ଥାନାରେ ନାଇଟି ପିନ୍ଧି ଡ୍ୟୁଟି କରିପାରିବେ କି ? || Bharatpur Police Station Incident || Odisha Reporter

Поделиться
HTML-код
  • Опубликовано: 21 сен 2024
  • ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା। ଯାହାକୁ ନେଇ ଦୋହଲିଛି ଓଡ଼ିଶା। ତେବେ ଥାନାରେ ପୋଲିସ କର୍ମଚାରୀ ଡ୍ୟୁଟି ସମୟରେ ନାଇଟି ପିନ୍ଧି ଥିବାକୁ ନେଇ ସଙ୍ଗୀନ ଅଭିଯୋଗ କରିଥିଲେ ମେଜରଙ୍କ ବାନ୍ଧବୀ। ତେବେ ପୋଲିସ ଡ୍ୟୁଟି କରିବା ସମୟରେ ନାଇଟି ପିନ୍ଧିବା ଉଚିତ ନା ଅନୁଚିତ, ବରିଷ୍ଠ ପୋଲିସ ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #odisha #news #odishapolice #Update #Bharatpurpolicestation #odishareporter

Комментарии • 709

  • @Nomadic1988
    @Nomadic1988 16 часов назад +111

    ଓଡ଼ିଶା police ଙ୍କର କେତେ integrity ଅଛି ଓଡ଼ିଶା ବସି ଭୋଲରେ ଜାଣିଛନ୍ତି

    • @rudrathecool7993
      @rudrathecool7993 16 часов назад

      Tu bhari sachot ta.. gandire bajichi bodhe kebe

    • @worldisenough
      @worldisenough 14 часов назад +2

      ଏଟା ବରିଷ୍ଠ ପୋଲିସ ଅଧିକାରୀ ନୁହଁ ବରିଷ୍ଠ ବେସରମ ପୋଲିସ. ଏତେ କଥା କହୁଛି ନିଜ କର୍ତ୍ତବ୍ୟ କଣ? ପ୍ରଥମେ କହୁନୁ? ପୋଲିସ ନିଜ କର୍ତ୍ତବ୍ୟ ପ୍ରଥମେ କରିଥିଲା କି? ଝିଅ ଓକିଲ ଥିଲା ନିୟମ କାନୁନ ଜାଣିଥିଲା; ସାଧାରଣ ନାଗରିକ କର୍ତ୍ତବ୍ୟ ଅନୁସାରେ କର୍ତ୍ତବ୍ୟ କରୁନଥିବା ନାଗରିକ ସେବାଦାର ବା ସରକାରୀ ଚାକରକୁ ତାର କର୍ତ୍ତବ୍ୟ ମନେ ପକାଇଥିଲା. କିନ୍ତୁ ପୋଲିସ ଚାକିରୀ କରି ଯେମିତି ଏମାନଙ୍କୁ କାନୂନ ବ୍ରାଣ୍ଡ ରେ ଅପରାଧ କରିବା ପାଇଁ ଲାଇସେନ୍ସ ମିଳି ଯାଇଛି; ସତ କଥା ହେଲା ସେ ପୋଲିସର ନିଜ ଅହଂ କୁ ଧୋକା ଲାଗିଗଲା ଆଉ କ୍ଷମତାର ଅପବ୍ୟବହାର କରି ଏମାନେ ତାଙ୍କ ସରକାରୀ ଗୁଣ୍ଡାଗିରି ଦେଖେଇ ଦେଲେ. ଗୁଣ୍ଡା ହବାର ଯଦି ଥିଲା ପୋଲିସ କାହିଁକି ହଉଥିଲ? ପୋଲିସର କାମ ସୁରକ୍ଷା ଦେବା ନା ଅପରାଧ କରିବା? ଯଦି ପୀଡିତା ପୋଲିସ ଅଫିସର ସହ କିଛି ଅପରାଧ କଲା ବୋଲି କହୁଛ ତାର ପ୍ରମାଣ କାହିଁ? ଏତେ କୋଟି ଟଙ୍କାର ପୋଲିସ ଷ୍ଟେସନ ବନେଇ ଦେଉଛ କେବଳ 6 ହଜାର ଟଙ୍କାର CC TV ଲଗେଇବା କୁ ପଇସା ନାହିଁ? ହଉ CC TV ନାହିଁ ଛାଡ଼; ରୂପଭେକରୁ ଜଣା ପଡୁଛି କେତେ କେତେ ଟଙ୍କା ଲାଞ୍ଚ ଖାଇ ପେଟ ବଢିଛି କଣ ନିଜ ପାଖରେ ମୋବାଇଲ ଟେ ଭି ନାହିଁ? ନିଜ ମୋବାଇଲରେ ପୀଡିତା କରୁଥିବା ଅପରାଧ କୁ ରେକର୍ଡ କରି FIR ଲେଖି କୋର୍ଟ ଫରୱାର୍ଡ଼ କରି ତାକୁ ସଜା ଦେଲନି? ତାହା ବୋଲି ନିଜେ ଧର୍ତ୍ତବ୍ୟ ଅପରାଧ କରିବ? ନିଜେ କଉ ଧଇଆଁ ଡ଼ାଇରେକ୍ଟର ତେଲୁଗୁ ଫିଲ୍ମର ସିଂହମ ପୋଲିସ ହୋଇ ଅତ୍ୟାଚାର କରିବ? ଆରେ ହରାମଖୋର ସିଂହମ ଭି କ୍ରିମିନାଲ ବିରୋଧରେ ନିଜ ଶକ୍ତି ପ୍ରଦର୍ଶନ କରୁଥିଲା କମ୍ପ୍ଲେନ କରିବାକୁ ଆସିଥିବା ପୀଡିତା ସହ ଅଶ୍ଳୀଳ ଆଚରଣ ଏବଂ ଅପରାଧ କରୁନଥିଲା. ଗୋଟେ ମହିଳା 140 କୋଟି ଲୋକଙ୍କ ଗଣମାଧ୍ୟମ ଆଗରେ ତା ବ୍ଲାଉଜ ଖୋଲି ଛାତି କୁ ଗୋଇଠା ମାରିବା, ଚଡି ଖୋଲି ଲଙ୍ଗଳା କରି ନିଜେ ଲଙ୍ଗଳା ହୋଇ ତାକୁ ପେନିସ ଦେଖେଇ କେତେ ଥର ନବୁ ବୋଲି ପୋଲିସର ଅତ୍ୟାଚାର କରିବା କଥା କଣ ସବୁ ମିଛ? ସେ ମିଛ କହୁଛି ତାକୁ ପ୍ରମାଣ କରୁନୁ? ସେ ଅପରାଧୀ କୁ ସିଧା ସିଧା ରିମୁଭ ଫ୍ରମ ସର୍ଭିସ କରିବା କଥା ୟେ ବରିଷ୍ଠ ଅଫିସର ଭି ମୋତେ ଠିକ ଲାଗୁନି କ୍ରିମିନାଲ ଟା ହୋଇଥିବ ନହେଲେ କ୍ରାଇମ କରିଥିବା ଲୋକର ଓକିଲାତି କାହିଁକି କରୁଛି? ଆମେ ତ କଉଠି ଉଠିକି ଆସିଛୁ ଜାଣିପାରିବୁନି? ଯଦି ୟା ମା, ଭଉଣୀ, ଝିଅ ବା ନାତୁଣୀ ସାଥିରେ ଏମିତି କିଛି ହେଇଥାଆନ୍ତା ୟେ କଣ ସେମ କଥା କହି ଥାଆନ୍ତା? ପୋଲିସ ଏଠି ସଫା ସଫା ଅପରାଧ କରିଛି ଆଉ ଯଉ ଅଫିସର ମାନେ ସାଥିରେ ଥିଲେ ସେମାନେ ସେ ଅପରାଧ ପାଇଁ ସମାନ ଭାବରେ ଦାୟୀ କାରଣ ସେ ଚାହିଁଥିଲେ ସେ ଅପରାଧ କୁ ସେହିଠି ରୋକି ପାରିଥାନ୍ତେ କିନ୍ତୁ ସେ ଅପରାଧର ସାଥ ଦେଲେ. ଏମାନେ ସବୁ ରାଜା ଲୋକ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ଦରକାର; ଚାକିରୀ ଛାଡି କଉଠି ରାଜାଗିରି କରିବା କଥା କରନ୍ତୁ; ଚାକିରୀ ଯୋଗୁ ଉପୁରି ମିଳୁଛି ସେଥିରୁ ତେଲ ବାହାରୁଛି . ଏମାନେ ସବୁ ସରକାରୀ ଚାକର; ମାନେ ନାଗରୀକଙ୍କ ଚାକର; ମାନେ ଆମ ଦେଉଥିବା କର ରେ ଏମାନଙ୍କ ଘରେ ଚୁଲି ଜଳୁଛି କିନ୍ତୁ କିଛି ଅପରାଧୀ ଲୋକ ପୋଲିସ ଚାକିରୀ କରି ପଦର ଦୁରୂପଯୋଗ କରି ଏମାନେ ଅପରାଧୀଙ୍କଠାରୁ ମୋଟା ଅଙ୍କର ପଇସା କମେଇ ନାଗରିକଙ୍କୁ ହିଁ ହଇରାଣ କରନ୍ତି ଯଉମାନଙ୍କୁ ସସ୍ପେଣ୍ଡ ନୁହେଁ ରିମୁଭ ଫ୍ରମ ସର୍ଭିସ ହିଁ କରିଦେବା କଥା ଆଉ ତାଙ୍କ ଜାଗାରେ ଉପଯୁକ୍ତ ପାର୍ଥି କୁ ଚାକିରୀ ଦବା କଥା.

