odiaa prabchhana by

Поделиться
HTML-код
  • Опубликовано: 11 окт 2024
  • ପୁଅ ଝିଅ ସ୍ତ୍ରୀ ବନ୍ଧୁ ପରିଜନ ତୋ ସାଇତା ଯେତେ ଧନ,
    ସେପାରି ପଥକୁ ସାହା ନୁହଁ କେହି ଏକା ସେ ଯଦୁନନ୍ଦନ
    ଅରଜିଲା ଧନ ଦେ ଧରମେ ବାଣ୍ଟି
    କେଶବ ଧନକୁ ରଖ ପକାଇ ଗଣ୍ଠି
    ତୁ ଅନ୍ଧ ସିଏ ତୋର ନୟନତାରା...
    ତୁ ସୋଇ ରହିଛୁ ସେ ଚେଇଁଛି ପରା
    ବାଣ୍ଟିବ ଧରି ଆସିଛି ମୁକ୍ତି ପସରା...
    🌹🌹🌹🌹🌹🌹🌹🌹🌹🌹🌹🌹🌹🌹

Комментарии • 303