Respected sir,pranam. I hv listened ur maximum episode. No doubt ur the best speaker in odisha. But I couldn't believe that how sweet ur voice is!so far me is concerned u hv tremendous knowledge about both Indian n world mythology. Each n every line, words have a different power that enchanted most of the people towards you. I really appreciate ur talent .I'm very very anxious about ur next episode. 👏👏👏
Thanks thanks thanks....... Many more thanks for keeping our request and told about kalki avtar. We most received much more knowledge about kalki avtar. I am very excited today because it's the end of a long period of time. Thank you so much & God bless you. 🙏🙏Guruswami bhai🙏🙏♥♥♥♥♥💐💐💐💐💐💐
Guruswami bhai🙏
Ati sundar upstapana Jay shree keshab 🙏🙏🙏
❤🎉🙏
❤❤❤sata sata pranam aapananku
ATI Sundar upstapana Bhai Jay Jagannath 🙏 Guru Swami 🙏🙏🙏
Guruswami 🙏🙏🙏
Jay jagannath 🙏🙏🙏🚩
Jai jagannath Swami
ଚମତ୍କାର ।ବିରଳ ପ୍ରବଚକ। ଜୟ ଶ୍ରୀଜଗନ୍ନାଥ ।🙏
ATI Sundar upstapana Jay Jagannath 🙏🙏🙏
ଜୟ ଜୟ ଗୁରୁ ସ୍ୱାମୀ।ॐଶ୍ରୀ ଗୁରୁଦେବାୟ ନମଃ।।
ଜୟ ଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻😊
jaye Sri Ram....jaye Hanuman....
Jay Jagannath 🙏🙏🙏
Excellent.jaya Guru.
🙏🥰
Guruswami bhai 🙏🏻
Athi.sundar.giyan.abonga.probachan.jay.jagnnath..
Guruswami bipin bhai
Guruswami ❣️❣️❣️.
Ramakant AP.
ଅନ୍ତତ ଅନିର୍ବଚନୀୟ ଭାବଗର୍ଭକ ସମ୍ଭାସଣ ।। କୋଟି କୋଟି ହାର୍ଦିକ ଅଭିନନ୍ଦନ ।। ହରିଃ ଶରଣଂ ।।ଜୟ ଶ୍ରୀ ଶ୍ରୀ କେଶବ ନାରାୟଣ ।। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।।
Sri Gurusumi
Hare ram Krishna.....
JayJagannath
Jay kaliki
Bahut Sundar
Guruswami pranam bhai 🙏ati sundar dhanyabad dhanyabad bhai jay shree mana mohana charama puruasa purusa uttama ki jay 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ପ୍ରଣାମ ବାବା
ଜୟ ଶ୍ରୀମୋନ ନାରାୟଣ ସତ୍ୟ ନାରାୟଣ
🙏🙏🙏🙏
BEST PRABARCHAN.THANKYOU SAMAL BHAI .KISHORE BBSR.
☺️❤️🙏🙏🙏❤️☺️
🙏🌹🙏
Jay Shree guruswami saranam 🙏Bahuta sundar🙏🙏🙏
ଜୟ ଶ୍ରୀ ରାଧାକୃଷ୍ଣ 🙏 ପ୍ରଣାମ
Bahuta badhia
Bhai Guru Swami
Guru Swami ଶରଣ ଦେ ବିପିନ୍ ବିହାରୀ ପ୍ରଣାମ
Bhai namskar jay shree shree kesaba thakura guru swani
Bhai Guruswami 🙏 bohut sundar bisaya 👍
ଓଁ ଗୁରୁ ଦେବାୟ ନମଃ । ମହାରାଜ ଙ୍କ ଚରଣ କମଳ ରେ ଅନନ୍ତ କୋଟି ପ୍ରଣାମ।ବହୁତ ସୁନ୍ଦର ଅଧ୍ୟାୟ।ଜୟ ଜଗନ୍ନାଥ ଜୟ ଶିଶୁ ଅନନ୍ତ।
Thakuranku chihnei dei thibaru dhanyabada
Mo keshabachandra Biswa Guru, Parampita, Tanka Shree chhanda charana Padma pada peetha re avuma satsanga pranaam
Jay jagannatha
Sir sir guru Swami sir guru Swami sir guru Swami
Very Nice. Jay sri keshab .
