Shyama nagara he...//ଶ୍ୟାମ ନାଗର ହେ...//Odissi Music//ଓଡିଶୀ ସଂଗୀତ(Natyangi style of Odissi Music)

Поделиться
HTML-код
  • Опубликовано: 27 ноя 2024

Комментарии • 296

  • @qxztr
    @qxztr 2 месяца назад +7

    ମୋ ମଚରେ ଓଡିଶୀ ଗୀତ ରଚନା ଓ ଗାଇବା ରେ ନିଜକୁ ପୂର୍ଣ୍ନ ଗୋପୀ ଭାବରେ ଅବିହିତ ନକଲେ ସମ୍ଭବ ନୁହେଁ। ଏହିପରି କଳାକାର ଆମ ପରି ଭକ୍ତମାନଙ୍କୁ ପ୍ରଭୂଙ୍କ ସହିତ ଯୋଡି ଦିଅନ୍ତି। ଭଗବାନ କରନ୍ଚୁ ଏହିପରି କଳାକାର ଏଇ ମାଟିରେ ଜନ୍ମ ହେଉଥାନ୍ତୁ। ଧନ୍ଯବାଦ

  • @purnachandrapradhan1946
    @purnachandrapradhan1946 8 месяцев назад +7

    ବହୁତ୍ ସୁନ୍ଦର୍ ଭାବରେ ଗାଇଲ,କଣ ନଗାଇଲ ମ ।

  • @gurucharanpatra7407
    @gurucharanpatra7407 15 дней назад +2

    Bahut sundar tone

  • @raghunathpradhan9370
    @raghunathpradhan9370 8 месяцев назад +2

    👏💐 ATI Sundar

  • @prakashchandratiadi6742
    @prakashchandratiadi6742 23 дня назад +1

    ଅତି ସୁନ୍ଦର କଣ୍ଠ ଦାନ. ପ୍ରଭୁ ଜଗନ୍ନାଥ ତୁମ ଆଗାମୀ ଦିନ କୁସୁମିତ ହେବାରେ ସହାୟ ହୁଅନ୍ତୁ.

  • @DAKOTA1940s
    @DAKOTA1940s Год назад +2

    ରାଧେ ଶ୍ୟାମ🙏🏻🙂💚

  • @ParbatiPanda-v2j
    @ParbatiPanda-v2j Год назад +5

    ଏ ଗୀତ ମୋର ବହୁତ ବହୁତ ପସନ୍ଦ ହେଇଛି୤ ।

  • @leesamohanty2767
    @leesamohanty2767 2 месяца назад +1

    Bahut Sundar ❤

  • @Gobinda375
    @Gobinda375 8 месяцев назад +1

    Jay jagannath swami🙏🌹❤good👍 voice and music🎶❤

  • @upendramishra5638
    @upendramishra5638 Год назад +1

    Bahut sundar. 🙏

  • @fukupattnaik2936
    @fukupattnaik2936 2 месяца назад +1

    Jay jagannath ❤

  • @rajendrapal3841
    @rajendrapal3841 11 месяцев назад +3

    Baha ba bu re ati sundar agaku badhi jao prabhu sunibe

  • @biswamitradas2356
    @biswamitradas2356 Год назад +1

    ଅତି ସୁନ୍ଦର୍ ହୋଇଛି

  • @vizoykumar4971
    @vizoykumar4971 Год назад +4

    ଆହା ଶ୍ରୁତି ପଟଳରେ କିଏ ଯେମିତି ଅମୃତ ଢାଳିଦେଲା
    ଜୟ ଶ୍ରୀ ରାଧେ

  • @archanasamanta2402
    @archanasamanta2402 Год назад +10

    ପ୍ରଭୁଙ୍କ କୃପା ତୁମ କଣ୍ଠରେ ଏମିତି ବରଷୁ ଥାଉ । ଆତ୍ମତୃପ୍ତ ସଙ୍ଗୀତ ।ରାଧେଗୋବିନ୍ଦ ରାଧେଗୋବିନ୍ଦ 👁️🙏🏻👁️

