ମା ଧାକୁଲେଇ ମହୋତ୍ସବ ୨୦୨୪ || କଟକ || @AKAJvlogs || viral || subscribetomychannel

Поделиться
HTML-код
  • Опубликовано: 15 сен 2024
  • / @akajvlogs
    #‪@AKAJvlogs‬
    ମା ଧାକୁଲେଇ , କଟକ ଜିଲ୍ଲା ରେ ଥିବା ଏକ ଅନ୍ୟତମ ଶକ୍ତିପୀଠ ନାମରେ ପରିଚିତ l ପ୍ରତ୍ୟେକ ବର୍ଷ ପଣା ସଂକ୍ରାନ୍ତି ପରେ ମା ଙ୍କ ପୀଠ ରେ ଏହି ଧାକୁଲେଇ ମହୋତ୍ସବ ଅନୁଷ୍ଠିତ ହୋଇଥାଏ l କାହିଁ କେତେ ଦୁର ରୁ ଭକ୍ତମାନେ ମା ଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି l ଏହି ମହୋତ୍ସବ ପ୍ରାୟ ସାତ ଦିନ ଧରି ଚାଲେ l ପ୍ରତାପ ନଗରୀ ଗ୍ରାମ ରେ ଥିବା ଏହି ଶକ୍ତି ପୀଠ କୁ ନଗରୀ ର ମା ବୋଲି ବି କୁହାଯାଏ l ଯଦି ଆପଣ ମାନେ ମା ଙ୍କର ଏହି ଅପୂର୍ବ ମେଳା ଦେଖିନାହାନ୍ତି ତେବେ ନିଶ୍ଚିତ ଥରେ ବୁଲିବାକୁ ଆସିବେ l
    #ମା ଧାକୁଲେଇ
    #ପ୍ରତାପ ନଗରୀ
    #କଟକ
    #ଶକ୍ତିପୀଠ
    #ଐତିହାସିକ ମେଳା
    #ଭକ୍ତ ଙ୍କ ଭିଡ଼

Комментарии •