    • @Nomadic1988
      @Nomadic1988 14 часов назад +1

      @@worldisenough ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ଦୁଇ ପୋଲିସ ଧରା ପଡିଛନ୍ତି ଲଞ୍ଚୋ ନବାରେ।

    • @vickysupia8498
      @vickysupia8498 8 часов назад +1

      A sabu choro Mane

    • @LaxmidharaBarik-w7p
      @LaxmidharaBarik-w7p 5 часов назад

      @@worldisenough right

  • @swastiprasaddas5508
    @swastiprasaddas5508 16 часов назад +139

    ପୋଲିସ କେବେ ସତ କଥାରେ ବିଶ୍ୱାସ କରେନି କି ସତ ଵି କହେନି.

    • @bhagyashreekhusi4476
      @bhagyashreekhusi4476 15 часов назад +5

      Right

    • @Nomadic1988
      @Nomadic1988 14 часов назад

      @@swastiprasaddas5508 bartaman ନବରଙ୍ଗପୁର ଜିଲ୍ଲାରେ ଦୁଇ ଯୋନ ପୋଲିସ ଲାଞ୍ଚୋ ନୋବାରେ ଧରା ପଡିଛନ୍ତି

    • @prahlladpradhan
      @prahlladpradhan 8 часов назад

      ​@@bhagyashreekhusi4476ପୋଲିସ୍ ଡ୍ୟୁଟି ବିଷୟରେ କିଛି ଜାଣିଛ କି ତମେ ନା କେବେ ଡ୍ୟୁଟି କରିଛ ପୋଲିସ୍ ର ଡ୍ୟୁଟି ସମୟ ବିଷୟରେ କିଛି ଜାଣିଛ କି କେତେ ସମୟରୁ କେତେ ସମୟ

  • @biswajithota2524
    @biswajithota2524 16 часов назад +65

    Suspend କରିଦେଇ କିଛି ଦିନ ପରେ ଅନ୍ୟ ଜାଗା ରେ ପୋଷ୍ଟିଙ୍ଗ କରିଦେବେ. Suspension ର କିଛି value ନାହିଁ.

    • @worldisenough
      @worldisenough 14 часов назад +1

      ଏଟା ବରିଷ୍ଠ ପୋଲିସ ଅଧିକାରୀ ନୁହଁ ବରିଷ୍ଠ ବେସରମ ପୋଲିସ. ଏତେ କଥା କହୁଛି ନିଜ କର୍ତ୍ତବ୍ୟ କଣ? ପ୍ରଥମେ କହୁନୁ? ପୋଲିସ ନିଜ କର୍ତ୍ତବ୍ୟ ପ୍ରଥମେ କରିଥିଲା କି? ଝିଅ ଓକିଲ ଥିଲା ନିୟମ କାନୁନ ଜାଣିଥିଲା; ସାଧାରଣ ନାଗରିକ କର୍ତ୍ତବ୍ୟ ଅନୁସାରେ କର୍ତ୍ତବ୍ୟ କରୁନଥିବା ନାଗରିକ ସେବାଦାର ବା ସରକାରୀ ଚାକରକୁ ତାର କର୍ତ୍ତବ୍ୟ ମନେ ପକାଇଥିଲା. କିନ୍ତୁ ପୋଲିସ ଚାକିରୀ କରି ଯେମିତି ଏମାନଙ୍କୁ କାନୂନ ବ୍ରାଣ୍ଡ ରେ ଅପରାଧ କରିବା ପାଇଁ ଲାଇସେନ୍ସ ମିଳି ଯାଇଛି; ସତ କଥା ହେଲା ସେ ପୋଲିସର ନିଜ ଅହଂ କୁ ଧୋକା ଲାଗିଗଲା ଆଉ କ୍ଷମତାର ଅପବ୍ୟବହାର କରି ଏମାନେ ତାଙ୍କ ସରକାରୀ ଗୁଣ୍ଡାଗିରି ଦେଖେଇ ଦେଲେ. ଗୁଣ୍ଡା ହବାର ଯଦି ଥିଲା ପୋଲିସ କାହିଁକି ହଉଥିଲ? ପୋଲିସର କାମ ସୁରକ୍ଷା ଦେବା ନା ଅପରାଧ କରିବା? ଯଦି ପୀଡିତା ପୋଲିସ ଅଫିସର ସହ କିଛି ଅପରାଧ କଲା ବୋଲି କହୁଛ ତାର ପ୍ରମାଣ କାହିଁ? ଏତେ କୋଟି ଟଙ୍କାର ପୋଲିସ ଷ୍ଟେସନ ବନେଇ ଦେଉଛ କେବଳ 6 ହଜାର ଟଙ୍କାର CC TV ଲଗେଇବା କୁ ପଇସା ନାହିଁ? ହଉ CC TV ନାହିଁ ଛାଡ଼; ରୂପଭେକରୁ ଜଣା ପଡୁଛି କେତେ କେତେ ଟଙ୍କା ଲାଞ୍ଚ ଖାଇ ପେଟ ବଢିଛି କଣ ନିଜ ପାଖରେ ମୋବାଇଲ ଟେ ଭି ନାହିଁ? ନିଜ ମୋବାଇଲରେ ପୀଡିତା କରୁଥିବା ଅପରାଧ କୁ ରେକର୍ଡ କରି FIR ଲେଖି କୋର୍ଟ ଫରୱାର୍ଡ଼ କରି ତାକୁ ସଜା ଦେଲନି? ତାହା ବୋଲି ନିଜେ ଧର୍ତ୍ତବ୍ୟ ଅପରାଧ କରିବ? ନିଜେ କଉ ଧଇଆଁ ଡ଼ାଇରେକ୍ଟର ତେଲୁଗୁ ଫିଲ୍ମର ସିଂହମ ପୋଲିସ ହୋଇ ଅତ୍ୟାଚାର କରିବ? ଆରେ ହରାମଖୋର ସିଂହମ ଭି କ୍ରିମିନାଲ ବିରୋଧରେ ନିଜ ଶକ୍ତି ପ୍ରଦର୍ଶନ କରୁଥିଲା କମ୍ପ୍ଲେନ କରିବାକୁ ଆସିଥିବା ପୀଡିତା ସହ ଅଶ୍ଳୀଳ ଆଚରଣ ଏବଂ ଅପରାଧ କରୁନଥିଲା. ଗୋଟେ ମହିଳା 140 କୋଟି ଲୋକଙ୍କ ଗଣମାଧ୍ୟମ ଆଗରେ ତା ବ୍ଲାଉଜ ଖୋଲି ଛାତି କୁ ଗୋଇଠା ମାରିବା, ଚଡି ଖୋଲି ଲଙ୍ଗଳା କରି ନିଜେ ଲଙ୍ଗଳା ହୋଇ ତାକୁ ପେନିସ ଦେଖେଇ କେତେ ଥର ନବୁ ବୋଲି ପୋଲିସର ଅତ୍ୟାଚାର କରିବା କଥା କଣ ସବୁ ମିଛ? ସେ ମିଛ କହୁଛି ତାକୁ ପ୍ରମାଣ କରୁନୁ? ସେ ଅପରାଧୀ କୁ ସିଧା ସିଧା ରିମୁଭ ଫ୍ରମ ସର୍ଭିସ କରିବା କଥା ୟେ ବରିଷ୍ଠ ଅଫିସର ଭି ମୋତେ ଠିକ ଲାଗୁନି କ୍ରିମିନାଲ ଟା ହୋଇଥିବ ନହେଲେ କ୍ରାଇମ କରିଥିବା ଲୋକର ଓକିଲାତି କାହିଁକି କରୁଛି? ଆମେ ତ କଉଠି ଉଠିକି ଆସିଛୁ ଜାଣିପାରିବୁନି? ଯଦି ୟା ମା, ଭଉଣୀ, ଝିଅ ବା ନାତୁଣୀ ସାଥିରେ ଏମିତି କିଛି ହେଇଥାଆନ୍ତା ୟେ କଣ ସେମ କଥା କହି ଥାଆନ୍ତା? ପୋଲିସ ଏଠି ସଫା ସଫା ଅପରାଧ କରିଛି ଆଉ ଯଉ ଅଫିସର ମାନେ ସାଥିରେ ଥିଲେ ସେମାନେ ସେ ଅପରାଧ ପାଇଁ ସମାନ ଭାବରେ ଦାୟୀ କାରଣ ସେ ଚାହିଁଥିଲେ ସେ ଅପରାଧ କୁ ସେହିଠି ରୋକି ପାରିଥାନ୍ତେ କିନ୍ତୁ ସେ ଅପରାଧର ସାଥ ଦେଲେ. ଏମାନେ ସବୁ ରାଜା ଲୋକ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ଦରକାର; ଚାକିରୀ ଛାଡି କଉଠି ରାଜାଗିରି କରିବା କଥା କରନ୍ତୁ; ଚାକିରୀ ଯୋଗୁ ଉପୁରି ମିଳୁଛି ସେଥିରୁ ତେଲ ବାହାରୁଛି . ଏମାନେ ସବୁ ସରକାରୀ ଚାକର; ମାନେ ନାଗରୀକଙ୍କ ଚାକର; ମାନେ ଆମ ଦେଉଥିବା କର ରେ ଏମାନଙ୍କ ଘରେ ଚୁଲି ଜଳୁଛି କିନ୍ତୁ କିଛି ଅପରାଧୀ ଲୋକ ପୋଲିସ ଚାକିରୀ କରି ପଦର ଦୁରୂପଯୋଗ କରି ଏମାନେ ଅପରାଧୀଙ୍କଠାରୁ ମୋଟା ଅଙ୍କର ପଇସା କମେଇ ନାଗରିକଙ୍କୁ ହିଁ ହଇରାଣ କରନ୍ତି ଯଉମାନଙ୍କୁ ସସ୍ପେଣ୍ଡ ନୁହେଁ ରିମୁଭ ଫ୍ରମ ସର୍ଭିସ ହିଁ କରିଦେବା କଥା ଆଉ ତାଙ୍କ ଜାଗାରେ ଉପଯୁକ୍ତ ପାର୍ଥି କୁ ଚାକିରୀ ଦବା କଥା.