  • @sipramishra8094
    @sipramishra8094 5 месяцев назад +8

    ସୁନ୍ଦର ଓ ମନ ମୁଗ୍ଧକର ପରିବେଷଣ.... God bless u

  • @lilamayeepanda6343
    @lilamayeepanda6343 2 месяца назад +1

    Beautiful voice and excellent singing ❤

  • @deepakumarsenapati8200
    @deepakumarsenapati8200 Год назад +1

    Bahut sunder hoichi, dhanyawad Bhai nku..❤

  • @chittaranjansahu8113
    @chittaranjansahu8113 Год назад +4

    ଅତୀବ ସୁନ୍ଦର ବୋଲିଛନ୍ତି l ବହୁତ୍ ସୁନ୍ଦର ବାଦନ ଏବଂ ଅନ୍ୟ ଶିଳ୍ପୀଗଣ ll

    • @madhabsrinandan
      @madhabsrinandan  Год назад

      ଧନ୍ୟବାଦ 🙏 ଆଶୀର୍ବାଦ କରନ୍ତୁ

  • @suryamanibhoi1549
    @suryamanibhoi1549 Год назад +2

    Chamatkar paribesan... atyanta hrudya

  • @mahaveerbhaktimusic3272
    @mahaveerbhaktimusic3272 2 года назад +2

    God bless u Bata
    Awesome Madhab Bhaina

  • @surendranathnayak9319
    @surendranathnayak9319 2 месяца назад +1

    ଆନନ୍ଦେ ରୁହନ୍ତୁ ଜୟ ଶ୍ରୀ କ୍ରୀଷ୍ଣା ଜୟ ଶ୍ରୀ କ୍ରୀଷ୍ଣା ❤

  • @lokanathdas22
    @lokanathdas22 Год назад +4

    ଧନ୍ୟ ତୁମେ କଳାକାର ଧନ୍ୟ ତୁମର କୃତିତ୍ୱ । କି ସୁନ୍ଦର ରଚନା ।
    କି ସୁନ୍ଦର ଗୀତ ଇଏ ।
    ଯେତେବେଳେ ଶୁଣୁଛି ଲୁହ ଆଉ କୋହକୁ ରୋକି ପାରୁନି । ସେଇ ଶ୍ୟମନାଗର ଙ୍କୁ ଦେଖିବାକୁ ଇଛା ହେଉଛି ।

  • @madhabamusic2231
    @madhabamusic2231 Год назад +1

    Bahut madhura kantha swara 👍👍👍💐

  • @SIMANCHALMOHANTY-o9b
    @SIMANCHALMOHANTY-o9b Месяц назад +1

    ଅତି ସୁନ୍ଦର ଓ ମଧୁର କଣ୍ଠ

  • @sunilbeherasunil2044
    @sunilbeherasunil2044 9 месяцев назад +2

    Outstanding your voice is very sweet

  • @niharprabhapratihari7471
    @niharprabhapratihari7471 Год назад +1

    Sunder gaucha bapa❤❤

  • @manojmanoj9952
    @manojmanoj9952 Год назад +2

    ମୁଁ ପ୍ରାୟ ସମୟ ଶୁଣେ 😊😊🙏🏽🙏🏽

  • @mmb4189
    @mmb4189 8 месяцев назад +1

    Excellent ❤

  • @srikantagharai8325
    @srikantagharai8325 2 года назад +2

    ଆଜ୍ଞା ରଚନା କାର କିଏ 🙏🙏

  • @KanhuGouda-tn6uz
    @KanhuGouda-tn6uz Год назад +2

    jayasree krushna

  • @bhaskarsahu786
    @bhaskarsahu786 2 года назад +1

    ସୁନ୍ଦର ପ୍ରବିଣ ଚମତ୍କାର

  • @kshyirabdhitanayapanda9433
    @kshyirabdhitanayapanda9433 2 месяца назад +1

    Must sir... 🙏

  • @soubhagyababloo3295
    @soubhagyababloo3295 4 месяца назад +2

    ଭାବପ୍ରଦାୟକ❤

  • @sanjayasamantaray9622
    @sanjayasamantaray9622 Год назад +2

    ଆଃ ..... ଚମତ୍କାର !

  • @RKmaa-vd8vc
    @RKmaa-vd8vc Год назад +1

    Jay Jagannath 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻 khub suder.....

