ମୋତେ ଭାରି ଲାଜ ଲାଗେ // ଶ୍ରୀଚରଣ ମହାନ୍ତି // ଗୁହାରି ୨୦୨୪
HTML-код
- Опубликовано: 10 фев 2025
- Mote Bhari Laaja Lage
Artist : Sricharan Mohanty
Harmonium : Prafulla Chandra Behera
Keyboard : Ranjan Kumar Mishra
Dholak : N. Babuli
Flute : Soumya Ranjan Joshi
Tabla : Jogendranath Swain
Octapad : Krushna Chandra Das
Lyrics : Prafulla Kar
.
.
#odisha #jayajagannath #rathayatralive #gkcmorc #Guhari #bhajan #odiabhajan #devotionalsongs #RathaYatra #lordjagannath #Odisha #odishaculture #odia #OdiaCulture #ଓଡ଼ିଶା #culture #ଜଗନ୍ନାଥ #ରଥଯାତ୍ରା
#sricharanmohanty #sricharanmohantybhajan
.
.
Connect to Guru Kelucharan Mohapatra Odissi Research Centre on Social Media by clicking the links below:-
CONNECT with GKCMORC
======================================= ►
CONNECT WITH Guru Kelucharan Mohapatra Odissi Research Centre
► CONNECT ON RUclips :- / @gkcmorc
► CONNECT ON FACEBOOK :- / gkcmorc
► CONNECT ON INSTAGRAM :- / gkcmorc
► CONNECT ON TWITTER :- / gkcmorc
► WEBSITE :- gkcmorc.org
ସୁନ୍ଦର ବନ୍ଧୁ ଗୁରୁ ସ୍ବାମୀ 🙏 ଅନ୍ତରା ଠାରୁ ଭାବ ତୋଳିଲ ବନ୍ଧୁ ହୃଦୟ ଛୁଇଁ ଗଲା ଦୁଇ ବୁନ୍ଦା ଆଖି କୋଣରୁ ଲୁହ ଝରିଗଲା, ଆନ୍ତରିକ ସପ୍ରେମ ଗୁରୁ ସ୍ବାମୀ 🙏 ପ୍ରଣାମ ବନ୍ଧୁ
ମୋତେ ଭାରି ଲାଜଲାଗେ... ଜଣାଣଟି ବହୁତ ଭଲ ଲାଗିଲା ।ଜଗନ୍ନାଥ ମଙ୍ଗଳ କରନ୍ତୁ ।ରାଧେ ରାଧେ ।
Charana bhai apananku mora adara sahita pranama
Jay jaganntha🙏🙏🙏🙏
Bahut sundar bhai gaicha
Most talented singer
ସୁନ୍ଦର୍। ଭାବ ଭରା ଭଜନ ଟିଏ। ଯେତେ ଥର ଶୁଣିଲେ ବି ମନ ହୃଦୟ ଭିତର ଟା ଭାବରେ ବିହ୍ୱଳ ହୋଇ ଯାଏ
ବହୁତ୍ ବଢିଆ ଲାଗିଲା ଶ୍ରୀଚରଣ ସାର୍ ଙ୍କ voice super ❤❤
🎉🎉 very nice 🎉🎉
Bhaba purna bhajan 😢😊❤
Beautiful voice .You are proud of odisha.
Beautiful singing
Khub sundor.Hrudayaku chhuin jauchi.
Lovely.....one of my favorites... The song is not easy...well performed.....carry on...
Bahut badhia
Excellent...
Classical rendition.
Jay Jagannath
Bahut sundara laguchi apananka kanthare
Bahuta badhia charana bhai...ati sundar..🙏👏
Bahut sundar. God bless you.
Beautiful singing.
Bahut Sundar. Jay jagannath 🙏🙏🙏❤❤
Bahut sundar tone good Charan Nana Namaste sir
Best ହୋଇଛି
ବହୁତ୍ ବଢିଆ, ଚରଣ ଭାଇ,
Bahut badhia Charan bhai
Sir pranam. Bahut Sundar boluchanti. ❤. My favourite song
A pioneer bhajan singer of the next generation.
