How can a Junior Teacher (schematic) will provide qualitative education by getting ₹9768 (after deduction of 12% epfo) and staying 500- 1000 km distance from his/her home
Sir apan thik kahuchhanti contractual teachers jeion Mane 2004-2023 thile ,arthaniti odishara durbal thiba samayare Bina salary re patha padhaeethile,kintu ati dukhara bisay je purba sarkar anyaykale
For improvement of students standard no new schools are required,government should close schools and unwilling to read students should removed from schools,introduce pass fail system conducting exams every,if students not get pass marks,you fail them.
Untill unless the has taken it seriously,it will never possible.real grassroots level enquiry is essential honestly.Class wise posting,rt scrutinise on teaching process not in paper and pen.. Appoint a clerk
ମୋତେ ଯେତେତୁ ମାଠୁଛ ମାଠ ମୁଁ ସେହି ..........କାଠ
ଶିକ୍ଷକ ଠାରୁ mdm ବ୍ୟବସ୍ଥା ଉଚ୍ଛେଦ କରାଯାଉ
ଗୁଣାତ୍ମକ ଶିକ୍ଷା କେବଳ ଗୋଟେ ସ୍ଲୋଗାନ
ଶିକ୍ଷକ ମନେ ମଧ୍ୟାହ୍ନ ଭୋଜନ କରିବେ ଭୋଟର ଲିଷ୍ଟ କରିବେ ବଟିକା ବାଣ୍ଟିବେ
ଏହି କଣ quality education 😂
Your thought , my thought
ଯାହାଯୋଜନା କଲେ ବି ପ୍ରାଥମିକ ଶିକ୍ଷା ଉନ୍ନତି ହେବ ନାହିଁ. ଏହା କେବଳ ଲୋକ ଦେଖାଣିଆ. ନେତା ମନ୍ତ୍ରୀ ପୁଅ ପଢିବ ପରୀବାଟ ସ୍କୁଲ ରେ ଆଉ ଗରିବ ଛୁଆ ପଢିବ govt school ରେ. ସେ କଣ ଜାଣିବା govt school କଥା. Govt school ର ପିଲାଙ୍କୁ govt. ଜବ ଆଉ private school ପିଲାଙ୍କୁ private service ଦିଆ ଯିବା କଥା. ତେବେ ସବୁ ଠିକ ହେଇଯିବ. କୌଣସି ଯୋଜନା ର ଦରକାର ନାହିଁ
All the Godaborish Schools , oneday will be like MO BUS ,LAXMI BUS
ନହେଲେ କେନ୍ଦ୍ର ଓ ରାଜ୍ୟରେ ଫୁଲ ସୁନ 2025ରେ
ନେତା ମନ୍ତ୍ରୀଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାନ୍ତୁ, ଦେଖିବେ କିଛି ନ କରୁଣୁ ଶିକ୍ଷା ବ୍ୟବସ୍ଥା ପୁରାପୁରି ବଦଳିଯିବ ।
ଏ ସରକାରକୁ ଲାଜ ନାହିଁ କାରଣ ବିରୋଧ ଦଳରେ ରହିଥିଲା ବେଳେ କହୁଥିଲା କେନ୍ଦ୍ରିହ ହାରରେ ଦରମା ଦେବ କହୁଥିଲା।ଠକ୍ ସରକାର
Very good suggestion 👌👌
ଏଥି ପାଇଁ ଉଚ୍ଚ ପଦସ୍ଥ ଅଫିସର ମାନେ ଦାଇ।ଆଜିକାଲି ବିଦ୍ୟାଳୟ ପରିଦର୍ଶନ ପାଇଁ ଅଫିସର ମାନଙ୍କ ସମଯ ନାହିଁ।ଅଫିସର ମାନେ ସିଧାସଳଖ
ରାଜନୀତି ସହ ସଂପୃକ୍ତି ରହିଛି।
First give them proper salary, unnecessary drama by bjp govt.9k salary let them take idiot politician
କଥା କୁହା BJP ସରକାର 😂 କାମରେ 0
Where is your equal pay for equal Work.