  • @sujogyakumarsahu8582
    @sujogyakumarsahu8582 2 года назад +2

    Jai Sri Radhe ।

  • @qxztr
    @qxztr 2 месяца назад +2

    ଧନ୍ଯ ଏହି ରଚନା, ଧନ୍ଯ ଏହାର ପରିବେଷଣ। ଏହିପରି ପରିବେଷଣ ପାଇଁ ଭକ୍ତ ଆଉ ଭଗବାନ ମଧ୍ଯ ରେ ନିବିଡତା ଆସିଥାଏ।

  • @ansumansatapathy7959
    @ansumansatapathy7959 2 года назад +36

    ଯେତେ ଶୁଣିଲେ ବି ମନ ଭରୁନି। ଉଚ୍ଚ ସ୍ୱର ରେ ଆହୁରି ମଧୁର ଲାଗୁଛି। ଭାବ ର ଧାରା ଜାରୀ ରହୁ.... ମହାପ୍ରଭୁ ଜଗନ୍ନାଥଙ୍କ ଆଶର୍ବାଦ ସଦା ସର୍ବଦା ଆଉ!!!

  • @biwanandanapallai9063
    @biwanandanapallai9063 5 месяцев назад +1

    ହେ ଶ୍ୟାମ ସୁନ୍ଦର ❤

  • @suryamanibhoi1549
    @suryamanibhoi1549 Год назад +1

    Gayak mahasaya nku koti koti pranam

  • @mr.dhanamalipanda2525
    @mr.dhanamalipanda2525 2 года назад +4

    ହୃଦୟକୁ ଛୁଇଁ ଯାଉଛି

  • @shitanshukumarpanda8078
    @shitanshukumarpanda8078 Год назад +3

    ୟେ ଭାବର ସଙ୍ଗୀତ ଆତ୍ମା କୁ ........

  • @archanasamanta2402
    @archanasamanta2402 Год назад +3

    ପ୍ରଶଂସନୀୟ । ଅନନ୍ୟ ସେ ଭାଵ ।ରାଧେଗୋବିନ୍ଦ
    👁️🙏🏻👁️

  • @madanmmohandash7081
    @madanmmohandash7081 Год назад +2

    ବହୁତ ସୁନ୍ଦର ବାଣୀ

  • @surendranathnayak9319
    @surendranathnayak9319 2 месяца назад +1

    ଅତି ସୁନ୍ଦର ଭଜନ ଟି ❤

  • @sarojkantapatra3797
    @sarojkantapatra3797 2 года назад +3

    ସଙ୍ଗୀତର ରଚନା ଓ ପରିବେଷଣରୁ ପ୍ରତୀତ ହେଉଛି ଉଭୟ କବି ଓ ସଙ୍ଗୀତଜ୍ଞ ଜଣେ ଜଣେ ଗୋପୀ,
    ବହୁତ ଭାବପୂର୍ଣ୍ଣ ରଚନା ଓ ପରିବେଷଣ, ଧନ୍ଯବାଦ ।

    • @qxztr
      @qxztr 2 месяца назад

      ଏହାହିଁ ଅସଲି ଓଡିଆଙ୍କ ପରିଚୟ। ଓଡଶୀ ଗୀତର ଭାବାର୍ଥ ବୁଝିବା ସରଳ ନୁେହଁ।

    • @qxztr
      @qxztr 2 месяца назад

      ବହୁତ ସୁନ୍ଦର ପରିବେଷଣ ଗୀତ, କଣ୍ଠ, ବାଦ୍ଯ ସମସ୍ତ।

  • @anjalipanda1681
    @anjalipanda1681 2 года назад +2

    Ki sundor lekha saili, Bahut sundar gaichanti

  • @rajanikantapattanayak9702
    @rajanikantapattanayak9702 3 года назад +4

    ଶିଳ୍ପୀ ଅତିବ ସୁଲଳିତ ତୁମ କଣ୍ଠସ୍ୱର । ସାଧନା ବଜାୟ ରଖ ।ଶ୍ରୀଜଗନ୍ନାଥ ତୁମର ଭବିଷ୍ୟତ ଉଜ୍ଜ୍ବଳ କରନ୍ତୁ ।