Guruswami 🙏🙏🙏 charamanatha ki jay👌👌👌🙏🙏🙏🙏🙏🙏🙏🙏🙏🙏🙏🙏🙏👌
Guru.swami
ବହୁତ ସୁନ୍ଦର ଆଲୋଚନା
ବିପିନ ବାବୁ ଦୟାକରି କହିବେକି ଠାକୁର କେଶବ ଚନ୍ଦ୍ରଙ୍କ ଦୀକ୍ଷାଗୁରୁ କିଏ ?
🙏🙏🙏🙏🙏 pravhu Jaya jagannath
Good
ଗୁରୁସ୍ୱାମୀ
ଅତି ସୁନ୍ଦର ବିଷୟ
ଅତି ସୁନ୍ଦର କଥା ଯାହାକୁ ଭାଷାରେ ପ୍ରକାସ କରି ହେବ ନାହିଁ ା ମହାପ୍ରଭୁ ଆପଣଙ୍କୁ ଏମିତି କଲ୍ୟାଣ କରୁଥାନ୍ତୁ , ତାଙ୍କର ବାର୍ତ୍ତା ଜଗତରେ ବାଣ୍ଟିବାକୁ ା ସତ୍ୟର ଜୟ ହେଉ ...🙏🙏🙏🙏🙏🙏
Guruswmi bhai 🙏bahut badhia. Pura spatika pari swachha alochana 🙏🙏🙏🙏🙏🙏🙏🙏
ଆଲୋଚନା ଆଗକୁ ବଳବତ୍ତର ରହୁ ଭାଇ।ସହୃଦୟ ଗୁରୁସ୍ୱାମୀ 🙏🙏🙏
ଗୁରୁସ୍ବାମୀ🙏🙏🙏
Excellent and highest standard of elaboration.
କେତେ ପ୍ରବଚକ ଙ୍କ ର ମାଳିକା ପ୍ରମାଣ ଶୁଣିଛି ଯେ ତାହା ଅଧା ଅଧୁରା ଲାଗୁଥିଲା କିନ୍ତୁ ଆପଣ ଭାଗବାନଙ୍କ ପ୍ରମାଣ ଶୁଣି ମନ ଭିତରେ ଆହୁରି ଜାଣିବାକୁ ଇଚ୍ଛା ହେଉଛି, ଆତ୍ମା ରେ ଶାନ୍ତି ଅନୁଭବ ହେଉଛି, ସତ୍ୟ ର ପରିପ୍ରକାଶ କରୁଥିବାରୁ ଆପଣଙ୍କୁ ସାଧୁବାଦ 🙏🙏🙏
Jiye se Dibya avatar Hoi thibe tar dakchhin hastare shankh chakra gada Padma Kamala phula ,swastik Mandir dhwaja mushal aadi shubh hastarekha chinha 1000%thiba aau tar kapalre aath ti Shiva Shakti chinha ta madhyare bishnu chinha U tripund chinha bhi 1000%thiba ...kintu Lok ti ati sadharan grihasth bhave rahu thibe tank pakhare chamatkar bhi vani aau karm Ra 1000% rahi thiba,sarva ved shastra puran Ra mula tatva Ku bhi bhala bhavare janu thibe Gupta mate kahu bhi thibe dekhiba janiba chinhiba gyani bhaktimaya hrudaya niskapat bhakta Lok darkar .....sarvabyapi sarvatra sarva bhuteshu sarvada bhava rupen tisthati ..... na aham jadah ,na aham chetanah ,na aham pashuh na aham narih,na narah naiva Ch narayana murtih yatha mandire ,Yatra gayante bhaktah mama niskapat bhakti bhaven samanvitah tatraham tisthami guptarupen nischitam akaren sakaren Ch .....