  • @pitambarpradhan6348
    @pitambarpradhan6348 16 часов назад +39

    Sir ଆପଣ ଯାହା କହୁଛନ୍ତି ପୁରା ଭୁଲ୍ ଆପଣଙ୍କ କଥା ଗୋଟେ କିନ୍ତୁ ଥାନାରେ ହଉଚି ଗୋଟେ sir ମୁଁ ନିଜେ ଗୋଟେ ଉପଭୋଗି ଥାନାରେ ଲାଞ୍ଚ ବି ମାଗୁଛନ୍ତି ଆଉ ନା ଦେଲେ ଗାଳି କରୁଛନ୍ତି ଆଉ କିଛି ନ ଦେଲେ ତମ କଥା କେହି ଶୁଣିବେ ନାହିଁ ଥାନାରେ ବହୁତ ଅଫିସର ହାରାମି ଅଛନ୍ତି କିଛି ଅଫିସର ଠିକ୍ ଅଛନ୍ତି ଯାହା ପାଇ ସବୁ କିଛି ଚାଲିଛି । ଏଥିରୁ ପୋଲିସ ଭାଇ ମାନେ ଯେତେବେଳେ ଗୋଟେ ଚାକିରି ପାଇଁ କେତେ କଷ୍ଟ କରି ଚାକିରି ଟିଏ ପାଉଛନ୍ତି। ଯେମିତି ଚାକିରି ପାଇଯାଉଛନ୍ତି। ପଛ କଥା ସବୁ ଭୁଲି ଯାଉଛନ୍ତି ଏବେ ଚାକିରି ଗଲା ପରେ ନିଶ୍ଚୟ ମନେପଡ଼ିବ ମୁ କାହିଁକି ଭୁଲ୍ କରିଲି। ଏଭଳି ଅଫିସର ଙ୍କୁ ଦଣ୍ଡ ମିଳିବା ଦରକାର।
    ଜୟ ଜଗନ୍ନାଥ 🙏

  • @RabindraSahoo-gq6zj
    @RabindraSahoo-gq6zj 16 часов назад +38

    This is No1thief during khurda SP

  • @debasisbir4875
    @debasisbir4875 15 часов назад +28

    ଓଡିଶା police ସବୁ ଠାରୁ ଦଲାଲ
    ଏଇ ମାନକୁ ଭଲ କି ସାବାଡ କରା ଯାଉ ତାହାଲେ ଏଇମାନେ ଲାଇନ୍ କୁ ଆସିବେ

  • @ashokakumarlenka7457
    @ashokakumarlenka7457 16 часов назад +24

    ସି ସି କ୍ୟାମେରା କୁଆଡେ ଗଲା କିଏ ନେଲା ତାର ମୂଳକରଣ ଖୋଜା ଯାଉ

  • @srisaidesignvastu9209
    @srisaidesignvastu9209 16 часов назад +147

    ସରକାରୀ ଜମି ଏ ମହାଶୟ ହଡପ କରିଛନ୍ତି ! ଏ କ'ଣ ଠିକ୍ କଥା କହିପାରିବେ ? ଫରଜରି କରି ଜମି ନେଇଛନ୍ତି

    • @npoultry
      @npoultry 16 часов назад +6

      😂😂😂😂😂

    • @biswajithota2524
      @biswajithota2524 16 часов назад +4

      ସତ କଥା

    • @krishnakisan4070
      @krishnakisan4070 16 часов назад

      Jami chora bodhe dekha jauchi semiti

    • @rudrathecool7993
      @rudrathecool7993 16 часов назад +3

      Proof rakhichu ki

    • @villagelifestyle8149
      @villagelifestyle8149 15 часов назад

      80ବୟଷ୍କ ଚୋର ମୁଣ୍ଡ କାମ କରୁନି ଓଡିଆ ଭାଷା ଠିକ୍ ଭାବରେ କହି ପାରୁ ନି

  • @JADUNATHSAHOO-vd6ch
    @JADUNATHSAHOO-vd6ch 16 часов назад +25

    ନିଜେ ସରକାରୀ ଜମି ଘୋଟାଲା କରିଛ, ତୁମେ କଣ କହିବ,

  • @SPINFOTAINMENT
    @SPINFOTAINMENT 16 часов назад +52

    ଏଇ ମାନଙ୍କ ମନ୍ତବ୍ୟରୁ ଜଣା ପଡ଼ୁଛି ଶଳା ପୋଲିସ ଜନତାଙ୍କ ଉପରେ କିପରି ଅତ୍ୟାଚାର କରିପାରେ ଆଉ ପ୍ରମାଣ ଦେଖାଇ ଦୋଷୀ ହେଲା ପରେ ପୁରା ପୋଲିସ ଜାତି କିପରି ଏକାଠି ହେଇଯାଆନ୍ତି ମିଛକୁ ସତରେ ବଦଳାଇବାକୁ ସେଥିପାଇଁ ପୋଲିସ ଉପରୁ ଜନତାଙ୍କ ଭରସା ଉଠି ଯାଉଛି।

    • @anantanahak2718
      @anantanahak2718 15 часов назад +2

      Tahale kaha pakhaku jiba.

    • @bichitrapalai1986
      @bichitrapalai1986 15 часов назад +2

      Bhai police jadi duty karinathante taha hele apankar maa bhauni road re chaliparinathante

    • @swatirefrigerationodia.4421
      @swatirefrigerationodia.4421 15 часов назад +1

      ​@@bichitrapalai1986Apana by profession law and order system re kama karuchhanti janapaduchhi kintu apana chatire hata rakhi kahi paribe ki police pura durniti mukta au duty bi proper karuchhanti. ???

