SATYARA SWARUPA(ସତ୍ୟର ସ୍ୱରୂପ) ||ODIA BADIPALA||PART-4|| GAYAK GOPALKRUSHNA JENA ||URMI ENTERTAINMENT

Поделиться
HTML-код
  • Опубликовано: 19 окт 2024
  • Title- Satyara Swarupa || Odia BadiPala
    (ସତ୍ୟର ସ୍ୱରୂପ)
    Gayak Gopalkrushna Jena and Associates
    Bayak- Sudam Charan Dash
    Sripalia- Abhimanyu Jena
    Palia- Susant Kumar Nayak, Prakash Mohapatra, Mohan Jena
    PART-4
    Odia BadiPala
    URMI ENTERTAINMENT
    #satyarasworupaodiapalagayakgopaljena
    ଏହି ଭାଗର ସାରାଂଶ:-
    ଏହି ବାଦୀପାଲାର ବିଷୟବସ୍ତୁ ହେଉଛି ସତ୍ୟର ସ୍ୱରୂପ, ଏହାକୁ ଗାୟକ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଜେନା ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ବାଦୀପାଲା ଗାୟକ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଜେନା ଓ ଗାୟକ ଯୁବଜ୍ୟୋତି ଶରତ ଚନ୍ଦ୍ର ଦଳେଇଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
    Thank you for watching this video. If you like this video then please hit the like button, share, and do subscribe to our channel for more such videos, also comment about your feedback in the comment section.
    You can watch more videos in these Playlists:-
    ODIA PALA BHAJAN- • ODIA PALA BHAJAN .
    ODIA PALA COMEDY- • ODIA PALA COMEDY .
    ODIA PALA ODISHI- • ODIA PALA ODISHI .
    FOLLOW US ON:-
    RUclips:- / @urmientertainment .
    Facebook:- / bismaya.ranjan.549 .
    Facebook Page:- / urmientertainmentodia .
    Twitter:- / urmientertainm1 .
    Blogger:- www.urmientert....
    Also, enjoy more Pala videos on our other channel- Mamata Entertainment here:-
    / @mamataentertainmentodia .
    -----------------------------------------------------------
    COPYRIGHT DISCLAIMER:-
    All copyrights are reserved by URMI ENTERTAINMENT. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
    -----------------------------------------------------------
    ପାଲାର ସଂଜ୍ଞା :-
    ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
    ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା, ଆମ ସଂସ୍କୃତି ଓ ପରମ୍ପରା
    -----------------------------------------------------------
    #UrmiEntertainment

Комментарии • 11