ଓଁ ଗୁରୁଃସ୍ୱାମୀ
ଗୁରୁସ୍ୱାମୀ ଭାଇ ଆପଣଙ୍କ ଗବେଷଣା ପୂର୍ଣ୍ଣ ମାଳିକା ଏବଂ ଶାସ୍ତ୍ରର ବାସ୍ତବ ଅର୍ଥ ବା ମହାପୁରୁଷ ମାନଙ୍କ ଗୁପ୍ତ ଆପ୍ତବାଣୀ କୁ ସୁନ୍ଦର ଭାବରେ ବୁଝାଇ କଳି ଯୁଗର ପରମ ପୁରୁଷ ଭଗବାନ ଙ୍କ ର ଲୀଳା ବିଷୟରେ ଆଲୋଚନା କରି ଅବାଟକୁ ଯାଉଥିବା ସାଧାରଣ ମଣିଷ ଙ୍କର ଆଖି ଫିଟାଇ ଥିବାରୁ ବହୁତ ବାବୁତ ଧନ୍ୟବାଦ। ଗୁରୁସ୍ୱାମୀ।
ଯୁଗ ପୁରୁଷ ଭକ୍ତ ବତ୍ସଳ ମହାପ୍ରଭୁଙ୍କର ଯୁଗେ ଯୁଗେ ଜୟ ହେଉ
ପ୍ରଭୁ ଙ୍କ ର ଆଗମନ ର ବାର୍ତ୍ତା ଅତି ସୁନ୍ଦର୍ ଭାବରେ ଜନ୍ ଜଗତ କୁ ଜଣାଇଛନ୍ତି ଗୁରୁ ସ୍ବାମୀ ପ୍ରଣାମ 🙏🙏🙏🙏🙏
Guruswami Bhai Bahut Sundar alochana suniki bahut bhala lagila
Guruswami🙏 anga(enchudi satsangare silu pakhare b asithile-30. 11.21)
Sundar alochona Bhai guruswami
OmGuru dabaya swami Bipin Bihari Samal Panama Namaskar Panama omsanta omsanta omsanta om Om om Thank you Guru ji
ଆମେ ତ ବୋହୁତ କଳ୍କୀ ଅବତାର ବିଷୟରେ ଶୁଣିଥିଲୁ । ହେଲେ ଆପଣ କଥା ସବୁଠୁ ନିଆଁରା ଲାଗିଲା। ଆଗକୁ ଏମିତି ଆହୁରି ଜାଣିବାକୁ ଇଛା । ଏମିତି ଭାଗବତ ରେ ଲେଖା ହୋଇଛି ।ବୋଲି ଜାଣି ବୋହୁତ ଖୁସି ଲାଗିଲା।।
କଳି ଆଗମେ ଭାବଗ୍ରାହୀ, ପାସାଣ୍ଡ ଜନ ମନ ମୋହି
ଆଦ୍ୟ କଳ୍କୀ ଅବତାର ଶ୍ରୀ ଚୈତନ୍ୟ ସେଇଆ କରି ନଥିଲେ କି?
