ପ୍ରଭାତୀ ପରିଡା ତୁ କିଏ ବେ, ମହିଳା ମାନଙ୍କର ବିଶ୍ୱାସ ସହ ଖେଳ ଖେଳିବାକୁ !

Поделиться
HTML-код
  • Опубликовано: 23 ноя 2024

Комментарии • 410

  • @RanjanSundaray-ty4vf
    @RanjanSundaray-ty4vf 5 дней назад +65

    ନାରୀ ମାନଙ୍କୁ ଆଗକୁ ଆଣିବାରେ ନବୀନ ବାବୁ ସବୁବେଳେ ଆଗରେ ଥିଲେ ଆଉ ରହିବେ । ଜୟ ଜଗନ୍ନାଥ 😊

  • @mmurmu5980
    @mmurmu5980 5 дней назад +38

    ଦିଦି ଆପଣ serial ରେ ହିଁ ଭଲ ଲାଗନ୍ତି। ରାଜନୀତି ଗୋଟେ କଳୁଷିତ ପଙ୍କ। ଆପଣଙ୍କୁ ବହୁତ୍ ବୁଝି ବିଚାରି ପଦକ୍ଷେପ ନେବାକୁ କୁ ହେବ।

  • @umakantbag4800
    @umakantbag4800 8 дней назад +79

    Pura right katha

  • @tahasilrana6522
    @tahasilrana6522 7 дней назад +68

    Bsky କାଡ଼ର୍ ପାଇଁ ହଜାର ହଜାର ଜୀବନ‌ ବଞ୍ଚି ଛି

  • @JogeswarMajhi-lt7hj
    @JogeswarMajhi-lt7hj 5 дней назад +20

    କେବଳ ମହିଳା ମହିଳା ହେଇ ସବୁ ଦଳ ହାରିବ,,ପୁରୁଷ କଣ ଚୁଚୁନ୍ଦ୍ରା ମାରି ଥିଲେ,,

  • @samirparida9685
    @samirparida9685 8 дней назад +43

    Nabin Pattanayak ZINDA Bad

  • @Colgateicecream_
    @Colgateicecream_ 8 дней назад +25

    ସମସ୍ତେ ଭାଇ ଭାଇ ,
    ସମସ୍ତେ ଭାଇ ଭଉଣୀ ଭାବନ୍ତୁ ,
    ସମସ୍ତ ଙ୍କୁ ସୁଯୋଗ ଦିଅନ୍ତୁ ,
    କାହାକୁ ଅପମାନିତ , ନିଚା କରନ୍ତୁ ନାହିଁ

  • @masiamandal
    @masiamandal 9 дней назад +53

    ୨୪ ବର୍ଷ ରେ ମହିଳା ମାନଙ୍କ ପାଇଁ ବାଳ ଟା କରିଛ ।ଆମ ଅଞ୍ଚଳରେ ଟିକେ ଦେଖିକି ଯାଆନ୍ତୁ। ସବୁ ମିଛ

  • @sanjaykhamari2627
    @sanjaykhamari2627 7 дней назад +24

    BJP ଠକି କରି ନିର୍ବାଚନ ଜିତିଛି। ଓଡିଶା ର ନୂତନ ବିକାଶ ହେବ ଭାବି ସମସ୍ତେ ଭୋଟ ଦେଲେ।ବିକାଶ ବଦଳରେ ବିଜେଡି କରିଥିବା ଯୋଜନା କୁ ବ୍ରେକ ଦେଇଛି।ମିଶନ ଶକ୍ତି ଉପରେ ରାଗ ରଖି ବିଜେଡି ର ପ୍ରତିଶୋଧ ନେଇଛି। ଏଥର ଜିଲ୍ଲାପରିଷଦ ଭୋଟରେ ବିଜେପିକୁ ଦେଖେଇ ଦିଆ ଯିବା