Very Very beautiful
Bahut sundar
good singing.
Bahut badhiya 🌹
Badhia haichi singing
Excellent singing
Best performance. 😊
Excellent
Great 👍.
Jai shree jagannath mahaprabhu 🙏🙏🙏
Nice song
ଜୟେ ଜଗନ୍ନାଥ ❤🎉❤
Mote sri charane sthana diaa prabhu 🙏 hey manima
Good singing.Carry on❤
ଅପା ନମସ୍କାର ବହୁତ ସୁନ୍ଦର ମନ ଭରି ଗଲା 😊
Good 😊
Jay Jagannath 🙏🏽🙏🏽❤️
Super
ଜୟ ଜଗନ୍ନାଥ 🌹
ଜୟ ଜଗନ୍ନାଥ ସ୍ୱାମୀ 🌹❤🙏🏾
Charan sir you are always creating unique voice which demand of songs lost its main them.Try to keep it own standard. Thank you sir
Alws good ❤
❤❤Bahuta sundar
Jay jagannath🙏
Jay jagannath
ହରେ କୃଷ୍ଣ ହରିବୋଲ 🙏🏻🙏🏻🙏🏻
ଭଲ ନିଶ୍ଚିତ। କିନ୍ତୁ ମହାପ୍ରସାଦ କର ଏବଂ ଆପଣଙ୍କ ଭାବ ଠିକ୍ ଠାକ୍ ଲାଗିଲା। ଲେଖା ସ୍ୱର ପ୍ରଫୁଲ୍ଲ ସାର୍ ଙ୍କ ନିଆରା। ହର୍ମୋନୀୟମ ବଂଶୀ ପାଇଁ ସୁନ୍ଦର୍ ହୋଇଛି।
ATI sundar Geeta
ଜୟ ଜଗନ୍ନାଥ
Ñice
Very nice sang
🙏🙏🌹ଜୟଜଗନ୍ନାଥ
Charana you are rearly grear
Classic.. 🙏
Prafulla kar is best
Nice
Favorite ❤
🙏🏻🙏🏻
ବହୁତ୍ ସୁନ୍ଦର୍ ପରିବେଷଣ! କିମ୍ବଦନ୍ତୀ ଗାୟକ, ଗୀତିକାର ,ଲେଖକ ଓ ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ରଚିତ ଏ ଗୀତ କୁ ବହୁ କଣ୍ଠଶିଳ୍ପୀ ଗାୟନ କରିଛନ୍ତି। ତେବେ, ଶ୍ରୀଚରଣ ଙ୍କ ମଧୁର କଣ୍ଠରେ ଗୀତଟି ଭଲ ଲାଗିଲା ଶୁଣିବାକୁ।
Jay Jagannath Sri Ram
ମହାବାହୁ ଶବ୍ଦ ଟି ଉଚ୍ଚାରଣ ବେଳେ ଟିକେ ଅଧିକ ଅଭ୍ୟାସ ଦରକାର ହେବା ଉଚିତ
Omg 😳
କୋଉଠି ଥୋଇବି ଲୋ ବୋଉ 😮
ଟିକେ ଭାବ କମିଗଲା ଭଳି ଲାଗିଲା......ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଜଣାଣ ରେ ଭାବ ହିଁ ଦରକାର.... ବାକି ଭଲ ଆପଣ ଗାଇଛନ୍ତି.....
Right.
🙏🙏🙏🙏👍
🎉🎉ହେଲେ ,ସେ ମିଠlସ ଲାଗି ଲା ନାହିଁ
ଗୀତ ଟିରେ ଭlବ୍ କମିଗଲା
ruclips.net/video/XPhuW0mOXC0/видео.htmlsi=lX8MHrw1oRY5QQdz
ଏତେ ଆଳଙ୍କାରିକ ନକରି ଟିକେ ଦରଦୀ କରିଥିଲେ ଅଧିକ ଶ୍ରୁତି ମଧୁର ହୋଇଥାନ୍ତା.