ଆଜିର କଳ୍କୀ ଅବତାରଙ୍କ episode ଟି ବହୁତ ଭଲ ଲାଗିଲା ,ସଂକ୍ରାନ୍ତି ରେ କଳ୍କୀ ଙ୍କ ବିଷୟରେ ବହୁତ ଗ୍ରୁଢ ତତ୍ୱ ଜାଣିଲି।
ଜୟ ଶ୍ରୀ ଗୁରୁସ୍ଵାମୀ
ଭାଗବତର ଆପଣ ଯେଉଁ ପଦଟି ଆବୃତି କଲେ -କଳି ଅଗମେ ଭାବ ଗ୍ରାହୀ ପସାଣ୍ଡ ଜନ ମନ ମୋହି ଜ୍ଞାନ ଉଦେଶ୍ୟ ଭଗବାନ ମୋହିବେ ଅସୁରଙ୍କ ମନ ,ଆଜି ଯାଏ ଓଡ଼ିଶାର କୌଣସି ପ୍ରବଚକ କଳ୍କୀ ଅବତାରଙ୍କ କଥା ରେ ଏହି ପଦଟି କହି ନାଂହାନ୍ତି ଏହିଠୁ ସେମାନଙ୍କ ଭାଗବତ ଜ୍ଞାନ ଜଣା ପଡୁଛି ,କିନ୍ତୁ ଆଜି ବୁଝିଲି ଅଲଗା ପ୍ରବଚକ ମନେ ଭାଗବତ ଆଲୋଚନା ର ବିଭିନ୍ହ ନାମ ଦେଇଥାନ୍ତି କିନ୍ତୁ ଆପଣ କାହିଁକି ଭାଗବତର ମିମାଂଶା ନାମ ଦେଇଥିଲେ ,ଆଜି ଏ ନାମର ସାର୍ଥକତା ଜାଣିଲି।
ଭାଇ ଗୁରୁସ୍ୱାମୀ ସୁନ୍ଦର କଥା
ଭାଇ ଆଜି କାଲି ଅର୍ଥ ସର୍ବସ୍ବ ଦୁନିଆଁ ରେ ଯେତେ ଜ୍ଞାନୀ ଅଛିନ୍ତି, ସମସ୍ତେ ପଢା ଜ୍ଞାନ କିନ୍ତୁ ଏଭଳି ଭାଗବତ ର ତତ୍ତ୍ୱ କେହି କହିନାହାନ୍ତି, ସେଥିପାଇଁ ଜଗନ୍ନାଥ ଦାସ କହିଲେ,ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ଭବସାଗରୂ ତରି ଯାନ୍ତି
Tq
Will Kailash add in India ?
Jay pravu keshana
Very nice
ଅଚ୍ୟୁତ ଠାର ଯେ କହଇ ଭକ୍ତ ଅଟଇ ସେଇ,
୨୫୬ଜଣଙ୍କୁ ଏ ଗ୍ରନ୍ଥ ପ୍ରାପ୍ତ ହୁଅଇ ।ବହୁତ ସୁନ୍ଦର ଉପସ୍ଥାପନ କରିଛନ୍ତି ।
ଜୟଶ୍ରୀ ଗୁରୁସ୍ୱାମୀ🙏🙏🌹🌹
Guruswamee 🙏
Guruswami bhai
ପ୍ରାୟ ସମସ୍ତ ଙ୍କର ଭଗବାନ ଙ୍କ ପିତା ମାତା ଏବଂ ଜନ୍ମସ୍ଥାନ କୁ ନେଇ ଦ୍ଵନ୍ଦ ଦେଖା ଦେଇଥାଏ, ଯାହା ଆପଣ ସନ୍ଧେହ ଦୂର କଲେ ,ଆଗକୁ ପ୍ରଭୁଙ୍କ ପ୍ରକୁତ ପିତା ମାତାଙ୍କ ନାମ ଜାଣିବା ଅପେକ୍ଷା ରେ।
Respected sir,pranam. I hv listened ur maximum episode. No doubt ur the best speaker in odisha. But I couldn't believe that how sweet ur voice is!so far me is concerned u hv tremendous knowledge about both Indian n world mythology. Each n every line, words have a different power that enchanted most of the people towards you. I really appreciate ur talent .I'm very very anxious about ur next episode. 👏👏👏
Guruswamee 🙏
Very nice Sir.
Mahapuru te charanarabindatale koti koti pranam
ସାରା ଓଡ଼ିଶାର କଣ ଅନୁକୋଣରେ ଜାଣିଛନ୍ତି
ବିପିନ ଭାଇ ମାଳିକା ବିଶାରଦ ବୋଲି ଆଉ ଭାଇଙ୍କୁ ଓଡିଶାର ସମସ୍ତ ଲକ ଭଲପାଆନ୍ତି
ଗୁରୁସ୍ୱାମୀ ଭାଇ🙏🙏🙏🙏
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
ଯାହା ହେଉ ଭାଇ ଏତେ ବଡ଼ ଗୁପ୍ତ ଜିନିଷ ଆମେ ଜାଣି ପାରିଲୁ । ଆମର ମନ ବ୍ୟାକୁଳତା ଦୁଇ ଗୁଣ ବଢ଼ି ଚାଲିଛି , ଆଗକୁ ଜାଣିବା ପାଇଁ । ତେଣୁ ଆଉ ଏକ ଭାଗକୁ ଅପେକ୍ଷା କରି ରହୁଛି । ଜୟ ଜଗନ୍ନାଥ ।
Bipin Bihari samala is a practical person he also clear the reality of Truth by this episode.
