Eha Odishi (nama) Sankirtan... amara bahuta puratan sanskruti.... Pala ehara modified version with commercial purposes.... Just like Odishi Nritya (Dance) ra old version gotipua and mahari nrutya (dance).... Bahuta Ucha Kotira paribesana bhauninkara.... Abashya, bhauni kichhita remix karichhanti....that means, Odishi nama sankirtan saha pala ra paibesana style...
ଗାୟକ ଗାୟିକାମାନେ ଵେଦପତି ଵ୍ରହ୍ମା ନୁହନ୍ତି ଯେ ସଵୁ ଜାଣିଥିଵେ ।
ତେଣୁ ସେମାନଙ୍କୁ ପଚରା ଯାଉଥିଵା ପ୍ରଶ୍ନ ସେମାନେ ଗାଉଥିଵା ଵିଷୟ ଆଧାରିତ ହେଵା ଉଚିତ୍,
ପୁଣି ଖୋଲାଖୋଲି ନ ପଚାରି ସତର୍କତାର ସହ ଏକ କାଗଜରେ ସ୍ପଷ୍ଟ ଭାଵେ ପ୍ରଶ୍ନ ଲେଖି ଗାୟକ ଗାୟିକାଙ୍କୁ ଦେଵା ଉଚିତ୍, ଯଦି ସେମାନେ ଜାଣିଥିଵେ କହିଵେ,ଅନ୍ୟଥା ଵିଷୟ ଗାନ କରି ପାଲା ଶେଷ କରିଵେ । ଏହା ଉଭୟ ପକ୍ଷ ପାଇଁ ସୁନ୍ଦର ହେଵ ।
ଭଉଣୀ! ମା ସରସ୍ଵତୀ ତୁମକୁ କୋଳେଇ ଧରି ଥାଆନ୍ତୁ, ଜଗନ୍ନାଥ ତୁମକୁ ତାଙ୍କ ବାହୁ ଛାୟା ରେ ରଖି ଥାଆନ୍ତୁ।
ସତେକି ଯେମିତି ମା ସରସ୍ବତୀ, ଆପଣ ଙ୍କ କଣ୍ଠ ରେ ବିରାଜ ମା ନ କରିଛନ୍ତି, ବାୟକ ତରୁଣ ଭାଇ ଙ୍କ ପରିବେଷଣ, ଅତିସୁନ୍ଦର, 👌👏👏👏କୋଟି କୋଟି ନମସ୍କାର, 🙏🙏🙏
Ati sundar gayika madam
ମନ କିଣି ନେଲ ଭଉଣୀ
ତମେ ଆଗକୁ ଆଗକୁ ଏମିତି ଯାଅ
ଭଗବାନ ଙ୍କ ନିକଟ ରେ ପ୍ରାଥନା
ଅତି ସୁନ୍ଦର କଣ୍ଠ,ପାଲା ପରିବେଷଣ,,,ଯେଉଁ ମାନେ ଅଯଥା ପ୍ରଶ୍ନ କରନ୍ତି ସେମାନେ ନିଜକୁ ବଡ଼ ଜ୍ଞାନୀ ଭାବନ୍ତି,,ଯେତେ କହିଲେ ସେମାନେ ବୁଝିବେନି,ଆପଣ ଆଗକୁ ଚାଲ ନ୍ତୁ ❤❤
ବହୁତ୍ ସୁନ୍ଦର୍ ଗାୟନ ବା କଣ୍ଠ ଶିଳ୍ପୀ ମନୋରମା ଭାଉନି ଙ୍କୁ ବହୁତ୍ ବହୁତ୍ ଧନ୍ୟ ବଡ ❤❤❤❤❤
ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି ଗାୟିକା ମହୋଦୟା ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ।
ଓଃ, କି ସୁନ୍ଦର ଅତୁଳନୀୟ ପରିବେଷଣ, ଭାଷାରେ ପ୍ରକାଶ କରିବା କଷ୍ଟକର. 👍👍👍🤚🤚🤚🤚🤚🤚🤚
ବହୁତ୍ ବହୁତ୍ ଭଲ ପାଲା ମୁଁ ଯେତେ ଦେଖିଲେ ବି ଆହୁରି ଦେଖିବା ପାଇଁ ଇଚ୍ଛା ହେଲେ ସଂପୂଣ୍ଣ ପାଲା ମୁ ପାଉନି ଦୟାକରି ଜଉ ଭାଈ ଭିଡ଼ିଓ ଅପଲୋଡ଼ କରୁଛ ଦୟା କରି ସମ୍ପୂର୍ଣ୍ଣ ପାଲା ଅପଲୋଡ଼ କରିବେ
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି।ଜୟ ଜଗନ୍ନାଥ ସ୍ବାମୀ ।
ଅତି ସୁନ୍ଦର ପରିବେଷଣ, ଦୟା କରି ଗୋଟେ ଛୋଟ ଗିନି ହାତରେ ରଖନ୍ତୁ👏👏
ବହୁତ ସୁନ୍ଦର ସ୍ୱର ଓ ଅଭିନୟ କରି ସୁନ୍ଦର ଶୈଳୀ ରେ ଗାଇବାର ଶକ୍ତି ପ୍ରଭୁ ଦେଇଛନ୍ତି,
ଜୟ ଶ୍ରୀକୃଷ୍ଣ . ଗାୟନ ଶୈଳୀ ବହୁତ୍ ଭଲ. ଜଗନ୍ନାଥ
ଆପଣଙ୍କର ମଙ୍ଗଳ କରନ୍ତୁ
Very nice tone keep it up & continue future will bright full
ମାଡାମ ଆପଣଂକ ଗାୟନ ଶୈଳୀ ବହୁତ ସୁନ୍ଦର. ମୁଁ ଆପଣଂକ ର ଜଣେ ନିୟମିତ ଶ୍ରୋତା, ହେଲେ ଆପଣଂକ ବାୟକ ଏତେ ଜୋରରେ ଗର୍ଜନ କରି ଗାଇବା ଭଲ ଲାଗୁନି. ତାଙ୍କୁ କୁହନ୍ତୁ scale change କରି ଗାଇଲେ ଭଲ ଲାଗିବ.