  • @harekrushna6270
    @harekrushna6270 8 дней назад +34

    ଏଇକୁଜି ନେତାଙ୍କ ପାଇଁ ଆଜି ନବିନ କୋମାରେ

  • @VidyamanjariSamal
    @VidyamanjariSamal 6 дней назад +5

    Yes you are right 👍👍👍👍❤❤❤ Navin Pattnaik is great

  • @jytotirmayeelily1953
    @jytotirmayeelily1953 8 дней назад +20

    🙏🙏👍💯 Right All Odisha Miss You Naveen Sir Great CM In India Jai BJD 🙏🙏

  • @jitendrasahu1942
    @jitendrasahu1942 6 дней назад +11

    ମୁଁ ଜାଣିନି, ଆମ ନିର୍ବାଚନ ମଣ୍ଡଳୀ କୁ ଆସି ପରିସ୍ଥିତିକୁ ଦେଖି ବୁଝି କହିଲେ, ବୋଧହୁଏ ଭଲ ହୁଅନ୍ତା,, ବଲେ ବୋଲେ ଢ଼ାବା ବୁଲିବାକୁ ଆସୁଥିଲେ ଟିକେ ଅଡ଼ୁଆ,,

  • @pramiladharua278
    @pramiladharua278 5 дней назад +13

    ନବୀନ୍ ପାଇଁ ଆମ ଓଡିଶା ପୁରା ପୂରୀ ଗରିବ ।କଣ ପାଇଁକହୁଛି ଜାଣିଛ ଆମେ ମଧ୍ୟବିତପରିବାର ଏ ପର୍ଯ୍ୟନ୍ତ ରସନ କାର୍ଡ ମିଳିନାହିଁ ।କିନ୍ତୁ‌ ମହନ ମାଝୀ 5000 ଟଙ୍କା‌ ଦେଲେଣି ।ନବୀନର କୁଜି ନେତାମାନେ କରୂନି।

  • @bichitrarout5316
    @bichitrarout5316 9 дней назад +26

    ତୁ କିଏ ଆଲୋ ଆଉ ସିରିଆଲ ପାଉନୁ କି କାମୁଡି ହଉଚୁ କାହିଁ କି ଟିକେ ଦେଖେ ତମେ 24 ବର୍ଷ ରେ ଯାହା କରିନ ମାତ୍ର 4ମାସ ରେ bjp କଲାଣି

  • @JanmejayParida-o1k
    @JanmejayParida-o1k 6 дней назад +9

    Great 👍👍👍👍👍

  • @arupkumardas7632
    @arupkumardas7632 3 дня назад +1

    Naveen sir is great ❤❤❤❤

  • @binayakrai9009
    @binayakrai9009 6 дней назад +12

    ବି ଏସ କେ ୱାଇ ରେ ଘରୋଇ ହସ୍ପିଟାଲ କୋଟି କୋଟି ଟଙ୍କା ନେଇଥିବା କଥା ସମସ୍ତ କୁ ଜଣା

  • @pratapsamantasinghar8107
    @pratapsamantasinghar8107 2 дня назад

    Well said... Former CM Naveen Patnaik was the pioneer of women empowerment..

  • @RajkishorMahapatra-pp9xw
    @RajkishorMahapatra-pp9xw 8 дней назад +31

    ସୋଫିଆ ଦିଦି ଆପଣ ରାଜ ନୀତିରେ ପସନ୍ତୁନି ଆମକୁ ଭଲ ଲାଗୁନି

  • @Bijaya-d8h
    @Bijaya-d8h 4 дня назад +2

    ଏ ମହିଳା ୧ ନମଂର ଦଲାଲ୍

  • @lipisubhashree2430
    @lipisubhashree2430 7 дней назад +4

    Absolutely right

  • @binatisidu2168
    @binatisidu2168 4 дня назад +1

    Your right 👍👍👍

  • @madhusmitasahoo4465
    @madhusmitasahoo4465 4 дня назад +1

    ସରକାର ବଦ ଳିବା ଜରୁରୀ ଥିଲା acter ଙ୍କୁ ବିଶ୍ୱାସ କରିବା କଥା ନୁହେଁ.. ଏଲିନା ଅନୁଭବ

  • @DevprasadPadhy-c7h
    @DevprasadPadhy-c7h 9 дней назад +15

    Right didi

  • @reetaraniswain1685
    @reetaraniswain1685 8 дней назад +11

    ତୁ ଆଗରୁ କୋଉଠି ଶୋଇଥିଲୁ। ଏବେ କହୁଛୁ। ତୁ କେବେ ବିଜେପି କୁ ଭଲ ବୋଲି କହିବୁନି ଯେତେ ଭଲ କଲେବି।

