେ ମହାବାହୁ 🙏
9
From Hyderabad jai jagannath swamy
Heart touching 🎉
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
❤❤jai jagannath Swami Nayan pathagami bhaba tume
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌺
ବହୁତ ସୁନ୍ଦର ଭଜନ ସହିତ ଗାନ ମଧ୍ୟ ସାଧୁ ସାଧୁ ⛳ଜୟ ଜଗନ୍ନାଥ 🙏
A1😊
Jay.gagannth.❤❤❤❤.
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🌹🙏🏻
Heart touching voice of siba Nana ❤❤❤❤
Nirashramam jagadisa rakhya🙏🙏 jai jagannath 🙏🙏
Ati sundar Jay jagarnath
Jay jagannath🙏🙏🙏🙏 ❤❤
Hi. Urnumber
Bhuta Sundar bhajano jai jagannath swami 🙏🙏🙏
Jay Jagannath ❤🙏🏻🙏🏻
🙏🏼🙏🏼JAYA JAGANNATH NAYAN A PATHAGAMI BHABA TUME NAMA🙏🏼🙏🏼🙏🏼
Pranam Shiva Nana...Jay Jagannath
🙏🥺❤️♥️❤️
Jay jaganath sundar voice
Nice song Siba Nana.. U r a gem of Nathapur-Balia
😢
Jay Jagannath 🙏🙏❤️❤ ki sundar song ❤❤
ମମତାଜେଠୀଚାନେଲକୁସସ୍କାଇବିକରଦୟାକରୀ🙏 ୟୁଟୁବୁଚାନେଲ କୁ😂😂😂😂😂😂
❤❤😮😢
Siba Nana heart touching voice
Siba Nana heart touching voice ❤️❤️❤️❤️❤️❤️
Db
ଜୟ ଜଗନ୍ନାଥ ପ୍ରଭୁ
.. 1:52 1:53 1:54 .😅
😊
Sata katha nana amonku saha bharasa maha kala maa adi sawkti shree hari binnhnu narayan sawmi namah om om om
Ja jaganatha🙏🙏🙏
ନିରାଟ ସତ୍ୟ ବଚନ,ସ୍ୱାର୍ଥପର ମଣିଷ ଏଠି ନିଜର ସ୍ୱାର୍ଥ ପାଇଁ ଅନେକ କୁକର୍ମରେ ଲିପ୍ତ ରହୁଛି, ଲୋକ ମାନଙ୍କର ଭଗବାନ ପ୍ରତି ଭକ୍ତି କମି କମି ଆସୁଛି, ନର ନାରୀ ମାନେ ଠାକୁର ଙ୍କ ପ୍ରତି ବିମୁଖ ହୋଇ ସୋସିଆଲ ମିଡ଼ିଆ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି, ପାପର ଭାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ବର୍ତ୍ତମାନ ବି ସମୟ ଅଛି ସୁଧୁରି ଯାଆରେ ମାନବ ସମାଜ ନଚେତ ମାଳିକାରେ ଯାହା ଲେଖା ଅଛି ତାହା ଘଟିବ, ଆଜିର କର୍ମ କାଲିର ଭାଗ୍ୟଫଳ
Jay Jagannath 🙏🏼🙏🏼🙏🏼🙏🏼🙏🏼🙏🏼🕉️🕉️🙏🏼🕉️🕉️
Jay Sri Jagannath
Pratiti sabda akhiru luha Ani deuchi. HEY Manima ..Jaga ra Natha please rakhya Kara...prati dina kharap news Suni suni Kanda lagilaniii...Bahanga Train Tragedy mana ru libhunahi...kete Family bhasigale...Hey Prabhu Tama Krupa semanaka upare rakha aau tanku saktidia...Jay Jaganath.
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🌳🧘🪔🌳 ଗୁରୁ ଦେବ ପ୍ରଣାମ 🌳🪔🙏 🧘🌳
ଜୟ ଜଗନ୍ନାଥ ପ୍ରଭୁ ଏହିଭଳି ଟ୍ରେନ୍ ଦୁର୍ଘଟଣା ନ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻
Jay jagannath swami nayan patha gaami bhaba tume🙏
Jay jagannath❤❤💙
ଖାଲି ସୁଣିଲେ କିଛି ଲାଭ ନାହିଁ ଅଖ୍ୟୁଣ୍ଣଭାବରେ ପାଳନ କଲେ ଦୁନିଆରେ ତିସ୍ତିବା
Jay jagannatha mana chhuana bhajana
Many many thanks Righter and singer
Jay jangnath ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Jaya jagannath❤❤❤
କୋଟି କୈବଲ୍ୟ ନାଥ ଶ୍ରୀ ଶ୍ରୀ ମହାବାହୁ ଙ୍କ ର ଜୟ 🙏🙏🙏🙏👌👌👌👌
Jai Jagannath.... 🙏🏻🙏🏻🙏🏻ସମସ୍ତଙ୍କୁ ଅନୁରୋଧ ହିଂସା କପଟ ଛାଡି ଭଲ ରାସ୍ତା ଆପଣାନ୍ତୁ.... ସମସ୍ତଙ୍କ ମଗଂଳ ହବ
🙏🥺♥️❤️🕉️🙏🥺
ବହୁତ ସୁନ୍ଦର କଣ୍ଠ ଯେତେ ଥର ଶୁଣିଲେ ବି ମନ ବୁଝୁନି
❤❤❤❤❤❤❤
Hmm didi thik kahila
Hiii
Hiii
🎉
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ରଖା କର 🙏🙏😭😭
Longhorn
,,,,