  • @rajvarietystore590
    @rajvarietystore590 Год назад +1

    Jaya jaganatha bhaut Sundar odissi sangita bhabara sangita sadasarbada banchi rahu❤

  • @surendranathnayak9319
    @surendranathnayak9319 2 месяца назад +1

    ଆପଣଙ୍କୁ ଧନ୍ୟବାଦ ଦେଉଛି ❤

  • @jagannathrath8108
    @jagannathrath8108 3 года назад +6

    ମାଧବଶ୍ରୀନନ୍ଦନବଗିଚାର ଏହି ସୁମିଷ୍ଟଫଳକୁ ମହାପ୍ରଭୁଙ୍କୁ ଅର୍ପଣ ପୂର୍ବକ ସେବନ କରନ୍ତେ ଆନନ୍ଦିତ ହୋଇ ବଗିଚାରସମସ୍ତ ସେବକ ମାନଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଜଣାଉଛି।।ଜୟଜଗନ୍ନାଥ।।

  • @anguliablog5046
    @anguliablog5046 Год назад +6

    ମୋର ମନେ ପଡୁଛି ଆଜ୍ଞା ମୁଁ ଯେତେ ବେଳେ ଛୁଆ ଥିଲି ମୋ ବାପା ଏହି ଭଳିଆ ଗୀତ ବୋଲନ୍ତି ।ଆଖିରୁ ଲୁହ ଝରି ପଡୁଛି ଭାଇ ଏ ଗିତ ଶୁଣିଲେ ସବୁ ପୁରୁଣା କଥା ସହିତ ସଙ୍ଗୀତର ଭଙ୍ଗୀ ଜଉଥୀ ପାଇଁ ଲେଖକ ଲେଖିଛନ୍ତି ପୁରା ଆମ ହୃଦୟରେ ଲାଗିଯାଇଛି ।ମୁଁ ପୁଣି ଛୋଟ ପିଲା ହେଇ ଯାଆନ୍ତି କି ମୋ ବାପାଙ୍କ ପାଖରୁ ଗୀତ ଶୁଣିବାକୁ ଭାରି ଇଚ୍ଛା।

  • @srikantagharai8325
    @srikantagharai8325 2 года назад +5

    ପ୍ରିୟ କଣ୍ଠ ଶିଳ୍ପୀଭାଇ ଆନନ୍ଦରେ ଆଖି ଛଳ ଛଳ ହୋଇ ଉଠିଲା ! 😊 ଶ୍ୟାମରଙ୍ଗ ଏକ ଏମିତି ରଙ୍ଗ ସବୁ ରଙ୍ଗ ଫିକା ଲାଗେ ଲୋ ସଜନୀ 🙏 ଅତି ସୁନ୍ଦର 💐😊

  • @nkasdfh6901
    @nkasdfh6901 Год назад +5

    ଶ୍ୟାମ କହୁଛନ୍ତି, ଏ ବେଶ ଆଉ କାହା ପାଇଁ ନୁହେଁ। ଏ ତୁମରି ପାଇଁ ରାଧା । ବହୁତ୍ ସୁନ୍ଦର ରଚନା 🙏

  • @gitamishra9904
    @gitamishra9904 2 года назад +3

    Ati sundar. Mo Maa nku tamara aei gita ti bahut pasand lage.

  • @subhendumishra1600
    @subhendumishra1600 3 года назад +4

    Bahut khusi heli batagopala .. khub sundar gaicha . ... Prabhu jagannath tuma upare Krupa druti rakhithantu

  • @birakishorenayak1690
    @birakishorenayak1690 Год назад +7

    ଅତିଚମତ୍କାର, ହୃଦୟକୁ ଛୁଇଁଲା ।
    ଜୟ ଶ୍ରୀକୃଷ୍ଣ🙏

  • @krushna____126
    @krushna____126 2 месяца назад +1

    ହୃଦୟ ସ୍ପର୍ଷୀ ❤❤❤

  • @ganapatidash7145
    @ganapatidash7145 6 месяцев назад +2

    ଜୟ ଶ୍ରୀ ରାଧା କୃଷ୍ଣ.