    • @Motivational__video56
      @Motivational__video56 14 часов назад

      ​@@anantanahak2718direct murder karite hebo.5 year pore bail milibo

    • @LaxmidharaBarik-w7p
      @LaxmidharaBarik-w7p 5 часов назад

      @@bichitrapalai1986 vala huanta. Police officer chora srusti karanti

  • @MSahoo-su2th
    @MSahoo-su2th 16 часов назад +46

    ଛାଡ଼ ମ କିଏ କଣ ପିନ୍ଧିଲେ ସେଇଟା imprtant ନୁହେଁ , ଆମର important ଦୋଷୀକୁ ଦଣ୍ଡ ଦେବା, ସିଏ army ହେଉ କି ପୋଲିସ ହେଉ।

    • @anantanahak2718
      @anantanahak2718 15 часов назад +1

      Right

    • @babulamalik6225
      @babulamalik6225 15 часов назад +1

      Actually Right Sir

    • @monalisamohanty3974
      @monalisamohanty3974 13 часов назад

      💯

    • @HARISHNag-t7w
      @HARISHNag-t7w 2 часа назад

      ପିନ୍ଧିବା ଟା ବି ଜରୁରୀ ଅଛି ଯେହେତୁ ସେମାନେ ହେଲେ ସୁରକ୍ଷା କର୍ମୀ । ସିଭିଲ uniform ରେବି ରହିବା ଜରୁରୀ
      କୋଉଟା ପିନ୍ଦିବ କୋଉଟା ନାହିଁ ସେଟା ଠିକ୍ । କିନ୍ତୁ ମୋ ମତରେ duty time re ନାଇଟୀ ଟା ସୁଇଟେବୁଲ୍ ନୁହଁ। Nighty ପିନ୍ଧି କି ମହିଳା police , ଚୋର କୁ ସlମାନl କରିବା ମୁସ୍କିଲ ଆଏ ।

  • @ajayakumarbeherabehera5697
    @ajayakumarbeherabehera5697 15 часов назад +12

    ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ କାଲି ଗୋଟେ କଥା କହୁଥିଲା ଆଜି ଗୋଟେ କଥା କହୁଛି
    ଓଡ଼ିଶା ବାସୀ ଜାଣିଛନ୍ତି ଓଡ଼ିଶା ପୋଲିସ୍ କେତେ ସଚ୍ଚୋଟ

  • @rabindranathsahoo-nn1qp
    @rabindranathsahoo-nn1qp 16 часов назад +47

    ମୋ ମତରେ ସେ ଝିଅ ଉଦ୍ଧତାମି ପୋଲିସ କୁ ଆକ୍ସନ ନେବା ପାଇଁ ବାଧ୍ୟ କରିଛି

    • @madhabanandaswain4695
      @madhabanandaswain4695 15 часов назад +2

      ଭାଇ ଝିଅ ଯଦି ଖରାପ କରିଛି କିନ୍ତୁ ପୋଲିସ କଣ କଲା ସଠିକ୍ କରିଛି କି? ଯଦି କଳ ତାକୁ ଗୋଟିଏ ରୁମ୍ ରେ ରଖା ତାପରେ କଥା ହେବା କିନ୍ତୁ ତାର ସବୁ ଖୋଲି କରି ହାତ ମାରିବତ ଠିକ୍ କି ଯଦି ଆପଣଙ୍କ ଝିଅ କିମ୍ବା ଭୌଣି ହୋଇ ଥାନ୍ତେ?

    • @Surviving_one
      @Surviving_one 15 часов назад

      Ta Mane kan kuti daba, second thing Major ku kanhiki lock up re pureile.

    • @dkswain2876
      @dkswain2876 15 часов назад

      ​@@madhabanandaswain4695 Ara Bhai nija chakiri ku samastankara bhaya achhi seithi au 2-3jana lady officers bi thile...au kounasi police officers amiti karibeni ps re so....bhala se sabu video footage ku dekha bujhipariba se jhia kete sata au kete michha kahuchhi....police station ku jaichha FIR daba...ete sabu hungama kn paen karibara thila....se drink. Kariki jaichhi so amiti karichhi....#justice for odisha police

    • @dkswain2876
      @dkswain2876 15 часов назад

      ​@@Surviving_onedrinks kariki jetebele police station re emiti hungama karichhanti then jail re pureithibe....rati 1re jou jhia drinks kariki buluchhi se kmtk janiparuthiba samaste....sata jouta seita dekha

    • @anilbhaiz5209
      @anilbhaiz5209 15 часов назад

      Justice for indian army🇮🇳⚔️...ee budha janaka kie ma..kaana naa Kargil re army soithila seithi paain sabu baharu pasi asile... Jai ki se terrain re duty kara.. kana munda aaunsi chakiri chadi ki asiba.. BSF ku bhi tani ana karana home ministry under re ashchi ta...han macha kha aa ilishi..chi chi

  • @manoranjantripathy7738
    @manoranjantripathy7738 16 часов назад +18

    ଏହା ଗୋଟେ ମିଥ୍ୟା ପ୍ରଚାର

  • @birendradasbarma5700
    @birendradasbarma5700 16 часов назад +34

    This officer is a corrupt officer.

  • @sadanandasahoo3707
    @sadanandasahoo3707 15 часов назад +13

    ଆପଣଙ୍କ କଥା ସବୁ ଠିକ୍। ସେହି ମ଼ହିଳାଙ୍କ ବସ୍ତ୍ର ଓହ୍ଲାଇଛନ୍ତି କି? ଥାନାଧିକାରୀ ନିଜେ ପ୍ରାଇଭେଟ ପାର୍ଟ ଦେଖାଇଛନ୍ତି କି? ଏହି ଦୁଇଟି ଘଟଣା ସତ୍ୟ ହୋଇଥିଲେ ସାଂଘାତିକ

    • @tansenbehera7415
      @tansenbehera7415 14 часов назад

      Kaha chakiri pita lagiba je se jhio ku kie chhuinba. Se jhio sabu planning kariki chaleichhi palha

  • @rajmix3740
    @rajmix3740 15 часов назад +10

    କେତେ ବାହାନା ବାହାରିବ ଏବେ? ସବୁ ବଞ୍ଚାଇବାକୁ ଲାଗି ପଡିଛନ୍ତି

  • @Biswajit2019-n3y
    @Biswajit2019-n3y 15 часов назад +11

    ଓଡିଶା ପୋଲିସ ଚୋର ଡକାୟତ ସହ ସାଥ ଦେଇ କମିଶନ ପାଏ ଆଓ ସାଧାରଣ ଲୋକ FIR ଦେଇ ଗଲେ ତାକୁ ଦୁର୍ବ୍ୟବହାର କରେ ଡରାଏ ଧମକାୟେ l କୋ ପୋଲିସ ଷ୍ଟେସନ ରେ ପୋଲିସ FIR ରଖୁ ହିଁ ନାହିଁ l ଓଡିଶା ର ସବୁ ପୋଲିସ ଷ୍ଟେସନ ର review ହବା ଦରକାର l

  • @swadhinkumar7425
    @swadhinkumar7425 16 часов назад +17

    CBI Tadanta karajau

  • @tankadharsabar1656
    @tankadharsabar1656 16 часов назад +18

    Besya mane night re police dress chhadi nity pindibe duty karibe control room re

    • @rudrathecool7993
      @rudrathecool7993 16 часов назад +3

      Tu kemti janilu.. tuma gharu kie thile ki

    • @Om.devi.thakur
      @Om.devi.thakur 16 часов назад +3

      Tama ghara loka kete ta besya achanti Kire

    • @ChudaNag-fn3de
      @ChudaNag-fn3de 16 часов назад +1

      Tu dekhunu

    • @anantanahak2718
      @anantanahak2718 15 часов назад

      Tu bodhe besya pila tama gharara maikina kehi jadi police re nathibe tahale tu bila mallaru gota hoi asithibu.

  • @dipakpanda9075
    @dipakpanda9075 15 часов назад +6

    ପୋଲିସ ବିଶ୍ୱାସଯୋଗ୍ୟ ନୁହେଁ l ଆଗରୁ ଅଲଗା କହୁଥିଲେ ଏବେ ଅଲଗା l

  • @Marissa2015
    @Marissa2015 16 часов назад +8

    FIR ହୋଇଯାଇଥିଲେ ଏତେ ଗଣ୍ଡଗୋଳ ହେଇ ନଥାନ୍ତା, ତେଣୁ ପୋଲିସ୍ ର ପ୍ରଥମ ଭୁଲ ସେ fir Kan ପାଇଁ ରଖିଲାନି, ପୁଣି cctv Kan ପାଇଁ ଖରାପ
    ଏ ବାବୁ ତ ପୋଲିସ୍ ଅଫିସର ସେ ଆଉ ଜଣେ ପୋଲିସ୍ କୁ କେମିତି ଭୁଲ ଦର୍ସେଇବ

  • @chittaranjanpanda8909
    @chittaranjanpanda8909 15 часов назад +8

    ଓଡିଶା ପୋଲିସ ଯଦି ଏତେ ତତ୍ପର ରାତି 10 ପରେ bar, pub ବନ୍ଦ କରୁନି କଣ ପାଇଁ?

  • @bibhudendubehera1244
    @bibhudendubehera1244 16 часов назад +37

    Faltu katha

  • @swadhikarbetaj3768
    @swadhikarbetaj3768 14 часов назад +6

    ଏ ମହାଶୟ ହେଇଛନ୍ତି ଗୋଟିଏ ଭାଡିର ପାରା।

  • @basantarout9538
    @basantarout9538 16 часов назад +9

    ଓଡିଶା ପୁଲିସ ସବୁ ପିନ୍ଧି duty କରି ପାରିବ nighty bra panty sabu kichhi.. Jahaku pacharucha se nije durniti ra ganta ghara 😅😅😂😂

  • @prasannakumarpattanaik4198
    @prasannakumarpattanaik4198 16 часов назад +7

    Police is not above the Law.This person trying to save police face.