ସ୍ବର୍ଗତ ପ୍ରଫୁଲ୍ଲ କର ଙ୍କର ସ୍ବର ରେ ଏଇ ସୁନ୍ଦର ଭକ୍ତିପୁର୍ଣ ଭଜନ ଟି ତୁମେ ମଧୁରତା ର ସହିତ ଗାଇ ପାରିଲନି.. ଆଉ ଟିକିଏ ଅଭ୍ୟାସ କର
Mahaprasad kar aei sangitare no one.
ଗୀତ ଟି ସେତେ ସୁନ୍ଦର. ଲାଗୁନି ଆପଣଙ୍କ କଣ୍ଠରେ.
ruclips.net/video/XPhuW0mOXC0/видео.htmlsi=lX8MHrw1oRY5QQdz
Stop extra harkat please.
@@rajkishoreguru9218ପ୍ରକୃତରେ ଚରଣ ବାବୁଙ୍କର ଗୀତ ନୁହେ ।ଏହା ପ୍ରସାଦ ବାବୁଙ୍କର ଗୀତ । ନିଜ ଗୀତ ବ୍ଯତିତ ଅନ୍ୟ ଗୀତ ଆଉ ଜଣେ କଳାକାର ବୋଲିଲେ ଟିକେ ଖଡକା ଲାଗିବ ଏହା ସ୍ବଭାବିକ କଥା । କିନ୍ତୁ ଚରଣ ବାବୁ କିଛି ଖରାପ ବୋଲୁ ନାହାନ୍ତି ।
Mahaprasad Kar is best for this song
Mora liking song charana bhala gaichhu re.
Very nice abaj
Guhari Karyakramara a composition ki???
ଲାଜ ଲାଗେ ଶବ୍ଦ କୁ ଆଉ ଟିକେ ଅଭ୍ୟାସ କରିବା ହେଉ....
Aau tike tempo kam darakar thila, hele bhala heithanta
ruclips.net/video/XPhuW0mOXC0/видео.htmlsi=lX8MHrw1oRY5QQdz
Apana nka voice ahuri reyaz darkar.... Amiti gita gaibaku...
Misei..paruna.vai.ea..sirnka.gita
ଟିକେ ଟେମ୍ପୋ ବଢେଇଥିଲେ ଭଲ ଲାଗିଥାନ୍ତା , ପୁରା ଧୀର ଗତି ଜଣାଣଟିକୁ ମାନ୍ଦା କରିଦେଲା
Don't do sycophantic comments at least in this song ( confessing fault of life ) with odd gestures of Sricharan mohanty .
Mind it , it is an appealing song so the singing must be added with sorrow tune ( visada Rasa ) Pathetic Rasa .
ଖରାପ୍ ଭାବିବନି ଜମା ବି ଭଲ ଲାଗୁନି । ଏଥିରେ ଭାବନା ଯାହା ତାକୁ modern କଲେ ବେକାର...
ଶୁଣିଛି ଶରଣ ବସି ଶ୍ରୀଚରଣେ..... Not ଶ୍ରୀଚରଣ....
Jay jagannth
ଏତେ ସୁନ୍ଦର ଗୀତ.. ଏ ଆଧୁନିକିଆ, ଭାବବିହିନ କଣ୍ଠ ରେ ଶୋଭାପାଉନି
ruclips.net/video/XPhuW0mOXC0/видео.htmlsi=lX8MHrw1oRY5QQdz
ଅନ୍ୟ ମତାମତ ଗୁଡା ପଢନ୍ତୁ।ଆଉ ଏହି ଗୀତଟି ନିଜ ଭାବ ଯୁକ୍ତ କଣ୍ଠରେ ଗାଇ ଛାଡିକି ମତାମତ ଦେଖନ୍ତୁ।ଆପଣଙ୍କୁ ଯଦି ଭଲ ଲାଗୁନି,ତେବେ ଶୁଣନ୍ତୁନି।
@debabrata_satpathy.10 ଅନ୍ୟ ମତାମତ ରୂ କଣ ମିଳିବ ମୁ ଜାହା ଅନୁଭବ କଲି ସେଇଆ ମତାମତ ଦେଇଛି.
Don't try to insult a genius.
BBS ....to aukat bahare gayak ra bhaba bujhiba pai