  • @MishraRecords
    @MishraRecords 2 года назад +6

    କୁଳ ଉଜ୍ବଳ ବେଳେ ଏମିତି ପୁତ୍ର ପ୍ରଭୁ ଦିଅନ୍ତି, ଆଶୀର୍ବାଦ 👌, ଜୟ ଜଗନ୍ନାଥ 🙏

  • @utkalineedasmugicworld2616
    @utkalineedasmugicworld2616 2 года назад +1

    Superb peformance bata ☺️☺️👌👌 weldone dear keep it up ☺️👌👌👌👍👍👍👍

  • @debarajnayak8746
    @debarajnayak8746 3 года назад +3

    Aapn. Gitagai. Chhanti. Bahutabhal. Hoichhi. Jaya. Jagannatha

  • @Itishreedevi76
    @Itishreedevi76 2 месяца назад +1

    Bahut sundar paribesana jay sri radha krishna

  • @surendragouda2590
    @surendragouda2590 Год назад +1

    Very nice May god bless you forever

  • @sbsudarsanbehera3483
    @sbsudarsanbehera3483 3 года назад +3

    Bahut sundar hrudaya chhuan ahhhhhh🙏🏻🙏🏻🙏🏻🙏🏻🙏🏻🙏🏻

  • @surendranathnayak9319
    @surendranathnayak9319 2 месяца назад +1

    ଜୟ ଶ୍ରୀ କ୍ରୀଷ୍ଣା ଜୟ ଶ୍ରୀ କ୍ରୀଷ୍ଣା

  • @sanjayacharya3376
    @sanjayacharya3376 5 месяцев назад +1

    Bahut sndar paribesana❤

  • @padmanabhapanigrahi3559
    @padmanabhapanigrahi3559 2 года назад +2

    Jio...Jio...sabash

  • @newcreation3045
    @newcreation3045 6 месяцев назад +1

    ହୃଦୟ ଭରି ଗଲା

  • @batsalprusty1081
    @batsalprusty1081 Год назад +1

    Bahut sundar 👌

  • @amarsikuan6114
    @amarsikuan6114 Месяц назад +1

    Ati sumadhura kantha radhe radhe

  • @tekramnaik8381
    @tekramnaik8381 Год назад +1

    JAI JAGANNATH

  • @shaktiprasadpradhan941
    @shaktiprasadpradhan941 Год назад +6

    ଅତି ସୁନ୍ଦର କଣ୍ଠସ୍ୱର । ମଙ୍ଗଳମୟ ମହାବାହୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କୁ ମିଳୁ । ଏତିକି କାମନା । ଜୟ ଜଗନ୍ନାଥ 🙏🙏🙏🙏🙏

  • @manassahu2175
    @manassahu2175 3 месяца назад +1

    ବହୁତ୍ ସୁନ୍ଦର❤

  • @ashismohapatra9159
    @ashismohapatra9159 2 года назад +3

    ମୁଁ ଭାବରେ ହଜିଗଲି ମହାଶୟଙ୍କ ସ୍ୱର ଶୁଣି।ସତେ ଲାଗିଲା ଯେମିତି ଏକ ଅତୀନ୍ଦ୍ରିୟ ଶକ୍ତିର ଅଧିକାରୀ କଣ୍ଠଶିଳ୍ପୀ ବନ୍ଧୁ।ରାଧା ଶ୍ୟାମଙ୍କର ଅପୂର୍ବ ଅପ୍ରାକୃତ ପ୍ରେମର ପରାକାଷ୍ଠାକୁ ବନମାଳୀ ଦାସ ଯେଉଁ ଭଳି ଉପସ୍ଥାପିତ କରିଛନ୍ତି,ବୋଧହୁଏ ଏତେ କୋମଳ ରଚନା ବିରଳ।ଶୁଣିଲାବେଳେ ମୋତେ ଲାଗିଲା ସତେକି ଠାକୁରେ ଆପଣଙ୍କୁ ଏତେ ସୁନ୍ଦର କଣ୍ଠ ଦେଇଛନ୍ତି।ଧନ୍ୟ ହୋଇଗଲୁ ଆମେ।

  • @bijayakumarbiswal3297
    @bijayakumarbiswal3297 9 месяцев назад +1

    Jai jagannath adhyatmik Zagat mai hamara odiya Sangeet katena krisn premi sarazagat ko malum hoga ow radhakrisn ki rashlila Sangeet savioko zarur accha lagega dhanyavad

  • @Iswarchandrasahoo-r3q
    @Iswarchandrasahoo-r3q 4 месяца назад +1

    ,,ଅତି ସୁନ୍ଦର

  • @sukadevmohanty8054
    @sukadevmohanty8054 Месяц назад +1

    ବହୁତ ଆଚ୍ଛା.