    • @rudrathecool7993
      @rudrathecool7993 16 часов назад +1

      Hmm karanta nahi ki.. tu kie kahiba pae re mg

  • @JayantkumarSethi
    @JayantkumarSethi 15 часов назад +5

    ଏ ଜଣେ DG ପାହ୍ୟା ରୁ ଅବସର ନେଇଛନ୍ତି । ସଂଜୀବ ମାରିକ ବିହାରୀ ଲୋକ ତାଙ୍କ ସମୟରେ ବହୁତ ବିହାରୀ ଗୁଣ୍ଡା ଓ ଡକାୟତ ମାନଙ୍କୁ ସାହାଯ୍ୟ କରି ବଦନାମ ହୋଇଥିଲେ । ଜମି ମାଫିଆ ମାନଙ୍କ ସହ ତାଙ୍କର ଲିଙ୍କ ଥିଲା । ଅବସର ପରେ ଆଉ ବିହାର ନଯାଇ ଓଡ଼ିଶା ରେ ରହିଗଲେ 😂😂😂😂😂 ତେଣୁ ତାଙ୍କ କଥା ରେ କେତେ ଦମ୍ ଅଛି ଅନୁମାନ କରୁଥିବେ ।

  • @jagannathascomputerstudych9769
    @jagannathascomputerstudych9769 14 часов назад +7

    ମଦ ବୋତଲ ଗାଡ଼ିରେ ପୋଲିସ ରଖିଛି । ବଦନାମ କରିବା ପାଈଁ।

    • @anantanahak2718
      @anantanahak2718 14 часов назад

      Se pila nka saha se jhia jukti kalabellara video dekh janni pariba.

    • @jagannathascomputerstudych9769
      @jagannathascomputerstudych9769 14 часов назад

      ଝିଅ ବୋଲି ଚୁପ୍ ରହିବ । ଆଠ ଜଣ ଟୋକା କଣ କରୁଥିଲେ । ନାଲି ଆଖି ଦେଖେଇ ଚୁପ୍ କରିବେ । ଅଲଗା ଝିଅ ହେଇ ଥିଲେ ସେଠାରେ ବଳାତ୍କାର ଶିକାର ହେଇ ଥାଆନ୍ତା । ତା ସାହାସ ପାଇଁ ବଞ୍ଚିଲା ।

  • @manabeshmishra1567
    @manabeshmishra1567 16 часов назад +9

    My dear gentleman why the FIR was not filed ?? You donot know what has happened. Dont give any comments without knowing things .

  • @mita_rabi
    @mita_rabi 15 часов назад +16

    ନାଇଁ ନାଇଁ ଖାଲି ପୋଲିସ କୁ ସମସ୍ତେ ଦୋଷ ଦେଲେ ହବନି, ଏ ମାଡାମ ଙ୍କର ବି ଭୁଲ ଅଛି, ସେ ଭିଡ଼ିଓ ମୁ ଦେଖିଲି ସେ କିଭଳି ଭାବେ ରାସ୍ତାରେ ରୋଡ ରୋମିଓ ସହ କଥା ହେଉଛି, ତାପରେ ଥାନାରେ ବି କେମିତି ବ୍ୟବହାର କରୁଛନ୍ତି ପୋଲିସ କୁ, ଏଵେ ମେଡିକାଲ ଆସିଲା ପରେ କି acting, ତୁମେ ଭାବୁଛ କି ତୁମେ ଏମିତି acting କଲେ ଓଡିଶା ବସି ବୁଝିପାରିବେନି, ସମସ୍ତେ ଠିକସେ ବୁଝିଗଲେଣି ସବୁ ଭିଡ଼ିଓ ଦେଖି, ସେଦିନ ସେ ରାସ୍ତାର ଭିଡ଼ିଓ & ଥାନାର ଭିଡ଼ିଓ, ସଠିକ ତଦନ୍ତ କରାଯାଉ କାହାର କେତେ ଭୁଲ, ପୋଲିସ ଭାଇଙ୍କର ଚାକିରୀ ତାଙ୍କୁ ଫେରାଇ ଦିଆଯାଉ

    • @DineshkumarDao
      @DineshkumarDao 14 часов назад

      Tu Mg Police Chamcha .......

    • @ranjan6148
      @ranjan6148 14 часов назад

      Police manaku sakti Naihati darkar

    • @brightcareer6896
      @brightcareer6896 14 часов назад

      Bhai videoru janiparunaganti ladies janaka ye road romeotharu madhya tala starara, kahuchanti kintu mu bhari bada starara, kintu karyakalapa bahut low starara, abali ladies manakara pai ama Bharat ra law kohala achi, Saudi bhali law tight hele, ye unnecessarily kahaku atrocityre pakaipatibenim

    • @manojkumarkar4763
      @manojkumarkar4763 14 часов назад

      Se lady kn bhul kahila rati re kn lady bulipariba nahin? Tuma police balanka kou bahire lekhajaichhi

  • @subrat-k2m
    @subrat-k2m 16 часов назад +13

    Thik kahichhanti sir

  • @TheSonOfSoil.
    @TheSonOfSoil. 17 часов назад +10

    Iye Bala kahuchhi

  • @sudhakarsamal6225
    @sudhakarsamal6225 15 часов назад +3

    ଏଇଠି ଓଡିଆ ମାଡ ଖାଇଲା ପୋଲିସ୍ ସେଶରେ ପୋଲିସକୁ ସପୋର୍ଟିଂ କଲା

  • @pankajkumarmohanta9675
    @pankajkumarmohanta9675 16 часов назад +4

    Why police not taking FIR.....who had given to take law in hand by police

  • @SurendraPadhy-i8f
    @SurendraPadhy-i8f 14 часов назад +2

    କାଲିମେଲା ମୋଟୁ ମାଲକାନଗିରି ଏମାନଂକୁ ପଠା ଜାଉ bbsr ପୋଲିସ ଙ୍କୁ

  • @meerabaipanigrahi2839
    @meerabaipanigrahi2839 15 часов назад +3

    ଯାହା ହେଉ ଆମ ପୋଲିସ ପ୍ରଶାସନ ଅତ୍ୟନ୍ତ ଉଛୋକୋଟିର ବ୍ୟକ୍ତିତ୍ଵ ଅତୀତ ଓ ବର୍ତମାନ ସବୁ ଶଳା ପୋଲିସ ହାରାମି

    • @anantanahak2718
      @anantanahak2718 15 часов назад

      Thik kahichu. Sabu salla police jadi harami hele Rati adhare toh bouku jadi kie ref kala tu police pakhaku jibu Na refist Ku bapa dakibu. Department Ku sodhana.

  • @prasannakumarpattanaik4198
    @prasannakumarpattanaik4198 16 часов назад +5

    This person telling lies.

  • @sanjayakumarsahoo3531
    @sanjayakumarsahoo3531 16 часов назад +12

    Mg banda kahuchhi

  • @civilengineering3438
    @civilengineering3438 16 часов назад +3

    We do not want such type of police officers in job

  • @manojnayak3746
    @manojnayak3746 15 часов назад +2

    People of Odisha may be ilterate,but not fools Ex DG sir.They know how police behave to the people and the truth of thid case.