  • @BasantaSethy-n5e
    @BasantaSethy-n5e 2 дня назад

    ହଉ ବିଜେପି କିଛି କରୁନି ତମେ ସବୁ କରିଦିଅ

  • @nirakarrout1973
    @nirakarrout1973 4 дня назад +2

    ମେଡମ୍ ଆପଣ ରାଜନୀତି ଭିତରକୁ ଆସନ୍ତୁ ନାହିଁ ରାଜନୀତି ଆଜିକାଲି ନର୍କ ଠାରୁ ଆହୁରି ହୀନ ହୋଇଯାଇଛି , ଓଡ଼ିଶାବାସୀ ଆପଣଙ୍କୁ ଆପଣଙ୍କ ବାପାଙ୍କୁ ତଥା ଆପଣଙ୍କ ଭଉଣୀ ଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତେଣୁ ରାଜନେତା ମାନେ ଆପଣଙ୍କୁ କିଛି କହିଦେଲେ ଆମକୁ ଦୁଃଖ ଲାଗିବ

  • @pabitranag8458
    @pabitranag8458 8 дней назад +23

    ଓଡିଶାରେ ବିଜେପି govt ଆସଲା କେ ମହିଳା ମାନେ ନିଷ୍କ୍ରିୟ ହେଇ ଗଲେଣି.

  • @sachitradas6257
    @sachitradas6257 9 дней назад +16

    Great naveen

  • @skanu9041
    @skanu9041 3 дня назад

    Yes mem you are right 👍👍👍👍👍👍👍👍👍👍👍👍👍

  • @bharatinayak9610
    @bharatinayak9610 8 дней назад +5

    BJD✊💪

  • @dipakrautara5043
    @dipakrautara5043 День назад

    Right🙏❤

  • @swarnapravadash1975
    @swarnapravadash1975 4 дня назад

    Thank you Sophia thank you 👍👍

  • @Ranisumi5249
    @Ranisumi5249 9 дней назад +21

    ତମେ ଆଉ କଉ ରାଜ୍ୟକୁ ଯାଇନ ବୋଧେ ଯାହା ଦେଖିଆସିବ ଓଡ଼ିଶା ଠାରୁ ବହୁତ devloped ରେ ଅଛନ୍ତି. ଥରେ ଓଡ଼ିଶା ଭାରିକି ବାହାରକୁ ଯାଆ ଦେଖିପାରିବ.

    • @kabitasili
      @kabitasili 8 дней назад

      Kau State re dekhiki ashichanti. Tame Mane jaiki dekha Bihar. Gujarat ..up .tame jaiki dekha

    • @Ranisumi5249
      @Ranisumi5249 8 дней назад

      Kerala, westbengal,up, Gujarat, Andrapradesh, etc.....