Right
i realize Im kinda off topic but do anyone know a good website to watch newly released tv shows online ?
@@jeremybraxton4644 .
. NM 7jjqqqqq qq
ଗୁରୁସ୍ୱାମୀ ଭାଇ ଅତିସୁନ୍ଦର ଏ ବିଷୟଟି ମୋନାକୁ ଛୁଇଁ ଗଲା ଏ ବିଷୟରେ ବହୁତ ଜ୍ଞାନତ୍ବତ ଭରି ରହିଛି ବହୁତ ଭଲ ଲାଗୁଚି ଆପଣ ଏ ବିଷୟ ର ଆଲୋଚନା କରିଥିବାରୁ ମୁଁ ଆପଣ ଙ୍କୁ ଧନ୍ୟବାଦ ଗଣାଉଛି ଗୁରୁସ୍ୱାମୀ ଭାଇ
ଅଜ୍ଞାନ ବ୍ୟକ୍ତି ନିଜର ଅହଂ କାର ରେ ଏପରି ମତାମତ ଦେଇଥାନ୍ତି.
ARYBHUMI NEWSPAPER, EDITOR, PRATAP CHANDRA SAHOO
ଜୟ ଶ୍ରୀ କୃଷ୍ଣ କେଶବ ହରୀ ଗୁରୁସ୍ୱାମୀ ଶରଣମ୍
ଅନ୍ଧକାର ଯେତେ ଗାଢ଼ ହେଲେ ମଧ୍ୟ ଆଲୋକର ଉପସ୍ଥିତି ରେ ଅନ୍ଧକାର ସ୍ୱତ ନିଷ୍ପ୍ରଭ ହେଇଯାଏ,ସେମିତି ଯେତେବେଳେ ଭାଗବତ ର ମାଳିକା ର ପ୍ରକୃତ ବ୍ୟାଖ୍ୟା ଆରମ୍ଭ ହୁଏ,ସେତେବେଳେ ନିଜ ସ୍ୱାର୍ଥ ସିଦ୍ଧି ଉଦ୍ଧେଶ୍ୟରେ ଶାସ୍ତ୍ର ବ୍ୟାଖ୍ୟା କରୁ ଥିବା ଠକ ଭଣ୍ଡ ମାନେ ନିଷ୍ପ୍ରଭ ହେଇଯିବେ ଓ ସେ ସମୟ ଆଗତ ପ୍ରାୟ..... ପ୍ରଭୁ ଙ୍କ ଇଛା ପୂର୍ଣ ହେଉ....ଗୁରୁସ୍ୱାମୀ
Guruswame pranam
Kalki Bhagwan nku apana jemiti jani le ama Ku sehi upaya ( idea) ti kuhantu
ପ୍ରିୟ ବିପିନ୍ଭାଇଙ୍କୁ ମୋର ପ୍ରୀତି ଭରା ନମସ୍କାର।ଆପଣଙ୍କର ଏ ଆଲୋଚନାରେ ପଖ୍ୟପାତିତାର ଲେଶମାତ୍ର ଗନ୍ଧ ନାହିଁ।ପରବର୍ତ୍ତୀ ଆଲୋଚନାକୁ ଅନାଇ ରହିଲି।ସତ ମହିମାନ୍ବିତ ହେଉ। ଭକ୍ତ ପୋଲିସ୍ ହୋଇ ଅସଲ ଚୋରକୁ ଧରିବାକୁ ନିଶ୍ଚୟ ଚେଷ୍ଟା କରିବେ। ଭକ୍ତମାନଙ୍କର ଜୟ ହେଉ।ଜୟ ବିପିନ୍ଭାଇକି ଜୟ।ବୋଲ ଆନନ୍ଦେ ଏକବାର,ହରିବୋଲ।ଜୟ ଜଗନ୍ନାଥ ।।
ଜୟ ଶ୍ରୀ ଗୁରୁସ୍ୱାମୀ ଶରଣମ୍
ଯୁଗକୁ ଯୁଗ ଏହି ମତେ
ପରମାନନ୍ଦ ଏହି ଜଗତେ
ବନ୍ଦେ ମହାପୁରୁଷ ଅଚ୍ୟୁତାନନ୍ଦକି ଜୟ
Guruswami..