Bahut badhia lagila avimanu chakrabiho barnana ti.tumamanaku bhagaban srikruna asribad karantu sabubele amiti bhagabank a Nama sunauthantu Jay srikruna Jay jaganth 🎉🎉
ଜୟ ଶ୍ରୀ ହରି
ବହୁତ୍ ସୁନ୍ଦର ପରିବେଷଣ
Superb presentation. Lord jagannatha give u immense courage.
ମୋ ମା ତୁମେ ବୟସରେ ଅନେକ ସାନ , କିନ୍ତୁ ତୁମ ଜ୍ଞାନ ଆଗରେ ବଡ ହେଇଛ ତେଣୁ ତୁମକୁ ମା ସରସ୍ଵତୀ ମାନି 🙏🙏🙏🙏🙏 କରୁଛି
God bless you. Out standing performance (jhia)
ଅତି ଉତ୍ତମ ଗାୟୀକା, 🙏🏼🙏🏼🙏🏼🙏🏼
My sister very nice good bless you so much sister chamara dhara
Jay jagannath kirtan gaiba saili bahut sunder bahut badhiya 😊
ଓଁ ନମୋ ନାରାୟଣାୟ 🙏 🙏🙏🙏🙏🙏🌹🌹🌹🌹🌹🌹🌹🌹
Manorama sister you are a very talented gayaka ratna I really love you so much God bless you ❤❤❤❤
Manorama Good Gayak odisha jaya jaganrth
The best qualities of a gayika are with you.
ଅତି ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ
Very good gayana manaku chhuila pari.bhagaban bless2u
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ଧନ୍ୟ ବାଦ୍
Radhe Krishna Radhe Radhe !
ହୃଦୟ କୁ ଛୁଇଁ ଗଲା,
Soul touching tone. Ramakanta sethi
ସୁନ୍ଦର ପରିବେଷଣ. ମା 'ଶାରଳା ଭରସା ହୋଇଥାନ୍ତୁ.
Outstanding" Pala" presentation.
Keep it up, God bless you.
Jai Jagannath ✍️🙏
ଭାଇ ଏ ପାଲା ମଣ୍ଡଳୀ ନୁହଁ.... ସଂକୀର୍ତନ ମଣ୍ଡଳୀ but ତାଙ୍କ ପରିବେଷଣ ଏତେ ଚମତ୍କାର ଯେ ମନରେ ପାଲା ର ଭ୍ରାନ୍ତି ତିଆରି କରୁଚି.... ଏଇଟା ଗୋଟେ ବଡ ଉପଲବ୍ଧି
ସେ ସମ୍ପୂର୍ଣ ଭାବେ ପାଲା ଶୈଳୀ କୁ ଅନୁକରଣ କରୁଛନ୍ତି, ସେଥି ପାଇଁ କୀର୍ତ୍ତନ ବି ପାଲା ଭଳି ଲାଗୁଚି।।
ATI Sundar kantha .Sundar paribesa
ଚୌଧରୀ ବାବୁ ଙ୍କୁ ଧନ୍ୟବାଦ
Madam I am Big fan of your pala. God bless you.