    • @Ranisumi5249
      @Ranisumi5249 8 дней назад

      ବିହାର ଯାଇନି ଗଲେ ସର୍ଭେ କରି କହିବି

  • @subratmohanty3593
    @subratmohanty3593 4 дня назад +1

    Allegedly Wale wale dhaba ku ଯାଆନ୍ତି ବୋଧେ ଏହି ମହିଳା।

  • @PurnaChandraNayak-o7p
    @PurnaChandraNayak-o7p 2 дня назад

    Jay Naveen Babu 🙏💚

  • @Tunapradhan-i1e
    @Tunapradhan-i1e День назад

    ଆପଣ ଖାଳି ମହିଳା ରଜଣିଚ ପୁରୁଷମାନେ ତମକୁ ଖରାପ କାଲି ନବିନ ତମକୁ ଭଲ କ‌ହୁଚ

  • @itishreepriyadarsini5597
    @itishreepriyadarsini5597 2 дня назад

    R8

  • @stihtipranga9116
    @stihtipranga9116 5 дней назад

    Pura Right

  • @U18687
    @U18687 8 дней назад +4

    Right 👍

  • @bidhubhusansamantasinghar4792
    @bidhubhusansamantasinghar4792 3 дня назад

    ସବୁ କଥା ଠିକ ହେଲେ AWW ଦିଦି କଣ ଅଣ୍ଡିରା କି, ତାଙ୍କ ପ୍ରତି କଣ ପାଇଁ ଅଣଦେଖା କରୁଛି ସରକାର,

  • @jayjagarntha6990
    @jayjagarntha6990 3 дня назад

    Jay, 🙏NAVEEN babu

  • @JharanaBeura-z5z
    @JharanaBeura-z5z 5 дней назад +1

    Thanu you madam

  • @hemantsamant8993
    @hemantsamant8993 3 дня назад

    ଆଗକୁ ନିଶ୍ଚିତ ବିଜେଡି ଟିକେଟ ପାଇବ ମାଡାମ ଶ୍ରୀମୟୀ ଙ୍କ ଭଳି

  • @basantiojha6548
    @basantiojha6548 4 дня назад

    Thanku you didi

  • @MinakshiSahoo-d3n
    @MinakshiSahoo-d3n 2 дня назад

    ଆପଣମାନେ ଅପେକ୍ଷା କରନ୍ତୁ ବିଜେପି,କୁ ସମୟ ଦିଅନ୍ତୁ, ବିଜେଡ଼ି 25 ବର୍ଷ ଶାସନ ଗା ଦିରେ ରହିଲା, ତା ଭିତରେ ତାର କାର୍ଯ୍ୟ କରିଛି। ନବୀନ ପଟ୍ଟନାୟକ ଓଡ଼ିଶାର ଭଲ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁଳନା ନ କରି,ନୂଆ କିଛି କରି ଦେଖାଅ। ଆଗକୁ ବାହାରି ଦେଖେଇ ହେବା ଆବଶ୍ୟକ ନାହିଁ। ଧନ୍ୟବାଦ୍

  • @KuniSwain-qy8wb
    @KuniSwain-qy8wb 6 дней назад +2

    Thik katha ❤❤❤❤❤

  • @ranjanbehera6005
    @ranjanbehera6005 3 дня назад

    Yes navin Pattnaik only

  • @LipusahooLipu-gr3dl
    @LipusahooLipu-gr3dl 4 дня назад +2

    ଶଙ୍ଖ ବାଜିବ ଘରେ ଘରେ ❤❤❤❤ ନବିନ ବାବୁ ଆମ ହୃଦୟରେ

  • @snkarasaivlogchannel
    @snkarasaivlogchannel 5 дней назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @rm.rayagada...ajit.star..2225
    @rm.rayagada...ajit.star..2225 8 дней назад +2

    Right di 🙏🙏

  • @jubarajpradhan299
    @jubarajpradhan299 6 дней назад +1

    Bjd 24 barsa rahila mahilaku kebe maganare paisa deichi laja laguni bjd ku

  • @Kichi-Nua234
    @Kichi-Nua234 9 дней назад +9

    Jay ବିଜେଡି

  • @Khatarnaaksound1405
    @Khatarnaaksound1405 9 дней назад +6

    Great Naveen sir

  • @subratmohanty3593
    @subratmohanty3593 4 дня назад +1

    I think India should follow DPSPs Gandhian Principle & Ban on Slaughter of Cow & Penalty on those who consume it.. Hey motti are you consume it?? what's your name..

  • @namitadash1293
    @namitadash1293 6 дней назад

    Absolutely correct madam .we are proud for BJD.