Thanks thanks thanks.......
Many more thanks for keeping our request and told about kalki avtar. We most received much more knowledge about kalki avtar. I am very excited today because it's the end of a long period of time. Thank you so much & God bless you.
🙏🙏Guruswami bhai🙏🙏♥♥♥♥♥💐💐💐💐💐💐
🦹♂️👺🏇🏇🙏🙏
ଭାଗଵତ ଗୀତା ର କର୍ମ ଯୋଗ ବିଷୟ ରେ ଗୋଟିଏ video ଦିଅନ୍ତୁ।
GURU SWAMI, Kalyan deli tote patha kale bhala huantna
Johi too namabala ohibadnmhe
Mu tala (patala) ku jagrata karichhi ehi gan ku aasi, Talagan . Remember it.
ପଞ୍ଚସଖା ବର୍ଷ ବର୍ଷ ଧରି ତପସ୍ୟାରେ ବସି କେତେ କଷ୍ଟ ରେ ଗୁରୁଜ୍ଞାନ ସିଧାସଳଖ ଭଗବାନ ଙ୍କ ଠାରୁ ପାଇଛନ୍ତି ,ଏ କଥାକୁ ମଧ୍ୟ କିଛି ପ୍ରବଚକ ନ ଜାଣି ତାଙ୍କ ସାଧନା କୁ ଖାଲି ପଢା ପାଠ ଭାବି ସାଧରଣ ଲୋକଙ୍କ ପାଖରେ ଉପସ୍ଥାପନ କରି ଭକ୍ତ ସମାଜକୁ ଭୁଆ ବୁଲୋଉଛନ୍ତି, ଜଣେ ପିଲା କେତେ କଷ୍ଟ କରି ପାଠ ପଢି ଜଣେ ବୈଜ୍ଞାନିକ ହେବ ସେ ହିଁ ଜାଣିଛି କେତେ ସମୟ ଦେଇଛି କେତେ ପୁସ୍ତକ ଅଧ୍ୟୟନ କରିଛି କିନ୍ତୁ ସେ ଯେତେବେଳେ ଗୋଟିଏ ପୁସ୍ତକ ଲେଖେ ତା ଠୁ କମ ଅଧ୍ୟୟନ କରିଥବା ବା ବାକ ଚତୁରୀ ମାରୁଥିବା ଲୋକ ତାଙ୍କ ଜ୍ଞାନକୁ ବୁଝି ନ ପାରିଲେ ମଧ୍ୟ ଲଜିତ ହେବl ଭୟରେ ଯେପରି ଭୁଲ ପାଠ ପଢାଏ ,ଠିକ ସେହିପରି ଆଜିର ପ୍ରବଚକ ମାନେ ନିଜେ କିଛି ନ ବୁଝି ପଞ୍ଚ ସଖା ଙ୍କ ମାଳିକା କୁ ବୁଝାଇ ସମାଜକୁ ଠିକ ମାର୍ଗରୁ ବିଚ୍ୟୁତ କରୁଛନ୍ତି ।ଆପଣଙ୍କ ପ୍ରବଚନ ଯେତିକି ଶୁଣିଛି ବହୁତ ସୁନ୍ଦର ଉପଯୁକ୍ତ ଏବଂ ଉଚ କୋଟିର ଆଲୋଚନା ।
ଗୁରୁସ୍ୱାମୀ ଭାଇ , ଏତେ ଗୂଢ଼ ତତ୍ତ୍ୱ ଆମକୁ ଜଣେଇଥିବାରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି ।
Jagannath srikhetra chhadiba bisayare kahile bhala huanta