  • @thecommonman5169
    @thecommonman5169 16 часов назад +2

    Right କଥା , ଯାହାର ଭୁଲ ଅଛି, ତାକୁ ଦଣ୍ଡ ଦିଆ ଯାଉ, khali ଖାଲି provoke kara na ଯାଉ

  • @worldisenough
    @worldisenough 14 часов назад +2

    ଏଟା ବରିଷ୍ଠ ପୋଲିସ ଅଧିକାରୀ ନୁହଁ ବରିଷ୍ଠ ବେସରମ ପୋଲିସ. ଏତେ କଥା କହୁଛି ନିଜ କର୍ତ୍ତବ୍ୟ କଣ? ପ୍ରଥମେ କହୁନୁ? ପୋଲିସ ନିଜ କର୍ତ୍ତବ୍ୟ ପ୍ରଥମେ କରିଥିଲା କି? ଝିଅ ଓକିଲ ଥିଲା ନିୟମ କାନୁନ ଜାଣିଥିଲା; ସାଧାରଣ ନାଗରିକ କର୍ତ୍ତବ୍ୟ ଅନୁସାରେ କର୍ତ୍ତବ୍ୟ କରୁନଥିବା ନାଗରିକ ସେବାଦାର ବା ସରକାରୀ ଚାକରକୁ ତାର କର୍ତ୍ତବ୍ୟ ମନେ ପକାଇଥିଲା. କିନ୍ତୁ ପୋଲିସ ଚାକିରୀ କରି ଯେମିତି ଏମାନଙ୍କୁ କାନୂନ ବ୍ରାଣ୍ଡ ରେ ଅପରାଧ କରିବା ପାଇଁ ଲାଇସେନ୍ସ ମିଳି ଯାଇଛି; ସତ କଥା ହେଲା ସେ ପୋଲିସର ନିଜ ଅହଂ କୁ ଧୋକା ଲାଗିଗଲା ଆଉ କ୍ଷମତାର ଅପବ୍ୟବହାର କରି ଏମାନେ ତାଙ୍କ ସରକାରୀ ଗୁଣ୍ଡାଗିରି ଦେଖେଇ ଦେଲେ. ଗୁଣ୍ଡା ହବାର ଯଦି ଥିଲା ପୋଲିସ କାହିଁକି ହଉଥିଲ? ପୋଲିସର କାମ ସୁରକ୍ଷା ଦେବା ନା ଅପରାଧ କରିବା? ଯଦି ପୀଡିତା ପୋଲିସ ଅଫିସର ସହ କିଛି ଅପରାଧ କଲା ବୋଲି କହୁଛ ତାର ପ୍ରମାଣ କାହିଁ? ଏତେ କୋଟି ଟଙ୍କାର ପୋଲିସ ଷ୍ଟେସନ ବନେଇ ଦେଉଛ କେବଳ 6 ହଜାର ଟଙ୍କାର CC TV ଲଗେଇବା କୁ ପଇସା ନାହିଁ? ହଉ CC TV ନାହିଁ ଛାଡ଼; ରୂପଭେକରୁ ଜଣା ପଡୁଛି କେତେ କେତେ ଟଙ୍କା ଲାଞ୍ଚ ଖାଇ ପେଟ ବଢିଛି କଣ ନିଜ ପାଖରେ ମୋବାଇଲ ଟେ ଭି ନାହିଁ? ନିଜ ମୋବାଇଲରେ ପୀଡିତା କରୁଥିବା ଅପରାଧ କୁ ରେକର୍ଡ କରି FIR ଲେଖି କୋର୍ଟ ଫରୱାର୍ଡ଼ କରି ତାକୁ ସଜା ଦେଲନି? ତାହା ବୋଲି ନିଜେ ଧର୍ତ୍ତବ୍ୟ ଅପରାଧ କରିବ? ନିଜେ କଉ ଧଇଆଁ ଡ଼ାଇରେକ୍ଟର ତେଲୁଗୁ ଫିଲ୍ମର ସିଂହମ ପୋଲିସ ହୋଇ ଅତ୍ୟାଚାର କରିବ? ଆରେ ହରାମଖୋର ସିଂହମ ଭି କ୍ରିମିନାଲ ବିରୋଧରେ ନିଜ ଶକ୍ତି ପ୍ରଦର୍ଶନ କରୁଥିଲା କମ୍ପ୍ଲେନ କରିବାକୁ ଆସିଥିବା ପୀଡିତା ସହ ଅଶ୍ଳୀଳ ଆଚରଣ ଏବଂ ଅପରାଧ କରୁନଥିଲା. ଗୋଟେ ମହିଳା 140 କୋଟି ଲୋକଙ୍କ ଗଣମାଧ୍ୟମ ଆଗରେ ତା ବ୍ଲାଉଜ ଖୋଲି ଛାତି କୁ ଗୋଇଠା ମାରିବା, ଚଡି ଖୋଲି ଲଙ୍ଗଳା କରି ନିଜେ ଲଙ୍ଗଳା ହୋଇ ତାକୁ ପେନିସ ଦେଖେଇ କେତେ ଥର ନବୁ ବୋଲି ପୋଲିସର ଅତ୍ୟାଚାର କରିବା କଥା କଣ ସବୁ ମିଛ? ସେ ମିଛ କହୁଛି ତାକୁ ପ୍ରମାଣ କରୁନୁ? ସେ ଅପରାଧୀ କୁ ସିଧା ସିଧା ରିମୁଭ ଫ୍ରମ ସର୍ଭିସ କରିବା କଥା ୟେ ବରିଷ୍ଠ ଅଫିସର ଭି ମୋତେ ଠିକ ଲାଗୁନି କ୍ରିମିନାଲ ଟା ହୋଇଥିବ ନହେଲେ କ୍ରାଇମ କରିଥିବା ଲୋକର ଓକିଲାତି କାହିଁକି କରୁଛି? ଆମେ ତ କଉଠି ଉଠିକି ଆସିଛୁ ଜାଣିପାରିବୁନି? ଯଦି ୟା ମା, ଭଉଣୀ, ଝିଅ ବା ନାତୁଣୀ ସାଥିରେ ଏମିତି କିଛି ହେଇଥାଆନ୍ତା ୟେ କଣ ସେମ କଥା କହି ଥାଆନ୍ତା? ପୋଲିସ ଏଠି ସଫା ସଫା ଅପରାଧ କରିଛି ଆଉ ଯଉ ଅଫିସର ମାନେ ସାଥିରେ ଥିଲେ ସେମାନେ ସେ ଅପରାଧ ପାଇଁ ସମାନ ଭାବରେ ଦାୟୀ କାରଣ ସେ ଚାହିଁଥିଲେ ସେ ଅପରାଧ କୁ ସେହିଠି ରୋକି ପାରିଥାନ୍ତେ କିନ୍ତୁ ସେ ଅପରାଧର ସାଥ ଦେଲେ. ଏମାନେ ସବୁ ରାଜା ଲୋକ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ଦରକାର; ଚାକିରୀ ଛାଡି କଉଠି ରାଜାଗିରି କରିବା କଥା କରନ୍ତୁ; ଚାକିରୀ ଯୋଗୁ ଉପୁରି ମିଳୁଛି ସେଥିରୁ ତେଲ ବାହାରୁଛି . ଏମାନେ ସବୁ ସରକାରୀ ଚାକର; ମାନେ ନାଗରୀକଙ୍କ ଚାକର; ମାନେ ଆମ ଦେଉଥିବା କର ରେ ଏମାନଙ୍କ ଘରେ ଚୁଲି ଜଳୁଛି କିନ୍ତୁ କିଛି ଅପରାଧୀ ଲୋକ ପୋଲିସ ଚାକିରୀ କରି ପଦର ଦୁରୂପଯୋଗ କରି ଏମାନେ ଅପରାଧୀଙ୍କଠାରୁ ମୋଟା ଅଙ୍କର ପଇସା କମେଇ ନାଗରିକଙ୍କୁ ହିଁ ହଇରାଣ କରନ୍ତି ଯଉମାନଙ୍କୁ ସସ୍ପେଣ୍ଡ ନୁହେଁ ରିମୁଭ ଫ୍ରମ ସର୍ଭିସ ହିଁ କରିଦେବା କଥା ଆଉ ତାଙ୍କ ଜାଗାରେ ଉପଯୁକ୍ତ ପାର୍ଥି କୁ ଚାକିରୀ ଦବା କଥା.

  • @nabinasahoo722
    @nabinasahoo722 12 часов назад +3

    ଡ୍ୟୁଟି ରେ khaki ପୋଷାକ pindhibeni aou kana nighty ପିନ୍ଧି ଶୋଇବେ

  • @shivpanda9953
    @shivpanda9953 13 часов назад +2

    Mr Marik himself was suspended for long time for corruption. Had an extra-marital affair with an Odia movie Star, used call her from orher's house. Now preaching..

  • @PuriToka91
    @PuriToka91 13 часов назад +2

    ତାହେଲେ କଣ ସେ ଝିଅ ନିଜ ବେକ ନିଜେ ଭାଙ୍ଗିଦେଲା
    ଭଲ କହୁଚ ଆଉ

  • @rudranarayanmohanty6129
    @rudranarayanmohanty6129 15 часов назад +3

    ତୁ ମଣିଷ ଠାରୁ ଜନ୍ମ ହେଇଛୁ ନା 😮
    ଲାଜ ନାହିଁରେ ରେ ବେମାରିଆ

  • @biswajithota2524
    @biswajithota2524 16 часов назад +10

    ଡିଉଟି ରେ ନ ଥାଇ ଥାନା ରେ କଣ ପାଇଁ ରହୁଛନ୍ତି.

    • @sumitrabehera3711
      @sumitrabehera3711 16 часов назад +2

      ତମେ ଆଗ ପୋଲିସ ଚାକିରି କରିକୀ ଦେଖ

    • @rudrathecool7993
      @rudrathecool7993 16 часов назад +2

      Are manghia thana re staff rahiba byabasta achi.. tu kemti janibu tu ta mali sahi re rahuchu

    • @diptiranjandash159
      @diptiranjandash159 16 часов назад

      Tamane night pindhiba p.s re,​@@sumitrabehera3711

    • @PradeepMohanty-y2g
      @PradeepMohanty-y2g 16 часов назад +1

      Odisha police ku kehibi support karunanti. Odisha basi mane. Sabu support karuchhanti army ku. Night pidhik ratire duty karibe keu law re lekha jaichhi. Thiki heichhi odisha police ku jagannath dekheile talier baki film achhi 5jana ku criminal case arrested karajau.