  • @jasodadas7924
    @jasodadas7924 5 дней назад

    Pura right 👍

  • @birenkumar1321
    @birenkumar1321 4 дня назад

    Mam ନବୀନସାର ଙ୍କୁ କୁହନ୍ତୁ ଭତା 3000 BJP Sala କେବେ ଦେବେ

  • @Prabhashippaa
    @Prabhashippaa 8 дней назад +1

    💯% Right

  • @prabirpadhihari5
    @prabirpadhihari5 2 дня назад

    ଆପଣ ଭଲ ଅଭିନୟ କରନ୍ତି... ତା ଉପରେ ଟିକେ ଧ୍ୟାନ ଦେଇ ନେତା/ନେତ୍ରୀ ନୁହେଁ ଭଲ ଅଭିନେତା ଅଭିନେତ୍ରି ହୁଅନ୍ତୁ. ହଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଟା ବେଷ୍ଟ... ବାକି ସବୁ ବେକାର ଗାଁଉଛନ୍ତି 😂

  • @santoshnayak6621
    @santoshnayak6621 4 дня назад +1

    Right madam 👍🏻👍🏻🙏

  • @shantinimallickmeeramallic6768
    @shantinimallickmeeramallic6768 6 дней назад

    Right ma'am 🎉🎉

  • @RanjitaRaika-lr6rq
    @RanjitaRaika-lr6rq 8 дней назад +1

    Your right madam

  • @madhumitapadhihari-wj3qq
    @madhumitapadhihari-wj3qq 8 дней назад +4

    Thik katha

  • @jollyprusty2859
    @jollyprusty2859 8 дней назад +1

    💯 right

  • @imindianarmy3325
    @imindianarmy3325 8 дней назад +1

    100%right mem

  • @AshishkumarDas-bo2re
    @AshishkumarDas-bo2re 3 дня назад

    Jay jagannath

  • @smrutimishra6433
    @smrutimishra6433 8 дней назад +1

    Correct..

  • @nabinnabin3213
    @nabinnabin3213 9 дней назад +2

    Only navin🎉🎉🎉🎉

  • @Chittadesi
    @Chittadesi 9 дней назад +1

    Right

  • @sanatananayak3288
    @sanatananayak3288 4 дня назад

    କେଉଁଟା ହୋଇନି ତୁମେ ସବୁ କରିଛ। ନବୀନ ପଟ୍ଟନାୟକ ଯାହା କରିଛନ୍ତି ଅନ୍ଯ କରିବେ ନାହିଁ ବୋଲି ମୋହର ମାରିଛନ୍ତି କି ? ପୂର୍ବରୁ ଯାହା ସବୁ ଭଲ ତାହା ଗ୍ରହଣ କଲେ ଭୁଲ୍ କି। ତମେ ଯେଉଁ ଶାଢ଼ି ପିନ୍ଧିଛ ତାହା ତମେ କରିନାହଁ। କାହା ଠାରୁ ଧାର ଆଣିଛ କି।