ଭଉଣୀ ଆପଣଙ୍କର tone sahita bayaka ମହାଶୟ ର tone bhala ଲାଗୁଛି
ଅତି ସୁନ୍ଦର ମହାପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ,
Manorama Ji you talented very nice lovely
Bhauninka paribeshana hrudayasparshi ❤❤
Very nice presentation my dear sister. God bless u
Maa Mangal Bless you
ବହୁତ ସୁନ୍ଦର ପରିବେଷଣ ❤
Very very good gaiyak MANORAMA BEHERA
Very very nice presentation , sister God bless you ❤️
ଅତି ସୁନ୍ଦର କଣ୍ଠ।
ଆପଣଙ୍କ ପାଲା ର ସମ୍ପୂର୍ଣ ଭିଡିଓ ଟିର link 🖇️ share କରିବେ।
A long story video really right answer jayjagarnath
Krishna Krishna Hare Hare
ଭଗବାନ ତୁମର ମଙ୍ଗଳ କରନ୍ତୁ
Atti Sundara Bhbabarea paribeveshan Sister. Bavisatre Bisista Gaeeka Hebea...?????
ହରି ବୋଲ 🙏
Very nice
God bless u
Keep it up
Presentation style is so good.God bless you.
ବହୁତ ସୁନ୍ଦର ଗାୟନ
Very nice voice and very knowledge
Jay jagannatha ,God bless you
Jay jagannath Mohaprabhu🙏🙏🙏
Manorama Sister your Pala Paribesan Nice 🙏
Ati sundar gayika bhaouni sundar kanth sundar sayili
ପ୍ରଶ୍ନ ନକରି ଭଉଣୀଟି ଆଗକୁ ବଢ଼ିବାରେ ସାହାଯ୍ୟ କର. ମୂର୍ଖାମୀ କରନା. ନିଜକୁ ଦର୍ବିତ ଅନୁଭବ କରଯେ ଝିଅ ଟିଏ ଆମ ଏରିଆର ପାଲା stage ରେ ଛିଡା ହୋଇଛି. Maheswar Behera.
Yes
ଅତି ସୁନ୍ଦର ପରିବେଷଣ
ଅତି ଅତି ଅତି ସୁନ୍ଦର ସଂକୀର୍ତ୍ତନ । ଜୟ ଶ୍ରୀ କୃଷ୍ଣ 🙏 🙏 🙏 🙏
Jay Jagannath 🎉🎉🎉❤
ମୁଁ ଭାବୁଛି ପାଲାରେ ସିଧାସଳଖ ପ୍ରଶ୍ନ ପଚାରିବା ମୁର୍ଖତା ଛଡା ଆଉ କିଛି ନୂହଁ.
Very nice tone God bless you
ବହୁତ ସୁନ୍ଦର ସୂର ଚାମର ଧରିନ
ଓହୋ ଅତି ସୁନ୍ଦର
Maa bahuta bhala gaucha maa chamara dhara
ବହୁତ ସୁନ୍ଦର ପାଲା ଭଉଣୀ ତୁମର ମୋ ନୋ ଟା ଟିକେ ଦିଅନ୍ତୁ
Didi bohut sundar tumo satsongo, pala
Nimontran koribi didi january 15 pore, asto prohari re
You r my all time favourite
Maa tuma program bahuta dekhe ,bahuta khusilage kintu apanankar phon no diantu
ଆଲୋ ମା ପାଲା ଗାୟିକା ହୁଅ
Really you are great 🙏🏼🙏🏼🙏🏼
God bless you with all staff
Didi Pala ati Sundara huichi
ବହୁତ ସୁନ୍ଦର
Bhauninkara paribesana uchhakotira jagannath tankara mangalakarantu
ଆପଣମାନେ ବୋଧହୁଏ ଜାଣିଛନ୍ତି ଯେ ବହୁତ ଜ୍ଞାନି ମାତ୍ର ସମସ୍ତେ ସବୁ ଜାଣି ନ ଥାନ୍ତି ଏହା ନିରାଟ ସତ୍ୟ ହେଲେ ଆପଣ ମାନେ ଗାୟିକାମହୋଦୟାଙ୍କର ଶୈଳୀ କୁ ପରନ୍ତୁ ନା , ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରନ୍ତୁ l
Madam apnakra pala bhla lagihi madam mora gote mansika achj
Eha Odishi (nama) Sankirtan... amara bahuta puratan sanskruti....
Pala ehara modified version with commercial purposes....
Just like Odishi Nritya (Dance) ra old version gotipua and mahari nrutya (dance)....
Bahuta Ucha Kotira paribesana bhauninkara....
Abashya, bhauni kichhita remix karichhanti....that means, Odishi nama sankirtan saha pala ra paibesana style...
Jay Jagannath
You nice your pala nice
Jay Jagannath Saha
Beautiful Upastapana
Beautiful presentation ❤.
Jay.jagantha.verinice.pals
Bàhut sunder
ଜୟ ଶ୍ରୀ କୃଷ୍ଣ
Jay guru 🙏🙏🙏
❤❤❤❤ koti parnam
Pala mast achi ❤❤❤❤❤
God_bless_you_doughter
Sundara paribesan,
Sundar paribesan sayeli
Very nice sister
Dhanybad attisundar
❤❤❤❤❤
very good madam 🙏
Bhaouni Sundar kantha