    • @dayasagar1174
      @dayasagar1174 14 часов назад

      ​@@PradeepMohanty-y2gkichi na jani comments pain dhaen ch😂

  • @manaspani7583
    @manaspani7583 16 часов назад +13

    Tame jete odisha police ku vala kahile vi ame accept karibuni.

    • @rudrathecool7993
      @rudrathecool7993 16 часов назад

      Nakara mangia.. to asubidha re thana ku asibu gandi mareiba pae

    • @RupNarayanMajhi
      @RupNarayanMajhi 14 часов назад

      ନିଜ ମୁହଁରେ ସମସ୍ତେ ନିଜର ପ୍ରଶଂସା କରିବେ, ତାର କିଛି ମୂଲ୍ୟ ନାହିଁ ।

    • @cuttakiblog6850
      @cuttakiblog6850 14 часов назад

      Jhia micha b kahuchi sabu video re jete ghamand dekhauchi se thodi na nija bhul maniba

  • @chittaranjanpanda8909
    @chittaranjanpanda8909 14 часов назад +3

    ସାଧାରଣ ଲୋକ ଟେ ଉତ୍ପାତ କରିବା ଆଉ ତାର ଜବାବ ରେ ପୋଲିସ ଉତ୍ପାତ କରିବା ଯଥାର୍ଥ କି? ଜନତା ଙ୍କ tax ରେ ଦରମା ପାଉଥିବା ପୋଲିସ ଯଦି ଉତ୍ପାତ କରେ ତେବେ ପୋଲିସ ବିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

  • @RichgamingYt20
    @RichgamingYt20 15 часов назад +2

    I love Indian army ♥️♥️♥️

  • @blcreationbs1020
    @blcreationbs1020 13 часов назад +2

    ମୋହନ ମାଛିଆ Sir ଙ୍କୁ ଅନୁରୋଧ 🙏 ୟେ ଅଫିସର ଙ୍କ background ଭିଜିଲାନ୍ସ check ହଉ 🤣

  • @tranjannayak2808
    @tranjannayak2808 15 часов назад +2

    How shamelessly these people are defending police?

  • @kasinathbaral6873
    @kasinathbaral6873 16 часов назад +3

    Sir please tell why police officers tfr only between CTC and bbsr why not western odisha

  • @SurendraPadhy-i8f
    @SurendraPadhy-i8f 14 часов назад +2

    ଆପଣ କାଲି କଣ କହୁଥିଲେ ଆଜି ଚେଞ୍ଜ କରିଦେଲେ କଥା କୁ

  • @RanilNayak-v1u
    @RanilNayak-v1u 15 часов назад +2

    Rati 3 ta re jhia buli paribani but today mane ekathi hei buli paribe

  • @BalarambarikBarik-dg1wb
    @BalarambarikBarik-dg1wb 14 часов назад +2

    ତମ ଘର office ମିଛୁଆ ପୋଲିସ

  • @chinmayakumarmohapatra697
    @chinmayakumarmohapatra697 16 часов назад +1

    Fabricated story started under pressure to supress this chapter 😮😮

  • @debeshkumarbiswal4509
    @debeshkumarbiswal4509 16 часов назад +1

    CBI କୁ ଦେଇଦିଅ ଆଉ କମ୍ପ୍ଲେନ କେହି କରିପାରିବେନି,
    CC କ୍ୟାମେରା କାହିଁକି ଲାଗିନି

  • @PravaskumarSamantaray
    @PravaskumarSamantaray 14 часов назад +1

    ରାତିରେ ଓଡିଶା ପୋଲିସ ମାଗଣା ମଦ ପିଅନ୍ତି

  • @KamalaLochanNayak-xd8dv
    @KamalaLochanNayak-xd8dv 13 часов назад +2

    ମୁଁ ପୋଲିସରେ 35 ବର୍ଷ କାର୍ଯ୍ୟ କରିଛି. ଜଣେ ଅବସର ପ୍ରାପ୍ତ ଡିଜିପି ଥାନାରେ ଇଉନିଫର୍ମ ପରିବର୍ତ୍ତେ ନାଇଟି ପିନ୍ଧିବାଟାକୁ ସପୋର୍ଟ କରି ମନ୍ତବ୍ୟ ଦେବା ଲଜ୍ୟାଜନକ ଏବଂ ଦୁର୍ଭାଗ୍ୟ. ବିହାରୀବାବୁ ଆଉ ମିଶ୍ରବାବୁ ତୁମେ ଓଡିଶା ଲୋକଙ୍କୁ ଗାଣ୍ଡୁ ଭାବୁଛ ବୋଧେ. ତୁମେ ଦୁଇଜଣ କହିବକି ସେମାନଙ୍କ ବିରୁଦ୍ଧରେ କ୍ରିମିନାଲ କେଶ ରେଜେଷ୍ଟ୍ରି ହେବାପରେ ସେମାନଙ୍କୁ ଆରେଷ୍ଟ କରାଯିବା ଉଚିତ କି ନୁହେଁ.ସାବଧାନ -ଆଇନର ତର୍ଜମା ଯଦି ଜାଣିଛ କର.

    • @alokswain4392
      @alokswain4392 13 часов назад

      ଆପଣଙ୍କ ଭଳି ବିଜ୍ଞ ଲୋକ ବିରଳ, ମୋତେ ଲାଗୁଚି 35 ବର୍ଷ ଚାକିରୀ କରି ବହୁତ ବଡ଼ କାମ କରିଦେଇଛନ୍ତି

  • @shivpanda9953
    @shivpanda9953 15 часов назад +1

    The corrupt police has lost their mind. They need to be taught a lesson

  • @sukantakumarsahoo9340
    @sukantakumarsahoo9340 14 часов назад +1

    Criminal case on police officer's we demand...... Take immediately action on police are involved

  • @sukanahati5628
    @sukanahati5628 16 часов назад +5

    Khanagiha.

  • @jtl1872
    @jtl1872 13 часов назад +1

    ରାତିରେ ନାଇଟି ପିନ୍ଧିଲେ duty କରିବାକୁ ସୁବିଧା ହୁଏ

  • @kirankumarrana2161
    @kirankumarrana2161 15 часов назад +2

    Bhadrak case re criminal atach re thile & saspend heithile. Marik sir

  • @romeorohit4543
    @romeorohit4543 3 часа назад +1

    ଥାନା ଟା କଣ oyo ଝିଅ ଟା duty ସାରି ଥାନାରେ ରହିଯାଉଛନ୍ତି ନାଇଟ୍ ପିନ୍ଧି ଓହ ପୋଲିସ lady ତାହାଲେ duty ସାରି ଟା ଘର କୁ ଯାଇପାରିବନି ଟା ମାନେ ସେ ବି ସୁରକ୍ଷିତ ନୁହେଁ କାହିଁକି ଏ ମିଥ୍ୟା ପ୍ରଚାର ଗୁଡା କରୁଛ..... ଲାଜ ଲାଗୁନି ଓଡିଶା ପୋଲିସ ର ଦାଦା ଗିରି... International chanel re ଉବୁଟୁବୁ ହଉଛି

  • @prafullamahanta10
    @prafullamahanta10 16 часов назад +4

    Model thana re kn quater heiniki je thana re soibe .police jadi gharaku feriba pain bhaya Kariba tahale general people kn varasa karib. Sabu nija department ku ghanta ghodauchanti

    • @rudrathecool7993
      @rudrathecool7993 16 часов назад

      Manghia kebe thana ku jaiki dekhe ketera quarter heichi aau kauthi sabu rahuchanti.. bedha chua kichi najani gyana pelibaki asila

  • @bibhuprasadsagadia9216
    @bibhuprasadsagadia9216 16 часов назад +4

    Ea au gote criminal ....

  • @prafullabiswal9489
    @prafullabiswal9489 15 часов назад +1

    Jai Hind
    Jai Jawan
    Beti bachao in odisha

  • @gitabehera6085
    @gitabehera6085 15 часов назад +1

    ଆଜ୍ଞା ଝିଅ ର ଉଦ୍ଧତ୍ ରୁ ଏମିତି ହେଉଛି

  • @DineshkumarDao
    @DineshkumarDao 14 часов назад +2

    Tame Mane Sabu Public nka Saha Kemiti Katha Hua Kebe janipara ?