  • @KulamaniSahu-34
    @KulamaniSahu-34 9 дней назад +11

    Thank you. Didi. Bjp. Ku. Laja. Laguni

  • @kiranbehera5413
    @kiranbehera5413 8 дней назад +1

    Right right right 👍

  • @pewds6164
    @pewds6164 6 дней назад

    100%correct

  • @goribenia9146
    @goribenia9146 4 дня назад

    right mam BJD sir 🙏

  • @HareramBehera-gs7po
    @HareramBehera-gs7po 7 дней назад +2

    Jai Naveen

  • @saisevahomensportservices3692
    @saisevahomensportservices3692 6 дней назад

    Yes ..100%ri8

  • @MandakiniMohanta-i2z
    @MandakiniMohanta-i2z 8 дней назад +1

    Super❤

  • @tahasilrana6522
    @tahasilrana6522 7 дней назад

    Right Didi 🎉🎉🎉🎉🎉

  • @sipraranitarai6134
    @sipraranitarai6134 7 дней назад

    Right ma'am

  • @RasmiBisoi-nd6dn
    @RasmiBisoi-nd6dn 9 дней назад +2

    Nabin sir always hero

  • @jayakrishnapradhan-ms6tm
    @jayakrishnapradhan-ms6tm 3 дня назад

    madam ତମେ ନବୀନ ପଟ୍ଟନାୟକ ପାଖରେ ବହୁତ ଥର ଶୋଇଛୁ ବୋଧେ।

  • @minatisahu9229
    @minatisahu9229 3 дня назад

    Thikahichhanti mem

  • @malinidalai7912
    @malinidalai7912 7 дней назад

    Right 👍👍 didi

  • @chandansingh-kd3hb
    @chandansingh-kd3hb 3 дня назад

    Mohon majhi..great.c.m🙏

  • @PralayaSethi-fq4xl
    @PralayaSethi-fq4xl 4 дня назад

    ଓଡ଼ିଶାରେ ଯଦି ନାରୀ ମାଙ୍କୁ ଅସମ୍ନା କରୁଥାନ୍ତି ତାହାଲେ ସିଏ ଆଉ କହିନୁହ Bjd ଦଳ। ମୁଁ ଓଡ଼ିଶା ବାସିଙ୍କ ସାମ୍ନାରେ କେତୋଟି କଥା ଉପସ୍ଥାପନା 1- ପରି କେଶ୍। 2- Bjd ଦଳରେ ଥିଵା ଆଗଥାଡିର କର୍ମୀ ମାନଙ୍କ ଭିତରେ ଜଣେ ସଞ୍ଜୁକ୍ତା ମହଲା। ତାଙ୍କୁ Bjd ଦଳର ଜଣେ ବିଧାୟକ ବାରମ୍ବାର ଲଜ୍ ନେଉଥିଲେ ସେତେବେଳେ ଆପଣ କୁଆଡେ଼ ଯାଇଥିଲେ। ଆପଣଙ୍କ ନବୀନ ପଟ୍ଟନାୟକ କେଆଡେ ଯାଇଥିଲେ ଜବାବ୍ ଦିଅନ୍ତୁ। ଆଉ ଆପଣ କିଛି କହିପାରିବେ ନାହିଁ ଆପଣଙ୍କ ପାଖରେ ଉତ୍ତର ନାହିଁ

  • @jayashridas4278
    @jayashridas4278 8 дней назад +3

    Madam goda tana Tani chadi kuhantu mensuration period gote disease nuhein. Jhia Mane b school najiba start karidiantu... Faltu re empowering bhasana stop karantu

  • @SadhanaNayak-jd8eb
    @SadhanaNayak-jd8eb 4 дня назад

    ନବୀନ good

  • @GajinTandi-s7z
    @GajinTandi-s7z 8 дней назад +3

    Jay Nabin

  • @SuperheroMAHAVIR
    @SuperheroMAHAVIR 5 дней назад

    ନିର୍ବାଚନ କୁ ଆଖି ଆଗରେ ରଖି ଆଣିଥିଲ ହେଲେ ଲାଗୁ କରି ନଥିଲ ଏବେ କଥା କହୁଚ ଲାଜ ଲାଗିବା କଥା ... ପାଣ୍ଡୁ କୁ ସବୁ ଘଇତା କହୁଥିଲ କୁହ .. ଏବେ ହାତରୁ ଗଲା ଖସି ଗେନ୍ଧା ଧରିଥା ବସି ।😊

  • @BaliBhai9406
    @BaliBhai9406 2 дня назад

    Nabin ଯୋଗୁ ନୁହେଁ ତୁମ ଯୋଗୁ

  • @ShaktiKhuntia-h3w
    @ShaktiKhuntia-h3w 7 дней назад +1

    Congratulations 🎉

  • @prafullakumarpradhan8129
    @prafullakumarpradhan8129 4 дня назад

    ତୁ ଜଣେ ମହିଳା ବୋଲି କିଏ କହିବ୍

  • @purnimapradhan6746
    @purnimapradhan6746 8 дней назад +2

    ଠିକ୍ ma'am

  • @tapanbehera5363
    @tapanbehera5363 8 дней назад +1

    Pura thik katha 👍

  • @RajsikhaSikha
    @RajsikhaSikha 5 дней назад +3

    Bahut bhala katha bhandauchanti subhadra nare thakuchanti amaku

  • @MinatiHansdah-p2o
    @MinatiHansdah-p2o 8 дней назад

    Right dii kahucha

  • @snehadashmamadash5972
    @snehadashmamadash5972 9 дней назад +3

    Good news

  • @janakinayak6576
    @janakinayak6576 6 дней назад +1

    ବିଜେପି ଜୟ ହ 🙏❤️❤️❤️❤️