ପ୍ରାଇଭେଟ୍ ସୁଲ ରେ ଯେମିତି ଗୁଣାତ୍ମକ ଶିକ୍ଷା ଦିଆଯାଏ,,,ସରକାରୀ ସ୍କୁଲ ରେ କେମିତି ହେଇପାରିବ ନାହିଁ,, ମୂଳ ରେ ସରକାର ସମ୍ପୂର୍ଣ ଦାୟୀ,,,ଗରିବ, ମଳି ମୁଣ୍ଡିଆ ,,ପିଲା କେବଳ midday meal
ଦେଲେ ପାଠ ହେବ କି,,? ଶିକ୍ଷା ନୀତି କଣ,,ପ୍ରାଇଭେଟ୍ ରେ ଯେମିତି ସେମିତି ହେଉ,,,
ଶିକ୍ଷକ ଙ୍କୁ କେବଳ ଶିକ୍ଷଣ ଦାଇତ୍ବ ଦିଆଯିବା ଉଚିତ।
ସାର, ଗୋଦାବରୀଶ ବିଦ୍ୟାଳୟ ଖୋଲିବା ପାଇଁ ସ୍ୱାଗତ, କିନ୍ତୁ ଏବେ ରାଜ୍ୟର ଯେଉଁ ଗୋପବନ୍ଧୁଙ୍କର ସରକାରୀ ବିଦ୍ୟାଳୟ ଅଛି, ସେଗୁଡିକର ଉପଯୁକ୍ତ ଯତ୍ନ ର ଆବଶ୍ୟକତା ଅଛି।
How can a Junior Teacher (schematic) will provide qualitative education by getting ₹9768 (after deduction of 12% epfo) and staying 500- 1000 km distance from his/her home
Yes, this is true
., govt should take necessary action for this
Very pathetic situation this type salary of the govt.Needs unit every sanghthan.
If you are wanting quality education,make all primary school residential school,then you have getting must 80% quality education .
ମୁଁ ଜଣେ ଶିକ୍ଷକ 2004 ପାରା ଶିକ୍ଷକ ଦରମା ଥିଲା 1500 ଏବେ ଗଣ ଶିକ୍ଷକ ଦରମା 8800 କେତେ ବର୍ଷ ହେଲା ହିସାବ କରନ୍ତୁ । ମୋର ପଇସା problam ମୁଁ କରିବି କଣ ମୋର ପିଲା ଛୁଆ ପାଠ ପଢୁଛନ୍ତି ମତେ ପଇସା ଦରକାର ମୁଁ କେତବେଳେ କ୍ୱାଲିଟି ଶିକ୍ଷା କେତେ ବେଳେ ଦେବୀ କହନ୍ତୁ ମୋର ମନ ସ୍ଥିର ନାହିଁ ।
ଆଜ୍ଞା 🙏 ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ନୁହେଁ,ଆଗରୁ Electric Dept. ଯେମିତି ଥିଲା, ତା'ଠାରୁ ଖରାପ ଅବସ୍ଥା। ଅତ୍ୟନ୍ତ ଦୁସ୍ଥ ଅବସ୍ଥାରେ ଅଛି।ଖାଲି କାଗଜ କଲମରେ ଆଜ୍ଞା 🙏
Se hs ranga dele tume primary diya
Sir apan thik kahuchhanti contractual teachers jeion Mane 2004-2023 thile ,arthaniti odishara durbal thiba samayare Bina salary re patha padhaeethile,kintu ati dukhara bisay je purba sarkar anyaykale
ଶିକ୍ଷକ ଙ୍କ ........ ହେବ କି?? ପୁରା ଲେଖିନାହାନ୍ତି କାହିଁକି ରଶ୍ମୀ ବାବୁ।।।
Thanks sir 🙏🎉
Double engine sarakaro re sabu hei jaichhi..kebe ru.....au pati korontu nahi...... Ebe gunatmako sikhya diahebo khaibe...😂😂😂
Amiya sir brilliant
🙏🙏 Congratulations Prabin Bhai
MDM ru Teachers nka tharu alaga karagole patha padha nischita heba
For improvement of students standard no new schools are required,government should close schools and unwilling to read students should removed from schools,introduce pass fail system conducting exams every,if students not get pass marks,you fail them.
Sir, brilliantly you are delivering your thoughts
ଅନ୍ୟ ବିଦ୍ୟାଳୟ ରେ କଣ ହବ
ଯେତେ ବିଦ୍ୟାଳୟ କଲେ ମଧ୍ୟ , ମୋ ମତରେ ସବୁ ବିଦ୍ୟାଳୟ ଗୁଡିକୁ ଗୋଟିଏ ଆଞ୍ଚଳିକ ଭାଷା ରଖି ସବୁ english medium କରିଦିଅନ୍ତୁ,Navodaya, ଆଦର୍ଶ ବିଦ୍ୟାଳୟ ପରି ,ଗାଁ ଠାରୁ ସହର ପର୍ଯ୍ୟନ୍ତ,
Hundred percent correct, but they are do,nt because if all are letracy, because ---------.
Sir this is a pure valuable video thanks for this but it is more better if you mention that who is giving the bytes
At first stop MDM dress etc free giftings
Untill unless the has taken it seriously,it will never possible.real grassroots level enquiry is essential honestly.Class wise posting,rt scrutinise on teaching process not in paper and pen.. Appoint a clerk
Jojona jojona sabu retire hele bi jojona upore jojona khali khaiba oachile belo, udanta chodhei ku besara bota