  • @pabitramohansahu9118
    @pabitramohansahu9118 2 года назад +4

    ଅତି ସୁନ୍ଦର ହେଇଛି ଓ ମନ, ହୢଦୟ ଶ୍ରଦ୍ଧା ଓ ଶାନ୍ତି ରେ ଭରି ଯାଉଛି ।ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।ଜୟ ଜଗନ୍ନାଥ

  • @bktiyadi4
    @bktiyadi4 2 года назад +2

    ଵହୂତ ବଢିଆ ଜୟଜଗନ୍ନାଥ

  • @bharatsahoo1864
    @bharatsahoo1864 2 года назад +2

    ଭାଇ କି ସୁନ୍ଦର ବହୁତ ଭଲ ଲାଗିଲା

  • @PrakashSahoo-sw6cn
    @PrakashSahoo-sw6cn 7 месяцев назад +1

    Jay gagannath❤❤❤❤❤

  • @haraprasadbag4286
    @haraprasadbag4286 Год назад +2

    Heart touching very sweet

  • @panchanantripathi5702
    @panchanantripathi5702 4 месяца назад +1

    ଶ୍ରୁତି ମଧୁର ଓଡିଶୀ

  • @RatikantaSethi-p7z
    @RatikantaSethi-p7z 2 месяца назад +2

    Jay shree Radha Krishna 🙏🙏🙏

  • @debendranathsatapathy6461
    @debendranathsatapathy6461 Год назад +3

    Excellent I listen regularly.

  • @munapanigrahi801
    @munapanigrahi801 2 года назад +2

    Bahut sundar hayechi

  • @priyacharandas653
    @priyacharandas653 10 месяцев назад +1

    जय श्री जगन्नाथ

  • @sukadevmohanty8054
    @sukadevmohanty8054 2 месяца назад +1

    Perfect

  • @Hirtik143
    @Hirtik143 23 дня назад +1

    Nice❤

  • @qxztr
    @qxztr 2 месяца назад +1

    ଶ୍ରୀ ରାଧେଶ୍ଯାମ

  • @bijaymishra6797
    @bijaymishra6797 Год назад +4

    Beautiful presentation very Very nice best voice best lyrics best music thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏 srikrishna 🙏

  • @mahendraacharya2120
    @mahendraacharya2120 3 года назад +2

    ସୁନ୍ଦର କଣ୍ଠ ଓ ପରିବେଷଣ । ବହୁତ ଭଲଲାଗିଲା ।ଜୟ୍ ଶ୍ରୀ କୃଷ୍ଣ

  • @madanmmohandash7081
    @madanmmohandash7081 Год назад +3

    Beautiful singing Lord Krishna bless you

  • @dipsaha3868
    @dipsaha3868 2 года назад +2

    Chamatkar

  • @jagannathbishoyi2191
    @jagannathbishoyi2191 Год назад +2

    O. Wonderful. Song. God. Bless. All. Odisha. Basi

  • @padmabasantia2726
    @padmabasantia2726 2 года назад +1

    Very very good,jai jaganatha

  • @ashisbagh8469
    @ashisbagh8469 2 года назад +2

    Sata sata pranam

  • @harapriyapratihari9916
    @harapriyapratihari9916 2 года назад +2

    ଅତି ଉଚ୍ଚକୋଟୀର ସ୍ଵର ଏବଂ ପରିବେଷଣ ଧନ୍ୟ ତୁମେ କଣ୍ଡଶିଳ୍ପୀ।। ଖୁବ୍ ସୁନ୍ଦର। ଜୟ ଜଗନ୍ନାଥ