  • @ShyamaghanaBhoi
    @ShyamaghanaBhoi 14 часов назад +1

    ସେ ଗୋଟିଏ army ଓଫିସର୍ ମଦ ପିଇ ପାରିବ ରଖି ପାରିବ ତାଙ୍କୁ ଅନୁମତି ଅଛି ତୁମ ପଖକୁ ଏଫଆଇଆର ଦବା ପାଇଁ ଆସିଥିଲା ତୁମ କାମ କର ତୁମେ ତୁମ କାମ ନକରି ଲୋକଙ୍କୁ ବାନ୍ଧି ପିଟିଵ ଯାହା ଲାଗୁଛି ସେ ରୋଡ଼୍ ରୋମିଓ ମାନେ ପେଟ୍ରୋଲିଂ ଗାଡ଼ି କୁ ଫୋନ୍ କରି ସମସ୍ତେ ମିଶି ଏତେ ନାଟକ କରିଛନ୍ତି

  • @harekrushnahotta2072
    @harekrushnahotta2072 16 часов назад +4

    ପୁଲିସ ରର ଭୁଲ ଥାଇପାରେ। କିନ୍ତୁ ସେ ଝିଅ ଏତେରାଟିରେ କାହିଁକି ଏବଂ କେଉଁଠାରେ କାନକରୁଥିଲା ମୋତେ ତା ସେ ଝିଅ ଉପରେବି
    ସନ୍ଦେହ ହେଉଛି।ଆଜିକାଲି ପୋଲିସକୁ ସନ୍ଦେହ
    କରିବା ଲୋକଙ୍କର ଏକ ଅଭ୍ୟାସ ହୋଇଗଲା।

  • @suryakantabehera2883
    @suryakantabehera2883 15 часов назад +2

    Jou mane protest koruchonti se police nku terminate koro nd new pila nku posting dio....dele semanka garba bhangibo

  • @pinkusahu1170
    @pinkusahu1170 16 часов назад +1

    ପୋଲିସ କେ ଛାଡ ବେକାର କଥା କହୁଛେ ପୋଲିସ dg ହାଇଥିଲା

  • @kapilendrapanda705
    @kapilendrapanda705 16 часов назад +2

    Marik sir apana bahut rojgar karichhati hele garib loka ra help karinahanti

  • @AnkitaMishra-e1g
    @AnkitaMishra-e1g 16 часов назад +5

    ସେ ଝିଅ ମଦ ପିଇ ରାସ୍ତା ରେ ଗଣ୍ଡଗୋଳ କରୁଛି police station ରେ ବଡ଼ ପାଟି କରି ଯାହା କରିଛି କେମିତି ଦେଖିଲା ପରେ ମୋ ଭାଇ ମାନେ ଏମିତି police against ରେ କହି ପାରୁଛ ମୁଁ ଜାଣି ପାରୁନି। ଯିଏ ସେ ଝିଅ ର ସପକ୍ଷ ରେ କହୁଛ ତାକୁ ତୁମେ ଗୋଟେ ଦିନ ସମ୍ଭାଳ ତା ଦେଖିବା 😂😂😂। ମୁଁ ଗୋଟେ ଝିଅ ହିସାବ ରେ ଜାଣି ପାରୁଛି ସେ କେତେ ଉଦ୍ଧତ ଝିଅ ହେଇଥିବ । Yes in many cases police deed wrong but in this case we should stand behind our government and odihsa police so that further law and order situation will not be created.

    • @simun2023
      @simun2023 55 минут назад

      Wah didi wah kaise uchhokoti ka bichar hai ap kii, 😂😂 app to CBI wale se v age hoo😂😂😂

  • @scdas01
    @scdas01 15 часов назад +1

    This person has not updated his information. He was also a police officer of ex-IIC's brand. Spreading falsehood & speaking blatant lies.

  • @tikchandisari3648
    @tikchandisari3648 15 часов назад +1

    Odisha police niria sarala loka nku besi ahiran karanti Odisha police chi chi chi 🩴🩴🩴

  • @JyotsnaBiswal-b5d
    @JyotsnaBiswal-b5d 14 часов назад +2

    Aeta full chore chitter BJP ku na police khara Sabu odisha re khai gapuchi.

  • @debeshkumarbiswal4509
    @debeshkumarbiswal4509 16 часов назад +1

    ସବୁ ପୋଲିସ ଏକା

  • @PrasannaRay-j8c
    @PrasannaRay-j8c 15 часов назад +1

    Marik ji,
    Pls answer where is cctv camera
    Are not Odia Police curropted,
    First send to them jail

  • @gcmohanty7484
    @gcmohanty7484 6 часов назад

    Thanks for the elaborated information on Bharatpur police station issues, but it seems, people of Odisha can't digest..!!!

  • @pratapparida8204
    @pratapparida8204 15 часов назад +2

    Sanjeev marik birodh re maanhani mokdama dayar karajau kargil bisaya re na jani sena ku akhyap kariba

  • @ranjanjena6454
    @ranjanjena6454 16 часов назад +11

    ସେଇ ଝିଅ ଅତି ଉଦ୍ଧତ,ସେ ପ୍ରବଳ ମ ଦ ପିଇଛି,ସେ ଝିଅ ର ସବୁ ଭିଡ଼ିଓ ଦେଖ,ସେ ଝିଅ ପୋଲିସ ଥାନାରେ କତେ ଉଦ୍ଧ୍ତ ତ, ମେଡିକାଲ ରୁ ଆସିଲାବେଳେ କେତେ ଅଭିନୟ କରୁଛି

    • @ChudaNag-fn3de
      @ChudaNag-fn3de 16 часов назад

      Thana re nighty pindhi duty

    • @ChudaNag-fn3de
      @ChudaNag-fn3de 16 часов назад

      Sabu police ra vool

    • @santoshsethy4746
      @santoshsethy4746 15 часов назад

      ମଦ ଦେଇଥିଲେକି

    • @santoshsethy4746
      @santoshsethy4746 15 часов назад

      ସାଙ୍ଗ ହେଇକି ପିଇଥିଲେ ବଧେ

    • @RupNarayanMajhi
      @RupNarayanMajhi 14 часов назад

      ତ ରାତି ଅଧିଆ pub and bar ଖୋଲିବାକୁ permission କାହିଁକି ଦିଆଯାଇଥିଲା ।

  • @sarojmahanta6491
    @sarojmahanta6491 15 часов назад +2

    Odisha police kete nikamma au corrupt, Odisha loke bhala re jananti .
    Odisha re jane major anka wife ku pitiba atyanta durbhagya janaka. Lagga re munda nai jauchi.
    Eha ra full investigation kara jau.

  • @kcmishra3239
    @kcmishra3239 16 часов назад +1

    Sanjib Marik is the best ever SP Bbsr ever had. He has been demanded by Nabin gang. Mu be tanka tharu gali sunichi.

  • @HemendrRout
    @HemendrRout 15 часов назад +3

    Police.turanta.spot.ku.gala.nahi.kahiki.

  • @littlequeenrakhi
    @littlequeenrakhi Час назад

    Eakdàm right Katha 💯 parfect Katha kahile sir

  • @jyotiprakashpradhan1848
    @jyotiprakashpradhan1848 15 часов назад +1

    Do the complainant has to go through blood test before filling any complain?

  • @nandasudamniali
    @nandasudamniali 15 часов назад +1

    ଝିଅର video କୁଆଡେ ଗଲା sir /police ଝିଅର mobile କୋଉଠି ରଖି ଛି

  • @SibanandaPrida
    @SibanandaPrida 14 часов назад +1

    WE KNOW ABOUT POLICE SIR THEY ARE EARNING MUCH...

  • @Officialwork-wz4mn
    @Officialwork-wz4mn 14 часов назад

    You are absolute right marikh sir

  • @gopalchandrapallai5200
    @gopalchandrapallai5200 15 часов назад +1

    Wow, night dress on night duty wow,

  • @SantoshSandha-i4l
    @SantoshSandha-i4l 16 часов назад +2

    Loka jananti sata se diuty re na thile,ki plan, police bala odisa re raj loka nku poka machhi bhali bhabuchanti

  • @RabindraMurmu
    @RabindraMurmu 15 часов назад +2

    ମାଗିହା ପୋଲିସ୍

    • @anantanahak2718
      @anantanahak2718 14 часов назад

      Toh maa ku kete thara gehichi police.

    • @anantanahak2718
      @anantanahak2718 14 часов назад

      Toh maa ku kete thara gehichi police.

  • @RockyPradhan-y7c
    @RockyPradhan-y7c 14 часов назад

    Thanks a lot sir

  • @rameshsabat2367
    @rameshsabat2367 16 часов назад +1

    Not satisfied telling about situation stop
    Lecture

  • @Leo_8912
    @Leo_8912 5 часов назад +1

    Marik was suspended for links with Mafia and currently in a Land scam 😂 Kargil katha kahuchi chora 😂 1 week sethi rahi paribani